Admans Happy New year gurujan mana mo San bhai bhauni bandhugana samastanku mara subha kamana au subhecha thakura samastanku valare rakhantu aau bahut khusire ruahntu 🥰🥰🥰
ଧନ୍ୟବାଦ୍ ଜଣାଉଛୁ 🎉🎉🎉 , ବହୁତ୍ ସୁନ୍ଦର୍ view ଏବଂ ଶୁନଶାନ୍ area ସହିତ ସୁନ୍ଦର୍ ପାହାଡ ପର୍ବତ ଝଲମଲ ଦୂର୍ଶ୍ୟ ବହୁତ୍ beautiful ଥିଲା, many many thanks ama ପରିବାର ତରଫରୁ . God bless u .
Please share this video family and with friends 🙏🙏🙏
I am Farm Boudh. I love 💕 you bro
Sure Brooo❤❤
*699 My UA-cam Families 700+ Kari Debe Na Bhai Mane ❤😢*
❤❤❤❤❤
ଭାଇ ଆମ ନବରଙ୍ଗପୁର ଦିନେ ଆସ ସବୁ ଆଡେତ ଭୁଲି ସାରିଲାଣି
ଯିଏ ଅସମ୍ଭବ କୁ ସମ୍ଭବ କରିପାରେ ସେ ହେଉଛନ୍ତି ଲବ ଭାଇ
ଭାଇ ତମକୁ ସତ ସତ ପ୍ରଣାମ ଏତେ ପରିଶ୍ରମ କରି ଏତେ ସୁନ୍ଦର ସୁନ୍ଦର ଜାଗା ଦେଖାଉ ଥିବାରୁ ❤love from Koraput ❤
Thank you so much for your lovely video
ମୟୁରଭଞ୍ଜ ପିଲା like koro👍🏻 bhai o bhouni ମାନେ ହେଲେ ଲବ ଭାଇ ବି ଜାଣିବେ ମୟୁରଭଞ୍ଜ ରୁ କେତେ ଜଣ ଦେଖୁଛଅନ୍ତି
Min Ganjam Berhampur ru, hele bi dekhuchi, kahinki na aama Odisha toka ra Vlog 👍👌🙏
ଭାଇ ଓ ଭଉଣୀ ମାନେ ଦଶହରା ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
*699 My UA-cam Families 700+ Kari Debe Na Bhai Mane ❤😢*
Sem 2 u
Mani ctc asa 🔥🔥
Same to you
Admans Happy New year gurujan mana mo San bhai bhauni bandhugana samastanku mara subha kamana au subhecha thakura samastanku valare rakhantu aau bahut khusire ruahntu 🥰🥰🥰
ବୋହୁତ ସୁନ୍ଦର୍ ଜାଗା.... thanks for this video ❤❤❤
ଲବ ଭାଇ ଙ୍କ ପରିଶ୍ରମ ପାଇଁ ଆଜି ସେ best traveller ଭାବେ ପରିଚିତ ହେଇ ପାରିଛନ୍ତି🎊🥳... ଭଗବାନ୍ ତମକୁ ସଦା ସର୍ବଦା ଭଲରେ ରଖନ୍ତୁ ଭାଇ🙏🙏🙏🙏
Sobu video re tar Khali comments.manibaku podibo southire you first😅😅😅😅😅
❤❤❤❤❤
Thik sata Katha 😂😂@@pranatibehera2786
behera ghoro jhio kn hela comments debe bhai aamo se@@pranatibehera2786
Joy jagannath 🛕🙏
ଭାଇ ଏ ସବୁ ଦେଖିଲା ପରେ ମୁଁ ଭାବି ପାରୁନି ଏ ସବୁ ସତରେ ନା ସ୍ୱପ ଭଳିଆ ଲାଗୁଛି... Thank you ଲବ ଭାଇ ତମ ହାର୍ଡ ୱର୍କିଙ୍ଗ ପାଇଁ.......
କୋଉ ମାନେ ଲବ ଭାଇଙ୍କ ମଙ୍ଗଳ ଚାହୁଁଛ ଲାଇକ୍ କର👍🏻🥳
*699 My UA-cam Families 700+ Kari Debe Na Bahen Mane ❤😢*
Gote kama kara sabu comment nije kara au kahari show na karu 😅😊😂
I love you ❤❤❤😂
Contact me
Ok 👌👌👌
ଲବ ଭାଇ ବହୁତ ପରିଶ୍ରମ କରୁଛନ୍ତି ତାଂକ ପାଇଁ ଗୋଟେ ଲାଇକ୍ ହେଉ
ଆଜି ଆମେ ଗର୍ବିତ ଯେ ଜଣେ ଓଡ଼ିଆ ଭାଇ ସାରା ଦେଶ କୁ ବୁଲିକି କିଛି ଶିଖିବା ଆଉ କିଛି ଦେଖିବା ପାଇଁ ଲୋକ ଙ୍କ ପାଖରେ କିଛି ପରିବେଶ କୁ ଦେଖାଇଥାନ୍ତି ।love you ଲବ ଭାଇ,god bless you
Odia bhai nuha Santali bhai
ବହୁତ୍ ସୁନ୍ଦର ଭିୟୁ
ସତରେ ଲବ ଭାଇ କେତେ ଭଲ ଭଲ ଭିଡ଼ିଓ ଆଣୁଛନ୍ତି ଆମ ମାନଙ୍କ ପାଇଁ❤❤really u are ଗ୍ରେଟ୍🔥👍🏻
Bahut bhala comment karuchha go ❤❤❤
Dhanyawad🙏🙏
@@Odia.Jhia_Puja welcome 🤗 to you dear ♥️
ଭଲ video କଲେନା ତାଙ୍କ view ଅଧିକା ଯିବ income ହବ 😂
@@Coolsusantincome pochore podicho se ketiki porisramo koruchonti seita kehi dekhi paruno 😮
Laba bhai ତମକୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁଦିନ ରହୁ , ଜଗା ଭଲରେ ଆମ ଭାଇ ଅନ୳ ଦେଶରେ ରଖିଥା ....🙏🏻🙏🏻🙏🏻
ଭୁବେଶ୍ବର ଭାଇ ମାନେ ଭଉଣୀ ମାନେ Like ଗୋଟେ ହଉ । ଓଡ଼ିଶା ବାସୀ ମାନକୁଁ ଜୟ ଜଗନ୍ନାଥ🙏🙏🙏🙏
ବହୁତ ସୁନ୍ଦର ଦେଖା ଯାଉଚି
କେଉଁ ମାନେ ଚାହୁଁଛ ଲବ bhai ama Odisha ପାଇଁ ଗର୍ବ &ଗୌରବ like👍👍 କର👍👍
ବହୁତ ସୁନ୍ଦର ଭିଡିଓ 👌👌👌❤️👌👌👌
ଆଜି ର ଭିଡିଓ ଟି ବହୁତ ବହୁତ ସୁନ୍ଦର ଲାଗିଲା, ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଯାତ୍ରା ମଂଗଳ ମୟ ହେଉ,
ଗାମୁଛାଟା ସାଜୁଛି ଲବ ଭାଇ 👍👍🤠🤠❤️
Bro ame desi pila😅😅❤❤
ତୋମେ ହିଁ Life hero lobo vai❤️❤️❤️❤️❤️
ରାଇଟ୍😂ଭାଇ 👍❤ଜୟ ଜଗନ୍ନାଥ 🙏
Video ta bahut sundar haichhe Bhai
ଭାଈ ମତେ ଲାଗୁଚି ମୋ hollywood movie ଦେଖୁଛି...❤❤
Right 😊❤
ସତରେ ଭାଇ ଗୋଟେ ମୋଭି ଦେଖିଲା ଭଳିଆ ଲାଗୁଚି👍
Videography bholo heichi ❤❤
ଆଜିର ଭିଡ଼ିଓ ପୁରା ମସ୍ତ ହେଇଚି ଲବ ଭାଇ ❤️
ଆଜିର ଭିଡ଼ିଓ ଟି ବହୁତ ସୁନ୍ଦର ହେଇଛି ଅସେସ ଅସେସ ଧନ୍ୟବାଦ ଭାଇ
Laba beta thanks a lot for ur adventure world wide physics, chemestri to give knowldge us not only odisha but also india map jay Jagannath
ଲବ,,ଜଣେ,,,ହିରୋ,,ଦେଶର,, ଗୈାରବ,,ବିର,,, ହିର୍ଲା ମାରାଙଗବୁରୁ,,,,,,,
ଲବ ଭାଇଙ୍କ fans ସବୁ କିଏ ମୋ comment ପଢୁଛ ଲାଇକ୍ କର👍🏻👍🏻
Sabu comment tame hni kariba na kan
❤❤❤❤❤❤❤❤❤❤
Puja mun tu maa ko like karuchi
Tu maa ko kahibo durgapuja re Cuttack mo sathire bolibako jibe
Mu Laba Bhai Ra Fan
ତୋର 1000 କମେଣ୍ଟ ଦେଖିଲା ପରେ ମୁଁ କନଫର୍ମ ହେଲି ଯେ ତୁ ଏକୁଟିଆ ଲବ ଭାଇ କୁ ଭଲ ପାଉଛୁ ଆଉ ସବୁ ଟାଇମ ପାସ କରୁଛନ୍ତି ଆଉ
❤ଧନ୍ୟବାଦ ଭାଇ ଆପଣ ବହୁତ ସୁନ୍ଦର ସୁନ୍ଦର ଜାଗା ଦେଶବିଦେଶର ଜାଗା ଆମ ସାଦରଣ ଆମ ଜନ୍ତା କୁ ଦେଖାଉ ଥିବାରୁ
ଆମେ,ନଯାଇକି ମଧ୍ୟ ଗଲାଭଳି ଲାଗୁଛି.ସତେଭାଇ ଆମକୁ,ଅଲଗା ଗୃହକୁ ଗଲା ଭଳି ଲାଗୁ ଅଛି.ଆପଣକୁ ଏଭଳି ଭିଡ଼ିଓ ଦେଖିବାରୁ କୋଟିକୋଟି ଧନ୍ୟବାଦ
ଭଗବାନ ଆପଣକୁ କୁଶଳ ମଙ୍ଗଳ ରେ ରଖିଥାନ୍ତୁ..ଜୟେ ଜଗ୍ନାଥ
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
Laba bhai you are gred
ସତ ରେ ବହୁତ୍ unique ଜାଗା...... thanx for this vedio ❤💐
Super video bhai madichala❤❤❤
ଭାଇ ବହୁତ ସୁନ୍ଦର ଭିଡିଓ ❤❤❤❤
Amazing place very nice video 🙏💐
ଭିଡ଼ିଓ ଦେଖି ବହୁତ ବହୁତ ସୁନ୍ଦର ଲାଗିଲା, ବହୁତ କଷ୍ଟକରି ଭିଡ଼ିଓ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ l 🙏ଜୟ ଜଗନ୍ନାଥ 🙏
Very wonderful place,Prabhu Jagannath Bless to you for your future achievements ✋✋
ଭାଇ video ର first cinematic amezing ଥିଲା।❤ Wou
Nice ❤ video lava bhai❤❤
Bhai editing pura Hollywood level ❤
Bahut badhia jagaa nice ❤❤❤
Bahut sundar laba bhai ❤❤❤
ଲବ ଭାଇ ହିଁ ସତରେ Really Hero 👍
ଆଜିକା ଭିଡ଼ିଓ ସବୁଠାରୁ BEST ଲାଗୁଛି ❤❤❤❤❤
Only keonjhar toka Like
କର ଦେଖିବା କେତେ like ହଉଛି ❤
Telkoi
Harichandanpur
Beautiful place Khub sunder video
ଲବ ଭାଇ ପାଇଁ ଗୋଟେ ଲାଇକ୍ ହେଉ❤
😮🎉❤😊 very nice and beautiful travel r
କିଏ କେନ୍ଦୁଝର ପିଲା କୋମଣ୍ଟେ କର୍ ❤️🙏
Telkoi
Silida.
Kar 😂 nanhi kara
Mu kendujhar ru
Harichandanpur
OMG😮😮😮😮 really so beautiful view❤❤
You are so great lobo bhai ତମ ପରି ଆଉ କେହି ଭରସା ପାଇବନି ଦୁନିଆ ଟା ବୁଲିବା...❤❤
ବହୁତ୍ ବଢିଆ ଭାଇ ମାଡ଼ି ଚାଲ 👌👌👌👍👍👍
Bahut sunder heichhi editing laba bhai ❤❤❤❤
Video pura mast heichi ete sundar jaga jete dekhile ahuri dekhiba pain ichha hauchi
ଲବ ଭାଇ ର ଭିଡ଼ିଓ ଗୋଟେ ଭିଡ଼ିଓ କୁ 2ଥର ଦେଖେ ବହୁତ୍ ଦେଖେ love you ଲବ ଭାଇ❤❤❤❤
ଭିଡିଓ ଭଲ ଲାଗିଲା ଭାଇ ମୁଁ ଭିଡିଓ ଦେଖି ବହୁତ ଆନନ୍ଦିତ ହେଲି ଭାବୁଛି ତୁମେ ବହୁତ ଉପଭୋଗ କରିଥୀବ
Bhai emiti Sundar jaga tomopai dekibaku pauchu danya baad❤❤❤❤
Beautiful laba bhai🍀🌻🍀🌻🍀🌻
Wow so beautiful please laba bhai.. mind blowing.. Take care laba bhai.. jai hind jai bharat 🇮🇳🇮🇳
ଜବରଦସ୍ତ ଲବ ଭାଇ ତମ ଜୀବନ ସାର୍ଥକ ହୋଇଛି 👍👍❤️
ଜୟ ମାଁ ସମଲେଇ
Maa❤
bhut badhi laguchi video ❤❤❤
ପୁରା ମରୁ ଭୁମି ରେ ଭାଇ❤❤❤
Bahut sundar vdo👌👌
ଜଉ ଦେଶ ଯିବ ସେଇ ଦେଶର ଗାଡ଼ି ନମ୍ୱର୍ ଟିକେ ଦେଖାଅ ପ୍ଲିଜ୍
Bhahuta badia laguchi video ❤
ରାଇଘର ଉମରକୋଟ ନବରଙ୍ଗପୁର ରୁ Big fan ❤🎉🎉🎉💖🥰🥰 𝐥𝐢𝐤𝐞 𝐤𝐚𝐫𝐨
Raigarh
Raighar❤❤❤❤❤
Raighar🎉
Shyam lala ki😂
Me from jharigan
Bhai bahut sundar ଜାଗା ❤
ଧନ୍ୟବାଦ୍ ଜଣାଉଛୁ 🎉🎉🎉 , ବହୁତ୍ ସୁନ୍ଦର୍ view ଏବଂ ଶୁନଶାନ୍ area ସହିତ ସୁନ୍ଦର୍ ପାହାଡ ପର୍ବତ ଝଲମଲ ଦୂର୍ଶ୍ୟ ବହୁତ୍ beautiful ଥିଲା, many many thanks ama ପରିବାର ତରଫରୁ .
God bless u .
Man vs wild ଏଇଠି ହେଇଥିଲା ଲାଗୁଛି 😅😂❤
Waa Bhai kya baat hai tumne to Dil jit liyaa
ଲବ ଭାଇ ବହୁତ ଧନ୍ୟବାଦ ମୁଁ ଚାହୁଁଛି ଯେ ମୁଁ ତମ ସହିତ ଆମର ଯୀଶୁଖ୍ରୀଷ୍ଟିଙ୍କ ଜନ୍ମ ସ୍ଥାନ ରୋମ ଏବଂ ଯେରୁସଲମ ଦେଖିବାକୁ ଇଚ୍ଛା ଅଛି.. ଆଉ କେତେ ଟଙ୍କା ଲାଗିବ.. କଲାବରୀ ପାହାଡ଼ରେ ଯୀଶୁଙ୍କୁ କ୍ରୁଶରେ କ୍ରୁଶ ବିଧ ହୋଇଥିଲେ ତାହା ମୁଁ ଦେଖିବାକୁ ଇଛା ଅଛି... କେତେ ଟଙ୍କା ଲାଗିବ ଆଉ ତମେ ମୋ ସହିତ ଯିବ..
ଗଛ ଲଗାଇବା ଆରମ୍ଭ କରିଦିଅ ଓଡ଼ିଶା ବାସୀ ନଚେତ ଏହିପରି ଦିନ ଦେଖିବାକୁ ପଡ଼ିବ🙏🙏🙏
ସତରେ ଭାଇ ❤❤❤❤❤❤😢😢😢😢😢😢😢😢
Right ❣️❣️
ହଁ ମୁ 10 ଟି ଗଛ ଲଗେଇଛି ଏ ବର୍ଷ
Are Bhai pani Bina gachha banchiba asambhaba
Hn
Bhai super video wadirum city
Laba bhai pai like kari diya❤❤❤
I am from Rayagada ❤️🥰🥰👍👍
Wow ଭାଇ ବହୁତୁ ସୁନ୍ଦର ❤
ଭଗବାନ ଅପଣ ପାଇଁ ଫୁଲ ବୃଷ୍ଟି କରନ୍ତୁ ଭାଇ🙏🙏🙏🙏
Great job laba daa bohut bhalo video
ଲବ ଭାଇ ମୁ ତମର ସବୁ ଭିଡିଓ ଦେଖୁଛି ହେଲେ କେବେ କମେଣ୍ଡ କରି ନଥିଲି ଆଜି ପ୍ରଥମ କମେଣ୍ଡ . ସବୁବେଳେ ଦେଖିକି ଯେମିତି ଚୁପ ରହୁଥିଲି ଆଜି ବି ସମାନ କଥା . ଆଉ କିଛି କହି ପାରୁନି . ସତରେ ଭାଇ ତମକୁ କୋଟି କୋଟି ସଲାମ . ଧନ୍ୟବାଦ ❤❤❤❤❤
Very nice Editing 👌👌👌👌jeniti kahi thile semiti hechi video pura mast
Very nice laba Bhai God bless you ❤❤
Koraputia bhai kia deku cha like kora bhai
Very very Amazing video bhai ❤❤❤
ଏମିତି vdo କରୁଥାଅ, ଏମିତି ହିଁ ଲୋକ ମାନଙ୍କୁ ନୁଆ ନୁଆ ଦୁନିଆ ଦେଖାଅ, jay jagannat ❤
Nice videography ❤❤
Laba bhai your dron shot kintu mast heichhi☺️love from Mayurbhanj
Apanka video bahut badhiya ❤❤❤❤
Jay jagannaath Swami🙏🙏🙏
Wahhhhh.. Nice presentation
ଭାରି ଭଲ ଲାଗିଲା ଭିଡିଓ ସୁନ୍ଦର ଜାଗା ❤❤❤❤❤
Very nice information bhai 🙏🙏❤❤
ଦଶହରା ପାଇଁ ଶୁଭକାମନା ଧନ୍ୟବାଦ ଭାଇ ତୁମ କୁ ନମସ୍କାର କରୁଛି ଭାଇ
ଭାଇ ତୁମ WhatsApp number send karo bhai
Jay Jagannath bhai ❤
Real hero no reel God bless you my bro❤❤❤❤❤
BHAI VLOG PURA ALAG LABEL RA ACHE .... JABARDAST VLOG❤❤❤❤❤❤❤❤❤❤❤❤❤❤❤
I love you ଲଵ ଭାଇ ତମେ ଏତେ ସୁନ୍ଦର ଜାଗା ଦେକାୟୁଚ thanks 👍❤❤
ଓଡ଼ିଆ ଭାଇ ମୋ ମୋ ମୋ ଜଗନ୍ନାଥ ବାପା. ମା ଙ୍କ ଓ ଆପଣଙ୍କ ପାଇଁ ମୋ ଗର୍ବିତ ❤
Film tharu bohut sunder.
Laba Bhai Mangala Graha Jagati Best Of A Locition❤❤❤❤❤❤❤
ଅନୁଗୋଳ ରୁ କିଏ କିଏ ଭିଡ଼ିଓ ଦେଖୁଛ ଲାଇକ୍ କର 😊
Best editing so beautiful 👌👌👌