ବିବାହିତ ନାରୀ ମାନେ ଏମିତି କଣ ପାଇଁ ହେଉଛନ୍ତି//

Поділитися
Вставка
  • Опубліковано 13 жов 2024

КОМЕНТАРІ • 186

  • @dadabhai721
    @dadabhai721 Місяць тому +19

    ବିଶ୍ୱାସ ରେ ଯିଏ ବିଷ ଦେଲା, ତାକୁ ବିଶ୍ୱାସ କରିବା ଟା ମୂର୍ଖାମୀ ର ପରିଚୟ ତେଣୁ ସେଇଭଳିଆ ନାରୀ ଗ୍ରହଣ ଯୋଗ୍ୟ ନୁହେଁ, ଜୟ ଜଗନ୍ନାଥ 🙏ସତ ବୁଦ୍ଧି ଦିଅନ୍ତୁ ଏଇ ସମାଜକୁ

    • @JarasanSuna
      @JarasanSuna 15 днів тому

      Mu,gute,,jiaku,bhal,pauchi,sa,mate,dekhikhi,,narar,hae,deou,chi,to,kana,karibi,kaha

    • @JarasanSuna
      @JarasanSuna 15 днів тому

      Sa,mate,bhal,pao,chi,ki,nai,kaha

  • @pradipkumarmalik9258
    @pradipkumarmalik9258 28 днів тому +13

    ଧନ୍ୟବାଦ ମାଡାମ୍‌ ଆପଣ ସ୍ତ୍ରୀ ଆଉ ପୁରୁଷ ମାନଙ୍କ ପାର୍ଥକ୍ୟ ଟିକୁ ବାଛିଛନ୍ତି 👍👍 🙏🙏🙏

  • @tvofficialchennai1192
    @tvofficialchennai1192 28 днів тому +8

    ନିଜ ଭାଇ ପାଖରେ କେତେ ବର୍ଷ ରହୁ ସେ ନିଜେ ଜାଣିପାରିବ ଭାଇ ଠାରୁ ସ୍ୱାମୀ କେତେ ବଡ଼ ? ବେମାନି ନାରୀ 💔💔💔💔🤫🤫😭😭😭😭

  • @deepakkumardas829
    @deepakkumardas829 Місяць тому +7

    ଏଭଳି ନାରି କୁ 🏠 ଘର କୁ ଆଣିବା ଉଚିତ୍ ନୁହେଁ

  • @binodtripathy5904
    @binodtripathy5904 28 днів тому +8

    ସେହିପରି ସ୍ତ୍ରୀ କୁ ଆଣିବା କଥା ନୁହେଁ କିନ୍ତୁ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କ୍ଷମା ଦେଲେ ଚଳିବ। ତାହା ନିଜ ଉପରେ ନିର୍ଭର କରେ 🎉🎉🎉

  • @shuvamdas1791
    @shuvamdas1791 25 днів тому +3

    ଦୁନିଆରେ ଭଗବାନ ନାରୀ ପୁରୁଷ ଙ୍କୁ ବାହା ହୋଇ ରହିବାକୁ ଆଶ୍ରିବାଦ ଦେଇଥାନ୍ତି। ସମାଜ ବି ସେମାନଙ୍କୁ ଆନୁମତି ଦେଇଥାଏ। କିନ୍ତୁ ଏ ପରି ନାରୀ କିମ୍ବା ପୁରୁଷ ହୁଅନ୍ତୁ, କାହାରିକି ବି ପୁଣି ଥରେ ଘରେ ରଖିବା ଉଚିତ ନୁହେଁ। ସେମାନେ ଯେଉଁ ରାସ୍ତା ରେ ଯାଇଛନ୍ତି, ସେମାନ ଙ୍କୁ ସେହି ରାସ୍ତା ରେ ଛାଡି ଦେବା ଉଚିତ।

  • @omparkashdakua4741
    @omparkashdakua4741 7 днів тому

    ଏଇଠି ଭାଇ ଙ୍କର ଭୁଲ ଅଛି

  • @urbashimohanty6500
    @urbashimohanty6500 15 днів тому

    Tame ta bohut sundar hoichha au.....

  • @IswarMangaraj-c4r
    @IswarMangaraj-c4r Місяць тому +9

    ସେ ସ୍ତ୍ରୀ ସମ୍ବୋଗ ରେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ତାଙ୍କ ଅନ୍ୟ ବାବଦ ସନ୍ତୁଷ୍ଟ। ପିଲା ବଡ ହୋଇ କଲେଜ ପଡିଲେ ବି ସ୍ତ୍ରୀ ସାରିରିକ ସଂପର୍କ ପୁରଣ ହୁଏ ନାହିଁ।
    ଉଦାହରଣ ରାଉକେଲା ଜଣେ ବୟସ୍କ ମହିଳା ତାଙ୍କ ପୁଅ ଝିଅ ଉଚ୍ଚ ଶିକ୍ଷା ପାଇଁ ବାହାରେ ରହନ୍ତି।ତାଙ୍କ ସ୍ଵାମୀ ବର୍ଷ ୫୦ବର୍ଷ ସ୍ତ୍ରୀ ବର୍ଷ ୪୫ବର୍ଷ। ସେ ତା ସ୍ୱାମୀକୁ ତାକୁ କହିଲା ସମ୍ବୋଙ୍ଗ କରିବା କହିଲା। ମାତ୍ର ତାକୁ ସ୍ବାମୀ ଅସର୍ମର୍ଥ କହିବାରୁ ତାକୁ ସିଡ଼ିରେ ଗାମୁଛା ମୋଡି ବେକରେ ମାରୀ ଦେଇଥିଲା କରିଦେଇଥିଲା। ଗାଈ ଗରମ ହେଲେ ପଘା ଛିଡାଇ। ପଲାଏ। ମତୁଆଳି ସ୍ତ୍ରୀ sex ବାୟଶ ହେଲେ ବି ଚାହାନ୍ତି।

  • @srikant-mp2pr34lv5p
    @srikant-mp2pr34lv5p Місяць тому +7

    ଏମିତି ନିର୍ଲଜ ନାରୀ ଟି ସବୁବେଳେ ଅବୁଝା ଆଉ ବାଟ ବଣା,,,,

  • @padminijena8261
    @padminijena8261 18 годин тому

    ଜିଏ ଭୁଲ କରିଛି ସିଏ ଦୁତିଅ ଥର ଭୁଲ କରିବ ଏମାବଙ୍କୁ କ୍ଷ୍ୟମା କରନ୍ତୁ ନାହିଁ 👍

  • @srisaidesignvastu9209
    @srisaidesignvastu9209 28 днів тому +3

    ଭଦ୍ର ସମାଜରେ ବିବାହ ପୂର୍ବ ରୁ ପ୍ରେମ ହେବା ଗ୍ରହଣୀୟ କିନ୍ତୁ ବିବାହ ପରେ ଗ୍ରହଣୀୟ ନୂହେଁ ! ବିବାହ ପରେ ଅନ୍ୟ ପୁରୁଷ କିମ୍ବା ସ୍ତ୍ରୀ ରହିବା ବେଶ୍ୟା ସହିତ ସମାନ !ପୁରୁଷ ଅପେକ୍ଷା ନାରୀ ର ସହିବା ଶକ୍ତି ଅଧିକ ନଥିଲେ ସେ ଏହିଭଳି ରାସ୍ତାରେ ଚାଲି ଥାଏ , ଯାହାକି ଭବିଷ୍ୟତ ରାସ୍ତାକଡ ବୁଦା ଭଳି ହୋଇଥାଏ ! ଯିଏ ଚାହିଁଲେ ମଧ୍ୟ ତା ଉପରେ ପରିସ୍ରା କରି ଚାଲିଯାଏ ।ସମାଜରେ କୁକୁର ଶ୍ରେଣୀ ରେ ଗଣା ଯାଆନ୍ତି !ନିଜର ସଂଯମତା ରକ୍ଷାକରି ଚାଲିବା ଦରକାର !

  • @kunmunmallick-oi4jx
    @kunmunmallick-oi4jx 9 днів тому

    Right katha kahila madam

  • @Khamania02
    @Khamania02 24 дні тому +1

    ଆଣିବା ଉଚିତ୍ ନୁହେଁ ନାରୀ ହୋଇ ରହିଛି..😌🙏🙏

  • @kartikchandrasatapathy8609
    @kartikchandrasatapathy8609 18 днів тому +1

    ଝିଅ ଲୋ ବହୁତ ଇ ଜ ତ (ଓ ସନମାନ ର )କଥା ମା ବାପା ଙ୍କର ସଂସ୍କାର ସୀକ୍ଷା

  • @SibaramPradhan-w9o
    @SibaramPradhan-w9o 12 днів тому

    Goo advice mam

  • @deepakkumardas829
    @deepakkumardas829 Місяць тому +6

    ଓଡ଼ିଶାର ଏଭଳି ନାରି 100 ରୁ 90 ଭାଗ ଅଛନ୍ତି ଗେରେଣ୍ଟି

  • @bijaypatra9105
    @bijaypatra9105 22 дні тому +2

    ସେ ସ୍ତ୍ରୀ ର ହସ୍ତିନି ରୋଗ ଆଉ ଗରିମି ରୋଗ ଅଛି

  • @DhirenMalik-q9j
    @DhirenMalik-q9j 15 днів тому

    Tanks madam right bait

  • @basantarout9538
    @basantarout9538 12 днів тому +3

    ନୂଆ ଆସି video କୁ ଦେଖିଲି, ଭଲ ଲଗିଲା so like ଓ subscribe କଲି 😊

  • @UdhabaDigal-y3t
    @UdhabaDigal-y3t 15 днів тому

    Exactly thik kahicha ma'am kia jane bhai comments karichhanti je taku kshyama kari dia jau boli seita bhul katha taku kshyama karidele agaku ahuri semiti bhul karibe sia bhul ra anutap kari kari rahijau

  • @subratakanhu6492
    @subratakanhu6492 26 днів тому

    Bhala video banechha thank you didi ❤️

  • @srikantdas8793
    @srikantdas8793 Місяць тому +5

    ସେ ସ୍ତ୍ରୀ କୁ ଆଣିବା ପ୍ରଶ୍ନ ଉଠୁନି

  • @chaudhuryjena8446
    @chaudhuryjena8446 Місяць тому

    ସୁନ୍ଦର ଅଭିମତ ଆପଣଙ୍କର 👍

  • @sujayaedla632
    @sujayaedla632 Місяць тому +17

    ସେ ଝିଅ କୁ କ୍ଷମା କରା ଯାଉ କାରଣ ତାଙ୍କ ର ଗୋଟିଏ କ୍ଷମା ତାଙ୍କ ର ପରିବାର ଆଗକୁ ବଡିବ ଭୂଲ ତ କରି ଦେଲା ନା ଆଉ ଆମେ ଭୁଲ କୁ ଦରିଲେ କିଛି ପାଇ ବା ନାହି ଆମେ ଭୂଲ କୁ କ୍ଷମା ଦେଲେ ତାଙ୍କ ର ପରିବାର ଆଗକୁ ବାଡ଼ିବ ଆଉ ସବୁ ଆଗକୁ ଭଳ ହେବ ଏହା ମହର ବ୍ୟକ୍ତିଗତ ଅନୁରୋଧ plz🙏

    • @tapannaik1563
      @tapannaik1563 Місяць тому +3

      Tama stree heithile tame kn khusi heithanta ki

    • @gopalakrushna1877
      @gopalakrushna1877 Місяць тому

      Supremcourt ra faltu dialogue challenge karibar abasyakta achhi

    • @prasantadalei7292
      @prasantadalei7292 Місяць тому

      No you are wrong said brother she is very very bad not accept tha woman

    • @souravbarik3125
      @souravbarik3125 28 днів тому

      Haa tq

    • @tapannaik1563
      @tapannaik1563 28 днів тому

      @@souravbarik3125 ghada gehi ku jiban Sara kemiti gandi marei heba chhadiba katha aau maza dekhiba katha

  • @deepakkumardas829
    @deepakkumardas829 Місяць тому +2

    ଓଡ଼ିଶାକୁ କିଛି ଓଡ଼ିଆ ନାରି ମାନେ ଓଡ଼ିଶାକୁ ଵର୍ଵାଦ କରୁଛନ୍ତି ନିଜ ଛୁଆ ମାନଙ୍କୁ ଅନାଥ କରୁଛନ୍ତି ସେହି ମାଆ ମାନେ ଏଭଳି ନାରି ମାନଙ୍କର ଵୟସ ହେଇଗଲେ ସେମାନଙ୍କୁ ଦେଖିବାକୁ ମିଳିବ ବଡ଼ ବଡ଼ ମନ୍ଦିର ପାଖରେ ବସ୍ ଷ୍ଟାଣ୍ଡରେ ଅନାଥ ଆଶ୍ରମ ପାଖରେ ଏଶଵୁ ଜାଗା ମାନଙ୍କ ପାଖରେ ବସି ଭିକ ମାଗୁଥିଵେ ଵୟସ ହେଲା ପରେ

  • @drrkmohanty1966
    @drrkmohanty1966 19 днів тому

    You are right.
    This is due her parental culture.
    नमस्ते

  • @shakaharipruthivi8696
    @shakaharipruthivi8696 26 днів тому +2

    ବୁଢ଼ୀ ବି ଘରେ ରହି ପରକୀୟା ସେକ୍ସ ଖେଳ କରୁଛନ୍ତି। ମାତ୍ର ଯିଏ ଘର ଛାଡ଼ି ଗଲା ସେ ଫେରିବ କାହିଁକି ? ସେ ଟୋକା କଥା ରେ ପଡ଼ି ଯାଇଛି ତ ଭଲ। ସେକ୍ସ ଏମିତି ଗୋଟେ ଆକର୍ଷଣ ସେ ପିଲା ମାନଙ୍କ ମୋହ ଠାରୁ ବଡ। ଯିଏ ଯାଇଛି ସେ ଫେରିବା ଭଲ ନୁହେଁ। କି ତାକୁ ଆଉ ରଖିବା ବି ଭଲ ନୁହେଁ।

  • @ranjankumarboxi5957
    @ranjankumarboxi5957 15 годин тому

    ସେମିତି ସ୍ତ୍ରୀ ଙ୍କୁ ଆଣିବା କଥା ନୁହଁ ।

  • @bibhutibhusan7023
    @bibhutibhusan7023 5 годин тому

    Yes mam you are right ❤❤❤❤

  • @AshokNaik-q2g
    @AshokNaik-q2g 23 дні тому

    Really good ma'am

  • @prabodhamohanty4999
    @prabodhamohanty4999 16 днів тому

    ସେସବୁ କିଛି ନୁହେଁ,,, ସବୁ ଗାତର କରାମତି

  • @GaneswarRout-f9e
    @GaneswarRout-f9e 7 днів тому

    Absolutely you are speaking right women should learn this and think of to be a good wife as wife is the light of happy home.
    Ganeswar Rout.

  • @Nityaabhai
    @Nityaabhai 19 днів тому

    ଆମ ଗରିବ ଲୋକଙ୍କ ପଇସା ଠାରୁ ବଡ଼ ସଂପତ୍ତି। ଇଯୋତ୍, ମହତ। ସେଇଟା ଚାଲିଗଲେ ଆମେ । ଶାନ୍ତି ରେ ବଞ୍ଚିବା କଷ୍ଟକର 😢 ତେଣୁ ଏଇଟା ସାଇତି ରଖିବା ଉଚିତ୍ 😢

  • @biswaranjanroutray2474
    @biswaranjanroutray2474 4 дні тому +1

    Tara au sarakar hele au janma karidau

  • @GobindaNag-v5v
    @GobindaNag-v5v 28 днів тому +1

    Bhala kouchanti sister

  • @varietyraulo7067
    @varietyraulo7067 18 днів тому +1

    ସେ ଝିଅ କୁ ମୋଟା ଟା ହିଁ ଦରକାର ସବୁ ବେଳେ ଦରକାର ଆଉ ନୂଆ ନୂଆ ଦରକାର ପୁଅ ମାନକ ଭୁଲ ନାଇ

  • @sudarshanjuanga-sz5ew
    @sudarshanjuanga-sz5ew 27 днів тому +1

    ସେଇ ନାରୀକୁ ଜୀବନରେ ବି ଆଣିବା କଥା ନାହିଁ!

  • @durgacharanpatra4226
    @durgacharanpatra4226 3 дні тому

    Good mam

  • @SibaPatra-ge4hn
    @SibaPatra-ge4hn Місяць тому

    Medam bahut sundar kathate kahile thanks ❤❤

  • @TutuSingh-xj2ow
    @TutuSingh-xj2ow 16 днів тому

    Right sister

  • @AuyshmanDash
    @AuyshmanDash 15 годин тому

    Sending love ❤

  • @gayadharpatra3233
    @gayadharpatra3233 27 днів тому

    Madam, right word..Thanks.

  • @jitaraimarndi9335
    @jitaraimarndi9335 19 днів тому

    Sundar songsar Bonai ba pai updesh vedio darkar ok manushya jeevan noro dhormo

  • @PandabMallik
    @PandabMallik Місяць тому

    Thank you so much mam.aapanka rule thik achi.God bless you all ways mam 🎉🎉🎉🎉🎉

  • @prasantadalei7292
    @prasantadalei7292 Місяць тому

    Sister your advice is correct many many thanks to you

  • @SantoshKanhar-ly8eg
    @SantoshKanhar-ly8eg 4 дні тому

    Right 👍❤

  • @SulapanimajhiSulapani
    @SulapanimajhiSulapani 26 днів тому +1

    Very.very❤good❤❤❤❤❤❤

  • @JitendraPatmajhi
    @JitendraPatmajhi Місяць тому

    Thanks for good advice...

  • @srikanthd1532
    @srikanthd1532 17 днів тому

    Right didi 💯

  • @srikant-mp2pr34lv5p
    @srikant-mp2pr34lv5p Місяць тому

    ହେୟ, ଭଗବାନ, ଏମିତି ସ୍ତ୍ରୀ

  • @mahendrasamal4774
    @mahendrasamal4774 10 днів тому

    Manisa ra bala bayasa thiba bele vari chaturi dekhaye

  • @ShibaPutel-f8o
    @ShibaPutel-f8o 22 дні тому

    Nice didi

  • @tcatokr2166
    @tcatokr2166 Місяць тому

    Excellent 👍 suggestion

  • @DebiMohapatra-c9k
    @DebiMohapatra-c9k 29 днів тому +3

    Sabu ladies separi nunhe santana nathai Madhya ladies Mane tanka husband pakhare ruhanti para purusha katha chinta bi karantini niti adarsa re ruhanti semane se sabu jinisa ku papa boli bhabanti and durare ruhanti

  • @akshayakumarbadaseth5088
    @akshayakumarbadaseth5088 9 днів тому

    Thaks madam Ajikar Narinka katha n kahiba bhala apankar emitee Nua nua bharta Nari samaj ku kichhi parimana re t sudhari jibe. Boli moro asha

  • @amiyajena6222
    @amiyajena6222 Місяць тому

    Bahut vala katha kahichanti,nari hoi sata jaha kahi thibaru thanks

  • @rabindradash361
    @rabindradash361 10 днів тому

    Jie thare gharu goda kadhila kadapi au nuhe

  • @KarunakarBehera-fb8nu
    @KarunakarBehera-fb8nu 6 днів тому

    Good

  • @readytohelp30
    @readytohelp30 2 дні тому

    ଅକ୍ଷମଣୀୟ ଅପରାଧ, କ୍ଷମା ର chance ନାହିଁ

  • @sipunayak9144
    @sipunayak9144 28 днів тому

    Jay🥀 jagannath🥀🌸🌼🌺🌺🥀

  • @BiswajitMohanty-bd7ls
    @BiswajitMohanty-bd7ls Місяць тому

    Radhe radhe didi 🙏

  • @rajendrabehera5252
    @rajendrabehera5252 3 дні тому

    Bhauj right kohilo

  • @tikeswarparna5934
    @tikeswarparna5934 Місяць тому +1

    ଏହା ହେଉଛି ଆଜିକାର ଦୁନିଆର ବିଶେଷ ଖବର ଘଟୁଛି ସମସ୍ତ ପୁରୁଷ/ସ୍ତ୍ରୀ ଜାଣନ୍ତି ପୁଣି ଭୁଲ କରନ୍ତି କ୍ଷଣିଆ ସୁଖ ନ ଦେଖି ଭବିଶ୍ଵତ୍ ସୁଖ ଦେଖିବା ଉଛିତ୍। ସେହିପରି ନାରି ଙ୍କୁ ଆଉ ରଖିବା ଉଚିତ୍ ନୁହେଁ। ତାର ଗୋଟିଏ ପୁରୁଷ ରେ ଶାନ୍ତି ନାହିଁ।

  • @sudarsan5823
    @sudarsan5823 19 днів тому

    Thank you madam

  • @ankitkumarpradhan2090
    @ankitkumarpradhan2090 25 днів тому

    ତାଙ୍କର ସ୍ତ୍ରୀ ଉପରେ ପ୍ରେମ ନଥିଲା । ଯୋଟେ ସ୍ବାମୀ ସ୍ତ୍ରୀର ଝଗଡ଼ା ନାହିଁ ବା ଶାସନ ନାହିଁ ସେଟି ପ୍ରକୃତ ପ୍ରେମ ନାହିଁ। ଯଦି ପ୍ରେମ ଥାଆନ୍ତା ସ୍ତ୍ରୀଙ୍କ ଉପରେ ନଜର ରଖି ଥାଆନ୍ତା । ଯଦି ପ୍ରେମ ଅଛି ପରସ୍ପର ଉପରେ ନଜର ରଖ ।

  • @JayadevBehera-cl5mw
    @JayadevBehera-cl5mw Місяць тому

    Right dide chi

  • @subashanaik1229
    @subashanaik1229 25 днів тому

    ଦିଦି ମୋର ବାହାଘର ୧୫ବର୍ଷ ମୋ ଘଟଣା ସେଇ ଭଳି

  • @buddhadevsahu1690
    @buddhadevsahu1690 15 днів тому

    Apan kenta karu6an mdm

  • @archanayusuf6836
    @archanayusuf6836 Місяць тому

    Didi, looking so nice 💚💚💚💚💚💚💚

  • @sunilpatra1224
    @sunilpatra1224 13 днів тому

    ତମେ ବା ନିଜେ ତୁମ ଘଇତାକୁ ଛାଡି ବାପ ଘରେ ରହୁଛ ଆଉ ଗୋଟେ ପିଲା କୁ ରଖିଛ 😄😄😄 ନିଜକୁ ଆଗ ଦେଖ ମ ପରେ ଭାଷଣ ମାରିବ

  • @satyanarayandas357
    @satyanarayandas357 28 днів тому

    Right Madam

  • @GobindaNag-v5v
    @GobindaNag-v5v 28 днів тому

    Thanks you sister

  • @Asitsum-zf8bb
    @Asitsum-zf8bb 20 днів тому

    ସବୁ ଆମ ଦୋଷ

  • @AshokKumarDasKahnu
    @AshokKumarDasKahnu 28 днів тому

    Are you right ❤

  • @saktisagarmohanty4707
    @saktisagarmohanty4707 13 годин тому

    Bahutubhla malika bachna haichi sata

  • @prakashbehera1823
    @prakashbehera1823 Місяць тому +1

    ତାକୁ ଆଣିବା ଦରକାର ନାହିଁ 👍

  • @bijayalaxminanda3879
    @bijayalaxminanda3879 Місяць тому +1

    ପିଲାମନଙ୍କ ମୁହଁକୁ ଚାହିଁ ତାକୁ ଷମା କରାଯାଉ ।

  • @cricketnews9147
    @cricketnews9147 Місяць тому

    Hn thik kahicha didi

  • @rameshmandal3590
    @rameshmandal3590 26 днів тому

    ସମାଜ ପାଇଁ ଉପକାରୀ

  • @tapankumarmuduli5469
    @tapankumarmuduli5469 26 днів тому

    Bhai mane jaha kahucha thiki

  • @hemantdehury6650
    @hemantdehury6650 16 днів тому

    ତାର ପିଲାଙ୍କୁ ମନେ ପଡୁନି ଵା... ସେ ଟୋକାର ୟା ପ୍ରତି ମନ ଭରି ଗଲାଣି...

  • @nidhiramjena2398
    @nidhiramjena2398 29 днів тому

    Se toka premare pardi andhuni hoithila.

  • @bhimamajhi1789
    @bhimamajhi1789 15 днів тому

    Elephant ra Banda darkar tanku

  • @davidpahad3
    @davidpahad3 24 дні тому

    ପୁରୁଷ ମାନେ ଦୁଇଟି option ମଧ୍ୟରୁ ଗୋଟିଏ କରନ୍ତୁ:
    👉ଛାଡ଼ପତ୍ର/Divorce
    👉 ହତ୍ୟା/Murder

  • @ranjitamishra7623
    @ranjitamishra7623 Місяць тому

    Didi 🙏🏻❤️🥰

  • @umakantmallick6394
    @umakantmallick6394 27 днів тому

    Au thate chance dia

  • @subratbarik5212
    @subratbarik5212 25 днів тому

    Au gote thara chanch diantu please

  • @BuluBhoi-u3h
    @BuluBhoi-u3h 12 днів тому

    emiti bhayankar thumbnail lagantu ni

  • @kumarsusanta2451
    @kumarsusanta2451 26 днів тому

    Righ ଦିଦି

  • @Jaminikanta_Lenjia
    @Jaminikanta_Lenjia 28 днів тому

    ଠିକ୍ କଥା

  • @soumyaranjanswain3944
    @soumyaranjanswain3944 Місяць тому

    Galu hele emiti karanti dyrect katha

  • @PremKumar-777
    @PremKumar-777 19 днів тому

    Se kichhi kahunathila boli aji se sabu chhadiki paleila ki tar dara vay nathila abe asile bi auu aga vali haiparibani

  • @JibluDigal-i9v
    @JibluDigal-i9v 29 днів тому

    Jioku .aniba katha muje.

  • @sunilganda9553
    @sunilganda9553 16 годин тому

    Semitika wife ku excuse kariba thik nuha taku chhadideba hi thik

  • @LAXMANCHANDRASASAMAL
    @LAXMANCHANDRASASAMAL 28 днів тому

    100%ok

  • @RajeshSahu-ll6gf
    @RajeshSahu-ll6gf Місяць тому +1

    Didi mo ta break up hai jai6e kenta karmi ni jani parbar

  • @hemantakumargiri338
    @hemantakumargiri338 Місяць тому

    Nice

  • @KishorchandraPradhan-vo3yc
    @KishorchandraPradhan-vo3yc 28 днів тому

    Mu janini sabu bahana jia bhala sia bhul karibani paristi jaha helebi arjyasamaja nari hau ki purusha karma thik kara ❤

  • @riyabarsa6676
    @riyabarsa6676 10 днів тому

    Never excuse she