ଆସ ଶୁଣିବା କଟକ ସଦର ବିଧାୟକଙ୍କ ଇଂରାଜୀ ଭାଷଣ | Odisha Reporter
Вставка
- Опубліковано 15 лис 2024
- ବାଲିଯାତ୍ରା ମଞ୍ଚରେ ଭାଷଣ ଦେଲେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
UA-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#PrakashChandraSethy #Baliyatra #MohanMajhi #OdishaReporter
ଖୁବ ବଢ଼ିଆ ଓଡ଼ିଆ ଅସ୍ମିତା 👌👍
କଟକ ରେ ହେଉଥିବା ବାଲିଯାତ୍ରା ଟା କାହା ପାଇଁ ହେଇଛି ଓଡ଼ିଆ ଙ୍କ ଯାତ୍ରା ହେଲେ ଇଂରାଜୀ ରେ ଭାଷଣ କ'ଣ ପାଇଁ ଦିଆ ଗଲା ଓ କାହା ପାଇଁ ଦିଆ ଗଲା, ସଭା ରେ ଥିବା ସଦସ୍ୟ ସବୁ ଗୋଟିଏ ଞାନୀ,
ଓଡ଼ିଆରେ କହିଥିଲେ କଣ ସମ୍ମାନ କମିଯାଇଥାନ୍ତା...କୋଉ ଭାଷା କହିଲେ କାହାର ଗୁରୁତ୍ୱ ବଢିଯାଏ ନାହିଁ.. ଭାବ ପ୍ରକାଶ ର ମାଧ୍ୟମ ହିଁ ଭାଷା... ଯିଏ ଯୋଉଥିରେ ସହଜ ସେ ସେଥିରେ କହିଲେ ଭଲ ହୁଅନ୍ତା...
ନହେଲେ ଏମିତି କର୍ତ୍ତା ସହିତ କ୍ରିୟା ମେଳ ଖାଉନଥିବା ବାକ୍ୟ...ଶବ୍ଦକୋଷ ବହିର୍ଭୁତ ଶବ୍ଦ ସବୁ କହି ଖାଲି ଭାଣ୍ଡିଆ ହେବା ସାର..
Knpai kahile seitata bujha bahara country ru loka asichanti boli English re kahuchanti
ପୁଅ ଉସ୍କୁଲ ରେ ପଢୁଛି, ପୁଅ ପ୍ରଥମ ଶ୍ରେଣୀରେ ପଢୁଛି
Very good speech 👍
ଇଂରାଜୀ ପ୍ରେମ❤
ଓଡିଆ କୁହ , ଭଲ ଲାଗିବ। ଇଂରାଜୀ ସେତେ ଭଲ ହେଉନି।
ଫରେନ୍ ଇଂରାଜୀ ଆପଣ ମାନେ ଵୁଝି ପାରିବେ ନାହିଁ।
ବିଜେପି ର ଓଡିଶା ଅସ୍ମିତା 😄
କାହିଁକି ଏମିତି କହିଲ ହୋ ଭାଇ
ଶୁଣି ମୁଣ୍ଡ ଝାଇଁ ଝାଇଁ
ମାତୃଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ but I appriciate the efforts he tries, without hesitation, learning is a continious process, keep going bro👍
ସତରେ ଇଏ ଆମ ଓଡ଼ିଆ ପୁଅ ଓଡ଼ିଆ ବିଧାୟକ ? ଶୁଣି କର୍ଣ୍ଣ ତୃପ୍ତି ପାଇଗଲା, ଆଉ ଇଂରାଜୀ ଭାଷଣ ଶୁଣିବାକୁ କେବେ ମନ ଚାହିଁବ ନାହିଁ l ବିଜେପି ବିଧାୟକ ସତରେ ଏମିତି ସୁନ୍ଦର ଭାଷଣ ଦିଅନ୍ତି ତା ହେଲେ ଓଡ଼ିଆ ଅସ୍ମିତା ଅବସ୍ଥା ଦୟନୀୟ ହାୟ ଓଡ଼ିଆଙ୍କ ଭାଗ୍ୟ........
ଇଏ କଣ ଆମେରିକା ଡିମ୍ବ ରୁ ଫୁଟିଛି କି 😅
Grandson of Donald Trump.
ଏତେ ଇଂରାଜୀ ଯଦି କହିବାର ଅଛି ଆମେରିକା ପଳାରେ, ଓଡ଼ିଶାରେ କେବଳ ଓଡିଆ ଚଳେ।
Look at the confidence
ଅସ୍ମିତା ର ସୂର୍ଯ୍ୟ ଅସ୍ତମିତ
Pride of odisha
ସବୁ ଭାସେଇ ଦେବୁ ରେ ତୁ 😂
All Andha Bhaktas are feeling proud of you. Great work. Chief Minister & Prime Minister are also equally literates in English.
Wonderful keep going speed is good intention is good that all we need
🙏🏻🙏🏻👍👍👍
ଇଏ ବାଲି ଯାତ୍ରା ଭାଷଣ
ଓଡିଶାର ପୂର୍ବ ପୁରୁଷଙ୍କ କୀର୍ତ୍ତିକୁ ମନେ ପକାଇବାକୁ ଏ ଭାଷା । ଓଡିଆ ଅସ୍ମିତା ?
Haaaaa haaaaa.... ବଳଦେବ ରଥଙ୍କ ଜଗତେ କେବଳ... ଜନେ ହସିବେ କବିତା ମନେ ପଡୁଛି
Thank you
ଓଡ଼ିଆ ରେ କହିଥିଲେ ଭଲ ହୋଇଥାନ୍ତା
He bhagawan kuadu sabu asicha
ଓଡ଼ିଆରେ କହିଲେ ଭଲ ହୁଅନ୍ତା ଖଣ୍ଡି ଇଂଲିଶରେ କହିକି ଓଡ଼ିଶାବାସୀ ଙ୍କ ଆଗରେ ଅପଦସ୍ତ ହେବା ଅପେକ୍ଷା ଆମେ ଓଡ଼ିଆ ଓଡିଆ ଭାଷା ଭାଷଣ ଦିଅନ୍ତୁ 👍👍👍😊😊😊
ୟେ ଆମ ମାନ୍ଯବର ମନ୍ତ୍ରୀ, ଧନ୍ଯ ଆମେମାନେ
Waa maja aagaya
ଚୋଡିଙ୍ଗ ଇଂଲିଶ ଏଇଟା 😂😂😂
E minister mock test daunahi😂
ଏଇଟା ଗଜ ମୂର୍ଖ
ଓଡ଼ିଶାରେ ରହି ଓଡ଼ିଆ ନ କହି କିପରି କlଟୁଛ ଦିନ ଜାତି ହୁଏ ଭାରି ହୀନିମାନ ,, ଏମିତି ନକର ଆଉ କେଉଁ ଦିନ l
Maghia
@@Bhubaneswaria274 ଆରେ ତୋ ମାକୁ ମୁଁ ବହୁତ ସମ୍ମାନ କରେ ତେଣୁ ଏ କାମ ମୁଁ କରିପାରିବି ନାହିଁ l
Ki sundar speach ra bhai lazya lazya good ashimita
Mock class needed
Look at the conference
ତୁ BJP ର ନା ଖରାପ କରିଦେଲୁ।
Aga ru kebe English re debate deithila na ...aji bali jatra hauchi boli Pura ghosiki asithila bodhe..emiti school tym re debate deithila bodhe..
Honorable ❌ enable ✅😂
5:6
5.08
Grammer podhu tarpore clear kahiba
Odia asmita
IT SECTOR don't hv any leg
How going bbsr??
Odiya asmita kuade gala duplicate hindu.. party' BJP 🚩
A kn pagala na kn ATA bjp odisha 😮😊
Also also so so so
Odisha re odia kuha,,,, eita hauchhi odia asmita....
English କହିବା କଣ ନିହାତି ଆବଶ୍ୟକ
English is the mother language of Odisha
ବାଳ ଇଂଲିଶ।
Tremendous English. No meaning. He is reciting. Shame to Odisha. He should learn from Sofia Madam
how to speech.
ENGLISH INDIA PVT LTD
You are requested to hear the recorded speech and modify yourself accordingly. How you dare to speak in English.Thanks to your courage.Keep it up.
Mohanty Sir, He is near & dear of Donald Trump.
English is a language not knowledge.If you don't know no issues use odia as it is our mother tongue.Feel proud to be an Odia.
Love for English ❤😢😅😊
😂 can i try the same
Actually there are some non -odia people, so he is taking in English
Etki kaha au nai kaha
Rahija bhai.... Au kahani. Kanaru rakta baharilani😂😂
sir..ghosik asichhnti bodhe
So...so....so....
😮😮😮
Bhai deshi daru ra kamal na English knowledge ra kamal
ଓଡ଼ିଆ ଅସ୍ମିତା 😂
E a bodhe gopalpur MLA nka sishya....hhhhaaaaahhhhaaa.. kn a e ta kahuchi re...
Kks
Kn unable unable kahuchi
Sofia ଠୁ ଶିଖ english........😂
2014 baliyatra ??😂😂😂😂
Oriya re kuha sir.
Grammar ra operation
Sabu sesha kala
2014 baliyatra 😄😄
Odia re kaha re mg
So sorry
May be he is feel nervous but he is a very educated and a software engineer
Aaaaa bhaaaai bas kar
ଓଡ଼ିଆ ଅସ୍ମିତା 🥶
😂
Bhai re cuttack sadar na pakeidelu re
Loke yebe chhi chhi karibe
Kahibe Dilip Malick oh ki knowledge wala neta
Kuch to sikho Modiji Yogiji Himanta popular leader se
😢😊
Tamaku kie ministry post Dela kejani..aparaga sarkar ku aparaga MLA and Ministers
Laja nahin
Bhai odia re kuha. English kahiba kn nihati darkar?
Hasi hasi bhai re Munda tina haeigala
ଓଡ଼ିଆ ଅସ୍ମିତା 😂😂😂😂
😂😂😂 soo funny 🤣🤣
Sighra londo ru pheri asa Odisha ku
Bali jatra
Odisha re na America re😁
Its the 2014 Odia asmita😂😅
A odia asmita. Haahaaaa........
Zoology tike stup kr
People will came .kou school re pathithila
Ea kn Donal Tramp pua ki re Narana??
Thik karuchhi kintu manch bhul bachhi chhanti sikhiba pain ,BJP ra gourav cuttack sadar gourav
Pagal
such cartoons are ruling us
Is it a song or what 🤣🙄🤔
Ta bupa kale speach deithilu
Unable naa honourable.. Mu kichi bujhi paru nanhi.. Ei kau english kahuchanti.. Americans or British or engvinglish 😄😄😄
You are insulted yourself 👎what you want to prove?
Bhai odia re kahithile bhala heithanta 😂😂😂