ଶ୍ରୀମନ୍ଦିରରେ ରହିଛି କି ଗୁପ୍ତ ରତ୍ନଭଣ୍ଡାର ? |Exclusive Interview With Law Min Prithviraj Harichandan|OR

Поділитися
Вставка
  • Опубліковано 18 вер 2024
  • ଶ୍ରୀମନ୍ଦିରରେ ରହିଛି କି ଗୁପ୍ତ ରତ୍ନଭଣ୍ଡାର ? ରତ୍ନଭଣ୍ଡାରରେ ଅଛି ଗୁପ୍ତ ସୁଡ଼ଙ୍ଗ ? ଆଇନ ମନ୍ତ୍ରୀ କହିଲେ, ଥାଇପାରେ ଗୁପ୍ତ ରତ୍ନଭଣ୍ଡାର ଆମେ କରିବୁ ଜିପିଆର ସର୍ଭେ । ଜିପିଆର ସର୍ଭେ ପାଇଁ ଏସଆଇଇକୁ ନିର୍ଦ୍ଦେଶ ଦିଆଯାଇଛି। ରତ୍ନଭଣ୍ଡାରର ଗଣତି ମଣତି ପରେ ଅଳଙ୍କାର କଥା ସାର୍ବଜନୀନ କରାଯିବ କି ? ରଘୁବର ଦାସ କମିଶନ ରିପୋର୍ଟ, ସରକାର ଗୃହରେ ଉପସ୍ଥାପନ କରିବେ କି ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିନ୍ଦନ । Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #ExclusiveInterview #RatnaBhandar #SecretRatnaBhandar #ASI #Puri #PrabhuJaganath #LawMinister #PrithvirajHarichandan #BJPGovernment #OdishaSarkara #Exclusive_Interview_With_Law_Minister

КОМЕНТАРІ • 60

  • @kedarbiswal4575
    @kedarbiswal4575 18 днів тому +7

    ରତ୍ନଭଣ୍ଡାର ଖୋଲାଯିବା ସାର୍ବଜନୀନ ନକରି ଗୁପ୍ତ କାହିଁକି ରଖାଯାଉଛି ?

  • @kedarbiswal4575
    @kedarbiswal4575 18 днів тому +5

    ବିଜେପି ର ସନ୍ଦେହ ବିଜେଡି କୁ। ବିଜେଡି ର ସନ୍ଦେହ ବିଜେପି କୁ।
    କିନ୍ତୁ ଲୋକଙ୍କ ସନ୍ଦେହ ଉଭୟ ଙ୍କୁ।

    • @SPINFOTAINMENT
      @SPINFOTAINMENT 18 днів тому +1

      ଠିକ୍ କଥା

    • @SadhucharanMalik-x4q
      @SadhucharanMalik-x4q 17 днів тому

      ଲୋକଙ୍କ ସନ୍ଦେହ କେବଳ ବିଜେପି କୁ କହିକି ନାଁ ରତ୍ନ ଭଣ୍ଡାର କୁ ନେଇ ରାଜନୀତି ବିଜେପି କଲା ଆସୁ ଆସୁ ରତ୍ନ ଭଣ୍ଡାର ଉପରେ ନଜର ସୁନା ବିଜେପି ସରକାର ରେ ଗିରପ ହୋଇଛି

  • @kedarbiswal4575
    @kedarbiswal4575 18 днів тому +5

    ରତ୍ନଭଣ୍ଡାର - ଗଣତି ମଣତି ଡେରି କାହିଁକି ହେଉଛି।

  • @kedarbiswal4575
    @kedarbiswal4575 18 днів тому +3

    ରତ୍ନଭଣ୍ଡାର - ବର୍ତ୍ତମାନ ତମେ କେତେ ଜଣ ଜାଣୁଛ, ସମସ୍ତେ କାହିଁକି ଜାଣିବେ ନାହିଁ।

  • @LADLA123
    @LADLA123 18 днів тому +3

    Big fan sir

  • @kedarbiswal4575
    @kedarbiswal4575 18 днів тому +2

    କେବଳ ନୂଆ କୋର୍ଟ ଖୋଲି ଦେଲେ ଲୋକଙ୍କୁ ନ୍ୟାୟ ମିଳେନି। କୋର୍ଟ ମାନଙ୍କ କାର୍ଯ୍ୟକୁ ତଦାରଖ ହେଉନଥିବାରୁ ସମସ୍ତ ସୁବିଧା ସୁଯୋଗ ଥିଲେ ମଧ୍ୟ ଲୋକ ଠିକ୍ ସମୟରେ ନ୍ୟାୟ ପାଉନାହାନ୍ତି। ସମସ୍ତେ ଏ ବିଭାଗ ଉପରେ ଅସନ୍ତୁଷ୍ଠ।

    • @omsahoo4370
      @omsahoo4370 18 днів тому

      court goverment under re nuhe ,

  • @arucharanpradhan5502
    @arucharanpradhan5502 18 днів тому +8

    ସୁଲତା ଦିଦି, ଲେଖାଶ୍ରୀ ଦିଦି ଓ ସୁର ରାଉତରାୟଙ୍କର ସବୁ ମନ୍ତବ୍ୟ ସସ୍ତା ରାଜନୈତିକ ପରି ମନେ ହୁଏ। ସେମାନେ କ'ଣ କହୁଛନ୍ତି ନିଜ କୁ ନିଜେ ବୁଝି ପାରୁ ନଥିବେ।

    • @romanticmusic5492
      @romanticmusic5492 18 днів тому

      😂😂😂😢😮😅

    • @GodlBodhi
      @GodlBodhi 18 днів тому

      Haire ma bhauni giha jete bele pandian chabi neichhi kahu thile setebele kan bhaunira dudha chipi basithila

  • @sanjibbehera9702
    @sanjibbehera9702 18 днів тому +1

    ଆଇନ ମଦ ନେତା ଓ ଧନୀଙ୍କ ପାଇଁ ବେଆଇନ ମଦ ଗରିବ ଖଟି ଖିଆଙ୍କ ପାଇଁ.

  • @ChakradharChiku
    @ChakradharChiku 18 днів тому +2

    ସିନ୍ଦୁକ ଭିତରେ କଣ ଭିଡ଼ିଓ ଅଛି

  • @rabijena9232
    @rabijena9232 8 днів тому

    କେଦାରନାଥ ଭଳି କିଛି ଖାଇସାରିବା ପରେ ଗଣତି ଆରମ୍ଭ ହେବ

  • @pradeepkumarmohanta8161
    @pradeepkumarmohanta8161 10 днів тому

    ରତ୍ନଭଣ୍ଡାର ଖୋଲାହେଲା କିନ୍ତୁ ଗଣତି ହେଉନି କାହିଁକି ଯଦି ଗଣତି ହେବନି ଖୋଲିବାର ମାନେ କିଛି ନାହିଁ

  • @hemantakumarjena7348
    @hemantakumarjena7348 9 днів тому

    ବିମାନ ବନ୍ଦରରେ ମିଳିଥିବା ସୁନା ର ହିସାବ ନାଁ ଦେବା ପାଇଁ, ଲୋକଙ୍କ ମନା ବଦଳେଇବା ପାଇଁ ଧର୍ମେନ୍ଦ୍ର ବାବୁ ରେଭେନ୍ସା କଲେଜ ନାଁ ବଦଳେଇବା କଥା କହି ମେଡ଼ିଆ ବାଲାଙ୍କୁ ଆଉ ଲୋକଙ୍କୁ ଭୁଲେଇ ଦେଲେ..... କେହି ଜାଣି ପାରିଲେନି... BJP ଏଥିରେ ଏକ୍ସପେର୍ଟ.....

  • @kedarbiswal4575
    @kedarbiswal4575 18 днів тому +1

    ମନ୍ତ୍ରୀ ବୃଥା ଚେଷ୍ଟା କରନ୍ତୁ ନାହିଁ। ଯେତେ କାଉନସେଲିଂ କରନ୍ତୁ ପଛେ ମଦ କେହି ଛାଡି ପାରିବେ ନାହିଁ।

  • @skaifoundation8120
    @skaifoundation8120 18 днів тому +1

    Irresponsible leaders make Irresponsible statements as comedy. Prabhu 🙏.

  • @pradoshrath1035
    @pradoshrath1035 18 днів тому

    1 is to 1 conversation both are talented super cooling person .

  • @ChakradharChiku
    @ChakradharChiku 18 днів тому +1

    ଭିଡ଼ିଓ ଏଡିଟିଙ୍ଗ ହେଇପାରେ

  • @alokjena2974
    @alokjena2974 18 днів тому

    I like u sir❤

  • @chinmayapradhan919
    @chinmayapradhan919 18 днів тому +1

    ତମେ ଖୋଲିଲ ଦୋଷ କାହିଁ ଅନ୍ୟ ଉପରେ ଲଦୁଛନ୍ତି ଆପଣ ଗଣତି ପାଇଁ ଆହୁରି କେତେଦିନ ଲାଗିବ

  • @skaifoundation8120
    @skaifoundation8120 18 днів тому

    DOSAA and DURBALATA and Odisha's decline are directly proportional. My 2cents. I hope people do not make it an excuse and act God. Until and unless people face consequences nothing will change. 🙏🙏🙏🙏👍❤

  • @upendrakumarmohanty6320
    @upendrakumarmohanty6320 18 днів тому

    ଗଣତି କାହିଁକି ହେଉନି

  • @TapanroseBTR
    @TapanroseBTR 17 днів тому

    ଏମାନେ କୋଉ ଭିଡ଼ କୁ ନୁହଁ......
    ଚକାବର ସବୁ ଶଳେଏକା ଦର....

  • @KuniPrakash
    @KuniPrakash 7 днів тому

    ରାଜ୍ୟପାଳ ଙ୍କ ପୁଅ ର ତୋଦନ୍ତ କେବେ ହେବ

  • @ManojMohanty-e8o
    @ManojMohanty-e8o 18 днів тому +1

    B j p sarkar kichi karibe nai. Kete jana khani maphia ku dharileni.pandian ku arrest kalani. Keteta mada dokan band kalani. Governer pua ku arrest kalani
    0dia asmita katha kahu thila purthitaj babu. Tama odia asmita katha kuade gala. Purthiraj babu khali jaha bhasan marucha.300unit bijuli chada kuade gala. Rs 3500 tanka bhata samastanku deba katha kuade gala . B j d sarkar jahasabu karichi sabu tar 0lta karucha. Nua kichi karibar nai. B j d bala sabu murkha thile tame b j p bala sabu pathua. Tume. B j p bala. Loka nku micha kahi. And pandian ku dhari sarkar ku asicha. Purthi raj babu tame.suryabansi suraj and mahalinga katha kuha kapila.

  • @dillipsahoo7921
    @dillipsahoo7921 16 днів тому

    କେଦାରନାଥ ମନ୍ଦିର ର ୨୨୮କିଲୋଗ୍ରାମ ସୁନା କୁ ପିତ୍ତଳ କରିଛି କିଏ ?

  • @ManojMohanty-e8o
    @ManojMohanty-e8o 18 днів тому +1

    B j p sarkar ratna bhandar gold ku gujurat ku pathai sarileni. Khali bahapia katha.

  • @GeetajiBehera
    @GeetajiBehera 17 днів тому

    ଅମରନାଥ ମନ୍ଦିର ରେ ସୁନା କୁ ପିତଳ କରିଦେଲେ

  • @rabinarayanmohapatra4733
    @rabinarayanmohapatra4733 18 днів тому +1

    The govt.firstly should clear about the ornaments caught from the airport. This useless bears no use.

  • @jagabandhurout3641
    @jagabandhurout3641 18 днів тому +1

    Aau achi ta bala te naba..bjp sabu nei galani

  • @PrafullaBehera-qh3wx
    @PrafullaBehera-qh3wx 6 днів тому

    Puri patokota. Omuneasaro dac modo karobaro mastor obkarebabu. Hora omuneasaro modo

  • @MANOJDAS-vl7zw
    @MANOJDAS-vl7zw 18 днів тому +1

    Ratna bhandara suna BJP gujurat neuthila dharapadichi 80 kg suna kedarnatha ru 228kg suna bjp lut karithila

    • @ranjansamal4782
      @ranjansamal4782 3 дні тому

      Au tuma ghari suna kebe gujrat jiba das babu tuma ghar chari pate cicuruti badiei dio nahele neijibe

    • @MANOJDAS-vl7zw
      @MANOJDAS-vl7zw 2 дні тому

      ​@@ranjansamal4782sataku samna kara angya

  • @nrusinghcharanpalei8938
    @nrusinghcharanpalei8938 11 днів тому

    Bjp suna neichi sethipain ganati mananti heunahi .law minister super michua ,dahara .first kuha colector nka enquary 15 day hein rajyapala nka case ?

  • @sanjeebkumarswain7319
    @sanjeebkumarswain7319 10 днів тому

    Neijaichanti. Jemiti kedarnath ru neigale 😜😜😜

  • @kedarbiswal4575
    @kedarbiswal4575 18 днів тому +1

    ତଥାଗତ ଙ୍କ କଥାକୁ ଲୋକ ମାନେ ବେଶି ଗ୍ରହଣ କରାଯାଉଛି।

    • @prafullamohanty5557
      @prafullamohanty5557 18 днів тому +1

      କେବଳ ଜଣେ ପାଗଳ ହିଁ ତଥାଗତ ଶତପଥୀଙ୍କ କଥା କୁ ବିଶ୍ୱାସ କରି ପାରେ। ପ୍ରଭୁ ଜଗନ୍ନାଥ ଙ୍କୁ ବିଶ୍ୱାସ କରୁଥିବା ଲୋକ କେବେ ଏହା ବିଶ୍ଵାସ କରି ପାରିବେ ନାହିଁ। ଶ୍ରୁଲାତା ଦେଓ ଜଣେ sub-standard ନାରୀ।ସେ କେବେ ପ୍ରଭୂ ଜଗନ୍ନାଥଙ୍କୁ ବିଶ୍ଵାସ କରନ୍ତି ନାହିଁ। ତାଙ୍କ ମନ୍ତ୍ୟବ ରୁ ଏହା ସ୍ପଷ୍ଟ।

  • @nrusinghcharanpalei8938
    @nrusinghcharanpalei8938 11 днів тому

    Abe ratna bhandara kholila ganati kari rakhithanta rakhila bele ganati karithanta dougdut klear .

  • @BighneswarMohanty-s8l
    @BighneswarMohanty-s8l 17 днів тому

    Ganati kahiki hauni saita kuhantu

  • @rayadvocate7711
    @rayadvocate7711 17 днів тому

    Sabu biki dele

  • @Odianewonemovies5555
    @Odianewonemovies5555 15 днів тому

    Bjp chora sarakar

  • @banditabarik2872
    @banditabarik2872 18 днів тому

    Odisha re mada ku banda karajau.Bcz mada pie lok nka family nasta heuchhi O lok mrutyu mukhare paduchhanti.

  • @tilottamamohanta8117
    @tilottamamohanta8117 18 днів тому

    Garba bahut mg ra

  • @BijayketanPattnaik
    @BijayketanPattnaik 18 днів тому

    All People of Odisha should not forget ,dufing cirrent month August 2024 near about ten thousand crore Govt exchequre has gone to doccait officers who have been caught by vigilance ,what new Govt of only two months will do and fullfill the election mandate .

  • @kedarbiswal4575
    @kedarbiswal4575 18 днів тому +1

    ମନ୍ତ୍ରୀ ଙ୍କୁ ଟିକେ ପଚାରିଲେ ଭତ୍ତା ୩ ହଜାର, ବିଦ୍ୟୁତ୍ ୩ ଶହ ୟୁନିଟ୍ ଛାଡ, ମହିଳାଙ୍କୁ ୫୦ ହଜାର ମିଳିବ କି ନାହିଁ।

    • @omsahoo4370
      @omsahoo4370 18 днів тому

      DAM , COLD STORAGE , BILA ku water supply , kete casa upre MSP sabu achi , 1.5 lakh job dabar bhi achi 5 year re . Tanka thik jaga re lagiba darkar . Ehi sabu pai loka vote deichanti , baki tame jouta kahucha seita ku freebies kuhanti . 1 year late hele kichi problem nahi

    • @bidhanchandraganthia9351
      @bidhanchandraganthia9351 18 днів тому

      ​@@omsahoo4370Ete sabu emane kari paribe tamaku laguchi😂. Ete budget kouthu asiva. 49k cr already first budget re loan neigaleni😂.

  • @sishirgiri-dv2ib
    @sishirgiri-dv2ib 18 днів тому

    3000କେବେ ଦେବେ

  • @GodlBodhi
    @GodlBodhi 18 днів тому

    Tame kan tam maku peliba katha