Naveen Nka Charcha with Ekamra Bhubaneswar MLA Babu Singh.Episode - 01| NABINNKA CHARCHA

Поділитися
Вставка
  • Опубліковано 5 лип 2024
  • Naveen Nka Charcha with Ekamra Bhubaneswar MLA Babu Singh.Episode - 01 NABINNKA CHARCHA | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 165

  • @chandipadapanda4707
    @chandipadapanda4707 9 днів тому +10

    ଚର୍ଚ୍ଚା ର ବିଷୟ ବସ୍ତୁ ଅତି ଚମତ୍କାର ।ଏହା ଆରମ୍ଭ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ଯବାଦ।

  • @jayalaxmi5517
    @jayalaxmi5517 9 днів тому +32

    ନୂତନ କାର୍ଯ୍ୟକ୍ରମ କୁ ଆଜ୍ଞା ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା 💐 ଓ ଧନ୍ୟବାଦ 🙏

  • @pranakrishnakanungo6597
    @pranakrishnakanungo6597 9 днів тому +10

    ବିଧାୟକ ବାବୁସିଂଙ୍କ ସହିତ ଆଳାପ ଆଲୋଚନା ଖୁବ୍ ସୁନ୍ଦର ଏବଂ ମନଛୁଆଁ ଥିଲା

  • @samarendranathmahapatra3347
    @samarendranathmahapatra3347 9 днів тому +11

    ଓହୋ ନୂଆମାନଙ୍କ ଚର୍ଚ୍ଚା.... ଭଲ। ମୁଁ ଭାବିଥିଲି ନବୀନ ବାବୁଙ୍କ ବିଷୟରେ ଚର୍ଚ୍ଚା ।

  • @susantasahoo9544
    @susantasahoo9544 8 днів тому +5

    ବହୁତ ଭଲ ଲାଗିଲା।ଯେହେତୁ ଛାତ୍ର ନେତାରୁ ବିଧାୟକ ହୋଇଛନ୍ତି ,ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢ଼ିବାରେ ଅସୁବିଧା ନାହିଁ।

  • @harekrushnamajhi71
    @harekrushnamajhi71 9 днів тому +9

    ରାଜ୍ୟର ସମସ୍ତ ଅଞ୍ଚଳର ବିକାଶ ପାଇଁ ଉଦ୍ୟମ ହେବା ଉଚିତ।

  • @JogendraMishra-i4o
    @JogendraMishra-i4o 9 днів тому +17

    ସପ୍ତାହକୁ ଥରେ ଏମିତି ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ସାକ୍ଷାତକାର କାର୍ଯ୍ୟକ୍ରମ କରାଯାଉ। ଏଇ କାର୍ଯ୍ୟକ୍ରମ ପାଇଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ।

  • @ajitkumarpanda6388
    @ajitkumarpanda6388 9 днів тому +28

    ନୂଆ କାର୍ଯ୍ୟକ୍ରମ ନବୀନ ଙ୍କ ଚର୍ଚା ଏକ ସୁନ୍ଦର ପ୍ରୟାସ,,,,,,,ଆଗକୁ ଏହି ଭଳି କାର୍ଯ୍ୟକ୍ରମ ଜାରି ରହୁ ,,,,,,,ବିଭିନ୍ନ ବର୍ଗ ର ଲୋକ ଙ୍କ ସହ ଚର୍ଚା କଲେ ସମାଜ ପ୍ରତି ନିଶ୍ଚୟ ସୁ ପ୍ରଭାବ ପଡ଼ିବ,,,,,

    • @santoshkumarsahu6586
      @santoshkumarsahu6586 8 днів тому +2

      🙏🌺🙏 Jay Sri Jagannath 🙏🌺🙏💯❤️💯❤️✓❤

  • @rosanachary568
    @rosanachary568 9 днів тому +6

    ସାର୍ ମୋର ଅନୁରୋଧ ଆପଣଙ୍କ ପାଖରେ କେହି ବସିଲା ସମୟରେ ଗୋଡ଼ ଉପରକୁ ରଖନ୍ତୁ ନାହିଁ ।

  • @shiningsanjay5737
    @shiningsanjay5737 8 днів тому +2

    ସାର ପ୍ରଣାମ ନୂଆ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଆଗକୁ ଆହୁରି ସୁନ୍ଦର ହେବ ବୋଲି ଆଶା ଓ ବିଶ୍ୱାସ ସାର ବସିଲା ବେଳକୁ ଗୋଡ଼ ତଳକୁ କରି ବସିଲେ ଆହୁରି ସୁନ୍ଦର ଲାଗିବ

  • @Jaysriram34680
    @Jaysriram34680 9 днів тому +14

    ବହୁତ ଭଲ ଲାଗିଲା ବାବୁ ସିଂ ଙ୍କ ସହିତ ସାକ୍ଷାତକାର , ଏପରି ପ୍ରୟାସ ପାଇଁ ଆପଣଙ୍କୁ ଧନ୍ୟବାଦ 👌👌👌

  • @satyanarayanparida9196
    @satyanarayanparida9196 9 днів тому +15

    ବହୁତ ସୁନ୍ଦର ଉପସ୍ଥାପନା ପ୍ରିୟ ନବୀନ ଭାଇ। ସବୁ ବେଳେ ଭଲ ଭଲ ଲୋକ ଙ୍କୁ ନେଇ ଆପଣ ସାକ୍ଷାତକାର କରି ଥାନ୍ତି । ଏଭଳି ବ୍ୟକ୍ତି ଙ୍କ କଥା ଅପଣଙ୍କ ର ମୁଣ୍ଡ ରେ କେମିତି ପଶେ ?
    ଶାସନ ପରିବର୍ତ୍ତନ ରେ ଅଗ୍ରଣୀ ଭୂମିକା ନିର୍ବାହ କରି ଥିବାରୁ ଅଶେଷ ଧନ୍ୟବାଦ ❤

  • @sushantadas2518
    @sushantadas2518 8 днів тому +2

    ନୂତନ ପ୍ରୋଗ୍ରାମ୍ ଅତ୍ୟନ୍ତ ଭଲ ଭାବରେ ଉପସ୍ଥାପିତ ହୋଇଛି ଏବଂ ଆପଣଙ୍କର ପ୍ରଶ୍ନଗୁଡିକ ବହୁତ ସ୍ୱାଭାବିକ | ଶ୍ରୀ ବାବୁ ସିଂ ମଧ୍ୟ ତାଙ୍କ ପ୍ରବୃତ୍ତିରେ ସ୍ୱାଭାବିକ ଥିଲେ | ନୂତନ ଶୋ ପାଇଁ ଶୁଭେଚ୍ଛା |❤

  • @manjupravamishra8000
    @manjupravamishra8000 9 днів тому +9

    ଜୟ ଶ୍ରୀ ଜଗନ୍ନାଥ 🌹🙏

  • @prashantkumarbehera8999
    @prashantkumarbehera8999 9 днів тому +23

    ଆଜି ର ବିଷୟ ବହୁତ୍ ଭଲ ଭାବରେ ଉପସ୍ଥାପନ କରିଛନ୍ତି 🎉🎉

  • @sobadhabeura8369
    @sobadhabeura8369 9 днів тому +4

    Babu Bhai not only giant killer but also future political hero of odisha

  • @muralidharswain2494
    @muralidharswain2494 9 днів тому +3

    ଅତି ସୁନ୍ଦର ଉଚ୍ଚ କୋଟି ର ଆଲୋଚନା 👌👌👌🌹

  • @HappyBadminton-qq3qt
    @HappyBadminton-qq3qt 9 днів тому +3

    ଖୁବ୍ ଭଲ

  • @satishchandrabehera7291
    @satishchandrabehera7291 9 днів тому +2

    ' ନବୀନ ଙ୍କ ଚର୍ଚ୍ଚା ' ନୂତନ ସ୍ୱାଦର କାର୍ଯ୍ୟକ୍ରମ।
    ସ୍ଵାଗତମ୍, ସ୍ଵାଗତମ୍, ସ୍ଵାଗତମ୍, ସ୍ଵାଗତମ୍।।

  • @jadumanibehera4656
    @jadumanibehera4656 8 днів тому +1

    a good discussion with a newly elected MLA,i meet him 2/3 times after election being s resident of Ekambra,hope will do a lot of good things for public,specially development of Lingaraj area,🌹🌹🌹🌹👏💐💐💐

  • @bhorelaljaiswal3716
    @bhorelaljaiswal3716 9 днів тому +3

    Very fine

  • @ranjankumarboxi5957
    @ranjankumarboxi5957 9 днів тому +1

    ବହୁତ ସୁନ୍ଦର ଉପସ୍ଥାପନା

  • @nareshdash3796
    @nareshdash3796 9 днів тому +2

    ବାବୁ ସିଂ ଙ୍କୁ ଶୁଭକାମନା । ଆଶା କରୁ ଜନସେବା ରେ ବ୍ରତୀ ହେବେ ।

  • @prafulasingh2267
    @prafulasingh2267 9 днів тому +1

    ପ୍ରଥମତ ନବୀନ ବାବୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ନୂତନ କାର୍ଯ୍ୟକ୍ରମ ପାଇଁ । ବାବୁ ସିଂହ ବାବୁ ଖୁବ୍ ଉତ୍ତମ ବ୍ୟକ୍ତି , ଖୁବ୍ ଭଲ , ଅତି ସୁନ୍ଦର ଆଳାପ , ସ୍ପଷ୍ଟ ମତାମତ ।
    ଧନ୍ୟବାଦ

  • @user-sk6cm7km1g
    @user-sk6cm7km1g 8 днів тому

    ଅତି ସୁନ୍ଦର ଓ ଉଚ୍ଚ କୋଟୀର ଆଲୋଚନାର ଦି ପଦ କଥା ମନ ଛୁଆଁ ହୋଇ ପାରିଛି । ଆଗକୁ ଏମିତି ବିଶେଷ ବ୍ୟକ୍ତିତ୍ଵ ମାନଙ୍କୁ ଆହ୍ଵାନ ଦେଇ ଓଡିଶାର ବିକାଶ ପଥରେ ଲଉଡିଟିଏର କାମ ତୁଲାନ୍ତୁ, ଏବଂ ଏଥି ସହିତ ନୂତନ କାର୍ଯ୍ୟକୁ ଅନେକ ଅନେକ ଶୁଭେଛା ଓ ଅଭିନନ 🌹🌹
    🙏ଜୟ ଜଗନ୍ନାଥ🙏

  • @Jhanaksha
    @Jhanaksha 8 днів тому

    ଅତି ସୁନ୍ଦର ଆଲୋଚନା , ବହୁତ ଖୁସି ଲାଗିଲା ବାବୁ ଭାଇ ଙ୍କୁ ଆପଣ ନିମନ୍ତ୍ରଣ କରିଥିବାରୁ।

  • @GourishankarDash-xp8st
    @GourishankarDash-xp8st 9 днів тому +2

    ଅତି ସୁନ୍ଦର ଭାବରେ ପର୍ଯ୍ୟବେସିତ, ବହୁତ ଭଲଲାଗିଲା ,ରାଜନୈତିକ ଭାବପ୍ରବଣତା ଓ ବ୍ୟବସ୍ଥା ଆଉ ଆକାଂକ୍ଷା ସବୁକୁ ନେଇ ବହୁସୁନ୍ଦର୍ ପ୍ରଶ୍ନ ଥିଲା ।ଏପରି କାର୍ଯ୍ୟକ୍ରମ ସବୁ ଶନିବାର ରେ ହେଲେ ବଢିଆ ହୁଅନ୍ତା

  • @debiprasadpanda3490
    @debiprasadpanda3490 9 днів тому +1

    Enjoyed the beautiful discussion.

  • @user-dr1ic6bi3c
    @user-dr1ic6bi3c 9 днів тому +4

    ଜୟ ଶ୍ରୀ କୃଷ୍ଣ

  • @harihardhal1974
    @harihardhal1974 9 днів тому +3

    Very Good❤❤❤❤

  • @ArundhatiSahoo-bp1cd
    @ArundhatiSahoo-bp1cd 9 днів тому +6

    Fast views sir

  • @pabitrakumarchinhara4101
    @pabitrakumarchinhara4101 9 днів тому +1

    Sir pranam. ଆଜିର ଉପସ୍ଥାପନା ପାଇଁ ଧନ୍ୟବାଦ.

  • @bharatchandrabarik5921
    @bharatchandrabarik5921 9 днів тому +3

    Babu Singh I'd very Befitting person of politics

  • @ommodisha6795
    @ommodisha6795 8 днів тому

    ସୁନ୍ଦର କାର୍ଯ୍ୟକ୍ରମ ଏବଂ ଅତି ଉତ୍ତମ ଆପଣଙ୍କର ଉପସ୍ଥାପନା ଶୈଳୀ

  • @hemantapradhan6406
    @hemantapradhan6406 9 днів тому +1

    Very Nice episode Sir Jay Jagannath

  • @jchoudhury274
    @jchoudhury274 9 днів тому +1

    ବହୁତ୍ ବଢିଆ ପ୍ରୟାସ ଭଲ ଭଲ ନେତା ଙ୍କୁ ଆଣି ଆଲେlଚନା କରାଯାଉ ଜୟ ଜଗନ୍ନାଥ

  • @mihirdwivedi8843
    @mihirdwivedi8843 9 днів тому +4

    It's a very interesting presentation for us . Sri Singh is a very effective MLA of BJP party.

  • @sibaprasadmishra7263
    @sibaprasadmishra7263 9 днів тому +1

    Really fantastic.... Beautiful discussion... Thanks

  • @user-dr1ic6bi3c
    @user-dr1ic6bi3c 9 днів тому +3

    ଜୟ ଶ୍ରୀ ରାମ

  • @subhabratamishra4465
    @subhabratamishra4465 8 днів тому

    'ନିର୍ଭୟ' ର‌ ଏକ ନୂଆ କାର୍ଯ୍ୟକ୍ରମ୍‌କୁ ଆମେ ସ୍ବାଗତ୍‌ କରୁଛୁ। ଜୟ‌ ଜଗନ୍ନାଥ୍ 🙏

  • @rabindrapatra8223
    @rabindrapatra8223 9 днів тому +1

    ନବୀନ ସାର୍ ନମସ୍କାର। ଆପଣଙ୍କ ସୁଚିନ୍ତିତ ପ୍ରୟାସ କୁ ଆମେ Salute କରୁଅଛୁ। ଯେତେ ଧନ୍ୟବାଦ ଦେଲେ ମଧ୍ୟ ଆପଣମାନଙ୍କ ପାଇଁ କମ୍ ପଡ଼ିବ। ଏମିତି ଶନିବାର program ଗୋଟିଏ ଚାଲୁ । ଧନ୍ୟବାଦ ଜୟ ଜଗନ୍ନାଥ ❤🌹🌹🌹🙏

  • @sarojkumarsahu7251
    @sarojkumarsahu7251 8 днів тому

    Happy Birthday to you Nabin sir.
    It's a Good decision to start this program with our Ekamra MLA . Babu bhai ❤.

  • @Aditya.aditya.
    @Aditya.aditya. 9 днів тому +1

    ❤❤❤ ବହୁତ ସୁନ୍ଦର ❤❤❤

  • @omprakashbehera6998
    @omprakashbehera6998 8 днів тому

    ଭାରି ଆଦର୍ଶବାଦୀ ନେତା ବାବୁ ସିଂ । ତାଙ୍କୂ ପ୍ରଣାମ୍ । ଏ କାର୍ଯ୍ୟକ୍ରମ ମଧ୍ୟ ବେଶ୍ ଉପଭୋଗ୍ୟ ।

  • @narayanbiswas836
    @narayanbiswas836 9 днів тому +4

  • @dhrubacharanprusty7077
    @dhrubacharanprusty7077 9 днів тому +2

    Good conversation

  • @harekrushnamajhi71
    @harekrushnamajhi71 9 днів тому +2

    ନୂଆ ସରକାରଙ୍କର କାର୍ଯ୍ଯକୁ ଲୋକମାନେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।
    ନିଯୁକ୍ତି ସୁଯୋଗ, ଆଇନ ଶୃଙ୍ଖଳା, ଶିକ୍ଷାର ବିକାଶ, କୃଷିର ବିକାଶ, ପରିବେଶର ଉନ୍ନତି ହିଁ ମୁଖ୍ଯ ଆବଶ୍ଯକତା।

  • @dwarikanathmohanty179
    @dwarikanathmohanty179 8 днів тому

    Sincerity, honesty of purpose and above all empathy is visible in the face of Sri Babu Singh. We need such public players in politics who can take Odisha forward.

  • @manasdas5715
    @manasdas5715 8 днів тому

    ଆଞ୍ଜା ବହୁତ ସୁନ୍ଦର କାର୍ଯ୍ୟକ୍ରମ ଟିଏ ହାତକୁ ନେଇଛନ୍ତି 🙏👌👍

  • @rajanikantabiswal2669
    @rajanikantabiswal2669 9 днів тому +1

    ବହୁତ ସୁନ୍ଦର କାର୍ଯ୍ୟକ୍ରମ

  • @kishorkumarbeherakishor1405
    @kishorkumarbeherakishor1405 9 днів тому +2

    💥🚩🙏🏻ଜୟ ଶ୍ରୀଜଗନ୍ନାଥ🙏🏻🌾🌱

  • @roshnimohapatra2797
    @roshnimohapatra2797 9 днів тому +1

    ଜୟ ଶ୍ରୀଜଗନ୍ନାଥ............
    ଖୁବ୍ ସୁନ୍ଦର ଆଲୋଚନା...ଆଗକୁ ଜାଳି ରଖିବା ପାଇଁ ଅନୁରୋଧ........

  • @brajakishorepadhi4022
    @brajakishorepadhi4022 9 днів тому +17

    ସବୁ ନାଟର ଗୋବର୍ଦ୍ଧନ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କଦାପି ଭଦ୍ର ଲୋକ ନୁହେଁ। ଭଦ୍ର ମୁଖା ପିନ୍ଧା ଡକାୟତ।

  • @durgaprasadsamantaray7084
    @durgaprasadsamantaray7084 9 днів тому +1

    ନିର୍ଭୟ ଗୁମର କଥା ର ଏହା ଏକ ନୂତନ କାର୍ଯ୍ୟକ୍ରମ। ଅବଶ୍ୟ ମୂହାଁମୁହିଁ ରାଜନୈତିକ ଚର୍ଚ୍ଚା ଟି ଭଲ ଲାଗିଲା।

  • @user-dr1ic6bi3c
    @user-dr1ic6bi3c 9 днів тому +2

    ଜୟ ଶ୍ରୀ ଜଗନ୍ନାଥ

  • @nikunjabiharisahani2070
    @nikunjabiharisahani2070 9 днів тому +1

    ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ଭଗବାନ ଜଗନ୍ନାଥ ଙ୍କ ପାଖେ ପ୍ରଥାନା କରୁଛି।
    ଜୟ ଜଗନ୍ନାଥ ☸️🙏

  • @nikunjabiharisahani2070
    @nikunjabiharisahani2070 9 днів тому +1

    ବାବୁ ସିଂ ଙ୍କ ସହିତ ଏ ଚର୍ଚ୍ଚା କେବଳ ଭୁବନେଶ୍ଵର ପାଇଁ ନୁହେଁ ବରଂ ଆମ ରାଜ୍ୟ ର ଉନ୍ନତି ପାଇଁ ଏକ ଖୋରାକ ଯୋଗାଇଛି।
    ଲୋକ ଏବେ ଚାହୁଁଛନ୍ତି କିଭଳି ଭାବେ ଏ ସରକାର ଲୋକଙ୍କ ପାଇଁ କାମ କରୁ।ବାବୁ ସିଂ ଓଡ଼ିଶା କିପରି ଆଗେଇବ ଚେଷ୍ଟା କରନ୍ତୁ। ଜନସାଧାରଣ ଆଗେଇ ଆସିବେ।
    ବନ୍ଦେ ଉତ୍କଳଜନନୀ 🙏🙏

  • @maheswarparihari5189
    @maheswarparihari5189 9 днів тому +1

    ଆପଣଙ୍କ ଯାତ୍ରା ସଫଳ ହେଉ
    Best of luck

  • @abhiramsahoo5642
    @abhiramsahoo5642 9 днів тому +1

    ଆଜିର ଚର୍ଚ୍ଚା ଖୁବ୍ ପ୍ରେରଣାପ୍ରଦ ! ବିଧାୟକ ବାବୁ ସିଂଙ୍କ ଛାତ୍ରଜୀବନରୁ ରାଜନୈତିକ ଅଭିଜ୍ଞତାରୁ ଅନେକ ଶିଖିବାର ଅଛି ! ତାଙ୍କ ଆଲୋଚନା ଅତି ମାର୍ଜିତ ଓ ପରିପକ୍ବ ! ରାଜନୀତି ମାଧ୍ଯମରେ ଓଡିଶାର ବିକାଶ ପ୍ରତି ଉତ୍ସର୍ଗୀକୃତ ବ୍ଯକ୍ତିତ୍ବର ଆଭାସ ମିଳୁଛି ! ତାଙ୍କର କର୍ମନିଷ୍ଠା ଆହୁରି ସାକାର ହେଉ !

  • @p.njagadev9597
    @p.njagadev9597 8 днів тому

    I know Babu Singh babu since many years. He is a very nice and gentle person. All our best wishes to him 💐💐🙏

  • @manasmandal4983
    @manasmandal4983 9 днів тому +2

    ❤❤❤

  • @harekrushnamajhi71
    @harekrushnamajhi71 9 днів тому +2

    କଟକ ଓ ଭୁବନେଶ୍ଵରର ଜଳ ନିଷ୍କାସନର ଉପଯୁକ୍ତ ବ୍ୟବସ୍ଥା କରାଯାଉ।

  • @gobindapadhan145
    @gobindapadhan145 8 днів тому

    ଧନ୍ୟବାଦ

  • @harekrishnamajhi7778
    @harekrishnamajhi7778 8 днів тому

    Very good conversation please carry on

  • @gautamchandrarout605
    @gautamchandrarout605 8 днів тому

    Congratulations to all 🙏 beautiful analysis 💕

  • @successfullife6722
    @successfullife6722 9 днів тому +2

    ଜୟ ଶ୍ରୀରାମ l

  • @binodsahoo3374
    @binodsahoo3374 8 днів тому

    An humble initiative Of Nirvay family .Best of luck

  • @mrutyunjayapanda7264
    @mrutyunjayapanda7264 8 днів тому

    Happy birthday Navin Das sir .Many Many happy returns of the day.Sorry for late wishes

  • @p.njagadev9597
    @p.njagadev9597 8 днів тому

    Very informative with beautiful presentation 💐💐

  • @rajanikantachoudhury2343
    @rajanikantachoudhury2343 9 днів тому +1

    ବାବୁସିଂ ଙ୍କ ଆଗକୁ ଚଲାପଥ କୁସୁମିତ ହେଉ.

  • @bijayakumarchoudhury959
    @bijayakumarchoudhury959 9 днів тому +1

    Retired ଲୋକଙ୍କୁ ପୁଣି extenson ଦିଆ ନ ଯାଉ। ବହୁତ୍ ଭଲ candidate ଅଛନ୍ତି।

  • @koffinearbokgaming4494
    @koffinearbokgaming4494 8 днів тому

    Gumar katha is a best platform for success in politics

  • @gangadhardash3430
    @gangadhardash3430 9 днів тому +1

    🎉🎉🎉

  • @chhotatimepass3303
    @chhotatimepass3303 9 днів тому

    Sir, jahaheu ethara shanibaar re apananka keryakram dekhibaku miliba.tenu bahut bahut dhanyabaad. Ama samastankara pura asha o bishwas achhi ama Priya cm manyabara Mohan Sir nka upre , se nishchita Odisha bashinka swapna purana karibe . Nua episode ti bahut bhala lagila Sir. Namaste. SUDHIIR FROM BASUDEVPUR.

  • @madhusudanmohanty4293
    @madhusudanmohanty4293 8 днів тому

    Excellent

  • @jyotiranjan203
    @jyotiranjan203 9 днів тому +2

    Sir 🙏

  • @hemantkumarsingh1387
    @hemantkumarsingh1387 9 днів тому

    Very nice.

  • @laxmansahoo9422
    @laxmansahoo9422 9 днів тому

    Thanks Babu Singh.

  • @pradoshnayak999
    @pradoshnayak999 8 днів тому

    New episode🎉✌️🙏👏👏👏👏💐

  • @user-ib3jc8pj8f
    @user-ib3jc8pj8f 9 днів тому

    Good analysis

  • @user-ri6rh2jn9r
    @user-ri6rh2jn9r 9 днів тому

    Very nice

  • @PRADEEPKUMAR-hc9zz
    @PRADEEPKUMAR-hc9zz 8 днів тому

    Very good episode,,,,, continue

  • @anjananayak3971
    @anjananayak3971 9 днів тому

    Nua karyakramam paini dhanyavad 🎉🎉

  • @Jagannath-oc9ht
    @Jagannath-oc9ht 9 днів тому

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @subasnayak1510
    @subasnayak1510 9 днів тому +6

    ସବୁ ଚ୍ୟାନେଲ ଅପେକ୍ଷା ଆପଣଙ୍କ ଚ୍ୟାନେଲ କୁ ମୁଁ ବହୁତ ପସନ୍ଦ କରେ
    ଏଇଥିପାଇଁ ଜେ ଆପଣଙ୍କ ଚ୍ୟାନେଲ କେବେ ବ୍ୟକ୍ତିଗତ ସ୍ତର କୁ ନ ଯାଇ ସାମୁହିକ ସମସ୍ୟା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି
    କିନ୍ତୁ ଏଭଳି ବ୍ୟକ୍ତିଗତ ଆଲୋଚନା କୁ ପ୍ରସାରଣ କରିବା ଟା ଅନ୍ତତଃ ମୋତେ ଭଲ ଲାଗୁନି

  • @umakantamajhi4415
    @umakantamajhi4415 9 днів тому

    It’s very interesting interview with babu bhai

  • @bapimishra-sv4oz
    @bapimishra-sv4oz 9 днів тому

    Jai jagannath 🙏

  • @baijnathagrawal3099
    @baijnathagrawal3099 9 днів тому +2

    Jai shree Ram ❤

  • @sangeetapurohit8370
    @sangeetapurohit8370 7 днів тому

    Thanks

  • @manojkumarsaint7803
    @manojkumarsaint7803 8 днів тому +1

    Jay Shree Ram ❤❤❤

  • @guguldugul7784
    @guguldugul7784 9 днів тому

    Sir a krjiyakam bahut bhala lagila.apanaku aneka aneka suvecsha.sabu Dina apanakthu amitikichi sunibaku aneka icha.karana apanaka tarjama samstank thru vinna

  • @udayalima9094
    @udayalima9094 9 днів тому

    जय जगन्नाथ🙏jay jagannath 🙏 ଜୟ ଜଗନ୍ନାଥ 🙏

  • @pramodkumarbiswal4883
    @pramodkumarbiswal4883 9 днів тому

    Babu sing ji I most appreciate ur discussion.

  • @sunakarsamantaray9737
    @sunakarsamantaray9737 9 днів тому

    ନୂଆ କାର୍ଯ୍ୟକ୍ରମ ଟିଏ ପାଇଁ ମୋର ଆନ୍ତରିକ ଧନ୍ୟବାଦ୍

  • @asitrout7659
    @asitrout7659 9 днів тому

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @pabitraswain1273
    @pabitraswain1273 8 днів тому

    ବାବୁ ଭାଇ ଜୟ ଶ୍ରୀ ରାମ

  • @susamadash3483
    @susamadash3483 8 днів тому

    ଆଜ୍ଞା,ନିଜେ ପରା ବସ୍ତିବାଲାଙ୍କୁ ସରକାରୀ ଜମିରେ ଆଣି ରଖେଇଛନ୍ତି,ଲିଙ୍ଗରାଜ ବିହାରରେ ବିଡ଼ିଏ ଜାଗାରେ,ଆପଣ ବାବୁ ସିଂ ଆମ କଲୋନୀରେ ଅଶାନ୍ତି ସୃଷ୍ଟି କରିଚନ୍ତି।

  • @munabehera4481
    @munabehera4481 8 днів тому

    🙏🙏

  • @surendrakumarsethy8816
    @surendrakumarsethy8816 9 днів тому

    Bahut bhala lagila

  • @panigrahi_abhishek
    @panigrahi_abhishek 9 днів тому

    Few observations n feedback:-
    Nice questions asked, felt like a casual talk.. this is unique which we rarely find in any 1-2-1 show.. thank you Sir for starting this new program on ur birthday 😊🙏🙏
    1.Namaskar missing at first intro.
    2.Camera angle seems to be not perfect
    3.Audio echo, somehow not clear
    4.Direct eye contact to anchor missing by Mr. Babu Singh (starting till the end of the show).