ଦିଲ୍ଲୀରେ ଜଣେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ସନ୍ଦେହ ଘଟଣା, ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ମାନସ ମଙ୍ଗରାଜ

Поділитися
Вставка
  • Опубліковано 12 жов 2024
  • #ManasMangaraj #Odisha #nandighoshatv #bjd
    ଦିଲ୍ଲୀରେ ଜଣେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ସନ୍ଦେହ ଘଟଣାକୁ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଏତେ ବଡ଼ ଘଟଣା ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇ ଦଶରା ଛୁଟିରେ ମାତିଛନ୍ତି ପରି ଲାଗୁଛି। ମୁଖ୍ୟମନ୍ତ୍ରୀ ପୂଜା ଦେଖିବାକୁ ମଣ୍ଡପ ବୁଲୁଛନ୍ତି। କିନ୍ତୁ ଏହି ଘଟଣା ନେଇ କିଛି ବିବୃତି ରଖି ନାହାନ୍ତି। ଦିଲ୍ଲୀରେ ଥିବା ରେସିଡେଣ୍ଟ କମିଶନରଙ୍କ ପ୍ରତିକ୍ରିୟା ବି ନ ଆସିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    DishTV Channel No: 1367
    Airtel Digital TV Channel No: 611
    TATASky Channel No: 1779
    Hathw@y Channel No: 731
    NXT Digital Channel No: 16
    SITI Channel No: 17 & 458
    GTPL Channel No: 719
    SUN Direct Channel No: 667
    Asianet Channel No: 219

КОМЕНТАРІ • 6

  • @Deva5577-i3c
    @Deva5577-i3c 4 години тому +1

    ତା ମାନେ ଏ ଘଟଣାକୁ ବି ଭେଜାଲ ହିନ୍ଦୁ ଦଳ ବିଜେପି ଚପାଇ ଦେଇଛି 😮😮ଛି ଛି, କୁଆଡେ ଗଲେ ଆମ ମହାମହିମ ରାଷ୍ଟ୍ରପତି ବା ବିଜେପି agent ??
    ସେ ବାଡ଼ିପଡା ମୋଦି ବି କଣ କରୁଛି ଆଉ ଆମ ମୋହନିଆ କଥା କଣ କହିବା ସେ ତ ଦାଣ୍ଡିଆ ଖେଳୁଛି
    କି ସୁନ୍ଦର ଓଡ଼ିଆ ଅସ୍ମିତାକୁ ମର୍ଯ୍ୟାଦା ମିଳୁଛି ଗୋ ମାଂସ ବିକ୍ରି ଚାନ୍ଦାରେ ଚଳୁଥିବା ବିଜେପି ସରକାରରେ....

  • @krishnaprasadrath
    @krishnaprasadrath 4 години тому

    Ghore kalikala !!!! Mrityu aadaku manisa khoob speed re gati karuchhanti aau ghatiba nischaya.He Bhagwan !!!! 🙏 Jai ♥️🇮🇳🔥 Hind 🙏

  • @KishorPatra-i6i
    @KishorPatra-i6i 3 години тому

    Mamita Meher case you are nonsense what did you doing ideat

  • @BANABIHARIPRADHAN-t8d
    @BANABIHARIPRADHAN-t8d 4 години тому

    Bijedi samayer kete rare madar heuthila mahila