ODIA vlogger
ODIA vlogger
  • 10
  • 3 991
ବାରିପଦା ରେ ଗଣେଶ ପୂଜା ୨୦୨୪ // Baripada re Ganesh puja 2024 🙏🙏🙏 ... #vlog #ganesh #puja
ଜୟ ଜଗନ୍ନାଥ, ସାଙ୍ଗ ମାନେ ...
ତ ଏଇ ଭିଡିଓ ରେ ମୁଁ ବାରିପଦା ର ସବୁ ଗଣେଶ ପୁଜା ଆଉ ତା ସହ ବାରିପଦା ର ସବୁ ମଣ୍ଡପ କୁ ଦେଖାଇଛି। ଆପଣ ମାନେ ନିହାତି ଭିଡିଓ କୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ ଆଉ comment କରନ୍ତୁ। ଯଦି ମୋ ଦ୍ଵାରା କିଛି ବି ଭୁଲ ରହିଛି ତ ଆପଣ ମାନେ ମୋତେ ଯୋଣାଇ ପାରିବେ।। ଭିଡିଓ କୁ ପୁରା ଦେଖନ୍ତୁ ଆଉ ଖୁସି ରେ ରୁହନ୍ତୁ #baripada #mayurbhanj #odisha #vlogging #fitness #food #motivation #ganesh #puja #viralvideo #ganeshpuja
Переглядів: 284

Відео

КОМЕНТАРІ