'ହଲାଣ୍ଡରୁ ଆସିଥିବା ଲୋକ ଜାଣିଛନ୍ତି କାନ୍ତ କବି ବୋଲି, ହେଲେ...'| Odisha Reporter

Поділитися
Вставка
  • Опубліковано 4 лют 2024
  • ଭାଷା ସମ୍ମିଳନୀ ହେବା ସ୍ୱାଗତଯୋଗ୍ୟ । କିନ୍ତୁ ଭାଷା ସମ୍ମିଳନୀରେ ବନ୍ଦେ ଉତ୍କଳ ଜନନୀଙ୍କ ରଚୟିତା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି କହିବା ଦୁର୍ଭାଗ୍ୟଜନକ । ହଲାଣ୍ଡରୁ ଆସିଥିବା ଲୋକ ଆସି ଓଡ଼ିଆରେ କହୁଛନ୍ତି ଆଉ ସେମାନେ କାନ୍ତ କବି ବୋଲି ଜାଣିଛନ୍ତି କିନ୍ତୁ ଆମର କୁହାଯାଉଛି କଣ୍ଠ କବି । ଏହା ବହୁତ ଦୁଃଖ ଲାଗିଲା: ସୂରଜ ସୂର୍ଯ୍ୟବଂଶୀ, ବିଜେପି ବିଧାୟକ
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter

КОМЕНТАРІ • 47

  • @Jagannath542
    @Jagannath542 5 місяців тому +20

    ସରକାର ପରିବର୍ତ୍ତନ ଆବଶ୍ୟକ ଓଡ଼ିଶାବାସୀ..ସଚେତନ ହୁଅନ୍ତୁ ଓଡ଼ିଶାବାସୀ ନବୀନବାବୁଙ୍କ ସରକାର କୁ ସଂପୂର୍ଣ୍ଣ ହଟେଇ ଦିଅନ୍ତୁ ଓଡ଼ିଶାବାସୀ.. ଜାଗ ଓଡ଼ିଶା ଜାଗ

  • @raghumaninayak9593
    @raghumaninayak9593 5 місяців тому +8

    ବନ୍ଦେ ଉତ୍କଳଜନନୀ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

  • @Katak_Dk
    @Katak_Dk 5 місяців тому +7

    ସବୁଠୁ ଦୁଃଖ ଲାଗିଲା ଘୋଷିକା କହୁଥିଲା ବେଳେ ସାମ୍ନାରେ ବସିଥିବା ବୁଦ୍ଧି ଯିବି ମାନେ ତାଳି ମରୁଥିଲେ କାହା ପାଇଁ ମାରିଥିଲେ କାହାକୁ ଖୁସି କରିବା ପାଇଁ ମାରୁ ଥିଲେ ଦୁର୍ଭାଗ୍ୟ ଜନକ ଏପରି ଶିକ୍ଷାବିତ୍ ବୁଦ୍ଧିଜୀବୀ ମାନଙ୍କୁ ଧିକ୍କାର

  • @jyotisankardandapat83
    @jyotisankardandapat83 5 місяців тому +1

    ଦୁଖ ଲାଗୁଛି ଯେ ସାମ୍ନା ରେ ବସିଥିବା ଓଡ଼ିଆ ଲୋକ ବି କହୁ ନାହାଁନ୍ତି ଯେ ଉଚ୍ଚାରଣ ଠିକ୍ କରିବା ପାଇଁ।

  • @soumyaranjandash1361
    @soumyaranjandash1361 5 місяців тому +5

    ଆପଣଙ୍କ ଓଡ଼ିଆପଣ କୁ ମୋର ଶତମୁଖୀ ପ୍ରଶଂସା🙏🏻

  • @ashokkumarnanda8348
    @ashokkumarnanda8348 5 місяців тому

    Well done

  • @jyotsnaraul1364
    @jyotsnaraul1364 5 місяців тому

    Right

  • @jkjsfcsbxh
    @jkjsfcsbxh 5 місяців тому +5

    Bande Utkal Janani🙏🙏🙏

  • @Twins_Lifestyle
    @Twins_Lifestyle 5 місяців тому

    ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରାଯାଉଛି... କିନ୍ତୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ଧନନାହିଁ...

  • @biprapriya
    @biprapriya 5 місяців тому +1

    ଜନସାଧାରଣଙ୍କ ଟିକସ ପଇସା ଖର୍ଚ୍ଚ କରି ଏଭଳି ଗୋଟେ ଭାଷା ସମ୍ମିଳନୀ ର ଆବଶ୍ୟକତା କଣ ଦରକାର ଥିଲା ????

  • @biprapriya
    @biprapriya 5 місяців тому

    ରକ୍ଷା ହେଇଛି କନ୍ଟା କବି ବୋଲି କହି ନାହାନ୍ତି ।

  • @Planet779
    @Planet779 5 місяців тому

    ଓଡିଶା ରାଜନୀତିରୁ ବାହାର ଲୋକ ହଟାଓ ଓଡିଶା ବଞ୍ଚାଓ.
    ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ଓଡିଶା 🙏

  • @bhabanemallick1801
    @bhabanemallick1801 5 місяців тому

    Wright sir

  • @LaxmidharBehera669
    @LaxmidharBehera669 5 місяців тому

    ଖାଲି ଏଠି ରାଜନୀତି ଦୁଃଖ ଲାଗୁଛି ମୋତେ କହିବାକୁ ଆମେ ଯେତେବେଳେ ଦାଦନ ଖଟିବାକୁ ଯାଉ କେରଳ ତାମିଲନାଡୁ ସେଠାକାର ଭାଷା ଶିକ୍ଷା କରିବାକୁ ପଡ଼ିଥାଏ କାହିଁକି କହିଲେ ସବୁବେଳେ କାମ କରିବୁ ହେଲେ ନବୀନ ବାବୁ ଶିଖିପାରିଲେନି

  • @sarojmohapatra5563
    @sarojmohapatra5563 5 місяців тому +1

    Suraj is our best son of odisha

  • @youtubmasti179
    @youtubmasti179 5 місяців тому +1

    Sir ଓଡ଼ିଆ ଭାଷା ପୁରା ତଳକୁ ଖସିଗଲାଣି sir. ଆଜିକା generation ପିଲା ତାଙ୍କ ପାଟିରେ ଓଡ଼ିଆ ଭାଷା କୁ କହିଲେ ତାଙ୍କୁ ଲାଗୁଛି ସେ ବଡ ମୂର୍ଖ ଏମିତି feel କରୁଛନ୍ତି sir. ଏବେ ପ୍ରତେକ କଥାରେ english କହିବାକୁ ପଡୁଛି. ଓଡ଼ିଆ ଭାଷା ଖାଲି 10 class ଯାଏ ପ୍ରଯୁକ୍ତ. ଆଜି କାଲି ଓଡ଼ିଆ ଲୋକ ଙ୍କୁ ଲାଗୁଚି ଇଂଲିଶ କହିଲେ ସେ graduated ବୋଲି feel ହବ. ମତେ ବେଳେ ବେଳେ ଲାଗେ ଆମେ ଓଡିଶା ରେ କି ଭାରତ ନୁହଁ ଲଣ୍ଡନ କି ଆମେରିକା ରେ ଅଛୁ. ଆଜି କା ଦିନ ରେ ଓଡ଼ିଆ medium class ରେ ପିଲା ଆଉ ପଢ଼ୁନାହାନ୍ତି ଇଂଲିଶ medium ସ୍କୁଲ ରେ ପଢୁଛନ୍ତି. ଆଜି କାଲି ପିଲାକୁ ଅ ଆ, ଏକ ଦୁଇ ଆସୁନି ହେଲେ A B C D, ONE TWO ଧଉଳି ଏକ୍ସପ୍ରେସ ପରି କହୁଛି. ଆଉ ଏହା ଶୁଣି parents ଖୁସି ହଉଛନ୍ତି ପଛକେ ଓଡ଼ିଆ ନ ଆସୁ
    ଆଉ କିଛି ବର୍ଷ ପରେ ଓଡ଼ିଆ ଭାଷା ଓଡିଶା ରୁ ହଜି ଯିବ. ଓଡ଼ିଆ ଭାଷା ଖାଲି ଗୋଟିଏ ବହି ଭିତରେ ସୀମିତ ହେଇକି ରହିଯିବ. ସରକାର, ପିଲାଙ୍କ parents, ଆଉ ଓଡିଶା ବାସି ମାନେ ଆମ ଓଡ଼ିଆ ଭାଷା ପ୍ରତି ଧ୍ୟାନ ଦେବା ଉଚିତ. ଓଡ଼ିଆ ଭାଷା କୁ ସବୁବେଳେ ଶ୍ରେଷ୍ଠ ରେ ରଖିବା ଉଚିତ. Odisha ର ସମସ୍ତ ସରକାରୀ କାଗଜ ପତ୍ର ଓଡ଼ିଆ ରେ ଲେଖା ହବା ଦରକାର ଯାହା ଦ୍ଵାରା ଲୋକ ଙ୍କ ଆଗ୍ରହ ଆମ ଓଡ଼ିଆ ଭାଷା ପ୍ରତି ବଢିବ 🙏🙏🙏

    • @nareshbehera6824
      @nareshbehera6824 5 місяців тому

      ଠିକ କଥାମାନ କହିଲେ

  • @premchandmahanta9398
    @premchandmahanta9398 5 місяців тому

    ଓଡିଶା ରେ ଡୁପ୍ଲିକେଟ ସାଟ୍ ପିକେଟ ରେ ଡୁପ୍ଲିକେଟ୍ ମୁକ୍ଷ ମନ୍ତ୍ରି ଆଉ ଓଡିଆ ଭାଶା ଆସିବ କଉଠି ।

  • @santoshkumarsahu8748
    @santoshkumarsahu8748 5 місяців тому

    Surya banshi tumey Bidhan sabha paini ladhha. MP paini ladhhibani. Manmohan Samal tama birodhrey chakranta karichhi.

  • @SkynetCyber
    @SkynetCyber 5 місяців тому

    Sabu ade non-odia power post re rahile emiti heba😅

  • @ahuman5934
    @ahuman5934 5 місяців тому

    ଓଡ଼ିଆ ଭାଷା ରେ ୬୪ ଗୋଟି ଅକ୍ଷର ମାତୃକା ଅଛନ୍ତି ଆଜିର 64K mobile SIM ଓ 64 bit computing ସେଥିରୁ ଜନ୍ମ ନେଇଛି। ୬୪ କଳା ସେଥିରୁ ଜନ୍ମ ନେଇଛି।
    ଆଜି ବର୍ଣ୍ଣମାଳା ଅଷ୍ଟବର୍ଗ ୮x୮=୬୪ ରୁ ଆସି ସପ୍ତବର୍ଗ ୭x୭=୪୯ ରେ ପହଞ୍ଚିଛି,2036 ବେଳକୁ
    ଷଡବର୍ଗ ୬X୬=୩୬ ରେ ପହଞ୍ଚିବ ସଂଦେହ ନାହିଁ।

  • @akhaykumarsahoo4390
    @akhaykumarsahoo4390 5 місяців тому

    JAY SHREE RAM

  • @Duryodhan2021
    @Duryodhan2021 5 місяців тому +1

    Junior teacher scam

  • @ajayaparida5796
    @ajayaparida5796 5 місяців тому +1

    This is from Naveen Odia dictionary

  • @sanjitkumarkar9401
    @sanjitkumarkar9401 5 місяців тому +1

    Bjd hatajiba

  • @ramachandra8155
    @ramachandra8155 5 місяців тому +1

    8T 😂

  • @bijayapppradhan4563
    @bijayapppradhan4563 5 місяців тому +1

    ବିଜେଡି କୁ ହଟାଓ। ଏ ଯେତେ ଅଧିକ ଦିନ ରହିବେ ଓଡିଶା କୁ ପଙ୍ଗୁ କରିଦେବେ। କେବଳ ରାସ୍ତା ତାହାବି ଏତେ ଉର୍ନତ ନୁହେଁ ବାକି ସ୍ୱାସ୍ଥ୍ୟ, ଶିକ୍ଷା କୃଷି ସବୁଠି ଦୁର୍ବଳ।ବିଜେଡି କୁକୁର ଲାଞ୍ଜ ପରି ଯେତେ ଦିନ ରହିଲେ ବି କିଛି ଲାଭ ପାଇବେନି ଓଡ଼ିଆ।

  • @anilkumarbehera8151
    @anilkumarbehera8151 5 місяців тому

    ସରକାରି ଦପ୍ତର ନୁହେଁ , ସରକାରି କାର୍ଯ୍ୟାଳୟ

  • @jayashree10000
    @jayashree10000 5 місяців тому

    ଓଡ଼ିଆ ଭାଷାର ବିଶ୍ୱ ସମ୍ମିଳନୀ ଚାଲିଛି ଭୁବନେଶ୍ୱର ରେ......କାର୍ଯ୍ୟକ୍ରମର ଉପସ୍ଥାପିକା ଜଣକ କହିଲେ କଣ୍ଠକବି ଙ୍କ କବିତା ଗାନ ପାଇଁ ଆମେ ସବୁ ଦଣ୍ଡମୟୀ ହେବା.....ଓଡ଼ିଆ ବର୍ଣ୍ଣମାଳାର ସଂଖ୍ୟା ଅଣଚାଶ ଭିତରେ ଦ୍ଵିତୀୟ ଋ ପାଖରେ ଲ ଟିଏ ଅଧିକ ଯୋଡ଼ା ଯାଇ ପଚାଶ ଟି ବର୍ଣ୍ଣମାଳା କରି ଦିଆଯାଇଛି.😡😡😡😡😡.....ଲଜ୍ଜା ଲଜ୍ଜା ଘୋର ଲଜ୍ଜା ଆମ ଓଡିଶାବାସୀଙ୍କ ପାଇଁ..... ପଚିଶ ବର୍ଷ ଭିତରେ ଓଡ଼ିଆ ଶିଖି ପାରି ନଥିବା ମୁଖ୍ୟମନ୍ତ୍ରୀ ଯେ କି ଭାଷାରେ ବକ୍ତବ୍ୟ ରଖିଲେ ସେ ଭାଷା ବିଷୟରେ ସେ ହିଁ ଏକା ଜାଣନ୍ତି......କିନ୍ତୁ ଏଭଳି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦେଶୀ ଓ ବିଦେଶୀ ଲୋକଙ୍କ ଭିତରେ ଏଇ ବ୍ୟକ୍ତି ଜଣକ ବିଦେଶୀ ହେଇ ମଧ୍ୟ ସାମ୍ବାଦିକଙ୍କୁ ଇଂରାଜୀରେ ନୁହେଁ ଓଡ଼ିଆରେ ଉତ୍ତର ଦେଉଛନ୍ତି. ଶୁଣନ୍ତୁ ଓଡିଶାବାସୀ, ଶୁଣନ୍ତୁ ନବୀନ ପଟ୍ଟନାୟକ ନାୟକ ଆଉ ଶୁଣନ୍ତୁ ନବୀନ ପଟ୍ଟନାୟକଙ୍କ ଚମଚାଦଳ. ଆମ ଓଡ଼ିଆ ଭାଷା ସଂସ୍କୃତିକୁ ତଳିତଳାନ୍ତ କରିଥିବା ସ୍ୱାର୍ଥନ୍ବେଷୀ ଶାଗୁଣାପଲ ଆମ ଓଡିଶାର ଆତ୍ମାକୁ ଚିରି ସାରିଲେଣି. ଉଠ ଜାଗ୍ରତ ହୁଅ ଓଡିଆ ପୁଅ ନ ହେଲେ ଏମାନଙ୍କ କବଳରୁ ଆମ ଓଡିଶାକୁ ବଞ୍ଚେଇବା ସମ୍ଭବ ହେବନି.ଆମ ଓଡିଶାକୁ ନଷ୍ଟ କରିସାରିଲେଣି, ଆମ ଭାଷା ସଂସ୍କୃତିକୁ ଖାଇ ସାରିଲେଣି....ତା ପରେ ବି କଣ ଆମେ ଚୁପ ରହିବା ଉଚିତ କି ?????

  • @dineshrath2500
    @dineshrath2500 5 місяців тому

    Paji
    Paika bidroha ku 1st war of independence declare kar

  • @deepaknayak324
    @deepaknayak324 5 місяців тому

    Odia bhasa samilani pratham thara kaha pai hela

  • @bandanaeducation877
    @bandanaeducation877 5 місяців тому +1

    BJD government choro No1

  • @dineshrath2500
    @dineshrath2500 5 місяців тому

    Tume kana Kariba kuha

  • @deepaknayak324
    @deepaknayak324 5 місяців тому

    Haland lokanku kia dakichi bhasa samilani ku

  • @dineshrath2500
    @dineshrath2500 5 місяців тому

    Kana gote bhul hoigala

  • @BINODDAS-pw2eg
    @BINODDAS-pw2eg 5 місяців тому

    Tu mag

  • @Ab00783
    @Ab00783 5 місяців тому

    bjp pakhare au kichhi mudda nahi ae sabu jinsa kahiba au kana bhi kariba..samastanku jana achhi nabin babu nku odia aseni. besi dukha laguchi jadi tk kuhantu railway post guda kouthi khaile. 2lakh post fanka thaiki 6k around kemti bahar karuchanti recruitment pain

  • @dineshrath2500
    @dineshrath2500 5 місяців тому

    Kana bhasigala

  • @DHANUS360
    @DHANUS360 5 місяців тому

    ଲେଖା ଦେଖୁ ଥିଲା ନା ପାଣ୍ଡୁ ଫୋଟୋ ଦେଖୁ ଥିଲା।

  • @maheswarhansdah7714
    @maheswarhansdah7714 5 місяців тому +2

    Right