Madhumita madam apana kichi janinhahanti...purusa kete nirjatana pauchi...mu jane aaange bhogi.....purusa....purusa kandile loka hasibe boli mu loka dekha rahibaku paduchi 😊😊😊😊
Eta hi thik, na kou puo baha hebe na kaha life barbad kariba, Nije hi keve life re jahaku baha helo ta kichhi dayatwa nebaku nai Ta upare ethi puo manku atyachar kora heuchhi kuha hebo!
Sata re bahut purusha pressure re achhanti. It's a fact. Gote purusha suicide karuni mane tara artha nuhen j semane pressure re nahanti. Purusha mane bahut torture hauchhanti.
ବ୍ୟୋମକେଶି ସାର ଙ୍କୁ କୋଟିକୋଟି ଧନ୍ୟବାଦ।
ଆପଣଙ୍କ ଭଳି ବିଚାରପତି ଭାରତ ରେ ବିରଳ 🙏🙏🙏👌👌👌
ଯିଏ ଦୋଷୀ ସେଇ ହୀ ଭରଣ ପୋଷଣ ଦେବା କେବଳ ପୁରୁଷ କଣ୍ ପାଇଁ ଭରଣ ପୋଷଣ ଦେବା ସ୍ତ୍ରୀ ଦୋଷୀ ହେଲେ ସ୍ତ୍ରୀ ଦେବା ଆଉ ପୁରୁଷ ଦୋଷୀ ହେଲେ ପୁରୁଷ ଦେବା
ଠିକ୍ କଥା କହିଲ ଭାଇ କିନ୍ତୁ କହିବା କିଏ🙏
Absolutely right.
ଠିକି sir ମରିଯାଅଉଛନ୍ତି ପୁରୁଷମାନେ
ଭରଣପୋଷଣ ଆଇନ ରେ ସୁଧାର ଆସୁ ,,, ନହେଲେ ମହିଳାମାନେ ବିବାହ ଓ ଛାଡପତ୍ର କୁ ବସି ଖାଇବାର ର ଗୋଟେ ବାଟ ବାଛିନେବେ,,,
ବାଛି ନେବେ ନୁହଁ ବାଛି ନେଇ ସାରିଛନ୍ତି
@@SethyBabuthepower ଯିଏ ଛାଡ଼ପତ୍ର ନେଇ ଘରେ ଅଛି ତାକୁ ପଚାରନ୍ତୁ କେତେ ମାନସିକ ଶାନ୍ତି ରେ ଅଛି ସେ,ପୁରୁଷ ର କଣ ଅଛି ଆଉଗୋଟେ ବାହା ହୋଇ ଶାନ୍ତିରେ ରହୁଚି,ସେ ନାରୀ ଟି କେମିତି ବଞ୍ଚୁଚି ଏକା ଏକା ଛୁଆକୁ ମା ବାପର କର୍ତ୍ତବ୍ୟ କରି
@@kunilatasahoo3908 ଆପଣ ଘରେ ଯଦି ଏମିତି ଘଟଣା ଆପଣଙ୍କ ଭାଇ ସହ ଘଟେ ଆପଣ କଣ ମତ ରଖିବେ?
@@kunilatasahoo3908 ନାରୀ ମାନେ କେବଳ ମାନସିକ ଚାପ ରେ ରହିବାକୁ ଠିକା ନେଇଛନ୍ତି ନା କଣ ଯେ?
@@kunilatasahoo3908 କଣ କେବଳ ପୁରୁଷ ମାନେ ଗୋଟେ ପରେ ଆଉ ଗୋଟେ ବାହା ହେଇ ସୁଖ ରେ ସଂସାର କରୁଛନ୍ତି ନାରୀ ବାହା ହେଇ ପାରୁନାହାନ୍ତି ଆପଣ ଆଖିରୁ ଅନ୍ଧ ପୁଟୁଳି ଖୋଲନ୍ତୁ ଆପଣ ଘରେ ଆପଣଙ୍କ ଭାଇ ସହ ଯଦି ଏମିତି ହୁଏ ଆପଣ ସ୍ୱର ଏମିତି ରହିବ ନା ଏଥିରେ କିଛି ପରିବର୍ତ୍ତନ କରିବେ?
ପୁରୁଷ ମାନେ ଅଧିକ ନିଜାତିତ ହୋଇଛନ୍ତି
ନାରୀ ପୁରୁଷ ସମାନ ପରା ଏ୦ି ପୁରୁଷ କାହିଁକି ଦେବ?
Tume bu chhua janma kara
ବହୁତ ଭଲ ରାଏ ଧନ୍ୟବାଦ
ଧନ୍ୟବାଦ ବେମକେଶ ବାବୁ,,, 😅
ଭରଣ ପୋଷଣ ପାଇବା କୁ ଯୋଗ୍ୟ ମାନଦଣ୍ଡ ନିର୍ଧାରଣ କରାଯାଉ ।
100percent correct from Byomekesh sir
ଭ୍ରଷ୍ଟ ସମ୍ବିଧାନ ଭ୍ରଷ୍ଟ ଶାସନ ବ୍ୟବସ୍ଥା
ମୁଁ ଜାଣିବାରେ ଜଣେ ଭଲ ଡାକ୍ତର ର ଆତ୍ମହତ୍ୟା କରିଛନ୍ତି । ସ୍ତ୍ରୀ ଲୋକଙ୍କ କଥା ଖବରକୁ ଆସିଲା ଭଳି ପୁରୁଷ ମାନଙ୍କର ଆସେନାହିଁ । ମୋ ଘରୋଇ ଘଟଣାରେ ମଧ୍ୟ ମୁଁ ଏହା ଭଲଭାବେ ଅନୁଭବି। ବିବାହର ବର୍ଷ ପୁରିଛି କି ନାହିଁ ଛାଡପତ୍ର ର ଧମକ ଦିଆଯାଇଛି । ହଁ ଦୁଷ୍ଟ ମହିଳା ଅଛନ୍ତି, ସେମାନେ ମାଡ ଖାଆନ୍ତି । ଚରିତ୍ର ହିନ ମହିଳା ଅଛନ୍ତି ପ୍ରେମିକ ଦ୍ବାରା ପୁରୁଷ ର ଅନିଷ୍ଟ କରନ୍ତି ।😊
ବହୁତ ସୁନ୍ଦର ରାୟ. ଧନ୍ୟବାଦ I 🎉💐💐🙏
ସ୍ବାମୀ,, ଛୁଆ ପିଲାଙ୍କୁ ଛାଡ଼ି ଯେତେବେଳେ ମହିଳା ଟିଏ ଅନ୍ୟ ପୁରୁଷ ସହିତ ପଳେଇ ଯାଉଛି,,ସେଥିରେ ସ୍ବାମୀ,, ସ୍ତ୍ରୀ ଠାରୁ କଣ ପାଏ,,,
Anda,..
I proud feel for byomkesh sir
Bemokesh Babu apana thik katha kahuchhanti
ଲାଜରେ ମୁହଁ ଦେଖେଇ ପାରୁନାହାନ୍ତି ପୁରୁଷ ମାନେ
Nijo jogu ni
ବ୍ୟୋମକେଶ ବାବୁ ଆପଣଙ୍କୁ ବହୁତ ବହୁତ ନମନ୍।
Jaha heu tripathy loko na
ଉଦ୍ଦେଶ୍ୟ ମୂଳକ ଭାବେ ଅଧିକାଂଶ ମହିଳା ଛାଡ଼ପତ୍ର କରିବାକୁ ଆଗେଇ ଆସୁଛନ୍ତି।
Ok sethi payi purusha divorce karibaku let kari thanti,
Jama ଦିଆ ହେବା କଥା ନୁହଁ କାହିଁକି ନା ଏଠି ପୁଅ ଯେତେ ରୋଜଗାର କରିପାରୁଛି ଗୋଟିଏ ଝିଅ ମଧ୍ୟ ସେତିକି ରୋଜଗାର କରୁଛି, ତ କଣ ପାଇଁ ଦିଆହେବା ଦରକାର,ଆଉ ଯଦି ଦିଆଯିବ ଚାକିରି କ୍ଷେତ୍ରରେ ତାଙ୍କୁ କମ୍ ଦରମା ଦିଆଯାଉ, ସେତେବେଳେ ଆପଣ ମାନେ କହିବେନି ଯେ ପୁଅ ଝିଅ ସମାନ ବୋଲିକି, ତାହା ଅନ୍ୟାୟ ହେବ
ଆପଣ ବାହା ହୋଇ ଛାଡ଼ିବେ କଣ ପାଇଁ,ଗୋଟେ ନାରୀ ର ଜୀବନ ନଷ୍ଟ କରିବେ କଣ ପାଇଁ, ତା ଚରିତ୍ର ର କଣ କିଛି ମୂଲ୍ୟ ନାହିଁ
@@kunilatasahoo3908ନାରୀକୁ ଯଦି ବିବାହ କରିବାର ନାହିଁ ସେ କରୁଛି କାହିଁକି? ଏମିତି ମାନସିକତା ରେ ପରିବର୍ତ୍ତନ ହେବା ଦରକାର। ଖାଲି ନାରୀର ଇଜ୍ଜତ ଯାଏ ନାହିଁ ପୁରୁଷ ବି ପୀଡ଼ିତ ହୁଏ। ଭଗବାନ୍ ହାତ ଗୋଡ଼ ଦେଇଛନ୍ତି ପରିଶ୍ରମ କରି ଖାଅ ଅନ୍ୟ କୁ ଶୋଷଣ କରି ନୁହେଁ
@@kunilatasahoo3908 ବାହା ହୋଇକି divorce hele ଖାଲି କଣ ପୁଅ ଛାଡିଦିଏ, ଝିଅ ନୁହେଁ
ଗୋଟେ ସ୍ୱଳ୍ପ ମୂଲ୍ୟ ଧାର୍ଯ୍ୟ କରାଯାଉ ମୌଳିକ ଆବଶ୍ୟକତା ପାଇ , ବାକି ଖର୍ଚ୍ଚ ଯାହା ଆବଶ୍ୟକ ସେମାନେ ରୋଜଗାର କରିକି କରନ୍ତୁ.
Bemakesh Babu nka katha ekdam thik jahar vul sia kebala maintenance deba
ସବୁ ପୁରୁଷ ମା ଙ୍କ ଠାରୁ ଜନ୍ମ, ଛୁଆ ବେଳୁ ଯିଏ ମା ର ପାଦ ଛୁଇ ପ୍ରଣାମ କରେ ନିଜ ଭଉଣୀ ସ୍ନେହ ଆଦର କରେ ସେ କାହିକି ସ୍ତ୍ରୀ ର ଅନିଷ୍ଟ କରିବ ?
ସବୁ action ର reaction achi
ଯେଉଁଠି ପ୍ରେମ ରହିବା ଉଚିତ୍ ସେଠୀ ଘୂର୍ଣ୍ଣ ଭାବନା କେଉଁଠୁ ଆସୁଛି କାହିକି ଆସୁଛି,ସ୍ନେହ ଆଦର ସମ୍ମାନ ଭଲ ପାଇବା କୁଆଡେ ଲୁଚି ଯାଉଛି,
Right 👍
ବିଚାର କୁ ନେଇ ବ୍ୟବସ୍ଥା । ନ୍ୟାୟାଧିଶାଙ୍କ ନାୟ ଠିକ୍ ଅଛି । ଯେହେତୁ ରୋଗର ବିଡମ୍ବନା ଅଛି ନିଜେ ରୋଜଗାର କରି ବା ହୁଏତ ସାଧ୍ୟ ହୋଇନପାରେ ।
Kn kahile byomekesh sir।।out standing
ନନ୍ଦିଘୋଷ ଟିଭି କୁ ଧନ୍ୟବାଦ ଆଜିର ସମାଜ ରେ ପୁରୁଷ କେତେ ଶୋଷଣ ର ଶିକାର ହେଉଛି ତାହାର ଆଲୋଚନା କରିଥିବାରୁ 🙏🙏🙏
Madhumita madam apana kichi janinhahanti...purusa kete nirjatana pauchi...mu jane aaange bhogi.....purusa....purusa kandile loka hasibe boli mu loka dekha rahibaku paduchi 😊😊😊😊
Byomakesh sir you are point to point absolutely right
Bemkash bhai you are telling good decision
ଏ ମହିଳା ଜଣକ ନିଜ ପାଇଁ ଓ ନିଜ ପ୍ରେମିକ ମାନଙ୍କ ପାଇଁ ନିଜ ସ୍ଵାମୀକୁ ଭିକାରୀ କରିବାର ସ୍ଥିତି 😅😅😅
To marriage hela bele hi janiki heba kotha soman ro standerd thau !
Premiko ro kotha asila kouthu ethi
Se nije thik re life re rahiba payi karibo na kon se bhika mangi ba,
Divorce ku kotha gole gote husband ro dayatwa eha ki se stree loko ti jemiti aghaku thik re rahu,taku seta v bhabiba kotha
ଏ ମଧୁମିତା ସମାଜ ସେବୀ ନୁହଁ ଏଇଟା ପୁରା ଲୁଟେରା ଙ୍କ ସର୍ଦ୍ଦାର
ବ୍ୟୋମକେଶ ସାରଙ୍କ ବିଚାର ଅତି ସୁନ୍ଦର ଅତି ସରଳ ଭାଷାରେ ବୁଝେଇ ଦିଅନ୍ତି।ସାର୍ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏
ବ୍ୟାମାକେଶ ବାବୁ, ଠିକ ଜବାବ ଦେବେ, ସେପରି ପତ୍ନୀ ବାହା ନ ହୋଇ ରହିବl ଦରକାର, ଭଲ ହେବ ସେପରି ପତ୍ନୀ ଡାନ୍ସ ବlରକୁ ଗଲେ, ଧିକା ରୋଜଗାର କରିବ
Bymokesh sir 100% Right
Bahut badhia topic
Right okil madam
ସାଧୁବାଦ ସେହି ନ୍ୟାୟାଧୀଶ ଙ୍କୁ....
ଆଉ ଜଣେ ମହିଳା ଆସିଛନ୍ତି , ସମସ୍ତ ଙ୍କୁ ସମାଲୋଚନା କରିବାକୁ...
ଧନ୍ୟ ଯୁକ୍ତି , ଧନ୍ୟ ତୁମ ଶିକ୍ଷା
ଠିକି ଯିଏ ଦୋଷୀ ସିଏ ପଇଶା ଦେଖିବା କେତେ ଜଣ dirvars ଦେଓଛନ୍ତି ଦେଖିବା ମୁ ବି ଅବିବାହିତ
ଏଇ ସମାଜସେବୀ ଜଣକ ମଧ୍ୟ ଟିଙ୍କଟିଏ, 😅😅😅
Perfect judgment. Ethi pain purusa suiside karuchanti. Law re change heba darkar. Nari aau purusa ta equal.
Very nice bemokesh babu.
Madhumita madam Bhagaban karantu apanka pua jadi thiba tahele se divorce case re padu janibe
Byomokesh sir u are give very good message thanks sir
Good decision jarj
ପଇସା କଣ ଗଛରେ ଫଳୂଚି। ଛାଡପତ୍ର ମାମଲାରେ ପୁରୁଷ ସବୁବେଳେ ଶୋଷଣ ହୋଇଥାଏ।
Purusha soshita
ଖାଲି ମୁଁହ ଇସ୍ପାତ ଭବିଷ୍ୟତ ସନ୍ନିପାତ ସେ କାହିଁକି ସ୍ବାମୀ ସହ ଝଗଡା କରି ସବୁ ଟିକି ନିକି କଥା ଲଗେଇ ଯୁଟେଇ ନିଜ ଘରେ ସାଙ୍ଗ ସାଥୀ ପବ୍ଲିକ ସବୁ ଆଡ଼େ ଗପି ସ୍ବାମୀ ଟିକୁ ଖରାପ୍ କରି ଅନ୍ୟର ସହାନଭୂତି ପାଇବାର ଆଶାରେ ସବୁ ନଷ୍ଟ ବ୍ରଷ୍ଟ କାହିଁକି କରେ, କେବଳ ସ୍ବାର୍ଥ ନିଜର ସୁରକ୍ଷା
Byomakes sir is right in recent time.
Jadi jhia pua saman, kama saman karuchhanti..... Tebe purusa kahin maintenance nabani?
Byomakesh sir always a bomb
ବିବାହ ବନ୍ଦ କରାଯାଉ
ଭାଇ ମଠ ଯୋଗାଡ କର, ନହେଲେ କୋଉଁ ମଠରେ ଭ୍ୟାକେନ୍ସ ଅଛି ତାର ଲିଷ୍ଟି ଦିଅ।ବିବାହ ବନ୍ଦ ହେଲେ।ବାଡୁଅ ଟୋକାମାନେ ତମ କଥାମାନି ସେଠି join କରିବେ।ଭାରତର ଜନସଂକ୍ଷା କମିଯିବ।
Eta hi thik,
na kou puo baha hebe na kaha life barbad kariba,
Nije hi keve life re jahaku baha helo ta kichhi dayatwa nebaku nai Ta upare ethi puo manku atyachar kora heuchhi kuha hebo!
Bemakesa Babu right katha kahu chanti
ମିଡିଆ ଙ୍କ ଅସଲି କଥା କହିଦେଲେ(TRP) ବ୍ୟୋମକେଶ ମହାଶୟ
😅😅
Jaya Sree Jagannatha Jaya Samajasebi Madam Jahasabu Kahile Thiknuhe, Jane Mahila Bujhiba Darakara Purusara Bapa, Maa Paribara Achanti, Purusa Samastanku Dekhiba
ଛାଡ଼ ପତ୍ର ହେଲା ବେଳେ ଆଗ ଦେଖିବା କଥା କି ଭୁଲ୍ କାହାର।ଯାହାର ଭୁଲ୍ ସିଏ ହିଁ ଭରଣ ପୋଷଣ ଦବା କଥା।
🙏🙏🙏🔱ହର ହର ମହାଦେବ🔱🙏🙏🙏
Sata re bahut purusha pressure re achhanti. It's a fact.
Gote purusha suicide karuni mane tara artha nuhen j semane pressure re nahanti. Purusha mane bahut torture hauchhanti.
ବ୍ୟୋମକେଶ ବାବୁ ସମ୍ପୂର୍ଣ ଗ୍ରାଉଣ୍ଡ ରେୟଲ୍ଟୀ କୁ ସାହସ ର ସହ ଉପସ୍ଥାପନ କରିଛନ୍ତି ।
Right decision
ତାଙ୍କୁ ତିନିଶହ ତାଙ୍କ ଦୈନନ୍ଦିନ ଯଥେଷ୍ଟ। ଦୁଇ ଶହ ଖାଇବ --- ଶହେ ଟଙ୍କା ଚପଲ, ଶାଢ଼ୀ, ଦେହ ପା ପାଇଁ ଖର୍ଚ୍ଚ କରିବ। ପୁରୁଷ ଯେତେ ମାତ୍ରାରେ ଶୋଷିତ
ହେଉଛନ୍ତି -- ତା ତୁଳନାରେ ଜଣେ ମହିଳା କିଛି ନୁହେଁ।।
ପ୍ରଥମ କଥା ହେଲା ଗୋଟେ ସ୍ତ୍ରୀ କୁ ତା ସ୍ବାମୀ କୁ ସ୍ବାମୀ ବୋଲି ଆଉ ସ୍ବାମୀ କୁ ତା ସ୍ତ୍ରୀ ବୋଲି ଭଲ ଭାବରେ ବୁଝିବା ଦରକାର୍ 😢I mean vl ଭାବରେ ବୁଝିବା ଦରକାର 😢
ସେ ଝିଅର କେହି ନ ଥିବେ ସେଥିପାଇ ମାଗୁଥିବ
ବ୍ୟୋମକେଶ ତ୍ରିପାଠୀ ଙ୍କ କଥା ରେ ସହମତ । ଆଇନ୍ ରେ ଲେଖା ଅଛି ବାପା ମାଁ ବୃଦ୍ଧ ସମୟରେ ପୁଅ ପୋଷିବାକୁ ବାଧ୍ୟ ଝିଅ ମାନଙ୍କୁ କାହିଁକି ବାଧ୍ୟ କରାଯାଉନି । ଆଇନ ରେ ଲେଖା ଅଛି ବାପା ର ସମ୍ପତ୍ତି ରେ ପୁଅ ଝିଅ ର ସାମାନ ଭାଗ ହେବ। କିନ୍ତୁ ବାପା ମା ବୃଦ୍ଧ ହେଲେ କେବଳ ପୁଅ ମାନେ ପୋଷିବା କୁ ବାଧ୍ୟ ।ଏତା କି ବାଳ ନିୟମ ଭାଙ୍ଗ ଏ ସମ୍ବିଧାନ ୭୭ ବର୍ଷ ପୂର୍ବେ ଥିଲା ଏବେ ନୂତନ ନିୟମ କରାଯାଉ ଯେଉଁଥିରେ ସମାଜ ଶାନ୍ତି ରେ ରହିବା
Right 💯
Madhumita Ray madam thik katha kahuchhanti
ମଧୁମିତା ଏକପାଖିଆ।
Actually the women should ask question to. Husband at the time of Food, children.,sercice to parents. If there is no interpredence then why. To marry?
Right bumkesh sir
U r right tripathy bhaina
Sai baba bless you
Niçe Judgment madam🙏
Byamokesh tripathy s argument is logical.
🎉🎉🎉 nice argument mem🎉🎉
Byomkesh babu right 👍
Congratulations
Bamkesh sir is right👍 🙏🙏
Thank you sir ଯାଯୁ
Bbymokes sir 🙏
Madhumita mama ❤
ସାର ଗାଁଗହଳି ଟିକିଏ ବୁଲି ଯାଆନ୍ତୁ ଜାଣିବେ ମା ମାନେ କେମିତି ପୁରୁଷ ମାନଙ୍କ ଠୁ ନିର୍ଜାତନା ପାଇଛନ୍ତି ଦେଖିଲେ ଜାଣିବେ
ତେବେ ସମସ୍ତ ମହିଳା ଯାଇ ଆମ୍ବାନି କୁ ବାହା ହୁଅ, ଅନ୍ୟ ମାନଙ୍କୁ ନୁହଁ
Byomkesh sir and suryawanshi sir is right ladies r wrong
ଆପଣ (ମାଡମ)ଯାହା କହୁଛନ୍ତି କିଛି ନ ବୁଝି ବୋଧହୁଏ କହୁଛନ୍ତି ।
Intelligent jujment madam
Very nice
Thanks madam
ଏପରି ପତ୍ନୀ ଓ ତାର ପରିବାରକୁ ନେଜେ ଭରଣ ପୋଷଣ କରିବl ଦରକାର,
Beomkesh.is.right
Contract live in relationship is far better than marriage.
Mam aapanna bodhe janni nahanti karnnatak re pua apekhya jhia adhika enkam karanti jou Haicort re akatha kuha jaichi akdam thik kahichanti 🙏🙏🙏🙏👌👌👌👌
Bemokesh sir apana thik khata kahuchnti
Bala samajsebi
Ajira samaj re purusa gote remote control bhabe chalichi
Alimony expense proof karantu chaapa ta purush nku diyantu ni law advocate ku force kariki intentional unnatural alimony karantu nahi
Very nice debate
ମହିଳା ଭଳି ଦେଖା ଯାଉଛି କି?
ଖଲି ପୁରୁଷ କଣ ଦୋଶ କରୁଛି ନାରି ମାନେ ଦୋଶ କରୁ ନାହାନ୍ତି ତାହେଲେ ପୁରୁଷ କାହିଁକି ଭରଣ ପୋଷଣ ଦେବ
ଯିଏ ରୋଜଗାର କରିପାରିବାର କ୍ଷମତା ନାହିଁ , ତା'ର ଜୋତା ୧୫ ହଜାର ଟଙ୍କା , ଖାଇବା ଲକ୍ଷ ଲକ୍ଷ ଟଙ୍କା ?
Bymokeso sir right
Nonsense Debate 🤣🤣🤣 Byomakesh Sir you are right!
ସ୍ତ୍ରୀ ଯଦି ଛାଡେ, ପୁରୁଷ ଛାଡ ପତ୍ର କୁ ମାଗୁଛି କି?
ପୁରୁଷ ରୁଜଗାର କରୁଛି ସ୍ତ୍ରୀ ମଧ୍ୟ ରୁଜଗାର କରିବା ଦରକାର.
ବର୍ତ୍ତମାନ ଯୁଗରେ କିଛି ଦବା ଦରକାର ନାହିଁ. ସେ ଯୁଗ ଥିଲା ଚଲୁଥିଲ. ଖାଲି ପାଦରେ ବୁଲିଲେ ପ୍ରବଳ ପାଇସ. ବାଳ କୋର୍ଟ
Arrest Madhumita Roy on the ground of contempt of court.she challenge the judgement of Karnataka court.
Tripathy sir totally rt
Madhumita Ray madam always right kahuchhanti.Baki guda sabu tautara
Right 👍
To bujhilu pachadu .
Madhumita madam thik kahichanti.