Narka boli kichhi nahi | ନର୍କ ବୋଲି କିଛି ନାହିଁ | Dharma Judhha - ଧର୍ମଯୁଦ୍ଧ | Sidharth Bhakti

Поділитися
Вставка
  • Опубліковано 30 вер 2024
  • ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମ ରୁ ଗୁରୁବାର ରାତି ୯ଟା ୩୦ରେ ଦେଖି ପାରିବେ I
    ବିତର୍କର ବିଷୟ : ନର୍କ ବୋଲି କିଛି ନାହିଁ !
    ସପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ: ପ୍ରଜ୍ଞା ରାଉତ, ନିରଞ୍ଜନ ଶାସନୀ
    ବିପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ : ମାନସ ଦାସ (ରାମାୟଣୀ), ଶ୍ରୀନିଵାସ ଆଚାର୍ଯ୍ୟ
    ସଂଯୋଜନା: ରଞ୍ଜନ ମହାପାତ୍ର
    ପୁରାଣକୁ ନେଇ ନାନା ମୁନିଙ୍କର ନାନା ମତ, ତେବେ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ? “ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ‘ଧର୍ମଯୁଦ୍ଧ’ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପାଞ୍ଚଜଣ ପଣ୍ଡିତ ମାନଙ୍କୁ ନେଇ ବିତର୍କ କରାଯାଇ ଥାଏ ଓ ଦର୍ଶକଙ୍କ ଉପରେ ସିଦ୍ଧାନ୍ତ ଛାଡି ଦିଆଯାଏ | ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ |
    --------------------------------
    ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth TV” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth Bhakti” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    ALL THREE CHANNELS NOW AVAILABLE ON:
    EM Digital (Bhubaneswar, Cuttack, Berhampur, Nayagarh, Sambalpur, Koraput, Salepur, Rourkela, Puri, Bhadrak, Kendrapada, Bhawanipatna, Jeypore, Munigada, JK Pur, Bhuban, Balugaon, Angul, Kantabanji), Barsha Vision Cable Network(Balichandrapur), TTV Cable Network(Talcher), Digital Cable TV Network(Balasore), Sahoo Cable Network(Jagatsinghpur), Jajpur Digital Network Services Pvt Ltd(Panikoili), SATCO(Bargarh), Vision Point(Hinjilicut), Khetramani Cable Vision(Soro), Mahesh Cable Network-(Bhadrak), Trishakti Vision(Lathi), Prachi Vision(Bhingarpur), Chitra Cable Network(Mandiapalli), Shiva Shakti Cable Network(Aska), Jaleswar Cable Link(Jaleswar) Maa Tara Tarini Digital(Purusottampur), Subham Cable Vision(Janla), Maa Laxmi Cable Network(Kalapathara), Spacenet Communication(Nimapara), Tarini Sky Vision(Banamalipur), Om Siba Shankar Cable Network(Itamati), Maa Cable TV(Belabahali), ABC(Anil Broad Casting)Digital Network(Gunupur), Purnima Cable Network(Matto), Star Vision(Brahmagiri), Star Vision(Channagiri), Star Vision(Parikuda), Sweet Digital(Kanpur), BMT Digital(Kshatriyabarpu), Mahaveer Trading & Service Co.(Konark), S S Vision(Sheragada), MRK Digital(Haladia), Amit Cable Network(Kaladia), Rajat Sky Tv(Boulanga), Mohini Vision(Gudum), Mahavir Digital(Brahmabarada), Sahoo Cable TV(Chandar), Brundaban Setlite Communication(Badagada), Subham Cable Vision (Dabardhuapatana), BMT Digital(Kirakhai), Adarsh Digital(Kishore Prasad), Maa Laxmi Cable Network(Deuli), Music Trax Multi Vision(Balia),Sukanta Ten Digital(Godisahi),Tarini Cable Network (Badasahara),Daspalla Television Network(Daspalla),Sai Cable TV Network (Choudwar),Sairam Cable Network (Narendrapur),Trimurty Star Vision(Bhanjanagar),Maa Patakhanda Cable Vision(Phulbani),Shiva Shakti Cable Network (Bajrakote) And many more Cable operators.
    Subscribe us on UA-cam to watch clippings & promos of our All 3 Television Channels :
    👉 Sidharth Bhakti : / sidharthbhakti
    👉 SidharthTV: / sidharthtv
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook: / sidharthbhaktiodia
    👉 Like us on Instagram: / sidharthbhakti
    -----------------------------------------------------------------
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

КОМЕНТАРІ • 111

  • @narottamdeep9202
    @narottamdeep9202 Рік тому +1

    Pragyan mam you are absolutely right

  • @biswanathsardarbsardar1069
    @biswanathsardarbsardar1069 3 роки тому

    Purana jou mane likhichhanti seimane mane aaji kouthhi achhanti

  • @satishranjanpatra5877
    @satishranjanpatra5877 Місяць тому

    Just you read garuda purana then you argue one another what is the real truth that is mentioned in the garuda purana

  • @bkmanoj6057
    @bkmanoj6057 2 роки тому

    Pl once visit brahmakumaris. You can know everything.

  • @dinabandhupanda7054
    @dinabandhupanda7054 Рік тому

    ନର୍କ ହିଁ ଜୀବନର ଅପକର୍ମ ଏହାହିଁ ସତ୍ୟ ଆମର ଦୃବୁଦ୍ଧି ମାନିବାକୁ ପ୍ରସ୍ତୁତି ନୁହେଁ........ ପ୍ରଶ୍ନ କଲେ ଉତ୍ତର ପାଇବେ /!?

  • @santoshpattnayak2589
    @santoshpattnayak2589 2 роки тому

    ପ୍ରଜ୍ଞାଙ୍କ ଯୁକ୍ତି ଆଦୌ ଠିକ୍ ଲାଗୁନି

  • @RajM-sx6kb
    @RajM-sx6kb Рік тому

    Prangya madam is right

  • @uddhababagarti2618
    @uddhababagarti2618 2 роки тому

    ନର୍କ ଅଛି!ଉଧାହାରଣ କୁମ୍ଭୀପାକ ନର୍କ

  • @rajkishoremohapatra6448
    @rajkishoremohapatra6448 2 роки тому

    Sidharth t.v.madhyamare apanamananka e prayash incredible

  • @maheswarsabar4296
    @maheswarsabar4296 Рік тому

    ଏଇ ଯୋଉ ମା ଜଣକ କହିଲେ କି ନର୍କ ବୋଲି କୌଣସି ସ୍ଥାନ ନାହିଁ ତାହା ସଂପୂର୍ଣ୍ଣ ଭୁଲ୍ ଅଟେ ନର୍କ ବୋଲି ସ୍ଥାନ ଅଛି

  • @susantaandanlikeotvnew8086
    @susantaandanlikeotvnew8086 Рік тому

    Manas das ramayan is really learner

  • @bijayaraghabendradas2739
    @bijayaraghabendradas2739 Рік тому

    ଦେଖଗୋ ମାତ ସୁଵିଚାରେ ନରକ ସ୍ଵର୍ଗ ଏହି ଠାରେ ଭାଗବତ ଏହା କ'ଣ ଭୁଲ୍

  • @athgarhcomedyentertainment664
    @athgarhcomedyentertainment664 3 роки тому +9

    ଆପଣ ମାନେ ଯୋଉଠି ବସିଛ ସେଇଟା ସ୍ବର୍ଗ ଓ ନର୍କ

  • @nirmalashaoo2284
    @nirmalashaoo2284 2 роки тому

    Baikunth same ate sehi ghar ehiuktiti ajiradharmajudhyaraanswer

  • @jhumurimallick2573
    @jhumurimallick2573 2 роки тому

    🙏🙏

  • @nirmalashaoo2284
    @nirmalashaoo2284 2 роки тому

    All argument are different each other.

  • @nirmalashaoo2284
    @nirmalashaoo2284 2 роки тому

    Right

  • @nirmalashaoo2284
    @nirmalashaoo2284 2 роки тому

    Right.

  • @nirmalashaoo2284
    @nirmalashaoo2284 2 роки тому

    Right.

  • @maheswarsabar4296
    @maheswarsabar4296 Рік тому

    ଆପଣ ଯୋଉ କଥା ଟି କହିଲେ ଯେ ,ଗୋଟେ ଲୋକ ଦୁଃଖରେ ଅଛି ତ ତାହାକୁ ଲୋକ ମାନେ କହୁଛନ୍ତି କି ନର୍କ ରେ ଅଛି ବା ପଡ଼ିଛି ବୋଲି ତାହା ନୁହଁ ସେଇଟା ତ ତାହାର ପୂର୍ବ ଜନ୍ମର କର୍ମର ଫଳ ଏଇଟାକୁ ନର୍କ ଯନ୍ତ୍ରଣା ବୋଲି କୁହାଯାଇପାରିବ ନାହିଁ

  • @bighnarajgouda5219
    @bighnarajgouda5219 2 роки тому

    ପ୍ରଜ୍ଞା ଦିଦିକୁ କିଛି ଜଣା ନାହିଁ

  • @siddhantamallick3084
    @siddhantamallick3084 3 роки тому

    Mu kahibi purana SASTRA ku ninda Kara nahi

  • @kalicharanmishra2444
    @kalicharanmishra2444 3 роки тому +7

    ଏତେ ଆର୍ଗୁମେଣ୍ଟ କରି କଥା କଟା କାଟି ହେବା ବଦଳ ରେ ଶାସ୍ତ୍ର ର ନିର୍ଦ୍ଦେଶ ଅନୁସାରେ ଦେଖା ଯାଇଥିବା ରାସ୍ତା ରେ ଚାଲିବା ଠିକ୍ କାରଣ ଶାସ୍ତ୍ର ଭିତ୍ତିକ ମାର୍ଗ ରେ ଚାଲିବା ଦ୍ଵାରା ଆମର କିଛି କ୍ଷତି ହୁଏ ନାହିଁ.... ମନୁଷ୍ୟ କୁ ମାନବିକତା ର ଶିକ୍ଷ୍ୟା ଦିଏ ଏହି ଶାସ୍ତ୍ର ତେଣୁ ବିନା ଦ୍ୟୁଧା ରେ ଶାସ୍ତ୍ର ମତାନୁ ସାରିତ ପଥରେ ଗମନ କରିଲେ ହୁଏତ ରାମ ରାଜ୍ୟ ପ୍ରକୃତରେ ପୁନର୍ବାର ଦେଖିବାକୁ ମିଳିବ 🙏

  • @biswanathsardarbsardar1069
    @biswanathsardarbsardar1069 3 роки тому

    Dharma judhare prangya didi kahichhanti swarga narka bali kichhi nahanti ehai satya

  • @sitendas5609
    @sitendas5609 Рік тому

    Manas Speak Right.Thanks to All.

    • @sitendas5609
      @sitendas5609 Рік тому

      Manas Sir Speak Right,Thanks to All.

  • @bharatipatra6930
    @bharatipatra6930 2 роки тому

    Shastriya alochana n kari swatantra bichar dwara practical alochana abssyaka ate mo matare

  • @Ananya327
    @Ananya327 2 роки тому

    Narka kia bhoga kare se katha bi kahibi

  • @narayandasnarayan8974
    @narayandasnarayan8974 3 роки тому

    ଅଛି

  • @siddhantamallick3084
    @siddhantamallick3084 3 роки тому

    Narka achi nishita

  • @batakrishnanath3653
    @batakrishnanath3653 3 роки тому +3

    ନିଜକୁ କଣ ବୋଲି ଭାବୁଛ , ଧର୍ମରାଜ , ନାଁ ଚିତ୍ରଗୁପ୍ତ ? ଆଗ ଦିନ ନାଁ ରାତି କହିଲ ?

  • @sudhansunayak1747
    @sudhansunayak1747 Рік тому

    Kali Yuga noha ea kala yuga

  • @prakashmeher8147
    @prakashmeher8147 2 роки тому

    ଅଲେଖ ମହିମା ନିରଞ୍ଜନ

  • @satyaranjanbehera6886
    @satyaranjanbehera6886 2 роки тому

    Narka achhi

  • @satrughnapatra1598
    @satrughnapatra1598 3 роки тому

    Narka Bali kichhi Nanhi Sabu monara Kalpana matra Sukha Santi heuchhi Swarga au dukha kasta jantrana heuchhi narka

  • @bideshiradhyradhyguruji6460
    @bideshiradhyradhyguruji6460 3 роки тому +3

    ବାଟ ବଣା କଥା ବନ୍ଦ କର

  • @hrushikeshshankhua1685
    @hrushikeshshankhua1685 2 роки тому

    jai Sri ram

  • @sankarsahu570
    @sankarsahu570 3 роки тому +9

    ନର୍କ ବୋଲି ଏକ ସ୍ଥାନ ନାହିଁ।କିନ୍ତୁ କର୍ମଫଳ ଭୋଗ ସ୍ବରୂପ ମଣିଷ ପାଉଥିବା ଦୁଃଖ-ଯତନାକୁ ନର୍କ ଅଟେ।

    • @Ananya327
      @Ananya327 2 роки тому

      Tame bhula kohucha narka boli achhi

  • @prabodhabehera4902
    @prabodhabehera4902 3 роки тому +1

    ସୁନ୍ଦର ଆଲୋଚନା ଧନ୍ୟବାଦ

  • @azimazim9370
    @azimazim9370 3 роки тому +3

    ସ୍ବର୍ଗ ଓ ନର୍କ ଅଛି ,
    ଦୁନିଆରେ ଖରାପ କର୍ମ କରୁଥିବା ମନୁଷ୍ୟ ର ଜେଲ୍ ର ବନ୍ଦୀ ଜୀବନ କଣ ନର୍କ ଭଳି ନୁହେଁ କି ?
    କଣ ମଣିଷ ଏ ଦୁନିଆରେ କେବେ ଚାହିଁବ ଜେଲ୍ ର ବନ୍ଦୀ ଜୀବନ ?
    ଯଦି ନାହିଁ , ତେବେ ଧର୍ମ ଶାସ୍ତ୍ର ଅନୁସାରେ ନିଜ ର ଜୀବନ ଅତିବାହିତ କରି ସ୍ବର୍ଗ ପ୍ରାପ୍ତି କରନ୍ତୁ ନ ହେଲେ ନର୍କ , ଏହାହିଁ ସତ୍ୟ କାରଣ ମୃତ୍ୟୁ ହିଁ ସତ୍ୟ , ଧନ୍ୟବାଦ

  • @Jay-rz2cg
    @Jay-rz2cg 3 роки тому +3

    Jay jagannath Jay jagannath Jay

  • @duryodhannaik1825
    @duryodhannaik1825 3 роки тому +1

    ନରକ -ନର +କ. ନରହିଁ ନାରାୟଣ +କ (କର୍ମ ).କର୍ମ କୁ ଅଜ୍ଞାନ ବୋଲି ଗୀତାରେ କୁହାଯାଇଛି.ଅତଏବ ଯେଉଁ ନର କର୍ମ କରୁଛି ବୋଲି ଅହଂକାରରେ ମାତି ରହି ଭଗବାନଙ୍କୁ ଅବମାନନା କରିଥାଏ ସେ ନରକ ଯନ୍ତ୍ରଣା ଭୋଗିଥାଏ. ନରକ =20+27+1=48.
    84ଯୋନି

  • @dillipkumarjena4484
    @dillipkumarjena4484 3 роки тому +1

    ପରିଚାଳକ ମହାଶୟ ଆପଣ ନିସ୍ପତି ନିଅନ୍ତୁ ନହେଲେ ଆପଣ ସେ ଆସନରୁ ଓଲ୍ହାଇ ଆସନ୍ତୁ ଦର୍ଶକମାନଙ୍କ ହାତରେ ଛାଡ଼ନ୍ତୁନାହିଁ ନାନାରୁଷିଙ୍କର ନାନାମତ

  • @anantaprasadpanda2899
    @anantaprasadpanda2899 3 роки тому +2

    ଯେମିତି ଶରୀର ଦୁଇଟି ଭାଗରେ ବିଭକ୍ତ। ଠିକ୍ ସେମିତି ନର୍କ ବି ଦୁଇଟି ଭାଗରେ ବିଭକ୍ତ। ସ୍ଥୁଳ ଶରୀର ରେ ଏଠି ନର୍କ ଏବଂ ସୂକ୍ଷ୍ମ ଶରୀର ରେ ବି ନର୍କ ଅଛି।ଭଗବାନ, ମହାପୁରୁଷ, ଋଷି ମାନେ ଯାହା ବର୍ଣ୍ଣନା କରିଯାଇଛନ୍ତି ତାହା କଣ କେବେ ମିଥ୍ୟା ହେବ? ଏଗୁଡ଼ିକ ଭୂଲ୍ ଧାରଣା।

  • @rajendrakumarsuna1099
    @rajendrakumarsuna1099 3 роки тому +1

    स्वर्ग ओर नर्क दोनो इसी धरती पर है,आप ग्यान चक्षु में देख सकते हैं ।

  • @jayantakumarkhatua9293
    @jayantakumarkhatua9293 3 роки тому +2

    JAY JAGANNATH

  • @tirupatinisikabharatiya8467
    @tirupatinisikabharatiya8467 3 роки тому +2

    Jay jagaranatha prabhu Jay

  • @sivacharanajena5568
    @sivacharanajena5568 3 роки тому +2

    ସଂଚାଳକ ପଣ୍ଡିତ ମହାଶୟ ତର୍କ ଶେଷରେ
    ନିଜର ଏକ ମତାମତ ଦିଅନ୍ତୁ ।
    ତର୍କରେ ଓଡ଼ିଆ ଭାଗବତ , ପୁରାଣ ଏବଂ
    ସଂସ୍କୃତ ଲେଖା ଉପରେ ଅଧିକ ଗୁରୁତ୍ଵ ରହୁ ।
    ହିନ୍ଦୀ ଓ ଅନ୍ୟ ଭାଷାର ପୁରାଣ କଥା X

  • @santoshpattnayak2589
    @santoshpattnayak2589 2 роки тому +1

    ଧନ୍ୟ ଆମେ ! ଏବେ ବି ଆମ ସଂସ୍କୃତି ଓ ଶାସ୍ତ୍ରକୁ ଆମେ ଭୁଝିପାରୁନେ ।

  • @TantraVidya.123
    @TantraVidya.123 3 роки тому

    ନିର୍ବାଣ ଷଟକମ୍ ର ଶ୍ଲୋକକୁ କହି ମନିସା ପଞ୍ଚକମ୍ ର ବୋଲି କହୁଥିବା ବ୍ୟକ୍ତି କଣ ଧର୍ମର ଜିଜ୍ଞାସା ଉପସ୍ଥାପନ କରିବେ | ତଥା ଏସବୁ ମନଦ୍ୱାରା ବୁଝିବା ଅସମ୍ଭବ | ନିଜର ତାମସ ଅହଙ୍କାର ଦ୍ରବିଭୁତ ହେଲେ ଯାଇ ତତ୍ୱଜ୍ଞାନର ଉଦୟ ହୁଏ |

  • @ranjanjena7803
    @ranjanjena7803 3 роки тому +1

    Narka achi swarga vi ochi auu baikunta vi ochi

  • @prakashmeher8147
    @prakashmeher8147 2 роки тому +1

    ବହୁତ ସୁନ୍ଦର ଆଜ୍ଞା ମାନେ 🙏 ଗୋଟିଏ ସୁନ୍ଦର ପ୍ରୟାସ

  • @sunitapanda7839
    @sunitapanda7839 3 роки тому +5

    ଆମ ଆଖି ଆଗରେ ଦେଖୁଛୁ ,,କେତେକ ଲୋକ ନର୍କ ଭୋଗ କରୁଛନ୍ତି,, ଯନ୍ତ୍ରଣା ଦୁଖଃ ରେ ସଢି ଜାଉଛନ୍ତି

  • @ajitnayak5411
    @ajitnayak5411 2 роки тому +1

    Plz no argument prangya mam is good talking
    🙏🙏

  • @laxmipriya6043
    @laxmipriya6043 3 роки тому +18

    କ୍ଷମା କରିବେ ଏମିତି ତର୍କ କରନ୍ତୁ ନାହିଁ ଅନ୍ୟ ଧର୍ମର ଲୋକ ପରିହାସ କରିବେ ଜୟ ଶ୍ରୀରାମ.

    • @pratiknaga
      @pratiknaga 3 роки тому +1

      Mu narka re achhi. Kn kichhi bhul achi ki tarka re. Na apana Anya dharma biswasi?

    • @surendranathsahu3152
      @surendranathsahu3152 3 роки тому

      ଆପଣଙ୍କ ଯୁକ୍ତି ଠିକ୍ । ଏଭଳି ତର୍କ ଶୁଣିଲେ ଅନ୍ୟ ଧର୍ମାବଲମ୍ବୀ ମାନେ ଆମ ଧର୍ମାନ୍ଧତା ପାଇଁ ପରିହାସ କରିବେ ।

    • @siddhantamallick3084
      @siddhantamallick3084 3 роки тому

      Bhagwan nka Katha Kebe bhul nuha nishita swarga achi narka achi Manisha marigala pare jane

  • @subhajitparida4845
    @subhajitparida4845 3 роки тому +1

    Sabu ta sastra kahauchi tma dwara,a bhitare tme Sabu kauthi???nija ra kichi anuvhav achi...narka jadi achi,kuhantu kauthi achi????.dharmika loko aji b thik sae jaga re rahi gale,athi pain...Sabu kichi manile,kichi janibaku hi Chesta kaleni....bigyana aji bahut agare athi pain...sethi maniba pain kichi jaga nahi.....

  • @anantaprasadpanda2899
    @anantaprasadpanda2899 3 роки тому +3

    ନର୍କ ନିଶ୍ଚିତ ଭାବରେ ଅଛି। ଯଦି ନାହିଁ ତେବେ ପୁରାଣ ଶାସ୍ତ୍ର ମିଛ?ଯଦି ପୁରାଣ ମିଛ ତେବେ ଠାକୁର ମିଛ? ତେବେ ଯେଉଁମାନେ ଏ ପୁରାଣ ଲେଖିଛନ୍ତି ସେମାନଙ୍କ ଉପରେ ଆଙ୍ଗୁଳି ଉଠିବ?ତେଣୁ ଏଠାରେ ନିଜ ମନ ଉପରେ ନିର୍ଭର କରେ। ବିଶ୍ବାସ ହିଁ ସର୍ବ ଶ୍ରେଷ୍ଠ ଅଟେ।ବିଶ୍ବାସ କଲେ ନର୍କ ଅଛି ବିଶ୍ବାସ ନ କଲେ ନର୍କ ନାହିଁ.

    • @bijayaraghabendradas2739
      @bijayaraghabendradas2739 3 роки тому +1

      ଦେଖଗୋମାତସୁବିଚାରେ ସୋରଗନରକ ଏହି ଠାରେ। ଭାଗବତ ବାଣୀ

  • @priyacharandas7352
    @priyacharandas7352 3 роки тому

    जय श्री राधा कृष्ण भगवन् .
    ଶ୍ରୀ ମଦ୍ଭାଗଵତ ମହାପୁରାଣ ରେ ଶୁକଦେବ ଗୋସ୍ୱାମୀ ଵର୍ଣନାକରି କହିଛନ୍ତି ପରିକ୍ଷିତ ମହାରାଜ ଙ୍କୁ

  • @akshyakumarnaik7814
    @akshyakumarnaik7814 3 роки тому

    Jane ହେତୁବାଦି କୁ କାର୍ଯକ୍ରମ ରେ ଅଂଶ ଗ୍ରହଣ କରିବାକୁ ଦିଆ ଯାଉ

  • @ThePracticalScience
    @ThePracticalScience 3 роки тому +1

    Bipakshya Badi mananka barnana tarka sambalita nuhne ... Semane kebala loka katha ebon managadha kahani ra asraya neuchhanti ... Semanankara pakhare sastra udhruta sloka kimba gadyansa nahni ....

  • @chikubehera9314
    @chikubehera9314 3 роки тому +1

    Sir apank kathanusare Jie Khalikhipie jibanku upabhakaruchhh se swargabhaga karukaruchhi tahele bhagavanbali kichhinahni

  • @biswanathsardarbsardar1069
    @biswanathsardarbsardar1069 3 роки тому +1

    নরক বলে কিছু নাই অন্য কে কষ্ট দেবার জন্য নিজে কস্ট পাওয়া নামেই নরক ।

  • @bhagyajyotishkendra3904
    @bhagyajyotishkendra3904 3 роки тому +4

    Madamnka katha jama b vala laguni

  • @gyanaranjandash9234
    @gyanaranjandash9234 3 роки тому

    Gita sung by sri krishna as the lord and its a part of Mahabharata .... But all other puranas are wrote by ved vyas ... Do don't compare gita with other puranas ... Gita is the supreme knowledge. But puranas are reinterpreted by the so called High caste and history also has the evidence that the puranas are completed in the period of guptas... So what is decided the fate is the work ..... Nothing else ..

  • @Radhekrisna108.
    @Radhekrisna108. 3 роки тому +1

    Yes Padma purana re aha barnita achi

  • @bishnucharanbehera7430
    @bishnucharanbehera7430 3 роки тому +1

    👌👌👌🙏🙏🙏 Manas sir speak right.Thanks all

  • @biramkumarmandal4669
    @biramkumarmandal4669 3 роки тому

    ଆଜ୍ଞା ବୃନ୍ଦଙ୍କୁ ପ୍ରଶ୍ନ:-ବୈକୁଣ୍ଠକୁ ଯିବାପାଇଁ ଆତ୍ମୀୟସ୍ବଜନଙ୍କ କ୍ରିୟା କର୍ମର ଆବଶ୍ୟକତା ଅଛି ନା ଯାହାର କେହି କରନ୍ତି ନାହିଁ (ଯଦି ସେ ବ୍ୟକ୍ତିସ୍ବୟଂମହାନକର୍ତ୍ତବ୍ୟ କରିଥାଏ)ତା'ର ଗତି କୁଆଡ଼େ?🙏

  • @umakantaacharya243
    @umakantaacharya243 3 роки тому

    All are genius

  • @pradeepkumartripathy5410
    @pradeepkumartripathy5410 3 роки тому +2

    Pragyan mam nka jukti tike ajuktikara laguchi

  • @brundabananag3837
    @brundabananag3837 3 роки тому

    ସ୍ୱର୍ଗ /ନର୍କ ବୋଲି କିଛି ନାହିଁ. ଏହା ଏକ କଳ୍ପନା ମାତ୍ର.

  • @soumyaranasingh6948
    @soumyaranasingh6948 3 роки тому

    Ram bhai best

  • @bijayaraghabendradas2739
    @bijayaraghabendradas2739 3 роки тому

    ଦେଖଗୋମାତସୁଵିଚାରେ ସୋରଗନରକ ଏହି ଠାରେ। ଭାଗବତ ବାଣୀ

  • @ThePracticalScience
    @ThePracticalScience 3 роки тому +2

    Sasani panditankara pakhare scripture derived Philosophy kichhi nahni ... Se nijara managadha sasta darsana ku byabahara karuchhanti .... Praya samaya chup rahuchhanti ...

  • @tunatecnicial5550
    @tunatecnicial5550 3 роки тому +1

    Bisnu pravu

  • @slrmanoj404
    @slrmanoj404 3 роки тому

    ଦେବତା, ଭଗବାନ ଯେହେତୁ ଅଛନ୍ତି । ନର୍କ ମଧ୍ଯ ଅଛି ।

  • @miniTV4
    @miniTV4 2 роки тому

    ସିଦ୍ଧାର୍ଥ ଭକ୍ତି ଟିଭି ଚ୍ୟାନେଲ ସମସ୍ତ କର୍ମକର୍ତ୍ତାଙ୍କୁ ଆନ୍ତରିକ ଶହ ପ୍ରଣାମ । ଖୁବ୍ ବଢିଆ ପ୍ରଗ୍ରାମ୍ ଆମକୁ କିଛି ଶିକ୍ଷା ମିଳୁଛି । ଅଳ୍ପ ଗ୍ୟାନ ଅନୁସାରେ କହିବି, ନର୍ଖ ବା କର୍ମ ଫୋଳ ଏହି ଜୀବନରେ ହିଁ ଭଗିବାକୁ ପଡ଼ିଥାଏ । ଯନ୍ତ୍ରଣାର ଅନ୍ୟ ନାମ ନର୍ଖ ହିଁ ସତ୍ୟ ହୋଇଥିବ ।

    • @AlineOp
      @AlineOp 10 місяців тому

      ସ୍ୱର୍ଗର ଓ ନର୍କ ର ପରିକଳ୍ପନା ଏହା ଏକ ଭୁଲ କଥା।ହୁଏତ ଅତିତର ସମୟ ପାଇଁ ଠିକ ଥାଇପାରେ।ଏବର ସମୟରେ ଏହା କେବେ ଗ୍ରହଣ ନୂହେ। ଆମେ ହିଁ ସୋରଗ ଆଉ ନରକ କରିପାରିବା ଆମ ପାଇଁ

  • @prasantmahalamahala2081
    @prasantmahalamahala2081 3 роки тому +3

    ହିନ୍ଦୁ ଧର୍ମ କୁ ହିନ୍ଦୁ ହି ବିପଦ ଅନ୍ୟ ନୁହେଁ

  • @BikashKumar-gt8gl
    @BikashKumar-gt8gl 3 роки тому

    Narka achi pangya dide kn janiparuna
    Tame mahavharatare kn Janina panchu pandaba narkaku jaithile

  • @ranjanmishra140
    @ranjanmishra140 3 роки тому

    Original & duplicate vitare bahuta pharak achi

  • @crarts2584
    @crarts2584 3 роки тому

    Super

  • @shivamswayam2003
    @shivamswayam2003 3 роки тому

    Exactly narga achi because panchu pandavon bhi eethire padithile.... So amme ta tuchaa manusya aame kemiti banchi jiba.... Ye sabu jani bhi bahut bhul karuchanti aame mane kete nirih chota jibara hatyakari se sabu waiting re aachi aama pai🙏🙏🙏🙏

  • @ranjanjena7803
    @ranjanjena7803 3 роки тому

    All fal debate

  • @ranjanjena7803
    @ranjanjena7803 3 роки тому

    Kintu manisa odhiko budijibi haithibaru se manibaku raji nuho.

  • @padmalochansethy4055
    @padmalochansethy4055 2 роки тому

    ସଭାକୁ🙏🙏🙏🙏

  • @ବାଳ
    @ବାଳ 3 роки тому

    Sabu paisa ra khela paisa kamaa ta pare katha heba

  • @prabhatguin3062
    @prabhatguin3062 3 роки тому

    I always wait for listen to your arguments

  • @sridharajena7831
    @sridharajena7831 3 роки тому

    Na rka aachi karana aeha sastra mata

  • @narottamsinghjena6700
    @narottamsinghjena6700 3 роки тому +1

    ମଣିଷ ସଦ୍ ମାର୍ଗରେ ପରିଚାଳିତ ହେବା ପାଇଁ ପୁରାଣକାରମାନେ ଵିଭିନ୍ନ ପୁରାଣରେ ବୈକୁଣ୍ଠ ଓ ନର୍କର ପରିକଳ୍ପନା କରିଛନ୍ତି ।

  • @jitusa...3501
    @jitusa...3501 3 роки тому

    Aethi swarga aethi narka100%

  • @ranjanjena7803
    @ranjanjena7803 3 роки тому +1

    Bhagaban boli kichi nahi . Is it Right?

  • @ranjanjena7803
    @ranjanjena7803 3 роки тому

    Every thing is true.

  • @sudhamchmahanty9062
    @sudhamchmahanty9062 3 роки тому

    Adhama kale papa nahi narka nahita

  • @DNayakchannel
    @DNayakchannel 3 роки тому

    Re papa bansa ra loka mane prathame nijaku chinha nijaku bancha .Tume mane bhuli jaucha tume kebala mrutyu adaku gamana karucha au kichi nuhna tume mane dharma bisayare kahucha hele bhitaru angyani acha nijaku banchao prakruta ishwar nku jana au nijaku udhar kara...