ମେୟରଙ୍କ ପାଇଁ ଅଗ୍ନିପରୀକ୍ଷା ! | BMC Mayor Sulochana Das | Bhubaneswar | Odisha Reporter
Вставка
- Опубліковано 15 лис 2024
- କଣ ହେବ ମେୟର ସୁଲୋଚନା ଦାସଙ୍କ ଭାଗ୍ୟ ? କର୍ପୋରେଟର ବିଧାୟକଙ୍କ କଳିରେ ବଳି ପଡ଼ିଯିବେ କି ସୁଲୋଚନା ? ବିରଞ୍ଚି-ଅମରେଶ ଗୋଷ୍ଠୀ ନା ବିଧାୟକ ଗୋଷ୍ଠୀ, କାହାକୁ ଭରସା କରିବେ ସୁଲୋଚନା ? ଦଳ ଭିତରେ ସୁଲୋଚନାଙ୍କ ବିରୋଧରେ ଚାଲିଛି କି କିଛି ଷଡ଼ଯନ୍ତ୍ର ? ଭୁବନେଶ୍ୱର ବିଜେଡି କଳିରେ ଫସିଯାଇ ନାହାନ୍ତି ତ ମେୟର ସୁଲୋଚନା ଦାସ । ପ୍ରଥମେ ସରକାର ବଦଳିଲା, ପରେ ବିଜେଡି କର୍ପୋରେଟର ଭାଗ ଭାଗ ହୋଇଗଲେ। ସ୍ଥିତି ଏମିତି ହେଲାଣି ଯେ, କାମ ଦେଉନି ମେୟରଙ୍କ ବୁଦ୍ଧି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
UA-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #bjdconflict #Bhubaneswar #Corporator #MLA #BJP #OdishaPolitics
ବିଜେଡି ବୁଡିଯାଉ
ତୁ କଣ 🎉🎉🎉🎉
😂😂😂😂😅
ekdam thik katha hela .. 🔥🔥
ଜୟ ବିଜେପି ଜୟ ଓଡ଼ିଶା ଜୟ ମୋହନ ସରକାର
Alajuki meyar sulochana das
ଜୟ ଶ୍ରୀ ରାମ ଜୟ ବିଜେପି
Vangi jau Bmc vala heba
ହରିୟଣା ଓ ଜମ୍ମୁ ନିର୍ବାଚନ ପରେ ସବୁ ଠିକ୍ ହୋଇଯିବ।
ସୁଲୋଚନା ହାରିବା ଦରକାର
ବିଜେପି ବିଜେଡିର କିଛି ବି ରୁମ ଉପାଡି ପାରିବେନି ଏଇଟା ଓଡିଶା ଜନତା ଜାଣିସାରିଲେଣି ଖାଲି ହାଉ ହାଉ
ଦଲାଲ୍ ଗଣ ମାଧ୍ୟମ
❤️🌹jay Jagannath jay nabin babu🌹❤️
OR TV channel ର Durgashis ର କାମ ହେଲା ବିଜେଡ଼ି ଦଳ ବିରୁଦ୍ଧରେ କାଳ୍ପନିକ news ପରିବେଷଣ କରିବା।
କିନ୍ତୁ ବୈଜୟନ୍ତ ପଣ୍ଡା ଙ୍କ ଶରୁଆ ଜମି ଦୁର୍ନୀତି, OTV ର ସରକାରୀ ଜମି ଜବରଦଖଲ , ୮୦୦ ବିଜୁଳି ବିଲ ଛାଡ଼ ବାବଦ ରେ news ପରିବେଷଣ କରନ୍ତି ନାହିଁ। ହଇହେ Durgashis sir ଆପଣ ତ ବିଜେପି ଦଳ ର । ବିଜେଡ଼ି ଦଳ ର news ପରିବେଷଣ କରି କଣ ବାର୍ତ୍ତା ଦେବାକୁ ଚାହୁଁଛ?? ଏମିତି ତ OR TV channel କୁ କେହି ପସନ୍ଦ କରନ୍ତି ନାହିଁ ।
ବର୍ଷା ଦିନ ରେ ନେତାମାନେ କିଭଳି ମିଟିଂ ଆଟେନ କରିବେ, ପାଖରେ ଛତା ନ ଥିବ, ଭଲହେବ ବର୍ଷା ଦିନରେ ଗାମୁଛା ପିନ୍ଧି ଶୋଈ ରହିବା ଟା ଭଲ. 😅😅😂😂😂😂
Jay Nabin sir
ହଇରେ ମା ଘିଆ ତତେ କିଏ କହିଲା ବିଜେଡି ଅଲଗା ଅଲଗା ହୋଇଗଲା
BJP ନାଟକର କେନ୍ଦ୍ର ବିନ୍ଦୁ ବୋଲି ଚର୍ଚ୍ଚା।
ନବୀନବାବୁ ବିଧାନ ସଭାକୁ ନଗଲେ ତ ଅସୁବିଧା ହେଉନାହିଁ, କର୍ପୋରେଟର ନ ଗଲେ ଗଣତନ୍ତ୍ରକୁ ଅପମାନହେଉଛି
ବର୍ଷା ଦିନ ରେ କର୍ପୋରେଟଙ୍କ ପାଖରେ ଛତା ଟିଏ ନାହିଁ, କର୍ପୋରେଟ ମାନେ ଆଟେନ କରିବେ କିଭଳି,🤪🤪🤗🤗 😂😂😂😂😂🤪🤪🤪
ଜୟ ବିଜେଡି ଜୟ ନବନି ଜୟ ଜଗନ୍ନାଥ 👍👍
ହଁ,,,, ବର୍ଷା ପାଗରେ BJD Corparater ପାଖରେ ଛତା ନାହିଁ,,, ତ,,, ଆସି ପାରିଲେନି,,😅😅😅😅😅😅😅😅😅😅
Bmc haye haye
ବର୍ଷା ପାଗ 🤷♂️🤷♂️
Barsa re asiba bahu kasta. Asiheba nahi.
BJD jai
Jay Naveen pattnayak babu Jay Bjd ♥️♥️♥️🙏🙏🙏👍👍👍
Bbsr re Bmc kichi vi kami karuni...sabu aade Alia padichi , dustbin ni .... Sabu aade kuda kachra paduchi
ସୁନ tv ଅର୍ଗୁସ tv ର ବହୁତ ଫାଟୁଛି
ଏଇଟା ଚୋର ଟିଭି
BMC Mayer with corporater and Commissioner should visit Hanshapal Nadibandha to Balianta Saifan to study the water logging problem here in the colonies and rain water how entering into the houses from Nadibandha due to want of a drain on its side
5:10
Amti karani dala ra ijat tale padiba ho
Tuma channel ku ta sabudisuchi kintu bjp ra kichi disuni
Bala Mayer
BMC re ea emiti hauchanti kichi kama hauni...road ra jau abasta helani na kahiba bhala
E bete neta mane sabhe baiman au chor, specially old pension chor
Bmc gala 2025
Good news😂😂😂😂
Jiy dal dina karuchi ta sabhyapada rada karidia au taku jiy Anya dalre misauchi ta birudhre padakhyap nia
Dowan Dowan BJD
Sulacan v0t dabni
Otv bjp chamacha
Sulu didi why your face looks dry
ସରକାର କ୍ରିମ ଦେବା ବନ୍ଦ କରିଦେଇଛି।
Bjd hatao