Jibana Do Chhakire Ashara Alok Ep 285| 25 SEPT 2021|ଶାଶୁ-ବୋହୂ ତୁ ତୁ ମେ ମେ...

Поділитися
Вставка
  • Опубліковано 2 січ 2025

КОМЕНТАРІ • 674

  • @payalmusic355
    @payalmusic355 3 роки тому +140

    କିଛି ଲୋକ ମିହିର ଦାସ୍ ଙ୍କୁ ରାଗୁ ଥିବେ ଏଣୁ ତେଣୁ ପ୍ରଶ୍ନ ପଚାରୁଛନ୍ତି ବୋଲି କେମିତି ପ୍ରେମ ହେଲା ପ୍ରେମ କୋଉଁଠି ହେଲା କିଏ କାହାକୁ ପ୍ରପୋଜ କଲା ଏଇ ସବୁ ପ୍ରଶ୍ନ ପାଇଁ ମିହିର ବାବୁଙ୍କୁ ଖରାପ ଭାବୁ ଥିବେ ସମସ୍ତେ ଜାଣିରଖି ବା ପାଇଁ ମିହିର ବାବୁ ଏଇ ଭଳି ପ୍ରଶ୍ନ କରନ୍ତି ସମାଜରେ ପ୍ରେମ କର କିନ୍ତୁ ବୁଝି ବିଚାର କରି ଭଲ ପାଅ ବୋଲି ସଚେତନ କରାଇବା ପାଇଁ ଏମିତି ପ୍ରଶ୍ନ କରନ୍ତି ଯାହା ମୁ ବୁଝିଛି ମିହିର ବାବୁଙ୍କୁ କୋଟି କୋଟି ପ୍ରଣାମ 🙏

  • @romanticboyprakash3259
    @romanticboyprakash3259 3 роки тому +99

    ପୁଅ ର ମା ହେଉଛି ସବୁଠାରୁ ଖରାପ ମହିଳା. ପୁଅ ଯଦି ତାର ମା କୁ ଉଚିତ ଶିକ୍ଷା ଦେବେ ତାହାଲେ ତାଙ୍କ ସୁଖ ସଂସାର ଠିକ ରେ ଚାଲିବ. ମୋ ଅନୁଭୂତି ରୁ ଲାଗୁଛି ସେ ଝିଅ ବହୁତ ଭଲ. ଜୟ ଜଗନ୍ନାଥ

  • @prangyasamarendra443
    @prangyasamarendra443 3 роки тому +31

    ଜଗତ ଜୀବନ Sir ଠିକ୍ କଥା କହିଲେ ପୁଅ ର ମା ଭଲ ନୁହେଁ

  • @tapanparida7229
    @tapanparida7229 3 роки тому +71

    ସେ ପୁଅଟି ଯେମିତି ହେଉଛି ଜଣା ପଡୁଛି ମା କ୍ଷୀର ଛାଡ଼ି ନାହିଁ ଯେଉଁ ଦିନ କ୍ଷୀର ଛାଡ଼ି ଦେବ ସେହି ଦିନ ସମାଧାନ ହୋଇଯିବ ।

  • @policelifestyle789
    @policelifestyle789 3 роки тому +33

    ପୁଅ ର ମା ର ମୁହଁ କୁ ଦେଖିଲେ ଜଣା ପଡ଼ୁଛି। ପୁରା।।।। ଖଳ ନାୟିକା ହେଇଥିବା।।। ଭାଈ ଏ ଭଳି ଶାଶୁ କୋଉ ଝିଅକୁ ନ ମିଳୁ......... ବାପ୍ ରେ ବାପ୍......…..🙏🏽🙏🏽🙏🏽🙏🏽

  • @Dhirenmishra6476
    @Dhirenmishra6476 3 роки тому +19

    ପୁଅର ମା ତାଙ୍କ ସଂସାର ଟାକୁ ଭାଙ୍ଗିଦେଲା. ଆଉ ପୁଅ ବି ସେମିତି ମା କଥାରେ ଚାଲିଛି ଭଲ ଖରାପ କିଛି ଦେଖୁନି ଝିଅ ଟା ଆଉ କେତେ ସହିବ ସବୁ ପୁଅର ମା ର ଦୋଶ

  • @meenakshikar6351
    @meenakshikar6351 3 роки тому +53

    ପୁଅର ମା ପାଇଁ ସବୁ ଅସୁବିଧା।ଜୟ ଜଗନ୍ନାଥ

  • @monalisapadhihari9263
    @monalisapadhihari9263 3 роки тому +2

    ମୋ ଭାଇ ରେ ମା ଙ୍କ କଥା ମାନ ଠିକ୍ ଅଛି ହେଲେ ଯାହାକୁ ଭଲ ପାଇବା ଦେଇକି ଆଣିଥିଲ ତା ମନ ରେ କଣ କଷ୍ଟ ଅଛି ବୁଝିବାକୁ ବି ଚେଷ୍ଟା କର ଜୀବନ ସାରା ତୁମ ସହିତ ତୁମ ସ୍ତ୍ରୀ ରହିବ ତୁମ ଭଲ ମନ୍ଦ ବୁଝିବ । ଏ ଜୀବନ ଆଜି ଅଛି କାଲି ହୁଏତ ନଥିବ । ଜୀବନକୁ ବୁଝ ଆଉ ଭଲ ରେ ରହିବାକୁ ଚେଷ୍ଟା କର ଆଉ ଗୋଟେ କଥା ତୁମ ମା ଖୁସି ଥିଲା ପରି ଲଗୁନାହାନ୍ତି ତାଙ୍କୁ ବି ବୁଝା ଟିକେ ଯିଏ ଆସିଛି ଘରକୁ ଝିଅ ହେଇ ତାଙ୍କୁ ନିଜ ଝିଅ ପରି ଭଲ ପାଇବା ଦିଅନ୍ତୁ ଆଉ ଦେଖିବ ସିଏବି ନିଜ ମା ପରି ଭାବିବେ ନିହାତି।।। ସବୁ ମା ମାନଙ୍କୁ ମୋର ନିବେଦନ ଆଉ ବୋହୂ ମାନଙ୍କୁ ବି ଏମିତି କିଛି କରନ୍ତୁ ନି ଯାହା ପାଇଁ ନିଜ ସଂସାର ଭାଙ୍ଗିଯିବ । ବାବା ସମସ୍ତଙ୍କୁ ଭଲ ରେ ରଖନ୍ତୁ🙏🏻

  • @alekhkumarpanda6040
    @alekhkumarpanda6040 3 роки тому +30

    ମହିର ସାରେ ଆପଣ ଠିକ କହିଛନ୍ତି ଇଏ ପୃଥିବୀର ପଥମ ଶାଶୁ। 🙏🙏

  • @avipsatripathy3043
    @avipsatripathy3043 3 роки тому +17

    ସବୁ ଘରେ ପୁଅର ମା ଘର ଭାଙ୍ଗି ବାକୁ ଆଗୁଆ, ସେଇ ମାନଙ୍କ ପାଇଁ ଦାମ୍ପତ୍ୟ ଜୀବନ ଭାଙ୍ଗେ, 🙏

    • @rajalaxmitripathy1049
      @rajalaxmitripathy1049 3 роки тому +1

      Thik kahicha pua kichhi kahile maa sange sange baha heiki badali gala pua agaru emiti nathila bala sabu mahanadi re kuda mariki marigale kali juga sesa bhala manisa heiki duniyaku asibe den

    • @Tapan000
      @Tapan000 3 роки тому +2

      Avipsa@ sabu jagare nuha... Kichhi kichhi jaga re

    • @Aster-mv3ww
      @Aster-mv3ww 3 роки тому +2

      ତାହା ହେଲେ, ଆପଣଙ୍କ ଭାଇ ଭାଉଜଙ୍କ ଦାମ୍ପତ୍ୟ ଜୀବନ ⚔️⚔️⚔️⚔️😢। ଆପଣଙ୍କ ମାଆ ବି 🏠 ⚔️⚔️⚔️.. ।🙏

    • @rajalaxmitripathy1049
      @rajalaxmitripathy1049 3 роки тому

      Kaha bhai ki bhuja katha kuha hauni bdw aeita reality hauchi jaha sei episode kahuchi aau mo pakhaku asile mu kahibi se avipsa na ki mora kichhi lagibe den mo life ku asile I am a working lady so mo life bindas achhi don't worry try to focus your life and yes give comments in this episode to otv not to me ok understood chhe.

    • @Aster-mv3ww
      @Aster-mv3ww 3 роки тому

      Mantavya Rakhiba Purbaru Janni Rakhiba Darkar, Sabu Ghare Puara Maa Mane Ghara Bhangibaku Chahanti Nahin. Jeun Mane Emiti Mantavya Deuchhanti Semane Chinta Kariba Darkar, Semanankar Maabi Achhanti Aau Semane Bhavishya re Putra Manankar Maa Hebe. Tamane Semane Bi Ghara Bhangibare Aagua Hebe......
      Episodeku nei mantavya Rakha.
      Sabu Maa Mananku Neikari Nuhan.....

  • @CreaterDivaofc
    @CreaterDivaofc 3 роки тому +86

    ଏଇ ପୁଅର ମା କୋଉ ବି ବୋହୂକୁ ଚଳେଇ ପାରିବେ ନାହିଁ।ବୋହୂକୁ ନିଜ ଝିଅ ଭାବିଲେ ସାବୁନ୍ ତେଲର ହିସାବ ରଖୁ ନଥାନ୍ତେ।ନିଜ ପୁଅର ଜୀବନ ନଷ୍ଟ କରୁଛନ୍ତି। ଶାଶୂ ମାନେ ଯଦି ଝିଅ ପରି ବୋହୂକୁ ଚଳେଇ ଦିଅନ୍ତେ କାହା ଘର ଭାଙ୍ଗିବ ନାହିଁ।

  • @haripriyahp9246
    @haripriyahp9246 3 роки тому +11

    Mu favourite Show 👌👌👌

  • @thirdeye9492
    @thirdeye9492 3 роки тому +32

    ବାପା ମା ମାନେ ପିଲାମାନଙ୍କ ଜୀବନ ପ୍ରତି ସଚେତନ ହେବା ଉଚିତ, ନିଜ ଅହଂକାର ପାଇଁ ଗୋଟିଏ ସୁନାର ସଂସାର ନଷ୍ଟ କରିଦେବା ଅନୁଚିତ.. ଜୀବନରେ ପଇସା ସବୁକିଛି ନୁହେଁ.. ଅନ୍ତତଃ ଏତିକି ବୁଝିଲେ ପୂର୍ବ ଶୁଖ ଶାନ୍ତି ପୁଣି ଫେରିଆସିବ, ସମସ୍ତେ ଶାନ୍ତିରେ ରହିବେ.....

  • @kishore12352
    @kishore12352 3 роки тому +70

    ପୁଅ ର ମାଆ ବହୁତ୍ ବଡ଼ ଖେଳାଳି ଚେହେରା ଜଣା ପଡୁଛି .... ପୁଅ ଯଦି ମଣିଷ ହେବ ସୁଖ ରେ ସଂସାର ଚାଲିବ

  • @babulukumar7276
    @babulukumar7276 3 роки тому +11

    ପୁଅର ମା ଡାହାଣୀ ପରି ଲାଗୁଛି ଇ ଏ କଣ ବହୁକୁ ସମ୍ଭାଳି ଵ ,, ଛି ଛି

  • @payalmusic355
    @payalmusic355 3 роки тому +11

    ଏ ଝିଅ ଆଉ ପୁଅର ପ୍ରେମ କେଉଁ ଭଳି ପ୍ରେମ ହୋଇ ଥିଲା ଭଲ ଭାବରେ ଏପିସୋଡର ଦେଖନ୍ତୁ ଜାଣି ପାରିବେ କେତେ ଦିନର ପ୍ରେମ ,, ସବୁ ପୁଅଙ୍କର ଗୋଟେ ଖରାପ ଅଭ୍ୟାସ ଝିଅ ପଟେଇ କି ସାଙ୍ଗ ମାନଙ୍କ ଆଗରେ ବାହାଦୁରି ମାରନ୍ତି ନିଜକୁ ଦେଖେଇ ହୁଅନ୍ତି , ଝିଅ ମାନେ ବୁଝି ବିଚାର କରି ପ୍ରେମ କର ,

  • @rabindraojha5260
    @rabindraojha5260 3 роки тому +6

    Thanks to asara alok

  • @sasmitapandarubina4076
    @sasmitapandarubina4076 3 роки тому +19

    ପୁଅର ମା ବହୁତ ଭୟଙ୍କର ଲାଗୁଛନ୍ତି । 🥴

  • @arjunkumar-zq1rf
    @arjunkumar-zq1rf 19 днів тому

    ମାଆ ଭାଙ୍ଗି ଦେଲା ପୁଅ ସଂସାର.....ଶାଶୁ ପୁରା ୮୦, ୯୦ ଦଶକ ର ଗୀତା ରାଓ😂😂

  • @sitakantamishra47
    @sitakantamishra47 3 роки тому +74

    ଝିଅ ମା ଟି ବହୁତ ଭଲ ।।

  • @rojapersonallife2101
    @rojapersonallife2101 3 роки тому +1

    ପୁଅ ର ମାଁ ହିଁ ଖରାପ 😁😁

    • @rojapersonallife2101
      @rojapersonallife2101 3 роки тому

      ପୁଅ ର ମାଁ ଉଦ‌ଣ୍ଡି ରାକ୍ଷସ୍👍

  • @dncreations...2755
    @dncreations...2755 3 роки тому +9

    ଦୁଇଦିନିଆ ପ୍ରେମ କରି ବାହା ହେଲେ ଏୟା ହୁଏ, ବାଳ ପ୍ରେମ କରିଥିଲ, ଟୋକା ଯୋନି ପାଗଳ 🤣🤣

  • @niranjanparida7914
    @niranjanparida7914 3 роки тому +12

    Nice show 👍🙏

  • @sibakumarbehera6619
    @sibakumarbehera6619 3 роки тому +20

    ଭାଇ ଭଲ ସାଥିଟେ ପାଇଛ । କାହା କଥା ରେ ନଚାଲି ନିଜ ବୁଦ୍ଧି ରେ ଚଳ । ବହୁତ ଭଲରେ ରହିବ ।

  • @akhtaralikhan2968
    @akhtaralikhan2968 3 роки тому +5

    First viewer.... 😀😀

  • @ratiranjanbehera8132
    @ratiranjanbehera8132 3 роки тому +10

    Gopa bhandhu sir nku dakantu tanka katha bhari bhala lage, se personally bhari bhala sir.

  • @princebijay2730
    @princebijay2730 3 роки тому +13

    ଦୁନିଆ ରେ ଏମିତି କଉ ଶାଶୁ ନାହିଁ ଯିଏ ବୋହୂ ର ସାବୁନ୍ ଟିକିଲି ସବୁ ଗଣି କି ମନେ ରଖୁଛି. ଦିକ୍ ସେ ମା ପଣିଆ.
    ନିଜର ଯଦି ଝିଅ ଥାନ୍ତା ତାହେଲେ ବୁଝି ପାରି ଥାନ୍ତା.

    • @SubaginiThetual
      @SubaginiThetual Рік тому

      😅🎉😮

    • @arjunkumar-zq1rf
      @arjunkumar-zq1rf 19 днів тому

      ସେଥି ପାଇଁ ତ ମିହିର ଦାସ କହିଲେ ତୁମେ ପୃଥିବୀ ର ପ୍ରଥମ ଶାଶୁ😂

  • @ashoksetha4811
    @ashoksetha4811 3 роки тому +11

    Mihir sir bahutu bhala Taku Koti Koti pranam

  • @payalmusic355
    @payalmusic355 3 роки тому +3

    ଭଲ ପାଇବା ସେତେ ବେଳେ ମଜବୁତ୍ ହୋଇ ଥାଏ ଯେତେବେଳେ ଦୁହେଁ ଦୁହିଁଙ୍କ ବିଷୟରେ ସମ୍ପୂର୍ଣ୍ଣ ଜାଣି ଥିବେ ବୁଝିଥିବେ ସମୟ କାଟିଥିବେ ସାଙ୍ଗ ହିସାବରେ ଦୁହେଁ ଦୁହିଁଙ୍କୁ ବୁଝିବେ ଦୁହେଁ ଦୁହିଁଙ୍କ ପରିବାର ବିଷୟରେ ଜାଣିବେ ତା ପରେ ସମ୍ପର୍କ କୁ ପ୍ରେମ ର ରୂପ ଦେଇ ଗଢ଼ିବେ ତାହାଲେ ପ୍ରେମ ସଫଳ ହେବ ସୁଖରେ ସଂସାର କରିବେ ସମାଜର ମଙ୍ଗଳ ହେବ

  • @bibhumusictv691
    @bibhumusictv691 3 роки тому +16

    କ'ଣ କରିବି
    ପ୍ରେମ ଆଉ ପ୍ରେମ
    ପ୍ରେମ ନିଆଁ ଦୁନିଆ ସାରା ପାଲା

  • @mkbr1701
    @mkbr1701 3 роки тому +1

    ଧନ୍ୟବାଦ ବହୁତ ଭଲ ଲାଗିଲା

  • @kanhucharan9268
    @kanhucharan9268 3 роки тому +1

    ମୋର ମିହିର ସାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେ କୌଣସି ପାରିବାରିକ ସମସ୍ୟା କୁ ସମାଧାନ କରି ଲୋକଙ୍କ ପାଖରେ ପହଁଚାଉଛନ୍ତି 'ଏହା ଦେଖି ପ୍ରାୟତଃ ଲୋକ ଏମିତିକା ଭୁଲ କରିବେନି ,? ମୋର ଏତିକି ଅନୁରୋଧ ଓଡିଶା ବାସୀଙ୍କୁ ଏମିତି ଭୁଲ କରନ୍ତୁ ନାହିଁ :ଯଦି କିଛି ଭୁଲ କରୁଛନ୍ତି ତାହା ସମାଧାନ କରି ନିଅନ୍ତୁ 🙏🙏🙏🙏🙏🙏🙏🙏

  • @SatyaPlumber
    @SatyaPlumber 2 місяці тому +1

    Do not trust. Love marriage ❤😂

  • @payalmusic355
    @payalmusic355 3 роки тому +2

    ଭଲ ପାଇବା ପୂର୍ବରୁ ସବୁ କିଛି ବୁଝି ବିଚାର କରି ,ଜାତକ ରାଶି ନକ୍ଷତ୍ର ଜ୍ୟୋତିଷ କୁ ଦେଖାଇ ବୁଝ ଦୁହେଁ ଦୁହିଁଙ୍କ ପରିବାର ବିଷୟରେ ବୁଝ ତା ପରେ ପ୍ରେମ କର , ନହେଲେ ମୋ ପରି ସାରା ଜୀବନ କାନ୍ଦି କାନ୍ଦି ମରିବ , ମୁଁ ବି ପ୍ରେମ କରି ବାହା ହୋଇ ଥିଲି ଦୁଇଟି ଝିଅ ମୋର ଆମେ ସ୍ଵମୀ ସ୍ତ୍ରୀ ଏବେ ଅଲଗା ହୋଇ ଯାଇଛୁ କେବେ ଏକାଠି ହେବା ସମ୍ଭବ ନୁହେଁ 😭😭😭😭😭😭😭😭😭😭😭😭

    • @ashokkumarsahoo9091
      @ashokkumarsahoo9091 3 роки тому

      Asara Alok ku asa

    • @Soumyacreation03
      @Soumyacreation03 2 роки тому

      bhai gote chota request,apanankara sabu bhul kahi madam ku request karantu ..dekhibe sabu thik hei jiba and hapi rahibe🙏🙏🙏bhul magile kehi Chhota hei jibeni

  • @payalmusic355
    @payalmusic355 3 роки тому +2

    ଦେଖୁ ଦେଖୁ ପ୍ରେମ ହେଇ ଯାଏ ଯେଉଁମାନଙ୍କର , ସେଇ ପ୍ରେମୀ ମାନେ ମୂର୍ଖ ସେଇ ମାନେ ପ୍ରେମକୁ ବଦନାମ କରି ଥାନ୍ତି

    • @subhrajitsamaljajpur1536
      @subhrajitsamaljajpur1536 3 роки тому

      Ajikali Seita heuchi attraction love 😃😃

    • @payalmusic355
      @payalmusic355 3 роки тому

      ମୁଁ କରିଥିଲି ସେଇ ଭଳି ପ୍ରେମ ଏବେ କାନ୍ଦି କାନ୍ଦି ମରୁଚି ଭାଇ ମୋର ଦୁଇଟି ଝିଅ ସେମାନଙ୍କ ଭିବିଷ୍ୟତ ଦୁଃଖ ମୋ ପାଇଁ

    • @bidyadharbehera8297
      @bidyadharbehera8297 3 роки тому

      Right bro

  • @ଦୈତାରୀ_ଦାସ_ବାଲେଶ୍ୱର_ସୋର

    ପୁର ର ମାଆ ମହା ନାଗୁଣୀ କାଳୀ ଯିବି

  • @namitakhuntia8220
    @namitakhuntia8220 3 роки тому +6

    Bohuku jhia pari dekha sabu khusi re rahiba

  • @jayjagannatha2008
    @jayjagannatha2008 3 роки тому +50

    I'm and my mother both are covid positive please pray to God for speed recovery 🙏🙏🙏 .Please help me .Please contribution. 🙏🙏

  • @pinkibehera4504
    @pinkibehera4504 3 роки тому +10

    Good show

  • @Sahubimalprasad
    @Sahubimalprasad 3 роки тому +7

    ପୁଅ ର ମା ର ସବୁ ଦୋଷ ଜଣା ପଡୁଛି ଏ ପୁଅ ତୋର ତୋର ଭଲ ପାଇବା ପ୍ରତି ଭରସା ଅଛି ତାହାଲେ ତୋର ସ୍ତ୍ରୀ କୁ ତୋ ପାକରେ ରଖ...

    • @mitabehera6018
      @mitabehera6018 3 роки тому

      Gote gote sasu mane achanti nija pua bohu nka khushi sahi paratini

  • @BikashDas-xg1ye
    @BikashDas-xg1ye 3 роки тому +7

    ଏ ସବୁ ଘଟଣା ଶୁଣି ସାରିବା ପରେ ଯାହା ଜଣା ପଡିଲା ଏ ଉଭୟ ଙ୍କ ଝଗଡା ବଢିବାର କାରଣ ଶାଶୂ ଏବଂ ଝିଅର ମା... ତେଣୁ ମୋର ଉଭୟଙ୍କୁ ମୋର ଅନୁରୋଧ ସେମାନଙ୍କ କଥାରେ ମୁଣ୍ଡ ନ ପୂରାନ୍ତୁ।

    • @brundabanmanda5
      @brundabanmanda5 2 роки тому

      Only pua ra maa vary denjor

    • @rasmitapradhan9717
      @rasmitapradhan9717 Рік тому

      ସବୁ ଶାଶୁ ଘରେ ସ୍ଵାମୀ ସ୍ତ୍ରୀ ଝଗଡ଼ା ଲାଗିଲେ ପୁଅ ର ମା ମୁଣ୍ଡ ନ୍ ପୂରେଇ ଲେ ଖାଇବା ତାର ହଜମ ହବନି

  • @antrjamiswain488
    @antrjamiswain488 3 роки тому +5

    ପ୍ରତ୍ୟେକ ଘର ର ପୁଅ ନିଯ ବାପା ଓ ମା'ଙ୍କ ପାଖରେ ରହିବା ପାଇଁ ଠିକ୍ ଭାବନ୍ତି ହେଲେ ବହୁତ ଝିଅ ଏ‌ହା ଠିକ୍ ଭାବନ୍ତିନି ସେ ମାନେ ଭାବନ୍ତି ଠିକ୍ ରେ ତାଙ୍କର ବାପ ଘରକୁଯିବେ ଓବାପଘର କଥା ବୁଝିବା ପାଇଁ ଏପଟେ ଶାଶୁ ଘର ନଚାଲୁ ଏବଂ ଅଲଗା ହୋଇ ଭଡ଼ାରେ ରହି ରୋମାଣ୍ଟିକ କରିବାକୁ ଇଛା ସେଥିପାଇଁ ପୁଅର ଭୁଲ୍ ହୂଏ ଏଠି ଶବୁ ଝିଅ ପଟିଆ

    • @rajalaxmitripathy1049
      @rajalaxmitripathy1049 3 роки тому

      Ha ha ki katha kahile mana ku paigala bhabuchi bhagabana tm ku gote jhia ra bapa karithantu. Kn bhabuchanti episode ku bhala ki dekhantu pua ra maa tiki Nikki sabu katha dharuchi sethi aee jhia kayedi heiki rahithiba sabu jhia chahanti free re rahibaku ta mane nuhe ki alaga rahiki romance karibe socha change kara. Ghara ku ghara bhaliya rakha kukura para tiara prani te adara paiki malika pachhe pachhe hauchi manisa heiki manisa ku ete raga kahniki je. Jhia ra bapa hele janiba aau jebe jhia sasu ghara ku jiba janjpariba. Gote nari nari satru aau pua mane Bali padijauchanti.

    • @rabipradhan4354
      @rabipradhan4354 3 роки тому

      Right

  • @vegetable168
    @vegetable168 3 роки тому +8

    Sasu maa ra bht vala knowledge ....ki memory ....Sabu date mane rakhuchi ....

    • @RK-xe4qq
      @RK-xe4qq 3 роки тому

      😄😄😄ଆକାଉଟାଣ୍ଟ ଶାଶୁ 😜😜😜

  • @RK-xe4qq
    @RK-xe4qq 3 роки тому +6

    ଝିଅ family good, ଶିକ୍ଷିତ.

  • @digambarjena2117
    @digambarjena2117 3 роки тому +4

    Pua ra Bou chaun nahi mo pua kushire rahu boly.
    The great Ashar Alok.
    I m salute you always

  • @basudevmahanta5833
    @basudevmahanta5833 3 роки тому +5

    First view

  • @mamatamajhi5276
    @mamatamajhi5276 3 роки тому +3

    Thanks Mihir sir

  • @babumishra2829
    @babumishra2829 3 роки тому +6

    Bhai marriage kara nahi a miti namo nio nahi
    Bachelor life jindabad

    • @sunilbarik2495
      @sunilbarik2495 3 роки тому

      Bujhuchhi kie bhaina bujhila belaku nedi guda kahuni ku bohijaithiba

  • @bibekbarik5818
    @bibekbarik5818 3 роки тому +12

    Wold ra best sasu sabun tikili ganiki rakhichanti 🙏🙏🙏🙏😀 😀😀😀

  • @Aru........9348
    @Aru........9348 Рік тому +1

    ପୁଅ ର ମାର ଟିକେ ଦୋଷ ଅଛି

  • @JagannathDash-qh7ih
    @JagannathDash-qh7ih 3 місяці тому

    God bless you!

  • @friendshiprocks8673
    @friendshiprocks8673 3 роки тому +4

    20 khanda sabun, 25 ta tikili,, 7ta nadia tela 😄. Dhanya re sasu

  • @sidhantamahunta8954
    @sidhantamahunta8954 3 роки тому +1

    ଏହି ବିଷୟ ମୁ ଦେଖି ଜାଣିବାକୁ ପାଇଲି ଯେ ଝିଅ ଟି ବହୁତ ଭଲ ପୁଅ ବି ଭଲ।କିନ୍ତୁ ପୁଅ ର ମା ଟି ଟିକେ ତାଙ୍କୁ ଶାନ୍ତି ରେ ବଞ୍ଚିବାକୁ ଦେଲେ ଭଲ ହୁଅନ୍ତା। ପୁଅ ଟା ତା ମା ବୋଲ ରେ ବଡି ଟିକେ ବିଗିଡି ଯାଇଛି। ଦେଖନ୍ତୁ ମା ତମ ଛୁଆ ମାନଙ୍କୁ ଶାନ୍ତି ରେ ବଞ୍ଚିବାକୁ ଦିୟନ୍ତୁ 🙏।

  • @sujatamoharana7390
    @sujatamoharana7390 3 роки тому +2

    ଝିଅଟି ଵହୁତ ଭଲ କିନ୍ତୁ ଶାଶୁ ଵହୁତ ଖରାପ

  • @brajabandhubehera2276
    @brajabandhubehera2276 3 роки тому +2

    ପୁଅ ମାଆର ମୁହଁ ଦେଖି ଲାଗୁଛି ଯେ ସେ ନାଟର ଗୋବର୍ଦ୍ଧନ

  • @pramodpanigrahi7619
    @pramodpanigrahi7619 3 роки тому +5

    love marrage mane bahut bhala paiba.samaste bhabanti love marrage kariba pai.pura hei pareni.tumara pura heichi .best jodi hei ruha.god bless you

  • @maatarinicreation2427
    @maatarinicreation2427 3 роки тому +7

    Mihir sir🙏🙏🙏

  • @smilewithlinkan
    @smilewithlinkan 3 роки тому +3

    Maa pua pura matching kariki pindhichanty 🤣🤣🤣

  • @tapaswinipuhan8551
    @tapaswinipuhan8551 3 роки тому +1

    He bhagvan ki family re baba mu nijaku bahut lucky mane kare mu jadi palour na jaee mo sasu sasura jabardasti patheibe jiba pain bhul kale gali bi sune sethire kn achhi ki sasu prabhu 😓😭

    • @manasmn9658
      @manasmn9658 3 роки тому +1

      ଶାଶୁ ଙ୍କୁ ମା ପରି ସମ୍ମାନ କର 👌

    • @manjulasisa819
      @manjulasisa819 3 роки тому

      Ki bhagya tumora wa God bless you

  • @princetapan8359
    @princetapan8359 3 роки тому +3

    Jhia smile 😊 awesome

  • @snehasodiakitchen5249
    @snehasodiakitchen5249 3 роки тому +16

    Sasu pain ete problem heuchhi

  • @manoranjannayak3887
    @manoranjannayak3887 3 роки тому +8

    Actually husband and wife life so difficult.

  • @shrideeplabs5538
    @shrideeplabs5538 2 роки тому +1

    Mahir sir you are great

  • @manojswain7849
    @manojswain7849 2 роки тому +1

    Thanku asara aloka kete sunara sansara jodi dauchhnti...

  • @mdsamimnau4877
    @mdsamimnau4877 3 роки тому +8

    SASU KEBE BI MAA HEI PAARIBA NAHI.

    • @Rose-rl1qq
      @Rose-rl1qq 3 роки тому +2

      Exactly sasu jadi maa heijibe tahale maa jibe kuade bhagwan maa kaiki karichanti

  • @msdecoration9205
    @msdecoration9205 2 роки тому +1

    Nyc boy ❤️❤️

  • @santoshkumarsahoo4325
    @santoshkumarsahoo4325 3 роки тому

    ଯେତେ ଦିନ୍ ଯାଏ ମଣିଷ ନିଜର ବାକ୍ ସଂଜମତା ରକ୍ଷା କରିନି, ଆଉ ଅନ୍ୟ ଠାରୁ ପାଇବା ର ଆଶା କୁ କମ୍ କରିନି ଏଇ ଭଳି ସମସ୍ତେ ହଇରାଣ ହଉଥିବେ, କାମନା ର ବିନାଶ ରେ ଦୁଃଖ ର ବିନାଶ,,! ଅନ୍ୟ କୁ ପରିବର୍ତନ କରିବା ବଦଳ ରେ ନିଜ କୁ ବଦଲେଇ ଲେ ସଂସାର ଟା ଅମୃତ ତୁଲ୍ଯ ଲାଗିବ, ନହେଲେ ପ୍ରତ୍ୟେକ ମୁହୂର୍ତ୍ତ ରେ ବଞ୍ଚି ଥାଉ ଥାଉ ମରଣ ସହ ସମାନ। ଜୀବନ ର କିଛି ଅନୁଭୂତି କି ପ୍ରକାଶିତ କାଲି

  • @alltimefunny9272
    @alltimefunny9272 3 роки тому +30

    ଏ ବୁଢୀ ମାନଙ୍କୁ ଆଉ ଥରେ ଥରେ ବାହା କରିଦିଅ

  • @RK-xe4qq
    @RK-xe4qq 3 роки тому +22

    Educated ଝିଅ, ଖରାପ ଘରେ ପଡିଗଲା ବିଚରା. Faith on Good.

  • @Hansuja2023
    @Hansuja2023 3 роки тому +24

    Mihir sir 🙏, you are great👏👍👍

  • @silusilu7825
    @silusilu7825 3 роки тому +2

    Background music mast..... Pura sauth movie

  • @bichitranandasahu7142
    @bichitranandasahu7142 3 роки тому +7

    ତୁମର ଇଚ୍ଛା ନଥିଲେ ଆଶାର ଆଲୋକ କଣ କରିବ 🤔

    • @sandhyasimpleodiajhottichi9969
      @sandhyasimpleodiajhottichi9969 3 роки тому +1

      Right

    • @bichitranandasahu7142
      @bichitranandasahu7142 3 роки тому +2

      @@sandhyasimpleodiajhottichi9969 ❤️

    • @sunilbarik2495
      @sunilbarik2495 3 роки тому

      @@sandhyasimpleodiajhottichi9969 If they like each other before ,now they don't like each other, why can't they like each other after this.... That is the motto of the show

  • @susilsahoo8977
    @susilsahoo8977 3 роки тому +2

    Nice love story

  • @Malikemupuripila97
    @Malikemupuripila97 3 роки тому +2

    Last view

  • @padmalochanmuna4028
    @padmalochanmuna4028 Рік тому +1

    kya karen jab nasib hai baam to kya kare Ram

  • @papinamalick2934
    @papinamalick2934 3 роки тому +6

    So super

  • @RK-xe4qq
    @RK-xe4qq 3 роки тому +6

    ପୁଅ ମା ପକା ଉଗ୍ର ଚଣ୍ଡୀ 😄😄😄

  • @kalpanamishra9679
    @kalpanamishra9679 3 роки тому +5

    😀😀😂😂 bohu gala parlour

  • @pravasranjannayak2144
    @pravasranjannayak2144 3 роки тому +9

    Nice show , keep it up.

  • @krushnapradhan2675
    @krushnapradhan2675 3 роки тому

    ମୁଁ ବୁଝିପାରୁନି ସବୁ ସମସ୍ୟାର ସମାଧାନ ହେଲା ପାରେବି ଆଶାର ଆଲୋକ କୁ ଯେତେ ବୋହୂ ଆସୁଛନ୍ତି ସମସ୍ତେ କଣ ପାଇଁ କଟିକି ନାଇଁ କରୁଛନ୍ତି ଶାଶୁଘର କୁ ଯିବା ପାଇଁ ଆରେ ସ୍ବାମୀ ତ ଶପଥ କରି କହୁଛି ଭଲରେ ରଖିବି ଥରେ ଚାନ୍ସ ଦେଇକିଦେଖ ସିଏ କଣ କରୁଛି ଯଦି ଅଗ ପରି ହେଲା ତାହେଲେ ଆଉ କେବେ ଯିବନି ଶଙ୍ଖା ସିନ୍ଦୂର ପିନ୍ଧୁଛନ୍ତି ସ୍ବାମୀ ପଇଁ କିନ୍ତୁ ସ୍ବାମୀ ପାଖକୁ ଯିବେନି ଇଏ କି କଥା

  • @dipakkumarsethi5536
    @dipakkumarsethi5536 3 роки тому +11

    I heartily respect to all the members of this programme for their beautiful work and constant efforts. As a big fan of this programme and as a regular audience, Now in your team, a lawyer . But I would like to request all Please you must invite very expert psychologists and physiatrist doctor. So that in your team two doctors and one lawyer will present. Doctors can exactly catch the problems and can understand deeply and may suggest permanent eradication and solution problem through their suitable therapies, counseling and medications. And the lawyer will make aware of rule regulations and consequences in our Constitution. You may also organise a counseling programme for the persons who are going for marriage through doctors and lawyer. So both the boy and girl will know their mental status, mental agility, living style and bad habits. So that they will know are they fit for each other or not. And they can also transform themselves to be a very good human being. As a result the programme Will be more meaning full, educational and inspirational episode for all viewers more than ever. Thank you so much

  • @antrjamiswain488
    @antrjamiswain488 3 роки тому +5

    ଦେଖନ୍ତୁ ଘରର ମା ମାନେ ଗାଡିଆନ ସେମାନେ କହିବେ ଏବଂ ଗାଇଡି କରିବେ

  • @Niharika_M1
    @Niharika_M1 3 роки тому +1

    Jay Jagannath

  • @JITUSAHOOmj5bt
    @JITUSAHOOmj5bt 2 роки тому

    Perfect answer sir

  • @dipanjalinayak4953
    @dipanjalinayak4953 3 роки тому

    Sabu pare bi swami stree akathi hebe haba darkar kintu tikia jidi pain sara jiban kandibe akatha bahut km swami bhabanti au jia na bhabila se sara jiban kandibo abe se jhiar maa ku nei nija swami ku harauchi maa abe bi marijai pare au sasu bi mari jaipare kintu swami chadila pare bhabibo🙏🙏🙏🙏🙏🙏plz nija ghara 2 jana misik sajad

  • @assaredisila8030
    @assaredisila8030 3 роки тому +9

    There is lack of education, high ego, age old recist peoples on both sides...
    Thank you Mihir sir only want in his ways (asking past love memories to revive love feelings ) to join two families...🙏💞💞Thank you OTV

  • @rakshakarkunar215
    @rakshakarkunar215 3 роки тому +2

    ବହୁତ ସୁନ୍ଦର ମାର୍ମିକ । ଅତି ଧୈର୍ଯ୍ୟ ର ସହିତ ସମସ୍ତେ ଏକାଠି କରି ବାକୁ ଚେଷ୍ଟିତ।

  • @ratnakarmishra5553
    @ratnakarmishra5553 3 роки тому +6

    ତପନ ବାବୁ ଠିକ୍ କହିଛନ୍ତି, ପୁଅ ମା କ୍ଷୀର ଛାଡିପାରି ନାହିଁ ।

  • @dilipk8226
    @dilipk8226 3 роки тому +4

    ଵିୟୁଟି ପାର୍ଲରର ଯିବା ନାରି ମାନଙ୍କୁ ଭରଷା ନାହିଁ 👍

    • @deepshreechannel.2889
      @deepshreechannel.2889 3 роки тому

      Thik bhai ...

    • @dilipk8226
      @dilipk8226 3 роки тому +1

      @@deepshreechannel.2889 ଆମ india ଭିତରେ ଓଡ଼ିଆ ଝିଅ ନାରି ମାନଙ୍କୁ ଭରଷା ନାହିଁ 👍

    • @deepshreechannel.2889
      @deepshreechannel.2889 3 роки тому

      @@dilipk8226 India kn kouthi kn sabu samana bass 5 % jhia bodhe bhala thibe..but sabu samana nuhe samaste beauty parlor jantine

    • @dilipk8226
      @dilipk8226 3 роки тому

      ଓଡ଼ିଶାର ସଚୁଟ୍ ନାରି ମିଳିବା ମୁସ୍ କୁଲି👍

    • @CreaterDivaofc
      @CreaterDivaofc 3 роки тому +1

      @@dilipk8226 tume ଅନ୍ୟ ଗ୍ରହରୁ ru alian ku bahahua 😂😂

  • @s_jena2409
    @s_jena2409 2 роки тому +1

    Mihir sir grt 👍

  • @m.s.ashu8336
    @m.s.ashu8336 3 роки тому +3

    Nice jhia ta bahut bhala

  • @pabitrabarik3249
    @pabitrabarik3249 3 роки тому +2

    Bhai... O Bhauni mane..... Dayakari... Please Love Kari Marriage Karantuni.... 🤣

  • @Katyayanatv
    @Katyayanatv 3 роки тому +10

    We Suggest Gopavandhu jee Should Be Kept In Every Ep please
    We Respect Mihir jee The Way He Connect People's Families.

  • @sirftum8243
    @sirftum8243 3 роки тому +1

    Salute for. Jia ul huk

  • @KailasachandraMahapatra
    @KailasachandraMahapatra 2 місяці тому

    ଏ ପୁଅ ର ମାଆ ପାଖରେ ସେ ଝିଅ ରହିଲେ ଆଗକୁ ବିପଦ ଅଛି,

  • @AbdulRehman-zm3hy
    @AbdulRehman-zm3hy 3 роки тому +1

    Maa pua pura agyana ...jihita bhut bhala

  • @gautamnayaknayak6986
    @gautamnayaknayak6986 9 місяців тому +1

    Jhia maa bahut bhala

  • @somadecentguy
    @somadecentguy 3 роки тому +1

    She is really beautiful

  • @maheswarsing9660
    @maheswarsing9660 2 роки тому

    ଶାଶୂ ସବୁଠୁ ବଡ଼ ଖଳୁଆଣି😠😠😠😠

  • @surathachandrajena9514
    @surathachandrajena9514 Рік тому

    ମହିମା ଅଲେଖ ନିରଞ୍ଜନ ।
    ମୁଁ ତୁମବିନା ରହିପାରିବିନି-ବଞ୍ଚି ପାରିବିନି"ଏସବୁ କହିବା ସହଜ ।ମାତ୍ର
    କାର୍ଯ୍ୟରେ ପରିଣତ କରିବା ସେତିକି
    ସହଜ ହୁଏ ନାହିଁ । ଅନୁମିତ।
    ମାଆ ମାନେ ନିଜର ଅସଂଭାଳ ରେ ଅଡ଼ି
    ରହିଲେ ପୁଅ ବୋହୁ ଙ୍କର ସୁଖର ସଂସାର
    ଆଗେଇବା ସମ୍ଭବ ନୁହେଁ । ପ୍ରମାଣିତ।
    ଶିକ୍ଷା ର ଅଭାବ ଅଛି । ତ୍ୟାଗ ନାହିଁ ।
    ତେଣୁ ଏପରି ଅବସ୍ଥା ।