ଦୟାକରି ଜଗନ୍ନାଥଙ୍କୁ ପୁରାନ୍ତୁ ନାହିଁ ବିବାଦରେ ମୁଁ ଅଭିନେତା କେବଳ ଅଭିନୟ କରିଛି କହିଲେ ଯାତ୍ରା କଳାକାର କାହ୍ନା

Поділитися
Вставка
  • Опубліковано 27 лис 2024

КОМЕНТАРІ • 1 тис.

  • @DhadubandhuLenka
    @DhadubandhuLenka 2 місяці тому +130

    ଜାତ୍ରା ପାଟି ମାଲିକଙ୍କୁ ଅନୁରୋଧ କରୁଛୁ ଦୟାକରି ଆମର ହିନ୍ଦୁ ଧର୍ମ ଦେବାଦେବୀଙ୍କ ଉପରେ କିଛିନକରାଜାଉ

    • @jitendrakumarsahu9071
      @jitendrakumarsahu9071 2 місяці тому +2

      Tame apara dekhani bodhe

    • @prasantabehera8787
      @prasantabehera8787 2 місяці тому

      💯 Right

    • @SantoshkumarPradhan-f7d
      @SantoshkumarPradhan-f7d 2 місяці тому

      ଶିବାନୀ ଗଣନାଟ୍ୟ। ସହିତ ବେଇମନ୍ ର ଫଳ

    • @sangramswain9163
      @sangramswain9163 2 місяці тому

      Eita bekar katha loka bujhia darkar j abhinay ta sabu bele abhinay

    • @sangramswain9163
      @sangramswain9163 2 місяці тому

      ​@@SantoshkumarPradhan-f7d tame janicha ki se sibani sahita beiman karichanti boli

  • @MaheswarKar-z8g
    @MaheswarKar-z8g 2 місяці тому +85

    ବରଗଡ ଧନୁ ଯାତ୍ରା ଉତ୍ସବ ରେ କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତା ଉତ୍ସବ ସରିଗଲା ପରେ ସମୁଦ୍ରରେ ବୁଡ଼ ପକାଇ, ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କରନ୍ତି।ଆପଣ ଶ୍ରୀମନ୍ଦିର ଯାଇ କ୍ଷମା ମାଗିଲେ ଅସୁବିଧା କେଉଁଠି? ଆଗରୁ ଯାତ୍ରାରେ ଧର୍ଷଣ ଦୃଶ୍ୟ ଦ୍ୱିତୀୟ ମଞ୍ଚରେ ଅନ୍ଧକାରରେ ହେଉଥିଲା, ଏବେ ଚୋରି, ହତ୍ୟା, ଧର୍ଷଣ ଓ ଅତି ସମ୍ବେଦନଶୀଳ ଦୃଶ୍ୟ ଅନ୍ଧକାରରେ ଦ୍ୱିତୀୟ ମଞ୍ଚରେ ହେଲେ ନାଟକର ମାନ କମିଯିବ ବୋଲି ଭାବୁଛନ୍ତି କି? ଦର୍ଶକଏତେ ବୋକା ନୁହନ୍ତି? ସବୁ ବୁଝି ପାରନ୍ତି ଓ ଜାଣି ପାରନ୍ତି।

    • @RAJUBARIK-k7w
      @RAJUBARIK-k7w 2 місяці тому +3

      ଇଏ ବଦ ମାସ ଟା ଏକୁ କ୍ଷମା ନାହିଁ

    • @susmantbehera8239
      @susmantbehera8239 2 місяці тому +1

      ଆମେ ଜଗନ୍ନାଥଙ୍କୁ ଆଣିନୁ ତୁ ଆଣିଚୁ ବେଶୀ ବକ ବକ କରନା ଆଗ କ୍ଷମା ମାଗ

    • @hariharanayak90
      @hariharanayak90 2 місяці тому

      Tu ksayama mage

    • @animasahoo1763
      @animasahoo1763 2 місяці тому

      Right❤

    • @Suru_marandi_07
      @Suru_marandi_07 2 місяці тому

      ଦୋର୍ସକ ସବୁ ବୁଝୋନ୍ତି ହେଲେ ଯାତ୍ରା ଦେଖିବାକୁ ଯାନ୍ତି 😂😂😂😂😂

  • @janmejayjena2422
    @janmejayjena2422 Місяць тому +6

    ଜୟ ଜଗନ୍ନାଥ ସେଇ ନାଟକରେ ସେଇ ଦୃଶ୍ୟରେ ମାଇକ କହିବା ଦରକାର ଯେ ଜଗନ୍ନାଥଙ୍କ ଭକ୍ତଙ୍କୁ ଆଘାଟ ଲାଗିବ ସେଇଟା ଆମକୁ କ୍ଷମା କରିବେ

  • @jitendrakumarnayak8961
    @jitendrakumarnayak8961 2 місяці тому +32

    ଗୋଟେ କଳାକାର ଅଭିନୟ କଲାବେଳେ ସବୁବେଳେ ଏଥି ପ୍ରତି ଧ୍ୟାନ ଦେବା ଦରକାର ଯେ ତାଙ୍କ ଅଭିନୟ ସମାଜ ପ୍ରତି କୋଉ ପ୍ରକାର ପ୍ରଭାବ ପକାଉଛି... ଏଠି ଜଗନ୍ନାଥଙ୍କୁ ନେଇ କଥା ଉଠିଛି ଯେ ଆମେ ଅଭିନୟ କରୁକି ସତରେ ହେଉ ଜଗନ୍ନାଥ ସବୁବେଳେ ଆମର ପରମ ପୂଜ୍ୟ ତାଙ୍କୁ ନେଇ ଏ ଭଳି କରିବା ଅନୁଚିତ

  • @pintuvillagetour
    @pintuvillagetour 2 місяці тому +185

    ନାଟକରେ ଯଦି ସବୁ ସମ୍ଭବ ତୋ ମା ଭଉଣୀକୁ ଧରି ବଳାତ୍କାର ସିନ୍ କର ଶଳା 👍 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ନୁହେଁ

    • @iknow7753
      @iknow7753 2 місяці тому +8

      Wife ସହ କଲେ ମଜା ଆସିବ 😂😂😂😂😂

    • @duryodhandas9035
      @duryodhandas9035 2 місяці тому +7

      Right bro

    • @Notgoodgmer6382
      @Notgoodgmer6382 2 місяці тому

      ​@@iknow7753wwwwwwwwwwwwwwwr v c. Z

    • @JJO761
      @JJO761 2 місяці тому +3

      Right

    • @papunpatri9256
      @papunpatri9256 2 місяці тому +3

      Absulutly right

  • @ajitkumarbiswal1786
    @ajitkumarbiswal1786 2 місяці тому +10

    ଭୟଙ୍କର ଅଭିନୟ।
    ବୋକା ଚୋଦା ତୁମ ମାନଙ୍କ ଅଭିନୟ ସମାଜ ଉପରେ ଛାପ ଛାଡି ଯାଉଛି।

  • @satyajitmohanty7436
    @satyajitmohanty7436 Місяць тому +4

    ସବୁ ସମୟରେ ଜଗନ୍ନାଥଙ୍କୁ ନେଇ ଲେଖକ ବା ଲେଖିକା ଏ ପ୍ରକାର ନାଟକ ଲେଖୁଅଛନ୍ତି ଏହା କଣ ଯାତ୍ରା ପ୍ରେମି ଙ୍କ ଠାରୁ ବାହା ବାହା ନେବାର ପ୍ରୟାସ। ଥରେ ଅଲଗା ସମ୍ପ୍ରଦାୟର ଧର୍ମ ଉପରେ ନାଟକ ଲେଖି ତାଙ୍କର ମାନୁଥିବା ଦେବତାଙ୍କ ଉପରେ ଏମିତି ଗୋଟିଏ ଦ୍ରୁଶ୍ୟ ରଖନ୍ତୁ। ଗାଡି ଆଗକୁ ଗଡିବ ନାହିଁ।

    • @akshaykumar786-y4f
      @akshaykumar786-y4f Місяць тому

      @@satyajitmohanty7436 bhai ekdam thik kahila hana khaijibe pura

  • @prabirgreenfriendsodisha1609
    @prabirgreenfriendsodisha1609 2 місяці тому +12

    ଜଣେ ଅଭିନୟ କରିବା ପୂର୍ବରୁ ହଜାର ଥର ଚିନ୍ତା କରିବା ଦରକାର ଯେ ସେ ଯେଉଁ ସଂଳାପ ବା ଅଭିନୟ କହିବେ ତାହା ସମାଜ ଉପଯୋଗୀ କି ନାହିଁ ଲୋକ ବା ଦର୍ଶକ ଗ୍ରହଣ କରିବେ କି ନାହିଁ ,......ଆଜି ଯାତ୍ରା ମଞ୍ଚରେ ଜଗନ୍ନାଥଙ୍କୁ ଆଳୁ ବସ୍ତା ପରି କାନ୍ଧରେ , ପକାଇ ବୁଲୁଛ , ଜଣେ ମୁସଲମାନ ର ଭୂମିକା କହୁଛନ୍ତି। କାଲି ଜାତୀୟ ପତାକାକୁ ନିଆଁ ଲଗାଇ ଯାତ୍ରା ମଞ୍ଚରେ ପୋଡିବେ ,କହିବି ମୁଁ ପାକିସ୍ଥାନୀ ସେନା ଭୂମିକାରେ ଅଭିନୟ କାରିଛି ଏହା କେତେ ଯୁକ୍ତି ଯୁକ୍ତ।

    • @MaheswarKar-z8g
      @MaheswarKar-z8g 2 місяці тому

      @@prabirgreenfriendsodisha1609 ସୁନ୍ଦର ବାର୍ତ୍ତାଟିଏ ଦେଇଛନ୍ତି, ଧନ୍ୟବାଦ।

  • @Skmohapatra-fs9gy
    @Skmohapatra-fs9gy 2 місяці тому +5

    ମୁଁ ଯେତିକି ଅନୁଭବ କଲି ଏହି ଅଭିନୟଟି ଜୀବନ୍ତ କାରଣ ଯେଉଁ ଭାଇ ମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ସେମାନେ kanha ଭାଇ ଙ୍କୁ ନୁହେଁ ସେ ମୁସଲମାନ ବାବରକୁ କରୁଛନ୍ତି, କାରଣ ସେ ଆମ ମହାପ୍ରଭୁଙ୍କୁ ହିନ୍ଦୁ ବେଶରେ ଚୋରୀ କରୁ ନେଉଛି

  • @munichhatoi483
    @munichhatoi483 2 місяці тому +57

    ତୁମେ ପ୍ରଥମେ ଜାଇ ଜଗନ୍ନାଥଙ୍କୁ ଆଣ୍ଠୁ ମାଡ଼ି ଭୁଲ୍ ମାଗ ଓଡ଼ିଶାର ଜନ ସାଧାରଣ ତୁମକୁ ଭଲ ପାଇବେ ଜୟ ଜଗନ୍ନାଥ

    • @pbfunny175
      @pbfunny175 2 місяці тому

      😂

    • @abhaykumarmohalik8587
      @abhaykumarmohalik8587 2 місяці тому

      ତୁମେ ଜଣେ ପାଗଳ ନୁହଁ ତ ପୁରା କାହାଣୀ ଶୁଣ

  • @Jatraduniya-o3y
    @Jatraduniya-o3y Місяць тому +3

    ଅଭିନେତା ଙ୍କ ଅଭିନୟ କୁ ଅନ୍ୟ ଭାବରେ ବୁଝିବା ଠିକ୍ ନୁହେଁ

  • @hiranyabarik2711
    @hiranyabarik2711 2 місяці тому +11

    ଯାହା ହେଇଥାଉ ତୁମେ ବର୍ତ୍ତମାନ ଜଗନ୍ନାଥଙ୍କୁ କ୍ଷମା ମାଗିଦିଅ ମାଗିବାକୁ ବାଧ୍ୟ୍ୟ ନହେଲେ ମହାପ୍ରଭୁଙ୍କର ଅପମାନ ହେବ ଜୟ ଜଗନ୍ନାଥ 🙏

  • @asiskumarsahoo2323
    @asiskumarsahoo2323 2 місяці тому +3

    କାହ୍ନୁ ବାବୁ ଜଣେ ଜ୍ଞାନି ଗୁଣି ମଣିଷ, ସେ ଜଗନ୍ନାଥ ମହାପ୍ରଭୁ ଙ୍କୁ ଖୁବ ଭଲ ପାଏ. ଜୟ ଜଗନ୍ନାଥ 🙏🙏🙏🙏🙏

    • @niranjanpatra5772
      @niranjanpatra5772 Місяць тому

      ଧର୍ମ କୁ ଆଘାତ ଦେଇଛି l

  • @sushantkumar8015
    @sushantkumar8015 2 місяці тому +16

    ହଉ ହେଲା ତୋ ଅଭିନୟ ଏବେ ଠୁ ଶେଷ

  • @kbenglishacademy7531
    @kbenglishacademy7531 2 місяці тому +18

    ଆରେ ସଲା ଅଭିନୟ କରିବୁ ବୋଲି କଣ ଜଗନ୍ନାଥ ଙ୍କୁ ଖେଳନା କରି ବାମ ହାତରେ ଧରିବୁ ? ମହମ୍ମଦ ଙ୍କ ବିରୁଦ୍ଧରେ ଏମିତି ଥରେ ଅଭିନୟ କରି ଦେଖିଲୁ ତୋ ପେ..... କାଟିଦେବେ

  • @pradeepkumardey7652
    @pradeepkumardey7652 2 місяці тому +10

    ଆରେ ମାଦର୍ ଚୋଦ ସବୁ କର ଜଗନ୍ନାଥଙ୍କୁ ନେଇ ଖେଳ ନା. ତୁ ଗୋଟେ କାମ କର ଯଦି ଏଟା ନାଟକ ତାହାଲେ ତୁ ତୋ ଝିଅକୁ ଆଣି ମଞ୍ଚ ଉପରେ ଧର୍ଷଣ କରି ଦେଖା.

  • @pramodkumarvlogs4429
    @pramodkumarvlogs4429 2 місяці тому +21

    1.ଯାତ୍ରା ପାର୍ଟିକୁ ବନ୍ଦ କର
    2.ଯାତ୍ରା ପାର୍ଟିର ମାଲିକକୁ ଗିରଫ କରାଯାଉ
    3.ନାଟକର ନାଟ୍ଯକାରକୁ ଗିରଫ କରାଯାଉ
    4.ନାଟକର ନିର୍ଦ୍ଦେଶନାଙ୍କୁ ଗିରଫ କରାଯାଉ
    5.ନାଟକରେ ଏଇ ସିନ୍ ଉପରେ ଅଭିନୟ କରିଥିବା କଳାକାରଙ୍କୁ ତୁରନ୍ତ ଗିରଫ କରାଯାଉ.
    ଏଗୁଡାଙ୍କୁ ଧର୍ମ ସହିବନି.....
    ଜୟ ଜଗନ୍ନାଥ

  • @sarojofficial7260
    @sarojofficial7260 Місяць тому +3

    ଦୟା କରି kanha Vai କୁ ଖରାପ୍ ଭାବନ୍ତୁ ନାହିଁ ସେ ଅଭିନୟ କରିଛନ୍ତି 🙏🏻

  • @bibhutibaral4858
    @bibhutibaral4858 2 місяці тому +37

    ଯଦି କଳାକାର ଗାଳି ଖାଇଲା
    ତେବେ ଅଭିନୟ ବାସ୍ତବ ହେଲା

  • @sunilkumarsahu9879
    @sunilkumarsahu9879 2 місяці тому +2

    ବେଶୀ ବାଇଟ ନଦେଇ ମହାପ୍ରଭୁଙ୍କୁ ତାଙ୍କ ଶ୍ରୀ ମନ୍ଦିର ଯାଇକି କ୍ଷମା ମାଗିନିଅ 🙏

  • @SmurtiRanjanSahoo-bv9wq
    @SmurtiRanjanSahoo-bv9wq 2 місяці тому +4

    ତୁମେ ଆମ ପ୍ରଭୁଙ୍କୁ ନେଇ ଏମିତି ଅଭିନୟ କରନାହିଁ ଆମକୁ ବହୁତ କଷ୍ଟ ହେଉଛି

  • @ramachsahoo1775
    @ramachsahoo1775 Місяць тому +2

    ଜଗନ୍ନାଥ ଏ ଷୋଳକଳା, ତହୁଁ କଳାଏ ନନ୍ଦବଳା।।
    କଳାକୁ ଷୋଳକଳା କରି, ଗପେ ବିହରେ ନରହରି।।
    କାହ୍ନାଭାଇ ଯେଉଁ ଅବତାର ନେଲ, ଏତେ ଅପମାନ ସହିବାକୁ ପଡିଲା, ପ୍ରଭୁ କାହାର ଗର୍ବ ଅଂହକାରକୁ ସହ୍ୟ କରନ୍ତି ନାହିଁ। ଭାଇ ଭଲ ନିଷ୍ପତ୍ତି ନିଅ, ଯାହା ସମସ୍ତଂକୁ ଭଲ ଲାଗିବ। 🙏🏻🙏🏻

  • @riteshgudu9189
    @riteshgudu9189 2 місяці тому +29

    ଏତେ ଡ୍ରାମା କଣ ପାଇଁ,ତୁମକୁ କିଏ କହିଥିଲା। ଠାକୁର ଙ୍କ ମୂର୍ତ୍ତିକୁ ଷ୍ଟେଜ ଉପରକୁ ଆଣିବାକୁ, ତେଣୁ ଏତେ ଡ୍ରାମା କରନି

    • @jagacreation7392
      @jagacreation7392 2 місяці тому +1

      Tu basi kahuchu film re ta karuchanti kahunu

    • @riteshgudu9189
      @riteshgudu9189 2 місяці тому

      @@jagacreation7392 ଶଳା କୋଉ ଫିଲ୍ମରେ ଜଗନ୍ନାଥଙ୍କୁ ଲଙ୍ଗଳା କରି ଘୋଷଡିକି ନଉଛନ୍ତି, ନାଁ ତ କହିଲୁ ବେଶୀ କଥା କହୁଛୁ, କୋଉଠି ବେ ତୋ ଘର

    • @SantoshDas-xl7ys
      @SantoshDas-xl7ys 2 місяці тому

      Eai ta maaghia ta😮😮

    • @riteshgudu9189
      @riteshgudu9189 2 місяці тому

      @@SantoshDas-xl7ys ଭାଷାଟା ଠିକ୍ କର

    • @riteshgudu9189
      @riteshgudu9189 2 місяці тому

      @@jagacreation7392 କୋଉ ଫିଲ୍ମରେ ଠାକୁରଙ୍କୁ ଏମିତି ଲଙ୍ଗଳା କରି ଘୋଷାଡି ନଉଛନ୍ତି

  • @mmnewsodia
    @mmnewsodia 2 місяці тому +4

    ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମର ପ୍ରାଣର ଠାକୁର କୋଟି ଓଡ଼ିଆଙ୍କ ହୃଦୟର ମଉଡମଣୀ ଏହିଭଳି ଅଭିନୟ କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଛି ତେଣୁ ଭାଇ ଆପଣ ଟିକେ ଯଦି ପୁରୀ ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶରଣାପନ୍ନ ହୋଇ ଟିକେ କ୍ଷମା ପ୍ରାର୍ଥନା କରିଦେଲେ କ୍ଷତି କଣ ? ଜୟ ଜଗନ୍ନାଥ 🙏🏻🙏🏻

  • @mahendrabehera2919
    @mahendrabehera2919 2 місяці тому +30

    ଠିକ୍ ଅଛି ଅଭିନୟ କରିବାକୁ ମନା ନାହିଁ କିନ୍ତୁ ଅଲଗା ଢାଞ୍ଚା ରେ ନେଇ ପାରିଥାନ୍ତ ଏ ଜଉ ଜଗନ୍ନାଥ ଙ୍କ ବେକରୁ ଫୁଲ ହାର ଟି କାଢ଼ି କୀ ଫୋପାଡି ବା ଆଉ ତାଙ୍କୁ ବାନ୍ଧି ବୁଲେଇ କି କାନ୍ଧରେ ଅସମ୍ମାନ ପରି ନେବା ଏହା କଣ ଠିକ୍ ହେଲା ତେଣୁ ଏହି ଦୃଶ୍ୟ ଟି ଅଲଗା କେମିତି ହେଇ ପାରିଥାନ୍ତା

  • @njvideo7421
    @njvideo7421 2 місяці тому +2

    ତମେ ଅଭିନୟ କର କିଏ ତମକୁ ମନା କରୁଛି ? ହେଲେ ଜଗନ୍ନାଥ ଙ୍କୁ ଅପମାନ କର ନାହିଁ , ଜଗନ୍ନାଥ ଙ୍କୁ ସମ୍ମାନ ଦେବା ଶିଖ । ଯଦି ଅଭିନୟ ମଧ୍ୟରେ ଏମିତି ଅପମାନ ଢଙ୍ଗ ରେ ଜଗନ୍ନାଥ ଙ୍କୁ ଚୋରି କରିବାର ଥିଲା, ତେବେ ସ୍କ୍ରିପ୍ଟ ପଢ଼ିଲା ପରେ ନାଟକ କରିବା ପାଇଁ ମନା କଲନି କାହିଁକି ? ଜଗନ୍ନାଥ ଙ୍କୁ ଅସମ୍ମାନ କରି ଏବେ ସଫେଇ ଦଉଛ ତମକୁ ଧର୍ମ ସହିବନି ।

  • @PuriDarshan
    @PuriDarshan 2 місяці тому +6

    ଜୟ ଜଗନ୍ନାଥ ସ୍ଵାମୀ, ଅଭିନୟ ଆଗ ତାହେଲେ ପ୍ରଭୁ କାଳିଆ ଠାକୁର ପଛ, ବାରେ ମାନିବାକୁ ପଡିବ ତତେ, ଅପେକ୍ଷା କରେ ତୋ ସହିତ ମହାପ୍ରଭୁ କଣ କରୁଛନ୍ତି.

  • @susantsahoo1656
    @susantsahoo1656 2 місяці тому +1

    ଯାତ୍ରା ଅନୁଷ୍ଠାନ ମାନଙ୍କୁ ଅନୁରୋଧ ଦୟା କରି ଏଇଭଳି କଳା ପ୍ରଦାଦର୍ଶନ ରୁ ବିରତ ରୁହନ୍ତୁ

  • @prakashgill6414
    @prakashgill6414 2 місяці тому +3

    ହଁ ତୋ ଅଭିନୟ ଏତେ ଜୀବନ୍ତ ଯେ ତତେ ଜୀବନ୍ତ ଅବସ୍ଥାରେ ସତରେ ମାରି ଦେବାକୁ ଇଛା ହେଉଛି ତତେ

  • @ମାନବପ୍ରେମୀହିମାଂଶୁ

    ଜୟ ଜଗନ୍ନାଥ 🙏

  • @umeshkumarbehera7214
    @umeshkumarbehera7214 2 місяці тому +46

    ଯେଉଁ ମାନେ ଯାତ୍ରା ଦେଖି ନାହାନ୍ତି କେବଳ ସେହି ମାନେ ହିଁ ବିରୋଧ କରୁଛନ୍ତି ।। ଜଗନ୍ନାଥ ଙ୍କ ପ୍ରତି କନ କାହ୍ନା ର ଭକ୍ତି ନାହିଁ ନା ସେ ପଠାଣ । ସେ ଏହି ଭୂମିକା କରିବା ପୂର୍ବରୁ ଶହେ ଥର ମୁଣ୍ଡିଆ ମାରି ଥିବେ ।। ଜଣେ କଳା କାର ହିସାବରେ ସେ କେବଳ ତାଙ୍କର ଅଭିନୟ କରିଛନ୍ତି ଆଉ ଲୋକ ମାନଙ୍କୁ ଦେଖାଇ ଛନ୍ତି ବାବର କେମିତି ଆମ କାଳିଆ ଠାକୁରଙ୍କୁ ନିର୍ଯାତନା ଦେଇଥିଲା ।।

    • @kshetramohanmohanta6582
      @kshetramohanmohanta6582 2 місяці тому

      🎉🎉

    • @cynuxfreefire
      @cynuxfreefire 2 місяці тому

      Natak bisaya kn

    • @bijayakumarbal8989
      @bijayakumarbal8989 2 місяці тому

      @@umeshkumarbehera7214 ତୁମେ ବୋକା ବୋଲି ସମସ୍ତେ କଣ ବୋକା।

    • @TikihrudayaCreation
      @TikihrudayaCreation 2 місяці тому

      ଏମିତି ଚିନ୍ତା କରିବା ଠିକ୍ ନୁହେଁ

    • @odiagarba.1800
      @odiagarba.1800 2 місяці тому

      ବୁଝେହବନି ଜଣେକହିଲାତ ଭୁଲ ସେଇଗୋଟିକ ଠିକ

  • @gobardhanmallik5197
    @gobardhanmallik5197 2 місяці тому +2

    କଳାକାର ଜଗତରୁ ବହିଷ୍କାର କରାଯାଉ

  • @myschoolmyprestige7730
    @myschoolmyprestige7730 2 місяці тому +3

    ଅଭିନୟ ଅଭିନୟ ବାସ୍

  • @pratyushpradhan3275
    @pratyushpradhan3275 Місяць тому +2

    Atiru iti

  • @prakashbaral7568
    @prakashbaral7568 2 місяці тому +7

    ଅଭିନୟ ର କିଛି ସୀମା ଥାଏ। ଏତେ ସପେଂଇ ଦେବା ଦରକାର ନାହିଁ।

  • @Dambarudhar124
    @Dambarudhar124 Місяць тому +1

    ନିଜର ସ୍ବାଭିମାନ କୁ ନିଜେ ବଞ୍ଚାଇ ରଖନ୍ତୁ

  • @rajendrasahoo6045
    @rajendrasahoo6045 2 місяці тому +14

    କାହ୍ନା ଭାଇ ରୋଲ ଦେଖି ଲୋକ ପୁରା ବାଇଆ

  • @narendramajhi9125
    @narendramajhi9125 2 місяці тому +2

    କାହ୍ନା ଅଭିନୟ ମାଧ୍ୟମରେ ହିନ୍ଦୁ ମାନଙ୍କୁ ସଜାଗ କରୁଛନ୍ତି

  • @Sujit-bb3bs
    @Sujit-bb3bs 2 місяці тому +4

    Kanha Bhai best

  • @mokalamosanskruti9348
    @mokalamosanskruti9348 2 місяці тому +22

    Kanha ଭାଇ ଜଣେ ବହୁତ୍ ଭଲ ମଣିଷ ଟିଏ ❤❤

  • @jagabandhubehera2010
    @jagabandhubehera2010 Місяць тому +1

    Right kahucha bhai

  • @AshokPal-pe5iw
    @AshokPal-pe5iw 2 місяці тому +45

    ଯଦି ଜଗନ୍ନାଥ ଙ୍କୁ ଅବମାନ୍ନା କରିଥାଏ
    ତାହେଲେ ସେଇ ଠାକୁର ତା କଥା ବୁଝିବେ,,,,,,,1st story ku dekha tapare janiparipa

  • @bijayjagdev3816
    @bijayjagdev3816 2 місяці тому +1

    ଯଦି ଏହା ଅଭିନୟ ତାହାଲେ ଶଳା ସବୁଦିନ ପାଇଁ ଅଭିନୟ ଛାଡି ଦେ... ତୁ ଶଳା ଯୋଉଠି ଦେଖା ହବୁ ବୁହେ ଖାଇବୁ..

  • @pravaspanda5546
    @pravaspanda5546 2 місяці тому +3

    ଖାଲି ପାହାର ଅଭାବରୁ ଏମିତି ହୋଇଛି। ଯେଉଁ ରାତିରେ ମଞ୍ଚସ୍ଥ ହେଲା ସେତିକିବେଳେ ଦର୍ଶକମାନେ ପାହାର ଦେଇଥିଲେ ଠିକ୍ ହୋଇଥାନ୍ତା।

  • @sipubiswajit805
    @sipubiswajit805 2 місяці тому +1

    Right katha kanha bhai.🙏

  • @ranjanpradhanjaga9172
    @ranjanpradhanjaga9172 2 місяці тому +12

    ଅଭିନୟ କରିବାକୁ ଯାଇ ଠାକୁରଙ୍କୁ ଗାମୁଛାରେ ବାନ୍ଧି ପିଠିରେ ପକେଇ ବୁଲିଵୁ , ଭୁଲ୍ ନମାଗି ସଫେଇ ଦଉଛୁ

  • @bhabagrahiacharya5219
    @bhabagrahiacharya5219 Місяць тому +1

    Kanha Bhai Right Karichhanti. Dhanu yatra ree apari huee .

  • @troilokyaasahoo1135
    @troilokyaasahoo1135 2 місяці тому +3

    Kanha bhai thik kahila 🙏🏻

  • @Dusasanpradhan7828
    @Dusasanpradhan7828 2 місяці тому +1

    ଏତେ ଅଭଦ୍ର ଭାଵେ
    ଜଗନ୍ନାଥ ଙ୍କୁ ନେଇ ଅଭିନୟ କରା ଜାଏ ନାହିଁ

  • @meeranayak10
    @meeranayak10 2 місяці тому +10

    ଏଇଟା ରଙ୍ଗ ମଞ୍ଚ ଏଠି ଖାଲି ଅଭିନୟ ଫିଲ୍ମ ରେ ଜଗନ୍ନାଥ ଙ୍କୁ ଫୋପାଡ଼ି ଦେଉଛନ୍ତି ସେଥିପାଇଁ ଏମାନେ କୁଆଡେ ଯାଉଛନ୍ତି ମୋ ମତ ରେ 👍👍👍👍

    • @jatrasubhashri9832
      @jatrasubhashri9832 2 місяці тому +1

      Right broo 🙏🙏🙏

    • @akshaykumar786-y4f
      @akshaykumar786-y4f 2 місяці тому

      Avnaya avnaya pri rahiba uchit konasi jati dharma o bhakta nka bhababega sah khelibar ahdikar kahari nahi...se cinema serial aba manchq

  • @VijayKumarJena-uf5jk
    @VijayKumarJena-uf5jk 2 місяці тому +2

    ଶଳା ବାଳ ଅଭିନୟ କରି ଚୁ

    • @RajkumarGuin-p1z
      @RajkumarGuin-p1z Місяць тому

      ଭାଇ କହିଵାଟାଭୁଲୁ କାରଣ ଆମର କୗଣଶି ଅଧିକାର ନାହି ଶିଏତ ଭୁଲ କଲେ ଆମେ ଗାଳି କରି ଭୁଲ କରୁଚନ୍ତି ତୁମ ଵଡପଣରୁ ତାକ଼ଂ ଭୁଲ଼କୁ ଖ୍ୟମା କରିବା ଉଚିତ଼ ଠିକ଼ କହିଚି କି ଭୁଲ୍ କହିଚି ମତେ କହିଵେ ନମସ୍କାର ଇତି ତମର ସାନଭାଈ

  • @sukadebanayak1813
    @sukadebanayak1813 2 місяці тому +4

    ରାବଣ ବି ବହୁତ ଅହଙ୍କାରୀ ଥିଲେ କିନ୍ତୁ କୈଳାସ ପର୍ବତ ରୁ ଭଗବାନ ଶିବ ଙ୍କୁ ଲଙ୍କା ନେଇ ଗଲା ବେଳକୁ ବହୁତ ଭଦ୍ରାମି ସହ ନେଉଥିଲେ କିନ୍ତୁ ତୁମେ ସାଧାରଣ ମଣିଷ ଅଭିନୟ କରିବା ପୂର୍ବରୁ ଶହେ ଥର ଭାବି ଥାନ୍ତେ ଅଭିନୟ ବୁଲି କଣ ଜାଗନାଥ ମହାପ୍ରଭୁ ଙ୍କୁ ଗୁଇଁଠା ମାରିବା ର ଦୃଶ୍ୟ ଥିଲେ କରି ଥାନ୍ତ କି

  • @nagennayak586
    @nagennayak586 2 місяці тому +1

    ବାସ୍ତବରେ ଅଭିନୟ
    ପରେ ଦଣ୍ଡପପାଇବାର ବି ଅଭିନୟକରିଛନ୍ତି
    କିଛି ଅଭିନୟକରିଛନ୍ତି ବିବାଦୟନୁହ

  • @niranjanmajhi3134
    @niranjanmajhi3134 2 місяці тому +20

    100% । ଭାଇ ଏ ଅଭିନୟ କୁ ନେଇ ଯେଉଁ ମାନେ କିଛି ବିଭ୍ରାନ୍ତି କର ମନ୍ତବ୍ୟ ଦେଉଛନ୍ତି, ଏହା ବାସ୍ତବରେ ଠିକ୍ ନୁହଁ। କାରଣ ଫିଲ୍ମ ରେ ଅନେକ ସିନ ଏ ପ୍ରକାର ହେଇଚି। କାଇଁ ତାକୁ ତ କେହି ବିରୋଧ କରି ନଥିଲେ।

    • @jitendrakumarsahu9071
      @jitendrakumarsahu9071 2 місяці тому +1

      Right

    • @titanjena6001
      @titanjena6001 2 місяці тому

      ତୁତ ଗୋଟେ ବାଳୁଆ ଜ୍ଞାନ ଦେବୁ ଆମେ ମାନିନେବୁ,,, ତୋ ମୁଣ୍ଡ ରେ ଗୋବର ଅଛି 🤣🤣🤣🤣😂😂😂

    • @samadbabucreation24
      @samadbabucreation24 2 місяці тому

      ସେତେବେଳେ ଗୋବର ଖାଉଥିଲେ ।

    • @samadbabucreation24
      @samadbabucreation24 2 місяці тому

      ​@@titanjena6001 ତୁ ତ ବଡ଼ ପଣ୍ଡିତ ଟା 😂😂

  • @MithunJena-r1u
    @MithunJena-r1u Місяць тому

    ଭାଇ ଅଭିନୟ ଠିକି ଅଛି କିନ୍ତୁ ମହା ପ୍ରଭୁ ଜଗନ୍ନାଥ ପରା ମହା ପ୍ରଭୁ

  • @SagarMalik-y8k
    @SagarMalik-y8k 2 місяці тому +3

    ଠିକ୍ କଥା ଭାଇ

  • @RajendraBehera-i9j
    @RajendraBehera-i9j Місяць тому +1

    JayJagannathPrvu

  • @khotei
    @khotei 2 місяці тому +4

    ଠିକ ଅଛି ତୁମେ ଅଭିନୟ କରିଛ, ଭୁଲ ମାଜିଦେଲେ ଅସୁବିଧା କଣ ହେଉଛି, ଗାଲୁଆମି କରିବା ଠିକ ନୁହେଁ l

  • @basantasahu2990
    @basantasahu2990 2 місяці тому +43

    ଠିକ କହିଛ ସେ ଅଭିନୟ ଥିଲା, ଅଭିନୟ & ବାସ୍ତବ ଅଲଗା। ତୁମର ଅଭିନୟ କୁ ସହି ନପାରି ବିରୋଧ କରୁଛନ୍ତି। You are great 👍👍👍q

  • @mohaveergroup
    @mohaveergroup 2 місяці тому +3

    ଅଭିନୟ କର କୁନ୍ତୁ ପ୍ରଭୁ ଙ୍କ ସହିତ
    ଏମିତି ଅଭିନୟ କରନାହିଁ କାରଣ
    ହିସାବ ରଖୁଚି କାଳିଆ ସାଆନ୍ତ
    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ

    • @ArunSingh-ex5ei
      @ArunSingh-ex5ei 2 місяці тому +1

      ଇସ୍ କଣ କହୁଛ ମ । ମିଛ ଅଭିନୟ ର କାଳିଆ ହିସାବ ରଖୁଛି , ଆଉ ତା ବଡ଼ ଭାଇ ବଳିଆ କୁ ରଥ ରୁ ପକେଇଦେଲ ସେ ହିସାବ କିଏ ରଖୁଛି ????

  • @ChandanSetha-l6i
    @ChandanSetha-l6i 2 місяці тому +1

    🎉❤🎉😊

  • @shashankanayak7428
    @shashankanayak7428 2 місяці тому +4

    Your answer right joy Jagarnath

  • @BabaBudhakeswr
    @BabaBudhakeswr 2 місяці тому +2

    କିଛି ଅସୁବିଧା ନାହିଁ
    ଜୟ ଜଗନ୍ନାଥ ଆଗକୁ ମାଡି ଚାଲ kanhna ଭାଇ, ଜୟ ଜଗନ୍ନାଥ

  • @santoshmajhi550
    @santoshmajhi550 2 місяці тому +3

    ଧର୍ମ କୁ ଛାଡି ନାଟକ ହୋଇ ପାରିବ ତୁମେ ଯୋଉ ବାଳ କଳାକାର ଏତେ ଭାଷଣ ଦିଅନି ଧର୍ମ ବିରୋଧି କାମ କରନି |

  • @rakeshpattanaik9643
    @rakeshpattanaik9643 2 місяці тому +1

    ପ୍ରଥମେ ନିଜ ଭୁଲ୍ କୁ ଆଗ ମାନ
    ତା ପରେ ଯାଇ ଭଗବାନ୍ ଙ୍କୁ ଯାଇ ଭୁଲ୍ ମାଗ
    ଏବେ ଆଉ ଯାତ୍ରା କରେନି ଦୟାକରି

  • @ASwriterAkash
    @ASwriterAkash 2 місяці тому +10

    କାହ୍ନା ଭାଇ...ପ୍ରଭୁ ଜଗନ୍ନାଥଙ୍କ ହାତ ତୁମ ମୁଣ୍ଡ ଉପରେ ଅଛି ତୁମର କିଛି ହଵନି..ସେଇ ପ୍ରଭୁ ଜଗନ୍ନାଥଙ୍କ ହିଁ ତୁମକୁ ବହୁତ ହସ ଖୁସିରେ ରଖିବେ

  • @prakashkumarbehera9443
    @prakashkumarbehera9443 2 місяці тому +1

    ତୁମେ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ କ୍ଷମା ପ୍ରାର୍ଥନା ମାଗ

  • @AnchorNathan
    @AnchorNathan 2 місяці тому +3

    Mo naa NATHA mo sangare jaga Achi tenu JayJagannath❤

  • @ManasParida-ew7hl
    @ManasParida-ew7hl 2 місяці тому +8

    All rights

  • @KumarDev-ri7sx
    @KumarDev-ri7sx Місяць тому +1

    ହେରେ ମା ଘିଆ ଏ ଦୁନିଆରେ ସମସ୍ତେ ଆସିଛନ୍ତି ଅଭିନୟକରୀବାକୁ ତୁ ଲାଇଟିଆଗରେପାଉଡରମାରୁଚୁ
    ଆମେବିକଳାକାର

  • @BirendraMeher-u7c
    @BirendraMeher-u7c 2 місяці тому +4

    ଅଭିନୟ କୁ କେବେ ବାସ୍ତବ ବୋଲି ଭାବନ୍ତୁ ନାହିଁ।।।

  • @MrAjitswain
    @MrAjitswain 2 місяці тому +1

    ଅଭିନୟ କରିବୁ ବୋଲି କଣ, ଜଗନ୍ନାଥଙ୍କୁ ଗୋଇଠା ମାରିବୁ

  • @pramodpradhan9171
    @pramodpradhan9171 2 місяці тому +5

    ତକି ଖାଁ ଚରିତ୍ର ଇତିହାସ ବିଷୟ ବସ୍ତୁ | ଏକ କାଳ୍ପନିକ କାହାଣୀ ରଚନା କରି ଜଗନ୍ନାଥ ମହାପ୍ରଭୁ ଙ୍କୁ ଅସନ୍ତାନୀତ କରିବା ଠିକ ନୁହେଁ ।

  • @subratbal6941
    @subratbal6941 2 місяці тому +1

    ଜଗନ୍ନାଥ ଙ୍କୁ କିଛି ଅବମାନନା ହେନି ଖାଲି ଅଭିନୟ

  • @sujitgadtya6625
    @sujitgadtya6625 2 місяці тому +5

    କାହ୍ନା ଭାଇ ଜଣେ ଭଲ ଲୋକ ସିଏତ ନାଟକ ରେ ଅଭିନୟ କରିଛନ୍ତି / ସତରେ ସିଏ ଜଗତର ନାଥ ଜଗନ୍ନାଥ ଙ୍କୁ ଅପମାନ କରିନି! ସେଇଟା ଖାଲି ଅଭିନୟ ଥିଲା କେବଳ ମଞ୍ଚ ଉପରେ 🙏ଜୟ ମା ସମଲେଇ 🙏

  • @bidyadharsamal2310
    @bidyadharsamal2310 2 місяці тому +1

    Jay jagannatha 🙏🙏🙏

  • @prakashkumarsamal9128
    @prakashkumarsamal9128 2 місяці тому +3

    Ea bhai odissa ra ek nambar bhakta 🎉hindu bhai tame bujha

  • @mitanjalitripathy2433
    @mitanjalitripathy2433 2 місяці тому +1

    ଏତେ ବୁଝାଇଲେ ଆହୁରି ଭୁଲ୍ ବଢିଯିବ ,ତୁମେ ଯେଉଁ ଧର୍ମ ର ହୁଅ ନାଁ କାହିଁକି ଅସମ୍ଭବ କୁ ସମ୍ଭବ କଲେ ପରିସ୍ଥିତି ଭୟଙ୍କର

  • @sarbeswarrana7312
    @sarbeswarrana7312 2 місяці тому +25

    ଶଳା ଭୁଲ୍ ଜମାରୁମାଗୁନି

  • @jayakrushnarout1779
    @jayakrushnarout1779 2 місяці тому +2

    You are a super Aparadhi.

  • @diganta3524
    @diganta3524 2 місяці тому +7

    Jay Jagannath...🙏 kanha you are great

  • @cuttacktokabhabesh9746
    @cuttacktokabhabesh9746 2 місяці тому +1

    Bahut badhia abhinaya bhai 🙏🙏

  • @kishoremohanty2414
    @kishoremohanty2414 2 місяці тому +12

    ଅଭିନେତା ବି ତାର ବିବେକ, ବୁଦ୍ଧି ଥାଏ, ଏଣୁ ସେ ଅଜ୍ଞାନୀ ନୁହେଁ, ମୂର୍ଖ ଙ୍କ କଥା ଅଲଗା,

  • @gojo__121
    @gojo__121 2 місяці тому +1

    ତୁ ଶଳା ମୋ କଥା ଶୁଣି ରଖ। ଏତେ ଭାଷଣ ପାରେନାହିଁ। ବାଲିଆପାଳ ମାଟିରେ ତୁ ଶଳା ଯେଉଁ ଷ୍ଟେଜରେ ଜଗନ୍ନାଥ ମହାପ୍ରଭୁ 🙏 ଙ୍କୁ ନେଇ ଅଭିନୟ କରିବୁ। ତ ଜିବନର ଶେଷ ଅଭିନୟ ରୁ ମୁଁ ତତେ ବିଦାୟ ଦେଇଦେବି। ଜୟ ଜଗନ୍ନାଥ

  • @SURENDRASAHU-c2g
    @SURENDRASAHU-c2g 2 місяці тому +4

    କାହ୍ନା ଭାଇ ଜଣେ ବହୁତ ଭଲ ବ୍ୟକ୍ତି। ତାଙ୍କୁ ଯୋଉ ଭାଇ ନେଗେଟିଭ ଭାବୁଛି ନିଶ୍ଚୟ ସେ କାହ୍ନା ଭାଇର ବିରୋଧୀ ହୋଇଥିବେ।

  • @SatyanarayanBabuvguy5ryytryvyy
    @SatyanarayanBabuvguy5ryytryvyy 2 місяці тому +1

    ତୋର ହାତ କେମିତି ଗଲା ତୁ କ'ଣ ଛୋଟ ପିଲା , ଛୋଟ ପିଲା ବି ଜଗନ୍ନାଥ ଙ୍କୁ ସନମାନ ଦେଉଛନ୍ତି

  • @satyapriyadalai3987
    @satyapriyadalai3987 2 місяці тому +3

    ଏ ନଷ୍ଠ ଚରିତ୍ର ଲୋକ କୁ ଦଣ୍ଡ ଦରକାର ବଦମାସ୍ କିଛି ଭଲ ଅଭିନୟ ମିଲୁନି ଏହା ସମାଜ ପାଇଁ କଳଙ୍କ

  • @ashissamantaray4597
    @ashissamantaray4597 2 місяці тому +1

    ନୂଆ ଜୋତା ହଳେ କିଣି କି ସେଥରେ ମାଡ ଦରକାର ପୁରୁଣା ଜୋତା ହେଲେ ସେ ଜୋତା କୁ ଖରାପ ଲାଗିବ

  • @srikantkumarlenka3161
    @srikantkumarlenka3161 2 місяці тому +3

    ବହୁତ ସୁନ୍ଦର କଥା କୁହାଳିଆ ଲୋକଟା
    ଦୟା କରି ସେ ନାଟକ ବନ୍ଦ କର

  • @pramodajena1514
    @pramodajena1514 2 місяці тому +1

    ଆରମ୍ଭର ଜଗନ୍ନାଥଙ୍କୁବୁଲାଇ ଭିକ୍ ମଗାଇଲ ତାଙ୍କର ଉପରେ ଚପଲ ପିନ୍ଧି ଚଳପ୍ରଚଳ କଲେ କିଛି ଦୋଷ ନାହିଁ?

  • @nityanandadehury5416
    @nityanandadehury5416 2 місяці тому +16

    ନାଟକରେ ଏମିତି ଲେଖା ଅଛି ବୋଲି ଅଭିନ୍ନ କଲ,ନିଜକୁ ଖରାପ ଲାଗୁ ନାହିଁ,ଏତେ ଉଦାହରଣ ଦିଅ ନାହିଁ,ତା ବୋଲି ଠାକୁରଙ୍କୁ ବାନ୍ଧି ପଛରେ ଝୁଲେଇ ନେବ ,ଛି ଏମିତି ଭାଷଣ ଦିଅ ନାହିଁ

  • @pratyushpradhan3275
    @pratyushpradhan3275 Місяць тому +2

    No excuses

  • @chulbulicharu1367
    @chulbulicharu1367 2 місяці тому +5

    Na kichi bhul nahiiiii

  • @GaneshKumar-g3b7s
    @GaneshKumar-g3b7s 2 місяці тому +2

    Bhai super ❤

  • @nimaindash5193
    @nimaindash5193 2 місяці тому +8

    ଲେଖକ ,ନିର୍ଦେଶକ,ଅଭିନେତା ଙ୍କ ଉପରେ ତୁରନ୍ତ କାର୍ଯାନୁଷ୍ଠାନ ନିଆଯାଉ ,କାହ୍ନ ସ୍ୱାଇଁ ବେଶୀ ରୋଲ କାଢୁଛି ,ଜଣେ ଅଭିନେତା ର ଏତିକି ଜ୍ଞାନ ନାହିଁ ପଇସା ପାଇଁ କଣ ବି କରିପାର

  • @jaymaamangala4297
    @jaymaamangala4297 2 місяці тому +1

    ନିଜକୁ ଅଧିକ ଜ୍ଞାନୀ ଭାବୁଚୁ,,

  • @bababanagadi1133
    @bababanagadi1133 2 місяці тому +2

    ବାସ୍ତବରେ ଯାହା ଘଟି ଯାଇଥାଏ ତାହାକୁ ଆମେ ଲେଖକ କାଗଜ କଲମ ରେ ଲେଖୁ ଯଦି ବିରୋଧ କରିବାର ଅଛି ବାସ୍ତବ ଘଟଣା କୁ ବିରୋଧ କର

  • @japanibhahara9303
    @japanibhahara9303 2 місяці тому

    କିଛିବି ସୁନାସୁନି ନାହିଁ ଆମ ମହା ପ୍ରଭୁଙ୍କୁ ଏମିତି କଲେ ଷ୍ଟେଜ୍ ଉପରେ ମାଡ଼ ହେବା

  • @aswinikumarmohanty6145
    @aswinikumarmohanty6145 2 місяці тому +3

    ଠିକ୍ କହୁଛ ଏହା ଅଭିନୟ ମାତ୍ର

  • @ManojBehera-cm7pj
    @ManojBehera-cm7pj 2 місяці тому +1

    କଣଶଳାକଲା ମାନରେ 😢😢😢😢