ଓଡ଼ିଆ ଭାଷା ସାହିତ୍ୟର ଜଣେ ବିଶିଷ୍ଟ ପାଲା ଗାୟକ ଯୁବସମ୍ରାଟ ନୃସିଂହ ଚରଣ ହୋତା ଙ୍କ ପାଲାରୁ ଜଗନ୍ନାଥ ଙ୍କ ଗୁପ୍ତତଥ୍ୟ

Поділитися
Вставка
  • Опубліковано 18 вер 2024
  • ଓଡ଼ିଆ ଭାଷା ସାହିତ୍ୟର ଜଣେ ବିଶିଷ୍ଟ ପାଲା ଗାୟକ ଯୁବସମ୍ରାଟ ନୃସିଂହ ଚରଣ ହୋତା ଙ୍କ ପାଲାରୁ ଜଗନ୍ନାଥ ଙ୍କ ଗୁପ୍ତତଥ୍ୟ ବିଷୟ ର ସଂଧାନ କରନ୍ତୁ | #ପାଲା #pala #ramayanodia #nrusihih #jagannath #jagarnathtemple

КОМЕНТАРІ • 43

  • @Failureisneverfinal
    @Failureisneverfinal 2 місяці тому +4

    ଅତି ଅତିଷ୍ଠ ହୋଇ ଜୀବନର ପ୍ରଥମ ମତାମତ ଲେଖୁଛି ।
    ଏହି ବ୍ୟକ୍ତି ଜଣକ ଅତ୍ୟନ୍ତ ନିଶାଖୋର । ଦୀର୍ଘଦିନରୁ ତାଙ୍କୁ ନେଇ ନାନା କଥା ଶୁଣୁଥିଲୁ। ଗାୟକ ଯୁବ ସମ୍ରାଟ ଉପାଧିର ପୂନର୍ବିଚାର ହେବାକଥା I କିଛିଦିନ ତଳେ ତାଙ୍କ ପାଲା ସିଧାସଳଖ ଶୁଣିସାରିବାପରେ ଭାରି ଦୁଃଖି ହେଲି। ଆଚାର, ବିଚାର ଓ ଗାୟନ ରୁ ପ୍ରତ୍ୟୟ ମାନ ହେଲା ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ନୁହଁନ୍ତି । ସାଧାରଣ ମଣିଷ ମଧ୍ୟରେ ଦ୍ଵନ୍ଦ୍ବ ବଢାଇବା ଦରକାର ନାହିଁ

  • @lokanathdash2243
    @lokanathdash2243 3 місяці тому +5

    The best gayak 🙏

  • @sureshchandrajena9134
    @sureshchandrajena9134 3 місяці тому +9

    ନୃସିଂହ ବାବୁ, ନମସ୍କାର। ଆପଣ ପଠାଣ ଟୋପି ପିନ୍ଧି କରି ଲୁଙ୍ଗିମାରି ପାଲା କରି ପାରିବେକି? କାନରେ ପେଣ୍ଡି ବା ରିଙ୍ଗ ପିନ୍ଧି ପାରିବେ ନା ନାହିଁ ? କାରଣ ଆମେ ସମସ୍ତେ ଗୋଟିଏ ଗୋଟିଏ ନାରୀ। ମୋ କଥା ନୁହେଁ ଭାଗବତ ପ୍ରମାଣ କରୁଛି। କେବଳ ଜଣେ ମାତ୍ର ପୁରୁଷ। ତଥାପି ସାରା ଓଡିଶା ଦେଖିବେ। କାରଣ ସମସ୍ତେ ଆପଣଙ୍କୁ ଭଲ ପାଆନ୍ତି। You are an incredible pala gayak of odisha. Wish you all the best. Suresh and family. Jajpur.

  • @PankajLenka
    @PankajLenka 3 місяці тому +3

    ହୋତା sir,, ଆପଣ ସାଇ ବାବା ଙ୍କ ବିଷୟ ରେ ପାଲା ଗାଆନ୍ତୁ,,,, ଆପଣ ପାରିବେ,,,, 🙏🏽🙏🏽🙏🏽

  • @umeshchandraswain8578
    @umeshchandraswain8578 22 дні тому +1

    ହୋତା ବାବୁ ମଦ ଛାଡ଼ନ୍ତୁ ତାହେଲେ ଦେହ ସୁସ୍ଥ ସହିତ ପାଲା ଭଲ ହେବ

  • @umeshchandraswain8578
    @umeshchandraswain8578 22 дні тому +1

    ଏ ମଲା ସଂଗୀତ ମାନଙ୍କୁ ଛାଡ଼ନ୍ତୁ ନ ହେଲେ ଆପଣଙ୍କ ପାଲା ଆଉ ଲୋକମାନେ ପସନ୍ଦ କରିବେ ନାହିଁ

  • @umeshchandraswain8578
    @umeshchandraswain8578 22 дні тому +1

    ହୋତା ବାବୁ ଭଲ ସଂଗୀତ ଆଣନ୍ତୁ ନ ହେଲେ ପାଲା ବନ୍ଦ କରନ୍ତୁ ଆଗ ଭଳି ଆଉ ଭଲ ଲାଗୁନି

  • @binaykumarnayak9114
    @binaykumarnayak9114 Місяць тому +1

    Best in Odisha

  • @khirodchandrajaypuria976
    @khirodchandrajaypuria976 3 місяці тому +3

    A dala sir nkara nuha adjust re sabu chalichhi bodhe ....tike khapa khauni....🎉❤

  • @dugulutulia7750
    @dugulutulia7750 3 місяці тому +5

    ପାଳିଆ ମାନେ କଉ ବଣ ରୁ ଧରା ହଇଚତି

  • @laxmidharpanda9232
    @laxmidharpanda9232 3 місяці тому +8

    ଅବନତିର ଶେଷ ପାହାଚରେ।

  • @parthakar2485
    @parthakar2485 3 місяці тому +5

    ଜଣେ ଗାୟକ ଯେତେ ଭଲ ହେଇଥାନ୍ତୁ କିନ୍ତୁ ନିଜର ସଂଗୀତ ନଥାନ୍ତି ସେ ଗାୟକର କିଛି ମୂଲ୍ୟନାହିଁ

  • @likudash3594
    @likudash3594 3 місяці тому +4

    Hotasir tama puruna staf ku ana emankara palia bhala laguni amuli bhai ku ana🙏🙏

  • @manojpradhan8704
    @manojpradhan8704 3 місяці тому +5

    I love you sir
    ତମେ ପାଲା ବନ୍ଦ କରି ଦିଅନ୍ତୁ
    ପାଲା ଅଉ ହଉନି

  • @prabhaschandrasahoo2004
    @prabhaschandrasahoo2004 Місяць тому +1

    Sir please puruna palia swainy babunku anantu

  • @manojpradhan8704
    @manojpradhan8704 3 місяці тому +5

    ଏତେ ଜ୍ଞାନ ଥିବା ଲୋକ
    ଭଲ ଲାଗୁନି

  • @brahmanadabehera2396
    @brahmanadabehera2396 3 місяці тому +4

    Staff ଗଲେ କୁଆଡେ

  • @rasmiranjan2839
    @rasmiranjan2839 3 місяці тому +2

    Palia thikre dhariparunahanti puruna palianku anantu sir

  • @basantaparida5326
    @basantaparida5326 3 місяці тому +2

    🎉

  • @suvendraprasadsahoo8677
    @suvendraprasadsahoo8677 3 місяці тому +5

    ପାଳିଆ ଠିକ୍ ରେ ପାଳି ଧରି ପାରୁନି
    ଆପଣଙ୍କର ସେ ପୁରୁଣା ପାଳିଆ ମଦନ ସ୍ୱାଇଁ କୁ ଆଣ ନହେଲେ ସେ ଦିଲ୍ଲୀପ ପାଳିଆ କୁ ଆଣନ୍ତୁ

  • @MuraliDhardehuriTiki
    @MuraliDhardehuriTiki 3 місяці тому +3

    Puruna paliya manku ana

  • @rameshchandraprusty4790
    @rameshchandraprusty4790 2 місяці тому +1

    Egura ki palia pali dhari. Paru nahanti

  • @SushantSahoo243
    @SushantSahoo243 3 місяці тому +3

    ଆଉ ସଜ ନାହିଁ

  • @susilkumarparida279
    @susilkumarparida279 3 місяці тому +2

    Mu dekhili jeteki, palia guda paini tumo chhabi kharap heuchi, sir

  • @N111661
    @N111661 3 місяці тому +3

    ଗାୟକ ଙ୍କ କଣ ହେଇଛି , ନିଶ ଦାଢ଼ି ବି କଟା ହେଇନି

  • @krushnachandraswain4398
    @krushnachandraswain4398 3 місяці тому +3

    ପାଳିଆ କୁ ମାଇକ ଫୋନ ରେ ପାଳି ଧରିବା ଠିକ ଲାଗୁନି

  • @ldn5634
    @ldn5634 Місяць тому +1

    Chepa pakeiki stage charipata kan kalani😂

  • @duryadhannayak7368
    @duryadhannayak7368 3 місяці тому +5

    ଆଉ କାହିଁକି ପାଲା କରୁଛ

  • @mamakakuswain1406
    @mamakakuswain1406 27 днів тому

    Swasthya kharap Helei Kebe chetibe

  • @susilkumarparida279
    @susilkumarparida279 3 місяці тому +2

    Bhul kon , bhul ta hei golani

  • @susilkumarparida279
    @susilkumarparida279 3 місяці тому +2

    Pala ta ku tike purba bhali, paribesan karantu......emiti re tumo chhabi kharap heuchi...

  • @PNfd5s1
    @PNfd5s1 3 місяці тому +1

    Nastasya kanya gati

  • @dugulutulia7750
    @dugulutulia7750 3 місяці тому +2

    Pala band kari da aga palia kan paisa adhika magila

  • @odishatoka1919
    @odishatoka1919 3 місяці тому +2

    Mada nahale pala habani bodhe

  • @susilkumarparida279
    @susilkumarparida279 3 місяці тому +2

    Palia guda jungle ru asichanti badhee

  • @antaryamihota1997
    @antaryamihota1997 2 місяці тому +2

    Madua mananka sardar

  • @damodarsahoo7223
    @damodarsahoo7223 2 місяці тому +2

    X X X,Phaltu pala

  • @subashnayak3642
    @subashnayak3642 3 місяці тому +2

    Bekar

  • @pradeepkumar-cm7dp
    @pradeepkumar-cm7dp 3 місяці тому +2

    Nisa ra ubutubu

  • @bimaladei1582
    @bimaladei1582 Місяць тому +1

    Faltu palla