Bharatiya Janata Party : Then & Now…|| ବଦଳିଗଲାଣି ବିଜେପି || PULSE_TODAY

Поділитися
Вставка
  • Опубліковано 10 вер 2024
  • #BJP4IND #BharatiyaJanataParty #lalkrishnaadvan #AtalBihariBajpayee #JPNadda #OdishaBJP #BJPUP #LatestNews #pulse_today #newsaddaodisha
    ୟୁଟ୍ୟୁବରେ ଓଡ଼ିଶା ଏବଂ ଭାରତର ସର୍ବଶେଷ ଓଡିଆ ଖବର ଅପଡେଟ୍ ଦେଖନ୍ତୁ | Watch the latest Odiya news updates from Odisha and India on UA-cam.
    #NewsAdda #OdiyaNews #WebNews
    -----------------------------------------------------------------------------------------------------------
    News Adda Web Channel | News Adda | Odiya News | ନ୍ୟୁଜ୍ ଆଡା ଲାଇଭ୍
    News Adda Web Channel:
    ନ୍ୟୁଜ୍ ଆଡା ହେଉଛି ଓଡିଶାର ସର୍ବୋତ୍ତମ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ଗଭୀର ଭାବରେ ବିଶ୍ଳେଷଣ କରେ ଏବଂ କଣସି ପକ୍ଷପାତ ନକରି ମିନିଟ୍ ସବିଶେଷ ତଥ୍ୟ ସହିତ ବ୍ୟାଖ୍ୟା କରେ | ସର୍ବୋତ୍ତମ ଆନାଲିଟିକାଲ୍ ଏବଂ ଆକର୍ଷଣୀୟ ଭିଡିଓଗୁଡିକ ପାଇଁ ଟ୍ୟୁନ୍ ହୋଇ ରୁହ |
    News Adda is Odisha’s best web news channel that analyses deeply and explains issues with minute detail without any biases. Stay tuned for best analytical and interesting videos.
    #NewsADDA
    Follow us on Facebook: / newsaddaodisha

КОМЕНТАРІ • 144

  • @pradeepbiswal1962
    @pradeepbiswal1962 2 роки тому +6

    ମହାନ ବ୍ୟକ୍ତିବିଶେଷ ପ୍ରଧାନ ମନ୍ତ୍ରୀ.. ଅଟଳ ବିହାରି ବାଜପେଇ 🙏🙏🙏🙏🇮🇳🇮🇳

  • @udaydutta6161
    @udaydutta6161 2 роки тому +10

    ସେହି ବାଜପେୟୀ ଆଡଭାନୀଙ୍କୁ ତୁମ ଦଳ ବିଜେଡି କେମିତି ବିଶ୍ବାସଘାତ କରିଥିଲା ସମସ୍ତେ ଜାଣନ୍ତି।ହଁ ଦଳ ବଦଳିଛି ।ଦେଶକୂ ସୁଶାସନ ଦେବାକୁ ଛୋଟ ଛୋଟ କଥାକୁ ଗୁରୁତ୍ବ ଦେବା ଅନାବଶ୍ୟକ।ପୂର୍ବର ଭୂଲକୁ ସୁଧାର ଆଣିବା ଦରକାର।ନିଜ ବିଜେଡି ବହୁ ଅପରାଧୀ ସାମିଲ ହେଲେଣି।ସେମାନଙ୍କୁ ପରାମର୍ଶ ଦିଅନ୍ତୁ।ଗୋଦରା ଲୋ ନିଜ ଗୋଡକୁ ଅନା ।

  • @sudhamnahak2391
    @sudhamnahak2391 2 роки тому +8

    ଅଧମବିତବଢେବହୁତ ଗଲାବେଳେଜାଏମୁଳସହିତ

  • @jagannathsahoo2043
    @jagannathsahoo2043 2 роки тому +5

    Sir ସେ ସବୁ କୃଷକ କିଛି ପ୍ରମାଣ ଉପସ୍ଥାପନ କରନ୍ତୁ

  • @mahakudbro...official2817
    @mahakudbro...official2817 2 роки тому +8

    ଓଡିଶାରେ ଅରୁଣ ସାହୁ,ପ୍ରତାପ ଜେନା ମଡର କେସ ରେ ତାଙ୍କ ନାମ ଅଛି, ତାଙ୍କ ବିଷୟରେ ତ କିଛି ବି ଆପଣ କହୁନାହାନ୍ତି,ଜାହା ଜଣା ପଡୁଛି ତୁମେ ଗୋଟେ ବିଜେଡି ର ଦଲାଲ୍ ,,ଅଇଁଠା ଖିଆ ...

  • @sanjibbagarti7634
    @sanjibbagarti7634 2 роки тому +1

    ଏଇଟା BJP party ନୁହେଁ ,ବାଜପେୟୀ ଙ୍କ ସମୟରେ କାରଗିଲ ଯୁଦ୍ଧ ହୋଇଥିଲା କିନ୍ତୁ ଏତେ ଦରଦାମ ବୃଦ୍ଧି କରିନଥିଲେ ଏବେ ଭାଷଣ ପାର୍ଟି ହେଇଗଲା ଜନସାଧାରଣଙ୍କ ପଇସା ରେ ଏମାନେ ଘୋଡ଼ା ଚଢୁଛନ୍ତି ଆଉ ତାଙ୍କ ବେପାର ବଢ଼ାଇବା ପାଇଁ ରାଜନୀତି କରୁଛନ୍ତି

  • @rameshchandranayak7768
    @rameshchandranayak7768 4 місяці тому

    ଇଏ ଏକ କାମଳ ସାମୂାଦିକତା ବିଜେଡି ଦଳରେ ଧର୍ଷଣକାରୀ ନେତା,ନରହତ୍ୟା ରେ ସହଯୋଗୀ, ଭ୍ରଷ୍ଟାଚାରରେ ଲିପ୍ତ,ପୋଲିସ ଥାନା ପୋଡ଼ି ପୋଲିସମାନେ ଥାନା ଛାଡ଼ି ପଳେଇବା କଥା, ସନ୍ଥ ଓ ତାଙ୍କ ସହଯୋଗୀ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ଙ୍କ ଭୂମିକା,ଏତେ ପରେବି ସାମ୍ବାଦିକମାନଙ୍କୁ ଦେଖାନଯିବା ଦୁଃଖ ପରିତାପ ର ବିଷୟ !

  • @prasantapattanaik862
    @prasantapattanaik862 2 роки тому +6

    We do not find political leaders having personality like Atal Blhari Bajpayee and Dr Manmohan Singh

  • @bijoyakumar1025
    @bijoyakumar1025 2 роки тому

    ଯଦି କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ରାଜସ୍ତାନ ଘଟଣାଳୁ ଲୁଚାଇ ବାକୁ ଯାଇ U. P ଘଟଣାକୁ ମୁଖ୍ୟପ୍ରସଙ୍ଗ କରିବାକୁ ଚାହାନ୍ତି ତେବେ ମୋ ମତରେ ମନ୍ତ୍ରୀ ଇସ୍ତଫା ନ ଦେବା ଠିକ କାଶ୍ମୀର ପଣ୍ଡିତ ମାନଙ୍କୁ ହତ୍ୟା ଘଟଣା ବେଳେ ଏମାନେ କୁଆଡେ ଥିଲେ ନରେନ୍ଦ୍ର ମୋଦିଙ୍କ ସ୍ଵଛ ଶାସନରେ ଏମାନଙ୍କ କମାଇ ବନ୍ଧ ହୋଇ ଯାଇଛି... ସ୍ୱଚ୍ଛ ଶାସନ ବନାମ ଲୁଟେରା.

  • @user-hy5fq9nx1o
    @user-hy5fq9nx1o 2 місяці тому

    ଦେଖନ୍ତୁ ଅପଣଂକ କୋମେନ୍ଟରୁ ଜଣାପଡୁଛି ଆପଣ କୈଣସି ଦଳର କଥାକୁ ଉପଥାପନା କରୁଛନ୍ତି ଯେମିତିକି ସମ୍ବିତ ପାତ୍ର ଭାରତୀୟ ନାଗରିକର ଦୃଷ୍ଟିକୋଣରୁ ଥରେ ଦେଖନ୍ତୁ ସେ ବିଜେଡି ଏ ବିଜେଡି. ସେ bjp ଏ bjp ଏବଂ ସେ କଂଗ୍ରେସ ଏ କଂଗ୍ରେସ. ସମ୍ବିଧାନ କୁ କିଏ ଲକ୍ଷ୍ୟ କରି ଚାଲିଛି.

  • @iswarbehera9985
    @iswarbehera9985 2 роки тому +4

    It may be good if you tell our state minister.

  • @rajendraswain5470
    @rajendraswain5470 2 роки тому +6

    ବିଜେପି କୁ ଗୋଟିଏ ରାଜନୈତିକ ଦଳର ମାନ୍ୟତା ଦେବା ହିଁ ଇଲେକ୍ସନ କମିଶନର ର ଭୁଲ।କାରଣ କେବଳ ଭାରତ ନୁହେଁ,ସର ପୃଥିବୀରେ ଧର୍ମ ନିରପେକ୍ଷ ରାଷ୍ଟ୍ର ଗଢି ପୃଥିବୀର ସମସ୍ତଙ୍କୁ ଗୋଟିଏ ପରିବାରରେ ବନ୍ଧିରଖିବରରେ ପ୍ରୟାସ ଚାଲିଛି। କିନ୍ତୁ ସମୟ ଥିଲା। ଭାରତକୁ ପୃଥିବୀ ଓ ହିମାଳୟକୁ ସ୍ବର୍ଗ ବୋଲି କହି ଭାରତୀୟ ମାନେ କୁଆଁର ବେଙ୍ଗ ହୋଇ ରହିଥିଲେ। ତ୍ରିଶୂଳ,ଧନୁ,ଖଣ୍ଡ।,ବନ୍ଧୁକ ମୁନରେ ରାଜାମାନେ ନିଜେ ବିଚାରପତି ହେଉଥିଲେ।ଏପରିକି ନଥୁରମ୍ ଗଡ ସେ ମଧ୍ୟ ନିଜେ ବିଚାର ପତି ପାଲଟିଗଲେ।ଏମାନଙ୍କର ଉତ୍ତରାଧିକାରୀ ହେଉଛନ୍ତି ଆର୍ ଏସ ଏସ ପରିଚାଳିତ ବିଜେପି ଦକ।ଏହି ଦଳ ଶୀଘ୍ର ରାଜନୈତିକ ସେଇକୃତିରରୁ ମୁକ୍ତ ହେବା ଉଚିତ। ଯିଏ ବି ରାଜନୀତିକୁ ଆସୁ, ଜୋର ଜୋର ମୂଳକ ତାର ଠାରୁ ଦୂରରେ ରହି ବିଚାର ପତି ଓ ଧର୍ମ ନିରପେକ୍ଷତା କୁ ସମ୍ମାନ ଦେବା ଉଚିତ।ଭବିଷ୍ୟତ ନେତାମାନେ ପୂର୍ବ ନେତା ଠାରୁ ଭଲ।ଯେପରିକି କଂଗ୍ରେସର ଇନ୍ଦିରା ଗାନ୍ଧୀ ଓ ବିଜେପିର ନରେନ୍ଦ୍ର ମୋଦି।କାରଣ ଇନ୍ଦିରା ଗାନ୍ଧୀ ଅନ୍ୟ ଧର୍ମକୁ ଘୃଣା ନା କରି ପାରିବାରିକ ସମ୍ପର୍କ ରକ୍ଷା କରିଛନ୍ତି ଓ ମୋଦି ବୈଦେଶିକ ସମ୍ପର୍କ ବୃଦ୍ଧି କରିଛନ୍ତି। ଯାହାକି ଗାନ୍ଧୀ ,ନେହେରୁ କିମ୍ବା ବଜେପୈ, ଆଡଭାନୀ,ମନୋହର ଯୋଶୀ କରିପାରିନଥିଲେ।ତେଣୁ ପୂର୍ବ କାଳ ର ରାଜା ଓ ନେତା ଠାରୁ ଏବର ନେତା ସତେଗୁନରେ ଭଲ।ଭବିଷ୍ୟତର ନେତା ତ ଭାରତ ମାତା ନା କହି ପୃଥିବୀ ମତ କହିବେ। ସେମାନେ ଆମକୁ ଦେଶ ପ୍ରେମୀ କହି ଘୃଣା କରିବେ।କାରଣ ଭବିଷ୍ୟତ ପିଢ଼ି ପୃଥିବୀକୁ ଭଲ ପାଇବେ, କେବଳ ଭ।ରତକୁ ନୁହେଁ।

    • @satrughnapanda5546
      @satrughnapanda5546 2 роки тому

      ଵ°ଶଵୁଡା ଡାହୁକମାନଙ୍କ ଉପାକ୍ଷାନ ଭଳି ଏ ଆଲେଖ୍ୟ।
      ଇତିହାସ ଭୂଗୋଳ ନଗରଵିଜ୍ଞାନରୁ ଜ୍ଞାନକୋଷ ଆନୀତ ଏ ଲେଖା କାହା ଉଦ୍ଦେଶ୍ୟରେ ମହା ଜ୍ଞାନୀ ଏ ଲେଖକ ଜାଣିଥିଵେ

    • @satrughnapanda5546
      @satrughnapanda5546 2 роки тому

      Rajendra Swain. !

  • @shareMarket0.1
    @shareMarket0.1 2 роки тому +5

    BJD roo bahut netaa chitfond re abhijukta boli loke kahu Chanti nabin babu istafa debe ki

  • @pabitramohandas6943
    @pabitramohandas6943 2 роки тому

    ସମସ୍ତ ରାଜନୀତିକ ଦଳ ବଦଳି ଯାଇଛନ୍ତି l

  • @subhransumaharana3691
    @subhransumaharana3691 2 роки тому +6

    ବହୁତ୍ ଫରକ୍
    Next
    Change this Government

  • @sanjibbagarti7634
    @sanjibbagarti7634 2 роки тому

    ମନେ ରହିବେ ଅଟଳ ବିହାରୀ ବାଜପେୟୀ

  • @laxmimallik1929
    @laxmimallik1929 2 роки тому

    ବନ୍ଧୁ, ଯାହା ହେଉଛି ଠିକ ହେଉଛି, ଯାହା ଚାଲିଛି ଠିକ ଚାଲିଛି,।ତୁମେ ଅଯଥା ମିଡ଼ିଆ ଵାଲା ତିଳ କୁ ତାଳ କରିଦେଉଚ୍ଚ,।ବାଜପେୟୀଙ୍କ ଭଳି ମହାନ ଜନନାୟକ,ନିର୍ବିବାଦୀୟ ନେତା, ଭଲ କାମ କରି ମଧ୍ୟ ଦୂତୀୟ ଥର ପାଇଁ କ୍ଷମତା କୁ ଆସିପାରିଲେ ନାହିଁ, ।ଭାରତୀୟ ଜନତା ତାଙ୍କୁ ଗାଦୀ ରୁ ହଟେଇଦେଲେ,।ଆଉ ଗୋଟିଏ ରବରଷ୍ଟାମ୍ପ ପ୍ରଧାନମନ୍ତ୍ରୀ ହାତରେ ଗାଦି ଧରେଇଦେଲେ,।ସେଇଦିନ ବିଜେପି ଅନୁଭବ କଲା ଅତି ସଚୋଟପଣିଆ ର କୌଣସି ମୂଲ୍ୟ ନାହି,।

  • @debakantakhilar5404
    @debakantakhilar5404 2 роки тому

    Thik news.

  • @bhanjanapatika5177
    @bhanjanapatika5177 2 роки тому

    Yes

  • @HLSTATUSWORLD
    @HLSTATUSWORLD 2 роки тому +2

    Now bjp is going to be. Polluted no doubt that bjp is no more lalkrishna Advani was best

  • @basudeb619
    @basudeb619 2 роки тому

    ବିଜେପି ଭଲ

  • @anantanaik549
    @anantanaik549 2 роки тому +1

    He should resign

  • @rabindranathpradhan4378
    @rabindranathpradhan4378 2 роки тому

    Right

  • @sanjeebkumarpradhan3434
    @sanjeebkumarpradhan3434 2 роки тому +1

    Bjd ru 100 gunare bhala BJP

  • @dipudingdongpresents2249
    @dipudingdongpresents2249 2 роки тому +4

    Apan prathame Odisha ra harami minister nka pedi alochana kara pare rajya bahara katha kahiba.

  • @purusottambarik9683
    @purusottambarik9683 2 роки тому

    Parfact ..khabar sir . Ob jumula hogia

  • @bahadhulbariha7223
    @bahadhulbariha7223 2 роки тому

    ବିଜେପି ବାଳେ କୁ ହଟାଓ ଦେସବଚାଉ ରେ ବିଜେପି କର୍ମୀ ଗିଁହାଳି ଫୁଶି ମାନେ

  • @mauditripati2254
    @mauditripati2254 2 роки тому +1

    ମୋହନଭାଗବତ ଚାହିଁଥିଲା ଦେଶ ବଦଳି ଜାଇଥାନ୍ତା ।

  • @heartbookworld12
    @heartbookworld12 2 роки тому +1

    BJP ସବୁବେଳେ ଠିକ୍ ଅଛି।

  • @prafulladash6726
    @prafulladash6726 2 роки тому +1

    Dhakad sambadika.

  • @debakantakhilar5404
    @debakantakhilar5404 2 роки тому

    Think news.

  • @ranjitkumarbhoi612
    @ranjitkumarbhoi612 2 роки тому

    ଓଡିଶା ସମସ୍ୟା କଥା ଅଣ l

  • @ashwanikumardeo4711
    @ashwanikumardeo4711 2 роки тому

    Nizchya

  • @bijoyakumar1025
    @bijoyakumar1025 2 роки тому

    ଯୁଗ ଉପଯୋଗୀ ହେବା ନିହାତି ଦରକାର, ଇତିhas ଭାରତୀୟ ମାନେ କିଛି

    • @rajendraswain5470
      @rajendraswain5470 2 роки тому

      ବିଜୟ କୁମାରଙ୍କୁ ଧନ୍ୟ ବାଦ୍।ନେତା ଯୁଗ ଉପଯୋଗୀ ହେବ ଉଚିତ।ଆଉ ଅସ୍ତ୍ରରେ ଆକ୍ରମଣ କରିବାର ଯୁଗ ନାହିଁ,ଯାହାକି ଦ୍ଵିତୀୟ ବିଶ୍ବଯୁଦ୍ଧରେ ପ୍ରମାଣିତ କରିଦେଲା। ହିଁ,ସମୟ ଆସିଛି ଅହିଂସା ଦ୍ବାରା,ସେବା ଦ୍ବାରା,ଆଦର ଦ୍ବାରା ସର ପୃଥିବୀକୁ ଜାଅଟ କରିହେବ।ପୃଥିବୀକୁ ମଧ୍ୟ କିନ୍ତୁ ନିଜ ଦଳ,ନିଜ ପରିବାରକୁ ଭଲ ରେ ରଖି ଅନ୍ୟକୁ ଗୁରୁତ୍ବ ନା ଦେବା ଦ୍ବାରା ସମସ୍ତେ କଣ ସହଯୋଗ କରିବେ?

  • @dillipkumar1881
    @dillipkumar1881 2 роки тому +1

    Gote proverb achhi..gaon virne virne Manish aka..semiti Dala virne virne neta aka..sabu Dala re semiti neta achhanti..kehi b party athiru mukti nuhne... Voter's Dala ndekhi byaakti Ku dekhi vote dele amiti charitra mane dureijibe

  • @user-yg5bv5sv6w
    @user-yg5bv5sv6w 5 місяців тому

    ଆପଣ ବୋଧେ ପାଗଳ ,କାରଣ accused କିଏ ତାଙ୍କ ପୂଅ । ତାଙ୍କ ପୁଅ ମାରିଲା ଆଇନ ତାକୁ ଦଣ୍ଡ ଦେବ ।

  • @subashchandramallick7696
    @subashchandramallick7696 2 роки тому

    ଜୟ ଜୟ ଶ୍ରୀ ରାମ କି ଜୟ

  • @bahadhulbariha7223
    @bahadhulbariha7223 2 роки тому

    ବିଜେପି ବାଳେ କୁକୁର କୁ ହଟାଓ ଦେସବଚାଉ

  • @smakader187
    @smakader187 2 роки тому

    Good job

  • @subratbagarty1227
    @subratbagarty1227 7 днів тому

    😊

  • @alloffyou4995
    @alloffyou4995 2 роки тому

    ମନ୍ତୀ ଅଜୟ ନିଜର କତ୍ତବ୍ୟ କରନ୍ତୁ ।

  • @pramodpatra1534
    @pramodpatra1534 2 роки тому +1

    very nice👍👍👍👍👍👍

  • @sureshasahoo1493
    @sureshasahoo1493 2 роки тому +1

    Congress bisaya re kuha

  • @jaganmana881
    @jaganmana881 2 роки тому +2

    Tama news dekhibaku bhala lagengi

  • @priyadarshinidebasis5709
    @priyadarshinidebasis5709 2 роки тому

    Right sir

  • @sarbeswarmishra6695
    @sarbeswarmishra6695 2 роки тому

    Exactly. Like. Lal. Bahadur. Sastri..... L. K. Advani

  • @BijayKumar-xe2wq
    @BijayKumar-xe2wq 2 роки тому +1

    adhika katha kahuchi madhab.tikie taliban ade bulia

  • @Apnablogs
    @Apnablogs 2 роки тому +3

    Correct Sir 🙏

  • @subashchandramallick7696
    @subashchandramallick7696 2 роки тому +3

    ମୋଦୀ ଯି ଜିନ୍ଦାବାଦ

  • @laxmidharabarik5248
    @laxmidharabarik5248 4 місяці тому

    Prabad purus biju ra auras nvn dehare. Joy nvn. Mp18. Mala 130

  • @niranjanrout7717
    @niranjanrout7717 2 роки тому +2

    ବିଜେପି ଏକଦମ ଠିକ ଅଛି,

  • @brajakishorepadhi4022
    @brajakishorepadhi4022 2 роки тому +1

    Kebala modi paine...

  • @subashchandramallick7696
    @subashchandramallick7696 2 роки тому +4

    ତୁ ମାଘୀଆ କଣ ଖାଲି ବିଜେପି ବିରୁଦ୍ଧରେ କହୁଛୁ
    ତୁ କାହା ଚାକର

  • @laxmidharabarik5248
    @laxmidharabarik5248 4 місяці тому

    Odisha our gourav. Bad only

  • @rajpratim4u
    @rajpratim4u 2 роки тому

    BJD ra neta crime re involve rahuchanti apananka pati kholuni

  • @bapunnayak4377
    @bapunnayak4377 2 роки тому +6

    You are telling a story of grandmother.

  • @offcialvelocity
    @offcialvelocity 2 роки тому +1

    Bjd dalal

  • @bibhutisamal127
    @bibhutisamal127 2 роки тому +2

    Dalal media dakayata anchor bjd ra chamcha

  • @harekrushnasamal6446
    @harekrushnasamal6446 2 роки тому

    Bjp au purba bjp hoi nahi durniti grasta sarkar

  • @sarojpanda4420
    @sarojpanda4420 2 роки тому +1

    Biju babu o tanka namare gathita BJD o Biju babu nka putra Navin babu bisayare prasanga karantu

  • @iswarachandrapandia2679
    @iswarachandrapandia2679 2 роки тому

    You should tell about BJD .

  • @girischpradhan3289
    @girischpradhan3289 2 роки тому

    We see

  • @drpanda9462
    @drpanda9462 2 роки тому +1

    Today bjp is run by Gumda and business man.

  • @pmodiacreative2985
    @pmodiacreative2985 2 роки тому

    Congress news bala

  • @binodjena8987
    @binodjena8987 2 роки тому

    Bjd min jetebele bhul karuchanti apan kete chilaochanti resign daba pai

  • @nabaghanmahantamithun2194
    @nabaghanmahantamithun2194 2 роки тому

    Odisha ro bjd kotha kohu no

  • @dhaneswarbehera3992
    @dhaneswarbehera3992 2 роки тому

    BJP kahile atal ji adbhani ji

  • @madhabkhatua2580
    @madhabkhatua2580 2 роки тому

    Durgamadhab Babu wait and see .Why don't you say about BJD.

  • @manoranjansahoo3825
    @manoranjansahoo3825 2 роки тому +1

    Sata katha B J P ra Bhabamurti
    Badhali jaeechi

  • @sadanandanaik950
    @sadanandanaik950 2 роки тому

    Only power

  • @rajeshnaik2447
    @rajeshnaik2447 2 роки тому

    Govt gunda ..bjp

  • @som505
    @som505 2 роки тому

    Kalia jojana ra gota episode hau

  • @dharanidhardas3283
    @dharanidhardas3283 2 роки тому

    କାଶ୍ମୀର ଶିକ୍ଷକ ଶିକ୍ଷୟିତ୍ରୀ ହତ୍ୟା ବିଷୟରେ କିଛି ତ କହୁନ ।

  • @sitansusekharray1050
    @sitansusekharray1050 2 роки тому +1

    Mahana bektitto,Atala ji au Lalkurna Adwani ka a B j p nuhe,a Tanasaha B J P

  • @subashchandramallick7696
    @subashchandramallick7696 2 роки тому +1

    ବିଜେପି ଜିନ୍ଦାବାଦ

  • @helloodisha5824
    @helloodisha5824 2 роки тому

    Abe Lal krushna Advani president haba katha.

  • @saswatranjanbiswal8199
    @saswatranjanbiswal8199 2 роки тому

    BJD Bisayare kebe asiba A bhali news…

  • @pradipkumarbehera9906
    @pradipkumarbehera9906 2 роки тому

    କଂଗ୍ରେସ ଏକ କେଦ୍ରିୟ ଦଳ କଣ ସାରା ଭାରତରେ ଏପରି କେହି ନାହାନ୍ତି ଯିଏ ପରଟିର ପ୍ରେସିଡେଣ୍ଟ ହେଇପାରିବ

  • @pranaballavaprusty6696
    @pranaballavaprusty6696 2 роки тому

    News odisa chyanela sambadika karuthiba tokaranama kana se koudaliya prathame janiba darakara taku sambadikatajananan

  • @Bargarh11
    @Bargarh11 2 роки тому +2

    ତୋତେ କିଏ ଗାଣ୍ଡି ମାରୁଛି

  • @kishorsahoo4615
    @kishorsahoo4615 2 роки тому

    Bjp hatao

  • @zamirhoda4600
    @zamirhoda4600 2 роки тому

    Bjp ku band kar deya

  • @bijaya45
    @bijaya45 2 роки тому

    ତୁ ମା ଗିଁହା ପରମ ଚୋର । ଓଡ଼ିଶାରେ କ'ଣ ଭଲ ଶାସନ ଚାଲିଛି

  • @kumarasish4809
    @kumarasish4809 2 роки тому

    Khali gaputhiba loka pagala sadrusha. Khali samalochana karuthiba loka kebe hele kichi bhala kariparibeni kahara.

  • @niranjanpanda8574
    @niranjanpanda8574 2 роки тому

    Don't discuss about Center and BJP. No corrouption of Modi Govt till yet. This is first case, we hope law will go on right way.Let us See our State Bebina case to Acf death.

  • @ghunganpriti7647
    @ghunganpriti7647 2 роки тому

    Kanhi. Chhua kariba kan bhul. Doshi danda pau. Anya kehi nuha.

  • @basantakumarpradhan7606
    @basantakumarpradhan7606 2 роки тому

    Are sala Tu kan khali Bjp birudhare kahuchu to akshire kan band maraheichhi

  • @sanjeebkumarpradhan3434
    @sanjeebkumarpradhan3434 2 роки тому

    Tuma bjd kaths t k kuha, bjp ra katha kahin kahucha

  • @bhuubaneswarranbir5625
    @bhuubaneswarranbir5625 2 роки тому +1

    Tucha gapa

  • @dhane139
    @dhane139 2 роки тому +1

    BJP chaina party

  • @arifanoor5144
    @arifanoor5144 2 роки тому

    Sabu drugs kojuchnti
    Bahariba
    Sharuk Khan pakharu
    Okkk
    Loka mari sy jail jayee ni
    Kintu drugs na bahari ki jail ra acchi.
    Yaha he dunia

  • @sushantacreation395
    @sushantacreation395 2 роки тому

    A chenal pura gaddar bjp ra sabubele againest re khuchhi. Nirpekshya hisabare thiba Katha.

  • @jayantamohanty1949
    @jayantamohanty1949 2 роки тому

    no

  • @jaganmana881
    @jaganmana881 2 роки тому

    Tama news BJD paine prachar karuchhi

  • @dilippaul604
    @dilippaul604 2 роки тому

    Change is required to include aspiration of people.Those who did wrong must face fury of law.But narrative based on conduct of few only tells agenda.That agenda of journalist forbids him to show any thing about Bjd or Congress or other party

  • @suranjankar5207
    @suranjankar5207 2 роки тому

    Now U. P. Change the government.

  • @patitapabanpanda2405
    @patitapabanpanda2405 2 роки тому +1

    Bjp mantal

  • @kailashdas32
    @kailashdas32 2 роки тому

    Desha barbad hoi chalichhi.. .

  • @Gayatriojha269
    @Gayatriojha269 2 роки тому

    His son being accident there is not a issue , don't make a story

  • @mesmerizeart663
    @mesmerizeart663 2 роки тому

    Kuch bhi, pagal hai kya😁😁😁😁😁😁. Tale hata marilu tora achhi ti