'ଆହୁରି ଅଧିକ BJD ନେତା ମୁହଁ ଖୋଲନ୍ତୁ..'; ଶୁଣନ୍ତୁ କାହିଁକି ଏଭଳି କହିଲେ Sr. Journalist Prasanna Mohanty

Поділитися
Вставка
  • Опубліковано 4 лип 2024
  • 'ଆହୁରି ଅଧିକ ବିଜେଡି ନେତା ମୁହଁ ଖୋଲନ୍ତୁ..'; ଶୁଣନ୍ତୁ କାହିଁକି ଏଭଳି କହିଲେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି
    #satyapatha #naveenpatnaik #vkpandian #bjd #prasannamohanty #odishapolitics #odishakhabar #bhubaneswar
    Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
    For Latest Updates Follow us:
    Web: www.satyapatha.com/
    UA-cam: / @satyapatha
    Facebook: / satyapatha.in
    Instagram: / satyapatha.media
    Twitter(X): / satyapathalive

КОМЕНТАРІ • 40

  • @JogendraMishra-i4o
    @JogendraMishra-i4o 5 днів тому +3

    ଏବେ ବି ବିଜୁଜନତା ଦଳ ପାଣ୍ଡିଆନ୍ ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଛି। ଯଦି ଦଳକୁ ବଞ୍ଚାଇ ରଖିବାର ଅଛି ତେବେ ଯେତେ ଶୀଘ୍ର ହେବ ପାଣ୍ଡିଆନ୍ ଗୋଷ୍ଠୀ ର ସମସ୍ତ ନେତାମାନଙ୍କୁ ଦଳରୁ ବହିଷ୍କୃତ କରାଯାଉ। ଏହା ହେଲେ ଯାଇ ଦଳ ପୁଣିଥରେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବ।

  • @pradeepkumarjena4162
    @pradeepkumarjena4162 10 годин тому

    ବହୁତ ସୁଦର କଥା କହିଛନ୍ତି ଧନ୍ଯବାଦ

  • @ajaybadjena6799
    @ajaybadjena6799 5 днів тому +6

    ଵି ଜେ ଡି ର ନେତା ମାନେ କୁତା ଭଳି ଗୁମସ୍ତା ଗୋଡ଼ ଦୁଇଟାକୁ ଧରି ଆସୁଛନ୍ତି,

  • @AshokPanda-qt4qn
    @AshokPanda-qt4qn 5 днів тому +2

    Dhanyabada bad Sir Apankar sange AME Akamata Jai MAA Samleiswari 👍🙏🤝👏

  • @dasharathiroutray7176
    @dasharathiroutray7176 6 годин тому

    Very correct analysis and statement

  • @scintillatingstar5479
    @scintillatingstar5479 5 днів тому +2

    Pura perfect

  • @jchoudhury274
    @jchoudhury274 4 дні тому +1

    ଏବେ ବି କ୍ରୀତଦାସ ମାନେ Pandian ra କୋଠଉ ରଖି ପୂଜା କରୁଛନ୍ତି ଛି ଛି ଛି ବେ ଲଜ୍ଜ୍ୟା BJD ନେତା ମନ୍ତ୍ରୀ ମାନେ

  • @akshaykumarjena8486
    @akshaykumarjena8486 4 дні тому

    Right

  • @user-xk9um8zp1w
    @user-xk9um8zp1w 4 дні тому

    Best advise of prasan babu

  • @RamakrushanTripathy
    @RamakrushanTripathy 3 дні тому

    CBI vaya

  • @brajakishorepadhi4022
    @brajakishorepadhi4022 4 дні тому +1

    ନବୀନ ପ୍ରଥମେ ଦଳରୁ ବାହାର କର। ନବୀନ, ବିଜୁ ନାରା ଆଉ ଚଳିବନି

  • @deepakacharya3892
    @deepakacharya3892 4 дні тому

    ସାର୍ BJD ର BLUE PRINT READY ଚାଲିଛି ଅପେକ୍ଷା କରନ୍ତୁ କଣ କଣ ସବୁ ହେଉଛି। 1 ବର୍ଷ ଭିତରେ FEKU PARTY ସହ ଛୋଟ ଜାତି ବର୍ଣ୍ଣ ମୁଣ୍ଡିଆ ମାଝୀ କୁ ବଳି ପକାଯାଇ NEXT.....WAIT ND WATCH SIR..

  • @user-ud1lp4oh5t
    @user-ud1lp4oh5t 4 дні тому

    ଯେତେକ ଅଣ ଓଡିଆ ଅଫିସର ଲୁଟି ନେଇଥିଲେ ତାଙ୍କୁ ଧରା ଯାଉ

  • @user-lm6hj4yj7k
    @user-lm6hj4yj7k 3 дні тому

    ଜନତା ଚାହିଁ ଥିଲେ ନବୀନ ସାର କୁପରିବର୍ତନ କରିବେ କରିଲେ ଭୁଲ୍ କ'ଣ

  • @sadanandmohanty3537
    @sadanandmohanty3537 4 дні тому +1

    Jay sriram Jay jagannath Jay Bharat Mata
    Jay Bjp party

  • @tariniprasadprusty2396
    @tariniprasadprusty2396 4 дні тому

    Dhree dhree karibe

  • @EngineersChoiceAnyday
    @EngineersChoiceAnyday 5 днів тому +1

    Sradhha kuade gala. Au physio karuni ki Nabin babu ku.

  • @anantanaik549
    @anantanaik549 4 дні тому

    Close the party

  • @chittaranjansahu8113
    @chittaranjansahu8113 4 дні тому +1

    ପାଣ୍ଡିଆନ୍ ପୁଣି ଗୋଟି ଚାଳନା କରୁଚି ବୋଲି କେହି ମୁହଁ ଖୋଲି ପାରୁ ନାହାନ୍ତି

  • @baikunthanathsasmal6643
    @baikunthanathsasmal6643 4 дні тому

    Why this gentleman is advising BJD ?We have seen all along that he has been anti BJD.

  • @Brosujit
    @Brosujit 3 дні тому

    ଯୋଉ ଚୋର ଗୁଡାକ କମେଣ୍ଟ କରୁଛ,ତମେ ଶଳା ତ ନବୀନ ବାବୁ କୁ ହରେଇଚ,ଏବେ କଣ pandian କୁ bjd ଛାଡିଦେଲେ ତମେ ସବୁ ମୋହନ କୁ ହଟେଇକି ନବୀନ ବାବୁଙ୍କୁ ତାଙ୍କ sit ଫେରେଇଦେବ? ଖାଲି ଦାହରାମି କରୁଛ,🎉

  • @arunmahalik8107
    @arunmahalik8107 4 дні тому +1

    Bjd re paribar rajaniti chalichi

  • @Pandu_Premi
    @Pandu_Premi 5 днів тому +3

    ମୁଁହ ଖାଲିଲେ, ପୂରେଇ ଦିଆ ଯିବ

  • @niranjanray4053
    @niranjanray4053 4 дні тому

    ବହୁତ ଦିନ ହେଲା ପାଟି ବନ୍ଦ କରିଥିଲେ ଏବେ ପାଟି ଖୋଲନ୍ତୁ

  • @RanjanKumar-mx1ki
    @RanjanKumar-mx1ki 5 днів тому +5

    Bjd ଏକ ଗଣତନ୍ତ୍ରିକ ଦଳ ନୁହେଁ

  • @madhusudanparida4161
    @madhusudanparida4161 3 дні тому

    Sir,better u join BJD to know internal reality.

  • @dasharathiroutray7176
    @dasharathiroutray7176 6 годин тому

    Tainted faces not acceptable to public

  • @EngineersChoiceAnyday
    @EngineersChoiceAnyday 5 днів тому +1

    Ei bisay samaste jani chanti.

  • @tariniprasadprusty2396
    @tariniprasadprusty2396 4 дні тому

    Time asu

  • @anandapanda4268
    @anandapanda4268 2 дні тому

    Bjd Patianana pani nabeendai Pandian baby kotikotitanka atmasathakala nabeensouthilaki

  • @user-lo8ge9dp4b
    @user-lo8ge9dp4b 4 дні тому

    Sabu chora ku bahar Kariba katha

  • @saumyaranjan7112
    @saumyaranjan7112 5 днів тому

    Emane sabu chor,kanibe kan

  • @lunapattanayak3283
    @lunapattanayak3283 5 днів тому

    ଆପଣଙ୍କୁ ଖୁସି ଲାଗୁଛି ବିଜେଡି ତା କଥା ବୁଝିବ

  • @user-tm1kk4sd3q
    @user-tm1kk4sd3q 5 днів тому

    ଏ ସବୁ ବେକାର କଥା ।

  • @subashpatra6884
    @subashpatra6884 5 днів тому

    Usuna.dhaana..au..gajahebani