Pragyan vai ...apananka ra hruday bahut nirmala...Apananka jibana ra sangharsa aji ra juba pidhi nku nihati prerana deba...it personally inspired me very much...God bless you ❤
I appreciate you Pragnya very much for your efforts and ability in the comedy to make the life of the people easier and lighter by making people laugh which gives utter relaxation to their minds and bodies that are too heavy and tired in this busy and struggling world . Besides I am extremely happy to learn the philosophy of life you do possess and the life style you adopt. God bless you.Thank you Manoranjan Baboo ! for you have cought hold a Pearl and exhibited before us.
After listening everything from someone , the other one is calm and quiet.... Because she knows who is what.... Not only she but also many more people know....
Sir pranam Pragnya vai ete mana dukha achhi hele sabubele tuma comedy na dekhile vala laguni Sabutharu bada katha apana jagannath nka vakta Au se vakta nka katha sabu hi mitha
Some people when they feel inferior themselves from others, they try to undermine others, which no one cares .... In this way they give and take tensions to themselves.... Where many people not only in India but in world wide love n respect someone, no need to react to someone who has no knowledge about him....
I m a great fan of yours. I see all your interviews. I found same keonjhar jatra offer, same nil bank balance, same phone calls within ten minutes but different days. Once for idol and other for labour charges. One interview here and other interview with Pupindar Sir. How is it possible??
Prangya bhai Khali jane bhala abhineta nuhanti sjane bhala manisa te mu ahuri bada pransasak heli joudina janili se tanka nija parisrama paisare jagannath mandira te karichhantti Sei mahaprabhu tanku bahut agaku niantu Jay jagannath 🙏
ପ୍ରଜ୍ଞା ତୁମର କମେଡି ଅପେକ୍ଷା ତୁମର ଚିନ୍ତାଧାରା ଆଉ ମଣିଷ ହିସାବରେ ପ୍ରଶଂସନୀୟ ତୁମେ ବହୁତ ଆଗକୁ ଯିବ ଏହା ନିଶ୍ଚୟ ❤️
Pragyan vai ...apananka ra hruday bahut nirmala...Apananka jibana ra sangharsa aji ra juba pidhi nku nihati prerana deba...it personally inspired me very much...God bless you ❤
ସୁନ୍ଦର ତୃପ୍ତିର ଅବସାଦ ନାହିଁ l ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ଧନ୍ଯବାଦ ପ୍ରଜ୍ଞା ବାବୁ। ପରମପିତା ମଙ୍ଗଳ କରନ୍ତୁ 🙏🙏
ଭଲ ଲାଗିଲା..... ଏଥିପାଇଁ ଖୋଲା ପିଲା.... ଆହୁରି ଉର୍ନତି କରନ୍ତୁ.... ଜୟ ଜଗନ୍ନାଥ
ମୁଁ ଆଗରୁ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ଦେଖୁଥିଲି, ଆଜି ଜଣେ ସୁନ୍ଦର ମଣିଷ ଙ୍କୁ ଚିହ୍ନିଲି... ଜଗନ୍ନାଥ ମଙ୍ଗଳ କରନ୍ତୁ
ମନୋରଞ୍ଜନ ବାବୁ ... ଉପସ୍ଥାପନା ଚମତ୍କାର ❤
ଆପଣଙ୍କର ଦୁଃଖ ଥିଲା ଭଲ ମଣିଷ ହୋଇଛନ୍ତି ଏବେ ପିଲାମାନେ ଦୁଃଖ ଦେଖି ନାହାନ୍ତି କିନ୍ତୁ ମାଳବିକତା ନାହିଁ
ପ୍ରଜ୍ଞା ଭଲ ମଣିଷ ଟିଏ
ଜୟ ଜଗନ୍ନାଥ ! ପ୍ରଜ୍ଞା ରଞ୍ଜନ ଖଟୁଆ ଭାଇ କହିଥିବା ପ୍ରଭୁ ଜଗନ୍ନାଥଙ୍କ କଥା ପୂରାପୂରି ସତ । ଏହା ମୋର ଅଭିଜ୍ଞତା ।
ଅଭାବ ନମ୍ରତା ଶିଖାଏ । ଗୁରୁମାନଙ୍କୁ ଓ ବଡ଼ମାନଙ୍କୁ ଭକ୍ତି ଓ ଶ୍ରଦ୍ଧା ସହିତ ପ୍ରଣାମ କରିବାକୁ ଶିଖିଛନ୍ତି କଳା ବିକାଶ କେନ୍ଦ୍ରରୁ ।
ଧନ୍ଯବାଦ ପ୍ରଜ୍ଞା ସାର୍ ଆପଣ ଗୋଟିଏ ମିଡିଲ୍ କ୍ଲାସ୍ ପରିବାର ପରି ଜୀବନଯାପନ କରୁଛନ୍ତି ଏତେ ବଡ଼ ହାସ୍ଯ କଳାକାର ଆପଣ ଅଟନ୍ତି ବଉତ ବଉତ୍ ଧନ୍ଯବାଦ
ଭଲ ମଣିଷ ଟିଏ ହିଁ ଭଲ କଳାକାର ଟିଏ ହୋଇଥାଏ, 🙏
ଜଣେ ଦାର୍ଶନିକ ହାସ୍ୟ ଅଭିନେତାର ରୂପ ନେଇଛନ୍ତି। ଧନ୍ୟବାଦ
Many Many thanks to both. Pragnya babu is a very very nice & gentle man. ❤❤❤❤
Best episode ever. Thank you
ପ୍ରଜ୍ଞା ବାବୁ ତୁମ ର presentation ବହୁତ ଭଲ
ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ହାସ୍ୟ କଥା ପରିବେଷଣ ଖୁବ୍ ଆମୋଦଦାୟକ ।
ସାମ୍ବାଦିକ, ଉପସ୍ଥାପକ ମନୋରଞ୍ଜନ ମିଶ୍ର ଭଲ ପ୍ରଶ୍ନ କରୁଛନ୍ତି ପ୍ରଜ୍ଞା ରଞ୍ଜନ ଖଟୁଆ ଭାଇଙ୍କୁ । ଉତ୍ତର ବି ତତ୍-କ୍ଷଣାତ୍ ମିଳୁଛି ।
Many many thanks both to prajna Bu and Manoranjan Bu.Beautiful presentation.
ଗଛ ସହିତ, ଜନ୍ହ ସହିତ ଆକାଶକୁ ଚାହିଁ କାନ୍ଦନ୍ତି । ଠାକୁରଙ୍କ ପାଖରେ କାନ୍ଦିଲେ ଶାନ୍ତି ମିଳେ -- କହିଲେ ହାସ୍ୟ କଳାକାର ପ୍ରଜ୍ଞା ରଞ୍ଜନ ଖଟୁଆ ଭାଇ ।
ଲୋକଙ୍କୁ ହସାଇ ପାରିଲେ ତାହା ସବୁଠାରୁ ବଡ଼ ସେବା । ମୋତେ ଏଇ ଶକ୍ତି ସାମର୍ଥ୍ୟ ଭଗବାନ୍ ଶେଷଯାଏ ଦିଅନ୍ତୁ ।
Pragnyn Bhai best comedian...❤❤❤mu aapana nka ra sabu comedy dekhe
ମୋ ଜୀବନରେ ଜଗନ୍ନାଥଙ୍କୁ ପ୍ରାପ୍ତ କରିବା ଉଦ୍ଦେଶ୍ୟ ।
ପ୍ରଜ୍ଞା ଙ୍କ ଜୀବନ ଦର୍ଶନ ଅତି ଉଚ୍ଚକୋଟିର
ଜଣେ ଲୋକ ପ୍ରିୟ ହାସ୍ୟ ଅଭିନେତା ❤❤ ପ୍ରଜ୍ଞା ❤❤
ଏତେ ସୁନ୍ଦର ମଣିଷ ଟିଏ ପ୍ରଜ୍ଞନ, ସୁନ୍ଦର ତାଙ୍କର ଜୀବନ ଦର୍ଶନ, ବୟସ ରେ ଛୋଟ ମାତ୍ର ତାଙ୍କର କଥା ଏକଦମ ମନଛୁଆଁ, ଓଜନିଆ ମଧ୍ୟ, ଜଗନ୍ନାଥ କରନ୍ତୁ ତାଙ୍କର ଚଲାପଥ ସବୁବେଳେ କୁସୁମିତ କରନ୍ତୁ, ତାଙ୍କୁ ଆହୁରି ସରଳ ଓ ସାର୍ବଜନୀନ କରନ୍ତୁ, ନିରୋଗ ଓ ଦୀର୍ଘାୟୁ କରନ୍ତୁ. ଏ ସାକ୍ଷାତ କାର ପାଇଁ ଧନ୍ୟବାଦ.
ପ୍ରତ୍ୟେକ ଦିନ ମୋ ପାଇଁ ଆଶ୍ଚର୍ଯ୍ୟର ଦିନ ।
I appreciate you Pragnya very much for your efforts and ability in the comedy to make the life of the people easier and lighter by making people laugh which gives utter relaxation to their minds and bodies that are too heavy and tired in this busy and struggling world . Besides I am extremely happy to learn the philosophy of life you do possess and the life style you adopt. God bless you.Thank you Manoranjan Baboo ! for you have cought hold a Pearl and exhibited before us.
Very honest person....
ପ୍ରଜ୍ଞା ଭାଇ ତୁମେ ଜୀବନରେ ଆହୁରି ଆଗକୁ ବଢ଼ନ୍ତୁ |
ଗାଆଁର ପ୍ରତ୍ୟେକ ଲୋକ ପ୍ରତି ଘରକୁ ଯାଆନ୍ତି । ଏବେ ଆଉ ସେପରି ନାହିଁ ।
Valuable discussion
Prangya is the best comedian of odia industry❤
Great personalities✨
Very good program thanks Sir
ବହୁତ ସୁନ୍ଦର 👌🏻👌🏻
Bhagabana tumara mangala karantu bapa 👋
ଠିକ୍ କଥା । ହସ କମି ଯାଉଛି ।
Smile, always Smile. ହସ, ସବୁବେଳେ ହସ । କହିଛନ୍ତି, ଲେଖିଛନ୍ତି ଭଗବତୀ ଦିବ୍ୟଜନନୀ ଶ୍ରୀମା ।
Bohut Sundar katha kahile pragyana bhai👌❤
Apana Mora all time favourite ❤❤
My child Pragyan go ahead, and think for others, from G C Nihan, Mahanga Cuttack.
Pragyan bhai big fan bhai apana nka saha acting karibaku bahut ichha
Jewel of Odisha
Great personality ❤
Bahut sundar podcast
Very nice anchor Mishra sir
After listening everything from someone , the other one is calm and quiet.... Because she knows who is what.... Not only she but also many more people know....
Bohut badhia
Bhagban apanakara bhali manusya kotikore gotea
Mu bahut bahut bada fan 🎉
Sir pranam
Pragnya vai ete mana dukha achhi hele sabubele tuma comedy na dekhile vala laguni
Sabutharu bada katha apana jagannath nka vakta
Au se vakta nka katha sabu hi mitha
ବହୁତ କିଛି ଶିଖିଲି ପ୍ରଜ୍ଞା ଭାଇ🙏
ପ୍ରଭୁ ଜଗନ୍ନାଥ କାହାରି ଗର୍ବ ରଖନ୍ତିନି । ସିଏ ଖାଲି କରିଦିଅନ୍ତି । ପୁଣି ସବୁ ଭରି ଦିଅନ୍ତି ।
Good podcast 💯
I love prangya as best comedian in odisha.He is a very good man.
ମୋ ବା-ଲୋ! ! କେତେ ତୁ ଆମରି ଭଳି କରୁଛୁ ଲୋ ଧନ ! ଏଇ ହେଲା ଗାଆଁ ବୁଢ଼ା ବୁଢ଼ୀଙ୍କ ପ୍ରଂଶସା କଥା ।
Pragyan bhai ❤️❤️❤️ super star ⭐
ବାପା କହିଲେ ଖରାପ ଅଭିନୟ କରିବୁ
ନାହିଁ । କମେଡି କରି ଲୋକଙ୍କୁ ହସାଇବୁ ।
ପ୍ରଜ୍ଞା ଓ ମନୋରଞ୍ଜନ ବାବୁଙ୍କ ଏହି ସାକ୍ଷାତ କାର ମୋତେ ବହୁତ୍ କିଛି ଶିଖିବାକୁ ପ୍ରେରଣା ଦେବ
ଏହି ପ୍ରୋଗ୍ରାମ ବହୁତ୍ ଭଲ ଲାଗୁଛି
Prangya bhai Jane bhala manisa tie❤❤❤❤
କିଛି ଶିଖିବାର ସୁଯୋଗ ମିଳିଲା
Thank you so much for such interview ❤
Manoranjan Sir is the best...
Pragyan bhai super mind hearted
ଗାଆଁରେ କେତେ ପ୍ରକାର ଲୋକ କେମିତି କଥାବାର୍ତ୍ତା କରନ୍ତି ସବୁ ଶୁଣି ତାଙ୍କରି ସ୍ଵରରେ କଥା କହି ପାରୁଛନ୍ତି ପ୍ରଜ୍ଞା ରଞ୍ଜନ ଖଟୁଆ ଭାଇ ।
Best Comedian after Jairam Sir ❤❤.....No vulgarity.....No dual Meaning....
Pragyan is fantastic actor, he is really very inspiring.
Best Comedian
Some people when they feel inferior themselves from others, they try to undermine others, which no one cares ....
In this way they give and take tensions to themselves....
Where many people not only in India but in world wide love n respect someone, no need to react to someone who has no knowledge about him....
Great person❤
Nyc episode
ମାହାଙ୍ଗା ମାଟିର ସୁଯୋଗ୍ୟ ସନ୍ତାନ ଙ୍କୁ ଅଶେଷ ପ୍ରଣାମ
Prngya bhai best comedian odisha ra
ତରଙ୍ଗ ପରେ ଲୋକ ନକଲି, କଥା ଅସଲିରେ ଅଭିନୟ କଲେ ।
U r great prangya.
He is great man
I m a great fan of yours. I see all your interviews. I found same keonjhar jatra offer, same nil bank balance, same phone calls within ten minutes but different days. Once for idol and other for labour charges. One interview here and other interview with Pupindar Sir. How is it possible??
Jay jagannath bhai🙏🙏🙏
ଜଗନ୍ନାଥ ମନ୍ଦିର ପାଇଁ ଖର୍ଚ୍ଚ କରନ୍ତି, ନିଜ ପାଇଁ ପଇସା ରଖନ୍ତି ନାହିଁ ।
ଏବେ ସରକାର ଗାଆଁରେ ମନ୍ଦିର ପାଇଁ ଅର୍ଥଦାନ କଲେଣି । ନିଜ ପାଇଁ ଓ ଘର ପାଇଁ ଅର୍ଥ ସଞ୍ଚୟ କରିବା ଆବଶ୍ୟକ ।
Pragyan, a great human being
କେହି ବି ଆପଣଙ୍କୁ ଖରାପ କମେଣ୍ଟ ଦେବେ ନାହିଁ
ଭଲ ମଣିଷ
So sweet Sri
Love you pragyan bhai😅
Manoranjan Sir pranam......Bbhala upsthapana........probably you dont know, for how many it will be a reference point.
Bohut bhalo lagila .
Sikhyoniya kotha.
Modo band kotha bholo lagila
Ni ce message for society
Driver pant pindhi stage re role Kariba suni hasi hasi ame duee bedam hoigalu.jay jagannath.
Manoranjan babu apananka podcast very very nice
Very creative
❤❤ nice
Odisha Society of Americaକୁ ଯାଇ ଓଡ଼ିଶାର ପରମ୍ପରା, ବେଶ ପୋଷାକ , ରୀତିନୀତି ଦେଖି ମୁଗ୍ଧ ହୋଇଥିଲେ । ଆମେରିକାରେ India Market ଦେଖି ଖୁସୀ ।
Nice man
Best actor
Prangya very good
ନାଇସ୍ ଭାଇଁ
❤❤❤❤❤❤❤❤❤❤❤❤❤
ପାଇଖାନା ହଉନି, ଦଶ ଦିନ ହେଲାଣି । Output ନାହିଁ, କିନ୍ତୁ Input ଚାଲିଛି ।
ଗାଆଁର ବୁଢ଼ାବୁଢ଼ୀ, ମଉସା ମାଉସୀ , ଘରର ବାପା ମାଆ ସମସ୍ତେ ପୁଅ ପାଇଁ ଚିନ୍ତିତ ।
Jay Jagannath
Prangya bhai Khali jane bhala abhineta nuhanti sjane bhala manisa te mu ahuri bada pransasak heli joudina janili se tanka nija parisrama paisare jagannath mandira te karichhantti
Sei mahaprabhu tanku bahut agaku niantu
Jay jagannath 🙏
V nice 👍👍👍
Nice 👍👍
Real life story....
Jibanara kichi jadi kie karichi taku struggle ku enjoy karichi