8 Main Vastu Dosha in Odia by Acharaya Kanhu Charan Mishra
Вставка
- Опубліковано 18 бер 2024
- #vastuodia #8mainvastudosha
Astrologer & Vastubid-Acharaya kanhu charan mishra
Contact -
Main Road Buguda,Ganjam,Odisha
pin-761118
+91 7008830038
facebook- profile.php?...
କର୍ମଖରାପକରି ବାସ୍ତୁକୁ ଯେତେ ଠିକ୍ କରିଲେ ମଧ୍ୟ କିଛିକାମଦେବନାହିଁ
Bastu kharap thile karma kharap digaku mana heba.
Tiny age good information
Jay jagannathsir
Sabu Problem Ra solution achi. Amiti kahiki darantu nahi
Subhranshu
Sir good analysis ,,,
thanks
କାହା ଘରେ ମୃତ୍ୟୁ,ରୋଗ,ଅର୍ଥାଭାବ,ଦ୍ଵନ୍ଦ, ଅଜ୍ଞାନତା,କ୍ଷୁଧା ନାହିଁ? ସମସ୍ତେ ସବୁ ଭୋଗିବେ ହିଁ ଭୋଗିବେ। ସୁକର୍ମ ଓ ଭଗବାନ ଏକ ମାତ୍ର ପଥ ।
Good
👍🏻
north east re toilet bhala nuhe jadi, kuothi bhala kuhantu ?
Apan jenu t gare bahuta ଉନ୍ନତି ହେଉଛି
SIR ମୋର ପୂର୍ବ ମୁଖି ଘର କିନ୍ତୁ ମୁଖ୍ୟ ଦ୍ଵାର ସାମ୍ନାରେ ପଶ୍ଚିମ ଦିଗରେ ସିଡି ଘର ଅଛି ମୋତେ କଣ କରିବାକୁ ପଡ଼ିବ ଟିକେ କୁହନ୍ତୁ
ଘର ର ମେପ୍ ଆଙ୍କି ପଠାନ୍ତୁ ମୁ ଦେଖି କହିବି।
Sir gachha upare rahile bastu Dosha rahiba ki.
Kathare kahile heu nahin. Paper re gara kati bujhantu. Pencil papaer darkar
Balo samadte aloga aloga kahichha, bastu ortha daraiba
ନାନ ମୁନି ନାନ ମତ
Jadi sabu bastu thik thiba, ghare soiki khailebi saribani????
ଫୁଲ ଓଡ଼ିଆ ଭାଷାରେ କହଲେ ସମସ୍ତେ ବୁଝି ପାରିବେ
Corner ଘର କଣ, ବୁଝାନ୍ତୁ, ବାସ୍ତୁ ଶୁଭ ଘରର କେଉଁଠି କଣ ରହିବ ଗୋଟେ ନକ୍ସ l ଦେଇ ଦିଅନ୍ତୁ
Angya prannam.Nairat Konare latin bathroom Kale kn Pblm achi ki?Pblm thile kn pratikara achi janeibe.
ଘର ର ମେପ୍ ତିଆରି କରି ଯୋଗାଯୋଗ କରନ୍ତୁ।ସଠିକ ଦିଗ ଜଣାପଡିବ ତେବେ ସଠିକ ପ୍ରତିକାର କହିପାରିବି sir
Sir kn rent houses re kn bastu dosa lagiba
ଆମେ ଯେଉଁ ଘରେ ରହିବା ସେହି ଘର ର ପ୍ରଭାବ ଆମ ଉପରେ ପଡିବ।ସେ ଭଡା ଘର ହେଉ କିମ୍ବା ନିଜ ଘର ହେଉ।।
Kenu. Digaku. Latrin. Hele. Bhala
ଏହା ଉପରେ details video ଅଛି..channel ର all video ଯାଇ ଦେଖନ୍ତୁ।ଅପଣଙ୍କ ଉତ୍ତର ପାଇବେ।
Sir pranam,Ama ghara South West direction re entrance achhi kintu main nuhe, kintu aapana ethi paien jaha samasya kahile pura thik.
Solution batantu plz.
ଘର ର ମେପ୍ ତିଆରି କରି ଯୋଗାଯୋଗ କରନ୍ତୁ ତେବେ ଠିକ ଭାବେ ମୁ ପ୍ରତିକାର କହିପାରିବି।
ଅସଲରେ ବାସ୍ତୁ ଦୋଷ ଦୂର ହୋଇଥାଏ କର୍ତାର ଜନ୍ମ କୁଣ୍ଡଳୀର ଗ୍ରହ ବଳାବଳ ବିଚାର ପୂର୍ବକ ଦେଖି ଘର କଲେ, ଯେପରିକି ଯାହାର ଜନ୍ମ କୁଣ୍ଡଳୀରେ ରାହୁ ବଳୀ ଓ ଯୋଗକାରକ ହୋଇଥିଲେ ସେ ବ୍ୟକ୍ତି S- W direction ରେ ମୂଖ୍ୟ ଦ୍ବାର କରିପାରିବ,
ମହାଶୟ..ଅଗ୍ନି କୋଣ ରେ bathroom,toilet ରହିଲେ ବାସ୍ତୁ ଦୋଷ ଲାଗିବ କି ?
ଯଦି ହଁ ତେବେ ପ୍ରତିକାର କଣ ???
Ghara ra grid map Kari WhatsApp re send karantu...mu sure help karibi
Brine stroke, Agni kona jehetu water toilet asiba Mane bahut problem haba
Fast dekhantu ghara r centre re thia heiki Google map compass re dekhantu , right disa sauth east kon ki nahi
Sif apana nku pranam metal plate kouthi milibfğ? Please kìý
Kuhantu
Amazon online site re miliba
ଏହା କଣ କେବଳ ହିନ୍ଦୁ ଙ୍କ ପାଇଁ ପ୍ରଯୁଜ୍ୟ ନା ଖ୍ରୀଷ୍ଟିଆନ ..ମୁସଲିମ ଙ୍କ ପାଈଁ ମଧ୍ୟ ପ୍ରଯୁଜ୍ୟ ????
ବାସ୍ତୁ ମାନବ କଲ୍ୟାଣ ଲାଗି ହୋଇଛି. ଏକ ସୁଖଦ ପରିବେଶ ତିଆରି କରି ବାରେ ସାହାଯ୍ୟ କରେ ବାସ୍ତୁ,ଏହି ବିଦ୍ୟା ସନାତନ ଏଣୁ ସବୁ ଧର୍ମ , ବର୍ଣ ନିର୍ବିଶେଷରେ ବାସ୍ତୁ କାମ କରେ।
Sir ei bastu doso amo ghore bohut serious hei chi, jaha phalare 1 death hei sari chi, please help me,
Contact to us . Check video description for contact.
ଯାହା ବି କୁହନ୍ତୁ ଓଡ଼ିଆ ସହ ଇଂଲିଶ ମିଶାଇ କୁହନ୍ତି ସମସ୍ତେ ବୁଝି ପାରିବେ ନାହିଁ
Sir mob-no please
Sir pranam. purba mukhi ghare purba digaku lagi utar dakhina bhabare Sidi kale kichhi asubidha achhi ki?
Kichi asubidha nahi...dhyan rakhibe Sidi jemiti North -east re na asiba
Sir , purba diga length 20'6" achhi. Sidi north East ru 7'6' pare arambha hoi east-south paryanta jachhi.
Min 9/10 feet chadile bhala ..
ସବୁ ବାସ୍ତୁ ଵାଲା ସମସ୍ତେ ଅଲଗା ଅଲଗା କହୁଛନ୍ତି କାହା କଥା ଠିକ ବୋଲି ବିଶ୍ୱାସ କରିବା
Apananlu kemiti contact kariheba sir
Check Any video description mention there mobile number & gmail.
ସାର ମୋର ଦକ୍ଷିଣ ଓ ପଶ୍ଚିମ ଦକ୍ଷିଣ ମୁହାଵାଟ ଅଛି କଣ କରିଵି
Ghara ra grid map ready Kari contact karantu
ନର୍ଥ ଇଷ୍ଟ ରେ ରୋଷେଇ ଘର କରି ଲୋକେ ଭଲରେ ଅଛନ୍ତି ,
Kichi samaya apekhya karantu.
Agaku jani paribe
Odiare kuha
Odia ra kahuchu au purba , pachima jane nahu.
Some of your tips is total making confusion to general vastu what vastu man tells at the time of construction. Please answer what is exact position of toilet in a residential building if West side is not subha.
ua-cam.com/video/DlYcElCsHbs/v-deo.htmlsi=NuiXY2AKUKbpyQBn
Plz check this video for proper direction of toilet
Apn odia rea kuhntu
Prkutore,Kehun,digore,toilet,roller,bolo,hebo
ua-cam.com/video/DlYcElCsHbs/v-deo.htmlsi=NuiXY2AKUKbpyQBn
Your mob
Check Any video description mention there mobile number.
Office kouthi
Check description box for more information. Thanks
@@kanhu.charan.mishra
ଯଦି ଅର୍ଜ୍ଜୁନ ଗଛ ପାଖରେ ଲଗାଯାଏ ତାହେଲେ କିଛି ଗଣେଇ ବାକୁ ପଡ଼େ କି
Toilet kouthi kariba ???? Aakasare,
ମୁଣ୍ଡରେ ଗୁହ ପଡିବ 😀
ସବୁ ମିଛ l କାହିଁକି ଲୋକ ଙ୍କୁ ଭୂତ୍ ଉଚ l
Michha nuhne sobu practical a6i
Tume jadi kahara anista marinara, tumara kebe anista hebanahi
South est Ku diga
ଅଗ୍ନିକୋଣ
Your. Statements. Are. Completely. Wrong, Before. Coming. To. Public. Your. Preparation. Needs. More. Education.
100% right.
କେବଳ ଅହଙ୍କାର@@niranjanpatra5772
ତମେ ସବୁ ଓଲଟା କହୁଛ
Exactly
, ଓଡ଼ିଆ ରେ କହି ପାରୁ ନ
Bastu concept has no meaning,it is only DABA& to extract money from public. Bastu has no alternate & remedies.
କେଉଁ ଦିଗରେ କଣ କଣ କରିବାକୁ ହେବ, କଣ କଣ ଗଛ ଲଗା ଯାଇଥାଏ,ସେଇ କଥା କୁହନ୍ତୁ।
Upcoming video asuchi ae topic upare... thank you
Sir aponko phone number darkar
Check video description