ମୋହନଙ୍କ ପାଇଁ ମମତା ଏମିତି ,ସରକାର କୁହନ୍ତୁ ଆଳୁ ଆଣିବୁ କେଉଁଠୁ || news room ||

Поділитися
Вставка
  • Опубліковано 16 жов 2024

КОМЕНТАРІ • 42

  • @p_coolls
    @p_coolls 2 місяці тому +10

    bhala heichhi.thank you mamata Banerjee

  • @bimalsamal1948
    @bimalsamal1948 2 місяці тому

    60

  • @gundripasiproductions
    @gundripasiproductions 2 місяці тому

    ଆଗରୁ ଆଳୁ ପଚୁ ନ ଥିଲା ଏବେ ପଚୁଛି...ବାପ୍ ରେ

  • @bijaykumardas5621
    @bijaykumardas5621 2 місяці тому

    Good news

  • @ramakantatripathy4826
    @ramakantatripathy4826 2 місяці тому

    Jy mamata,stop alu..dybetis+hotel re aluu..bahut bhal heechhi

  • @SulekhaRout-t1c
    @SulekhaRout-t1c 2 місяці тому

    ଦାମ କହିଥୀଲା ଆଳୁ ନ ଖାଇଲେ କଣ ମରିଜିବକି।

  • @NimaiLenka
    @NimaiLenka 2 місяці тому

    ଲୋକ କେମିତି ଚାଷ କରିବେ ସେଣ୍ଡ ତ ଚାଷ କରେଇ ଦେଉନି

  • @prahaladsahu5406
    @prahaladsahu5406 2 місяці тому +1

    ଏକଦମ ଠିକ କଥା କହିଲେ ସୁଧାକର ବାବୁ , ମାଗଣା ଚାଉଳ ଦେଲ ଶ୍ରମିକ ମିଳିବେ ନାହିଁ , ଚାଷି ଚାଷ କରିବେ କେମିତି ? ଏହା ରାଜ୍ୟ ଓ କେନ୍ଦ୍ର ସରକାର ର ଭୋଟ ପାଇବା ର ଯୋଜନା ମାଗଣା ଦେଇ ସରକାର ରାଜକଷ ଲୁଠନ କରୁଛନ୍ତି କେବଳ ରାଜନୀତି ର ଗାଦି ପାଇଁ

  • @FudanHandah
    @FudanHandah 2 місяці тому

    Sarsaka Ed see
    ranku..bodnamkaribapain.Sabubebosai.Bjdra

  • @gopalkrishnapattnaik5313
    @gopalkrishnapattnaik5313 2 місяці тому

    TMC WILL NOT SUPPLY POTATO TO BJP. BJP BRING POTATO FROM MP OR UP OR BY TRAIN FROM OTHER PLACES. TO THAT EXTENT POTATO SUPPLY IS WORKED OUT.

  • @odiainstantlearning2242
    @odiainstantlearning2242 2 місяці тому

    NH 5 ରେ ଯାଉଥିବା ମାଛଗାଡି କୁ ବନ୍ଦ କରିଦିଆ ଯାଉ... ମମତାର ମର୍ମ ଉପରେ ମାଡ଼ ଟା ହେଉ ଆପେ size ହେଇଯିବ...

    • @gundripasiproductions
      @gundripasiproductions 2 місяці тому

      ମମତା ଦିଦି ର ସମୁଦ୍ର ଅଛି
      ପ୍ରତି ଦିନ ଟନ୍ ଟନ ମାଛ ଧରୁଛନ୍ତି..ତାକୁ କିଛି ଫରକ୍ ପଡିବନି

  • @kalyanijena2104
    @kalyanijena2104 2 місяці тому

    Sir Cuttack re aalu per kg 80 rupees

  • @PurnachandraPanda-vx2nj
    @PurnachandraPanda-vx2nj 2 місяці тому +3

    ସରକାର ଜଣେ ବ୍ୟବସାୟୀଙ୍କ ଠାରୁ ଏ ଶିକ୍ଷଣୀୟ କଥ।କୁ ଶିକ୍ଷା କିରି ପ୍ରୟୋଗ କରନ୍ତୁ।

    • @nakulnayak146
      @nakulnayak146 2 місяці тому +1

      🎉🎉🎉🎉🎉🎉

    • @nakulnayak146
      @nakulnayak146 2 місяці тому

      🎉🎉🎉🎉🎉🎉🎉

    • @nakulnayak146
      @nakulnayak146 2 місяці тому

      🎉🎉🎉🎉🎉🎉🎉

    • @nakulnayak146
      @nakulnayak146 2 місяці тому

      🎉🎉🎉🎉🎉🎉🎉

    • @nakulnayak146
      @nakulnayak146 2 місяці тому

      🎉🎉🎉🎉🎉🎉🎉🎉🎉🎉🎉

  • @pramodmallik
    @pramodmallik 2 місяці тому

    ଯଦି 25000 ଟନ ଆଳୁ ମହଜୁଦ ଅଚ୍ଛି ତେବେ ବଜାର ରେ 70 ଟଙ୍କା କିଲୋ କାହିଁକି ବିକ୍ରୀ ହେଉଛି ତାହା ସୁଧାକର ବାବୁ ଜବାବ ଦିଅନ୍ତୁ ରେଟ କିଏ ବଢ଼ାଉଛି

  • @basantakumarpanda9022
    @basantakumarpanda9022 2 місяці тому

    ରାଜ୍ୟରେ ମଦ ଦୋକାନ ଚାରିଆଡ଼େ ଯୁବସମାଜ ମଦ ପିଇ ମାତାଲ୍ ଆଳୁଚାଷ କିଏ କରିବ ?

  • @chanchalamohanta9035
    @chanchalamohanta9035 2 місяці тому +3

    Vala heichhi 100heba darkar

  • @saakshiagency4735
    @saakshiagency4735 2 місяці тому +2

    Aji 60 tanka heichi

  • @AMARESHCREATION3057
    @AMARESHCREATION3057 2 місяці тому

    Duto mamata banarji rate hike in market so pl compromise ,

  • @debiprasadmishra2699
    @debiprasadmishra2699 2 місяці тому

    ଓଡିଶାରେ ଆଳୁ ଅଭାବ ପଡିବା ଘଟଣା ନୂଆ ନୁହେଁ।
    ଆମ କେନ୍ଦ୍ରାପଡା ଜିଲ୍ଲା ରେ ବି ପୂର୍ବେ ଆଳୁ ଚାଷ ହେଉଥିଲା। ଶୀତ ଦିନରେ ପ୍ରଚୁର ପନିପରିବା ଚାଷ ହେଉଥିଲା। କଟକ ଛତ୍ରବଜାର କୁ ଆମ ଅଞ୍ଚଳରୁ ବ୍ଯବସାୟୀ ଟ୍ରକ୍ ଟ୍ରକ ପରିବା ନେଉଥିଲେ।
    ସମୟ ବହୁତ ବଦଳିଛି। ସେ ବେଳର ଚାଷୀ ଏବେ ବୁଢା। ପିଲାଏ ଚାଷ ପ୍ରତି ବିମୁଖ। ଜୀବିକା ଅର୍ଜନର ଅନ୍ଯାନ୍ଯ ପନ୍ଥା ମିଳିଲାଣି,ଯାହା ସବୁ ପୂର୍ବେ ନଥିଲା। ୩ ଫସଲ ଜମି ରେ ବଡ କଷ୍ଚରେ ୨ ଫସଲ କରାଯାଉଛି। ମୂଲିଆଙ୍କ ଘୋର ଅଭାବ।କେହି ରାଜିନୁହଁନ୍ତି ,ବିଲ ପାଣି କାଦୁଅରେ ପଶି କାମକରିବେ। ଅଧିକାଂଶଙ୍କ ବାଡି ବଗିଚା ଏବେ ବଣ।ଖେଳିବା ଭଳି ଖୁସି ରେ ଶାଗ ପଟାଳୀଟିଏ ବୁଣିବା କି ଲଙ୍କାମରିଚ ବାଇଗଣ କେତେ ବୁଦା ପୋତି ଯତ୍ନ ନେବାକୁ ଏବେକା ପିଲାଏ ଅମଙ୍ଗ। ହୁଏତ ଓଡିଶା ସାରା ଏଇ ଅବସ୍ଥା। ବୁଢା ବାପା କ୍ଷେତ କୁ ଯିବ ,ପୁଅ ବାଇକ୍ ଧରି ବୁଲିବାହାରିଯିବେ।
    କୁଆଡୁ ଆସିବ ପନିପରିବା!
    ଆନ୍ଧ୍ର ପ୍ରଦେଶରୁ ନାହିଁତ ପଶ୍ଚିମ ବଙ୍ଗଳାରୁ।
    ପିଆଜ ଅଭାବ ସମୟରେ ,କଥା ଉଠିଲା ଓଡିଶାରେ ପିଆଜ ସାଇତିରଖିବା ସାଧନ କମ୍। ସରକାର ସବସିଡି ଦେଇ ଗାଁ ଗାଁ ପିଆଜ ଗୋଦାମ ଘର ତିଆରି ପାଇଁ ସ୍କିମ୍ କଲେ। ଗୋଦାମ ଘର ବି ବହୁତ ହୋଇଗଲା,ପିଆଜ ସଂରକ୍ଷଣ ପାଇଁ ନୁହେଁ,ସବସିଡି ତକ ହଜମ କରିବା ପାଇଁ !
    ପିଆଜ ଚାଷ ବଢିଲାନି ତ ଅମଳ କ'ଣ ହେବ !
    ଆସୁ ପିଆଜ ଅଭାବ ସମୟ,ସମସ୍ତେ ଗର୍ଜିବେ।

  • @RabindraSahoo-gq6zj
    @RabindraSahoo-gq6zj 2 місяці тому +1

    Where is your potato mission Hay Nabin

  • @Sudipta-y2q
    @Sudipta-y2q 2 місяці тому

    ଲୋକ କୁହା କୁହି ହେଉଛନ୍ତି ଯେ ଆଳୁ ନ ଛାଡ଼ିବା ପାଇଁ ଓଡ଼ିଶା ରୁ ଫୋନ୍ କରା ଯାଇଛି ।ତେଣୁ ଭାବନ୍ତୁ ଓଡ଼ିଶା ରୁ କିଏ ଫୋନ୍ କରିଥିବ ? ମମତା ଦିଦି ସରକାର ଙ୍କ ସହିତ କାହାର ସମ୍ପର୍କ ନିବିଡ଼?

    • @saktikantasethy5671
      @saktikantasethy5671 2 місяці тому

      ବିଜେପୀ ବାଲା ନିବିଡକରୁନ

  • @sanjeebbhol5668
    @sanjeebbhol5668 2 місяці тому

    Mohan and BJP nijo wife sahito ghare suontu

  • @srikantamohanty7146
    @srikantamohanty7146 2 місяці тому +3

    You are right sir magana daba band karu sarkar

  • @mahendradangua6758
    @mahendradangua6758 2 місяці тому +2

    Aji 45 rs at palasuni bbsr

  • @rabijena4494
    @rabijena4494 2 місяці тому

    BJP fal

  • @NarendraMaharana-w4m
    @NarendraMaharana-w4m 2 місяці тому

    Bjp fal

  • @chanchalamohanta9035
    @chanchalamohanta9035 2 місяці тому +2

    Rate heba darkar

  • @dinabandhupradhan9229
    @dinabandhupradhan9229 2 місяці тому

    Manoranjan babu phone jhaaku kari ktha heuch seita ba Jane g mara babu

  • @arupkumardas7632
    @arupkumardas7632 2 місяці тому

    Manoranjan babu alu au miluni ebe West Bengal au dabani kan gote karantu jemiti news house news Sabu kariki Sarkar badalei dela seemiti kan kariki alu anatu

  • @dharanidharbuswal2760
    @dharanidharbuswal2760 2 місяці тому

    ଆ ଲୁ ଲଗା

    • @dharanidharbuswal2760
      @dharanidharbuswal2760 2 місяці тому

      ଓଡ଼ିଶାରେ ଆଲୁଅ ଲାଗି ବାର ସରକାର କରନ୍ତୁ ଏବଂ ତାପରେ ଆପଣଙ୍କର କିଛି ଆଶା ପୂରଣ ହୋଇପାରିବ