They Were Requesting Me to Join BJD, Says Mohan Majhi

Поділитися
Вставка
  • Опубліковано 22 чер 2024
  • '#ସେମାନେ_ମୋ_ପାଦ_ଧରୁଥିଲେ'
    'ସେମାନେ ଅନୁରୋଧ କରୁଥିଲେ, ଆମ ଆଡ଼କୁ ଆସି ଶଙ୍ଖ ଧରିବାକୁ କହୁଥିଲେ ଏବଂ ଆପଣ ଯାହା ଚାହିଁବେ ତାହା ପାଇବେ ବୋଲି କହୁଥିଲେ । ଯେଉଁମାନେ ଏମିତ କହୁଥିଲେ ସେମାନଙ୍କ ଅବସ୍ଥା ଆଜି କଣ ହେଲା? ମୁଁ ସେମାନଙ୍କୁ କହୁଥିଲି ତୁମେ ମୋହନ ମାଝୀକୁ ଚିହ୍ନିଛ?'
    #CMOOdisha #MohanMajhi #OdishaCM #Keonjhar #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 381

  • @dilipkumarmallick3951
    @dilipkumarmallick3951 4 дні тому +49

    Sir ସଂଯମତା ଟିକେ ରକ୍ଷା କରନ୍ତୁ କାରଣ ଆପଣ ଜଣେ ମୁଖ୍ୟମନ୍ତ୍ରି ,ଗାଁ ଗହଳି ର କୁଜି ନେତା ଭଳିଆ କଣ ଭାଷଣ ଦେଉଛନ୍ତି । ନିଜର ସମ୍ମାନ ଟିକେ ରକ୍ଷା କରନ୍ତୁ ।

    • @dibya6566
      @dibya6566 4 дні тому

      Oooo Bhai 🤣🤣. Actually Odisha Loko knuu 35 yr heigala Cm knara bhasana sunibara, so sethi pain Bhasana suniki Tama Bhalia Loko hajam kariparunahanti. Laguchi jemiti kie alien asigale. Sata kuha Bhai mu thik kahili naa 🤣🤣🤣

    • @sai-je8rq
      @sai-je8rq 4 дні тому +3

      ​@@dibya6566 tm bhali andhbhakt nka bhal laguthiba😂 ki bhasha oooh ki ananda😂 ward member bhali hauchhanti

    • @dilipkumarmallick3951
      @dilipkumarmallick3951 3 дні тому

      @@dibya6566 35 ବର୍ଷ 55 ବର୍ଷ ହେଇଥିବ ହେଲେ 35 ବର୍ଷ କୁଆଡୁ ଆଇଲେ ।

    • @Jagannathadham
      @Jagannathadham 3 дні тому +4

      ସରପଞ୍ଚ ପଦବୀ ପାଇବା ଲୋକ ବଡ ବଡ ପଦବୀ ପାଇଲେ ସେ ମାନେ ତାଙ୍କର ଅଉ କାତ ଭୁଲିଯାଆନ୍ତି

    • @NirmalkumarNayak-bx4ld
      @NirmalkumarNayak-bx4ld 3 дні тому +1

      Asikhita nka tharu kana asa karajae

  • @SarojiniSarojinisahoo-pi3um
    @SarojiniSarojinisahoo-pi3um 4 дні тому +98

    ଆବଶ୍ୟକତା ଠାରୁ ଅଧିକ ହେଇଗଲା ତେଣୁ ହଜମ ହଉନି ବାନ୍ତି କରୁଛନ୍ତି,cm ସହନସିଲା ନିରପେକ୍ଷ ହେବାକୁ ଚେଷ୍ଟା କରନ୍ତୁ

    • @Devilkiller431
      @Devilkiller431 4 дні тому +2

      ତମର କଣ ଅସୁବିଧା ହେଉଛି କି

    • @dibya6566
      @dibya6566 4 дні тому +6

      Didi 25 Barsha hela Cm kna bhasana suni nahanti ta, Sethi pain Didi knara hajam heuni.... Loko pratinidhi Loko kna saha connect hebeni ta kn, Khali office ree basibe.... Didi kn mo bjd supporter bodhe Navin sir kna Nisa uturini kii🤣🤣🤣...

    • @SwapnaPangi-pp2ys
      @SwapnaPangi-pp2ys 4 дні тому +2

      Are pagal pari kn katha haucha mahon majhi...jou kama kariba katha kara..anya ra judged kariba pai asichu ki 😂😂

    • @BanalataMohanty-bf2ue
      @BanalataMohanty-bf2ue 3 дні тому

      @@dibya6566 semit kichi nai ame katha kama kahu....so bhasan baji loka ku pasand karuna...amar kama darkar katha nunhe

    • @peacefulcommunity903
      @peacefulcommunity903 3 дні тому +2

      Ae Mohana Majhi kan khali gapuchi yadu siyadu.. ame kan gapa sunibaku vote deithilu.. Kama kara, 300 unit free daba kahi thila, jaldi dia. Au Industry basao, dadana samasya doora kara.. Khali ta re gapuchi..

  • @mmnewsodia
    @mmnewsodia 4 дні тому +87

    ନିଜ ଜନ୍ମ ମାଟିରୁ ଆରମ୍ଭ ହେଲା ସାରଙ୍କ ଗର୍ବ ଅହଂକାର... ଆପଣ ମାନେ ସମସ୍ତେ କୁହନ୍ତୁ ଏହିଭଳି କଥା ୨୫ ବର୍ଷରେ ନବୀନ ପଟ୍ଟନାୟକଙ୍କ ଠାରୁ କେବେ ଶୁଣିଥିଲେ କି ? ଅତି ଗର୍ବେ ହତଲଙ୍କା.. ଜୟ ଜଗନ୍ନାଥ🙏🏻

  • @Somlexodia-uv4qh6vh1f
    @Somlexodia-uv4qh6vh1f 4 дні тому +74

    ଆପଣ କାମ କରନ୍ତୁ ଏମିତି ଏମିତି କଥା କହୁଛନ୍ତି ଭଲ ଲାଗୁନି ।
    ଇଲେକ୍ସନ ପ୍ରଚାର ଭଳି ଲାଗୁଚି

  • @michaelsantosh
    @michaelsantosh 4 дні тому +31

    ଓଡ଼ିଶାର ବିକାଶ କିପରି ହେବ, ସେହିଟା ଚିନ୍ତା କରନ୍ତୁ, ଆପଣଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଗଲା ବୋଲି ଏତେ ଗର୍ଵ କରନ୍ତୁ ନାହିଁ। ନିଜକୁ ନମ୍ର କରି କାମ କରି ଚାଲନ୍ତୁ ok। ବେକାର କଥାସବୁ ଗପି ଚାଲୁଛନ୍ତି।

  • @sagarodisha
    @sagarodisha 4 дні тому +44

    ଭାଷଣ ରେ ଟିକେ ସୌମ୍ୟତା ରଖିଲେ ଭଲ, ଏବେ ଆପଣ ଜଣେ ମୁଖ୍ୟମନ୍ତ୍ରୀ, କୁଜି ନେତାମାନେ ଏପରି ଭାଷଣ ଦିଅନ୍ତି। BJP କୁ ଭୋଟ ଦେଇଛୁ ସତ କିନ୍ତୁ କାମ ନକଲେ ସତ୍ତା ପରିବର୍ତ୍ତନ କୁ ବେଶି ଦିନ ଲାଗିବନି।

  • @chandanroychandan3142
    @chandanroychandan3142 4 дні тому +26

    ପୁଅ ଅଷ୍ଟମ ରେ ପଢୁଛି ପୁଅ କୁ ସୁରକ୍ଷିତ ରଖ କେତେ ବେଳେ ବି ଗାୟବ ହେଇପାରେ 5 ବର୍ଷରେ ଉନତି କରିସାର ପରେ ଗପିବେ

  • @shubhranjalirath2047
    @shubhranjalirath2047 4 дні тому +89

    ଏତେ ଗର୍ବ ଭଲ ନୁହଁ। ରାବଣ ଭଳି ଏତେ ବଡ଼ ଜ୍ଞାନୀ ଗୁଣି ଲୋକର ଗର୍ବ ଭଗବାନ ଭାଙ୍ଗିଦେଲେ। ଆପଣ ତ ଗୋଟେ ମଣିଷ।ଭଗବାନ ଏହାର ଉଚିତ୍ ବିଚାର କରିବେ।

  • @kailasachandrabarik8603
    @kailasachandrabarik8603 4 дні тому +25

    17 ଟା ଖଣି ନିଲାମ ହେବ, ଓଡ଼ିଆ ଅସ୍ମିତା କୁଆଡେ ଗଲା

  • @bhagirathiodandara3501
    @bhagirathiodandara3501 4 дні тому +12

    ଭୋଟ ପୁର୍ବ ରୁ ଓଡ଼ିଆ ଲୋକ ତତେ କେହି ଚିହ୍ନି ନଥିଲେ ତୁ ଜୁଗୁରାଟ ଟିଭି

  • @user-sv5zd9cc1f
    @user-sv5zd9cc1f 4 дні тому +21

    24 years sasana kari Naveen sir kaha birudhare kahileni hele 1 month haeni tume birudhare kahiba start karidelani so great

  • @sbstyle5130
    @sbstyle5130 4 дні тому +9

    ଏଇଟା ନିର୍ବାଚନ ସମୟ ନୁହେଁ ଏଇ ସବୁ କଥା ଭାବିକି ରଖିଥାନ୍ତୁ ୨୦୨୯ ରେ କହିବେ। ଏବେ କୁହ ଓଡ଼ିଶା ର ବିକାଶ କୁ ନେଇ ଆପଣଙ୍କ ପାଖରେ କଣ ଦୁରଦୃଷ୍ଟି ଅଛି। ନହେଲେ ଆମକୁ ଲାଗୁଛି ଆମ ଭୋଟ ଭୁଲ ଲୋକକୁ ପଳେଇଲା 🤦🏼‍♂️🤦🏼‍♂️🤦🏼‍♂️

  • @user-ou7oh4wd9z
    @user-ou7oh4wd9z 4 дні тому +80

    ବିକାଶ ହେଇସାରିଲାଣି ଡାଲି ଆଉ ତେଲ ଆଉ ପନି ପରିବା ପିଆଜ ରସୁଣ ଏବଂ ଅନ୍ୟାନ୍ୟ ଜିନିଷ ସବୁ ଓଡିଶା ବାସି କିଣୁଛନ୍ତି ଯେତେବେଳେ ଜାଣିପାରୁଛନ୍ତି ବିକାଶ ହେଇଯାଇଛି l ମୁ ଏଇଥର ଟା ତୁମକୁ ଭୋଟ ଦେଇଛି ଆଉ କୋଉ ବର୍ଷ ଭୁଲ ରେ ଦେବିନି

    • @filedfarmingodisha
      @filedfarmingodisha 4 дні тому +5

      ମୁଁ ବି bhai

    • @sarojkumarsahoo9268
      @sarojkumarsahoo9268 4 дні тому +1

      Bhai rate na bandhile....magana khia nku magana re kouthu govt daba...lokanku ta sabu magana darkar....a duniare kichhi magana nathaye😂...

    • @baunsabatiramanataka8298
      @baunsabatiramanataka8298 4 дні тому +5

      ଭାଇ ଆମେ କହୁଚେ ରେଟ୍ ବଢିଲା କାହିଁକି ଆମ ନିଜ ବାଡ଼ିରେ ଚାଷ କର କୋଉ ରେଟ୍ ବଢ଼ିବନି ଆନ୍ଦ୍ର ଉପରେ ଭରସା କରି ବସିଲେ ସେଇଠୁ ଆସିଲେ ଆମେ ଖାଇବା ନହେଲେ ନାଇଁ ରେଟ୍ ତ ବଢ଼ିବ

    • @Devilkiller431
      @Devilkiller431 4 дні тому +1

      ନିଜେ ମୁଖ୍ୟମନ୍ତ୍ରୀ ହେଇଯାଉ ନ ତମ ଗାଁ କୁ ଟେକି ଧରି ଥିବ ,ଗାଁ ରେ କେବେ ସରପଞ୍ଚ ହେଇଚ କି ?

    • @peacefulcommunity903
      @peacefulcommunity903 4 дні тому

      ​@@Devilkiller431 Tama gandi re dam nahi toh kan pain ete bada bada katha kahiki vote maguthila... rate kamao.. nahele ekathare double engine ru engine failure kari dabu..

  • @ganeshdhal135
    @ganeshdhal135 4 дні тому +29

    ଆଜ୍ଞା ଏତେ ଭାଷଣ କଲେ ହବନି ନବୀନ ପଟ୍ଟନାୟକଙ୍କ ଯୋଜନା ଯାହା ଓଡ଼ିଶା ବାସିଙ୍କ ପାଇଁ କରିଥିଲେ ଆପଣ ତାଠୁ କିଛି ଅଧିକା କରିକି ଦେଖାନ୍ତୁ
    ଯେମିତି ଓଡ଼ିଶା ବସି ଅଧିକ ସୁବିଧା ପାଇବେ

  • @sadanandasahoo3707
    @sadanandasahoo3707 4 дні тому +19

    ମିଛ। ଆଜିଯାଏଁ ଚୁପ୍ ଥିଲେ କାହିଁକି।‌ ଦୁଇ ଜଣଙ୍କର କଳିରେ ତୃତୀୟ ଲୋକର ଲାଭ।‌ କେତେ କଣ କରିବ ଓଡିଶା ପାଇଁ , ଭବିଷ୍ୟତ କହିବ

  • @foodlovers7398
    @foodlovers7398 4 дні тому +18

    Naveen Pattanayak ji great ❤

  • @premanandagochhayat6038
    @premanandagochhayat6038 4 дні тому +38

    nabin patnaik sir the great

  • @prasantapattanaik862
    @prasantapattanaik862 4 дні тому +24

    ମିଛ କଥା।ଏବେ କାହିଁକି କହୁଛନ୍ତି.?

  • @DesiKalakar-xe8du
    @DesiKalakar-xe8du 4 дні тому +19

    ଜଣେ ମୁଖ୍ୟମନ୍ତ୍ରୀ ଙ୍କ ମୁହଁରୁ ଏମିତି ଭାଷଣ 😅😅😅 ନିରାଶୟ ଜନକ, previous CM ଙ୍କ ଠାରୁ simplicity ଶିଖିବା ଆବଶ୍ୟକ

  • @maheswarkaluwallpaprskalu
    @maheswarkaluwallpaprskalu 4 дні тому +34

    ହତ୍ୟା କାରୀ

  • @rashmikantasahoo5965
    @rashmikantasahoo5965 4 дні тому +16

    Now you are C.M of Odisha. This is not election time.😅

  • @sidhantasahu680
    @sidhantasahu680 4 дні тому +24

    Adhika grab

  • @OldisGold-pk7cr
    @OldisGold-pk7cr 4 дні тому +18

    2024 ରେ ମୂର୍ଖ ମନ୍ତ୍ରୀ ବିଜେଡି ରେ ମିଶିବେ

  • @SantoshPadhi-hc4iu
    @SantoshPadhi-hc4iu 4 дні тому +59

    300 ବିଜୁଳି କେବେ ଫେରି ହବ କୁଆ

    • @omsairam2035
      @omsairam2035 4 дні тому +4

      Nabini sarkar heithile ate belaku bijuli bill free heisaranti...Khali gapa

    • @sarojkumarsahoo9268
      @sarojkumarsahoo9268 4 дні тому +1

      Bhai 10din re Kain....nai na dekhinu.......heijaucha....tike time dia kn karuchi bjp....

    • @peacefulcommunity903
      @peacefulcommunity903 4 дні тому

      ​@@sarojkumarsahoo9268hau time nia.. hele sabu jinisha ra rate kamao.. bahut rate badhuchi, garib loka kasta pauchanti..

    • @BiswajitSethy-ov7nq
      @BiswajitSethy-ov7nq 4 дні тому

      300 bijuji solar users manaka pain

    • @peacefulcommunity903
      @peacefulcommunity903 3 дні тому

      @@BiswajitSethy-ov7nq au Ama pain Solar Panel free kara 😆

  • @shakaharipruthivi8696
    @shakaharipruthivi8696 4 дні тому +37

    ଭାଇ ମୋଦୀ, ଶାହା ଙ୍କ ପାଇଁ ଜିତିଲ ?
    ତା ହେଲେ ବିଗତ ନିର୍ବାଚନଗୁଡ଼ିକ ରେ କଣ ମୋଦୀ, ଶାହା ନ ଥିଲେ କି? ଯେ ଦୀର୍ଘ ୨୪ ବର୍ଷ ଲାଗିଲା? ଏ ସବୁ ସମ୍ପୂର୍ଣ ମିଛ। ନିଜ ଦଳ ର ନେତାଙ୍କୁ ତାରିଫ କର ମାତ୍ର ଏତେ କର ନାହିଁ ଯେ ମଣିପୁର ଭଳି ଡବଲ ଇଞ୍ଜିନ ହେବ। ହିନ୍ଦୁ ମରିବ, ଧନ ଜୀବନ ଉଭୟ ରୁ ବଞ୍ଚିତ ହେବ। ରାଜ୍ୟ ଗୋଟେ ପଟେ କେନ୍ଦ୍ର ଗୋଟେ ପଟେ? କାହିଁକି ମଣିପୁର ରେ ହିନ୍ଦୁଙ୍କ ଜୀବନ ଏତେ ଶସ୍ତା?
    କାହିଁକି ଆତଂକବାଦୀ ଏତେ ସୁରକ୍ଷିତ ? ହାତରେ ଅତ୍ୟାଧୁନିକ ବନ୍ଧୁକ ଧରି ଖେଳି ପାରୁଛନ୍ତି ଖେଳ? ହିନ୍ଦୁ ଜଳୁଛି।ହିନ୍ଦୁ ମରୁଛି। ଭାଇ ଏ ଜାତି ସରଳ
    ଏ ଜାତି ଏତେ ଖବର ରଖୁ ନାହିଁ ବୋଲି କଣ ଭଗବାନ ଜାଣନ୍ତି ନାହିଁ? ସତ୍ୟ ଚିର କାଳ ସତ୍ୟ
    କଣ ହେଉଛି କାଶ୍ମୀରରେ ? ଛୋଟ ଛୋଟ ହିନ୍ଦୁ ଛୁଆ ବି ଆତଂକବାଦୀ ମାରି ସଫା କରୁଛି । ଏ ହେଉଛି ବିକାଶ ? ପଶ୍ଚିମବଙ୍ଗ ରେ bjp କର୍ମୀ ମରୁଛି କାହିଁକି ? କାହିଁକି ହତ୍ୟା,ଧର୍ଷଣ,ଲୁଣ୍ଠନ,ପଳାୟନ ର ଶିକାର ହେଉଛି ହିନ୍ଦୁ ? ପୁରା ଦେଶ ରେ ହିନ୍ଦୁ ର ପରିସ୍ଥିତି କଣ ? ୨୦୩୧ ପର୍ଯ୍ୟନ୍ତ ଦେଖ। ୨୦୪୫ ତ ବହୁତ୍ ଲମ୍ବା କଥା।
    ତ୍ରାହି ତ୍ରାହି ଡାକ ଶୁଭିବ। କଳ୍କୀ ରୂପୀ ଜଗନ୍ନାଥ ହିଁ ତ୍ରାଣ କର୍ତ୍ତା । କିଏ ମାନୁ କି ନ ମାନୁ।ପ୍ରଳୟ,ମହାମାରୀ, ଯୁଦ୍ଧ,ପ୍ରକୃତିର ତାଣ୍ଡବ କୁ ରୋକିବ କିଏ ସନାତନ ଧର୍ମ କୁ ହତ୍ୟା କରି ? ମଠ ମନ୍ଦିର ଭଙ୍ଗା ଓ ଲୁଣ୍ଠନ ରେ ଯେଁଉ ମାନେ ବି ହାତ ଲାଲ୍ କରିଛନ୍ତି ସେ ସବୁ ଦୈବୀ ଦଣ୍ଡ ର ଅଧିକାରୀ। ଜଗନ୍ନାଥଙ୍କ ପ୍ରଭୂତ୍ଵ କୁ ଦିନେ ସାରା ବିଶ୍ଵ ସ୍ବୀକାର କରିବ। ସମୟ କୁ ଅପେକ୍ଷା କେବଳ। କାରଣ ହିଁ ସବୁ କୁ ସତ୍ୟ ଆଡ଼କୁ ନେବାକୁ ସାମର୍ଥ୍ୟ ରଖେ। ଶାସକ ସିଏ ଯିଏ ନିଜ ଲୋକଙ୍କ ସୁରକ୍ଷା କୁ ଗୁରୁତ୍ବ ଦିଏ। ଯେ ବେଇମାନ ନୁହେଁ। ଏ ଦେଶ କୁ ଧର୍ମଶାଳା କରି ଯାହା ବିକଶିତ କରିବ ଜଣା ଅଛି। ଜଣା ଅଛି।

  • @rabindramalik5066
    @rabindramalik5066 4 дні тому +28

    Kichi development kari paribeni

  • @prasantapattanaik862
    @prasantapattanaik862 4 дні тому +9

    ଅଗାଧ ଜଳ ସଂଚାରୀ ମାଁଗର୍ଵିଦଃ ନୈଵ ରୋହିତଃ।ଗଣ୍ଡୁଷ ଜଳ ମାତ୍ରେଣ ସଫରୀ ଫର୍ଫର୍ରାୟତେ।

  • @brpalai9015
    @brpalai9015 4 дні тому +6

    Besi gapa ni 😂😂 modi bhali bhadakau bhasana diani ...😂😂😂 You all will agree you all never ever heard this type of language from naveen sir ❤❤

  • @dknodiaboy6477
    @dknodiaboy6477 4 дні тому +29

    କଥା ପ୍ରବଳ କାମ ଦୁର୍ବଳ

  • @sunilkumarpatnaik6953
    @sunilkumarpatnaik6953 4 дні тому +6

    First Odisha rey Voters nka expectation fulfill karantu ....
    1. New 2nd AIIMS in ODISHA
    2. New Railway Factories in ODISHA
    3. New E-BYCYCLE Manufacturing Unit
    4. New Milk Powder factory in ODISHA
    5. New New Water Reservers
    6. New New Cold Storages in ODISHA
    7. Jungles & Mountain areas rey PLANTATION WORKS KARAJAU
    8. Filling up all vacant posts in all Govt Hospitals and schools. ..Medical Colleges
    9. Reduce price rise of common commodity
    10. New New Central Govt Offices in ODISHA / Transfer Central offices from West Bengal to Odisha.

  • @trinathpalei3559
    @trinathpalei3559 4 дні тому +8

    17 ଖଣି ନିଲାମ ହେବ

  • @chikoodas9524
    @chikoodas9524 4 дні тому +10

    Kama Kara .. Vasan n jumla bht hela

  • @user-sv5zd9cc1f
    @user-sv5zd9cc1f 4 дні тому +8

    Odisha aji koela paibaku jae hira haraedela

  • @BanalataMohanty-bf2ue
    @BanalataMohanty-bf2ue 4 дні тому +12

    Phutania bahapia.....

  • @RNNANDU95
    @RNNANDU95 4 дні тому +6

    Kahara netrutware Odisha ra 17 ta khani nilam hauchi..?

  • @kshitishmohanta9242
    @kshitishmohanta9242 4 дні тому +9

    Satare ki michhare😂😂

  • @bhanupratapdwibedy4260
    @bhanupratapdwibedy4260 4 дні тому +10

    ଆରେ ତମ ଓଜନ କଣ ଟିକେ ନିଜ ମନକୁ ପଚାର, ପର ଖାଇବା ଅଇଁଠା ଖାଇ ତୁମେ ଏତେ ଗର୍ବ,ହଉ ଦେଖ କଣ ହଉଚି,ଏଥି ପାଇଁ କୁହା ଯାଏ ପାଦ ର ଜୋତା କୁ ପାଦ ରେ ରଖିବା ଉଚିତ୍।

    • @sarojkumarsahoo9268
      @sarojkumarsahoo9268 4 дні тому

      Bhai ta Mane Tama hisabre cm kiye heba uchit....raja kn sabu bele Raja haba.....

  • @Jagannathadham
    @Jagannathadham 3 дні тому +2

    ବେଶୀ ଗପୁଚ ଅଉକାତରୁ ଅନୁଯାଇ ପଦବୀ ଟା ବଡ ହେଇଗଲା ସେଥିପାଇଁ ବହୁତ ଭାଷଣ ମାରୁଛ ଆଗରୁ କଣ ପାଇଁ ପାଟି ଖୋଲୁ ନଥିଲା ଏବେ ଭାଷଣ ବାହାରୁଚି

  • @anujpatra
    @anujpatra 4 дні тому +3

    LET US BAN LIQUOR N GUTKHA IN ODISHA FOR OVERALL PROGRESS OF ODISHA

  • @natureworld813
    @natureworld813 4 дні тому +5

    Besi heijauchhi emiti bhasana apananku thu asa karajainapare

  • @SarojiniParida-nx2et
    @SarojiniParida-nx2et 4 дні тому +2

    ଔକାତ ଠାରୁ ଅଧିକ ପାଇଲେ ଏମିତି କଥା କୁହନ୍ତି.... ଅଲଜ୍ଜା ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଲା

  • @bishnuprasadjani4174
    @bishnuprasadjani4174 4 дні тому +7

    Au gapani 😂😂

  • @Dilipkr744
    @Dilipkr744 4 дні тому +1

    My dear CM Sir ... election is over.
    Let's do plan for developmental work for people of odisha.....
    You are now cm for both rulling as well as opposition party dear.

  • @anjan7835
    @anjan7835 4 дні тому +4

    ଏତେ ଗର୍ବ କଣ ପାଇଁ ମାଝୀ ବାବୁ

  • @bijaylaxminayak
    @bijaylaxminayak 4 дні тому +2

    Eta cm ?? 😂 Mote lagila word member

  • @Chinu12346
    @Chinu12346 4 дні тому +3

    Double engine hela pare sabu rate double helani😢

  • @sonavlogs235
    @sonavlogs235 День тому +1

    Jete jaha karichal but nabin sir nka pari heiparubini tanka nare aji jaa gote case nahi sachha sasan tankar ❤️❤️❤️

  • @yudhisthir123
    @yudhisthir123 4 дні тому +5

    Nabin odiss👍👍👍👍👍👍👍👍👍👍

  • @gurudevsahoo
    @gurudevsahoo 4 дні тому +7

    Wait & Watch kar tu bhukni to bhuka bhola laguni

  • @rabindramalik5066
    @rabindramalik5066 4 дні тому +5

    300 unit electric bill chada katha kan hela

    • @simanchaldora1699
      @simanchaldora1699 4 дні тому +1

      ମାଗଣା ଖାଇବାର ଅଛି ଯଦି bjd କୁ ପୁଣି ଆଣ.. Bjp କିଛି ଦେବେନି..

    • @saswatiswain657
      @saswatiswain657 4 дні тому

      😂😂😂😂😂😂aau debeni 300unit bijuli😂 vote for bjp bhala heichi jemiti karma semiti phala

  • @babinanaik2122
    @babinanaik2122 4 дні тому +8

    Ea CM t????😅😅

  • @debaranjanmoharana9782
    @debaranjanmoharana9782 3 дні тому +1

    What is this? Is this voice of Odisha!

  • @debarchansahu2889
    @debarchansahu2889 3 дні тому +1

    Vote ତୋ ସରିଗଲା ନ ଆଉ ସବୁ ବେଳେ ଖାଲି ବିରୋଧୀ କଥା କାହିଁ କହୁଛ..

  • @DeepakPatra-gm7mp
    @DeepakPatra-gm7mp 3 дні тому +1

    ❤❤❤

  • @AKSHAYA-CULTURE
    @AKSHAYA-CULTURE 4 дні тому

    ଏବେ ନିର୍ବାଚନ ସରିଗଲାଣି l ଧନ୍ୟବାଦ ସଭା ର ଆୟୋଜନ ଚାଲିଛି l ଠିକ ଅଛି l ଆପଣ ଏବେ ସାରା ଓଡିଶା ର ମୁଖ୍ୟମନ୍ତ୍ରୀ l ଏ ସମୟରେ ଆଉ କାହା ବିରୁଦ୍ଧରେ ନ କହି, ଓଡିଶା ବାସୀଙ୍କ କଲ୍ୟାଣ ପାଇଁ ଯାହା ଯାହା ଦରକାର ସେ ସବୁ କଲେ ଆପଣଙ୍କ ପ୍ରତି ଲୋକଙ୍କ ଭଲ ପାଇବା ବଢିବ l

  • @rinanayakcreation2559
    @rinanayakcreation2559 3 дні тому

    ସାର୍, ବହୁତ ଆଶା ରଖି ଓଡ଼ିଶା ବାସୀ ଆପଣ ମାନଂକୁ ଆଣିଛନ୍ତି, ଗର୍ବ ଅହଂକାର ର ବଶବର୍ତ୍ତୀ ନ ହୋଇ ଲୋକ କଂ ପାଇଁ କାମ କରନ୍ତୁ, ନଚେତ୍ ସମୟ ବଦଳିବା କୁ ବିଳମ୍ବ ହେବ ନାହିଁ

  • @mitulatamallik2085
    @mitulatamallik2085 4 дні тому +1

    Emiti kahuchi jemiti se eka ladheikariki cm hoichi.ete garba bhala nuhna.nabin Babu emiti bhabare ki karkasa swarare lokanka samnare kuhantini

  • @seelujaljal9680
    @seelujaljal9680 3 дні тому

    ଆପଣଙ୍କ ମୁହରେ ଏହି ଭଳିଆ କଥା ସଭା ପାଉନି ଆପଣ ଆପଣଙ୍କ ପଦର ମର୍ଯ୍ୟାଦା ରଖନ୍ତୁ

  • @gamechanger9683
    @gamechanger9683 4 дні тому +1

    Vote ଦେଇକି ଭୁଲ ହେଲା

  • @pinkujr5662
    @pinkujr5662 4 дні тому +2

    Election sarigala development re visayare katha kuhanthu apana jane cm sabubele amiti speech kn pain dauchhanti

  • @User.no.420
    @User.no.420 4 дні тому +1

    Apana CM bhali speech diantu sir ward member bhali kn hauchhanti😂

  • @satyamevajayate2158
    @satyamevajayate2158 4 дні тому +2

    ଏଇଟା ବଧ ପାଗଳ ଆଉ ଅହଙ୍କାରୀ

  • @sushantkumarmohanty153
    @sushantkumarmohanty153 4 дні тому +1

    ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ହୋଇକି ଏତେ ବେକାର ଗାଲୁ କଥା ନକହି କରିକି ଦେଖାଓ। ନହେଲେ ଆଗାମୀ election ରେ ଧୂଳି ଚାଟିବ।

  • @bajuramsamad9009
    @bajuramsamad9009 4 дні тому

    Jay Jagannath............

  • @daitaribehera9373
    @daitaribehera9373 4 дні тому +2

    Oukat tharu athika katha

  • @bidyadhardas6239
    @bidyadhardas6239 3 дні тому

    ପାଗଳ ମୁଖ୍ୟ ମନ୍ତ୍ରୀ କଣ କହୁଛନ୍ତି ନିଜେ ଜାଣିପାରୁନାହାନ୍ତି ୟାଙ୍କର ସରପଞ୍ଚ ହେବାର ଯୋଗ୍ୟତା ନାହିଂ

  • @user-sv5zd9cc1f
    @user-sv5zd9cc1f 4 дні тому +3

    Jia praja heba loka taku jadi raja karajae tahele paristeti kana hue nija control bahare...

  • @pradeepmohanty1905
    @pradeepmohanty1905 4 дні тому +4

    Aasu asu ete garba ,ahankar ,laguni 5 barsa ,laguchhi aau 5 months ....,Naveen babu nka tharu 24 barsa hela kichhi sikhiba katha ....tk v kichhi sikhiluni ,....assembly Khali time pass kri bhala pension gande pauchhu

  • @LIFE.748
    @LIFE.748 4 дні тому +3

    Chit fund Paisa farantu sir ama bahut asubidha ra Achu

  • @rahashyakatha9028
    @rahashyakatha9028 4 дні тому +1

    ମୁଖ୍ୟମନ୍ତ୍ରୀ ହେଲଣି ଆଉ ବିରୋଧୀ ଦଳରେ ନାହଁ ଭାଇ

  • @UtkalProGaming
    @UtkalProGaming 4 дні тому +1

    Nabin sir emiti kebe garvha kariki kahi nahanti

  • @luckydesign6935
    @luckydesign6935 4 дні тому

    Tyyy sir 🙏🙏🙏🙏🙏🙏

  • @Rabindrakumarl
    @Rabindrakumarl 4 дні тому +1

    Ok thank you sir 👍 👍👍👍

  • @user-cv8eo3rf9g
    @user-cv8eo3rf9g 4 дні тому +2

    Emite kuhoni

  • @sinigahembramsiniga8356
    @sinigahembramsiniga8356 3 дні тому

    ଏବେ ନିର୍ବାଚନ ସମୟ ନୁହେଁ ଭାଷଣ ଦବା ସିଖ ହୋ ମୋହନ ବାବୁ । ସରକାର କୁ ଆସିଛ କ'ଣ କରିବ କୁହନ୍ତୁ

  • @sp.education1006
    @sp.education1006 4 дні тому +1

    Speach style change heichhi cm nkara,

  • @anandamohakuda4943
    @anandamohakuda4943 4 дні тому +11

    Ati garbe hata lanka

  • @pradeepmohanty1905
    @pradeepmohanty1905 4 дні тому +3

    Kama kre ,bahut bhasan deuchhu ,sikhigaluni galua michhua saheb tharu ,lokanku electric 300 unit free kbe?? Dadan jiba bandh turant kre?? Employment byabastha kare ,adarsh school aau kichhi khol,Bhrastha char bandh kre ,... Jete garib lokankar puccka Ghar nai de,adibasi nka asubidha ku subidha kre ,bhasan deba samay abe nai ,kama Kari bhasan de ....nachet 5 yrs asha rakhani aau 5 masa pare wicket padiba

  • @dipeshmohanty8428
    @dipeshmohanty8428 4 дні тому +2

    Kam katha kuha adhika kama kara.

  • @rajpatel2344
    @rajpatel2344 4 дні тому +1

    Katha kahi dele hebani jaha kahi6 taha aga kara

  • @JagadishPanigrahi.143
    @JagadishPanigrahi.143 4 дні тому +1

    Electricity bill 300 free katha kana hela mohan maji

  • @subratkumarsahu8791
    @subratkumarsahu8791 3 дні тому

    Just wait and watch ,what can do the government.

  • @odiafocus5712
    @odiafocus5712 3 дні тому

    କାମରେ ରେ ପରିବର୍ତନ କର କଥାରେ ନୁହଁ, କୁଆଡେ ଗଲା 300 ୟୁନିଟ electic ଛାଡ଼, କୁଆଡେ ଗଲା ରତ୍ନ ଭଣ୍ଡାର ଚାବି,

  • @Saisampurna698
    @Saisampurna698 4 дні тому +1

    Election sarigolani , au prachara karani .. ete garba kn paine.. emiti sasta katha kahi nija level ku talaku anantuni

  • @animeshbehera9254
    @animeshbehera9254 2 дні тому

    CM sir tk politeness saita katha kuhantu

  • @asunews9518
    @asunews9518 4 дні тому +2

    Modi amiti garba jari kuhe ,sethi pain up gala ,ram mandira kariki ,

  • @yudhisthir123
    @yudhisthir123 4 дні тому +1

    Time sabu tadi pakeiba

  • @radharanjansahu6115
    @radharanjansahu6115 4 дні тому +1

    Gote khusi aau. Istiihar dekhi serial wise purana heu manyabar.

  • @PRITAMKUMARBISHWAL-jf7ei
    @PRITAMKUMARBISHWAL-jf7ei 4 дні тому +2

    BHAI FAST DEVELOPMENT KARA PARE GAPIBE

  • @truptiranjansahoo6309
    @truptiranjansahoo6309 4 дні тому

    Aapana tahele BJD contact re thile election purbaru. CM chair ra respect rakhantu. Behave like a CM, not a lower level party worker.

  • @PrasantakumarMohanty-ci8yl
    @PrasantakumarMohanty-ci8yl 4 дні тому +2

    Ate garba bhala nai

  • @Nishi5555
    @Nishi5555 4 дні тому +4

    ଗତଭିତରେ ପଡ଼ିଥିବା ଲୋକ ବିଷୟରେ ଅନେକ ଲୋକ ଅନେକ କଥା କୁହନ୍ତି,
    ନିଜର କାମପାଇଁ ପରିଚିତ ହୁଅ, ଏଭଳି ଭାଷଣ ଦେଲେ କିଛି ଲାଭହେବନି.

  • @bs.odia.official
    @bs.odia.official 2 дні тому

    ସେତେବେଳେ କାହିଁକି ବିରୋଧ କଲନାହିଁ,

  • @rahashyakatha9028
    @rahashyakatha9028 4 дні тому

    ମୁଖ୍ୟମନ୍ତ୍ରୀ ର ଗାରିମା ଟିକେ ରଖ... କେତେ ମୋହନ ମାଝୀ ମାଝୀ ହଉଛ

  • @ranadigital2811
    @ranadigital2811 4 дні тому +1

    Recomended for me please in deliver speech he don't give deliver speech

  • @ODISHAHITLER
    @ODISHAHITLER 4 дні тому

    ଏତେ ଗର୍ବ ଭଲ ନୁହେଁ କଥାବାର୍ତା ରେ ଶାଳୀନତା ରକ୍ଷା କରନ୍ତୁ

  • @user-gd3mm6on1d
    @user-gd3mm6on1d 4 дні тому +1

    Action lo police

  • @debasuvampanigrahi3749
    @debasuvampanigrahi3749 4 дні тому

    Odisha ku no 1 karantu

  • @TukuNaik-hj6cf
    @TukuNaik-hj6cf 4 дні тому

    Mohan thik kahichanti joda & barbil re au odia nahi sabu ana odia❤❤❤

  • @DesiKalakar-xe8du
    @DesiKalakar-xe8du 4 дні тому

    Sir ଆପଣ CM ଭାବେ speech ଦେଉଛନ୍ତି, election ପ୍ରଚାର କରୁନାହାନ୍ତି