Sir,namaskar,sabu dhan eka sange to khed nai bahare ,adha ful jhadauthiba au adha khed ni baharithiba au rog lagi jauchhe,je medicine dena ki nai deu,adha ful ni jhadithiba bele to dana pol heijiba je enta condition re medicine dena ki nai advice dion sit
ଧାନ ଚାଷ ବିଷୟରେ ଆମକୁ ଅବଗତ କରଉଥିବା ରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା ନମସ୍କାର ।
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ
ହଁ ଠିକ୍ କହୁଛନ୍
ଧନ୍ୟବାଦ୍ ଆଜ୍ଞା
Sir namaskar dhanyabad sir
ନମସ୍କାର ଆଜ୍ଞା
ବହୁତ ବଢ଼ିଆ ଲାଗଲା ଆଜ୍ଞା
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Verynic
ଧନ୍ୟବାଦ ଆଜ୍ଞା
ଧନ୍ୟବାଦ
THANK YOU SIR 🙏😊😊
ନମସ୍କାର ଆଜ୍ଞା
@@Kurefultv p0
ଆଜ୍ଞା ନମସ୍କାର ବହୁତ ବହୁତ ଧନ୍ୟବାଦ । ଫୁଲ କୋବି ଚାଷ ବିଷୟରେ ଗୋଟିଏ ଭିଡିଓ ବନାଉନ ।
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆଗକୁ ନିଶ୍ଚୟ ଦେଖି ପାରିବେ
Thanks sir
ଧନ୍ୟବାଦ ଆଜ୍ଞା ନମସ୍କାର
ଆପଣଙ୍କର ଭିଡ଼ିଓକେ ଦେଖିକରି ଆମେ ବହୁତ ଉପକୃତ ହଉଛୁ , ଧନ୍ୟବାଦ ସାର୍ ।
ପ୍ରଶ୍ନ ହେଲା-ଧାନ ଫୁଟିଲା ପରେ ପଟାସ ଆଉ ବୋରନ ଦେବାର ବେଲେ ଆମେ ପୋକ ମରା ଉସୋ ମିସେଇ ପାରମୁ୍ଁ କାଏଁ ?
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଦେଖନ୍ତୁ, ଦୁଇଟି ଔଷଧ,ଏକା ସାଙ୍ଗରେ ମିଶାଇ ଦେଇପାରିବେ କିନ୍ତୁ ଠିକ୍ ହେଵ ନାହିଁ, କାରଣ ଦୁହିଁଙ୍କର କମ୍ପୋଜିସନ୍ ଅଲଗା ଅଲଗା। ତେଣୁ ଗୋଟିଏ ଗୋଟିଏ କରି ଦିଅନ୍ତୁ, ସବୁଠୁ ଭଲ ହେବ।
ବହୁତ ଭଲ ଲାଗଲା ଦାଦା l
ନମସ୍କାର ଭାଇ, ଧନ୍ୟବାଦ, ଭଲ୍ ଅଛନ୍ ଭାଇ
Nice information thank you sir
ନମସ୍କାର ଆଜ୍ଞା
Very very good
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଆପଣମାନଙ୍କ ଅଭିମତ ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ
Like u sir 🙏 you are the
ଜୁହାର ଆଜ୍ଞା ଜୁହାର
Many manufacturers thanks
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
🙏🙏🙏🙏🙏 sar 👍👍👍👍
Dhanyvad
🌽🥕🍆🍅🍋🍊🍐🍏🍏🍈🍒🍓🍓🍍🌾☘️🌴🍆🍈
Ok sir
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Bph bisayre gote video banan angya
ଧନ୍ୟବାଦ ଆଜ୍ଞା
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
Dhanyabad ☺☺☺ JAI MAA SAMLESWARI
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Yes
ଧନ୍ୟବାଦ ଆଜ୍ଞା
Sir,namaskar,sabu dhan eka sange to khed nai bahare ,adha ful jhadauthiba au adha khed ni baharithiba au rog lagi jauchhe,je medicine dena ki nai deu,adha ful ni jhadithiba bele to dana pol heijiba je enta condition re medicine dena ki nai advice dion sit
Sir Namaskar mu dhana bahariba bele garbha abastare Dap mop use kariparibi nahi plz janatu .
ନମସ୍କାର ଆଜ୍ଞା,ଆପଣ ଡିଏପି ପଟାସ ଦେଇପାରିବେ କିଛି ଅସୁବିଧା ନାହିଁ, କିନ୍ତୁ ଧାନ ଗର୍ଭଧାରଣ ସମୟରେ ୟୁରିଆ ଓ ପଟାସ ର ଦରକାରୀ ଅଧିକ । ତେଣୁ ଆପଣ ପଟାସ ୨୦-୨୫ କେଜି ଏକର ପ୍ରତି ଦେଇ ପାରିବେ।ଡିଏପି ଦେଉଥିଲେ ଜମି ପ୍ରକାର ଦେଖି ୧୫-୨୦ କେଜି ଏକର ପ୍ରତି ଦେଇ ପାରିବେ।
Patas+boron k phool phutalar kete din bad deiparma
ଅନିଲ ଆଜ୍ଞା, ନମସ୍କାର, ଦେଖନ୍ତୁ, ଫୁଲ ଉଡାଇଵା ସମୟରେ ଦେବେ ନାହିଁ,୪-୫ ଦିନ ପରେ ଦାନା ଵାନ୍ଧି ଆସିଲେ, ଔଷଧ ଦେଇ ପାରିବେ, ଅଧିକ ତଥ୍ୟ ପାଇଁ ଫୋନ୍ ନମ୍ୱର୍ ଦେଵେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ। ଧନ୍ୟବାଦ ଆଜ୍ଞା
Ravi piaj chas bisayare bistrut jankari dian sir
କୀର୍ତ୍ତନ ଦାଦା ଜୁହାର ଦାଦା🙏🙏 ବହୁତ୍ ବଢିଆ ପାଞ୍ଚ ଟା କଥା ଆମେ ଆପଣଙ୍କର ଲାଗି ଜାଣି ପାରିଲୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଆପଣଙ୍କୁ🙏🙏🙏🙏
ନମସ୍କାର ଭାଇ, ଜୁହାର, ବହୁତ ଧନ୍ୟବାଦ, ତୁମର ମାନକର ଆର୍ଶୀବାଦ ଥାଉ ଏତିକି ଆବେଦନ, ଧନ୍ୟବାଦ
ଆଜ୍ଞା ଧାନ୍ ଖେଡ୍ ଲଟକି ଜାଉଛେ ପ୍ରତିକାର କାଣା
ନମସ୍କାର ଆଜ୍ଞା, ଏହା ଚକଡା଼ ପରି ରୋଗ ହୁଏ, ଏଥିପାଇଁ ଆଗରୁ ଔଷଧ ଦେଵା ସବୁଠୁ ଭଲ, ଦୟାକରି ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
sir, khalua jami pain 120 ru 135 dina dhana kan bhala haba.
ବି ଏଲ୍ ଵି , ଧାନ ସବୁଠୁ ଭଲ ହେବ
Sir boran añd
ପୁରା ଡିଟେଲ୍ ଲେଖନ୍ତୁ
Patas mase pare kam karsi k sir
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ପଟାସ ମାସ ମଧ୍ୟରେ କାମ ଠିକ୍ କରେ , କ୍ରମେ କ୍ରମେ ଦୁର୍ବଳ ହୋଇ ଥାଏ।
Dhan nisiri sarla pare kana diajiba
🙏ok angya
ନମସ୍କାର ଆଜ୍ଞା ଜୁହାର
Sir Dhan garbha hela bali kanta jan ma video te chadun tips tike bataun......
ନମସ୍କାର ଆଜ୍ଞା, ନିଶ୍ଚୟ ଆଗକୁ ଦେଖି ପାରିବେ
grace grow dei heba kini sir
ନମସ୍କାର ଆଜ୍ଞା
ଆପଣଙ୍କ ପ୍ରଶ୍ନ ଆମେ ଗ୍ରହଣ କରିପାରୁ ନାହିଁ।
Gandhi pok lagi ken time na dema se sir
Dukan keneache sia
Thank sir chinabadam chasa bisayare vidio gute banaun
ନମସ୍କାର ଆଜ୍ଞା, ନିଶ୍ଚୟ ଆଗକୁ ଦେଖି ପାରିବେ
, , ଚକଡା଼ ପୋକ ମାଛି ପାଇଁ କେଉଁ କିଟନାଶକ ମାରିବା ଆଉ କଣ କରିବାକୁ ହେବ ତାହା ବିଷୟରେ ଗୋଟିଏ ଭିଡିଓ ଼଼଼଼଼଼଼଼଼,,,,,,,,,,,,,,,,,,,,,
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆଗକୁ ନିଶ୍ଚୟ ଦେଖି ପାରିବେ।
Sir NPK oo oo 50 + bo 20 sange lemeda mariheba?
ନମସ୍କାର ଆଜ୍ଞା,ଏକା ସାଙ୍ଗରେ ମିଶାଇ ଦେଇପାରିବେ ନାହିଁ, ଠିକ୍ ହେଵ ନାହିଁ, ଦୁଇ ଔଷଧ ଅଲଗା ଅଲଗା ପ୍ରକାରର, ତେଣୁ ଗୋଟିଏ ଗୋଟିଏ କରି ଦିଅନ୍ତୁ।
Bph medicine sange propiconazel misei kari chinchile asubidha heba ki agyana dayakari janaibe
ନମସ୍କାର ଆଜ୍ଞା, ଆପଣ ଉଭୟ ଔଷଧ କୁ ଏକା ସାଙ୍ଗରେ ଦେଇ ପାରିବେ, କିନ୍ତୁ ଅଲଗା ଅଲଗା କରି ଦେଲେ ସବୁଠୁ ଭଲ।
ଆଜ୍ଞା ନମସ୍କାର ଧାନ ଖେଡ ବାହାରି ଗଲାଣ ଇ ସମିୟା ରେ npk 0.52.34 ସଙ୍ଗେ ବୋରନ କେ ମିଶାଇ କରି ଦେଲେ ହେବା କି ଅସୁବିଧା ହେବା
ନମସ୍କାର ଆଜ୍ଞା
୦୦:୫୨:୩୪ ଏନ୍ ପି କେ ଆଉ ଦିଅନ୍ତୁ ନାହିଁ,କାରଣ ଏହା ଧାନ ବାହାରିବା ଆଗରୁ ଦିଆଯାଏ। ଏବେ ଆପଣ ୦୦:୦୦:୫୦ ଏନ୍ ପି କେ ଦେଇ ପାରିବେ।
Alga spray krma ki pesticides sange mix kari kari spray krle chalba
ନମସ୍କାର ଆଜ୍ଞା, ସବୁବେଳେ ଅଲଗା ଅଲଗା କରି ଦେଵା ସବୁଠୁ ଭଲ,ଏକା ଥରକେ ଦେଵା ଠିକ୍ ହେଵ ନାହିଁ।
biozyme kou samayare prayog kara haba
୪୦-୫୦ ଦିନ ର ଧାନ ରେ
thanks🙏
Patas boran ken time re debar padaba sar
ଧାନ ର ଗର୍ଭ ଧାରଣ ସମୟରେ
କପା ଫସଲ ରେ ପଟାସ ଆର୍ ବୋରନ ଦେଲେ କେନ୍ତା ହେବା
ନମସ୍କାର ଆଜ୍ଞା, ନିହାତି ଆବଶ୍ୟକ ଦେଖି, ଦେଇ ପାରିବେ, କିଛି ଅସୁବିଧା ନାହିଁ।
00 52 34 + ବୋରନ୍ ଦେଲେ ଭଲ ହେବା କେଁ
ନମସ୍କାର ଆଜ୍ଞା, ଦେଇ ପାରିବେ, କିଛି ଅସୁବିଧା ନାହିଁ, ଦିଅନ୍ତୁ
ଇସମିଆ ନେ till dele heba kinee
ଦେଵା ନିହାତି ଦରକାରି ଥିଲେ, ଦେଇ ପାରିବେ
Potas boron dhan bahar la pare dema k
ଦାନାଦାର୍ ଦେଲେ ଆଗରୁ ଦେବେ,ପାଣିଆ ଟା ଏନ୍ ପି କେ ଦେଲେ ସ୍ପ୍ରେ କରିବେ
ଛବୁନ୍ଧି ଆ ଲାଗି କେନ୍ ସମୟରେ ଦେମା ଆଜ୍ଞା
Vitamin ta ktebele debar katha
ନମସ୍କାର ଆଜ୍ଞା, ଭିଟାମିନ ଔଷଧ ସବୁବେଳେ ଧାନ ପିଲ ହେବାର ପରେ , କିମ୍ବା ପିଲ ସାର ଦେଵାର ସମୟରେ ଦିଆଯାଏ।
ନେକ୍ ବ୍ଲାଷ୍ଟ୍ ର ମେଡିସିନ ଦେବାର କେ ନି କହିଲେ ଯେ,
5ଟି କାମ ରୁ ଦୁଇଟା ନାହିଁ କରିବ ଆଉ 3ଟି କରିବା କୁ କହୁଛନ୍ତି
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ,ଆପଣ ଆମ ଭିଡିଓ କୁ ଅନୁଧ୍ୟାନ ପୂର୍ଵକ ଦେଖି ସୁନ୍ଦର ମତାମତ ଦେଇଛନ୍ତି,ଆମେ ଆପଣଙ୍କ ଠାରେ କୃତଜ୍ଞତା ଜ୍ଞାପନ କରୁଛୁ ।
Ki kitanasha maribu
ଭିଡିଓ ଅଛି ଦୟାକରି ଦେଖିବାକୁ ଅନୁରୋଧ
ଆଜ୍ଞା ୫୦ ରୁ୬୦ଦିନ ଭିତରେ କେଉଁ ଘାସ ମରା ମାରିଲେ ଘାସ ମରିବ
ନମସ୍କାର ଆଜ୍ଞା, ଏଥିପାଇଁ ଆପଣ ଡୁପଣ୍ଡ ର ଆଲ୍ ମିସ୍କ ଔଷଧ ଦେଇ ପାରିବେ।
bhal khata ta kohile sir
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Vedio dekhi kari khusi lagla angya bhal sikhauchhan chanel k subscribe karideichhe
ଧନ୍ୟବାଦ ଆଜ୍ଞା ନମସ୍କାର ଆଜ୍ଞା
ଧାନ ବାହାରୁଛେ sir ବୋରନ୍ 00,52,34 ଦେଲେ ଭଲ ହେବା ଟିକେ କହୁନ
ନମସ୍କାର ଆଜ୍ଞା
ଧାନ ବାହାରିବା ପରେ ୦୦:୦୦:୫୦ ଏନ୍ ପି କେ ଦେଇ ପାରିବେ
Boran ta kana ay ?
ଅଣୁସାର, ଧାନ ର ଖେଁଣ୍ ଭଲ୍ କରିଥିସି
sir aita kn sabujagare dhana kamigibaki
ନିଶ୍ଚୟ, ଧ୍ୟାନ ଦେଵାକୂ ହେଵ
sir phoe no tk dian
9853256754
Koshala sag bisayare
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ,ପୋକ ଉପଚାର ପାଇଁ ଧାନ ଫୁଲ ଉଡାଇଵା ଠିକ୍ ପରେ ଔଷଧ ଦେଇ ପାରିବେ।
ସେଳଟିମା ର କଥା ମେନ୍ କହେଲେ 800ml ସେଟା 400ml
କିଶୋର ଆଜ୍ଞା, ନମସ୍କାର, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆପଣମାନଙ୍କ ଆର୍ଶୀବାଦ କାମନା କରୁଛୁ ।
ଗୁଡ଼ କେତକି କେ ଜି ଏକ ଏକର ରେ ୱେଇକ ହେବା
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
Bhul kahuchan
Urea dele 15 kg khed hichi kari aisi
ଧନ୍ୟବାଦ ଆଜ୍ଞା ନମସ୍କାର
ବକୀ ଲାଗିଛନ୍ତି କଣ କରିବା
ନମସ୍କାର ଆଜ୍ଞା, ଆପଣଙ୍କ ଵକୀ ପାଇଁ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Fipronil 5%sc - 2 ml in 1 litre water
Bahut dhanyabad sir apan kar contact number tike debe
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ଆମର ଯୋଗାଯୋଗ ନମ୍ବର 9853256754
SIR apananka Mob no kindly diantu
9853256754
Tame Jin kahu6 seta fack khabar
Dhan baharlar pare Kida basu.6e
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ,
ଦେଖନ୍ତୁ,ଆଫଣ ଯଦି କିଛି ସତ୍ୟତା ଥିବା ର ଲକ୍ଷ୍ୟ କରୁଛନ୍ତି, ତେବେ କାର୍ଯ୍ୟ ରେ ଲଗାଇଲେ,ଆମେ ଖୁସି ହେବୁ।ଅନ୍ଯଥା ଆପଣଙ୍କୁ ଆମେ ସମ୍ମାନ ଜଣାଉଛୁ।
Bekar katha kahu6 ho
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ଆମ ପାଇଁ ବହୁତ ମୂଲ୍ୟବାନ, ନିଶ୍ଚୟ ଏଥିପ୍ରତି ଧ୍ୟାନ ଦେବୁ
Thanks for your
Most welcome
Basmati snanto sanibar paduchhe
ଧନ୍ୟବାଦ ଆଜ୍ଞା
ଗୁଡ କେତେ ଦେବା .ଜଣାନ୍ତୁ
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ,ଗୁଡ ର ପ୍ରସ୍ତୁତି ଅଲଗା ହୋଇ ଥାଏ।