VK Pandian Outlines Identity Of Dharmendra Pradhan, Speaks Of Neglecting Own Native

Поділитися
Вставка
  • Опубліковано 12 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #vkpandian #dharmendrapradhan

КОМЕНТАРІ • 142

  • @MinatiJena-
    @MinatiJena- 24 дні тому +14

    ଆମ ଘର ଆମ ମନ୍ଦିର, ରହୁନାହିଁ ଆଉ ବିପଦକୁ ଡର । ଜନସାଧାରଣଙ୍କ ଜୀବନ ରକ୍ଷା ପାଇଁ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।

  • @SangitaSahu-
    @SangitaSahu- 24 дні тому +9

    ଯେଉଁଠି ସରକାର ଲୋକ ସେବାକୁ ସଙ୍କଳ୍ପ ଭାବନ୍ତି । କେବଳ ଜନସେବା ପାଇଁ ଜୀବନ ଉତ୍ସର୍ଗୀକୃତ କରିଦିଅନ୍ତି... ତାହାକୁ ସୁଶାସନ କୁହାଯିବନି ତ କଣ କୁହାଯିବ

  • @AnushreeMohanty355
    @AnushreeMohanty355 24 дні тому +7

    ପ୍ରତି ଓଡିଆଙ୍କ ସ୍ପନ୍ଦନ ନବୀନ, ପ୍ରତି ପରିବାରର ସାହସ ବିଜେଡି । ମୁଁ ଗର୍ବିତ ମୋ ଦଳ ପାଇଁ, ମୋ ଦଳର ନୀତି ଆଦର୍ଶକୁ ନେଇ... ଜୟ ବିଜେଡି

  • @AnushreeMohanty355
    @AnushreeMohanty355 24 дні тому +8

    ବିଜେଡିର ପ୍ରତି ସଦସ୍ୟଙ୍କ ରକ୍ତରେ ଜନସେବା ଲେଖା । ପରିବର୍ତ୍ତନ ପାଇଁ ପ୍ରାଣପିଣ୍ଡରେ ଭର୍ତ୍ତି ଅସୀମ ଉର୍ଜା ।

  • @PriyaMohanty-
    @PriyaMohanty- 24 дні тому +7

    ଯିଏ ଲୋକଙ୍କ ସେବାରେ ନିଜର ସାରା ଜୀବନକୁ ସମର୍ପି ଦେଇଛନ୍ତି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଦଳ ବି ଲୋକଙ୍କର ସୁଖ ଦୁଃଖରେ ସାମିଲ ହେବାକୁ ସଙ୍କଳ୍ପବଦ୍ଧ ।

  • @MinatiJena-
    @MinatiJena- 24 дні тому +12

    ଏବେ ଆଉ ଡରାଇ ପାରୁନି ଭୋକ, ପେଟରେ ଦେଉନି ପ୍ରହାର । ଭୋକିଲାଙ୍କ ପାଇଁ ‘ଆହାର’ ଯୋଗାଇଛନ୍ତି ନବୀନ ସରକାର ।

    • @AlokOjha238
      @AlokOjha238 24 дні тому +1

      ବେକାରୀ ହାତରେ ଚାକିରୀ । ନିଯୁକ୍ତିର ନୂଆ ସୁଯୋଗ ଆଣିଛି ଯୁବପିଢିଙ୍କ ମୁହଁରେ ଖୁସିର ଲହରୀ ।

  • @PriyaMohanty-
    @PriyaMohanty- 24 дні тому +9

    ମାଆ, ମାଟିକୁ ସମ୍ମାନ ଦେଇ ସେମାନଙ୍କ ଉନ୍ନତି ପାଇଁ ଅହରହ ଉଦ୍ୟମ କରୁଥିବା ଦଳ, ମୋ ବିଜୁ ଜନତା ଦଳ...

  • @JyotikaMishra898
    @JyotikaMishra898 24 дні тому +10

    ସିଏ ଶ୍ରେଷ୍ଠ, ତାଙ୍କ ସ୍ୱପ୍ନ ଶ୍ରେଷ୍ଠ, ତାଙ୍କ ଶାସନ ଶ୍ରେଷ୍ଠ... ସେଇଥିପାଇଁ ତ ଆମ ରାଜ୍ୟ ବି ଆଜି ସାରା ବିଶ୍ୱରେ ଶ୍ରେଷ୍ଠ ସାଜିଛି ।

  • @JyotikaMishra898
    @JyotikaMishra898 24 дні тому +9

    ସୁଶାସନର ସୁନେଲୀ ଚିତ୍ର, ନବୀନ ବାବୁ ଓଡିଶାବାସୀଙ୍କ ଏକମାତ୍ର ମିତ୍ର । ସୁଖ ଓ ସମୃଦ୍ଧିରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ ।

  • @RajaPradhanRPR
    @RajaPradhanRPR 24 дні тому +5

    ଖାଦ୍ୟ ବିନା ଖାଲି ପେଟରେ ରହୁନି ଓଡିଶା । ନବୀନଙ୍କ ଉଦ୍ୟମ ଏବଂ ଦୃଢ ସଂକଳ୍ପ ଖାଦ୍ୟ ସୁରକ୍ଷାରେ ଓଡିଶାକୁ କରିଛି ଶ୍ରେଷ୍ଠ ।

  • @RajaPradhanRPR
    @RajaPradhanRPR 24 дні тому +5

    ସେ ଭୋକ ବୁଝନ୍ତି, ସେ ଭଙ୍ଗାଘର ଭିତରୁ ଜୀବନକୁ ସୁରକ୍ଷିତ ରଖିବା ପାଇଁ ମୁଣ୍ଡ ଉପରକୁ ଛାତ ଦିଅନ୍ତି । ସେଇଥିପାଇଁ ତ ନବୀନ ପଟ୍ଟନାୟକଙ୍କୁ ଓଡିଶାବାସୀ ଭାରି ଭଲପାଆନ୍ତି ।

  • @PuriBhauja47
    @PuriBhauja47 24 дні тому +4

    ସେ ବୁଝିଛନ୍ତି ଭୋକର ଭୟାବହତା । ଭୟଙ୍କର ଭୋକର ଆଁରୁ ମଣିଷକୁ ବଞ୍ଚାଇ ନବୀନ ସାଜିଛନ୍ତି ଅନ୍ନଦାତା ।

  • @SonaliNayak233
    @SonaliNayak233 24 дні тому +5

    ଜୀବନରୁ ଜଙ୍ଗଲ, ପରିବେଶରୁ ପ୍ରାଣ । ସାରା ଓଡିଶାର ସୁରକ୍ଷାଦାତା ସାଜିଛନ୍ତି ଆମ ନେତା । ସୁନାର ଓଡିଶା, ସବୁଜ ଓଡିଶା ଗଢିବାକୁ ବିଜେଡିର ପ୍ରତିବଦ୍ଧତା ।ଜୀବନରୁ ଜଙ୍ଗଲ, ପରିବେଶରୁ ପ୍ରାଣ । ସାରା ଓଡିଶାର ସୁରକ୍ଷାଦାତା ସାଜିଛନ୍ତି ଆମ ନେତା ।

  • @SonaliNayak233
    @SonaliNayak233 24 дні тому +5

    ଆମ ନେତା ଯେମିତି, ତାଙ୍କ ଦଳ ସେମିତି । ସବୁବେଳେ ଲୋକଙ୍କ ପାଇଁ ଭାବନ୍ତି, ଲୋକଙ୍କ ଉନ୍ନତି-ପ୍ରଗତି ଲାଗି ଲଗାତାର ଉଦ୍ୟମ କରନ୍ତି ।

  • @PuriBhauja47
    @PuriBhauja47 24 дні тому +3

    ମାତୃତ୍ୱର ସୁରକ୍ଷା, ଭବିଷ୍ୟତର ରକ୍ଷା । ମାଆ ଓ ଶିଶୁଙ୍କ ସୁରକ୍ଷା ପାଇଁ ସବୁବେଳେ ସେବାରେ ସରକାରଙ୍କ ‘ମମତା’ ।

  • @ajayabehera155
    @ajayabehera155 24 дні тому +3

    ଏଥର ଓଡିଶା ରେ ବିଜେପି ସରକାର

  • @AlokOjha238
    @AlokOjha238 24 дні тому +2

    ଉନ୍ନତିର ନବୀନ ମଡେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ସବୁଥିରେ ଅଗ୍ରଣୀ ଥିବା ଓଡିଶାକୁ ଅନୁକରଣ କରୁଛନ୍ତି ଦେଶର ଅନେକ ରାଜ୍ୟ ...

  • @BabuNayak243
    @BabuNayak243 24 дні тому +2

    ସେ ସେବାରେ ବିଶ୍ୱାସୀ, ସମୃଦ୍ଧିରେ ବିଶ୍ୱାସୀ । କଥା କମ୍, କାମରେ କରି ଦେଖାଉଥିବା ସଫଳ ପୁରୁଷ, ନୂଆ ଓଡିଶା ଗଢିବାରେ ନିମଗ୍ନ ନିର୍ମାତା...

  • @SanjayDas008
    @SanjayDas008 24 дні тому +2

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @AbhisekBeheraAB
    @AbhisekBeheraAB 24 дні тому +1

    ଶାସନ ନୁହେଁ ସେବାରେ ବିଶ୍ୱାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତି, ସବୁଥିରେ ମୁକାବିଲାରେ ମାଷ୍ଟର ନବୀନ ସରକାର ।

  • @narayanbehera1373
    @narayanbehera1373 24 дні тому +1

    ନିଯୁକ୍ତି କେତେ ଦେଇଛନ୍ତି କେନ୍ଦ୍ର ବିଜେପି ସରକାର ତାହା ସ୍ପଷ୍ଟ କରିବା ଉଚିତ୍ ବାବୁ ଧର୍ମେନ୍ଦ୍ର।

  • @sarojrout9173
    @sarojrout9173 24 дні тому +2

    ତାମିଲ ପାଣ୍ଡୁ ପାଖରେ କ୍ରୀତଦାସ ମାନେ ହାତଯୋଡି ହେଉଛନ୍ତି ଅପାରଗ ଅଯୋଗ୍ୟ ଏଇ ମାନେ ଲୋକେ ଙ୍କ ସେବା କରିବେ 😂

  • @narayanbehera1373
    @narayanbehera1373 24 дні тому

    କ୍ଷମତା ଅବା ପଦ ପଦବୀ ପାଇଁ ନୁହଁ ସେବା ପାଇଁ ଚର୍ଚ୍ଚିତ ଏବଂ ପରିଚିତ ଆମ ନବୀନ ସରକାର।

  • @ajitsahu502
    @ajitsahu502 24 дні тому

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @KalapanaJena-jz9ir
    @KalapanaJena-jz9ir 24 дні тому

    ଘୃଣ୍ୟ ରାଜନୀତି କରିବା ବିରୋଧୀ ଦଳ ଓ ତାଙ୍କ ନେତା, ନେତ୍ରୀ ମାନଙ୍କ କାମ ଏମିତି କହିବା ଏ ମାନଙ୍କର ନୀତିଗତ ଅଭ୍ୟାସ ଏହା କିଛି ନୂଆ କଥା ନୁହେଁ l

  • @DEEPSANDAS
    @DEEPSANDAS 24 дні тому

    ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରତ୍ୟାକ୍ଷାନ କରି ଉଚିତ୍ ଜବାବ୍ ଦେବେ।

  • @DEEPSANDAS
    @DEEPSANDAS 24 дні тому

    ଧର୍ମେନ୍ଦ୍ର ପ୍ରଧାନ ଚାହିଁ ଥିଲେ ଓଡ଼ିଶାରେ ଅନେକ ଗୁଡ଼ିଏ କେନ୍ଦ୍ରୀୟ ବିଦ୍ୟାଳୟ,ଜବାହର ନବୋଦୟ ବିଦ୍ୟାଳୟ କରି ପାରି ଥାଆନ୍ତେ କିନ୍ତୁ ନିଜ କେନ୍ଦ୍ରୀୟ ପଦ କୁ ବଜାୟ ରଖିବା ପାଇଁ କିଛି କଲେ ନାହିଁ।

  • @narayanbehera1373
    @narayanbehera1373 24 дні тому

    ଦକ୍ଷତା ବିକାଶ ର ମନ୍ତ୍ରୀ ମୁହଁ ରେ ବେକାରୀ ସମସ୍ୟା ର ସ୍ୱର ଆଦୌ ଶୋଭା ପାଉନି।

  • @anmayeedas4839
    @anmayeedas4839 24 дні тому

    ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଲୋକଙ୍କ ଅସୁବିଧା କୁ ଦୂର କରିବା ପାଇଁ ପ୍ରୟାସ କରିଛନ୍ତି ବିଜୁ ଜନତା ଦଳର ନେତୃତ୍ୱ ମାନେ ଥାଉ ଥାଉ ଆଉ କେହି ଦରକାର ନାହିଁ।

  • @anmayeedas4839
    @anmayeedas4839 24 дні тому

    ଓଡିଶାବାସୀ ସବୁ ଜାଣିଛନ୍ତି, ସବୁ ଦେଖୁଛନ୍ତି। ନିର୍ଣ୍ଣୟ ଓଡ଼ିଶାବାସୀ ହିଁ କରିବେ। ଜୟ ଜଗନ୍ନାଥ 🙏 0:06

  • @KalapanaJena-jz9ir
    @KalapanaJena-jz9ir 24 дні тому

    ଯିଏ ଯେତେ ବିରୋଧ କରନ୍ତୁ ନା କାହିଁକି,ଆଗାମୀ ନିର୍ବଚନ ରେ ନବୀନ ପଟ୍ଟନାୟକ ନିଶ୍ଚିତ ସବୁଠୁ ଅଧିକ ଭୋଟ ପାଇବେ ଓ ସରକାର ଗଢିବେ।

  • @RamNayakRN
    @RamNayakRN 24 дні тому

    ଦକ୍ଷ ଦୂରଦୃଷ୍ଟି ଓ ସ୍ୱଚ୍ଛ ଶାସନ ପାଇଁ ଆଜି ସାରା ବିଶ୍ୱରେ ନବୀନଙ୍କ ବିକାଶର ମଡେଲ୍ ଅନୁକରଣୀୟ । ଓଡିଶା ଆଜି ଅନେକ କ୍ଷେତ୍ରରେ ଅଗ୍ରଣୀ ।

  • @anmayeedas4839
    @anmayeedas4839 24 дні тому

    ଵିକାଶ ସହିତ ଜନତା ରହିବେ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ନେତା ଙ୍କୁ ଜନତା ଆଶୀର୍ବାଦ କରିବେ l

  • @narayanbehera1373
    @narayanbehera1373 24 дні тому

    ଦଶ ବର୍ଷ ଧରି ଉଚ୍ଚ ପଦବୀରେ ଥାଇ ମଧ୍ୟ ଓଡ଼ିଶାର କୌଣସି ବିକାଶ କରି ନାହାଁନ୍ତି ବାବୁ ଧର୍ମେନ୍ଦ୍ର।

  • @raghunathdas-mb7yr
    @raghunathdas-mb7yr 24 дні тому

    ଜଣେ ଶିକ୍ଷା ମନ୍ତ୍ରୀ ଥାଇ ନିଜ ଅଞ୍ଚଳ ରେ କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଲେ ନାହିଁ ଆଉ ଓଡ଼ିଶାର ବିକାଶ କଣ କରିବେ |

  • @maheshpatnaik6972
    @maheshpatnaik6972 24 дні тому

    ଏମାନେ ସବୁ କେନ୍ଦ୍ର ମନ୍ତ୍ରୀ ହୋଇ ମଧ୍ୟ ଓଡ଼ିଶା ପାଇଁ କିଛି ବି କରି ନାହାନ୍ତି... ଶିକ୍ଷ୍ୟା ବିଭାଗ ରେ ମନ୍ତ୍ରୀ ହୋଇ ମଧ୍ୟ ଓଡ଼ିଶା ପାଇଁ କିଛି ବି ସେ କରିନାହାନ୍ତି...

  • @bijaytripathy2119
    @bijaytripathy2119 24 дні тому +1

    Shreemandira corridors ku biroda karu thiba Bharatiya Janata party Odishara janata khama debeni

  • @adityasahoo3285
    @adityasahoo3285 24 дні тому +3

    Bjp, jindabaad

  • @raghunathdas-mb7yr
    @raghunathdas-mb7yr 24 дні тому

    ଆଜିର ଓଡିଶା କୁ ବିଶ୍ୱ ଦରବାର ରେ ଏକ ସଶକ୍ତ ଓଡିଶା କରିବାରେ ନବୀନ ପଟ୍ଟନାୟକ ଅଗ୍ରଣୀ ଭୂମିକା ନେଇଛନ୍ତି |

  • @DEEPSANDAS
    @DEEPSANDAS 24 дні тому

    ମିଛ,ବାହାସ୍ପଟ ବିଭ୍ରାନ୍ତିକର ଭାଷଣବାଜି କରି ଲୋକଙ୍କୁ ଭୂଆଁ ବୁଲାଇବା ରେ ଅସ୍ତାଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ବାର୍ଥନ୍ବେସୀ ହୀନରାଜନୀତି ଷଡ଼ଯନ୍ତ୍ର କୁ ଓଡ଼ିଶାବାସୀ ଭଲଭାବରେ ଜାଣି ସାରିଲେଣି।

  • @KalapanaJena-jz9ir
    @KalapanaJena-jz9ir 24 дні тому

    ଦଶ ବର୍ଷ କେନ୍ଦ୍ର ମନ୍ତ୍ରୀ ଥାଇ ଧର୍ମେନ୍ଦ୍ର ବାବୁ ଓଡ଼ିଶାରେ କେନ୍ଦ୍ରୀୟ ବିଦ୍ୟାଳୟର କଣ ଉନ୍ନତି କରିଛନ୍ତି |ଓଡ଼ିଶାର 5ଟି ହାଇସ୍କୁଲ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ରେ ପାର୍ଥକ୍ୟ ଦେଖ |

  • @DEEPSANDAS
    @DEEPSANDAS 24 дні тому

    ଦକ୍ଷତା ବିକାଶ ମନ୍ତ୍ରୀ ଥାଇ ଗୋଟିଏ ହେଲେ ଓଡ଼ିଶାରେ ଦକ୍ଷତା ବିକାଶ କେନ୍ଦ୍ର କରି ପାରିଲେ ନାହିଁ। ଖାଲି ନିର୍ବାଚନ ସମୟରେ ଦାଦନ ଶ୍ରମିକ ପ୍ରସଙ୍ଗ ଉଠାଇ ବିଭ୍ରାନ୍ତିକର ଭାଷଣବାଜି କରନ୍ତି।

  • @bijaytripathy2119
    @bijaytripathy2119 24 дні тому +1

    Manyavar mukhya mantri Navin Pattnaik kama re believe karanti sethilagi se popular

  • @KalapanaJena-jz9ir
    @KalapanaJena-jz9ir 24 дні тому

    ଓଡିଶା ବିକାଶ ର ସାରଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦକ୍ଷ ସେନାପତି ଭି କେ ପାଣ୍ଡିଆନ ଙ୍କୁ ବିଜେପି ର ଏତେ ଭୟ କଣ ପାଇଁ ?

  • @DEEPSANDAS
    @DEEPSANDAS 24 дні тому

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଁହିଥିଲେ ଓଡ଼ିଶାବାସୀଙ୍କ ପାଇଁ ଅନେକ ବିକାଶ ମୂଳକ କାମ କେନ୍ଦ୍ର ସରକାରଙ୍କ ଠାରୁ ଆଣି କରି ପାରି ଥାଆନ୍ତେ କିନ୍ତୁ କଲେ ନାହିଁ।

  • @raghunathdas-mb7yr
    @raghunathdas-mb7yr 24 дні тому

    ଭୋକିଲାଙ୍କୁ ଆହାର ଯୋଗାଇ ନବୀନ ପଟ୍ଟନାୟକ ସେମାନଙ୍କ ଆଶୀର୍ବାଦ ନେଇଛନ୍ତି |

  • @raghunathdas-mb7yr
    @raghunathdas-mb7yr 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ କୁ ବିରୋଧ କରିବା ଜାଣିଛନ୍ତି ଅଥଚ ନିଜେ ଅପାରଗ |

  • @ajitsahu502
    @ajitsahu502 24 дні тому

    ବିକାଶ କଥା ଉଠିଲେ, ବିଜେପି ସବୁ ବେଳେ ସେଥିରେ ପଛରେ, ଖାଲି ଷଡଯନ୍ତ୍ର କରିବାରେ ସବୁ ବେଳେ ଆଗ ରେ ବିଜେପି

  • @raghunathdas-mb7yr
    @raghunathdas-mb7yr 24 дні тому

    ଜଣେ କେନ୍ଦ୍ର ମନ୍ତ୍ରୀ ହୋଇ NH 55 ରାସ୍ତାର ମରାମତି କାମ ସରିପାରିଲ ନାହିଁ ଦୀର୍ଘ ଦଶ ବର୍ଷ ମଧ୍ୟରେ ଏଥିରୁ ଆପଣଙ୍କ ଅପାରଗତା ଜଣାପଡୁଛି |

  • @narayanbehera1373
    @narayanbehera1373 24 дні тому

    କିଛି କରି ପାରିଲେ ନାହିଁ ବୋଲି ନିଜ ଅଞ୍ଚଳରେ ପ୍ରାର୍ଥୀ ହେଲେ ନାହିଁ ବାବୁ ଧର୍ମେନ୍ଦ୍ର।

  • @KalapanaJena-jz9ir
    @KalapanaJena-jz9ir 24 дні тому

    ବିଜେପି ଭଳି ଗୋଟିଏ ଓଡିଶା ବିରୋଧୀ ଦଳ କେବେ କାହାର ଉନ୍ନତି କୁ ସହି ପାରି ନାହିଁ କି ଆଗକୁ ମଧ୍ୟ ସହି ପାରିବ ନାହିଁ!

  • @narayanbehera1373
    @narayanbehera1373 24 дні тому

    ଦାଦନ ର ପ୍ରଶ୍ନ କରୁଥିବା ବାବୁ ଧର୍ମେନ୍ଦ୍ର ଙ୍କ କର୍ତ୍ତବ୍ୟ ତଥା ଦାୟିତ୍ଵ କୁ ବୁଝି ଗଲେଣି ସାରା ଓଡ଼ିଶା ବାସୀ।

  • @ajitsahu502
    @ajitsahu502 24 дні тому

    ମିଛ ଗପ କହି ମିଡିଆ ଆଗରେ ତିଷ୍ଠି ରଖି ବିଜୁ ଜନତା ଦଳ ନାଁରେ ଯେଉଁ ଅପପ୍ରଚାର କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ।

  • @ajitsahu502
    @ajitsahu502 24 дні тому

    ବିଜେପି କୁ ଲୋକମାନେ କେବେବି ଚାହିଁବେନି କାରଣ ବିଜେପି ସବୁ ବେଳେ ତାଙ୍କ ଉନତି କୁ ଛାଡି, ଅବଗତି ଚାହୁଁଚି l

  • @KalapanaJena-jz9ir
    @KalapanaJena-jz9ir 24 дні тому

    ଯେଉ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ନିଜର ୧୦ ବର୍ଷ ଶାସନ କାଳରେ ଓଡିଶା ବାସୀଙ୍କୁ ଭଲ ରାସ୍ତା ଟିଏ କି କେନ୍ଦ୍ର ବିଦ୍ୟାଳୟ ଟିଏ ଦେଇପାରିଲା ନାହିଁ, ପାଣ୍ଡିଆନ ସାର ଙ୍କ ଏହି ପ୍ରଶ୍ନ ର ଉତ୍ତର କାହିଁକି ଦେଉନାହାଁନ୍ତି, ଧର୍ମେନ୍ଦ୍ର ବାବୁ ଓଡିଶା ବାସୀ ଜାଣିବାକୁ ଯହୁଁଛନ୍ତି l

  • @DEEPSANDAS
    @DEEPSANDAS 24 дні тому

    ଏଥର ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଷଷ୍ଠ ଥର ମୂଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରି କେନ୍ଦ୍ର ବିଜେପି ସରକାର ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶକ୍ତ ଚାପୁଡ଼ା ମାରିବେ ଓଡ଼ିଶାବାସୀ।

  • @DEEPSANDAS
    @DEEPSANDAS 24 дні тому

    ନିର୍ବାଚନ ପୂର୍ବରୁ ଦେଖା ଦର୍ଶନ ନଥାଏ। ନିର୍ବାଚନ ଆସିଲେ ଖାଲି ଦାଦନ ଦାଦନ ପ୍ରସଙ୍ଗ ଉଠାଇ କୁମ୍ଭୀର କାନ୍ଦଣା କାନ୍ଦନ୍ତି ଧର୍ମେନ୍ଦ୍ର ପ୍ରଧାନ।

  • @jagnathkhara8257
    @jagnathkhara8257 24 дні тому

    ଜୟ ଜଗନ୍ନାଥ ଜୟ ବିଜେଡି 🙏🙏🙏🙏

  • @KalapanaJena-jz9ir
    @KalapanaJena-jz9ir 24 дні тому

    ବିଜେପି କେନ୍ଦ୍ର ରେ 10 ବର୍ଷ କ୍ଷମତାରେ ରହିଗୋଟିଏ ବି କେନ୍ଦ୍ର ବିଦ୍ୟାଳୟ ଟିଏ କରିପାରିଲେ ନାହିଁ ଓଡ଼ିଶାକୁ କଣ ଦେଇଛନ୍ତି ତାହା ଲୋକଙ୍କ ସାମ୍ନାରେ କୁହନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ଚେଲେଞ୍ଜ କରିଛନ୍ତି l

  • @DEEPSANDAS
    @DEEPSANDAS 24 дні тому

    କେନ୍ଦ୍ର ବିଜେପି ସରକାରଙ୍କ ସହିତ ବୁଝାମଣା କରି ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ବିରୋଧରେ ସବୁବେଳେ ଷଡ଼ଯନ୍ତ୍ର ରଚି ନିଜକୁ ମନ୍ତ୍ରୀ ମଣ୍ଡଳରେ ନିଜ ସ୍ଥିତି ବଜାୟ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

  • @narayanbehera1373
    @narayanbehera1373 24 дні тому

    ବିଚରା ବାବୁ ଧର୍ମେନ୍ଦ୍ର ଙ୍କ ରାଜନୈତିକ ବିଫଳତା ର ଚର୍ଚ୍ଚା ଏବେ ସାରା ଓଡ଼ିଶା ରେ ।

  • @ajitsahu502
    @ajitsahu502 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଲୋକ ହେଉଛନ୍ତି ଗୁରୁତ୍ୱପୂର୍ଣ ତାପରେ ନେତା ଏହା ଓଡିଶା ବାସୀ ଭଲ ଭାବରେ ଜାଣିଛନ୍ତି!

  • @KalapanaJena-jz9ir
    @KalapanaJena-jz9ir 24 дні тому

    ଧର୍ମେନ୍ଦ୍ର ବାବୁ ଆପଣ ଙ୍କ ଜନ୍ମ ମାଟି ଢେଙ୍କାନାଳ ଆପଣ ସେଠାକାର ବିକାଶ ପାଇଁ କିଛି କରି ନ ଥିବାରୁ ସମ୍ବଲପୁର କୁ ବାଛିଲେ |

  • @DEEPSANDAS
    @DEEPSANDAS 24 дні тому

    ଧର୍ମେନ୍ଦ୍ର ପ୍ରଧାନ କେବଳ ନାମକୁ ମାତ୍ର ଓଡ଼ିଶା ନେତା ହେଲେ ଦେହ,ମନ ତାଙ୍କର ବିହାରୀ ଯିଏ ନୁ‌‌ହଁ କାହାରି।

  • @bijaytripathy2119
    @bijaytripathy2119 24 дні тому

    Manyavar mukhya mantri Navin Pattnaik free electricity declaration karichanti Odishara janata bahuta khusi achanti

  • @user-hy9og5ky7t
    @user-hy9og5ky7t 24 дні тому

    ଥରେ ସରକାର ପରିବର୍ତ୍ତନ ହେଲେ କ'ଣ ଓଡ଼ିଶା ଭାସିଯିବ।

  • @anmayeedas4839
    @anmayeedas4839 24 дні тому

    ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ପଦକ୍ଷେପ ଓଡିଶା ବାସୀଙ୍କ ପାଇଁ କଲ୍ୟାଣ କାରି ସାବ୍ୟସ୍ତ ହେଉଛି, ଏହାକୁ ସାଧାରଣ ଜନତା ଅତି ଆରାମରେ ଗ୍ରହଣ କରୁଛନ୍ତି

  • @ajitsahu502
    @ajitsahu502 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ନେତା କୌଣସି ଗୁରୁତ୍ୱ ବହନ କରେ ନାହିଁ ଜନତା ଆଗେ!

  • @raghunathdas-mb7yr
    @raghunathdas-mb7yr 24 дні тому

    ମହିଳାଙ୍କୁ ସମ୍ମାନ ଦେଉଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କିନ୍ତୁ ବିଜେପି ନେତା ମାନେ ମା ମାନଙ୍କୁ ଲାଂଛନା ଦେଇଆସୁଛନ୍ତି |

  • @anmayeedas4839
    @anmayeedas4839 24 дні тому

    ନବୀନ ବାବୁଙ୍କ ପ୍ରଗତିଶୀଳ କାର୍ଯ୍ୟରେ ଓଡିଶାର ଲୋକମାନେ ଖୁସି ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରି ଓଡିଶାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି l

  • @raghunathdas-mb7yr
    @raghunathdas-mb7yr 24 дні тому

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମାଟିରେ କାର୍ତିକ ପାଣ୍ଡିଆନ ତାଙ୍କ ଅପାରଗତା ବିଷୟରେ ଲୋକଙ୍କୁ ଜଣାଇଛନ୍ତି |

  • @anmayeedas4839
    @anmayeedas4839 24 дні тому

    ଯେଉଁଠି ଓଡ଼ିଶା ର ବିକାଶ କୁ ବିଶ୍ଵ ଦରବାର ରେ ପ୍ରଶଂସା କରା ଯାଉଛି, ସେଠି ବିରୋଧୀ ଯେତେ ବିରୋଧ କରିଲେ କଣ ହେବ।

  • @KalapanaJena-jz9ir
    @KalapanaJena-jz9ir 24 дні тому

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ବାସୀଙ୍କ ପାଇଁ କିଛି କରିଥିଲେ ସିନା ସେ ତାଙ୍କର ଉତ୍ତର ଓଡିଶା ବାସୀଙ୍କ ପାଖରେ ରଖିଥାନ୍ତେ l

  • @bijaytripathy2119
    @bijaytripathy2119 24 дні тому +1

    Biju Janata Dala ra popularity dekhi Bharatiya Janata party ra munda kama karuni

  • @ajitsahu502
    @ajitsahu502 24 дні тому

    ବିଜୁ ଜନତା ଦଳ ରାଜ୍ୟ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ କରିଛି ସେଥିପାଇଁ ବିଜେଡି ନିର୍ବାଚନ ରେ ବାଛିଥିବା ପ୍ରାଥୀ ଙ୍କୁ ଓଡିଶା ବାସୀ ଗ୍ରହଣ କରୁଛନ୍ତି l

  • @user-hy9og5ky7t
    @user-hy9og5ky7t 24 дні тому

    ପରିବର୍ତ୍ତନ ହେଲେ ରାଜନେତା ସଚେତନ ହେବେ।

  • @raghunathdas-mb7yr
    @raghunathdas-mb7yr 24 дні тому

    ପେଟ୍ରୋଲିୟମ ମନ୍ତ୍ରୀ ଥାଇ ଡିଜେଲ, ପେଟ୍ରୋଲ, ଗ୍ୟାସ ଦର କମାଇ ପାରିଲ ନାହିଁ ଧର୍ମେନ୍ଦ୍ର ବାବୁ |ବଡ଼ ବଡ଼ ଭାଷଣ ମାରୁଛ |

  • @ajitsahu502
    @ajitsahu502 24 дні тому

    ଓଡ଼ିଶା ବାସୀଙ୍କ ବିଶ୍ୱାସ ଓ ଭରସାର ପାତ୍ର ହୋଇ ପାରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଓଡ଼ିଶା ରେ ବିଜେପି ଦଳର କିଛି ଆବଶ୍ୟକତା ନାହିଁ l

  • @dhananjayaswain3369
    @dhananjayaswain3369 24 дні тому

    Rajaya ku prateka khetra re kebela adhar samrudhi ra pratika baneichanti se.

  • @DEEPSANDAS
    @DEEPSANDAS 24 дні тому

    କେନ୍ଦ୍ର ବିଜେପି ଦଳର ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଜଣେ ଅଲୋଡ଼ା କେନ୍ଦ୍ରମନ୍ତ୍ରୀ

  • @KalapanaJena-jz9ir
    @KalapanaJena-jz9ir 24 дні тому

    ବିଜେଡି ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ବିଶ୍ୱାସ ର ପ୍ରତୀକ। ଅବିଶ୍ବାସୀ ବିଜେପି ଦଳ ନେତାଙ୍କୁ ଓଡ଼ିଶା ଜନତା ଠିକ୍ ଜବାବ୍ ଦେବେ।

  • @KalapanaJena-jz9ir
    @KalapanaJena-jz9ir 24 дні тому

    ଓଡିଶା ରେ ବିଜେପି କ୍ଷମତା ହାସଲ ଉଦ୍ଦେଶ୍ୟ ରେ ରାଜ୍ୟ ବାସୀ ଙ୍କ ମନରେ ବିଦ୍ବେଷ ଭାବ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି l

  • @pr-allthings7220
    @pr-allthings7220 24 дні тому +1

    Jay Naveen ❤

  • @raghunathdas-mb7yr
    @raghunathdas-mb7yr 24 дні тому

    ଧର୍ମେନ୍ଦ୍ର ବାବୁ ମୁଖ୍ୟମନ୍ତ୍ରୀ ହେବାକୁ ବହୁତ ଇଚ୍ଛା କରିଥିଲେ ଆପଣ କିନ୍ତୁ ମୋଦୀ ତମ କଥା ଥରେ ହେଲେ ମଧ୍ୟ କହିଲେ ନାହିଁ ଏଥିରୁ ଜଣା ପଡିଗଲା ତମ ପାରିବା ପଣିଆ |

  • @dhananjayaswain3369
    @dhananjayaswain3369 24 дні тому

    Rajaya re jete bi abhimukhya asile madhya sada bele rajya ku sambhali rakhichanti se.

  • @bijaytripathy2119
    @bijaytripathy2119 24 дні тому

    Odisha pari santi priya state re asanati create karuchi Bharatiya Janata party ei party ku accept karibeni Odishara janata

  • @dhananjayaswain3369
    @dhananjayaswain3369 24 дні тому

    Rajay ra Kona anukona ku eka bhala rupanatara re misebara praysh sadabele jari rahichi

  • @dhananjayaswain3369
    @dhananjayaswain3369 24 дні тому

    Subidha re kebe hele bi loka nku niras hebaku dei nahanti mukhya mantri odisha re.

  • @ashiskumar9072
    @ashiskumar9072 24 дні тому

    Election pain dialogue sikhiki asichi kouthu.

  • @KalapanaJena-jz9ir
    @KalapanaJena-jz9ir 24 дні тому

    କେନ୍ଦ୍ର ବିଜେପି ସରକାର ଓଡ଼ିଶାକୁ କିଛି ଦେଇନାହାନ୍ତି ତ ସେମାନେ ଭାବୁଛନ୍ତି ଓଡ଼ିଶାବାସୀ ଭୋକୁଆ। ସେମାନଙ୍କ ମିଛ ଷଡ଼ଯନ୍ତ୍ର କିଛି ଜାଣି ପାରୁ ନାହାନ୍ତି। ହେଲେ ଏହାର ଉଚିତ୍ ଜବାବ୍ ଓଡ଼ିଶାବାସୀ ଆଗାମୀ ନିର୍ବାଚନରେ ନିଶ୍ଚିତ ଦେବେ।

  • @bijaytripathy2119
    @bijaytripathy2119 24 дні тому

    Biju Swasthya kalyana yojna garibanka life safe karuchi bada bada hospital re free treatment pauchanti

  • @dhananjayaswain3369
    @dhananjayaswain3369 24 дні тому

    Rjaay sarkar nkara nka karjya ku dekhi sada bele loka mane tanku sanmana dekheichanti .

  • @pmkhilar8788
    @pmkhilar8788 24 дні тому

    Perhaps you would have read the constitution of India. Perhaps the people of Odisha would have understood you and your malafied intension.

  • @dhananjayaswain3369
    @dhananjayaswain3369 24 дні тому

    Rjaay re loka nkara swastya bebasta re unati anibaku jaei nuatana technology ku anichanti odisha re.

  • @dhananjayaswain3369
    @dhananjayaswain3369 24 дні тому

    Loka nku sada bele chali asuthiba sarkar heuchanti ama Priya mukhya mantri .

  • @readytohelp30
    @readytohelp30 24 дні тому

    parikrama prakalpare pandia bahut tanka hadap karichhi, laxmi jojanaa re pandia bahut tanka khaichi..taku odisaru bahara kara

  • @dhananjayaswain3369
    @dhananjayaswain3369 24 дні тому

    Rajaya ku prateka khetra re agei nebara sanjamaku baei rakhichanti rajay sarkar .

  • @swadhinkumarsahoo2400
    @swadhinkumarsahoo2400 24 дні тому +2

    Pandu chora

  • @dhananjayaswain3369
    @dhananjayaswain3369 24 дні тому

    Odisha Janata jepari au kouthi Anya rajya ku jaei haeran na hebe Tara sabu subidha karichanti se.

  • @bijaytripathy2119
    @bijaytripathy2119 24 дні тому

    Biju Janata Dala janatanka seba lagi dedicated hoi kama karuchi asirbada kari jatantu