Nabin babu next election pai Sabu natak koruchanthi 25 years re kahi kounasi mla mp mantri mananku sahito kebe kothahaunothile only ac room re sabubele rahuthilo
Sir chilika MLA thilabele power ra nisha re jou BJP neta o karmi nka upare gadi chadheideithile se bisayare kichi kahileni je??? Media bhouni Sir nku tike ADR report ra tathya upare tike prasna kaleni??? Maa sabu dekhuchanti. Jay Maa Durga 🙏
ସବୁ ନେତା ନେତ୍ରୀ ଭଲରେ ରୁହନ୍ତୁ, ଓଡ଼ିଶାକୁ ଆଗେଇ ନିଅନ୍ତୁ, ଦରମା ପାଆନ୍ତୁ, ପେନସନ୍ ବି ପାଆନ୍ତୁ। କିନ୍ତୁ ଦୁର୍ନୀତି କରି ଓଡ଼ିଶାକୁ ଲୁଟିବା ଠାରୁ ଦୂରେଇ ରୁହନ୍ତୁ। ଜୟ ଜଗନ୍ନାଥ।
JAGAT JANANI MAA KO YE NIBEDAN HE🎉🎉🎉🎉ODISHARA MANGAL. KIJIE
ସାଧୁବାଦ
@@arucharanpradhan5502 Right sir
କଥାରେ ଅଛି ଚ଼ୋଉ ଚ଼ୋରାଇ ନେଲା ପରେ ଭାଡି ଶୋଇବା ନବୀନ ବାବୁ ଆଗରୁ ବୁଲି ଦେଖିଥିଲେ ଓଡ଼ିଶା ଏତେ ପଛରେ ପଡି ନଥାନ୍ତା ଏହା ସତ୍ୟ ଜୟ ଜଗନ୍ନାଥ
BJD ର ସମସ୍ତ ଯୋଜନା କୁ କଲର ମରୁଛନ୍ତି ନାମ ପରିବର୍ତନ କରୁଛନ୍ତି ମାନ୍ୟବର ବିଧାୟକ ପ୍ରଶାନ୍ତ ଜଗଦେବ BJP ସରକାର ନୂଆ ଯୋଜନା କଣ କରୁଛନ୍ତି କିଛି କହିଲେ ନାହିଁ l
BJD kahiki sabu green color karithila, Odisha ta kana khali BJD ra bopa dhana.
Sabu officer manaka thu jo koti koti baharuchi aga se kama bjp ra, au jo colour kn pain bjd Green karithila aga jo colour thila se colour hi haba
Siye ta sala choro ta siye ki kama kariba
Bahut jaldi odissa daridrra dekhiba.. Bjp sarkara dekheiba
Then what is the difference between bjp and bjd
ପ୍ରଶାନ୍ତ ଜଗଦେବର ବ୍ୟାଟେରୀ ଫ୍ଯୁଜ୍ ଯାଇଛି କି ? ନା କିଏ ରିମୋଟ ଧରି କଣ୍ଟ୍ରୋଲର୍ ସାଜିଛି
ସତ କଥା ଏହା ଯେ ଜାନକି ବଳଭ ସାର୍ ବିଜୁ ବାବୁଙ୍କୁ ହାତ ଧରି ରାଜ ନୀତିକୁ ଆଣି ଥିଲେ👍
ଆଗରୁ କାହିଁକି ଏମିତି ବୁଲୁ ନ ଥିଲେ ତ ନବୀନ ବାବୁ ?
ଶୋଇଥିଲେ ନବୀନ।
ଏକ ଛାତ୍ରବାଦୀ ଅଂହକାରରୀ ଥିଲେ
Bjd ର ପୃବତନ ମୁଖ୍ୟ ମନ୍ତ୍ରୀ ସେ ସରକାର ରେ ଥିଲା ବେଳେ, ପୂଜା ମଣ୍ଡପ ରେ କେବେବି ବୁଲି ନଥିଲେ ଏବେ ବୁଲୁ ଛନ୍ତି , କାରଣ ସେତେେ ବେଳେ ଅଣ ଓଡ଼ିଆ /ତାମିଲ ଶାସନ କରୁଥିଲେ , ବିଜେପି ର ଏବେ ବି ବିରୋକାଟ / ଗୁଜୁରାଟି ଶାସନ କରୁ ଛନ୍ତି, ଲଙ୍କାକୁ ଯିଏ ଆସିବ ସିଏ ରାବଣ . ? ସବୁ ସାମାନ
ହେଲେ ଆପଣଙ୍କ କାରନାମା ବୋଧ ହୁଏ ମା ଭୁଲି ଯାଇଛନ୍ତି କିମ୍ବା ମା ବି ଆପଣଙ୍କୁ ଡରୁଛନ୍ତି।
ଜନା ନବୀନ❤❤❤❤❤❤🎉🎉🎉🎉
ଜଗ ଦେବ ଆଜ୍ଞା ଠିକ୍ କଥା କହିଛନ୍ତି
ସବୁଦିନ ପାଇ ବିରେଧୀ ଦଳରେ ରହି ଶରୀର ତ୍ୟାଗ କରନ୍ତୁ
Sabudina nu hen. Tu dekh magiha 2029 re only one bjd only one navin
Tama BJP bale kete sit jitichha. Dekha 2029 re 120+ bjd
Nabin babu sahit ki samakaksa heba
Chora dal bjp
Odisha NO - 1 Rajya re parinata heba nihati abasyaka
Jay Naveen 💚💚💚
New CM is the representative of poor people.
Thik katha kahila Jay Jagannath Prabhu Jai nabin sir 🙏
Jay nabin
ଏଇଠୁ ଶପଥ ନେଉଛି ଶଙ୍ଖ ଭବନ ଭାଙ୍ଗିବି,
ଜୟ ଜଗନ୍ନାଥ ଜୟ ଦୁର୍ଗା ମାଧବ ଜୟ ବିଜେଡି ଜୟ ନବୀନ
Nabin patanayk jinda bad🙏🙏🙏
କାମ କର ଲୋକ ତମକୁ ଭଲ ପାଇବେ 😁😁😁😁
Thank you Jagadev Babu
BJP Sarkar Jindabad
Jay Naveen babu BJD jindabad
ସବୁ ନେତା ମାନେ ଯଦି ବିଜେପି ରେ ମିସିଗଲେ ବିଜେଡି କିଛି ଫରକ ପଡ଼ିବନି ଯଦି ଓଡିଶା ବାସି ନବୀନ ବାବୁଙ୍କୁ ସାଥ ଦେବେ
ନବୀନ ପଟ୍ଟନାୟକ ଘରେ ଏସି ଲଗାଇ ସୋଇଥିଲା ଏବେ ନିଦ ଭାଙ୍ଗିଲା
nida vangilaaje bjpki kuha budhaa budhi vataa deba.
ତମ ମାନକଂ ପାଈଁ ସର୍ତକ ଘଣ୍ଟି ।
The great person Navven Patnaik ❤️🙏
Tu vote de taku
My favourite nabin Babu achhanti rahibe ❤❤❤❤❤❤❤❤❤❤❤
ନବୀନ ବାବୁ 🥰
Odisha best' cm Navin sir
Prasant Jagdev Sir is Good and Strong leader in BJP party
Jay Naveen sir 🙏🙏🙏🙏
Cm 1 naveen patnaik
ପ୍ରଶ୍ନ ପଚାରି ସାରି ଏମିତି ଦାନ୍ତ ଦେଖେଇବା , ଫାଲତୁ ସାମ୍ବାଦିକ ମାନଙ୍କ କାମ
Nabin babu next election pai Sabu natak koruchanthi 25 years re kahi kounasi mla mp mantri mananku sahito kebe kothahaunothile only ac room re sabubele rahuthilo
ଲୁଲୁ ବଡ଼ଜେନା, ତୁ ତୋ ଜୀବନରେ ବିଧାୟକ ହେଇପରିବୁନୁ।
Active ନୁହ , action ଦେଖାଉଛନ୍ତି ।ବୋଲି ସମସ୍ତେ ଜାଣିଛନ୍ତି
Jay Jagannath Jay Naveen patnaik sir
Maa mataji
The great person Nabin patanayak ❤❤
ଭାଇ ସବୁ କହିଲ ଯେ ପ୍ରଶାନ୍ତ ବାବୁକୁ କାହିଁକି ମନ୍ତ୍ରୀଟିଏ ମିଳୁନି
Joy. Bjp.. Party. Jindabad
ଜୟ ନବୀନ ବାବୁ 🙏🏻
This is the correct thing
କେଉଁ ଦୁର୍ବଳତା ପାଇଁ ନବୀନ ପଟ୍ଟନାୟକ ଅନ୍ୟ ଦ୍ୱାରା ପରିଚାଳିତ ହେଉଥିଲେ ?
Odishara lokamane swagat karuchhanti naveen babu odia kahuchhanti sesa abastha samayare
Right said Prashant Jagadev sir
ବିଜେପି ର ପାଲା ଗାୟକ......
ଧନ୍ୟବାଦ ଜଗଦେବ ଭାଇ ବିଜେପି ସରକାର ଜିନ୍ଦାବାଦ
I waiting dp
Jay bjd nabini Jay jagannath tame tanku. Jauchha
Jay jagannath🕉️🙏
Naveen Patnaik joy
Bahubali returns...
Thanks BJP team
ଥରେ ହାରି କି activ ହେଲେ ବାର ବାର ହାରିଲେ ଯୁବକ ହେବେ
Navin sir 🙏🏻
ଏମାନେ ଧର୍ମ କମ୍ ସ୍ବାଥ ଅଧିକ
ପଛ କଥାକୁ ମନେ ପକା କଣ କରିଥିଲୁ ବିଧାୟକ ସାର
Ganesh jagdev jindabad 🙏🙏🙏
BJP mukt Bharat
Joi Naveen sir
Jay maa durga maa 🌺🌺🌺🙏🙏🙏🙏🚩🚩🚩🚩
Jay nabini babu
2029 rr odisha rr only BJP yes 🎉🎉🎉🎉
Micha chro sarkar darkar nahi bjp hatao desh bachao
ମଦ ପିଇଛ ନା ନାହିଁ
Jay Nabin sir
BJD concept equidistanance from both Congress and BJP.
ଆରେତମ ବାପା ପରା ନବୀନବାବୁ 😅
ତୁମେ ତ ବିଜେଡିରୁ ଯାଇ ବିଜେପି ରେ କୋଣ ଠେଶା ହୋଇ ରହି ଛ ,ଅନ୍ୟ ମାନେ ଯିଏ ବି ଯିବେ ,ସେହିଭଳି ଜସା ଭୋଗିବେ !
Lulu Bhai jindabad and Ganesh Bhai jindabad ❤❤
ଜଗଦେବ ପରି ଧୋକବାଜ ନବୀନ ନୁହନ୍ତି
Pandian pari Navin nuhanti
Auri habe puni sarkar karibe bujhila malike Jay bjd Jay Naveen 💚💚🐚🐚
Only bjp 🚩🚩🚩
Nabeen is bast cm in india
Authare cm nahoi lokanka pakhaku jai dukhabujha
Jay Nabin
Bjd coming baby wait & watch
Sir chilika MLA thilabele power ra nisha re jou BJP neta o karmi nka upare gadi chadheideithile se bisayare kichi kahileni je??? Media bhouni Sir nku tike ADR report ra tathya upare tike prasna kaleni???
Maa sabu dekhuchanti. Jay Maa Durga 🙏
Nabin babu is good opportunistic actor
Murkha Maitri BJP Jay nabin ❤
ଭାରତରେ ଭାରତୀୟଜନତାପାଟି ରହିବ ତ ?
Nabina ku always power ru bahare rakha se pura active au fit rahiba.
How can say BAHU BALI ? He is a good man
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଗଣେଶ ବାବୁ ଖୋଲା ଲୋକ ତାଙ୍କ ପାଖରେ ତାକଟ ଅଛି
Right saying MLA
Prasant jagadev always man
Nabeen is bast
Ranga badala sarkar b.j p
ନବୀନ ବାବୁଙ୍କର ବୃଦ୍ଧ କାଳେ ବାଲ୍ଯଲୀଳା।
Jay Jagannath
ନବୀନ ବାବୁ ବର୍ତମାନ ଲୋକ ଦେଖାଣିଆ ରୋଲ୍ କରୁଛନ୍ତି କାହିଁକି ନାଁ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବା ରୋ ସପନ ଦେଖୁଛନ୍ତି ଜୟ ଜଗନ୍ନାଥ
Now tension free .
Bip Bala sarkar
Asibe na again 2042 re sethipai sir pura active 😂😊
ତୁମ ଟିଭି , ତୁମ ସାମ୍ବାଦିକା, ତୁମ ପାର୍ଟି, ଯେତେ ପାରୁଛ କୁହ
Bjp is very good
Nabin was opportunistic .
ପେଳ ପ୍ରଶ୍ନ