🔴 LIVE: 20 ଦିନର ମୋହନ ସରକାର: ରଙ୍ଗ ବଦଳାଅ, ଦୁର୍ନୀତି ଲୁଚାଅ || Satyapatha

Поділитися
Вставка
  • Опубліковано 2 лип 2024
  • 🔴 LIVE: 20 ଦିନର ମୋହନ ସରକାର: ରଙ୍ଗ ବଦଳାଅ, ଦୁର୍ନୀତି ଲୁଚାଅ || Satyapatha
    #satyapatha #mohanmajhi #laxmibus #odishapolitics #bjpodisha #odishakhabar

КОМЕНТАРІ • 248

  • @budhadevpanda467
    @budhadevpanda467 2 дні тому +41

    ଓଡ଼ିଶା ରେ ଗୁଜରାଟୀ ରାଜ ର ଏକ ନମୁନା ଆଗକୁ ଆହୁରି ରଙ୍ଗ ବଦଳା କାର୍ଯ୍ୟକ୍ରମ ଜାରି ରହିବ

  • @dsd4230
    @dsd4230 2 дні тому +46

    ଦୁର୍ନୀତି ନ ଧରିଲେ ଜନସାଧାରଣ ଆରଥରକୁ କଂଗ୍ରେସକୁ ସରକାରକୁ ଆଣିବେ.

  • @prasannakumarnayak2278
    @prasannakumarnayak2278 2 дні тому +45

    Bjp କେବଳ ନାଁ ରଙ୍ଗ। ବଡଲେଇବା ଛଡ଼ା କିଛି କରିପାରିବେ ନାହିଁ

    • @santoshthatoi8286
      @santoshthatoi8286 2 дні тому +1

      Dhana rate kaan bjd 3000 karithila nai? Sudhuribani

    • @dmohanty5003
      @dmohanty5003 День тому

      @@santoshthatoi8286. Modi kari chi? Se katha kahunu? Tu tara andha bhakti bhaba ru bharibuni?

  • @bijaybehera4395
    @bijaybehera4395 2 дні тому +34

    ସବୁ ଲେଖା ଛିଡ଼ିଯାଇଛି ସେଇଠି। ଏଠି ଖାଲି ରଙ୍ଗ ବଦଳିବ ଆଉ ନା ବଦଳିବ। ଆଉ କିଛି ମିଡ଼ିଆ ଅଛନ୍ତି ବଦଳିବl ରଙ୍ଗ କୁ କହିବେ bjp ସରକାର ସବୁ କରିଛନ୍ତି କହିବେ।

  • @prakashdash9209
    @prakashdash9209 День тому +5

    Mohan Majhi ଦରକାର ପଞ୍ଚାୟତ election re ଭୋଗିବେ

  • @sadhudas2758
    @sadhudas2758 2 дні тому +19

    ଅନାବଶ୍ୟକ ରଙ୍ଗ ବଦଳାଇବାର ଖର୍ଚ୍ଚ କିଏ ବହନ କରିବ।
    ସବୁଜ ରଙ୍ଗ ପରିବେଶ ଅନୁକୂଳ ଥିଲା

  • @janardanpanda5378
    @janardanpanda5378 2 дні тому +17

    ରଙ୍ଗ ବଦଳେଇ ଦେଲେ ଦୁର୍ନୀତି ହଟିଜିବନି ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର

  • @alekhchandrabarik2844
    @alekhchandrabarik2844 2 дні тому +27

    ଇଏ ନେତା ମାନେ ଗୋରୁ ବେପାରୀ ପରି ବେକରେ ଗାମୁଛା ପକାଇ ବୁଲୁଛନ୍ତି କଣ ପାଇଁ

    • @homundaaarsi9489
      @homundaaarsi9489 2 дні тому +4

      I salute you for good observation.

    • @choudhurilohar4811
      @choudhurilohar4811 2 дні тому +2

      😂😂😂

    • @smohanty3507
      @smohanty3507 2 дні тому +2

      😂😂😂😂😂

    • @skgoud7356
      @skgoud7356 2 дні тому

      Bjd netanka bhali mota suna chain pakei bulibe to katha anusare garibanka sarka ete gandimara Paisa asiba kouthu

    • @debashishjena8127
      @debashishjena8127 2 дні тому +3

      2029 re ghosoda heiki jibe Odisha re😂

  • @villagesinger6788
    @villagesinger6788 День тому +6

    ଲୋକେ ଠିକ୍ କହୁଛନ୍ତି,ମୋଦି ପାଣ୍ଡିଆ କୁ ଲଗେଇ ନବୀନ କୁ out କଲା,ଏବେ ଦୁର୍ନୀତି ବି ଲୁଚିଯିବ 😊

  • @sukumarrana9091
    @sukumarrana9091 2 дні тому +18

    Laxmi bus ଘୋଟାଲା, JT recruitment ରେ normalisation ଆଳରେ ଯେଉଁ ଦୁର୍ନୀତି, ତାହା ର ପର୍ଦ୍ଦାଫାଶ ପାଇଁ ସରକାର ଙ୍କ ର ଆନ୍ତରିକତା ନଥିବା ପରି ଜଣାପଡ଼ୁଛି ।

  • @khirodhota1440
    @khirodhota1440 2 дні тому +9

    ଏଥୁରୁ ଯାହା ଜଣା ପଡୁଛି ମୋହନ ଭିଡକୁ ନୁହେଁ l

  • @sanjibkanhar7164
    @sanjibkanhar7164 День тому +4

    ଏଣ୍ଡୁଅ ସଦାବେଳେ ରଙ୍ଗୋବଦଳାଇ ଦେବ ମୋହନ ମାଝୀ ସରକାର

  • @sadhudas2758
    @sadhudas2758 2 дні тому +20

    ଏଗୁଡିକ ଖାଲି ଭାରତମାତାକୀ ଜୟ, ଜୟ ଶ୍ରୀରାମ, କହି 5 ବର୍ଷ କଟାଇ ଦେବେ

  • @KoilashKoilash-bv1dv
    @KoilashKoilash-bv1dv 2 дні тому +9

    ରଗଂବଦଳଇ ଦେଲେ ସବୁସମାଧାନହବ ଭୁଲୁ

  • @krushnaprasadmohanty3831
    @krushnaprasadmohanty3831 2 дні тому +8

    ଅନେକ ଅନେକ ଧନ୍ୟବାଦ - ସତ୍ୟ ବାବୁ ।

  • @deepakkumarnayak7831
    @deepakkumarnayak7831 День тому +2

    ସମ୍ପୂର୍ଣ୍ଣ ସଠିକ କଥା 👌👍🙏

  • @BanditteachingTrick
    @BanditteachingTrick 21 годину тому

    Bus ରଙ୍ଗ ବଦଳିଲେ କଣ ଲୋକେ ଭୁଲି ଯିବେ କି? ନା ଲୋକେ bjd କୁ ଭୂଳିବେନି ବସ୍ ହିଁ ମାନେ ପକେଇ ଦେବ ନବୀନ ଙ୍କୁ

  • @satyanarayanprasadnayak4505
    @satyanarayanprasadnayak4505 2 дні тому +4

    ଯଦି ଦୁର୍ନୀତିର ପର୍ଦାଫାଶ ନ ହେବ, ତେବେ ଏମିତି ରଙ୍ଗ ଆଉ ନାଁ ବଦଳେଇବାରେ କି ବାହାଦୁରୀ ?

  • @bijayakumarchoudhury959
    @bijayakumarchoudhury959 2 дні тому +5

    ମୋହନ ୬ମାସ, ବେଶି ଦିନ ନୁହେଁ

  • @krushnasahu7514
    @krushnasahu7514 2 дні тому +2

    ବିଭାଘର ମାସେ ହେଇନି, କଥା ଉଠିଲାଣି ଛୁଆ କାହିଁ ହେଉନି.ବହୁତ ଓଡ଼ିଆ ଙ୍କୁ କୋଉ ନଂପୁସଙ୍କ ଦଳ ଆଜି ନିକମା କରିଚି ସେ କଥା କୁହ .

  • @trinathdash3129
    @trinathdash3129 День тому +1

    ଆପେକ୍ଷାକର ମଦ ବୋତଲର ରଙ୍ଗମଧ୍ଯ ବଦଳି ଯାଇପାରେ।ମାର୍କେଟରେ କିଛିଦିନ ପରେ ।ସାଧା ମାଛ ସାଧା ଚିକେନ ସାଧା ମଟନ ।ବିନା ନିଶାବାଲାମଦ ଉପଲବ୍ଧିହେବ।।

  • @BanditteachingTrick
    @BanditteachingTrick 22 години тому

    ମୁଁ ଶୁଣିଛି ବହୁରୂପୀ ଏଣ୍ଡୁଅ ରଙ୍ଗ ବଦଳାଏ ହେଲେ BJP ଏଣ୍ଡୁଅ ନୁହ ତ

  • @satishchandrabehera7291
    @satishchandrabehera7291 2 дні тому +4

    ରଙ୍ଗ ବଦଳାଅ, କାହାରି ଆପତ୍ତି ନାହିଁ।
    କର୍ମଧାରା ବଦଳିବା ଆମେ ଆଗେ ଚାହି।।

  • @ranajitjena4668
    @ranajitjena4668 2 дні тому +8

    ଯୋଉ ଦଳ ପାଇଁ ଓକିଲାତି କରୁଛ ତାଙ୍କର ଔକାତ ନାହିଁ କିଛି କରିବା ପାଇଁ କେବେଳ ଅନ୍ୟର କାମକୁ ନିଜର କରି ପ୍ରଚାର କରିବା ଜାଣିଛନ୍ତି

    • @abhijitmohanty8284
      @abhijitmohanty8284 2 дні тому +3

      Satya babu thik kahuchanti bjp jaha kahithila ta aji jae kichi karini,sabuthire chup basichi,mu bi bjp support karuchi but bjp kichi na kale taku andha bhali support karibini

    • @dmohanty5003
      @dmohanty5003 День тому

      ⁠@@abhijitmohanty8284. BJD 24 barsha re per capita income re Odisha ku 12 position uparaku nei chanti. UP re double engine Sarkar thai bi gote position uparaku nei paarini BJP Sarkar. Dekhiba Odisha re double engine Sarkar Kan kari pariba!!

    • @panchanansahu2908
      @panchanansahu2908 День тому

      ତାମିଲନାଡୁ ଲକ୍ଷ୍ମୀ ବସ ଗଲା କେମିତି

    • @pragyanparamitabiswal4432
      @pragyanparamitabiswal4432 День тому

      Bhai tme dekhithila bodhe...Auu ta kichhi janina ae sabu kuha... andhabhakt manku kahiki kichhi lava nai...​@@panchanansahu2908

    • @ranajitjena4668
      @ranajitjena4668 День тому

      @@panchanansahu2908 ତାମିଲିନାଡୁ ବସ ସବୁ ଯାଇଛି ବୋଲି ଯୋଉ ମିଛ ଗୁଜବ ଖବର ARGUS ଏବଂ OTV ପ୍ରଚାର କରୁଥିଲେ ଏବେ ସେହି ମିଛ ଗୁଜବ ଖବର ପ୍ରସାରଣ କରୁଥିବା ସଂସ୍ଥାର ଅସଲ ଚେହେରା ଧରାପଡ଼ିଗଲା ଏବଂ ଏବେ ସବୁ ବସ ସବୁଜ ରଙ୍ଗ ବଦଳରେ ନାରଙ୍ଗୀ କାର୍ଯ୍ୟ ଓଡିଶାର ବିଭିନ୍ନ ଜାଗାରେ ହଉଛି

  • @Foodrecipes054
    @Foodrecipes054 2 дні тому +2

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @bijayakumarchoudhury959
    @bijayakumarchoudhury959 2 дні тому +2

    Bjp, bjd ଗୋଟିଏ ଲାଉର ମଂଜି

  • @FudanHandah
    @FudanHandah 2 дні тому +3

    Durniti,hataibanei,Bjp,ku,Boot,diyajaithila,Jadi,Durnitiku,Luchaiba,Aubelaku,Bjp,v,luchiba❤

  • @amiyabhusanmohanty9737
    @amiyabhusanmohanty9737 19 годин тому

    ଚମତ୍କାର ଉପସ୍ଥାପନା । କେବଳ ବିରୋଧ ରାଜନୀତି କରିଛି ଗେରୁଆ ଦଳ । ଅପେକ୍ଷା କର, ତ୍ରୀରଙ୍ଗାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ।

  • @mr.sunilsethi829
    @mr.sunilsethi829 День тому +2

    ତୁ ଜଣେ ଗଣମାଧ୍ୟମର ପ୍ରତିନିଧି ହେଇ ଦିନେ ବିଜେଡି ର ଚାମ୍ଚା ସାଜିଗଲୁ ଏଇଟା କଣ.... ତୋର ବେକ୍ତିଗତ ରଙ୍ଗ ବଦଳାଇବା ନୁହଁ କି

  • @u.knatasha5727
    @u.knatasha5727 2 дні тому +7

    ଏଣ୍ଡୁଅ ସରକାର

  • @HemantKumar-jk2hs
    @HemantKumar-jk2hs 2 дні тому +5

    ଲାଗୁଛି ଯେମିତି ସବୁ ଚୋର....

  • @learntogether8344
    @learntogether8344 2 дні тому +2

    ନାଇ ଠିକ କଥା.... ପୁରା 10000% crct ନିଜ ଉପରେ ଲଜ୍ୟା ଲାଗିଲାଣି ଦେଖିବା କଣ ହଉଛି

  • @manassamantaray8264
    @manassamantaray8264 2 дні тому +3

    Colour change paini paisa keun fund ru asuchi

  • @manasimohanty942
    @manasimohanty942 День тому +1

    Manyabar nabin pattanik 🙏 odishabasi nkapani bahut kichi development work kari jaaichanti, se kone Adarsh swavhiman kratyba porayen humanbl

  • @bighnarajjena7215
    @bighnarajjena7215 17 годин тому

    ଲୋକେ BJD କୁ ହରେଇ ନାହାନ୍ତି, ସୁଭଦ୍ରା ଯୋଜନା BJD କୁ ହରେଇ ଦେଲା ।

  • @ABHISHEKHASWAIN
    @ABHISHEKHASWAIN 2 дні тому +2

    Gujurati sasan

  • @diptisatpathy2799
    @diptisatpathy2799 2 дні тому +2

    Nabin Pattnaik no 1 cm thile rahibe

  • @Lat4566
    @Lat4566 День тому

    ହେଲେ ଆପଣଙ୍କ କହିବା କଥା କଣକି, ନୁଆ ସରକାର ରାଜ୍ୟର ଉନ୍ନତିକରଣ କଥା ପାଖରେ ରଖି ପୁରଣା ସରକାରଙ୍କ ଭୁଲ ବାଛନ୍ତୁ ।

  • @kalandipradhan1559
    @kalandipradhan1559 2 дні тому +10

    ବିଜେଡି ରଙ୍ଗ ରହିଲେ ଆପଣକୁ ଭଲ ଲାଗୁଚି

    • @dmohanty5003
      @dmohanty5003 День тому +1

      Ranga re kan achi? 24 barsha re per capita re BJD Odisha ku 12 position uparaku neichi. UP re double engine Sarkar thai bi gote position change helani UP ra. Dekhiba Odisha re double engine kan kari paruchi

  • @parameswarbehera6502
    @parameswarbehera6502 2 дні тому

    Salute you sir for your impartial voice for our corruptions in the state.

  • @sarojbehera1361
    @sarojbehera1361 2 дні тому +2

    Bilkul theek Satya bhai....aji jain gote single arrest nahi ...

  • @jullysamal6626
    @jullysamal6626 2 дні тому +2

    Majhi କିଛି କରିବନି ନବୀନ ଭଲ କାମ କୁ ଖରାପ କରି ଚଲେଇବ ଚଳିବନି କାରଣ ନାଲି କମଳା ରଙ୍ଗ ଡେଞ୍ଜର ମାନେ ବିପଦ ରଙ୍ଗ,ତେଣୁ bjp ବିପଦକୁ ଡାକୁଛି
    ବସ ନବୀନ କରିଥିଲେ ମାଝି ନୁହେଁ,ତେଣୁ ରଙ୍ଗ ନିଜ ନାଁରେ କରିବାକୁ ଲଜ୍ଜ୍ୟା ଲାଗୁନି?
    Ghotala କଣ କହୁଚୁ ବେ,ନବୀନ କରିଥିଲେ ଓଡ଼ିଶା ପାଇଁ ଲୋକଙ୍କ ସୁବିଧା ଲାଗି ତୁ ବିନ୍ଧା କାଈ ଗଣୁଚୁ ଚକୁଳି ଖାଇବ ଲୋକ,ଚୁପ୍ ହାରାମି ମିଡିଆ

  • @binayakumarpatnaik1463
    @binayakumarpatnaik1463 2 дні тому +4

    Pakistan colour change Kara

  • @sanjeebpanigrahi747
    @sanjeebpanigrahi747 День тому

    ଜିରୋ ଟଲରେନ୍ସ ନା କୁ ମାତ୍ର ମୋହନ ସରକାର୍, କାରଣ ଧର୍ମ ଶାଲା ର ବଳେ ବଳେ ଢ଼ାବା ର ଦୁର୍ନୀତି ଆଉ କୁସୁମା ର ଦୁର୍ନୀତି କଥା କଣ ମୋହନ ସରକାରଙ୍କୁ ଦେଖାଯାଉନାହିଁ କି ? ବିଜେପି ବିଜେଡ଼ି ଦୁଇଜଣ ଏକ ହେଇକି ଅଛନ୍ତି, ଲୋକଙ୍କୁ ବୋକା ଭାବୁଛନ୍ତି

  • @rameswar3765
    @rameswar3765 2 дні тому +1

    Old wine in new bottle. All are green color change to Orange. What's a beautiful idea.

  • @imjyotipanda5262
    @imjyotipanda5262 День тому

    Absolutely right 👍

  • @ok6846
    @ok6846 День тому

    ସତ୍ୟ ସାର ଶିକ୍ଷକ ପଦବୀ ଖାଲିପଡ଼ିଛି ତାହା ଉପରେ କିଛି କରନ୍ତୁ।

  • @sibaprasadkhadanga4375
    @sibaprasadkhadanga4375 22 години тому

    ଯୋଉଠି ହାତମାରିବ ସେଇଠି ଦୁର୍ନୀତି ର ପାହାଡ ।ରାଜ୍ୟ ସରକାର କୋଉ ଦୁର୍ନୀତି ବିରୋଧରେ ତଦନ୍ତ ଆରମ୍ଭ କରିବେ ? ତଦନ୍ତରେ ଦିନ କଟାଇବେ ନା ଯୋଉସବୁ ସମସ୍ୟା ଅଛି ସେସବୁର ସମାଧାନ ପାଇଁ ଉଦ୍ୟମ କରିବେ ?
    ମୋହନ ମାଝୀ ସରକାର ବୋଧହୁଏ କୋଉ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ଚିନ୍ତା କରିପାରୁନାହାନ୍ତି ।
    ଆଶା କରିବା ଯେ ,ସରକାର ଦାୟିତ୍ୱ କୁ ଭଲଭାବେ ବୁଝିବା ପରେ ବିଭିନ୍ନ ଦୁର୍ନୀତି ଉପରେ ତଦନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବେ ।

  • @Rbs233
    @Rbs233 2 дні тому +1

    Right🎉🎉

  • @user-wj3lf4xi7n
    @user-wj3lf4xi7n 2 дні тому +1

    This was grate thank you sir

  • @u.knatasha5727
    @u.knatasha5727 2 дні тому +1

    ସତ୍ୟ ବାବୁ ଦୟାକରି କହିବେ ନାଁ ରେ କଣ ବଦମାସୀ ଅଛି।

  • @Mishkasgarden
    @Mishkasgarden 2 дні тому +1

    BJP KU VOTE DEI MU AJI PASCHATAP KARUCHI, BHARATIYA JATRA PARTY SARKAR (BJP)

  • @adityaprasadmuduli
    @adityaprasadmuduli 2 дні тому +1

    Laxmi chhada heijiba

  • @PradieepBehera
    @PradieepBehera 2 дні тому +2

    Only bjd🎉🎉🎉

  • @reetap4008
    @reetap4008 2 дні тому +1

    ଓଡ଼ିଆ ଙ୍କୁ ଠିକ୍ ହେଇଚି,ନିଜ ହାତ ରେ ନିଜ ଗାଲ କୁ ଚାପୁଡ଼ା ବାଜିଛି😠
    ଏବେ ଅଖା ଧୋଉଥ ଗୁଣ ଗାଉଥ 😡

    • @skgoud7356
      @skgoud7356 2 дні тому +1

      Kana beda asudha heigala kahuthila baus seba band heijiba seta band karinahanti ranga badaleile asubidha kana

  • @smrutirekhanayak2361
    @smrutirekhanayak2361 2 дні тому +3

    bjd bjp hata mileichhanti .odisha loko nku bhuan bulouchhanti

  • @bhagirathitarai9981
    @bhagirathitarai9981 2 дні тому +1

    Thank you Bhai

  • @liliptamohanty8405
    @liliptamohanty8405 2 дні тому +2

    Bhai naveen pattnaik sabu kama karichanti ....bjp lokanku bhakua banai vote paila ...besi Dina nuha

  • @RanjanBehera-ge1kf
    @RanjanBehera-ge1kf 2 дні тому +1

    Sir, best analysis...right ❤🎉❤

  • @narayandalai8414
    @narayandalai8414 День тому

    najar rakhantu pl. CM sir

  • @bishnuprakashsuna
    @bishnuprakashsuna 2 дні тому +1

    What about previous years ASO scams ????

  • @sundargarhsng9463
    @sundargarhsng9463 2 дні тому

    So nice & valuable information ...

  • @razzkara7608
    @razzkara7608 2 дні тому

    ରଂଗ ବଦଳାଇ ବାରେ କୋଟି କୋଟି ଟଙ୍କା ଖରଚ ହେଲା ଆମରି ଟଙ୍କା, କଣ ଦରକାର, ଦୁର ନିତି ପରଦା ଫାସ ହେବା ଦରକାର

  • @badaltheway
    @badaltheway 2 дні тому

    Thik question pacharicha 👍

  • @jullysamal6626
    @jullysamal6626 День тому +1

    ଶଙ୍ଖ ଭବନରେ b gerua maridia majhi ଝିଅ ମାଇପକୁ ଗେରୁଆ କରି ଛାଡ଼ିଦିଅ ଚିଦିଡି ଆଖାନl ରେ
    ଏବେ ବିଜେପି ନେତା ନେତ୍ରୀ ଗେରୁଆ ହୋଇଯାଅ ଗୋଟେ ଗେରୁଆ ପୋଖରୀ ଓଡ଼ିଶାରେ କର ନହେଲେ ନେତା ନେତ୍ରୀଙ୍କୁ କେହି ଚିଂହିପରିବେନି ବାଉଳରେ bjd ଭାବି ପିଟିବେ

  • @gobindapadhan145
    @gobindapadhan145 День тому

    ଯଦି ଲଷ୍ମୀ ବସ କୁ ନ ଚଳାଇବେ, ତେବେ ସରକାରୀ ଟଙ୍କା ରେ କିଣା ଯାଇଥିବା ବସ କୁ ଖତ ଗଦା ରେ ପକାଇବେ କି?

  • @pitabashkanhar6182
    @pitabashkanhar6182 День тому

    300 unity
    କେବେ ଛାଡ଼ କରିବେ

  • @pkmishra6256
    @pkmishra6256 2 дні тому +1

    Have patience. What action is going to be taken by Present Govt. , at appropriate time pl watch. 👍🏾

  • @dibyaranjanmohapatra8113
    @dibyaranjanmohapatra8113 2 дні тому +2

    Bus colour change will be better for safety.. Orange colour will be very visible at evening to night time and accident will be decrease. We are thinking politically wrong but that's better for human society... this is my opinion.

  • @ABHISHEKHASWAIN
    @ABHISHEKHASWAIN 2 дні тому +2

    Nabin babu jetik karichanti bjp ranga change karu karu 5 year paleiba

  • @TMOfficealy
    @TMOfficealy День тому

    Bjp ଆରମ୍ଭ କଲା ଦୁର୍ନୀତି କାମ

  • @user-wk5pc6qr7r
    @user-wk5pc6qr7r 2 дні тому +2

    Gujurati and Punjabi chalaibaku jojana chalichi

  • @manassamantaray8264
    @manassamantaray8264 2 дні тому +1

    Bhai time tike bahara kari aponku dekhuchu.aji paryanta kebe feel heini apon kichi bhul khabar dekhai nahanti ki limit cross kari nahanti.
    Esabu ku emiti maintain karantu Argus ki focus bhali bilapa karantu nahin.
    All d best

  • @ramachandrasahoo1470
    @ramachandrasahoo1470 2 дні тому

    Right Katha kahuchanti

  • @bibhutipati6455
    @bibhutipati6455 2 дні тому +2

    ଛୋଟ ନେତା କହିବା ଉଚିତ ଶବ୍ଦ ନୁହେଁ। ତୃଣମୂଳ ସ୍ତରର ନେତା

  • @user-oj5wm2of1q
    @user-oj5wm2of1q День тому

    Right

  • @laxmanmurmu3285
    @laxmanmurmu3285 2 дні тому

    Thanks sir.thik kahichanti

  • @DayasagarChhacria
    @DayasagarChhacria 2 дні тому +2

    Kanadarkar thila tanka kharcha Kari bus ra ranga badleibar

  • @baidyabiharigiri9439
    @baidyabiharigiri9439 2 дні тому +1

    Only wast of govt money
    First full fill demand

  • @mohansenapti3526
    @mohansenapti3526 2 дні тому +2

    A bjp sarkar nkara ranga badalaiba kama .a sabu kendra sarkar tharu sikhichhanti

  • @TapasBarik-p7z
    @TapasBarik-p7z 2 дні тому +1

    ଏବେ ବି କହୁଛୁ ଘୋଟାଲ ହୋଇଛି

  • @rameshmohanty1211
    @rameshmohanty1211 2 дні тому +2

    ପୁରା ମଞ୍ଜ କଥା

  • @khirodhota1440
    @khirodhota1440 2 дні тому +2

    Bjp means bahapia janata party.

  • @jagnyapradhan4611
    @jagnyapradhan4611 2 дні тому +2

    You mg janichu Naveen sir nka sarkar durniti boli.. Tu dekhi thilu mg.. 😂😂

  • @user-yf1by3jy3t
    @user-yf1by3jy3t 2 дні тому +1

    300 unit Electric deba dorkar

  • @user-wj1sf7uw9n
    @user-wj1sf7uw9n 2 дні тому

    💯 persent Satya Satya Babu

  • @omprakashbehera6998
    @omprakashbehera6998 День тому

    ନରୋତ୍ତମ ଦାସ କହେ - କୋଇ ଭାଲୋ ନୟେ 😂😂😂

  • @sibasamudra
    @sibasamudra 2 дні тому +2

    Emiti kama kale ...odia loka ula nuhe puni history heijiba ....

  • @saratnayak1567
    @saratnayak1567 2 дні тому

    Odisha people have eagerly waiting for action on curruption by BJD not for colour change.BJP is afraiding to BJD to open the curruption file .

  • @sureshanmajhi352
    @sureshanmajhi352 День тому

    ଲକ୍ଷ୍ମୀ ବସକୁ ରଙ୍ଗ ବଦଳାଇ ଠିକ‌କଲେନାହି ମୋହନସରକାର
    ଆଗରେ ପୂର୍ବ ତନମୁଖ୍ୟମନ୍ରୀଶ୍ରୀଯୁକ୍ତନବୀନପଟନାୟକ ଉଦ୍ଘାଟନ କରିଥିଲେ ବୋଲି ସମସ୍ତେ ଜାଣିଛନ୍ତି
    ରଙ୍ଘବଦଲାଇବା ବଦଳରେ ଯେଉଁ ଯେଉଁ ଯେଉଁ ସ୍ଥାନରେ ଯାଉନାହିଁ
    ସେହି ସ୍ଥାନରେ ରହିବା ପାଇଁ ଚେଷ୍ଟା କରନ୍ତୁ

  • @user-wk5pc6qr7r
    @user-wk5pc6qr7r 2 дні тому +1

    Mohan kandha re pakai thiba gamuchha ranga kete bele badaliba

  • @KumbharElotrinics
    @KumbharElotrinics День тому

    ଓଡ଼ିଶା ରେ ଯେତେ ସବୁ ସରକାରୀ ବସ ଚଲୁଛି o s r t c ନାମରେ ଚଲୁଛି । ନବିନ୍ ଦୁର୍ନୀତି କାର୍ୟ୍ଯ କିଛି କରି ନାହାଁନ୍ତି । ଏ ବିଜେପି ସରକାର ପାଖରେ କଣ ପ୍ରମାଣ ଅଛି କିଛି ନାହିଁ । ତ କେମିତି କରିପାରିବେ । ଏ ବିଜେପି ସରକାର ତ ଦୁର୍ନିତୀଆ ସରକାର । ଏମାନଙ୍କ ନା ରେ ଭରପୁର ଦୁର୍ନିତୀ ଅଛି । ନିଜେ ସେହି କାର୍ୟ୍ଯ କରୁଛନ୍ତି । ଅଲଗା ସରକାର କୁ କିପରିଭାବରେ । କହିପାରିବେ । ପ୍ରଥମେ ନିଜ ଆଖିରେ ଥିବା ମଇଳା କୁ ପୋଛିବା ଦରକାର ଓ ତାପରେ ଅନ୍ୟ ମାନଙ୍କୁ କହିବା ଆବଶ୍ଯକ ଅଟେ

  • @AjuBabu248
    @AjuBabu248 2 дні тому +1

    Chartered bus company from Gujarat bala bus running karuchi

  • @pitabashkanhar6182
    @pitabashkanhar6182 День тому

    ତାଙ୍କର ନିଜ ଗାଡ଼ି କୁ ଆଣନ୍ତୁ
    ଆଉ ଚଲାନ୍ତୁ

  • @sibasamudra
    @sibasamudra 2 дні тому

    Dukhara katha amra bada bada media mane kehi ei topic ku uthau nahanti ...

  • @tamannabehera6501
    @tamannabehera6501 2 дні тому +1

    Bjd❤

  • @satyabratadas3635
    @satyabratadas3635 День тому

    Gujurat ru jaha order asuchi seya karuchanti mohan majhi sarkar

  • @rubyswain5115
    @rubyswain5115 2 дні тому +1

    Kebal ranga badeleiba au stap badeiba au birodha Katha gapiba adichi majhi

  • @sundargarhsng9463
    @sundargarhsng9463 2 дні тому

    It proves that both parties are equal ... 😅

  • @snigdhabaxipanigrahi3304
    @snigdhabaxipanigrahi3304 2 дні тому

    If true then people will dethrone..