ମୃତଆତ୍ମା ଆସି ମୋ ସହ କଥା ହେଲା (170)Dr Bibudharanjan.

Поділитися
Вставка
  • Опубліковано 18 вер 2024
  • Spiritual experience

КОМЕНТАРІ • 284

  • @kalyankumar6961
    @kalyankumar6961 Місяць тому +10

    ସାର୍, ଜାଣିବାକୁ ଇଚ୍ଛା ହୁଏ, ସତରେ ମୃତ୍ୟୁ ଉପରାନ୍ତ କଣ ସବୁ ସୋପାନ ଅଛି, ଜଣାଇବେ ସମ୍ଭବ ହେଲେ ।

  • @santoshnarayanbhagat2437
    @santoshnarayanbhagat2437 7 днів тому +1

    Jay jagannath

  • @abhiramsahoo5642
    @abhiramsahoo5642 Місяць тому +2

    ମୃତ୍ଯୁପର ଜୀବନର ସ୍ଥିତି ବିଷୟରେ ମୁଁ ବା ଆମେ କିଛିକିଛି ଜାଣୁ,ବିଶ୍ବାସ ବି କରୁ ! ହେଲେ ଆପଣଙ୍କ ଅନୁଭୂତିସିଦ୍ଧ ଏ ବିଷୟକ ଘଟଣାଗୁଡିକ ଜାଣିବା ଆମ ପାଇଁ କେବଳ କୌତୂହଳ ନୁହେଁ,ସତ୍ଯର ରହସ୍ଯଭେଦ ପାଇଁ ନିହାତି ଜାଣିବା ଦରକାର ! ସମୟକ୍ରମେ ଆଜ୍ଞା ଏହାର କ୍ରମିକ ଅବତାରଣା କରିବେ ! ଖୁବ୍ ଭଲ ଲାଗିଲା !

  • @swarnaprabhaswain2600
    @swarnaprabhaswain2600 27 днів тому

    Bahut vala laguchhi.mu madhya meditaion Kare. Mora madhya ea bisayare experience achhi.Thanks.

  • @UmaraniKhuntia-fe9yx
    @UmaraniKhuntia-fe9yx 23 дні тому

    Jay Jagannath Swami nayan patha gami bhaba tume pravu 🙏🏻🙏🏻🙏🏻

  • @krishnanayak8285
    @krishnanayak8285 Місяць тому

    JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻

  • @gyanaranjandas-m3s
    @gyanaranjandas-m3s Місяць тому +9

    ବିବୁଧ ବାବୁ। ନମସ୍କାର। ଯେହେତୁ ଏହା ଗୁଢ଼ ରହସ୍ୟ ଭରା ଆପଣ ନିଜ ଅନୁଭୁତି କହି ଚାଲନ୍ତୁ। ପରବର୍ତୀ ଅଧ୍ୟାୟ ର ଅପେକ୍ଷା ରେ ରହିଲୁ।

  • @truptimayeesenapati2161
    @truptimayeesenapati2161 Місяць тому +2

    ପ୍ରଣାମ sir, video ଟି ବହୁତ ବହୁତ ଭଲ ଲାଗିଲା, ଆପଣ ତ ଇଚ୍ଛା କଲେ ଯେ କୌଣସି ମୃତ ଆତ୍ମା ସହିତ ଭାବ ବିନିମୟ କରିପାରିବେ , ସତରେ ଆପଣ ମହାନ୍

  • @SudeshnaBehera-m5r
    @SudeshnaBehera-m5r 24 дні тому

    Thankyou mun sabu video padhuchhi

  • @urmilatripathy6826
    @urmilatripathy6826 10 днів тому

    Mrutyu para video ta sure karibe.sunibaku vala laguchhi❤❤❤❤

  • @mamatashukla4453
    @mamatashukla4453 Місяць тому

    Sir pranam,i regularly listen to your talks and i do firmly believe that the divine soul never dies 🙏🏻

  • @sasmitalenka6819
    @sasmitalenka6819 Місяць тому

    Jay Jagannath sir🙏
    So nice 👍

  • @sunilkumarpatra6878
    @sunilkumarpatra6878 Місяць тому +2

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
    ଜୟ ଗୁରୁଜୀ 🙏🙏🙏
    ଏହା ଗୋଟିଏ ଅବିସ୍ମରଣୀୟ ଅନୁଭୂତିଟିଏ
    ମୋର ଆପଣକୁ ବିନମ୍ର ଅନୁରୋଧ ଆପଣ ଏମିତି ଆପଣଙ୍କ ଅନୁଭୂତି ଗୁଡିକ କହୁଥାନ୍ତି ମୁଁ ଆପଣଙ୍କ ଅନୁଭୂତି ଗୁଡିକ ଶୁଣିବାକୁ ଆଗ୍ରହର ସହ ଅପେକ୍ଷା କରିଥାଏ.

  • @jayantakumardash4057
    @jayantakumardash4057 Місяць тому +6

    ହଁ ସାର୍, ଆପଣ ମ୍ରୁତ୍ୟୁ ପରର ଜୀବନ ଉପରେ କିଛି ଭିଡିଓ କର ନ୍ତୁ । ଧନ୍ଯବାଦ ।

  • @Bhairavism808
    @Bhairavism808 Місяць тому +1

    ଜୟ ଜଗନ୍ନାଥ ମହୋଦୟ,
    ଧ୍ୟାନ ର ଅନୁଭୂତି ଲବ୍ଧ ଅଲୌକିକତାର ବିଷୟରେ କିଛି ଉପସ୍ଥାପନ କରିବାକୁ ଅନୁରୋଧ।

  • @voiceofcommons2038
    @voiceofcommons2038 Місяць тому

    ନମସ୍କାର ଗୁରୁଜୀ।ଏହି ଅଧ୍ୟାୟ ବହୁତ ହୃଦୟସ୍ପର୍ଶୀ ଲାଗିଲା।ପିଲାବେଳେ ପ୍ରେତ କଥା ସତ ଲାଗୁଥିଲା। ଯୁବକ ଅବସ୍ଥାରେ ତାହା ଅନ୍ଧବିଶ୍ୱାସର କଥା ବୋଲି ଲାଗିଲା।ଆପଣଙ୍କ ଏହି ଅଧ୍ୟାୟ ଦେଖିଲା ପରେ ପ୍ରେତକଥା ଏକ ଅନାଲୋଚିତ ବିଜ୍ଞାନ ବୋଲି ଲାଗୁଛି।
    ହେଲେ ଗୁରୁଜୀ ! ପପୁ କାହିଁକି ଏତେ କମ ବୟସ ରେ ମୃତ୍ୟୁ ବରଣ କଲା, ଏହି ବିଷୟରେ ଆପଣ ଏକ ଗବେଷଣା ଓ ଅନୁସନ୍ଧାନ ର ଅଧ୍ୟାୟ କରନ୍ତୁ,। ଆପଣ କେବଳ ଏହା କରି ପାରିବେ ଏବଂ ଏହା ଆମପାଇଁ ସବୁଠୁଁ ଶିକ୍ଷଣୀୟ ,ଆକର୍ଷଣୀୟ ଅଧ୍ୟାୟ ହେବ, ପପୁ ର ମୃତ୍ୟୁ ଯଦି ଦଇବ ଆଧାରିତ ହୋଇଥାଏ।

  • @ranjubalabiswal1046
    @ranjubalabiswal1046 Місяць тому +1

    🙏🙏ଜୟ ଜଗନ୍ନାଥ, ପର ଲୋକ ଉପରେ ଅଉ ଏମିତି ଅନେକ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ ରହିଲା 🙏🙏

  • @sasmitadatta8819
    @sasmitadatta8819 Місяць тому

    ଆପଣଙ୍କ ଅନୁଭୂତି ବହୁତ ଭଲ ଲାଗିଲା। ଜୟ ଜଗନ୍ନାଥ 🙏

  • @sanjaypalai6495
    @sanjaypalai6495 Місяць тому

    Sir, Ehi episode ti dekhiki bahut bhla lagila and I understood the value of deep meditation. Atma exists in the real world. Apanaku Dhanyabaad..

  • @MithunJagadala-sr8cd
    @MithunJagadala-sr8cd Місяць тому

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @brundabatipradhan5849
    @brundabatipradhan5849 Місяць тому

    ଅତି ସୁନ୍ଦର କଥାଟି କହିଲେ Each🙏🙏🙏 ଜୟ ଜଗନ୍ନାଥ

  • @BabitaMishra-yx2hr
    @BabitaMishra-yx2hr Місяць тому +1

    ସାର୍ , ନମସ୍କାର । ଏହି ଏପିସୋଡଟି ବହୁତ ଭଲ ଲାଗିଲା । ଆପଣ ଆଉ ସବୁ ଅନୁଭୂତି ବାଟନ୍ତୁ । ଜୟ କାଳୁ ।

  • @susamamisra2838
    @susamamisra2838 Місяць тому

    କି ଗହନ ଓ ରହସ୍ୟଭରା ଅଭିଜ୍ଞତା । ମୋ ରୁମ ଟାଙ୍କୁରି ଉଠିଲା । ମୋର ସମ୍ମାନ ଜଣାଉଛି ।

  • @Dinabandhu-m5k
    @Dinabandhu-m5k Місяць тому

    ଏହି ବିଶ୍ବାସ ପ୍ରାୟ ଅନେକ ଲୋକ କରିନଥାନ୍ତି। ଏହାର ସତ୍ୟତା ଜାଣିବାକୁ ଇଚ୍ଛା ହେଉଛି ❤

  • @rashmiranjanmohanty3256
    @rashmiranjanmohanty3256 Місяць тому

    Sir bahut bhala ekdum true lagila I respect you

  • @manaspradhan4168
    @manaspradhan4168 Місяць тому +3

    ବହୁତ ସୁଂଦର ସାର୍। ଆପଣ ନିଶ୍ଚୟ ମ୍ରୃତ୍ୟୁ ଉପରେ ଭିଡିଓ ବନାନ୍ତୁ। ନିଶ୍ଚୟ ବନାନ୍ତୁ। ଆମେ ବ୍ଯାକୁଳ ହୋଇ ଅପେକ୍ଷା କରିଛୁ। 🙏🙏🙏💕💕

  • @NishchalNirupam
    @NishchalNirupam Місяць тому +1

    Thank you sir

  • @sanjuktamohanty8531
    @sanjuktamohanty8531 Місяць тому

    Very interesting video. Looking forward to see more of it. Thank you sir.

  • @bharatimoharana2622
    @bharatimoharana2622 Місяць тому

    Thank you Sir for such wonderful topic. Keep sharing your experiences, that will surely guide us to follow the spiritualism. 🙏

  • @biswalsaraswati1752
    @biswalsaraswati1752 Місяць тому

    Dhanyare kalia
    Dhanya tora ichha
    Tate koti koti pranam

  • @prasantbisoi1781
    @prasantbisoi1781 Місяць тому

    Thanks for sharing your unbelievable but true .experiences.

  • @prasant459
    @prasant459 Місяць тому

    Very nice life yours. Your statements are true. These incidents are possible by deep meditation's extreme level where Soul and Supreme Soul are one.

  • @prakashchandrapattanayak4344
    @prakashchandrapattanayak4344 Місяць тому

    ଆପଣଙ ଅନୁଭୁତି ଅତିଚମତ୍କାର।ଧନ୍ୟବାଦ। ନମସ୍କାର

  • @gitamohanty8670
    @gitamohanty8670 Місяць тому

    Namaste sir waiting for your next video

  • @FAKIRJENA-du2zs
    @FAKIRJENA-du2zs Місяць тому

    Wonderfull speech delivered

  • @hemantamohanta2966
    @hemantamohanta2966 Місяць тому

    🌹🌹🌹ଗୁରୁଦେବ ପ୍ରଣାମ👏👏👏 ଜୟ୍ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ👏👏👏👏👏👏

  • @banojmohanty1693
    @banojmohanty1693 Місяць тому

    Satakathadhanybad

  • @amarjitmohanty5185
    @amarjitmohanty5185 Місяць тому +1

    ପ୍ରଣାମ ଗୁରିଜୀ ବୁହତ ବଢିଆ ଲାଗିଲା

  • @debiprasadpanda3490
    @debiprasadpanda3490 Місяць тому

    Rare and unbelievable experience. Please carry on. Waiting for the next episode.

  • @ramamishra8476
    @ramamishra8476 Місяць тому +1

    It's.very..true

  • @nagendranathsahoo9194
    @nagendranathsahoo9194 Місяць тому +1

    ଏହା ବିଶ୍ବାସ ଯୋଗ୍ୟ

  • @madhusudanparida4161
    @madhusudanparida4161 Місяць тому

    Very nice & heart touching comments 🙏

  • @pradeepmonthan9268
    @pradeepmonthan9268 Місяць тому

    Rabinarayan Mishra atma upare badhia kahichhanti,abhisapata attlika and malla,, eaka dhukhinira kahani ,jaijaganatha jaijaganatha jaimahaprabhu

  • @soumyaranjanbiswal9754
    @soumyaranjanbiswal9754 Місяць тому +2

    ପୁନରପି ଜନନମ୍ ପୁନରପି ମରଣମ୍,
    ପୁନରପି ଜନନୀ ଜଠରେ ଶୟନମ୍!🤗

  • @NishchalNirupam
    @NishchalNirupam Місяць тому +1

    Jay jagannath🙏🙏🙏

  • @user-fn5rs8qv8x
    @user-fn5rs8qv8x Місяць тому +1

    Sar koti koti pranam

  • @ArchitaChowdhury
    @ArchitaChowdhury Місяць тому

    Joy jagannath ji pronam

  • @RANJITTRIPATHY-nu4bw
    @RANJITTRIPATHY-nu4bw Місяць тому +5

    ଆମେ ସାଧାରଣ ଲୋକ ଏସବୁ ଶୁଣି ଅବୁଝା ଲାଗୁଛି।
    ଆହୁରି ଅନୁଭୁତି କୁହନ୍ତୁ ମୃତ୍ୟୁ ଉପରେ।

  • @gitanjalipurohit3595
    @gitanjalipurohit3595 Місяць тому

    Jay Shri jagannath ❤ guru ji apanaku koti koti pranam 🎉

  • @sabitridas7290
    @sabitridas7290 Місяць тому

    🙏🙏

  • @sabitamahapatra8423
    @sabitamahapatra8423 Місяць тому

    Pranam, Gurudev

  • @suvendupattnaik2670
    @suvendupattnaik2670 Місяць тому +1

    Swami Pranabananda has elaborately described his personal experience in his book""MRUTYU PARE JIVAN"( part 1) and "PRETARA PUNARJANMA" (part 2).I have got chance to read these books.
    Death is a science.Very few people are able persue deep study and research in this field of science.Swami Sivananda Saraswati has written a very useful book.The name of that book is "WHAT HAPPENS TO THE SOUL AFTER DEATH."
    I do hope that you would continue your valuable episodes .

  • @rasikarajmohantny7124
    @rasikarajmohantny7124 Місяць тому

    Bahut bhala lagila Jay jaganath

  • @lipinabarik1467
    @lipinabarik1467 Місяць тому

    🙏🙏🙏...

  • @krishnanayak8285
    @krishnanayak8285 Місяць тому

    JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻 🙏🏻 🙏🏻

  • @santhashreemanohardash8586
    @santhashreemanohardash8586 Місяць тому

    🙏🙏🙏🙏🌹🌹🌹

  • @amlandas9387
    @amlandas9387 Місяць тому

    Sir apanka katha bahut bhala laguchhi.mu 1.5 yrs helani dhyana karuchi bt se siddhi re pahanchi paruni,alaga jatha sabu mind re palei asuchhi.

  • @sudhansumohanmishra8151
    @sudhansumohanmishra8151 Місяць тому

    Very nice experience sir.Jay Jagannath.

  • @sujitgopalmohanty3594
    @sujitgopalmohanty3594 Місяць тому

    ସାର୍ ଆପଣଙ୍କ କଥା ଏକଦମ୍ ସତକଥା ଜୟ ଜଗନ୍ନାଥ 🙏

  • @pravakarsethy1107
    @pravakarsethy1107 Місяць тому

    👍👍

  • @geetamishra814
    @geetamishra814 Місяць тому

    bahut bhala lagila.

  • @biswanathmohapatra3421
    @biswanathmohapatra3421 Місяць тому +22

    ଆପଣଙ୍କ ଅତୀତ ଓ ବର୍ତମାନ ଉଭୟ କୁ ଦେଖିଲେ ଭାରି ଖୁସି ଲାଗୁଚି, ମୁଁ ଆପଣଙ୍କ ବହି ସବୁର ଜଣେ ଉସ୍ତଚ୍ଛୁକ ପାଠକ, ଏ ଘଟଣା ଟି ମୁଁ ପଢ଼ିଛି ଆଗରୁ, ମୁଁ ଆପଣକୁ ଆଶ୍ରମ ରେ ସାକ୍ଷାତ କରି ପାରିବି?

    • @drbibudharanjan2960
      @drbibudharanjan2960  Місяць тому +1

      Yes you can come

    • @user-kd3mh3zd8t
      @user-kd3mh3zd8t Місяць тому

      ପ୍ରଣାମ 🙏
      ଆପଣଙ୍କ ଆଶ୍ରମ କେଉଁଠି?

    • @satyasarathi_
      @satyasarathi_ Місяць тому

      maps.app.goo.gl/rGBSy8xjBEof77jSA?g_st=ac

    • @satyasarathi_
      @satyasarathi_ Місяць тому

      ​@@user-kd3mh3zd8t - maps.app.goo.gl/rGBSy8xjBEof77jSA?g_st=ac

    • @samirkumarpattanaik5591
      @samirkumarpattanaik5591 Місяць тому +4

      ମହାଶୟ,
      ଭୁତ, ପ୍ରେତ, ଆତ୍ମା ମାନଙ୍କର ମଣିଷ ଶରୀରରେ ପ୍ରବେଶ କରିବାର ଅସଂଖ୍ୟ ପ୍ରମାଣ ରହିଛି. ସେମାନେ କିଛି କଥା କହିବା ପାଇଁ ବ୍ୟାକୁଳ ଥାଆନ୍ତି. ଏକ ଉପଯୁକ୍ତ ଶରୀର ଜରିଆରେ ଆମ ସାମ୍ନା କୁ ଆସିଥିବାଟା ନିରାଟ ସତ୍ୟ. ମୁଁ ଅନେକ ବାର ଚେଷ୍ଟା କରି ଆତ୍ମା କିମ୍ବା ଭୁତ ଙ୍କୁ ଅନୁଭବ ନକରିଥିଲେହେଁ ପାଖ ପଡିସା ଙ୍କ ଶରୀରରେ ସେମାନେ ପ୍ରବେଶ କରିଥିବା ଦେଖି ବିଶ୍ୱାସ କରିଛି. ସୁତରାଂ ଆପଣଙ୍କ କଥା ବିଶ୍ୱାସଯୋଗ୍ୟ. ରହିଲା ଧ୍ୟାନ ର କଥା. ଆପଣ ସାଧନା ଦ୍ୱାରା ଶରୀର ଏବଂ ମନ ଙ୍କୁ ସୁକ୍ଷ୍ମ ସ୍ଥିତି କୁ ଆଣିବା ତଥା ସ୍ୱୟଂ ମହାପ୍ରଭୁ ଙ୍କ ସ୍ଥୁଳ ସାକ୍ଷାତ ପାଇବା ର ଅନୁଭୂତି କୁ ସୁନ୍ଦର ଭାବରେ ବର୍ଣ୍ଣନାକରି ଅତି ଉତ୍ତମ କାର୍ଯ୍ୟ କରିଛନ୍ତି. ଇଛା କରୁଛି ଆପଣଙ୍କ ସାନିଧ୍ୟ ଲାଭର ସୁଯୋଗ ପାଇ ଧନ୍ୟ ହେବାପାଇଁ. ଏବେତ ବିଦେଶ ରେ ଅନେକ ଦୂରରେ ଅଛି. ଭୁବନେଶ୍ୱର ଫେରିଲେ ଆପଣଙ୍କ ପାଖକୁ ଆସିବି. ବିଭୁକୃପା ପାଇଥିବା ବ୍ୟକ୍ତି ଙ୍କ ସଂସ୍ପର୍ଶ ରେ ଆସିବା ହିଁ ଏକ ଆଶୀର୍ବାଦ ହେବ. ଠାକୁରଙ୍କ ଆଶୀର୍ବାଦ ଆପଣଙ୍କୁ ଅଧିକ ସୁଖ ଶାନ୍ତି ପ୍ରଦାନ କରୁ ଆଉ ଆପଣ ସମାଜରେ ନିଜର ଅନୁଭୂତି ପରିବେଷଣ କରିଚାଲନ୍ତୁ ଏହାହିଁ କାମନା. ହରିଓଁ!

  • @kishoretripathy3103
    @kishoretripathy3103 Місяць тому

    Sir, bahut bhala lagila, not only this video, your each & every videos r interesting, practical & valuable. Jay Jagannatha 🙏🙏KK Tripathy Bengaluru

  • @nabanitadash4907
    @nabanitadash4907 Місяць тому

    Bahut badhia episode... Loved it❤❤

  • @nirupamajena8973
    @nirupamajena8973 Місяць тому +1

    Jay mo nilamadhab

  • @dr.surendranathdash8861
    @dr.surendranathdash8861 Місяць тому

    Beautiful, please continue

  • @rashmikrishna1701
    @rashmikrishna1701 Місяць тому

    Bahut sundar I liked a lot... Jay Jagannath

  • @upperprimaryodisha3797
    @upperprimaryodisha3797 Місяць тому

    Jay Guru Jay Jagannath

  • @Sahildadaofficial
    @Sahildadaofficial Місяць тому +1

    ଜୟ ଜଗନ୍ନାଥ 🙏🙏🙏

  • @narayansahoo3631
    @narayansahoo3631 Місяць тому

    Excellent and this is true

  • @aratatarai2196
    @aratatarai2196 Місяць тому

    Jay sri jagannath sir🌹🙏🙏🙏🙏🙏🙏🙏🙏🙏......

  • @ojhaojha8626
    @ojhaojha8626 Місяць тому

    Sir pranam very nice post jay Jagannath

  • @sushantakumarnayak7501
    @sushantakumarnayak7501 Місяць тому +1

    ଜୟ ଜଗନ୍ନାଥ

  • @biswalsaraswati1752
    @biswalsaraswati1752 Місяць тому

    Jai jaganath
    Kalia sabuthi achhi
    Apana kahuchhanti
    Sabu jaga ra ichha.jai jaganath
    Jai jaganath Jai jaganath

  • @birakishoresahoo3080
    @birakishoresahoo3080 Місяць тому

    Jay shree jagannath.

  • @prasantabehura9071
    @prasantabehura9071 Місяць тому

    🙏ଜୟ ଜଗନ୍ନାଥ ମହାପ୍ରଭୁ ମଣିମା 🙏

  • @user-nu4vo8ew4h
    @user-nu4vo8ew4h Місяць тому

    🙏Vijaywada anubhutipare eha mora 2nd anubhuti🙏

  • @anathswain5141
    @anathswain5141 Місяць тому

    You are great Sir 🎉

  • @meenatibiswal3776
    @meenatibiswal3776 Місяць тому

    Sir apananku pranam 🙏

  • @srinibaspattanaik3859
    @srinibaspattanaik3859 Місяць тому +2

    ସାର ଆପଣ ସହିତ ସାକ୍ଷାତ କରିବାକୁ ଚାହେଁ

  • @niharranjanmohapatra5308
    @niharranjanmohapatra5308 Місяць тому

    Excellent story

  • @Deepanjali-r6m
    @Deepanjali-r6m Місяць тому

  • @adititripathy2561
    @adititripathy2561 Місяць тому

    Jai jaganath pranam sir

  • @reenaroutray9246
    @reenaroutray9246 Місяць тому

    Thanks a lot for sharing🙏 please make more n more videos in ds topic 🙏

  • @santisahoo8006
    @santisahoo8006 Місяць тому

    Bahutu bhalalagila sir intersting kathakahile àgaku au nuà kàtha kahibe joy guru joy jagannath.

  • @FAKIRJENA-du2zs
    @FAKIRJENA-du2zs Місяць тому

    Amazing vedio

  • @biswalsaraswati1752
    @biswalsaraswati1752 Місяць тому

    Jaganath nka asesh krupa apana mananka katha sunibaku miluchi

  • @debabhoi32
    @debabhoi32 Місяць тому

    Sir pranam
    True fact
    Jai jàgannath

  • @Somiya2002
    @Somiya2002 Місяць тому

    nice video

  • @babitapanda3406
    @babitapanda3406 Місяць тому

    ଜୟ ଶ୍ରୀ ଜଗନ୍ନାଥ 🙏

  • @parsuramojha7307
    @parsuramojha7307 Місяць тому

    Jay jagannath swami Nayana patha gaami 🙏🙏🙏🙏🙏🙏

  • @sudarsanbehera2023
    @sudarsanbehera2023 Місяць тому

    Bahut sundar sir.. Jai Jagannath❤

  • @chitaranjansahoo9939
    @chitaranjansahoo9939 Місяць тому

    Angya aapanku anant koti bar aabhum sastang pranipaat🙏
    Moar binmra nivedan mahapabhunku aalingan kari dukh janaiba samayre murtire kampan anubhab kariba anubhutiku mote saral bhabre bujhai diantu🙏

  • @smitadash9115
    @smitadash9115 Місяць тому

    ବହୁତ ଭଲ ଲାଗିଲା💐💐

  • @alekhchandramalik740
    @alekhchandramalik740 Місяць тому

    Jay Jagannath Swami 🙏🙏🙏🙏🙏🌹 sir 🙏🙏🙏🙏

  • @karunakarabehera1286
    @karunakarabehera1286 Місяць тому

    Fantastic Apesod sir

  • @chittaranjanbarik3015
    @chittaranjanbarik3015 Місяць тому

    Jay Baba Kalia.

  • @manaswinisahoo6357
    @manaswinisahoo6357 Місяць тому

    ଆପଣ ଯୋଗଜନ୍ମା ବ୍ୟକ୍ତି ।

  • @pratimanayak5812
    @pratimanayak5812 Місяць тому

    Sir pranaam 🙏🙏

    • @pratimanayak5812
      @pratimanayak5812 Місяць тому

      Apana mrutu pare ra video karantu please🙏🙏🙏 sir

  • @pramilapani9960
    @pramilapani9960 Місяць тому

    JAY JAGANNATH🙏❤🙏❤