'କଣ୍ଠ କବି... ପାଟିରୁ ଖସିଗଲା' | Odisha Reporter

Поділитися
Вставка
  • Опубліковано 4 лют 2024
  • ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି କହି ବିବାଦ ଘେରରେ ଫସିଥିଲେ ଉପସ୍ଥାପିକା ସଂହତି ପାଣି । ଏବେ ଭିଡିଓ ଜାରି କରି କହିଲେ ଭୁଲରେ ପାଟିରୁ ଖସିଯାଇଥିଲା । ଏହା ଉଦ୍ଦେଶ୍ୟମୂଳକ ନଥିଲା । ଆଉ ଏ ଭୁଲକୁ ମୁଁ ସ୍ୱୀକାର କରୁଛି । ଶୁଣନ୍ତୁ ସେ ଆଉ କଣ କହୁଛନ୍ତି...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #BandeUtkalJanani #biswaodiabhasasammilani #Odisha #ekamrautsav

КОМЕНТАРІ • 104

  • @AkshayKumar-ze8ok
    @AkshayKumar-ze8ok 5 місяців тому +29

    କହିବା ପୂର୍ବରୁ ଭଲ ଭାବରେ ବୁଝି ବିଚାରି କହିବାର ଥିଲା ।କାରଣ ଏହାକୁ ସାରା ବିଶ୍ଵ ଦେଖୁଥିଲା ଓ ଶୁଣୁଥିଲା ।

    • @bibhubaibhav453
      @bibhubaibhav453 5 місяців тому +4

      ସବୁ କାମ ବିଶ୍ୱସ୍ତରୀୟ ତେଣୁ ଭୁଲ୍ ମଧ୍ଯ ବିଶ୍ୱସ୍ତରୀୟ ହେବ ତ .......😂😢😅😊

    • @amagiha1046
      @amagiha1046 5 місяців тому

      Kn Banda chodiheigala kire magiha

  • @SuperHitsOdia
    @SuperHitsOdia 5 місяців тому +28

    *ଏଥିରୁ ମୁଁ ଶିଖିଲି ଯେ - ମୁଁ ବି ମଣିଷ ମାରି କି ସୋସିଆଲ୍ ମିଡିଆରେ ଭୁଲ୍ ମାଗିଦେବି 😂*

    • @anatabehera1320
      @anatabehera1320 5 місяців тому +1

      RT Bhai😊

    • @amagiha1046
      @amagiha1046 5 місяців тому

      To maa biare bjp kukuro Banda pasichi ki

    • @subhampattanayak7457
      @subhampattanayak7457 2 місяці тому

      ​@@amagiha1046ନାଇଁ ରେ ତୋ ବୋଉ କୁ ଗାଜିଆ କୁକୁର daily ଗେଉଚି

  • @anupbal1989
    @anupbal1989 5 місяців тому +21

    ନା...ମ । 2 ଥର କହିଛ। ଲୋକ କଣ ବୋକା ନା କଣ। ତୁମେ ଅଯୋଗ୍ୟ ।

  • @hkdasssh8268
    @hkdasssh8268 5 місяців тому +18

    କେତେଥର ଉଚ୍ଚାରଣ କଲେ ଜିଭ ଠିକ୍ କହିବ?

  • @NirakarBiswal-zg4tn
    @NirakarBiswal-zg4tn 5 місяців тому +16

    ତୁମେ ଲେଖା ପଢୁଥିଲ ନା ମନରୁ କହୁଥିଲ ।ଯଦି ତୁମେ ଲେଖା ପଢୁଥିଲ ତାହାହେଲେ ଲେଖିଲାବାଲା ଓ ଆପଣଙ୍କର ସେ ଧାରଣା ନାହିଁ କି କୋଉଟା ଠିକ୍ ଭୂଲ ଆଉ ମନରୁ କହୁଥିଲେ ତାହା ବି ତୁମର ଧାରଣା ନାହିଁ ।ଭୁଲ ମାଗିଲେ କଣ ହେବ ।

  • @projectronics
    @projectronics 5 місяців тому +7

    ଏଟା ଗୋଟିଏ trend ହୋଇ ଗଲାଣି, ଜାଣିଶୁଣି ଭୁଲ କର ଆଉ vdo ବନେଇ ଭୁଲ ମାଗ।।

  • @nabakishoresahoo5712
    @nabakishoresahoo5712 5 місяців тому +3

    ଏକାଧିକ ଭୁଲ ଥିଲା l ସ୍ପଷ୍ଟୀକରଣ ରେ ଗୋଟିଏ ଭୁଲ ବୋଲି କହୁଛ କାହିଁକି?

  • @golokbiharipradhan9175
    @golokbiharipradhan9175 5 місяців тому +9

    How many times you have read the script before reading

  • @surendramoharana6643
    @surendramoharana6643 5 місяців тому +13

    Tumara bhul nuha jaha lekha jaithila takuhi kahicha.

  • @bhanjbhankalkisku9134
    @bhanjbhankalkisku9134 5 місяців тому +6

    Kichhi slip of toung nuhen....patha padhichhanti Jani nahanti kanta kobi ki kantha kobi . Kimba lekha jodi bhul thiba apankara sence of Humour nahin taku thikre kahiba pain...barambar kahile...hnn social media re apologize video karidele gala...

  • @raghumaninayak9593
    @raghumaninayak9593 5 місяців тому +3

    କ୍ଷମା ମାଗିଲା ବେଳେ ଠିକ ଓଡ଼ିଆ ଭାଷା କହୁଛ ମଞ୍ଚରେ କହିଲା ବେଳେ କାନ୍ତକୁ ବିକୃତ କରି କଣ୍ଠ କହୁଛ ନା ପାଣ୍ଡୁ ଇସରାରେ ଏମିତି ଭୂଲ କଲ

  • @ashutoshpadhiary
    @ashutoshpadhiary 5 місяців тому +5

    Gote thara hele hoithanta hele due due thara 😂😂😂

  • @debashishpaikray1333
    @debashishpaikray1333 5 місяців тому +3

    ଥରେ ନୁହେଁ 2 ଥର ଭୁଲ ହେଇଚି. ତେଣୁ ଏହା ଅକ୍ଷମଣୀୟ

  • @bhagabatabehera332
    @bhagabatabehera332 5 місяців тому +5

    Odisha ku khaigolo re choro...

  • @bhagabatabehera332
    @bhagabatabehera332 5 місяців тому +3

    All Chor from Pandra...

  • @ORDChannel954
    @ORDChannel954 5 місяців тому +3

    Jay shree Ram ❤❤❤

  • @pintuvillagetour
    @pintuvillagetour 5 місяців тому +1

    ତମ ପାଟି ଟା ଭାରି ଚିକ୍କଣ 🤔🤔
    ତାମିଲନାଡୁ ଘିଅ ଖାଉଚ଼ 😀
    କାନ୍ତ କୁ ... କଣ୍ଠ କହୁଚ
    ସମ୍ମିଳନୀ କୁ ... ସମ୍ମିଳଣୀ କହୁଚ 🤔🤔
    ଘିଅ ଟିକେ କମ୍ ଖାଅ .. ଓଡ଼ିଆ ଭାଷାକୁ ସୁରକ୍ଷା ଦିଅ ❤❤❤❤

  • @soumyaranjanbehera4635
    @soumyaranjanbehera4635 5 місяців тому +1

    ଭଉଣୀ ଆପଣଙ୍କ ନମ୍ରତା କୁ ଆମେ ସମ୍ମାନ୍ ଜଣାଉଛୁ, ଆପଣ ଭୁଲ୍ ବୁଝିପାରିଲେ ସେହିପରି ଓଡ଼ିଶା ବାସୀ ଭୁଲ୍ କୁ ବୁଝି ପାରି pandian ଙ୍କୁ ଚିନ୍ଧନ୍ତୁ , ଓଡ଼ିଶାର ସ୍ୱାଭିମାନ ବଜାୟ ରଖନ୍ତୁ

  • @s.k.n.jayho....
    @s.k.n.jayho.... 5 місяців тому +2

    Dhanya kahiba kahaku........

  • @sunilratha1532
    @sunilratha1532 5 місяців тому +1

    ଏହି ମହିୟସୀ ମହିଳା ଜଣକ କିଏ? ୟାଙ୍କ ନାମ କଣ? ମୋହଦୟା, ଆପଣଙ୍କୁ ଏତିକି ମଧ୍ୟ ସାଧାରଣ ଜ୍ଞାନ ନାହିଁ କି ଯେ କଣ୍ଠ କବି ବୋଲି କୌଣସି ଉପାଧି ହିଁ ନାହିଁ ବୋଲି। ଆପଣଙ୍କୁ କହି କିଛି ଲାଭ ନାହିଁ କାରଣ ବିଶ୍ଵ ଓଡିଆ ଭାଷା ସାହିତ୍ୟ ସମ୍ମିଳନୀ ଆୟୋଜନ କରୁଥିବା 24ବର୍ଷର ମୁଖ୍ୟମନ୍ତ୍ରୀ ହିଁ ଆଜି ଯାଏ ଓଡିଆ ଭାଷା ଟିକେ ଶିଖି ପାରିଲେ ନାହିଁ।

  • @akhaykumarsahoo4390
    @akhaykumarsahoo4390 5 місяців тому +1

    JAY SHREE RAM

  • @sushantapolei6322
    @sushantapolei6322 5 місяців тому

    ତୁମ ପାଟିରୁ ଥରେନୁହ ଦୁଇଥର କହିଛ ପାଟିରୁ ଥରେ ବାଉଳାରେ ଵାହାରିପଡେ ଦୁଇଥରନୁହେ ଏଠି ଜାଦୁଆ ବିକୁଛି ଜାଦୁ ମଲମ ମଦୁଆ କରୁଛି ନିସାନିବାରଣା ଧନ୍ୟ ଆମେ ଓଡିଆ

  • @OO7OdiaRider
    @OO7OdiaRider 5 місяців тому

    Let her excuse...

  • @dolagobindasahoo9267
    @dolagobindasahoo9267 5 місяців тому

    ଯଦି ଆପଣ ଓଡ଼ିଆ ସାହିତ୍ୟ ଉପରେ ଦକ୍ଷତା ରଖିଥିବେ ତେବେ ଭୁଲ୍ କ୍ଷମଣୀୟ । ଆଉ ଯଦି ବିଶେଷ ଦକ୍ଷତା ନଥାଇ , ଓଡ଼ିଆ କହି ଜାଣିଛନ୍ତି ବୋଲି ,କାର୍ଯ୍ୟକ୍ରମ ସଞ୍ଚାଳନ କରିବାକୁ ଆସିଥିବେ ତେବେ ଭୁଲ୍ ଅକ୍ଷମଣୀୟ ।

  • @sushantakumarpradhan6758
    @sushantakumarpradhan6758 5 місяців тому

    No Excuse 🙏

  • @jocker2.0crime-kb8zg
    @jocker2.0crime-kb8zg 5 місяців тому +3

    Makeup ta bhala thila

  • @Joshika366
    @Joshika366 5 місяців тому +1

    Ame chota pilanku sikhauchu.Nuakari padhila pari laguthila

  • @jogeswarmajhi4529
    @jogeswarmajhi4529 5 місяців тому

    ଏତେ ବଡ଼ ସମାହାର ପୁଣି ଓଡ଼ିଶା ର ଭାଷା ଭିତ୍ତିକ ବ୍ରକୃତା ରେ ଏମିତି ଭୁଲ ହେବା ଅତି ବିଡମ୍ବନା ଯାହା ଲାଗୁଛି ଇଂରାଜୀ ଶବ୍ଦ ବା ଅକ୍ଷର ରେ ଓଡ଼ିଆ ଭାଷା କୁ ପଢ଼ିଲେ ଏମିତି ହିଁ ହେବ।

  • @dillipkumarpanda2875
    @dillipkumarpanda2875 5 місяців тому

    ଆପଣ ବୋଧ ହୁଏ ଓଡ଼ିଆ ଜାଣି ନାହାନ୍ତି ଇଂରାଜୀ ଅନୁବାଦ କୁ କପି କରି କହି ଥିଲେ ଭୁଲ ମାଗିବାର ଆବଶ୍ୟକତା ନାହିଁ ତେଲୁଗୁ ଭାଷା ଶିଖିଲେ ଭଲ ହେବ❤

  • @ashokkumarnayak499
    @ashokkumarnayak499 5 місяців тому

    Dhanyavaad😂😂😂

  • @sasmahapatra2654
    @sasmahapatra2654 5 місяців тому

    Organizing and coordinating committee.. purbaru thare practice karithante.Ete bada worldwide function...Odia bhasa sahitya ku ....apamana karagala !

  • @romanchaldharua1778
    @romanchaldharua1778 5 місяців тому

    ଭୁଲ ମାଗିଲେ ମଧ୍ଯ ସଂଶୋଧନ ହୋଇପାରିବ ନହିଁ ।

  • @srikantaparida
    @srikantaparida 5 місяців тому +2

    Tote odiya Jana nahi .

  • @subasnayak1510
    @subasnayak1510 5 місяців тому +1

    ଚଳିବ, ଓଡିଶା ରେ ସବୁ ଚଳିବ
    କଣ୍ଠ କବି ଯାହା
    କାନ୍ଥ କବି ସେଇଆ
    କଣ୍ଟା କବି ବି ସେଇଭଳିଆ

  • @sudhansusekharpattanayak3246
    @sudhansusekharpattanayak3246 5 місяців тому

    Don't try to receive.

  • @LISTENBHARAT
    @LISTENBHARAT 5 місяців тому

    ମ୍ୟାଡମ୍, ନମସ୍କାର 🙏। ଏହି ଭିଡିଓଟିରେ ଆପଣ ବୋଧହୁଏ ସମ୍ମିଳନୀ ନ' କହି ସମ୍ମିଲନୀ କହୁଛନ୍ତି!😢

  • @Zyx8172
    @Zyx8172 5 місяців тому +2

    English re script thila bodhe

  • @AffectionateBalkhHound-sz6xw
    @AffectionateBalkhHound-sz6xw 5 місяців тому +1

    ଏ ଜାତି ର ଧର୍ମ ହେଉଛି କ୍ଷମା କରିଦେବା, ତେଣୁ ଶୁଣ ତମେ ଯଦି ସତରେ ଓଡ଼ିଆ ପିଲା ହେଇଥିବ ଆଉ negative comment କରିବନି pls।

  • @ramakantarout4556
    @ramakantarout4556 5 місяців тому

    Madam Bele Bele bhule hoei ja e , bele bele kn hu e ki ame na tike excited hoei jau ,

  • @sikiliasa
    @sikiliasa 5 місяців тому

    3times slip of toung

  • @parthasarathidas912
    @parthasarathidas912 5 місяців тому

    Your fees to be returned

  • @suryakantamohanty8276
    @suryakantamohanty8276 5 місяців тому +1

    ଡାହା ମିଛେଇ କୁ ଦେଖ, ଆସ ତୋତେ ଆମେ ସବୁ ଓଡିଆ କବି ଙ୍କୁ କେଉଁ ଉପାଧି ସବୁ ସିଖେଇବୁ

  • @pramodsial8469
    @pramodsial8469 5 місяців тому

    Thik achhi mdm. kanta jagare kantha kahile kintu kalijaai paribarte kalajai kahithile taha thik ki ?

  • @ambrishkumarbanchhor2200
    @ambrishkumarbanchhor2200 5 місяців тому

    ମନୁଷ୍ୟ ମାତ୍ରକେ କେବେ ନା କେବେ ଭୁଲ ହୁଏ । Don't worry . But ଲେଖା ଗୁଡିକୁ ଆଗରୁ ଦେଖିବା ଦରକାର୍

  • @beautifulvideo0203
    @beautifulvideo0203 5 місяців тому +1

    Ye ta nije odia re kahi paru nahanti. "Slip of tongue" mane kana? Taku odia re kana kahi hebani? Sampurna Odia re dui dhadi kahi parunathiba loka nku odia bhasa sammilani re udghosaka kiye o kahinki kala?

  • @prakashghose7518
    @prakashghose7518 5 місяців тому

    Jahaku jau kama jana nahi taku se kama dele emiti hue..tume jani nathila..slip of tongue nuhen....

  • @gyanamishra6870
    @gyanamishra6870 5 місяців тому

    ଶତ ଧିକ ତୁମକୁ..ନିଜ ଯୋଗ୍ୟତା ବଳରେ ଚାକିରୀ ପାଇଛ ନା ରୁପ ବଳରେ ତାହା କେବଳ ନିଜେ ଜାଣି ଥିବ।ଦେବୀ ତୁମେଏବେ ତ ଓଡ଼ିଆ ଭଲ କହୁଛ ହେଲେ ମଞ୍ଚରେ କେନ୍ଦୀ ହୋଇ ଷ୍ଟାଇଲରେ ଥରେ ନୁହେଁ ଦୁଇ ଦୁଇ ଥର କଣ୍ଠ କବି କହିବା କଣ sleep of tounge..ତୁମେ କଣ ପିଲାଦିନୁ ଏଯାବତ୍ କେବେ କଣ୍ଠ କବି ନୁହେଁ କାନ୍ତକବି ନାମ ପଢ଼ି ନ ଥିଲ କି ଶୁଣି ନ ଥିଲ.. ଛି ଛି ତୁମ ଯୋଗ୍ୟତାକୁ

  • @srisaidesignvastu9209
    @srisaidesignvastu9209 5 місяців тому

    ଗୋଟେ ମୂଖ୍ୟ ମନ୍ତ୍ରୀ କୁ ବଦନାମ୍ କରିଦେଲ

  • @srisaidesignvastu9209
    @srisaidesignvastu9209 5 місяців тому

    ବାରମ୍ବାର ଜିଭ ଖସିଗଲା ! ତୂମେ ବରଖାସ୍ତ ର ଯୋଗ୍ୟ

  • @kailashchandranayak6676
    @kailashchandranayak6676 5 місяців тому

    Katha kabi Sina sleep of tongue. Dandamayee ta puni kana? Ea sabu bhul ku luchaibaku prayas.

  • @pankajpanda6968
    @pankajpanda6968 5 місяців тому

    ବାରମ୍ବାର କହିଥିଲେ

  • @ommsairamodiavlogs7528
    @ommsairamodiavlogs7528 5 місяців тому

    Bhul thare hue na barambar hue ?

  • @kbenglishacademy7531
    @kbenglishacademy7531 5 місяців тому

    ବାରମ୍ବାର କଣ୍ଠ କବି ବୋଲି ଉଚ୍ଚାରଣ କରିଛ

  • @user-ss4pg6hm3m
    @user-ss4pg6hm3m 5 місяців тому

    Odia bhasa ku bhala bhaba re jani nathiba kichhi loka nijaku ODIA kahi dekhei huanti.
    Madam apan nihati bhabe English Medium re padhithibe.

  • @p.k201
    @p.k201 5 місяців тому

    Kebala kantha kabi nuhen, apana ahuri bohut katha uharana bhulkari kahichhani,

  • @aswinpriyadarsan
    @aswinpriyadarsan 5 місяців тому +1

    Tame kea didi taamaku agaru kebe dekhini UA-cam re😂😂😂😂😂😂😂😂😂

  • @user-kn5ps6bt3q
    @user-kn5ps6bt3q 5 місяців тому

    Madam tame bi tamil nadu ru asichha badhe

  • @srotoswinimahallik5977
    @srotoswinimahallik5977 5 місяців тому

    Madem apan thare kahinahanti 3 r thara ru adika😅😂. Apan jani nahanti kantha kabi kehi nahanti. Kintu banikantha achanti

  • @asisdash4466
    @asisdash4466 5 місяців тому

    Slip of tonhue - ପାଟି ରୁ ଖସି ଯାଇଥିଲା .... Intentional--- ଉଦ୍ଦେଶ୍ୟ ମୂଳକ ..
    ଇଂଗରାଜୀ ରେ ଲେଖା ଯାଇ ଥିଲା ...ଦଣ୍ଡାୟମାନ -- ଦଣ୍ଡମୟୀ
    ଓଡ଼ିଆ ଭାଷା ଶିଖି କି ..ଭଲ ରେ କହିଲା ପରେ ଉଦ୍ଘୋଷିକା ହୁଅନ୍ତୁ ..ଏମିତି ଓଡ଼ିଆ ହୋଇ ନିଜ ଭାଷା ର ଉପହାସ କରନ୍ତୁ ନାହିଁ ...ଭାଷା ପାଇଁ ଆମର ପରିଚୟ ..ଆଉ ଆମେ ଓଡ଼ିଆ ..ଭାଷା କୁ ନେଇ ଆମ ରାଜ୍ୟ ଓଡିଶା ...

  • @gourisankarpanda1968
    @gourisankarpanda1968 5 місяців тому

    Navin pathan or pando gateout from odisha

  • @chinmayakumarpati5631
    @chinmayakumarpati5631 5 місяців тому

    ଗୋଇଠା ମାରି ବିଷ୍ଣୁ??

  • @sukhenduparamanik8727
    @sukhenduparamanik8727 5 місяців тому

    Kanta kabi ku kantha and kalijai ku kalajai kahicha, you are not odiya

  • @rajkumarmondal3085
    @rajkumarmondal3085 5 місяців тому

    Setebele kana besi khamata milijaithila jahafalare hitahit gyan harei basithila. Na nije odia januna kahibaku lajalaguthila

  • @prakashghose7518
    @prakashghose7518 5 місяців тому

    Sammilani ebe v bhul uchcharana kala...kan kahibi english medium jhia ku..

  • @user-oz8wv7xz6n
    @user-oz8wv7xz6n 5 місяців тому +1

    Tote kie dakithilabe

  • @biprapriya
    @biprapriya 5 місяців тому

    Actually this was not your slip of tongue but lack of knowledge. You have no knowledge about our pride Kanta Kabi Laxmikant Mohapatra.

  • @RanjitRanjit-lc1cl
    @RanjitRanjit-lc1cl 5 місяців тому

    Jani jani bhul karicha

  • @prakashghose7518
    @prakashghose7518 5 місяців тому

    Nabina jemiti, pandu semiti to chela chamundi v semiti..odia bhasa ra sarbnaas..

  • @chandulopa3195
    @chandulopa3195 5 місяців тому

    Tu kn bhul re kete thar kahichu।।sorry kahi on the spot rectify kalani

  • @LI-2tv
    @LI-2tv 5 місяців тому

    ପାଟି ରୁ ଖସିଲା ପାଟିରେ କଣ ପାଣ୍ଡୁ ର ବାଣ୍ଡ ପଶିଥିଲା କି

  • @chinmayakumarpati5631
    @chinmayakumarpati5631 5 місяців тому

    Tame odia ta??

  • @odishatokadk7485
    @odishatokadk7485 5 місяців тому

    Are gote thara heithile sina chalithanta tame na 2 thara kahicha😂 ame ta hele sabu aha sikhya pailuki bhul kama kariba social media re asiki sorry kahidaba sabu thik heijiba au kn j😂

  • @sasmahapatra2654
    @sasmahapatra2654 5 місяців тому

    Slip of tongue nuhe ! Tu Odia bhasa sahitya bisayare kichi janinu😂

  • @gaganbiharibiswal3331
    @gaganbiharibiswal3331 5 місяців тому

    Shameless!

  • @rajibjena5783
    @rajibjena5783 5 місяців тому

    You have no knowledge in odiya, don't think you are only clever .

  • @RajuRaju-tf5zd
    @RajuRaju-tf5zd 5 місяців тому

    ଇଏ ଓଡ଼ିଶାର ନା ତାମିଲନାଡୁର କି

  • @gitabehera6085
    @gitabehera6085 5 місяців тому

    Tume totaly ajogya Sethi jibar nathila

  • @hariomm2301
    @hariomm2301 5 місяців тому

    Kamiya jani bhali anku kia bhul magibaku patheichi 😂

  • @pradeepkumarsinghbabu4850
    @pradeepkumarsinghbabu4850 5 місяців тому

    Ghoro ta bodhe tamilre. Nochet emiti bhulheboni

  • @kshitishkumar2412
    @kshitishkumar2412 5 місяців тому

    ତୋର ପାଠ ପଢା କୋଉ medium

  • @gitabehera6085
    @gitabehera6085 5 місяців тому

    0:45

  • @rakeshakumar351
    @rakeshakumar351 5 місяців тому

    Tu bedha thare kahithile ame bhabithantu slip heigala, tu barmbar kahichu

  • @mrpinkusahu6638
    @mrpinkusahu6638 5 місяців тому

    😂😂😂

  • @divakardipu6023
    @divakardipu6023 5 місяців тому

    A. Rado. Ta

  • @prasankumarkanhor9479
    @prasankumarkanhor9479 5 місяців тому

    Bele emiti b truti hue ....

  • @seetakantswain7950
    @seetakantswain7950 5 місяців тому

    Ebe bhi Odia thik kahi paruna. Apana Odia nuhanti bodhe

  • @sikiliasa
    @sikiliasa 5 місяців тому

    Abe bi tame padhiki kahucha

  • @sd5962
    @sd5962 5 місяців тому +1

    Tu bala kahibu...

  • @thesuperior3875
    @thesuperior3875 5 місяців тому

    ଦିଦୀ ସେଟା ଉଦ୍ଘାଟନ ଉଦ୍ଘାଟଣ ନୁହ୍ନ 🤣🤣🤣

  • @DHANUS360
    @DHANUS360 5 місяців тому

    ପାଣ୍ଡୁ କୁ ଦେଖି ସ୍ୱାମୀ ଭୁଲିଲେ। ଲେଖା ଭିତରେ ପାଣ୍ଡୁ ମୁହଁ ଦେଖୁ ଥିଲା ଯେ ସମ୍ଭାଳି ପାରିଲାନି।କେବଳ ପାଣ୍ଡୁ ପାଇଁ ଓଡ଼ିଆ ଭାଷା ଭୁଲିଲେ । ପାଣ୍ଡୁ ର ଏତେ ଲମ୍ବା ଆଉ ଚିକଣିଆ ଯେ ଦେଖିଲେ ବାୟା