‘ମୋବାଇଲ୍ ହିଁ କାଳ କଲା’ |Balabhadra Pahandi Accident |Ratha Yatra 2024 |Jagannath Swain Mohapatra |OR

Поділитися
Вставка
  • Опубліковано 17 жов 2024
  • #ମୋବାଇଲ୍_କାଳ_କଲା
    କାହିଁକି ପଡିଗଲେ ବଡ଼ ଠାକୁର । ସତ କହିଦେଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗୁନାଥ ସ୍ୱାଇଁ ମହାପାତ୍ର । କହିଲେ ରଥ ଉପରେ ସମସ୍ତଙ୍କ ହାତରେ ମୋବାଇଲ । ଆଉ ତାହା ହିଁ କାଳ କଲା...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #LordBalabhadra #JayJagannath #PuriAccident #ChariotsOfGod #OdishaReporter

КОМЕНТАРІ • 154

  • @balaramnanda9224
    @balaramnanda9224 3 місяці тому +44

    ସରକାର ପଣ୍ଡା ମାନଙ୍କ ପ୍ରତି କୋଠର ଆଇନୀ କରାଯାଉ ଜୟ ଜଗନ୍ନାଥ

    • @be_human23
      @be_human23 3 місяці тому

      ଦଇତାପତି

  • @rathabehera7554
    @rathabehera7554 3 місяці тому +35

    ମୋବାଇଲ ଆମ୍ଭେ ଭିତରକୁ ନେଲେ କିଳା ସେବାୟତ ମାନେ ନେଲେ ଲିଳା

    • @sadasibarath5472
      @sadasibarath5472 3 місяці тому +1

      Puri mandir Puri panda mankara bopa sampati tanka pai niyam kanoon kichi nai

  • @dillipmohanty1000
    @dillipmohanty1000 3 місяці тому +29

    ସମସ୍ତଙ୍କ ପାଈଁ ନିୟମ ସମାନ ହେବା ଦରକାର। ମୋବାଇଲ ବ୍ଯାନ୍ ହେବା ଦରକାର। ସ୍ବୟଂ ଜଗନ୍ନାଥଙ୍କ କାମରେ ।

  • @janmenayak625
    @janmenayak625 3 місяці тому +22

    ସେବାୟତ ମାନେ ସେବା କରିବାକୁ ଯାଉନାହାନ୍ତି ସେଲ୍ଫି ନେବାକୁ ଯାଉଛନ୍ତି ଭକ୍ତ ଭଗବାନଙ୍କୁ ଦର୍ଶନ କରିବେ କଣ ଏମାନଙ୍କୁ ଦର୍ଶନ କରିବେ

  • @MNanda-fv8sc
    @MNanda-fv8sc 3 місяці тому +1

    Jay jaganntha ❤parbhu Balabhadra gi ki Jay ho

  • @bijayapppradhan4563
    @bijayapppradhan4563 3 місяці тому +23

    ଯେଉଁ ମାନେ ଅବହେଳା କରିବେ ପ୍ରଭୁଙ୍କର କାମ ରେ। ସେମାନେ ସାରାଜୀବନ ଅବହେଳିତ ହୋଇରହିଯିବେ।

  • @NrusinghaCharanRatha
    @NrusinghaCharanRatha 3 місяці тому +16

    ନିର୍ଦ୍ଦିଷ୍ଟ ସେବାକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଦକ୍ଷ ସେବାୟତମାନଙ୍କ ଦ୍ବାରା କରାଗଲେ ଗୁଡ଼ିଏ ସମସ୍ଯାରୁ ମୁକ୍ତି ମିଳିବ । ଏହାକୁ କଡ଼ା କଡ଼ି ଭାବେ ପାଳନ କରାଯିବା ଉଚିତ। ଜୟ ଜଗନ୍ନାଥ, ... ...

  • @Sasmita-wt5gh
    @Sasmita-wt5gh 3 місяці тому +8

    . ସ୍ନାନ ପୂର୍ଣ୍ଣିମା ରେ ଯେମିତି ହଉଚି ରଥ ଯାତ୍ରାରେ ସେମିତି ପ୍ରଭୁଙ୍କ ସାମ୍ନାରେ ଖାଲି ସେବକ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବେ ନା ସେବାୟତ ଙ୍କ ର ଦର୍ଶନ କରିବେ ବହୁତ୍ ଦୁଃଖ ଲାଗେ କେତେ ଦୂରଦୂରାନ୍ତରୁ ଭକ୍ତ ମାନେ ଆସୁଛନ୍ତି ପ୍ରଭୁଙ୍କୁ ଟିକେ ଦର୍ଶନ କରିବା ପାଇଁ ହେଲେ ଏ ସେବାୟତ ମାନେ ଭକ୍ତ ମାନଙ୍କ ଠାରୁ ସେ ଅଧିକାର ଛଡେଇ ନଉଛନ୍ତି

  • @BijayKumarGhanaoffical
    @BijayKumarGhanaoffical 3 місяці тому +39

    ପୁରା ସତ କଥା କହି ଛନ୍ତି 👍

  • @mitalinayak779
    @mitalinayak779 3 місяці тому +1

    Right

  • @radhakrishnapatra852
    @radhakrishnapatra852 3 місяці тому +55

    ମୋବାଇଲ୍ ନୁହେଁ ଭାଙ୍ଗ ନିଶା

    • @mahadevkasebak6794
      @mahadevkasebak6794 3 місяці тому +1

      Right 😢

    • @niranjanandsaraswatisarasw5439
      @niranjanandsaraswatisarasw5439 3 місяці тому

      Arey Murkh tumko pata nahi Pandit log Bhaang KHAATEY pur kabhi vaisey ghatna nahi hui, mobile Tera pass hai bolkey kuch bhi twit mut karo

    • @pragnyapatra3593
      @pragnyapatra3593 3 місяці тому

      True

    • @rrsvlogs44
      @rrsvlogs44 3 місяці тому

      ସତ କଥା

    • @deviprasad8319
      @deviprasad8319 3 місяці тому +1

      ୧୦୦% ଠିକ୍। ଏଣିକି ଭାଙ୍ଗ ସବୁ ନିଃଶୁଳ୍କ ବିତରଣ କରାଯାଉ ଲୋକ କଲ୍ୟାଣ ଉଦ୍ଦେଶ୍ୟରେ।

  • @kkpattnaik4511
    @kkpattnaik4511 3 місяці тому +8

    ସାଧାରଣ ମଣିଷ ରୋ ଯୋଗ୍ୟୋତା ପାଇଁ ଯେମିତି ପରୀକ୍ଷା ନେଇ ଚାରିକି ଦିଆ ଯାଏ,ସେମିତି ସେବାୟତ ଙ୍କ ଯୋଗ୍ୟୋତା ପାଇଁ ପରୀକ୍ଷା କରି ସେବା କରିବାକୁ ଦେଇଥାନ୍ତେ ତା ହେଲେ ଆଜି ମାଳ ମାଳ ମନ୍ଦିର ରେ ଦେଖା ଯାଇ ନିଥାନ୍ତେ । ଆଉ ରୀତି ନୀତି ରେ କାର୍ଯ୍ୟ ଚାଲି ଥାଆନ୍ତା ଯେମିତି ଆଜି ଯାଏ ଚାଲୁଛି

  • @maheshpadhan4462
    @maheshpadhan4462 3 місяці тому +11

    ବହୁତ ସନଖ୍ୟା ରେ ସେଵାୟତ ରଥ ଉପରେ ରହୁଛନ୍ତି,10 ରୁ 15 ଟା ରହିଲେ ଚଳନ୍ତାନି

  • @harekrishnatripathy7344
    @harekrishnatripathy7344 3 місяці тому +9

    ରଥଯାତ୍ରା କୁ ଯେଉଁ ମାନେ ଚଢିବା କଥା i card issue ହେବ କଥା. ପୋଲିସ ଢିଲା achi

  • @Sinusahoowd2dm
    @Sinusahoowd2dm 3 місяці тому +16

    ଆଉ ସିଏ ଆଉ treand ରେ ରହିବନି । ହେଲେ ସେ ବଦମାସ୍ ମାନେ ଜାଣି ପାରୁନାହାନ୍ତି ଯେ ସିଏ ଜାହା ର ସେବା ରେ ନିୟୋଜିତ ସବୁ କିଛି ସେଇ ମହାପ୍ରଭୁଙ୍କୁ ଙ୍କ ର ପାଦତଳେ 😢

  • @santoshbehera1687
    @santoshbehera1687 3 місяці тому +5

    ସେବାୟତ ମାନେ ମଂଦିର କୁ ଯିବା ବେଳେ କ'ଣ ପାଇଁ ମୋବାଇଲ ନେଇ ଯାଉଛନ୍ତି । ଏହା ତ ସାଧାରଣ ଲୋକଙ୍କ ପାଇଁ ମନା । ସେମାନଙ୍କୁ କାହିଁକି ନେଇ ଯିବାକୁ ଅନୁମତି ଦିଆଯାଉ ନାହିଁ କିନ୍ତୁ ସେବାୟତ ନେବେ ଆଉ କଥା ହେବେ । ଭଲ ବିଚିତ୍ର ନିୟମ । ହାୟ.... ହାୟ ....

  • @Shripatitapabana
    @Shripatitapabana 3 місяці тому +3

    ଅନ୍ତତଃ ସେବାୟତମାନଙ୍କ ଉପରେ ସରକାର ଶ୍ରୀମନ୍ଦିର, ରଥ ରେ ମୋବାଇଲ ଧରିବା ଉପରେ ରୋକ ଲଗାନ୍ତୁ, ସେବାୟତ ଆଉ ନିଷ୍ଠାପର ହୋଇ ମହାପ୍ରଭୁଙ୍କ ସେବା କରୁନାହାନ୍ତି ☹️☹️।

  • @ramakantmahanta6994
    @ramakantmahanta6994 3 місяці тому +10

    ଅଣ ସେବାଅୟତନ୍ଙ୍କୁ ଆଦୌ ରଥ ଉପରକୁ ଚଢାଅନ୍ତୁ ନାହିଁ

  • @RamdhanSingh-p7n
    @RamdhanSingh-p7n 3 місяці тому +3

    ସେବାୟତ ମାନଙ୍କୁ ଶିକ୍ଷା ଦେବାପାଇଁ ଠାକୁର ସ୍ୱାଇଛା ରେ ଲୀଳା କଲେ 🙏 ଜୟ ଜଗନ୍ନାଥ 🛕🛕🛕

  • @ramachandrapanda7858
    @ramachandrapanda7858 3 місяці тому +1

    🙏ବହୁତ ସୁନ୍ଦର ଉପଦେଶ ।
    ବନ୍ଦେ ମାତରମ୍ ।

  • @sisirrana9188
    @sisirrana9188 3 місяці тому

    ଭକ୍ତ ମାନଙ୍କୁ ମୋବାଇଲ୍ ମନା
    କିନ୍ତୁ ସେବାୟତ ମାନଙ୍କୁ କାହିଁକି ମୋବାଇଲ୍, ପ୍ରବେଶ
    ଏଇତ ବଡ଼ ଭୁଲ୍
    ଆଉ ପାପ ମଧ୍ୟ ଜୟ ଜଗନ୍ନାଥ ସ୍ଵାମୀ,
    ନୟନ ପଥଗାମୀ ଭବ ତୁମେ
    🙏🙏🙏

  • @dilipkumarjena4458
    @dilipkumarjena4458 3 місяці тому +6

    ଏମାନଙ୍କ ପାଇଁ କିଛି ଆଇନ କାନୁନ ନାହିଁ । ।

  • @pabitramishra145
    @pabitramishra145 3 місяці тому +18

    ରଥ ଉପରକୁ ମୋବାଇଲ ଫୋନ ବାରଣ କରାଯାଉ ।

  • @rathabehera7554
    @rathabehera7554 3 місяці тому +6

    ଶ୍ରୀମନ୍ଦୀର ପରିସର ଭିତରେ ସେବାୟତମାନେ ବହୁତ ହଉକତ କରୁଛନ୍ତି ସରକାର ପଦକ୍ଷେପ ନେବା ଦରକାର

  • @soansarvesgochhayat6215
    @soansarvesgochhayat6215 3 місяці тому +13

    କେବଳ ମୋବାଇଲ

  • @pramodranjanpattanayak5946
    @pramodranjanpattanayak5946 3 місяці тому +2

    ଏତେ ଗୁଡିଏ ସେବାୟତ ରଥ ଉପରକୁ ଯିବାପାଇଁ ପ୍ରଶାସନ କାହିଁକି ବାରଣ କଲା ନାହିଁ | ରଥ ଉପରକୁ ମୋବାଇଲ ନେବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ | ଠାକୁରଙ୍କ କାର୍ଯ୍ୟରେ ଏମିତି ଅବହେଳା କଲେ ଠାକୁର ନିଜେ ଠିକ୍ ଖେଳ ଦେଖେଇଦେବେ |

  • @gitagathakikahani5256
    @gitagathakikahani5256 3 місяці тому

    ଆରେ ଆପଣ ମାନେ ଭଗବାନ ଙ୍କ ସେବାୟତ ଆପଣ ଯଦି ଭଗବାନ ଙ୍କୁ ଏପରି କରିବେ ତାହାଲେ ସାଧାରଣ ଭକ୍ତ କଣ କରିବେ 😢😢😢 ଜୟ ଜଗନ୍ନାଥ

  • @avijitmohantyofficial8506
    @avijitmohantyofficial8506 3 місяці тому +2

    According to mythology, Lord Balabhadra, the elder brother of Lord Jagannath, falls off the chariot (ratha) during the Rath Yatra festival in Puri, while traveling to Gundicha Temple, due to a curse from Goddess Gundicha.
    The story goes that Lord Balabhadra had promised his wife, Revati, that he would never leave her alone. However, during the Rath Yatra, he leaves her behind to accompany his brother Lord Jagannath to Gundicha Temple. Goddess Gundicha, who is Lord Jagannath's aunt, feels neglected that Lord Balabhadra did not visit her first before joining the Rath Yatra. She curses him, saying that he will fall off the chariot during the journey.
    This incident is reenacted every year during the Rath Yatra festival, where the idol of Lord Balabhadra is deliberately dropped from the chariot, symbolizing the fulfillment of the curse. The fallen idol is then ritually purified and restored to the chariot, signifying Lord Balabhadra's repentance and reconciliation with Goddess Gundicha.
    This mythological story adds a layer of depth and meaning to the Rath Yatra festival, highlighting the importance of family relationships, promises, and devotion.

  • @Skgbul470
    @Skgbul470 3 місяці тому +3

    ହିରୋ ପଣ୍ଡା ମାନଙ୍କୁ ହଟାଇ ଦିଆଯାଉ,

  • @subhamgamer497
    @subhamgamer497 3 місяці тому +2

    Jay jagannath 🙏🙏🙏🙏🙏😭😭

  • @JJComunicationJJ90
    @JJComunicationJJ90 3 місяці тому +1

    ବଡ଼ ନନା ଠିକ୍ କହିଛନ୍ତି ଭାଗଵନ୍ନକୁ ଏତେ ପାଖରୁ ଫଟୋ ନିଆ ଯାଇନି,କିନ୍ତୁ ଏ ଭଣ୍ଡ ସେବାୟତ ସେଲ୍ଫି ନେଇ ଭଗଵାନ ଙ୍କୁ viral kari insta reel banouchanti

  • @mamatapradhan7519
    @mamatapradhan7519 3 місяці тому +6

    Right

  • @JogeswarMajhi-lt7hj
    @JogeswarMajhi-lt7hj 3 місяці тому +2

    ସେବାୟତ ପରା ପ୍ରଭୁ ଙ୍କ ଠାରୁ ଉର୍ଦ୍ଧ୍ ରେ ସେମାନେ ଯାହା ବି କରନ୍ତୁ,,ଆମ ଓଡ଼ିଆ ଙ୍କ ଜିଭ ରେ ହାଡ ନାହିଁ,,

    • @-Jena_jena
      @-Jena_jena 3 місяці тому

      Are bhi sebayat kn bala mundi semane jati re sabar kintu hmm
      Semane manisa manu nahanti

  • @RamaChandrastatus9793
    @RamaChandrastatus9793 3 місяці тому +1

    ବାହୁଡ଼ା ଯାତ୍ରା ପାଇଁ ନୂତନ ଯୋଗ୍ୟତା ଧାରୀ ସେବାୟତ ନିଯୁକ୍ତ କରାଯାଉ

  • @sorotoka9717
    @sorotoka9717 3 місяці тому +5

    Ek dum thik

  • @lunarayinstrumental
    @lunarayinstrumental 3 місяці тому

    Om💥

  • @ajitdash229
    @ajitdash229 3 місяці тому +2

    Jay Jagannath.Really true.Now you have find exact wrong point.

  • @subhabratasahoo914
    @subhabratasahoo914 3 місяці тому +1

    .ସେବାୟତ ମାନେ ନିଜ ଦୋଷ ସ୍ଵୀକାର କରୁଛନ୍ତି | କିନ୍ତୁ ଆଇନ ମନ୍ତ୍ରୀ କହୁଛନ୍ତି ପ୍ରଭୁଙ୍କ ଲୀଳା l ସାବଧାନ ।

  • @bijayaharichandan1592
    @bijayaharichandan1592 3 місяці тому +1

    ସେବକମାନେ ଅତି ଉଦ୍ଧତ ସେମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଗଲେ ଓଡ଼ିଆ ଜାତିର ସନମାନ ରହିବ

  • @rrsvlogs44
    @rrsvlogs44 3 місяці тому

    ସେବାୟତ ମାନଙ୍କ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଉ

  • @arsamal
    @arsamal 3 місяці тому +7

    ଏକଦମ୍ ଠିକ୍ କଥା

  • @subhashreebarik6661
    @subhashreebarik6661 3 місяці тому

    Jay jaganath 🙏🙏🙏

  • @debiprasaddas7603
    @debiprasaddas7603 3 місяці тому +3

    ଦଣ୍ଡନୀୟ ଅପରାଧ

  • @RabindraNath-s2f
    @RabindraNath-s2f 3 місяці тому +3

    ମୋବାଇଲ ନିଶା ନାଆଗିଚି

  • @chittaranjanswain1859
    @chittaranjanswain1859 3 місяці тому

    I am agree to the comment..

  • @RajaKhan-ci6dk
    @RajaKhan-ci6dk 3 місяці тому +2

    Jay shree jagannath mahaprabhu 🙏🙏🙏

  • @dbalrajudora8702
    @dbalrajudora8702 3 місяці тому

    Apana right katha kahichhanti, ID karajiba darkar and mobile bane karajiba darkar

  • @harekrushnabehera3138
    @harekrushnabehera3138 3 місяці тому

    ଆପଣମାନେ କେହି କିଛି ଜାଣି ନାହାନ୍ତି । ଏ ସବୁ ତାଙ୍କରି ଇଚ୍ଛା ରେ ବାବା ।

  • @YudhisthirPujhari
    @YudhisthirPujhari 3 місяці тому

    ସବୁ ତାଙ୍କରି ମାୟା ଏହି ମଣିଷ କିଛି ବୁଝିପାରିବନୀ

  • @shubhendupattanayak5227
    @shubhendupattanayak5227 3 місяці тому

    Sari plan prabhu ka he
    Jay Jagannath meri prabhu
    Tere shukriya koti koti pranam prabhu jay Jagannath 108 bar
    Dil se prabhu ❤❤❤❤
    Meri prabhu

  • @prasantasahu7996
    @prasantasahu7996 3 місяці тому +1

    Ete Panda ratha re kan pain

  • @India11646
    @India11646 3 місяці тому

    Justice should be prevailed....

  • @sukantabehera4551
    @sukantabehera4551 3 місяці тому

    Action heu ea sabyat upre heu.
    Samasta odisha basi nku request
    Action paien demand karantu.
    Ebhali paristhithi.

  • @bharatipadhy6277
    @bharatipadhy6277 3 місяці тому

    🔥🔥🔥🔥🔥😭😭😭

  • @lunarayinstrumental
    @lunarayinstrumental 3 місяці тому

    Tirupati balaji, big statue in andhra.....they never move it to smwhere still ppl revere greatly.

  • @maitri56
    @maitri56 3 місяці тому

    Theek kahile.

  • @kamdevbhoi4005
    @kamdevbhoi4005 3 місяці тому

    ID Card karajau au Mobile Phone restriction karajau,Jai Shree Jagannath Swami,Koti naman ❤❤❤

  • @prakashviewsupdatesanalysi9759
    @prakashviewsupdatesanalysi9759 3 місяці тому

    Thik Kahichanti Mahodaya

  • @lunarayinstrumental
    @lunarayinstrumental 3 місяці тому

    we should b logical in d name of Dharm.
    Bt We believe in fantacy instead of fact.
    🚩🚩🚩

  • @SPD1206
    @SPD1206 3 місяці тому +2

    Over confidence only

  • @bikramcharanmalik6734
    @bikramcharanmalik6734 3 місяці тому

    Nana,🎉❤️🎉
    Mobile uppare katakana karajau. 🎉
    Jay jagannath swami 🙏

  • @RAJESHpradhan01994
    @RAJESHpradhan01994 3 місяці тому +1

    ଏମାନେ ସେବାୟତ ନା ଆଉ କଣ

  • @20NEW-MUSIC
    @20NEW-MUSIC 3 місяці тому

    ତମେ ପରା ଜଗନ୍ନାଥଙ୍କ ବାଡ଼ଗ୍ରାହୀ ସେବାୟତଙ୍କୁ ସୄଖଳିତ କରିବା କାହା କାମ ? ତୁମେ ମାନେ ଯଦି ଟଙ୍କା ପାଇଁ ଗୋରୁଖିଆ ମମତା ବାନାର୍ଜୀ ଘରକୁ ଚାଲିଗଲ ଯଜ୍ଞ କରିବା ପାଇଁ, ସେତେବେଳେ ଟୋକା ସେବାୟତ ତୁମ କଥା କାହିଁକି ଶୁଣିବେ | ଆଜି ଯାହା ବିଶୃଙ୍ଖଅଁଳା ଘଟିଛି ସବୁ ତୁମ ଭଳି ବରିଷ୍ଠ ସେବାୟତ ମାନଙ୍କ ଖାମ ଖେୟାଲ ମନୋଭାବ ଯୋଗୁଁ | ତୁମ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯାନୁଷ୍ଠାନ ହେବା ଉଚିତ ଓ 6 ମାସ ଯାଏଁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଯାଉ, ସବୁ ଠିକ ହୋଇଯିବେ |

  • @debiprasadpanda6241
    @debiprasadpanda6241 3 місяці тому

    Mohan sir
    Turanta sertelite hau ki cc tv camera re chinhata karantu kie kie sabu sebayat mob dharichhanti ki Sethi bada thakuranka pakhare maja nauchhanti sr mananku chinhata kari min 10years danda bidhan karantu🙏

  • @pradeepnahak3573
    @pradeepnahak3573 3 місяці тому

    Jaha bidhi ra bidhan thila ghatila,agaku b ghatiba🙇🙇🙇Jay jagannath

  • @RamPrasadPadhi-y2f
    @RamPrasadPadhi-y2f 3 місяці тому

    Plz limit the Sevayats on the chariot

  • @santoshkumarmohapatra78
    @santoshkumarmohapatra78 3 місяці тому

    ଗାଲୁଆଙ୍କ ବାରବାଟି ଚାଷ,

  • @suvashchandraswain391
    @suvashchandraswain391 3 місяці тому

    Lawlessness

  • @India11646
    @India11646 3 місяці тому

    Jadi Bhakta nka pain mobile ban ta hele sevayata nka pain bi same rule heba darkar..
    Jai Jagannath 🙏

  • @Reenabehera0
    @Reenabehera0 3 місяці тому +1

    Jay jagannath Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭😭😭

  • @ChintamaniDass
    @ChintamaniDass 3 місяці тому

    Lord Krushna spoiled his dynasty because of too much self arrogance of Jadavas,similarly "The Panda and the Daitapati also" will be spoiled accordingly. Jagannath never excuse the miss behaving server's of the Temple .B carefull for the future. Jai Jagannath.

  • @harprasadsenapati3945
    @harprasadsenapati3945 3 місяці тому

    Yekdam thik katha kahichanti kebala Mobile 📱 jogu sabu nata .

  • @swagatsubhadarshan9091
    @swagatsubhadarshan9091 3 місяці тому

    ID card sahita..kichi count limit rahiba darkar..at a time kebala setiki maha prabhunka seba Kari paribe..nahele agaku ahuri kichi ghatiba..Maha prabhu hau chanti ama parichaya...tanku abahela bahut badhuchi

  • @gunduchicharannath6509
    @gunduchicharannath6509 3 місяці тому +1

    Prakruta Katha kahi chanti sir.aha hi mukhya karana.

  • @SwetaTripathy-sb7tz
    @SwetaTripathy-sb7tz 3 місяці тому

    Right I'd card karajau and mobile permission na karajau

  • @madhusudanmohanty4319
    @madhusudanmohanty4319 3 місяці тому

    Failure of jagannath temple administration. Reason is total puri sebayat was loaded on the Balabhadra Rath.

  • @SwarnalataPanigrahi-n7k
    @SwarnalataPanigrahi-n7k 3 місяці тому

    Sebayata number should be restricted.Mobile,bhanga,gutukha should be banned.

  • @RadharaniBarik-dh3rz
    @RadharaniBarik-dh3rz 3 місяці тому

    Ame thankuranku sampurna dekhi parunanhu ehi sebayata mananka pain 😢😢

  • @lunarayinstrumental
    @lunarayinstrumental 3 місяці тому

    DHARMA is a matter of sublim .

  • @ashishdas-qi5xs
    @ashishdas-qi5xs 3 місяці тому +1

    Aau tume jete seva kale bi aau sevayat heiparibani ...karan sabubele tame nijaku jagannath pravunku nija kandhei karila aam thakuranku selfi point karidela...tapare tuma manka comiti thik nahi gurujan manku laghujan manu nahanti

  • @KailashChandrabehera-f9y
    @KailashChandrabehera-f9y 3 місяці тому

    Jagunida already Unesst❤

  • @dasarthimahala4260
    @dasarthimahala4260 3 місяці тому

    Technology abhab technician rahile bhala .nana jaha kahile mobile kahariku dia najau.

  • @GangadharMartha-sc8xg
    @GangadharMartha-sc8xg 3 місяці тому +2

    Tu me mane mobile use kariba ame kan nathia amar mobile nahi

  • @jyotiprakash8639
    @jyotiprakash8639 3 місяці тому

    ସବୁ କାଳିଆ ର ଲିଳା

  • @p.kbarik4443
    @p.kbarik4443 3 місяці тому

    Pl shows actual & real news not support ruling party

  • @India11646
    @India11646 3 місяці тому

    Those culprits should be banned from their service to serve God for their whole life...

  • @AmulyaRout-b9f
    @AmulyaRout-b9f 3 місяці тому

    Maha Prabhu sebayat manku satka chanukah darakar

  • @ramashankarmishra8125
    @ramashankarmishra8125 3 місяці тому

    This is criminal attitude of thepeople .

  • @zerotohero0703
    @zerotohero0703 3 місяці тому

    Identity Card required

  • @niranjanmishra3792
    @niranjanmishra3792 3 місяці тому +1

    Morning shows the day.This is the signing of BJP government how they can give justice to the people ?.How they will able to keep Odia Asmita ? What they had committed before the election. If the Mr. Majhi wants to establish good governance as well good administration, first should take action against the objectionable criminals of former government to give justice to the people.

  • @sibamaharana7082
    @sibamaharana7082 3 місяці тому +3

    Jaga ku naki re rajaniti kara nahi ea jagata ra thukar jaganantha

  • @RahulKumar-zm1gc
    @RahulKumar-zm1gc 3 місяці тому +1

    Kaain ? Bhakta nku ta bhari rule dekhao , mobile not allowed boli, au sebayata kan pain mobile use karibe ma ? Kan khali bhakta paain rules ???

  • @govindadas7095
    @govindadas7095 3 місяці тому +1

    Mobile ban haba nihati abasyaka

  • @pradeepnahak3573
    @pradeepnahak3573 3 місяці тому

    E a heini kichhi,dekha agaku kn heuchi

  • @KailashBaliarsingh-fd7tc
    @KailashBaliarsingh-fd7tc 3 місяці тому

    Bisrunkhalita acharananhi dai

  • @santoshnayak2083
    @santoshnayak2083 3 місяці тому

    Mota gold chain or mobile ban karjuuu sabu sebayat pai...rule for new sarkar...please

  • @karamjitsatpathy5404
    @karamjitsatpathy5404 3 місяці тому

    Prabhu sabu januchanti sabu tanka ichha

  • @sadasibarath5472
    @sadasibarath5472 3 місяці тому

    Jebe mobile Puri mandir vitre allow nahi then maha Prabhu pakhre kimti allow hauchi pujari manaka pakhre ... Reels kariye Puri panda

  • @hemantarout9587
    @hemantarout9587 3 місяці тому

    Hare krishna mobile kahiki kalaheba kathare achi jmana jede ta prabhu sede sabu khama khiali re bhagaban Krishna sebaheuchi

  • @ArjunabeheraKuna
    @ArjunabeheraKuna 3 місяці тому

    Brounsugar Nisa