So Much Respect For Naveen, Does He Even Understand That ? | No Comments | Nirbhay Gumara Katha

Поділитися
Вставка
  • Опубліковано 5 жов 2024

КОМЕНТАРІ • 288

  • @PmP0102
    @PmP0102 2 місяці тому +2

    ବାବୁ ନବୀନ ଦାସ ଆପଣଙ୍କ ର ପ୍ରକୃତି ମାଛି ହେଲେ ନବୀନ ପଟନାୟକ ମହୁମାଛି

  • @prafullamohanty5557
    @prafullamohanty5557 2 місяці тому +16

    ନବୀନ ପଟ୍ଟନାୟକଙ୍କ ସଂସ୍କାର 25ବର୍ଷ ହେଲା ଆମେ ଦେଖିଛୁ।

  • @rameshsahu8640
    @rameshsahu8640 2 місяці тому +12

    ବିଜେପି ବାଲା ଯେଉଁ ବିଷଧର ସର୍ପ କୁ ଆଉ କିଛି କରିପାରିବ ନାହିଁ ବୋଲି ଦୟା ଦେଖାଇ ଗୋରସ ଦେଉଛନ୍ତି। ସେହି ସର୍ପ ଚୋଟ ମାରିଲା ବେଳେ ଏମାନେ ଜାଣିବେ ସର୍ପ କେଡେ ଭୟଙ୍କର ।

    • @Manoranjansahoo34680
      @Manoranjansahoo34680 2 місяці тому +1

      ମୁଁ ତମ ସହିତ ସମ୍ପୂର୍ଣ୍ଣ ଏକମତ, କାରଣ ନବୀନବାବୁ ଚୋଟ ମାରିବାରେ ଧୁରନ୍ଧର, ବିଜେଡି ଦଳରେ ବିଜୁବାବୁଙ୍କ ଅନୁଗତମାନଙ୍କୁ ସଫା କରିଦେଇଥିଲେ, ଆଉ ପଦ୍ମ ଦଳିଆଙ୍କୁ କିଏ ପଚାରେ

  • @bibachhachandrasahoo8595
    @bibachhachandrasahoo8595 2 місяці тому +20

    Sir,ଗିରିଧର ଗମାଙ୍ଗ ପାଇଁ ଏକ ଲୋକସଭା ନିର୍ବାଚନ ସମୟ ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି. ଯେତେବେଳେ କି ଅଟଳବିହାରୀ ବାଜପାୟୀ ଙ୍କ ସରକାର ର ପତନ ଘଟିଥିଲା.

    • @SidharthMishra99
      @SidharthMishra99 2 місяці тому +1

      Ta kana kara jai pariba,alpa kichi dina pai asi pension hatei dela,Lahore bus chalei atankabadi ku desha ku entry dei dela.Over Acting ki dukaan.Gote fashion chalichi mala lokanku sammana daba nahele aau kichi khasiyat nahi

    • @SarojMajhi-g6y
      @SarojMajhi-g6y 2 місяці тому

      Dakibakatha.nuhe.Gamangonku.Atal.sarkar.nk.patan.karta
      Apan.bhulithibe.hele.lok.bhuli.nahanti

  • @shantanibeditamohanty1286
    @shantanibeditamohanty1286 2 місяці тому +7

    U r right

  • @rabindrakumarsahoo4920
    @rabindrakumarsahoo4920 2 місяці тому +6

    ନିଶ୍ଚୟ ଠିକ୍ କଥା। ଧନ୍ୟବାଦ।

  • @Socialreform2022
    @Socialreform2022 2 місяці тому +10

    ଏ ନବୀନ ଦାସ ଟା କିପ୍ରକାର ପାଗଳ

  • @pabitramohandas6943
    @pabitramohandas6943 2 місяці тому +9

    🙏ଆପଣ ଯାହା କହୁଛନ୍ତି, ମୁଁ ବି ସେୟା କହୁଛି 🎉

  • @rabindrapatra8223
    @rabindrapatra8223 2 місяці тому +9

    କୁକୁର ଲାଙ୍ଗୁଡ କୁ ନଳରେ ପୁରାଇ ରଖିବା ସହ ସମାନ। Thanks sir for your awareness.
    . Jay Jagannath ❤🌹🙏🌹🙏👏👏🌹

  • @birakishoresahoo3080
    @birakishoresahoo3080 2 місяці тому +5

    Thik katha.

  • @manjushaswain1037
    @manjushaswain1037 2 місяці тому +2

    ଠିକ୍ ବିଶ୍ଳେଷଣ ।
    ଭାବୂଥିଲି ଅଧିକ ହୋଇଯାଉଛି‌।
    ଆପଣ ସମସ୍ତଙ୍କ ନଜରକୁ ଆଣିଲେ ‌
    ମଂଜୁ ଷା ସ୍ବାଇଁ

  • @prasantakumarswain3419
    @prasantakumarswain3419 2 місяці тому +3

    ନିଶ୍ଚିତ ମାତ୍ରାଧିକ ହୋଇଗଲା ପରମ୍ପରାକୁ ରକ୍ଷା କରିବାକୁ ଯାଇ !

  • @AshokMahanty-f7l
    @AshokMahanty-f7l 2 місяці тому +3

    Beautifully opined by Nirbhaya

  • @dasarathmeher8935
    @dasarathmeher8935 2 місяці тому +17

    ଲୋକେ ସରକାର ବଦଳାଇଲେ ହେଲେ କିଛି କାମକୁ ନୁହଁ କାରଣ ଏମାନେ ସବୁ ସେଇ ନବୀନ ଙ୍କ ପାଦ ସେବା କରିବେ...

  • @pratapchandramohapatra2118
    @pratapchandramohapatra2118 2 місяці тому

    You are right sir 👍🙏

  • @successfullife6722
    @successfullife6722 2 місяці тому

    ସବୁରି ମୂଳରେ ସେହି ଧରମା, ନିଜକୁ ମହା ଜ୍ଞାନୀ ଦେଖେଇ ହେଉଛି l

  • @satyabansarangi7693
    @satyabansarangi7693 2 місяці тому +8

    ଆପଣ ଶତ ପ୍ରତିଶତ ଠିକ୍ କହିଛନ୍ତି। ବାର ବର୍ଷ ବାଉଁଶ ନଳରେ ପୁରେଇ ରଖିଲେ ବି କୁକୁର ଲାଙ୍ଗୁଡ଼ ବଙ୍କା ରହିବ।

  • @laxmidharmishra1627
    @laxmidharmishra1627 2 місяці тому +21

    ଏଇଟା ନବୀନ ବାବୁଙ୍କୁ ସମ୍ମାନ ନୁହେଁ ଏହା ଗୋଟିଏ ଶକ୍ତ ଚାପୁଡ଼ା ବୋଲି ଭାବି ନିଅନ୍ତୁ।

    • @kunmunsmruti6039
      @kunmunsmruti6039 2 місяці тому +1

      ଓଲଟାକୁ ଓଲଟାଇ ଦେଖିଲେ ସିଧା ଦେଖାଯିବ .....

  • @santoshbehera1687
    @santoshbehera1687 2 місяці тому +7

    କିଛି କାହାର ବଙ୍କା ହେବ ନାହିଁ । ବୋଧ ହୁଏ ସାର୍ କଂଗ୍ରେସିଆ ।

  • @padarbindasamal4365
    @padarbindasamal4365 2 місяці тому +1

    ସବୁକିଛି ବିଶ୍ୱ ସ୍ତରୀୟ, ଓଡ଼ିଶାର ବୃହତ୍ତର ସ୍ୱାର୍ଥ."Setting+Getting = No ED+CBI+IT in Odisha"

  • @Narmada-q6j
    @Narmada-q6j 2 місяці тому +1

    କାଳେ ଇଣ୍ଡିଆ ମେଂଟରେ ମିଶିଯିଵାର ଭୟ🎉

  • @pratapchandramohapatra2118
    @pratapchandramohapatra2118 2 місяці тому +1

    ନବୀନ ମଦୁଆ ଏପରି ସମ୍ମାନ ପାଇବା ପାଇଁ ଅଯୋଗ୍ୟ

  • @sushilsamal3789
    @sushilsamal3789 2 місяці тому

    Right 👍

  • @peaceuniverse7840
    @peaceuniverse7840 2 місяці тому

    👍 right

  • @bijayalaxminaik657
    @bijayalaxminaik657 2 місяці тому

    Absolutely right .

  • @digambaracharya5813
    @digambaracharya5813 2 місяці тому

    Right

  • @basantamallick9648
    @basantamallick9648 2 місяці тому +2

    You are absolutely right sir. The man who welcomed Nabin Babu is having ulterior motive and that is why he wants to be close to Nabin Babu.

  • @PravashChandraRout
    @PravashChandraRout 2 місяці тому

    👍👍👍👍

  • @responsiblecityzen2438
    @responsiblecityzen2438 2 місяці тому

    You are right ?

  • @manashdash6832
    @manashdash6832 2 місяці тому +3

    ପଇସା ରୋଜଗାର ର ଭିଡିଓ ବାଟ ଏମିତି ନ କହିଲେ ଭିଡିଓ ଦେଖିଲେ ସିନା ପଇସା ରୋଜଗାର ହେବ

  • @abhinashthakur5003
    @abhinashthakur5003 2 місяці тому +1

    Respect to each other.above nerrow politics.

  • @laxmidharapanda6086
    @laxmidharapanda6086 2 місяці тому +2

    ନବୀନଙ୍କୁ ଅଧିକ ସମ୍ମାନ ଅର୍ଥ ଅପାତ୍ରରେ ଦାନ ସଦୃଶ କିମ୍ବା ଘୋଡ଼ାକୁ ଭାଗବତ ପଢ଼ାଇବା ସହ ସମାନ !

  • @kishorechoudhury7844
    @kishorechoudhury7844 2 місяці тому

    ଏକଦମ ଠିକ୍ କଥା। ମୋତେ ଲାଗିଲା ଇଏ ହଉଛନ୍ତି ଦ୍ଵୀତୀୟ ବବି ଓରଫ୍ ଦ୍ଵୀତୀୟ କ୍ରିତଦାସ, ଯେମିତି ଭାବରେ ଅଣନିଃଶ୍ବାସୀ ହେଇ ଧାଇଁ କି ଗଲେ ଆଉ ଧରିଧରି ଆଣିଲେ, ହୁଏତ ବବି ଏମିତି କରିପାରିନଥାନ୍ତେ।

  • @swadhikarbetaj3768
    @swadhikarbetaj3768 2 місяці тому +3

    ମୋତେ ମଧ୍ଯ ସେମିତି କିଛି କିଛି ଲାଗୁଥିଲା।ଅତି ତେଲ ମାରିବା ହୋଇଗଲା।

  • @profullokumarpattojoshi1171
    @profullokumarpattojoshi1171 2 місяці тому

    Wa bahut badhiakahie verygood

  • @janakiballavdash73
    @janakiballavdash73 2 місяці тому

    ଡାକିଥିଲେ ନା ନବୀନ ମନକୁ‌ଯାଇଥିଲେ ? ସେକଥା ଅନୁସନ୍ଧାନ ହେବା ଆବଶ୍ୟକ

  • @sanjibpanda5009
    @sanjibpanda5009 2 місяці тому

    Correct daring submission regards

  • @sibaprasadkhadanga4375
    @sibaprasadkhadanga4375 2 місяці тому

    ଜଣେ ପୂର୍ବତନ ଚବିଶ ବର୍ଷ ଶାସନ କରିଥିବା ମୁଖ୍ୟମନ୍ତ୍ରୀ କୁଂ ସମ୍ମାନ ପ୍ରଦର୍ଶନ କରିବା ଠିକ ଅଛି ।କିନ୍ତୁ ଏତେ ଦେଖେଇହେବା କୌଣସି ମତେ ଠିକ ନୁହେଁ ।ଯେମିତି ଧର୍ମେନ୍ଦ୍ର ପ୍ରଧାନ ତଳକୁ ଓହ୍ଲାଇ ପାଛୋଟି ନେଲେ ଓ ସମସ୍ତେ ନତମସ୍ତକ ହୋଇ ସମ୍ମାନ ଜଣାଇଲେ ସେଥିରେ ନବୀନ ପଟ୍ଟନାୟକଙ୍କ ଅଯଥା ଗୁରୁତ୍ୱ ବଢାଇଦେଲେ ।ଯଦି ଏଭଳି ଚାଲେ ଲୋକମାନେ ଭାବିବେ ଯେ ନବୀନ ବାବୁକଂ ଆଗରେ ଏମାନେ ତୁଛ ।

  • @elizabehera6454
    @elizabehera6454 2 місяці тому

    U r right.i also surprised.

  • @shyammajhi1082
    @shyammajhi1082 2 місяці тому

    Right 👍 Sir

  • @adarshcoolful
    @adarshcoolful 2 місяці тому +1

    Well said sir...bjp is still trying to garner confidence and want to win hearts of ppl...but they don't know bjp has won election to take up corruption issue of naveen govt not to make bonhomie

  • @bishnucharnrana3282
    @bishnucharnrana3282 2 місяці тому +1

    ନବୀନ ପଟ୍ଟନାୟକଙ୍କ ଗତକାଲିର ଘଟଣାକୁ ମିଡ଼ିଆବାଲା ଅବଶ୍ୟ ଅଧିକ ରଙ୍ଗୀନ କରିଛନ୍ତି କିନ୍ତୁ ନବୀନ ପଟ୍ଟନାୟକ ଏଥିରୁ କିଛି ଶିକ୍ଷା କରିବା ଉଚିତ୍ ।

  • @dynaraninayak12
    @dynaraninayak12 2 місяці тому

    We know how humble he is ok

  • @SwaymPravaDas
    @SwaymPravaDas 2 місяці тому

    Pura puri thik katha kahile

  • @DambarudharBiswal-fd7et
    @DambarudharBiswal-fd7et 2 місяці тому

    Xllent

  • @sribastabapanigrahi9009
    @sribastabapanigrahi9009 2 місяці тому

    ଓଡ଼ିଆ ପରମ୍ପରା ନୁହଁ, ଏଠି ଧରମା ଚମଚା ଖେଳ ଖେଳୁଛି | ମୁଖ୍ୟମନ୍ତ୍ରୀ ହେଇନପାରିବାର ପ୍ରତିଶୋଧ ନେଉଛି, ମୋହନ ମାଝୀଙ୍କୁ ନୀଚ୍ଚା ଦେଖାଇ |

  • @jagannathmishra5300
    @jagannathmishra5300 2 місяці тому

    ନମସ୍କାର ସାର, ବିଜେପି ସରକାର କଣ ସବୁ ଦୁର୍ନୀତି କୁ ଆବୋରି ନେଲେ କି ????

  • @snigdhabaxipanigrahi3304
    @snigdhabaxipanigrahi3304 2 місяці тому

    Ati bhakti

  • @ambicaprasadsingh7057
    @ambicaprasadsingh7057 2 місяці тому

    Yes he is a quality person and for the peoples of odisha

  • @anadicharansamal7033
    @anadicharansamal7033 2 місяці тому

    ସେଥିପାଇଁ ତ ନବୀନା ବିଦା ଓଡ଼ିଆର ଅସ୍ମିତା ପାଇଁ।

  • @IBBikash
    @IBBikash 2 місяці тому

    Thik katha apana dharichanti..... 👍👍👍👍👏

  • @acharyauniversaltube7757
    @acharyauniversaltube7757 2 місяці тому +6

    BJP ଡରୁଛି ଭିତରେ ଭିତରେ BJD କୁ। Specially Dharmendra Pradhan

  • @gobindachandraswain3060
    @gobindachandraswain3060 2 місяці тому

    ଏପରି ଭକ୍ତି ଠିକ୍ ନୁହେଁ। କାହିଁକି କିଛି ଖଟକା ଲାଗୁଛି।

  • @sanjaybehera5254
    @sanjaybehera5254 2 місяці тому

    କେବଳ ଆପଣଙ୍କୁ ନୁହେଁ, ଆମକୁ ଵି ଖଟକା ଲାଗୁଛି।

  • @gourangakar4729
    @gourangakar4729 2 місяці тому

    ବିଜେପିର ଜଣେ କେନ୍ଦ୍ରୀୟ ଓଡ଼ିଆ ନେତାଙ୍କର ଏତେ ବିଜେଡି ପ୍ରୀତି ଉପରେ ସାର୍ ଗୋଟେ ଭିଡିଓ କରନ୍ତୁ।

  • @dagreswargoud
    @dagreswargoud 2 місяці тому +1

    ସିନ୍ଦୁକ

  • @jayashreedas4263
    @jayashreedas4263 2 місяці тому

    Very true

  • @sudhirbiswal2570
    @sudhirbiswal2570 2 місяці тому

    Exactly

  • @pratapchandrasamal2396
    @pratapchandrasamal2396 2 місяці тому +8

    ଅତି ଭକ୍ତି ଚୋର ଲକ୍ଷଣ। ସେହି କଥା ମୋଦୀଙ୍କ ଭାଷଣ ରୁ ପୁରା ଜଣା ପଡି ଯାଇଛି। ଭଲ ଭିତରେ କିଛି ଭେଲ ଥିବ।

  • @krushnaranjandashdash8916
    @krushnaranjandashdash8916 2 місяці тому +12

    ନବୀନ ପଟ୍ଟନାୟକଙ୍କୁ ଦେଖେଇଦେଲେ ଯେ - କାଳ ବଡ଼ ଭୟଙ୍କର ଓ ବିଶ୍ୱାସଘାତକ ନବୀନ ବାବୁ 😂😂😂

  • @prafullakumarsahoo1917
    @prafullakumarsahoo1917 2 місяці тому

    ଯାହାବି ହେଲେ 25 ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ଏବେ ପ୍ରାୟ 10 ବର୍ଷ ହେବ ପାଣ୍ଡୁ ର ଚକ୍ର ବିହୁ ରେ ପଡିଯାଇ ଥିଲେ ସେଥିପାଇଁ ଏ ଅବସ୍ଥା ଏଥିରେ ଧର୍ମେନ୍ଦ୍ର ବାବୁ କି ନବୀନ ବାବୁ ଙ୍କ କିଛି ଭୁଲ ନାହିଁ ଯାହାବି ହେଲେ ଓଡିଶା ବାସୀ ଙ୍କ ହୃଦୟ କୁ ଜିତିଛନ୍ତି ଏ ମହାନ ଦୁଇ ନେତା ! କାରଣ ସଂଯମତା ଉତ୍ତମ ସଂସ୍କାର ଏ ଓଡିଶା ମାଟିର ପରିଚୟ

  • @dhaneswardas7823
    @dhaneswardas7823 2 місяці тому

    ମୋହନ ବାବୁ ଭୁବନେଶ୍ୱର ଜମି ଦୁର୍ନୀତିର ପର୍ଦ୍ଦାଫାଶ କରିବେ କ'ଣ ଗାଁ ଗହଳୀର ଜନସାଧାରଣଙ୍କୁ ରାସ୍ତା କଡରୁ ଉଠାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ।
    ସୋସିଆଲ ମିଡିଆରେ ୧ ମାସ ହେବ ଆପଣଙ୍କ ଭଳି ଲୋକ ଏବେ ସିବିଆଇ, ଇଡି ଓଡ଼ିଶାରେ ପଶିଲା ଇତ୍ୟାଦି ଇତ୍ୟାଦି କହୁଥିଲେ, ହେଲେ ମୁଖ୍ୟମନ୍ତ୍ରୀ ଚା ଓ ପାନ ଦୋକାନୀଙ୍କୁ ରାସ୍ତା କଡରୁ ଉଠାଇ ଫିଙ୍ଗିଦେବେ।

  • @binayakmishra8091
    @binayakmishra8091 2 місяці тому

    ଏଇ ନବୀନ ପଟ୍ଟନାୟକ ଚିଟ ଫଣ୍ଡ ଦୁର୍ନୀତି ବିଷୟ ରେ କାଳେ ବିଧାନସଭା ରେ କିଏ ଆଲୋଚନା କରିବେ ବୋଲି ଅଧିବେଶନ ର 12 ଦିନ ପୂର୍ବରୁ ଗୃହ ର ଅଧିବେଶନ କୁ ମୁଲତବୀ କରି ଦିନ ଦିପହର ରେ ଗଣତାନ୍ତ୍ରିକ ମୂଲ୍ୟବୋଧ କୁ ହତ୍ୟା କରାଯାଇଥିଲା ତାକୁ ଏତେ ଦେବା କଥା ନୁହଁ.

  • @BabaJCBBaba-e8w
    @BabaJCBBaba-e8w 2 місяці тому

    ବିଜେପି ରେ କେହି "ଜୟ ଚନ୍ଦ୍ର" ଥିଲା ଭଳି ମନେ ହୁଏ,,,,🤭😁🤭

  • @Funnytrainvideos-u1g
    @Funnytrainvideos-u1g 2 місяці тому

    The sympathy becomes more

  • @rabindraprusty4718
    @rabindraprusty4718 2 місяці тому +1

    Nilaz

  • @surendrakumarpanda2766
    @surendrakumarpanda2766 2 місяці тому

    100 %right

  • @anwesitapublications5622
    @anwesitapublications5622 2 місяці тому

    Thik katha

  • @Funnytrainvideos-u1g
    @Funnytrainvideos-u1g 2 місяці тому

    Respect seemed to be toomuch.

  • @gangadhardash3430
    @gangadhardash3430 2 місяці тому

    🎉🎉🎉

  • @yudhisthiraswain
    @yudhisthiraswain 2 місяці тому

    Jay shree Ram 🎉🎉🎉

  • @ajaykumarbehera5018
    @ajaykumarbehera5018 2 місяці тому

    Thik,anusilana,sir

  • @pratyushmohanty542
    @pratyushmohanty542 2 місяці тому

    ନବୀନଙ୍କୁ ଡ଼ାକିଲେ କିନ୍ତୁ ପାଛୋଟି ଆଣିବା ଅଧିକ ହେଇ ଗଲା...

  • @sandhyaranimahanta8018
    @sandhyaranimahanta8018 2 місяці тому

    right

  • @MaheswarKar-z8g
    @MaheswarKar-z8g 2 місяці тому +1

    ଗିରିଧର ଗମାଙ୍ଗ ଭାରତ ଇତିହାସରେ ଜଣେ କଳଙ୍କିତ ମୁଖ୍ୟମନ୍ତ୍ରୀ, ଯିଏ ମୁଖ୍ୟମନ୍ତ୍ରୀ ଥାଇ ଅନାସ୍ଥା ପ୍ରସ୍ତାବରେ ଭୋଟ ଦେଇ ଅଟଳବିହାରୀ ସରକାରଙ୍କ ପତନ କରାଇଥିଲେ। ସେଦିନ ତାଙ୍କର ବିବେକ କୁଆଡେ ଥିଲା? ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଯୋଗ ଦେଇ ପାରିବେ, ଏହି ଉତ୍ସବ ଦେଖିବା ପାଇଁ ନିମନ୍ତ୍ରଣର କଣ ଆବଶ୍ୟକତା ଅଛି? ବିଜେପିର କାହାର ପୁଅ ଝିଅ ବିବାହ ଥିଲାଯେ ସିଏ ନିମନ୍ତ୍ରଣ କରିଥାନ୍ତା? ଆପଣ ସାଧାରଣ କଥାକୁ ଅତିରଂଜିତ କରୁଛନ୍ତି।

    • @kunmunsmruti6039
      @kunmunsmruti6039 2 місяці тому

      Wahhh...👌👌👌👏👏👏👍👍👍👍

  • @prafulasingh2267
    @prafulasingh2267 2 місяці тому +3

    ମୁଁ ଭାବୁଛି , ଯେଉଁ ବିଜେଡ଼ି ନେତାମାନେ କହୁଛନ୍ତି , ସେ ନେତାମାନଙ୍କୁ ଶକ୍ତ ଚାପୁଡ଼ା ।

  • @peaceuniverse7840
    @peaceuniverse7840 2 місяці тому

    ବିବେକ ହିନ ବିଜୁ ଜନତା ଦଳ

  • @sanjaybiswal9242
    @sanjaybiswal9242 2 місяці тому

    ନବୀନ ମଦୁଆ 25ବର୍ଷ ମଦୁଆ ରା😊ଯ୍ୟ

  • @chittaranjannayak3265
    @chittaranjannayak3265 2 місяці тому

    Haan besi heigala

  • @bibekanandamahakul8139
    @bibekanandamahakul8139 2 місяці тому

    ପୁଣି ବିଜେପି କୁ ଚକାମ ଦେଇଦେବେ ନବୀନ

  • @kabitasahoo8385
    @kabitasahoo8385 2 місяці тому

    Prabhu Maya Prabhu jananti.🙏

  • @KanhuPanda-x3l
    @KanhuPanda-x3l 2 місяці тому +1

    Boycott hypocrisy Naveen Patnaik and Pandian 👎. A good deed always comes around. Jai Shri Jagannath 🙏🙏🙏🌺🌺🌺🕊️🕊️🕊️

  • @chidanandapatro74
    @chidanandapatro74 2 місяці тому

    ଆଜି ତ ବିଜୁ ଜନତା ଦଳର କିଏ ଗୋଟେ ପୋଷ୍ଟ କରିଥିଲେ ଡରି କି ସ୍ବାଗତ କଲେ

  • @nandakumarjagdila7861
    @nandakumarjagdila7861 2 місяці тому

    Thik kahichhanti

  • @gourangasa6027
    @gourangasa6027 2 місяці тому

    ଗିରିଧାରୀ ଗମାଙ୍ଗ BJP ଦଳ ପାଇଁ ଏକ କଳଙ୍କ।

  • @swarupdas275
    @swarupdas275 2 місяці тому

    THIS SEEMS BIT DRAMATIC. SHOWING RESPECT IS GOOD BUT SHOWING SUCH MORE IS RIDICULOUS

  • @pramodapradhan9257
    @pramodapradhan9257 2 місяці тому

    ନବୀନ ଦାସ ବାବୁ ପୁରୀରେ ଯାହା ଘଟିଲା ତାହାହିଂ ଓଡ଼ିଆ ଅସ୍ମିତା ନବୀନ ବାବୁ ବର୍ତମାନ ବିରୋଧୀ ଦଳ ନେତା ତାଙ୍କୁ ବିଜେପି ନେତା ଯେଉଁ ସନମାନ ଦେଲେ ଏଠାରୁ ବିଜେଡି ଶିଖୁ
    କିଛିଦିନ ପୂର୍ବ କଥା ଚିନ୍ତାଳରନ୍ତୁ ଜା୍ୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ଥିଲେ ତାଙ୍କୁ ଏଇ ନବୀନ ବାବୁଙ୍କ ଦଳ ପାଗଳ କହୁଥିଲେ କେବଳ 5t, ବିଷୟରେ ପ୍ରଶ୍ନ କଲେ ବୋଲି

  • @arabindamishra4045
    @arabindamishra4045 2 місяці тому

    ଗିରିଧର ଗମାଙ୍ଗ ଙ୍କୁ କେମିତି ପୁରୀ ରଥଯାତ୍ରା ମଞ୍ଚ କୁ ଡାକିଥାଆନ୍ତେ ? ଆପଣ ମନେ ରଖିବା ଉଚିତ ଯେ ଏହି ଗମାଙ୍ଗ ମହାଶୟ ଙ୍କ ଲୋକସଭା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥାଇ ବି ସେଇ ଗୋଟିଏ ଅନୈତିକ ଭୋଟଦାନ ବାଜପେୟୀ ଙ୍କ ବିଜେପି ସରକାର ର ପତନ ର କାରଣ ହୋଇଥିଲା। ଏହାକୁ ବିଜେପି ଭୁଲିବ କିପରି ?

  • @gyandrapatra7719
    @gyandrapatra7719 3 місяці тому +2

    Sir namaskar.

  • @dwarikanathmohanty179
    @dwarikanathmohanty179 2 місяці тому +4

    Showing respect to elders is our custom. Naveen babu is the eldest among those present in the dais. Hence there is no impropriety but Naveen babu has never been respectful towards his opponents. This is natural because he does not ABC of Odia culture and ethos. Otherwise he would not have given so much importance to non-Odias. Dharamendra babu was magnanimous to welcome Naveen babu.

  • @suryadas1087
    @suryadas1087 2 місяці тому

    Deal mein kuchta kalahe.Excess of Bhakti by DP is something...

  • @soubhagyarout7991
    @soubhagyarout7991 2 місяці тому

    ଆପଣ ଠିକ କହିଛନ୍ତି ଭଲ ତର୍ଜମା l

  • @madhumilanvlogs842
    @madhumilanvlogs842 2 місяці тому

    Don't compare Giridhara gama go with Navin pattnaik

  • @santoshpurohit8540
    @santoshpurohit8540 2 місяці тому

    Namaskar 🙏😕 Time & Again Me.... Telling you Sir...I Repeat # KOLA; KOLI

  • @sujatapatnaik5421
    @sujatapatnaik5421 2 місяці тому

    And simply btw, either make your red and white synonymous with your show or try other colours!

  • @abhiramsahoo5642
    @abhiramsahoo5642 2 місяці тому

    ଏହା ବିଜେପିର ଉଦାରତା ଅପେକ୍ଷା ଦୁର୍ବଳତାକୁ ବେଶି ସୂଚାଉଛି ! ନବୀନ ବାବୁ ବି ଠିକ୍ ଏପରି ଦୁର୍ବଳତାର ସୁଯୋଗକୁ ହାତଛଡା ନକରି ଚୋଟ ମାରି ଚାଲିଛନ୍ତି ! କିନ୍ତୁ ଅବିବେକୀ ନିର୍ବୋଧ ଗିରିଧାରୀ ଗମାଙ୍ଗଙ୍କୁ ଆଦୌ ଏଥିରେ ଯୋଡିବା ଉଚିତ ନୁହେଁ ! ବାଜପେୟୀଙ୍କୁ ଏଇ ବଦମାସ୍ ହରାଇଥିଲା, ତାଙ୍କ ଅଭିଶାପର କଳଙ୍କ ଆଜୀବନ ସେ ବୋହି ଚାଲିଛନ୍ତି ! କିଛି ହେଲେ ନା ଆଉ ହେଇପାରିବେ ?

  • @GolokSahoo
    @GolokSahoo 2 місяці тому +4

    Perhaps you are unaware that some sebayat those Bjd followers had visited nabin nivas to invite him to rathayatra.

    • @smohanty3507
      @smohanty3507 2 місяці тому +1

      aei ta ku thik jana acchi khali nataka karucchi..

  • @susantasahoo9544
    @susantasahoo9544 2 місяці тому

    ବିଜେପିର ବ୍ୟବହାର ଅତି ଭକ୍ତି ଚୋରର ଲକ୍ଷଣ ,କିନ୍ତୁ ନବୀନ ବାବୁ ହେଲେ , ମତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡା କାଠ ।

  • @ashoksaho
    @ashoksaho 2 місяці тому +1

    People should respect by there work not by the position

  • @Rajanibiswal2024
    @Rajanibiswal2024 2 місяці тому

    ଏ ମହାଶୟ ଦଳ ଭିତରେ ଦଳର ମୁଖିଆ ନା କଣ ଆପଣ କହୁଛ ନ୍ତି?