Chief Minister is prayed to become little bit strict & he should take daring steps against Naveen jee & Aruna Sahu legitimately with prior approval of PM as soon as possible to satisfy the people of Odisha.
Happy new year sir 🙏 ate sundar upastapana sathik chitra odisha basinka pakhare pahunchau thibaru apanku asesa asesa dhanya bad 🙏🙏. 24 year ra kalankita adhya odisha basinka pani ( au jane andha drutarastra ) Jay Jagannath 🙏
ତଥାଗତ ଙ୍କୁ ବହୁତ ଧନ୍ୟବାଦ।
he and his so called journalism also part of the system last 20 year. pls dont forgot,
ଅହଂକାର ଶୀର୍ଷରେ ପହଞ୍ଚିଲେ ବ୍ୟକ୍ତିର ପତନ ସୁନିଶ୍ଚିତ, ନବୀନ ବାବୁ ଏହାର ସଫଳ ଉଦାହରଣ ।
Really absolutely true
ଜୟ ଜଗନ୍ନାଥ, ଯଦି ଏବେ ଇଲେକ୍ସନ ହବ ବିଜେଡି ଜିତିବ ତେବେ ନବୀନ ଇସ୍ତଫା ଦଉ by ଇଲେକ୍ସନ ହଉ ଦେଖିବା କିଏ ଜିତିବ, ନବୀନ ହାରିବ କୁକୁର ଭଳିଆ
ଖୁବ୍ ସୁନ୍ଦର ଉପସ୍ଥାପନା ସାର୍ 🙏। ପ୍ରଥମେ ଆପଣଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣ ମୋର ମନର କଥା ବେଳେ ବେଳେ ନିର୍ଭୟ ଗୁମର କଥାରେ କହିଥାନ୍ତି। ସେଥିପାଇଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ❤❤❤
ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ପାଇଁ ଯୋଗ୍ୟ ନ ଥିଲା, ଯେମିତି ବଜାରରେ ବିକ୍ରୀ ହେଉଥିବା ନାମୀଦାମୀ କମ୍ପାନର ଜିନିଷ, ଅଳ୍ପ ଦିନରେ ଜନା ପଡ଼ିବାକୁ ଯାଉଛି duplicate ନବୀନ
ନବିନ ଆମେରିକାନ ବେପାରୀ ସେ ଓଡ଼ିଶା କୁ ସେବା କରି ବାକୁ ଆସି ନ ଥିଲେ ଓଡ଼ିଆ ଙ୍କୁ ବେପାର କରି ବାକୁ ଆସି ଥିଲେ ସେ ଖାଣ୍ଟି ନୁହେଁ
ମୋହନ ଚରଣ ମାଝି ଜଣେ ନୀରିହ ଆଦିବାସୀ ନେତା ହୋଇଥିବାରୁ ଶାସକ ବିରୋଧୀମାନେ ବିଭିନ୍ନ ପ୍ରକାରର ସମାଲୋଚନା କରୁଛନ୍ତି। ସେମାନେ ସମସ୍ତେ ଜାଣିରଖିବ ଉଚିତ ଯେ ଇତିହାସରେ ଲେଖାଅଛି ଇଂରେଜମାନଙ୍କୁ ଏବଂ ଅନ୍ୟ ଦଶ ତଥା ରାଜ୍ୟର ଶତ୍ରୁ ମାନଙ୍କ ସହିତ ଏହିଦେଶର ସେହି ନୀରିହ ଆଦିବାସୀ ଦଳିତ ମାନେ ଜୀବନ ଦେଇ ଦେଶ କୁ ରଖୟା କରି ଥିଲେ ଚବିଶି ବର୍ଷରେ ନବୀନ ବାବୁ ଓଡ଼ିଶାକୁ ଯାହା ଟେକି ଛନ୍ତି ଯାହା ଲୁଟି ଛନ୍ତି ସବୁ ଓଡ଼ିଶାବାସୀ ଙ୍କୁ ଭଲଭାବରେ ଜଣାହେଲା ବୋଲି ନବୀନ ବାବୁ ଙ୍କୁ ଉଚିତ ଶିକ୍ଷା ଦେଲେ।ସାତ ମାସର ସରକାର ଚବିଶି ବର୍ଷର ସରକାର ହେ ବିଜେଡ଼ି ଦଳର ସମାଲୋଚକ ଟାଉଟର୍ ମିଛୁଆ ନିଜକୁ ନିଜେ ବୁଝିପାରୁ ନାହଁ। ମୋହନ ସରକାର ଙ୍କୁ ପାଞ୍ଚ ବର୍ଷ ପାଇଁ ଶାସନ ଚଳାଇବା ପାଇଁ ସହଯୋଗ କରନ୍ତୁ। ମୋହନ ସରକାର ବିଜେଡ଼ି ସରକାର ଅମଳରେ ହୋଇ ଥିବା କେଳୟଙକାରୀ କଳା କାରନାମା ଦୁର୍ନୀତି ଭ୍ରଷ୍ଟାଚାର, ସବୁ କରିବେ।
ସୌମ୍ୟରଞ୍ଜନ ବାବୁ ଙ୍କର ଆମ ଘର ର ହାଲଚାଲ ପରେ ଧରିତ୍ରୀ ସମ୍ପାଦକ ତଥାଗତ ବାବୁଙ୍କ ର ସମ୍ପାଦକୀୟ ଏବେ ମୁଖ୍ଯ ଆଲୋଚ୍ୟ ବିଷୟ ।
ଏହାଉପରେ ଆପଣଙ୍କ ର ସଠିକ୍ ଉପସ୍ଥାପନା ପାଇଁ ଧନ୍ୟବାଦ।
୨୫ ବର୍ଷର ଅଧପତନ ପାଇଁ ଦିଲିପ ରାୟ, ବିଜୟ ମହାପାତ୍ର, ନଳିନୀ ମହାନ୍ତି ଅନ୍ୟ କିଛି ନେତା ଅଧିକ ଦାୟୀ କାରଣ ଗୋଟିଏ ଉଡା ଚଢେଇକୁ ଆଣି ଓଡ଼ିଶାର ଲୋକଙ୍କ ଆଗରେ କଣ୍ଢେଇ ନାଚ ଦେଖାଇଲେ।
what is about the people who elected them
Right 👍
ଆଜ୍ଞା ଏ ନବୀନ ବାବୁ ଙ୍କୁ ଯିଏ କୀ 17000 ଭୋଟ ରେ ପରାସ୍ତ କରିଦେଇଛନ୍ତି ଆମର କଣ୍ଟାବାଞ୍ଜି ର ଲୋକପ୍ରିୟ ବିଧାୟକ ଲକ୍ଷଣ ବାଗ ଙ୍କୁ ମଧ୍ୟ୍ୟ ସେ ଚିହ୍ନି ପାରିଲେନି ସେ ମଣିଷ ଆଉ କାହାକୁ ଚିହ୍ନିପାରିବେ କିପରି ମୁ ଭାବିପାରୁନାହିଁ
ଆଶ୍ଚର୍ଯ୍ୟର କଥା ଯେ ୨୪ ବର୍ଷ କାଳ ଶାସନ କଲାପରେ ବି ନିଜର ବିଧାୟକ ମାନଙ୍କୁ ଚିହ୍ନି ପାରୁନଥିଲେ। ନବୀନ ପଟ୍ଟନାୟକ ଥିଲେ ଓଡିଶା ବାସୀଙ୍କ ପାଇଁ "ନୀଳ ବର୍ଣ୍ଣ ଶୃଗାଳ" ରାଜା !!! ବିଜୁ ପଟ୍ଟନାୟଙ୍କ କୁଳାଙ୍ଗାର ପୁତ୍ର , ଛି ଛି ଛି ??
☀️ BJP ଦୟାରେ ନବିନ ମୂଖ୍ୟମନ୍ତ୍ରୀ.. ବିଜେପି ଛାଡ଼ିଲାପରେ.. ଅମଲାତନ୍ତ୍ର🔥ହାତକୁ ଶାସନ ଟେକିଦେଇ ସବୁଠୁ ଅଯୋଗ୍ୟ ଅପାରଗ ହେଲେ ନବିନ..ଦୀର୍ଘ ଶାସନରେ ଓଡ଼ିଶାକୁ ନା ଦାଦନ ମୁକ୍ତକଲା ନା ଚାଷୀଙ୍କୁ ଜଳସେଚନ କି ଶିତଳଭଣ୍ଡାର ବ୍ୟବସ୍ଥାକଲା..ଗାଁ ଗହଳିରେ ମଦ' ର ବନ୍ୟା.. ଶିକ୍ଷା ବ୍ୟବସ୍ଥା ନକହିବା ଭଲ.. ବର୍ଷ ବର୍ଷ ଧରି ଦୁର୍ନୀତି ଭ୍ରଷ୍ଟାଚାର ବଢ଼ିଚାଲିଲା.. ଯାହା ପାଇଁ ନବିନ ଗାଦିଚ୍ୟୁତ ହେଲେ...
Really true fact...
@@muktikantanayak560☀️ Thank you my dear brother..👍🌷
ଅତି ଫାଲତୁ ଚିନ୍ତାଧାରା!
ସାରେ ଏବେ ମଧ୍ୟ ଆଶାରାମ ବାପୁ ଏବଂ ଆମ କେନ୍ଦ୍ରାପଡ଼ା ବାବା ସାରଥୀ ବାବାଙ୍କୁ ଲୋକେ ପୂଜା କରୁଛନ୍ତି , ଅଜବ ଦୁନିଆ
ନଵୀନ sir ଆପଣଙ୍କ ର ନିର୍ଭୟ ଗୁମର କଥା ମାଧ୍ୟମରେ ଓଡିଶା ର bjp ର 20% vote ବଡ଼ିଥିଲା ଏହି କଥାଟି ମୁଁ କିଛି ସର୍ଭେ ରୁ ଜାଣିବାକୁ ପାହିଲି ସେଥିପାଇଁ ଆପଣକୁ ଧନ୍ୟବାଦ.
ସୁନ୍ଦର ବିସ୍ଲେସଣ l
ଚାକରକୁ ଦାୟିତ୍ୱ ଦେଇ ମାଲିକ ଶୋଇଲେ l ଏଣୁ ଚାକର ଯାହା କଲେ ମାଲିକ ଦାୟୀ ହେବେନି ତ ଆଉ କିଏ ହେବ l ଅଯୋଗ୍ୟ ଓ ଅପାରଗ ହେଲେ ନବୀନ ବାବୁ ଏବଂ ପାଣ୍ଡିଆନ ଛଡା ଅନ୍ୟ କାହାକୁ ବିଶ୍ୱାସରେ ନିଅନ୍ତି ନାହିଁ l ପାଖ ଲୋକଙ୍କ କାନ କୁହା କଥା ଶୁଣନ୍ତି ଓ ଗୁରୁତ୍ୱ ଦିଅନ୍ତି l ସୁନ୍ଦର ଉପସ୍ଥାପନା, ଧନ୍ୟବାଦ
ନବୀନ ଥିଲେ ଜଣେ ଅହଙ୍କାରୀ ଶାସକ କେମିତି ଓଡ଼ିଶାର ଲୋକମାନେ ତାଙ୍କୁ 5 ଥର ଜିତାଇଲେ ତାହା ମତେ ବି ଆଶ୍ଚର୍ଯ୍ୟ କରେ😒
Paisa dei sabu jituthile
ମହାରାଷ୍ଟ୍ର ଭଳି କମ୍ବଳ କୋରଡ଼ା ଯଥାଶୀଘ୍ର ଦେଖିବାକୁ ଓଡ଼ିଶାବାସୀ ଚାହିଁ ବସିଛନ୍ତି ସତ କିନ୍ତୁ ସେ ସାହସ ବିଜେଡ଼ିର ଅମେରୁଦଣ୍ଡୀ ପ୍ରାଣୀଙ୍କ ନିକଟରେ ଅଛିତ ??
ସଠିକ ଉଦାହରଣ, ତଥା ଗତ, ଓ ମହାରାଷ୍ଟ୍ର ସେବସେନା ସଂଜୟ ରାଉତ ସହ ନବୀନ
ତଥାପି କେତେକ ଚ୍ୟାନେଲ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ ଙ୍କୁ ଓଡିଶାର ମହିଳା ମାନେ ଝୁରୁଛନ୍ତି ଓ ତାଙ୍କ ପାଇଁ କାନ୍ଦୁଛନ୍ତି। କିନ୍ତୁ ନବୀନ ବାବୁ କେବଳ Pandian ବ୍ୟତୀତ ଓଡିଶାର କାହାକୁ ଏପରିକି ତାଙ୍କ ଦଳର କୌଣସି କର୍ମୀ କି ନେତାଙ୍କୁ ମଧ୍ୟ ଚିହ୍ନି ନାହାଁନ୍ତି କି ତାଙ୍କ ପାଖକୁ ଯାଇ ପରିଚୟ ଦେଲେ ମଧ୍ୟ ତାଙ୍କ ପକ୍ଷରେ ଚିହ୍ନିବା କଷ୍ଟ ହୁଏ।
100 percent correct by Sri Tathagata babu
ସଞ୍ଜୟ ରାଉତ ଭଳି ନବୀନ ନିବାସ ରେ ପଣ୍ଡିଆନ କୁ ଖୁବ୍ ଧୂଲାଇ ହେବା ଦରକାର
ବଢିଆ ଧୂଲେଇ l ଜୟ ଶ୍ରୀ ରାମ 🙏
ଜୟ ଜଗନ୍ନାଥ ନି ର୍ଭ ୟ ଗୁମର କଥା ପରିବାର କୁ ମୋର ସ୍ୱଗତା ❤😂🎉
ଏଭଳି ଅନାମଧୟେ ଏଥର୍ବ ଓଡ଼ିଶାରେ ଦୀର୍ଘ ଚବିଶ ବର୍ଷ କେମିତି ମାଡି ବସି ଶାସନ କଲା ଏହା ବହୁତ ଆଶ୍ଚର୍ଯ୍ୟ ଲାଗୁଛି l
ବିଜୁ ବାବୁ ଲଗାଇ ଥିବା ଗଛର ଫଳକୁ ନବୀନ ବାବୁ ଖାଇ ଛନ୍ତି ନିଜେ ଆଉ ଗଛ ଲଗେଇ ନାହାଁନ୍ତି କି ବିଜୁ ଗଛର ଯତ୍ନ ନେବାକୁ ଇଚ୍ଛା କରି ନାହାଁନ୍ତି
Good news sir
ଆଜିର ଉପସ୍ଥାପନା ଉଚ୍ଚକୋଟିର 🙏🧿‼️🧿🙏🕉️🇮🇳🚩🏹🔱🙏🧡🌹❤️👍🔥🎉🪔🛐 ୨୦୨୫ ଇଂରାଜୀ ନବ ବର୍ଷ ପାଇଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🙏👣🙏
Tathagata is the son of a great lady nandini, his description is praiseworthy. Let him come to the position that this unworthy Naveen. Thanks
ନିର୍ଭୀକ ସାମ୍ବାଦିକତା
ପଣ୍ଡିଆନ ପାଇଁ ଏହି ଔଷଧ ଆବଶ୍ୟକ ଯାହା ମତୋସ୍ରୀ ରେ ବ୍ୟବହାର ହେଲା
ସାର୍ ଆପଣଙ୍କ ଉପସ୍ଥାପନା ଅତି ଉଚ୍ଚକୋଟୀର ଲାଗିଥାଏ।
ଏପରିକି ଆମର ମାନ୍ୟବର ଫୁଲବାଣୀ ବିଧାୟକ, ଶ୍ରୀ ଉମା ଚରଣ ମଲ୍ଲିକଙ୍କ ପ୍ରିୟ ବରିଷ୍ଠ ସାମ୍ବାଦିକଙ୍କ ମଧ୍ୟରୁ ଆପଣ ଜଣେ ଅନ୍ୟତମ ଚେହେରା।🙏
Pyari was real architect of BJD 🙏
Very good
ନବୀନ ବାବୁ କେବଳ ଅହଙ୍କାରୀ ନୁହନ୍ତି,ସେ ଜଣେ ଅସହିଷ୍ଣୁ ,ଅସନ୍ତୁଷ୍ଟ ,ଅବୁଝା ତଥା ଓଡିଆ ବର୍ଣ୍ଣ ମେଳାରେ ପ୍ରଥମ ବର୍ଣ୍ଣ ବ୍ଯବହାର କରି ଯେତେ ଗୁଡିଏ ବିଶେଷଣ ପଦ ହୋଇ ପାରିବ ସେ ସମସ୍ତ ପ୍ରଜୁଯ୍ୟ ଅଟେ ।ତଥାଗତ ବାବୁଙ୍କୁ ତାଙ୍କର ମୂଷା ପ୍ରସଙ୍ଗ ଠାରୁ ଆରମ୍ଭ କରି ଆଜିଯାଏ ଯେତିକି ମନ୍ତବ୍ଯ କରିଛନ୍ତି ତାହା ତାଙ୍କର ଅନୁଭୂତ ଯୋଗମାଳା ଅଟେ।
ସାର ପ୍ରଣାମ. ତଥାଗତ ବାବୁ ନୂଆ ହଉ କକିଛି ହଉ ଶୀର୍ଷକ ଟି ଅତ୍ୟନ୍ତ ଉଚକୋଟୀର. ବିଜେଡି ପୱରର ରେ ଥିଲେ ତଥାଗତ ଙ୍କୁ ବାନ୍ଧି ପକେଇ ଥାନ୍ତେ. ଶତପଥୀ ବାବୁ ମଞ୍ଜା ରେ ବାଜିଲା ବଳି କଥାଟିଏକହିଛନ୍ତି.
ପୁର୍ବତନ ମୁଖ୍ୟମନ୍ତ୍ରୀ,
ଓଡ଼ିଶାର ଜିଲ୍ଲା ନାଁ ଜାଣି ନାହାନ୍ତି...
ମନ୍ତ୍ରୀ, ବିଧାୟକ ଙ୍କ ନାଁ ଜାଣି ନାହାନ୍ତି...
ମନ୍ତ୍ରୀ ବିଧାୟକ ଙ୍କ ଚେହେରା ଦେଖି ନାହାନ୍ତି...
ତଥାପି ସେ ଥିଲେ ମୁଖ୍ୟମନ୍ତ୍ରୀ
❤❤❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🎉🎉🎉
ଆପଣଙ୍କ ଉପସ୍ଥାପନା କୁ ନେଇ ଗୋଟେ ନାଟକ ଲେଖୁଛି " ଓଡ଼ିଶା ରେ କିଛି ନୂଆ ହଉଛି" ଆପଣଙ୍କ ସହଯୋଗ ଏକାନ୍ତ କାମ୍ୟ। ଜଗନ୍ନାଥ ଏ ସରକାର କୁ ପରିବର୍ତ୍ତନ କରିଛନ୍ତି। ଯେତେ ଯିଏ ଚକ୍ରାନ୍ତ କଲେବି ମୋହନ ମାଝୀଙ୍କୁ ବଦନାମ କରିପାରିବେ ନାହିଁ।
ଦିନେ ଅହଙ୍କାର କରିଥିଲା ରାବଣ,କଂସ,ଦୁ୍ର୍ୟୋଧନ ।ଫଳ ସମସ୍ତେ ଜାଣିଛନ୍ତି ।
ଜୟ ଶ୍ରୀ ଜଗନ୍ନାଥ 🙏🌹।
ସାର୍ ପ୍ରଣାମ ବିଜେଡି ର ବରାଦିଆ ଧାନବିଲ ବୁଲା ଜୟ ଜଗନ୍ନାଥ
What a sharp comment proceed on sir
ଏପରି କଥା ବି ହେଉଛନ୍ତି ଯେ ମୋହନ ବାବୁଙ୍କ ମିଟିଙ୍ଗରେ ଲୋକ କମ ହେଇଥିଲେ ମାତ୍ର ନବୀନ ବାବୁଙ୍କ ମିଟିଙ୍ଗରେ ଲୋକ ଏତେ ହେଲେ ଯେ ରାସ୍ତା ଘାଟ ଯାମ ହେଇଗଲା । ମୋହନ ବାବୁଙ୍କ ମିଟିଙ୍ଗକୁ ଖରାପ ହେବା ପାଇଁ ଧର୍ମେନ୍ଦ୍ର ବାବୟ ଦାୟୀ ବୋଲି କୁହା ଯାଉଛି
ସ୍ବାର୍ଥ ସରିଗଲା, ଟିକେଟ ମିଳିଲାନି, ଏବେ ଗୋଇଠା, ଏ ହେଉଛନ୍ତି କି ପ୍ରକାର ନେତା।
Bhai SAHI PAKADE,
"ଧରିତ୍ରୀ" ଖବର କାଗଜର ମୁଖ୍ୟ କାର୍ଯ୍ୟନିର୍ବାହକ ଶ୍ରୀଯୁକ୍ତ ତଥାଗତ ଶତପଥୀ ମହୋଦୟ ନିରାଟ ସତ୍ୟ ଘଟଣାକୁ ଆଲେଖ୍ୟରେ ପ୍ରକାଶିତ କରିଛନ୍ତି, ଯାହା ବିଶେଷତଃ ବାସ୍ତବ ଶିକ୍ଷିତମାନେ ଓ ବୁଦ୍ଧିଜୀବୀମାନେ ଜାଣିଥାନ୍ତି ...
100% Sata Katha... Jay Jagannath🙏🙏🙏
Happy new year to Sri Nabin Das bu. Very nice explanation by Nirvay gumar katharine
ଆଜ୍ଞା ମୋ ମତରେ ମୁଁ ତଥା ମୋ ଭଳି ମାତ୍ରାଧିକ ଓଡିଆ ପ୍ରକୁତରେ ବୋକା / କାରଣ ଆମମାନେ ଏଭଳି ଏକ କଦର୍ଯ୍ୟ, ବିକୃତ, ଆତ୍ମଗର୍ବୀ ବ୍ୟକ୍ତି ନବୀନ ପଟ୍ଟନାୟକ ଙ୍କୁ ୫ଥର ମୁଖ୍ୟମନ୍ତ୍ରୀ କରିଥିଲୁ / ଆଶା ଏ ପ୍ରକାର ଭୁଲ ମୋର ପ୍ରିୟ ଓଡିଶାବାସୀ ଭବିଷ୍ୟତରେ ଆଉ କରିବେନାହିଁ /
ମହାଶୟ, ଅମର ବାବୁ ମଝିରେ କେଉଁ ଦଳ କୁ ଡେଇଁ ଥିଲେ ଟିକେ କୁହନ୍ତୁ ।
ଆଜ୍ଞା ପ୍ରଣାମ 🙏
ଆଜ୍ଞା ବିଜୁ ଜନତା ଦଳ ର କର୍ମୀ ମାନେ କଣ କମ୍ବଳ କୋରଣ କରି ପାରିବେ ? ସମୟ କହିବ
ଭଲ ଆଲୋଚନା ଟିଏ କଲେ ସାର୍
ଆପଣଙ୍କୁ ନୂତନ ବର୍ଷ ର ଢେର୍ ସାରା ଶୁଭେଚ୍ଛା ଓ ଅଭିନନ୍ଦନ ।
ସାର୍ ଆପଣ ହୁସିଆର କରାଇ ଦେଉଛନ୍ତି
ତଥାଗତ ଏତେଦିନ କୋଉଠି ଶୋଇଥିଲା, ହାରି ଗଲା କହୁଛି
Bahut bha lagila🎉
ସୁନ୍ଦର ଉପସ୍ଥାପନା
Jay Jagannath sir namaskar apana really topic upare kahuchanti absolutely right sir 🙏🙏
ସାର ପ୍ରଣାମ 🙏🌹
ମନ ଗଢା କାହାଣୀ ଶୁଣାଇବା ଆପଣଙ୍କ ନିତିଦିନିଆ କାମ
Very nice.
ଆପଣଙ୍କ ଟିପଣୀ ସତ୍ଯଉପରେ ଆଧାରିତ ହୋଇପାରେ କିନ୍ତୁ ସବୁବେଳେ ଏକ ପାଖିଆ....
Tathagata Babu👍✌️👏👏👏👏🙏
Happy New year Babuli Babu you are Great 💐🙏💐
Nabin sir Happy New year Thanks Bahut bhala upastapana 💐🙏💐
ଏହା ଭିତରେ ଯଦି pandian ଜାଗା କିଣି ଘର କରି ରହୁଥିବ ତେବେ ସେ ଓଡ଼ିଶା ଛାଡ଼ି ଚାଲି ଯିବାକୁ ବୋଧେ କହି ହେବନି। ସେ ନିଜ ବିବେକ କୁ ବିଚାର କରି ଓଡ଼ିଶା ଛାଡ଼ି ଚାଲି ଯିବା କଥା।
ମୋହନ ଚରଣ ମାଝୀ ପୂର୍ବରୁ ଚାରି ପାଞ୍ଚ ଥର ନିର୍ବାଚିତ ହୋଇଛନ୍ତି ଶାସକଦଳ ବିରୋଧୀ ଦଳର କଟାକ୍ଷ ଅନୁଭବ କରିଛନ୍ତି। ଭୋଟରଙ୍କୁ ଉପେକ୍ଷା ନ କରି ରାଜ୍ୟର ସନ୍ମାନ ରକ୍ଷା କରନ୍ତୁ।
ନବୀନ ସାର୍ ନବ ବର୍ଷ ଶୁଭେଛା ।ଆପଣ ନିର୍ଭୟ ଗୁମର କଥା ଦ୍ଵାରା ରାଜ୍ୟ କିଛି ଲୋକଙ୍କୁ ସତ୍ୟ ଓ ନିଷ୍ଠା ର ବାର୍ତ୍ତା ଦେ ସତର୍କ କରାଇ ଏକ ସୁସ୍ଥ ସମାଜ ଗଠନ ପାଇଁ ଆପଣଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ।ଆପଣ ନିଜେ ସୁସ୍ଥ ରୁହନ୍ତୁ ଓ ସମାଜ୍ ଏମିତି ଗୁମର ସତ୍ୟ ବଣ୍ଟି ଚଳିଥାନ୍ତୁ ।
ତଥାଗତ ବାବୁ କାହା ପାଇଁ ପରିଚୟ ମିଳିଥିଲା ? କେତେ ଥର mp ହୋଇଥିଲେ, ବେଇମାନ ବୋଲି ଲୋକେ କହୁଛନ୍ତି।
Jay Naveen Patnaik 🎉🎉🎉
ଆସ୍ତେ ଆସ୍ତେ ବରିଷ୍ଠ ନେତାମାନେ ମୁହଁ ଖୋଲିବା ନବୀନ ପଟ୍ଟନାୟକ ଙ୍କ ଚରିତ୍ର ସେତିକି ଅଧିକ ପଦାକୁ ଆସିବ।ପାଣ୍ଡିଆନ କିଛି ଗୁପ୍ତ ତଥ୍ୟ ରଖିଛନ୍ତି, ତେଣୁ ନିରବ ରହୁଛନ୍ତି ନବୀନ ପଟ୍ଟନାୟକ।
ନବୀନା ମଲେ ଓଡିଶା ବାସି ଖୁସିହେବେ
Nabin doesn't like to Odia
ଭାଇ , କହିବାକୁ କାହାର କିଛି (ମାଧ୍ୟମ )ଅଛି ତ କହାର କଛି ନାହିଁ କିନ୍ତୁ ନବିନଙ୍କୁ କେହି ଭଲ ପାଉନହାନ୍ତି।
ଦୁଇଟି ଶବ୍ଦ ମୋ ମନକୁ ଭାରି ପାଇଲା... ପ୍ରଥମଟି ହେଲା "କମ୍ବଳ କୋରଣ " ଏବଂ ଦ୍ଵିତୀୟଟି ହେଲା "ଭଦ୍ର ଚାପୁଡ଼ା" । ବହୁତ ବଢିଆ ଉପସ୍ଥାପନା । 🙏🙏🙏
କିନ୍ତୁ କେବେ ଓ କାହା ଉପରେ ଏ ଉପର ଶବ୍ଦ ଦୁଇଟି କାର୍ଯ୍ୟରେ ଆସିବ ସେତିକି ଖାଲି ଦେଖିବାର ଅଛି 😂😂😂
ନିରପେକ୍ଷ ତର୍ଜମା ହେଲେ ଭଲ।
ନବୀନ ଏବଂ ପାଣ୍ଡିଆ ବିଦେଶ ବ୍ୟାଙ୍କ ରେ 2200 କୋଟି ଟଙ୍କା ଜମା କରିଛନ୍ତି ବୋଲି ଚର୍ଚ୍ଚା ହୁଏ, ଏଣୁ CBI ଅନୁସଂଧାନ ହେବା ଉଚିତ। ନବୀନ କୁ ଗିରଫ କଲେ ଲୋକ ମାନେ ଆନ୍ଦୋଳନ କରିବା ପାଇଁ ହୁସ୍କାଉଛନ୍ତି
Do you have any evidence 😂😂😂😂
Then prove it
H😂😂😂😂😂
ଏପର୍ଯ୍ୟନ୍ତ ଲୋକ ମାନେ ନବୀନକୁ ଠିକ ଭାବରେ ଚିହ୍ହି ପାରି ନାହାନ୍ତି l
Jay Maa Durgatinasini ❤❤❤
ଏବେ ପ୍ରାୟ ଆଠ ଦଶ ଜଣ ବିଜେଡି ନେତା ରେଡି ହୋଇଗଲେଣି କମ୍ବଳ କୋରଣ ଦେବା ପାଇଁ।
ସାର 2025ନବ ବର୍ଷର ଶୁଭେଚ୍ଛା ଉପସ୍ଥାପନା ବହୁତ ଉଚ୍ଚକୋଟିର ହେଲା ଯାହାହେଉ 24ବର୍ଷ ଅହଙ୍କାରୀ ଶାସନର ଅନ୍ତ ହେଲା ବହୁତ ଭଲ ହେଲା କିନ୍ତୁ ସେହି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ ନେବେ ମୋହନ ସରକାର...
Sir, Happy New you New year to you.
🎉 sir 🙏
❤❤❤❤❤❤🎉🎉🎉
After so many years,,you delivered the truth which I had felt when he was Mines Minister.He was never a public man.
ମହାଶୟ ନମସ୍କାର। ଆପଣଙ୍କ ଭଳି ସାମ୍ବାଦିକ ମାନେ ହିଁ ରାଜନୈତିକ ସଂସ୍କାର ଆଣିପାରିବେ। ନିର୍ଭୟ ପରିବାର ର ଉତ୍ତରୋତ୍ତର ଉନ୍ନତି ହେବା ସହିତ ଆପଣ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ କାମନା କରୁଛି।
Sir namaskar,Satya meba jayate,Dhera Pani pathara Kate,Apanak spasta chinta dhara odisha basinku prerana jogaiba ,mohana sir nku samaya aahuri nebe nispati nebaku, Jay Jagannath 🙏
ବିଜେଡ଼ିର ସ୍ଥାରତ୍ଵ ସଂକଟରେ,ନବୀନ ପଟ୍ଟନାୟକ ଥିବା ଯାଏଁ ଯାହା ତାହା ହେଇ ଚାଲିବ, ତା ପରେ ସନ୍ୟାସୀ ଯଦି ଓଡିଶା ନ ଛାଡ଼ନ୍ତି କମ୍ବଳ କୋରଣ ନିଶ୍ଚୟ ହେବ
Jay shree jaganath nutana barsa ra abhinandan sir
ନବୀନ ବାବୁ ନିଜ ଦଳର ଦକ୍ଷ କର୍ମୀ ଓ ନେତାମାନଙ୍କୁ ଦୂରେଇ ଦେଇ ପାଣ୍ଡିଆନ୍ ଏବଂ ତାର କ୍ରୀତଦାସ ନେତାମାନଙ୍କ ଉପରେ ଭରସା କରିବାର କର୍ମଫଳ ଭୋଗୁଛନ୍ତି। ଯଦି ସେ ନିଜକୁ ସଂସୋଧନ ନ କରନ୍ତି, ପୁଣି ବିପର୍ଯ୍ୟୟ ର ସମ୍ମୁଖୀନ ହେବେ। କମ୍ବଳ କୋରଣା ହେବାଟା ଥୟ।
ଲାଗୁଚି କାହାଣୀ ଶୁଣାଇବା ରେ ଅପଣ expert
ନବୀନ ଦାସ୍ ନିରୋପକ୍ଖୋ ସାମ୍ବାଦିକତା ପାଇଁ ଅପୋନୋ ଚିରୋ ନମସ୍ୟୋ
ପ୍ୟାରୀ ମୋହନ ମହାପାତ୍ର ସେତେବେଳେ ଠିକ୍ ଜାଣିଥିଲେ ନବୀନ ବାବୁ ଓଡ଼ିଆ ବିରୋଧୀ ତେଣୁ ନିଜ ହାତକୁ ଶାସନ ନେବାପାଇଁ ଚେଷ୍ଟା କରୁଥିଲେ ଭଲ ହେଇଥାନ୍ତା କିନ୍ତୁ ଲୋକ ଓଲଟା ବୁଝିଲେ ତଥାଗତ ଙ୍କ ଲେଖା ପୁରା ଠିକ୍
ଇ ଶଳା ସବୁବେଳେ ନବୀନ ବିରୋଧୀ
Chief Minister is prayed to become little bit strict & he should take daring steps against Naveen jee & Aruna Sahu legitimately with prior approval of PM as soon as possible to satisfy the people of Odisha.
କେବଳ ମାଲ୍ କୁ ଜାଣନ୍ତି
Happy new year Sir.God bless you
ନୂ ତନ ବର୍ଷ ର ଅଭିନନ୍ଦନ ❤❤❤🎉
Tathagata sir nku dhanya bad 🙏🙏🙏 Jagannath tanku saha huntu. Ahuri anek neta ,mantri achanti se madhya stetment daba darkar. Jay Jagannath 🙏🙏
Let Lenin Mohanty n Sulata Madam should come forward to counter Sri Satpathy.
Happy new year sir 🙏 ate sundar upastapana sathik chitra odisha basinka pakhare pahunchau thibaru apanku asesa asesa dhanya bad 🙏🙏. 24 year ra kalankita adhya odisha basinka pani ( au jane andha drutarastra ) Jay Jagannath 🙏
🙏👍❤
जय श्री जगन्नाथ 🙏🏻🙏🏻🙏🏻