Does money play an important role for party to attract voters, Watch this special episode

Поділитися
Вставка
  • Опубліковано 23 тра 2024
  • #ବାଟ_ହୁଡ଼ାଉଛି_ଟଙ୍କା_ପାଁଶ
    ରାମିଆ କିଏ ନା ରଘୁଆ କିଏ । ଜିତିଗଲେ କଚେ ପୁଅ ବାର । ଆଉ କଥା କଥାକେ କେବଳ ଏତିକି କହିବେ, ଆରେ ଏ ଗୁଡାକ ଭକୁଆ । ଟଙ୍କା ୫ଶ ବାଟକୁ ଆସ । ଭୋଟ୍ ସରିଗଲେ ଖସ ।
    #Vote #Politics #Odisha #OTV #2024Election
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 38

  • @abanipradhan
    @abanipradhan 22 дні тому +27

    ମୁର୍ଖ ମାନେ ଟଙ୍କା ନିଅନ୍ତି,,,, ସମସ୍ତେ ନୁହେଁ,,, ଜୟ ଜଗନ୍ନାଥ

  • @bijaykhuntia
    @bijaykhuntia 23 дні тому +22

    ଫିଲ୍ମି ରେ ଦେଖିଥିଲୁ ଆଜି ସତରେ ଦେଖିବାକୁ ମିଳୁଛି😢

  • @Gobinda375
    @Gobinda375 22 дні тому +8

    ଜୟ ଓ ଟୀଭି ବହୁତ🙏 ବହୁତ ଧନ୍ଯବାଦ। ଆଜି ଆମେ ସଚେତନ ହେବା ଏବଂ ପରବୁଦ୍ଧିରେ ପଡିବା ନାହିଁ❤।

  • @kumarprahllada6197
    @kumarprahllada6197 22 дні тому +11

    ଘସିପୁରା ରେ ବିଜେଡ଼ି ୧୦୦୦ ଟଙ୍କା ଦଉଛନ୍ତି ଟଙ୍କା ନେଇଛି ହେଲେ ଭୋଟ୍ ଦେବି କେବଳ ବିଜେପି 😂

  • @Sambalpur955
    @Sambalpur955 22 дні тому +22

    ଯେତେ ଯାହା କଲେ ବି ବିଜେଡି ହାରିବା ନିଶ୍ଚୟ

  • @ommdas4745
    @ommdas4745 22 дні тому +6

    ଜାଗ ଓଡିଶା ବାସୀ ଜାଗ ଜୟ ଜଗନ୍ନାଥ❤❤❤

  • @User-yhjjgzz
    @User-yhjjgzz 22 дні тому +5

    Right said 😢

  • @mrdebasish6976
    @mrdebasish6976 22 дні тому +7

    Mg 500 kann 5000 dele bi anaa hele vote daa nija ichaa ree diaa

  • @L.kstatus694
    @L.kstatus694 22 дні тому +2

    Right କଥା,ଆପଣଙ୍କ ମୂଲ୍ୟ କଣ 500ଟଙ୍କା,ନିଜ ମୁଣ୍ଡ ବିକ୍ ନି ଭାଈ ,ଭଉଣୀ

  • @Sangrampanigrahi34
    @Sangrampanigrahi34 20 днів тому

    Right

  • @A.T.H.2023
    @A.T.H.2023 21 день тому +1

    Vote for Congress

  • @RajeevMinz-sg6jq
    @RajeevMinz-sg6jq 22 дні тому +2

    ପଇସା ନିଅ
    Vote ନିଜ ହିସାବରେ 😊

  • @prakashswain7856
    @prakashswain7856 22 дні тому +3

    ଓଡ଼ିଆ ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ ରୁ କିଛି ଶିଖିବାର କଥା. ସତରେ ଓଡ଼ିଆ ଙ୍କ ସରଳତା ର ସୁଯୋଗ ନେଇ ଏମାନେ ଫାଇଦା ନେଉଛନ୍ତି. ଓଡିଶା ରେ କିଛି ହେବନି

    • @prajanadattaputhal7034
      @prajanadattaputhal7034 22 дні тому

      Bjp gandi maruchanti jani paruna

    • @DN_knowledge_point
      @DN_knowledge_point 22 дні тому +1

      ମଣିପୁର ରୁ ବି କିଛି ଶିଖିବା କଥା, କିପରି ଏ BJP ବାଲା ଗୋଟେ ବଡିଲା ଝିଅ କୁ ଲଙ୍ଗଳା କରି ରାସ୍ତା ରେ ବୁଲେଇଲେ, BJD ବାଲା କଣ ଏସବୁ ଶିଖି ପାରିଥିଲେ, BJD କଣ BJP ଠୁ ବଳି 😂😂😂

  • @chaturbhujamahakuda3301
    @chaturbhujamahakuda3301 21 день тому

    Sabu ade deuchhanti, Na nele bi angya upaya nahin, apana nka patha kahuvhhi kintu na nele bahut asubidha

  • @jitendranayak904
    @jitendranayak904 22 дні тому

    Janata sabu janichi janiki madhya neuchi....jia ja swartha pai lagipadichanti.... eamiti mauka au asiba ki? Tenu...je ja bata re lagipadichanti.

  • @Bhagabatpujari1
    @Bhagabatpujari1 22 дні тому

    ଟଙ୍କାକିଏଦେଇବିକାଶକରିଛି କିଏନଦେଈବିକାଶକରିଛି

  • @SatrughanNayak-qf1rt
    @SatrughanNayak-qf1rt 22 дні тому +3

    ଯେଉଁ ମାନେ ବିଜେଡ଼ି ଠାରୁ ଟଙ୍କା ୫୦୦ ନେଇ ବିଜେଡ଼ି କୁ ଭୋଟ ଦେଇଛ, ତମେ ଏଥର ବିଜେପି ଚାଉଳ ନେବାକୁ ମନା କରିବ, ଯିଏ ତମ ପେଟର ଭୋକ କୁ ଚିହ୍ନି ଚାଉଳ ଦେଉଛି, କିନ୍ତୁ ଆମେ ବେଇମାନି କରୁଛନ୍ତି ଓଡ଼ିଶା ବାସୀ

    • @DN_knowledge_point
      @DN_knowledge_point 22 дні тому

      ଆରେ କେଡେ ଅଲାଜୁକ ମାଡୁଆ ଟା ଏ BJP ki BJD କଣ ଚାଉଳ ବେହି କି ଦଉଛନ୍ତି
      ଓଡ଼ିଶା ରେ ଓଡ଼ିଶା ସରକାର ନବୀନ ପଟ୍ଟନାୟକ ଙ୍କ ନାଁ ରହିବନି କଣ ପଶ୍ଚିମ ବଙ୍ଗ ମମତା ବାନାର୍ଜୀଙ୍କ ଫଟୋ ମାରା ହବ
      କେନ୍ଦ୍ର ଆଉ ରାଜ୍ୟ କଣ ଅଲଗା ଅଲଗା ଚାଉଳ ଦେବେ ତତେ
      ଭାରତ ର economic system ବିଷୟରେ କିଛି ଜାଣପାରୁ ନା ମୋଦି ମୂର୍ଖ କଥାରେ ଭାସୁଛୁ 😂😂

    • @SatrughanNayak-qf1rt
      @SatrughanNayak-qf1rt 22 дні тому

      @@DN_knowledge_point ତୁ ଭାରି ଚାଲାକ୍ ଶୁଣ ଗୋଟିଏ କୂଅରେ ଅନେକ ଗୁଡାଏ ବେଙ୍ଗ ପରିବାର ରହୁଥିଲେ ସେଥି ମଧ୍ୟରୁ ଦୁଇଟି ବେଙ୍ଗ ମଧ୍ୟରେ ଝଗଡ଼ା ହେଇଗଲା ସେଥିରୁ ଗୋଟିଏ ବେଙ୍ଗ ପ୍ରତିଶୋଧ ପରାୟଣ ହୋଇ ପ୍ରତିଶୋଧ ନେବାକୁ ଚାହିଁଲା, ପାଣି ଭରା ବାଲ୍ଟି ରେ ଉପରକୁ ଆସିଲା, ଗୋଟିଏ ସାପକୁ କହିଲା ତା ମନ କଥା ଯେ ମୋ ଶତ୍ରୁ କୁ ଖାଇବୁ, ସାପଟି ତା କଥାରେ ରାଜି ହୋଇଗଲା ବେଙ୍ଗ ସହିତ କୁଅଭିତରକୁ ଗଲା ସେଠାରେ ଦେଖିଲା ବହୁ ଦିନର ଖାଦ୍ୟ ହୋଇଯିବ, ସେଠାରେ ଯେତେ ବେଙ୍ଗ ଥିଲେ ସମସ୍ତଙ୍କୁ ଆରାମ ରେ ଖାଇଲା, ଯେଉଁ ବେଙ୍ଗଟି ଡାକି ନେଇକି ଆସିଥିଲା ତାକୁବି ଖାଇଗଲା, ଠିକ୍ ଏହି ଅବସ୍ଥା ହେବ ଓଡିଶାରେ, ମୋ ଲେଖାଟି ମନେ ରଖିଥିବୁ,(ସାବଧନ ସାପ ରୂପୀ ପାଣ୍ଡୁ ଖାଇଯିବ ଓଡ଼ିଆ ରୂପୀ ବେଙ୍ଗ ମାନଙ୍କୁ)

    • @RajeevMinz-sg6jq
      @RajeevMinz-sg6jq 22 дні тому +1

      Wa re ki logic 😂 ଘୋଡ଼ା ମଦୁଆ ​@@DN_knowledge_point

    • @chaturbhujamahakuda3301
      @chaturbhujamahakuda3301 21 день тому

      Seita moulika adhikar amaku Congress deichhi

    • @SatrughanNayak-qf1rt
      @SatrughanNayak-qf1rt 21 день тому

      @@RajeevMinz-sg6jq ଯେବେ ମଦ ନ ପାଇବୁ ନବୀନ ର ପରିସ୍ରା ପିଇ ଯିବୁ

  • @Comedyshorts97842
    @Comedyshorts97842 23 дні тому

    Paisa na anile semane amaku lutibe ama katha sunibeni
    Then paisa kn pain anibuni
    Jaha bi kale amaku g maribe

  • @iconicindrajit3660
    @iconicindrajit3660 22 дні тому

    poisa bantiba t bjd party r fundamental duty..bt ethara mahal alaga..loke sabu poisa khauchanti bt vote bjp ku dauchanti...result pura desa ku chamakaibo ethara

  • @amitabsamal4118
    @amitabsamal4118 22 дні тому

    BJP world ra sabu thu rich party.
    Elected govt bhangi paruchi paisha lagani sathira.
    Rajya shabha MP election ra other dala cross vote karanti bina paisha ra.
    BJP hajar hajar crore loot karichi sa paisha media ku palauchi sa be rastra bhati.
    Crore crore tanka election ra Bantuchi A Godi media ku dishuni.
    BJP paisha sabu Modi Saha naijiba au Foregin paar haijiba.😮

  • @bapudash9983
    @bapudash9983 22 дні тому

    ସବୁଠାରୁ ପାଅ କିନ୍ତୁ ବିକ୍ରି ନହୋଇ ନିଜ ସ୍ୱାଭିମାନକୁ ଗୁରୁତ୍ୱ ଦିଅ ।❤❤❤❤❤

  • @djhbbbsr..2735
    @djhbbbsr..2735 22 дні тому +2

    Vote for BjP ❤

  • @user-wd3bv9hd4n
    @user-wd3bv9hd4n 22 дні тому +1

    Vote for bjp

  • @PandaRauta
    @PandaRauta 22 дні тому +1

    Bjp❤🎉

  • @MantuParida-gx4ey
    @MantuParida-gx4ey 22 дні тому +1

    Vote for bjp ❤️

  • @nirmalendurout4244
    @nirmalendurout4244 22 дні тому

    Vote for bjp