ବାରିପଦା ରେ ଗଣେଶ ପୂଜା ୨୦୨୪ // Baripada re Ganesh puja 2024 🙏🙏🙏 ...

Поділитися
Вставка
  • Опубліковано 19 вер 2024
  • ଜୟ ଜଗନ୍ନାଥ, ସାଙ୍ଗ ମାନେ ...
    ତ ଏଇ ଭିଡିଓ ରେ ମୁଁ ବାରିପଦା ର ସବୁ ଗଣେଶ ପୁଜା ଆଉ ତା ସହ ବାରିପଦା ର ସବୁ ମଣ୍ଡପ କୁ ଦେଖାଇଛି। ଆପଣ ମାନେ ନିହାତି ଭିଡିଓ କୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ ଆଉ comment କରନ୍ତୁ। ଯଦି ମୋ ଦ୍ଵାରା କିଛି ବି ଭୁଲ ରହିଛି ତ ଆପଣ ମାନେ ମୋତେ ଯୋଣାଇ ପାରିବେ।। ଭିଡିଓ କୁ ପୁରା ଦେଖନ୍ତୁ ଆଉ ଖୁସି ରେ ରୁହନ୍ତୁ #baripada #mayurbhanj #odisha #vlogging #fitness #food #motivation #ganesh #puja #viralvideo #ganeshpuja

КОМЕНТАРІ • 10