ଅଛୁଆଁ ରଜ || achhuan raja || odia short film || odia film || manmay dey

Поділитися
Вставка
  • Опубліковано 4 чер 2022
  • Get Your Dream Job In 15 Days For Free: relvl.co/737g
    Brand Promotion By SKYZONEMEDIA
    (support@skyzonemedia.com)(9990610462)
    #manmaydey #odiacomedy #paramasundari #odiashortfilm #balaanniversary #kaliasandha
    #kalingakhatti #rajudascomedy #chandanbiswalcomedy #chhuaheijiba
    #funnyanugulia #khordhatoka
  • Розваги

КОМЕНТАРІ • 3,4 тис.

  • @ManmayDey
    @ManmayDey  2 роки тому +429

    Get Your Dream Job In 15 Days For Free: relvl.co/737g
    Brand Promotion By SKYZONEMEDIA
    (support@skyzonemedia.com)(9990610462)

  • @anilkumarbehera5540
    @anilkumarbehera5540 2 роки тому +2111

    Ollywood movie କୁ ଛାଡି Manmay Bhai video କିଏ ଦେଖିବା ପାଇଁ ବହୁତ ଭଲପାଅ 👍 like kara 🥰🥰

  • @avayakumarprusty
    @avayakumarprusty 2 роки тому +679

    ଖୁସି ଲାଗିଲା ଦେଖିକି ଏମିତି କାହାଣୀ ଟିଏ..
    ସମସ୍ତ ଟିମ୍ ମେମ୍ବର ମାନଙ୍କୁ ହୃଦୟରୁ ଢେର୍ ସାରା ଭଲ ପାଇବା....

  • @Radhekrishna123.69
    @Radhekrishna123.69 Рік тому +88

    No words.. Just applause 👏
    କେଡେ ସୁନ୍ଦର ବିଷୟ ବସ୍ତୁ ସାଙ୍ଗକୁ... ସୁନ୍ଦର ଅଭିନୟ
    ଜୟ ଜଗନ୍ନାଥ 🙏🙏🙏

    • @Me78a
      @Me78a Місяць тому

      ଜୟ ଜୟ ଶ୍ରୀଜଗନ୍ନାଥ 🙏🙏🙏

  • @manojjena1839
    @manojjena1839 2 роки тому +35

    ସତରେ ତୁମେ ଏକ ସୁନ୍ଦର ସମାଜ ଗଢ଼ିବ ଏ ସଂସାର ରେ. ଏମିତି ଆଗକୁ ବଢିଚାଲେ. ଆମେମାନେ ଆପଣଙ୍କ ସାଥିରେ ଅଛୁ. 🙏ଜୟ ଜଗନ୍ନାଥ 🙏

  • @cuteAdyashaVlog
    @cuteAdyashaVlog 2 роки тому +325

    ଆଖିରେ ଲୁହ ଆସିଗଲା.... କି ଅଭିନୟ କରୁଛ... ଯେତେ ପ୍ରସଂଶା କଲେ ବି କମ ହବ

  • @starsushobhan9097
    @starsushobhan9097 2 роки тому +255

    ମନ୍ମୟ ଭାଇ , ଅନନ୍ୟା ଦେଇ ପୁରା ଗ୍ରୁପ୍ ପାଇଁ ଗୋଟେ ଲାଇକ ହଉ 🥰🥰🥰

  • @mangulumahi8639
    @mangulumahi8639 Рік тому +25

    ଭାଇ ଭିଡିଓ ଟି ଏବେ ଦେଖିଲି 🙏
    ଆଖି ରୁ ଲୁହ ଝରିଗଲା. କି ସୁନ୍ଦର ଅଭିନୟ ସମସ୍ତଙ୍କର ମନକୁ ଛୁଇଁ ଗଲା.
    ସମାଜ କୁ ବାର୍ତ୍ତା ଟିଏ 🙏🙏❤️❤️

  • @rtalk7330
    @rtalk7330 2 роки тому +22

    ବାଃ ବାଃ..ମୋ କାଳିଆ କୃପାରୁ ଆପଣ ସମସ୍ତ team ର ମଙ୍ଗଳ ଓ ଉନ୍ନତି ହେଉ।ମୋ ଭାବର ଠାକୁର ସିଏ ମୋ ଭାବ ବିନୋଦୀଆ ମୋ ଅନ୍ଧାର ଆଲୋକ ସିଏ ମୋ ଚକା ଆଖିଆ।🙏🏻🙏🏻
    🥰👍👍😊

  • @m__shree
    @m__shree 2 роки тому +52

    ଖୁବ୍ ସୁନ୍ଦର 👌👌👌.....ଦିଦି ଆଉ ଭାଇ ମାନେ... ଜୟ ଜଗନ୍ନାଥ... 🙏🏻❤❤...

  • @ManasPolei797
    @ManasPolei797 2 роки тому +203

    ନିଚ୍ଛକ ଅଭିନୟ,, ସତରେ ହୃଦୟକୁ ଛୁଇଁଗଲା..
    ପୁରା ଟିମ କୁ ଧନ୍ୟବାଦ.. 🙏

  • @m.kunugouda3269
    @m.kunugouda3269 Рік тому +12

    ବହୁତ ସୁନ୍ଦର ସମସ୍ତଙ୍କର ଅଭିନୟ । ମୁଁ ଆଜି ପ୍ରଥମ ଥର ପାଇଁ ଦେଖିଲି । ଯେ' ଏମିତି ବି ଜୀବନ୍ତ ଅଭିନୟ କରିଥିବା କଳାକାର ଅଛନ୍ତି ବୋଲି । ସତରେ ମୋ ମନକୁ ଛୁଇଁଗଲା ସମସ୍ତଙ୍କ ଅଭିନୟ 💯👌🙏। ଆଉ କିଛି ସମୟର ଭିଡିଓ ଭିତରେ ବହୁତ କିଛି ଶିଖିଲା ଭଳି କଥା ଅଛି । ବହୁତ ସୁନ୍ଦର .........।।

  • @OmmPrasad-uh6yv
    @OmmPrasad-uh6yv 10 місяців тому +15

    ହୁଦୟ ବିଦାରକ ଜିବନ୍ତ କାହାଣୀ 😊

  • @prakashkisan9263
    @prakashkisan9263 2 роки тому +50

    ମନକୁ ଛୁଇଁ ଲା ଭଳିଆ ଲାଗିଲା ❤️❤️ ସୋସାଇଟି ପାଇଁ ଗୋଟିଏ ଶିକ୍ଷା

  • @manojkumarbiswal9654
    @manojkumarbiswal9654 2 роки тому +30

    ଖୁସି ଲାଗିଲା ଏମିତି ଗୋଟିଏ କାହାଣୀ ଦେଖି କି। ସୁନ୍ଦର, ଅତି ସୁନ୍ଦର👍

  • @sanghamitrajena4059
    @sanghamitrajena4059 2 роки тому +6

    Right nice video ଛୁଆ ଆଉ ଅଛୁଆଁ ଭେଦଭାବ ଏ ସବୁ ଭୁଲ୍ କଥା

  • @abinassahu8503
    @abinassahu8503 Рік тому +13

    ବୋହୁତ ବୋହୁତ ଧନ୍ୟବାଦ୍ ଆପଣ ମାନଙ୍କୁ ମୋ ଭିତରେ ବୋହୁତ ଦିନ ହେଲା ଏ କଥାର ସନ୍ଦେହ ଥିଲା କିନ୍ତୁ ମୁ କେବେ ବି କାହାକୁ ପଚାରି ପାରୁନଥିଲି କି କହି ପାରୁନଥିଲି ଆପଣ ମାନେ ଏତେ ସୁନ୍ଦର ଭାବେ ବୁଝାଇଛନ୍ତି ଯେ ସମ୍ମାନ ଯୋଗ୍ୟ ଏଟା । ଆପଣ ମାନେ ସମାଜ କୁ ଆଡେଇ ଏତେ ଭଲ ଭାବେ ବୁଝାଇଛନ୍ତୀ ଯେ କି ବୋହୁତ ବୋହୁତ ଧନ୍ୟବାଦ୍ ଆପଣ ମାନଙ୍କୁ 👏🙏👏

  • @prasantadashpupu7853
    @prasantadashpupu7853 2 роки тому +100

    ଦେଵଦାନବ ଗନ୍ଧର୍ବ ଯକ୍ଷଵିଦ୍ୟାଧରୋରଗୈଃ ।
    ସେବ୍ୟମାନମ୍ ସଦାଚାରୁକୋଟିସୂଯ୍ୟୈସମପ୍ରଭମ୍ ।
    ନମୋ‌ ଜଗନ୍ନାଥାୟ ନମୋ ନମଃ।🙏🙏🙏
    Script wise and acting wise mind-blowing team work.Especially congratulations to manmay bro for his great effort and dedication.

  • @ppcreation2888
    @ppcreation2888 2 роки тому +115

    ସବୁ ଭିଡ଼ିଓ ରେ କିଛିନା କିଛି ଶିଖିବାକୁ ମିଳୁଛି 🥰🥰 Thank you All

  • @subhashreesasmal6518
    @subhashreesasmal6518 2 роки тому +19

    Ajika date re real life re emiti himmm hauchi💞💞💞..... thanks all team members 💗💗💗💗.....

  • @anilpradhan1260
    @anilpradhan1260 2 роки тому +60

    Odisha is the state where people celebrate menstruation or periods as a festival(RAJO) bt still people's hve misconception that a girl is unholy during her periods day
    Really great work nd great lesson towards tha society nd their thoughts

  • @dibyaodiavlogger8992
    @dibyaodiavlogger8992 2 роки тому +51

    ବହୁତ୍ ସୁନ୍ଦର ଚିନ୍ତାଧାରା Manmay ଭାଇ ✌️✌️✌️✌️❣️❣️❣️❣️❣️

  • @dancinggirlipsita7061
    @dancinggirlipsita7061 2 роки тому +31

    ସତରେ ସମସ୍ତଙ୍କ ଅଭିନୟ ମନ ଛୁଆଁ ଥିଲା। ଆଉ ଶିକ୍ଷଣୀୟ ବି, କଥା ରେ ଅଛି ଯୋଉଥି କାଲିଆ ର ଡୋରି ଲାଗିବ, ସେଠି କିଏ ବା ଅଟକେଇ ପାରିବ।

  • @bibhusahu8242
    @bibhusahu8242 2 роки тому +7

    ଯେତେ ବି ତୁମ ଭିଡ଼ିଓ ସବୁ ହୃଦୟସ୍ପର୍ଶୀ ମତେ ବହୁତ୍ ଖୁସି ଲାଗେ emotional ମଧ୍ୟ ଲାଗେ

  • @bramhapadhi2892
    @bramhapadhi2892 2 роки тому +5

    Satare bahut vala story...... Aji samaaj re ameti loka achanti

  • @rajkishorebehera8295
    @rajkishorebehera8295 2 роки тому +23

    ଗପ ଟି ଦେଖି କି ବହୁତ ଭଲ ଲାଗିଲା ସତରେ ମନ କୁ ଛୁଇଁଲା ଭଳି କାହାଣୀ ହେଇଚି 💖💖😊😊🎊🎊😍😍💕✨️

  • @barshanayak776
    @barshanayak776 2 роки тому +201

    ସବୁ ଭିଡ଼ିଓ ରେ କିଛି କିଛି ଶିଖିବାକୁ ମିଳୁଛି 🙏🏻
    Thank you so much manmay bhai 🙏🏻

  • @user-ov5jy2iw9p
    @user-ov5jy2iw9p Рік тому +5

    ବହୁତ୍ ସୁନ୍ଦର 🙏🏻 ଜୟ ଜଗନ୍ନାଥ ମହାପ୍ରଭୁ 🙇🏻🙇🏻🙏🏻🙏🏻 ମହାପ୍ରଭୁ ସମସ୍ତ ଙ୍କ ମଙ୍ଗଳ କରନ୍ତୁ 🙏🏻🙇🏻

  • @sudashna4620
    @sudashna4620 10 місяців тому +3

    Manmay bhai nka video କୁ କିଏ ଦେଖିବା ପାଇଁ ବହୁତ ଭଲପାଏ,👍👍👍 like kara😍😍😍😍😍😍 super acting karuchha bhai

  • @sanjayrout978
    @sanjayrout978 2 роки тому +57

    ବହୁତ୍ ବଢିଆ ଲାଗିଲା,ମଝିରେ ଯେତେବେଳେ ଗୋଲ ମରିଚ ପାଣି ଦେଲ ସେତେ ବେଳେ ଗୋଟେ ଗୀତ ଟିଏ ହୋଇଥିଲେ ଆହୁରି ବଢିଆ ହୋଇ ଥାନ୍ତା,

  • @feelingsalagaprakar9343
    @feelingsalagaprakar9343 2 роки тому +418

    ସତରେ ଏକ ପବିତ୍ର ଚିନ୍ତାଧାରା....
    ଏହା ଆମ ସମାଜ ପାଇଁ ଏକ ନୂଆ ଶିକ୍ଷା ଓ ଚେତନା ର ରାସ୍ତା ଦେଖାଇବ
    ଅତି ସୁନ୍ଦର ଅଭିନୟ ଓ ଏକ ପରିବର୍ତ୍ତନ ନବ ଆରମ୍ଭ
    ଜୟ ଜଗନ୍ନାଥ 🙏

  • @chinmayasahoo2530
    @chinmayasahoo2530 2 роки тому +7

    Jagannath nka prati bhaba o bhakti dekhi akhire luha asi jauchhi🙏🙏🙏jay Jagannath 🙏🙏🙏

  • @user-rv7kh7du2s
    @user-rv7kh7du2s 4 місяці тому +3

    ତମ ଦିଜଣଙ୍କ ଯୋଡ଼ି ବହୁତ ସୁନ୍ଦର

  • @srikantablogs2350
    @srikantablogs2350 2 роки тому +29

    ଗୋଟେ ପବିତ୍ର ସୃଷ୍ଟିର ଆରମ୍ଭ ଅପବିତ୍ର ରୁ👌👌👏👏👏👏

  • @dpk5640
    @dpk5640 2 роки тому +305

    ଜଗା ଭାବ ର ଠାକୁର, ସେ ହିଁ ନାରୀ, ସେ ହିଁ ପୁରୁଷ, ମାତା ରୂପେ ଆମ କୁ ଜନ୍ମ ଦେଇ ପିତା ରୂପେ ଆମ କୁ ପରିପାଳନ କରେ। ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @bhagatmajhi8165
    @bhagatmajhi8165 2 роки тому +3

    ବହୁତ ସୁନ୍ଦର ହେଇଛି ଭିଡିଓ
    ❤️❤️❤️❤️ଜୟ ଜଗନ୍ନାଥ 🙏🙏🙏

  • @m.kunugouda3269
    @m.kunugouda3269 Рік тому +2

    ଜୟ ଜଗନ୍ନାଥ 🙏

  • @akashdas477
    @akashdas477 2 роки тому +126

    ଅତି ସୁନ୍ଦର ମେସେଜ ସହିତ ଅତି ସୁନ୍ଦର ଅଭିନୟ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ 🙏

  • @itishrikhusi7894
    @itishrikhusi7894 2 роки тому +2

    ବହୁତ ବଡ଼ିଆ ଲାଗିଲା ବହୁତ କିଛି ଶିଖିବାକୁ ମିଳିଲା

  • @jsb2884
    @jsb2884 2 роки тому +27

    Make sure women is getting sufficient rest in this time. 🙏It doesn't mean she would be working in this period.The only thing is that periods should not be treated as a disease or Sin. She has every right to do anything on her will.💞

  • @PrakashkumarsahooSai
    @PrakashkumarsahooSai 2 роки тому +26

    ସତରେ ଏହା ଏକ ନୀତି ଦିନିଆଁ ଘଟଣା 👍👍👍

  • @lilukumarpradhan5699
    @lilukumarpradhan5699 2 роки тому +25

    ମନକୁ ଛୁଇଁଲା ପରି କାହାଣୀ ଟିଏ...... ଅନେକ ଅନେକ ଶୁଭେଚ୍ଛା... ଭାଇ....

  • @prv465
    @prv465 Рік тому +2

    Heart touching concept ❣️❣️❣️❣️

  • @priyankapuri3736
    @priyankapuri3736 2 роки тому +2

    Super story' Jay jaganth swami kiii 🙏🙏🙏

  • @narasinghamohanty6306
    @narasinghamohanty6306 2 роки тому +33

    Only one emerging odia star.... who can again revive the ollywood...through his both thought and act

  • @minatibehera3773
    @minatibehera3773 2 роки тому +292

    "Gote pabitra srusti ra arambha kebe apabitra hei parenaa "
    This line is enough to describe the whole story ❤🙏

  • @snigdharanibag5908
    @snigdharanibag5908 2 роки тому +3

    😭😭😭😭😭କାଳିଆ ରେ ତୋ ଲୀଳା ମହାନ୍🙏🙏🙏

  • @s_h_y_g_i_r_l_8078
    @s_h_y_g_i_r_l_8078 2 роки тому +9

    It's a most wonderful story 🙏🙂 thanks to manmay bro for understand the every girls feelings 😒 am so thankful to you 👍I wish all people understand this video and respect every girls at the moment.Thank you 👍🤗 everyone who have play the roles for a beautiful vedio🙂

  • @mamataparida5244
    @mamataparida5244 2 роки тому +10

    ବହୁତ୍ କିଛି ଶିଖିବାକୁ ମିଳିଲା ଆଜିର ଦୁନିଆ ଏ ରୀତି ନୀତି ନିୟମ କୁ ଛାଡି ନୂତନ ଭାବେ ଆରମ୍ଭ କରି ପାରିବେ ଧନ୍ଯବାଦ ଏହି ସୁନ୍ଦର ଶିଖା ଦେଇଥିବା ରୁ 🙂

  • @nayakpintu9787
    @nayakpintu9787 2 роки тому +97

    Wow what a wonderful short film..this should be played nationally in all languages and should be awarded....🙏🙏🙏🙏🙏

  • @pabitrapradhan6076
    @pabitrapradhan6076 Рік тому +2

    ଏ ଭିଡ଼ିଓ ମାଧ୍ୟମରେ ସମାଜ୍ ପାଇଁ ଭଲ ଶିକ୍ଷ୍ୟା ଟେ ଦେଲ, ବହୁତ୍ ଭଲ ଲାଗିଲା ଭାଇ 🙏

  • @user-yr3wv5oe5s
    @user-yr3wv5oe5s 2 місяці тому +1

    Goosebumps 😭😭🙏🙏Jay jagannath 🙏🙏😭😭

  • @sasmitadas6160
    @sasmitadas6160 2 роки тому +370

    I can't understand why girls get so much pain in their life Mind-blowing concept Thank you Manmay bhai for this story ♥️♥️🥺😊😊

  • @SLFpoeticvoices
    @SLFpoeticvoices 2 роки тому +167

    ହୃଦୟ ରୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏଭଳି ଶିକ୍ଷଣୀୟ କଣ୍ଟେଟ ଟିଏ ଆଣିଥିବାରୁ।

  • @parameswarbehera8252
    @parameswarbehera8252 11 місяців тому +1

    Bhai Tama video satare pura hrudayaku chhueinchi pura most 100 💯

  • @justfun1465
    @justfun1465 2 роки тому +10

    In this WhatsApp, Facebook addicted time this type of story is very interesting and special thanks to the writer and all the artist who are involved in a beautiful story... For this type of story this channel deserve 1M 👍.. Keep it up brother and sisters

  • @subratmuduli6464
    @subratmuduli6464 2 роки тому +45

    ଆଖିରେ ଲୁହ ଆସିଗଲା😭ସତରେ ବହୁତ ଭକ୍ତି ଭରା କାହାଣୀ ଟେ ହୋଇଛି । ଚମତ୍କର🙏🙏🙏
    ଜୟ ଜଗନ୍ନାଥ🙏🙏🙏

  • @sidhantdehury6030
    @sidhantdehury6030 2 роки тому +20

    Amazing story 💖... tears coming on eyes after seen last part.. this video teaches us girls are just like a devi maa🙏🤗

  • @kedarjena4746
    @kedarjena4746 Рік тому +1

    Bahut bhala video ❤❤❤

  • @anantapanda4863
    @anantapanda4863 10 місяців тому +3

    Pura grup ku dhanaya bad karan apare video upload karibadwara sabu sasu manaku sikhya milijichi bahut bahut🙏🙏🙏🙏🙏

  • @pintupanda721
    @pintupanda721 2 роки тому +21

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ
    କୋଦା ଚିତ କାଲନ୍ଦ୍ ତଟ ବିପିନ ସଂଗୀ ତୋକରବ. ମୁଦା ବିରି ନାରୀ ବଦନ କମଳାଶ୍ୱା ଜମ ଧୂପ .ରୋମା ସମ୍ଭାର ବ୍ରହ୍ମା ସୁରପତି ଗଣେଶ ଚିତ ପଦ ...ପ୍ରଭୁ ଜାଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭାବତୁମେ

  • @65-jyotiparnaray55
    @65-jyotiparnaray55 2 роки тому +166

    ଗୋଟେ ସତ କଥା ହେଲା. ଏସବୁ ଅନ୍ଧବିଶ୍ୱାସ ଅସ୍ଥି ମଜ୍ଜାଗତ ହେଇଗଲାଣି. ତେଣୁ ଯେତେ youngster ହେଲେ ବି ଗାଁ ଗହଳି ରେ ଏସବୁ ଆଜି ବି ପାଳନ ହଉଚି. ଏ short story ଦେଖି ମୁଁ ବି କାନ୍ଦୁଚି କେଜାଣି କାହିଁକି 😭

  • @swadhashristi
    @swadhashristi Рік тому +12

    Amazing concept. Heart touching. Can't stop my Tears during the last scene. Great job guys. 👍👍👍👍👍

  • @snigdharanidutta7958
    @snigdharanidutta7958 8 місяців тому +1

    Really heart touching story ❤

  • @kichigalpakathaalpa577
    @kichigalpakathaalpa577 2 роки тому +27

    ଏତେ ନିଆରା ବିଷୟ ଟିକୁ ନେଇ ରୋଲ କରିଥିବାରୁ ଅନେକ ଅନେକ ଧନ୍ୟବାଦ ❤ସେ ଯାହା ବି ହେଇଯାଉ ପଛେ ଏ ଭେଦ ଭାବ ନାରୀ ହିଁ ନାରୀ ପାଇଁ ସୃଷ୍ଟି କରିଛି

  • @kichigalpakathaalpa577
    @kichigalpakathaalpa577 2 роки тому +45

    ଅନ୍ୟ ସବୁ ପାକୃତିକ ପକ୍ରିୟା ଭଳି ଏହା ବି ଏକ ପାକୃତିକ ପକ୍ରିୟା, ସେଇ ସମୟ ରେ ନାରୀ ମାନଙ୍କୁ ରେଷ୍ଟ ଦେବା ପାଇଁ ଏ ସବୁ ନିୟମ ହୋଇଥିଲା

    • @sambitsambit3777
      @sambitsambit3777 2 роки тому +1

      Yes absolutely right

    • @creativeangelsumedha4982
      @creativeangelsumedha4982 2 роки тому +1

      You're absolutely right 👍👍👍👍

    • @subhadarsinitripathy5699
      @subhadarsinitripathy5699 2 роки тому +2

      Bilkul right.....atleast sei udesya re hau pachhe jhia nku tk rest miluthila....but jadi smt na hue ....then jhia nku tk rest bi milibani....sabu kama karibaku padiba au kasta sahi jhia karibaku bi badhya Hebe.....anya bhayare....

    • @sambitsambit3777
      @sambitsambit3777 2 роки тому +1

      @@subhadarsinitripathy5699 yes I agree with you...these rules r best for women

  • @abhijitdas4744
    @abhijitdas4744 Рік тому +1

    ସତରେ ଭାଇ ଭିଡିଓ ହୃଦୟକୁ ଛୁଇଁଲା 😭 ଜୟ ଜଗନ୍ନାଥ 🙏

  • @babimeherbabimeher6437
    @babimeherbabimeher6437 Рік тому +2

    Ollywood movie ku chhadi manmay Bhai video kie dekhiba pain bohut bhala pa a😊😊 like kara 🥰🥰

  • @mohantysaniofficial09
    @mohantysaniofficial09 2 роки тому +11

    ବହୁତ ସୁନ୍ଦର ଚିନ୍ତାଧାରା
    ବହୁତ ବହୁତ ଧନ୍ଯବାଦ
    କିନ୍ତୁ ସମାଜର ଲୋକ ମାନିଲେ ତ 🥺

  • @arpitaratha4331
    @arpitaratha4331 2 роки тому +37

    ଆପଣଙ୍କ ପୁରା ଟିମକୁ ଧନ୍ୟବାଦ ଆଜ୍ଞା ବହୁତ ସୁନ୍ଦର ଭିଡ଼ିଓ ଆଣୁଛନ୍ତି, ବହୁତ ଭଲ ଲାଗୁଚି ଦେଖିବାକୁ , ଆଉ ଥରେ ହୃଦୟରୁ ଧନ୍ୟବାଦ .କିନ୍ତୁ ମୁଁ ଏଇଠି ଛୋଟ କଥା କହିବାକୁ ଚାହିଁବି ଆଜ୍ଞା ଋତୁଶ୍ରାବ ଖରାଫ ନୁହେଁ ଏହା ନାରୀର ନାରୀତ୍ୱର ଲକ୍ଷଣ . ଏହା ଯୋଗୁଁ ତ ସୃଷ୍ଟିର ପରିକଳ୍ପନା କରାଯାଏ , କିନ୍ତୁ ଏହି ସମୟରେ କିଛି ନିୟମ ମାନିବାକୁ ପଡେ , ହିନ୍ଧୁନାରୀ ମା ଲଷ୍ମୀ, ସରସ୍ବତୀ ଏବଂ ପାର୍ବତୀଙ୍କୁ ଅନୁସୂରଣ କରନ୍ତି କିନ୍ତୁ ଏଇଟାବି ସତ ଯେ ମା ଲଷ୍ମୀଙ୍କ ଋତୁଶ୍ରାବବେଳେ ସେ ଜଗନ୍ନାଥ ମହାପ୍ରଭୁଙ୍କ ଠୁ ଦୁରେଇ ରୁହନ୍ତି ଏମତି କି ଅବଢ଼ାବି ସେ ତିଆରି କରନ୍ତି ନାହିଁ ମାନୁଛି ଆଜି ର ସମାଜରେ ଏତେ ନିୟମ ମାନିବା ସମସ୍ତଙ୍କ ପାଖରେ କଷ୍ଟସାଧ୍ୟ କିନ୍ତୁ କିଛି ଟା ମୌଳିକ ନିୟମତ ଆମକୁ ମାନିବାକୁ ପଡିବ ପ୍ରତିଟି ନାରୀ ଲଷ୍ମୀ ସଦୃଶ୍ୟ ତେବେ ଲଷ୍ମୀପୁରାଣ ମଧ୍ୟ ଏହା ଲିପିବଦ୍ଧ ହୋଇରହିଛି ଋତୁଶ୍ରାବ ବେଳର ନିୟମ ତେବେ ଏତେ ପରେ ଗୋଟିଏ କଥା ଆମେରିକା ଯଦି ମାନିବା ଠାକୁର ନା ମାନିଲେ ପଥର . ଧନ୍ୟବାଦ ଆଜ୍ଞା

  • @ashiskumarpatra6449
    @ashiskumarpatra6449 Рік тому

    ବାଃ ଖୁବ୍ ଉଚ୍ଚ କୋଟୀର । ବହୁତ୍ ଖୁସି ଲାଗୁଛି ଏ ସବୁ ଦେଖି।

  • @subhashreesasmal6518
    @subhashreesasmal6518 2 роки тому +1

    Bahuuuuuttttttt bhala social sms 💓💓💓💓💓....

  • @motivation_kumaranil6552
    @motivation_kumaranil6552 2 роки тому +100

    ଏହି ଷ୍ଟୋରି ସବୁଠାରୁ ଅଲଗା ଥିଲା। ବହୁତ ସୁନ୍ଦର କାହାଣୀ ।
    ଜୟ ଜଗନ୍ନାଥ‌ ,,,,,, ଆମେ ଓଡ଼ିଆ ଆମ ଜଗା ଓଡ଼ିଆ 🚩
    🙏

  • @anilkumarjena7590
    @anilkumarjena7590 2 роки тому +5

    ଅତ୍ୟନ୍ତ ହୃଦୟସ୍ପର୍ଶୀ। ପରିବର୍ତ୍ତନ ସବୁବେଳେ ନିଜଠୁ ଆରମ୍ଭ ହବା ଦରକାର........

  • @sunitabarik6408
    @sunitabarik6408 2 роки тому +6

    I wish everyone could understand this❤️lots of love to d team💙

  • @chitaranjanmohapatra813
    @chitaranjanmohapatra813 Рік тому

    I like most...
    E bhali bi chalichi ama socity re..🙏🙏🙏🙏🥳

  • @PrakashKumarE10
    @PrakashKumarE10 2 роки тому +97

    Last temple burning scene....re goosebumps Asigala... really it's heart touching.....Osm concept and osm teamwork... Love You Manmay Dey Team ❤️

    • @djrbmixdotin3847
      @djrbmixdotin3847 2 роки тому +3

      Vedeo ti bahut volo lagila bahut kichhi sikhya milila pura tim ku thank bhai.. Super

    • @minatibehera6834
      @minatibehera6834 2 роки тому +1

      Exactly

    • @trinath562
      @trinath562 2 роки тому

      kn ଶିଖିବାକୁ ମିଳିଲା

  • @sushreesangitadehury4772
    @sushreesangitadehury4772 2 роки тому +11

    ସମାଜ କୁ ଶିକ୍ଷଣୀୟ ଚଳଚ୍ଚିତ୍ର ଦେଇଥିବା team' କୁ ହୃଦୟ ଭରା ଅନେକ ଅନେକ ଧନ୍ୟବାଦ୍ ।💜💙💫♥️ ଜୟ ଜଗନ୍ନାଥ 🙏🙏🙏🙏

  • @subhashreesasmal6518
    @subhashreesasmal6518 2 роки тому +1

    Bapa ta pura😂😂😂😂😂....

  • @smitaprajnya6363
    @smitaprajnya6363 Рік тому +3

    It's really heart touching for all & everyone should understand this theme

  • @goutamvlogsbls07
    @goutamvlogsbls07 2 роки тому +40

    Emotional + Best Cast play = Manmay Dey 😘😘😘❤❤❤✨✨, LOVE❤❤❤ FROM BLS... BHOGRAI...

  • @kunumallik7183
    @kunumallik7183 2 роки тому +82

    Super👌👌👌👌 bhai

  • @odiapuagudulu970
    @odiapuagudulu970 2 роки тому

    Maind blowing achting bahut sundor lagila vedow 👌👌👌

  • @pradyumnakumardash9880
    @pradyumnakumardash9880 Рік тому +1

    ସାବାସ ଭାଇ ମାଇଣ୍ଡ blowing ଭିଡିଓ ଭାଇ salute ଭାଇ salute

  • @chandrakantabehera6875
    @chandrakantabehera6875 2 роки тому +112

    ବାସ୍ତବ ଜୀବନରେ ଏମିତି ଲୋକମାନଙ୍କର ଭଲ ଭାବନା ରହିବା ଦରକାର ଆଉ ଲୋକମାନେ ଛୁଆଁ ଅଛୁଆଁ ଭେଦଭାବ ଓ ଅନ୍ଧ ବିଶ୍ବାସ ଠାରୁ ଦୁରରେ ରହିବା ଦରକାର

  • @debashishparida7288
    @debashishparida7288 2 роки тому +30

    Jay jagannath🙏 🥰 1st scene is very proud of be Odia 🙂

  • @PrasanBadamundi
    @PrasanBadamundi 25 днів тому

    ବହୁତ ସୁନ୍ଦର ଆମେ ଯେତେ ମୋଡେଲ ହେଲେ କଣ ହବ ରୀତି ନୀତି ଆବଶ୍ୟକ ନିଆତି,

  • @soumyaprit
    @soumyaprit 2 роки тому +24

    A huge load of thanks to all the team member for your efforts and mind-blowing acting. Really this is a heart touching story. Congratulations!!!

  • @amlankumarmishra5588
    @amlankumarmishra5588 2 роки тому +25

    Wonderful Direction
    Mind-blowing Acting
    Excellent concept
    Outstanding team work 👍
    Last scene dialogue was very heart touching 😍

  • @prittamsahoo6045
    @prittamsahoo6045 2 роки тому +10

    ବହୁତ ସୁନ୍ଦର concept ଆଣୁଛ Bhai ❤️

  • @akashkumarpanigrahi7119
    @akashkumarpanigrahi7119 Рік тому

    Bhai video ta awesome ....no words for it ........Bhaire khali gote katha mun jetiki janichi Jagannath nku ganthi nathiba phula mala dia jae.....

  • @sagarikaswain3378
    @sagarikaswain3378 7 місяців тому

    ବହୁତ ସୁନ୍ଦର episode 👍❤️

  • @bichitrasethi748
    @bichitrasethi748 2 роки тому +10

    ବହୁତ ସୁନ୍ଦର ଅଭିନୟ 🙏🙏🙏
    ଟିମ ର ସମସ୍ତ ମେମ୍ବର କୁ ଅଶେଷ ଅଶେଷ ଧନ୍ୟ ବାଦ 👍👍👍

  • @sankarmaity3939
    @sankarmaity3939 2 роки тому +117

    ଭାଇ ଏ ଭିଡିଓ ଟା 21 ମିନିଟ୍ ର ନୁହଁ ଏ ଭିଡିଓ ଟି 21 ହଜାର କୋଟି ଲୋକଙ୍କ ମନରୁ ଭ୍ରମ ଦୂର କରିଦେବ🙏🙏🙏🙏

    • @tophanbiswal
      @tophanbiswal 2 роки тому

      ତୁ ଭାଇ ପରମ ବେଡା,କଣ ପାଇଁ ନା ଆମ ଓଡ଼ିଶା ରେ ସାଢେ଼ 4 କୋଟି ଲୋକ ଅଛନ୍ତି ଭାଇ,କିନ୍ତୁ ହିନ୍ଦି ରେ ଭିଡିଓ ହେଲେ ବହୁତ୍ ଭଲ ବି ହୁଅନ୍ତା,ଆଉ ଓଡ଼ିଆ ରେ ବି ହଉଛି ଭଲ ଲାଗିଲା କିନ୍ତୁ ଆମ ଭାରତ ବାସି ଦେଖିବା ପାଇଁ ହିନ୍ଦୀ କି ଅନନ୍ୟା ଭାଷା ରେ ଭିଡିଓ କରନ୍ତୁ ।

    • @cynuxfreefire
      @cynuxfreefire 2 роки тому

      @@tophanbiswal tu bi beda ama odisha re 4.50 koti ru above loko achanti👍

    • @pravasinimaharana4907
      @pravasinimaharana4907 2 роки тому

      Right vai

  • @lizadas9384
    @lizadas9384 Рік тому +1

    Prema pala part 2 pilzzzz🙏🙏🙏🙏🙏

  • @bhabanipritiexpress4152
    @bhabanipritiexpress4152 2 роки тому

    Bahut sundar lagila ae video 👍🏻👌🙏

  • @mkmanasi2326
    @mkmanasi2326 2 роки тому +5

    ବହୁତ ସୁନ୍ଦର ଶିକ୍ଷା ଦେଇଛ ସମାଜକୁ 🙏

  • @netajidas5425
    @netajidas5425 2 роки тому +45

    Incredible job. that's call perfect short film . we are waiting your upcoming Odia industry ra bhitri katha movie ra.....

  • @santoshisahoo1453
    @santoshisahoo1453 2 місяці тому

    ସତରେ ଯେତେ ଧନ୍ୟବାଦ ଟିମ ମେମ୍ବର ଙ୍କୁ ଦେଲେ କମ ପଡ଼ିଯିବ 😢

  • @ananyadash4016
    @ananyadash4016 Рік тому +1

    mst video..... when I am see the video I am so happy 😊