Kendara gita|| Mu Budha (ମୁଁ ବୁଢ଼ା)|| by lokakala sourabha tripura kumar jena
Вставка
- Опубліковано 7 лют 2025
- କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ ଙ୍କ ଭାଷାରେ, ମୁଁ ବୁଢ଼ା.
କେନ୍ଦରା ଗୀତ ମାଧ୍ୟମରେ. ଏହି ଭିଡ଼ିଓ ଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ନିଶ୍ଚିତ ବୃଦ୍ଧ ବୟସର ଚିତ୍ର ଆଖି ଆଗରେ ନାଚି ଉଠିବ.
ଲେଖକ :-କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ
କେନ୍ଦରା ଓ କଣ୍ଠ :-ଲୋକକଳା ସୌରଭ ତ୍ରିପୁର କୁମାର ଜେନା
Song: Mu Budha
Singer:-Tripura Kumar Jena
Music Director: Tripura Kumar Jena
Lyrics: Kirtan Ganesh Bhagabat Pradhan
Music Lable: Lokakala Sourabha
#lokakalasourabha #mubudha #tripurakumarjena
Super
Thanks
ଏ ମନ୍ତବ୍ୟ ଆପଣଙ୍କର ଚିର ସ୍ମରଣୀୟ ଅଟେ ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ଦିର୍ଘାୟ କରନ୍ତୁ ଆଜ୍ଞା ଜୟ ଜୟ ଶ୍ରୀ ଜଗନ୍ନାଥ
ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ଜଣାଉଛି , ଜୟ ଜଗନ୍ନାଥ 🙏
Veeru good song
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Right
ଧନ୍ୟବାଦ ଜୟ ଜଗନ୍ନାଥ
❤
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ
Very nice satre sabu gudaka sata sar 💯💯💯💯💯💯
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ଜଗନ୍ନାଥ 🙏
,,very.nice.sir
Thanks
Nice song
Jay shree Ram
ଧନ୍ୟବାଦ ଜୟ ଜଗନ୍ନାଥ 🙏
🙏🙏🌹🌹
ଧନ୍ୟବାଦ , ଜୟ ଜଗନ୍ନାଥ 🙏
BEUTIFUL
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏
Super song
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Hi mahatma namaskar
🙏🙏🙏 ଧନ୍ୟବାଦ , ଜୟ ଜଗନ୍ନାଥ 🙏
Sir
Thanks
ବଢ଼ିଆ ଲାଗିଲା ସାର୍ ଏହି କବିତା ବାସ୍ତବତା
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ , ଅନେକ ଅନେକ ଶୁଭ କାମନା
True spesh
Sir. 🙏🙏🙏. Bhala. Laguchi. Gita
ଧନ୍ୟବାଦ ,, ଜୟ ଜଗନ୍ନାଥ
ଭାଗବତ ପ୍ରଧାନ Best ଗାୟକ ଲେଖକ, ଭଗବାନ ତାଙ୍କୁ ଭଲରେ ରଖନ୍ତୁ, ପରିବେଷଣ ବଢ଼ିଆ 🙏🌹🙏♥️
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ , ଜୟ ଜଗନ୍ନାଥ 🙏
Good
ଧନ୍ୟବାଦ, ଜୟ ଜଗନ୍ନାଥ 🙏
ଅତି ସୁନ୍ଦର ଲେଖା ଟିଏ ।
ମତାମତ ପାଇଁ ଧନ୍ୟବାଦ , ଜୟ ଜଗନ୍ନାଥ
ମୁଁ ଆଜି କାନ୍ଦି ପକାଇଲି ଏ ହି ସଙ୍ଗୀତ ଶୁଣି
ଗୀତର ଭାବକୁ ହୃଦୟଙ୍ଗମ କରି ପାରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ , ଜୟ ଜଗନ୍ନାଥ 🙏
bht bht dhanyabad
ମୋ ତରଫରୁ ମଧ୍ୟ ସମାନ ପରିଭାଷା ସହିତ ଅଶେଷ ଶୁଭ କାମନା 🙏
This situation comes in each life.
Thanks
ଗୀତଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି
ବହୁତ ଭଲ ଲାଗିଲା
ଧନ୍ୟବାଦ
Bahut sundar. JAI JAGANNATH
ବହୁତ ବହୁତ ଧନ୍ୟବାଦ ଆଜ୍ଞା,, ଜୟ ଜଗନ୍ନାଥ ବହୁଦିନ ପରେ କମେଣ୍ଟ ଆସିଲା ....
Perfect 👌👌👌🕉️ Jay Jagannath
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Very Nice Song
Thanks
ପ୍ରଣାମ ଆଜ୍ଞା ମନବୋଧ ଚଉତିସାଠୁ ଚମତ୍କାର
ସୁନ୍ଦର ମତାମତ ପାଇଁ ହୃଦୟରୁ ଧନ୍ୟବାଦ ଜୟ ଜଗନ୍ନାଥ
ଅତି ସୁନ୍ଦର ହେଇଛି, ସାର ନମସ୍କାର
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ , ଅନେକ ଅନେକ ଶୁଭ କାମନା , ଜୟ ଜଗନ୍ନାଥ 🙏
Nice.
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Very meaning ful song.
ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ 🙏
Very nice song sir
Thanks
Very nice voice sir 🙏
Thanks
YOU **
Jay Jagannath
ଜୟ ଜଗନ୍ନାଥ
Nice
Thanks
Wonderful
Thanks
Very nice
Thanks
Reality of life.... perfect.....
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଅନେକ ଅନେକ ଶୁଭ କାମନା , ଜୟ ଜଗନ୍ନାଥ 🙏
wow real line of heart touching
Thanks
Real truth.
Thanks 🙏
ଆଜି ର ସମାଜପାଇଁ କଲ୍ୟାଣ କଲ୍ୟାଣ
ଧନ୍ୟବାଦ ଜୟ ଜଗନ୍ନାଥ
Ajirasamaja
Best
005
🌹
ଧନ୍ୟବାଦ ଜୟ ଜଗନ୍ନାଥ
ସ୍କ
ଧନ୍ୟବାଦ
ଏ ଅହଙ୍କାରୀ ମଣିଷ ବେଳ ଥାଉ ବୁଝିଯାଅ
ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ
Kabi Bhagabata pradhan nkar ghar kauthi.
ନୟାଗଡ଼
@@LokakalaSourabha Dhanyavaad 🙏
It is very good lesson for recent society young generation
Thanks
Best poem for real ❤ touching
Thanks
🙏🙏🙏🙏
Thanks
Bahut bahut dhanyawad
Dhanyabad
Atyanta hrudayasparsi sir
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ,, ଜୟ ଜଗନ୍ନାଥ
Vagabta pradhan nka au kichi vajan upload karantu please sir . Pranam sir apanaku
ବହୁତ ବହୁତ ଧନ୍ୟବାଦ ସହ ଅଶେଷ ଅଶେଷ ଶୁଭ କାମନା l ଆପଣଙ୍କ ବହୁମୂଲ୍ୟ ଅନୁରୋଧ ରଖିବା ପାଇଁ ନିଶ୍ଚୟ ଚେଷ୍ଟା କରିବି l
Sir, you, lokakala sourabha, are really presenting kala excellently.Divine quality.
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ , ଜୟ ଜଗନ୍ନାଥ
This is a kendera geeta which is fit for all human beings.
ବହୁତ ବହୁତ ଧନ୍ୟବାଦ , ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ, ଜୟ ଜଗନ୍ନାଥ 🙏
Das
Thanks 🙏
0
ଧନ୍ୟବାଦ 🙏🙏🙏🙏
Bhagabata pradhan nka au lekha upload kara
ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ ,, ପାଇଲେ ନିଶ୍ଚୟ ଅପଲୋଡ଼ କରିବା ପାଇଁ ଚେଷ୍ଟା କରିବି l
@@LokakalaSourabha mo pakhare kichi achi
ଠିକ ଅଛି, ନମ୍ୱର ଦିଅନ୍ତୁ କଥାହେବି
କିଛି କହିଲେନାହିଁ ଆଜ୍ଞା
Sir apanaka district ....ta
ବହୁତ ବହୁତ ଧନ୍ୟବାଦ ,, ଅନେକ ଅନେକ ଶୁଭ କାମନା, ମୁଁ ତ୍ରିପୁର କୁମାର ଜେନା , ଗ୍ରାମ. ପୋଷ୍ଟ = ମହୀଧରପୁର. ଭାୟା -ହିନ୍ଦୋଳ ,, ଜିଲ୍ଲା - ଅନୁଗୋଳ
Super
ଧନ୍ୟବାଦ , ଜୟ ଜଗନ୍ନାଥ 🙏
Right
Thanks
Very
Nice
Thanks 🙏
ଆଜି ର ସମାଜପାଇଁ କଲ୍ୟାଣ କଲ୍ୟାଣ
ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ଅଶେଷ ଅଶେଷ ଶୁଭ କାମନା