Are bhai e sabu kichhi habani Semane upper court re apply kariki fasi ru banchijibe Puni bail re asiki bulibe, E ta hi ama system Ethi dosi ku thik quality ra khaiba miluchhi ki nai, thik sukha subidha miluchhi ki nahi sesabu pain court pakhare sufficient time achhi kintu kounasi niriha loka ku nyaya pain Umar katijae. E ha hi ama mahan system Jay hind
ଆରେ ନିର୍ଲଜ ଲୋକ ମାନେ ଯେଉଁ ମାନେ ଅଧର୍ମ ଅତ୍ୟାଚାର ମଡର କରି ଚାଲିଛ ଟିକେ ଦେଖ ମୃତ୍ୟୁ କିପରି,। ତେଣୁକରି ଏତିକି ଅନୁରୋଧ ସମସ୍ତେ ସତର୍କ ହୋଇ ଯାଅ। ତୁମ ସାଥିରେ ମଧ୍ୟ ଏହି ପରି ହୋଇ ପାରେ ।କାଳେ କାଳେ ସତ୍ୟ ଧର୍ମ ର ଜୟ ନିଶ୍ଚୟ। ସମସ୍ତଙ୍କର ମଙ୍ଗଳ ହେଉ। ଜୟ ଜଗନ୍ନାଥ।
Jay jagannath ,🙏👍👏👏👏
ରାଜନୀତି ରେ କା କଥାରେ ପଡି ଏମିତି କିଛି କାମ କରନ୍ତୁ ନାହିଁ ଜେ ଏଇଦିନ ଦେଖିବା କୁ ପଡିବ
👍
A phasi kan pain? Kan karithile emane?
ଧନର ଅହଂକାର ଖମତା ବଳକ୍ରୋଧ,,,,,,,ଏସବୁକୁ ନେଇ କିଛି କାମ କରି ବସିବା ସେସବୁ କେବେ ଭଲ ହୋଇ ନଥାଏ।ତାର ପରି ଣତି,,,,,ଏଇ ଫାଶି ଦଣ୍ଡ।ହେ ମଣିଷ ସମାଜ ଥରେ ଦେଖ।ଭଲ ଭାବେ ଚିନ୍ତା କର,,,,,,
ଏ ସବୁ ବ୍ୟବସ୍ଥା ବ୍ରିଟିଶ ମାନଙ୍କ ଦ୍ୱାରା ପ୍ରଣିତ. ଧନ୍ୟ ସେ ବ୍ରିଟିଶ ଶାସନ ବ୍ୟବସ୍ଥା
ଏ ମାଗିହା ମାନଙ୍କୁ ଖୁବ ଶୀଘ୍ର ଫାସୀ ଦିଆଯାଉ ପୁଣି live ପ୍ରସାରଣ କରାଯାଉ, କାରଣ ଏମାନେ ସେମିତିକା ବିବତ୍ସ ଭାବରେ ହତ୍ୟା କରିଛନ୍ତି, ହେଲେ ପ୍ରକୃତ ଦୋଷୀଙ୍କୁ କାହିଁକି ଏଠି ଛାଡି ଦିଆଗଲା କିଛି ବୁଝିହେଉନି, ଅର୍ଥାତ ଏ ରାକ୍ଷସ ମାନେ ହତ୍ୟା କରିଛନ୍ତି ସତ, କିନ୍ତୁ ଯାହା ପ୍ରରୋଚନାରେ ଏମାନେ ହତ୍ୟା କରିଛନ୍ତି ସେ ମାଗିହା ଟା ଖସିଗଲା କାହିଁକି, ଏ ଏକ ରାଜନୈତିକ ହତ୍ୟାକାଣ୍ଡ ଥିଲା, ମୃତ ବ୍ୟକ୍ତି ଜଣକ ସେହି ରାତି ପହିଥିଲେ ତାର ହଜାର ହଜାର କର୍ମୀ ମାନଙ୍କୁ ନେଇ ନବୀନ ନିବାସ ଯାଇଥାନ୍ତା ଓ ଟିକେଟ ପାଇଁ ଲବି କରିଥାନ୍ତା, ତେଣୁ ଏଥିରୁ ସ୍ପଷ୍ଟ ଯେ ସେ କେମିତି ନବୀନ ନିବାସ ନଯାଇପାରିବ ଓ ଟିକେଟ ପାଇଁ ଲବି କରିପାରିବ ନାହିଁ ସେଥିପାଇଁ ଏ ହତ୍ୟା କରାଯାଇଛି, ତେଣୁ ଏ ଯୋଉ 6 ଜଣ ହତ୍ୟା କରିଛନ୍ତି ଏମାନଙ୍କ ମଧ୍ୟରୁ କେହି ଜଣେ ବି ବିଧାୟକ ପାର୍ଥୀ ହବା ପାଇଁ ଯୋଗ୍ୟ ନୁହନ୍ତି, ତେଣୁ ଏମାନେ ଆଉ ଯାହା କଥାରେ ହତ୍ୟା କରିଛନ୍ତି ସେ ହାରାମି ଟି ଖସିଗଲା, ହଁ ତାଙ୍କ ସରକାର ଚାଲିଛି ସେମାନେ ଯାହା ଚାହିଁବେ କରିପାରିବେ, ମାନ୍ୟବର ଉଚ୍ଚନୟାଳୟକୁ ମୋର ପାର୍ଥନା ଯଦି ଏ ଫାସୀ ପାଇବାକୁ ଯାଉଥିବା ବ୍ୟକ୍ତିମାନେ ଉଚ୍ଚନୟାଳୟରେ ତଳ କୋର୍ଟକୁ challange କରନ୍ତି ତେବେ ସେଠି ମଧ୍ୟ ଏ ଫାସୀ ଦଣ୍ଡାଦେଶ କାୟମ ରହୁ ଓ ଖୁବ ଶୀଘ୍ର ଫାସୀ ହେଉ, ଯେତେବେଳେ ନିର୍ଭୟ କେଶରେ ସେ ଆସାମୀ ମାନଙ୍କୁ ଫାସୀ ଶୁଣାଯାଇଥିଲା ସେତେବେଳେ ଓଡିଶାର ସବୁ ମିଡ଼ିଆମାନେ ସେ ନିର୍ଭୟ କେଶକୁ ବାରମ୍ବାର ପ୍ରସାରଣ କରୁଥିଲେ ଏମିତିକି ଫାସୀ ହବାର ମାସେ ପର୍ଯ୍ୟନ୍ତ ପ୍ରସାରଣ କରୁଥିଲେ, କିନ୍ତୁ ବିଡମ୍ବନାର ବିଷୟ ଓଡିଶା କୌଣସି ବଡ଼ ବଡ଼ ଚାନେଲ ଯଥା କନକ news, ଓଟିଭି, ଅର୍ଗସ, ନିର୍ଭୟ, ସତ୍ୟପାଠ କି ସକାଳ କି ନନ୍ଦିଘୋଷ କୌଣସି ବି ମିଡ଼ିଆ ଏ ଖବରକୁ ପ୍ରସାରଣ କରୁନାହାନ୍ତି, ସତେ ଯେମିତି କିଛି ହେଇନି, ଏ ମିଡ଼ିଆ କେବଳ ନବୀନ ପାଣ୍ଡିଆନ ମୋଦି ସାହା ନିଶା ମଳିକ ରାଣୀ ପଣ୍ଡା ଓ ବାୟାବଷା ପଛରେ ପଡିଛନ୍ତି, ମୋର ସବୁ ମିଡ଼ିଆ ଭାଇଙ୍କୁ ଅନୁରୋଧ ଏମାନଙ୍କୁ ଫାସୀ ନହବା ଯାଏ ଏ ଖବରକୁ ବାରମ୍ବାର ପ୍ରସାରଣ କରନ୍ତୁ
Hmm vai pura right kahila marila puni ta mansa khaile manisa nuha emane rakhyasa sighra sala nku mara au hota ki bi mara
ଏହା ପଛରେ ମାଷ୍ଟର ମାଇଣ୍ଡ କିଏ ରେ ବା ବା......
@@monoranjanpanda6919 ଠିକରେ ତଦନ୍ତ କର ଜାଣି ପାରିବ
Solanku guli marile thik heba ,up re jemiti ,semiti kale se balo gangster gandi ଥରିବ kichi karite
Supreme court apply kale...ahuri thare ghuchijiba
ମାନ୍ୟବର କୋର୍ଟ ର ରାଏ ନିଶ୍ଚିନ୍ତ ଭାବେ ଗ୍ରହଣୀୟ। ଏହା ଏକ ମଣିଷ ସମାଜ ପ୍ରତି ଉଦାହରଣ। ଭବିଷ୍ୟତ ରେ କେବେ ବି କେହି ଏଭଳି ଜଘନ୍ୟ ଅପରାଧ କରିବା ପୂର୍ବରୁ, ସେ ୧୦୦ ଥର ଚିନ୍ତା କରିବ।😢😢😢
ଫାସୀ କେତେ ତାରିଖ ରେ ହେବ ଦୟାକରି ସେ ଶୁଭଦିନର ସମସ୍ତ ବାର୍ତ୍ତା ପ୍ରଚାର କରିବାକୁ ଅନୁରୋଧ।
UA-cam re live karibe boli kahunahanti.... 😮
Useless comments kai douchu ree idiat
Are bhai e sabu kichhi habani
Semane upper court re apply kariki fasi ru banchijibe
Puni bail re asiki bulibe,
E ta hi ama system
Ethi dosi ku thik quality ra khaiba miluchhi ki nai, thik sukha subidha miluchhi ki nahi sesabu pain court pakhare sufficient time achhi kintu kounasi niriha loka ku nyaya pain Umar katijae.
E ha hi ama mahan system
Jay hind
Eta useless cmnt ,tm saha emti heithile tme janithanta @@rupashreechakra3435
😂, ye@@sekharsenseth1603
ଏ ରାକ୍ଷସମାନଙ୍କୁ ଶିଘ୍ର ପାଂଶୀ ଦିଆଯାଉ,
ଏ ମାନଙ୍କୁ ଫାଶୀ ନ ଦେଇ। ତାଙ୍କର ଗୋଟିଏ ଗୋଟିଏ କରି , ତାଙ୍କ ଅଙ୍ଗ କଟଯାଉ, କଷ୍ଟ ଟା ଅନୁଭବ କରିବେ,
ଧନ୍ୟବାଦ, ବାଦ ସାର, ଏମାନେ କୁ, ଫାସୀ, ଦିଅନ୍ତୁ, ନଚେତ, ପେଟ୍ରୋଲ, ପକେଇ, ଜିଅନ୍ତା,, ଜାଳି, ବା, ଦରକାର
ସବୁ ଦୋଷି ମାନଙ୍କୁ ଏମିତି ପଶୀ ଦେବା ଉଚିତ୍
ଦାସୀ ନୁହ madam ଦୋଷି
Pasi nunhe phasi
@@kailashkumbhar9913 Ok bro
ବହୁତ ବଢିଆ।
ବହୁତ ଭଲ ହୋଇଛି
ଦେଖରେ ମାଗିହେ.... ଆଉ ଖରାପ କାମ କରିବ
ଜଲଦୀ ଫାଶୀ ଦିଅ, ଡେରି ନି କର
ମୁଁ ଏତିକି ଅନୁରଧ କରିବି ମାନ ନିୟ ସୁପ୍ରିମ କୋର୍ଟଙ୍କୁ ଦଶିମାନଙ୍କୁ ଜଲଦି ପାଶିଦିଆଯାଉ🙏🙏🙏🙏🙏🙏🙏🙏🙏🙏
ଭବିଷ୍ୟତରେ ଇତିହାସ ଫୁଟିବ ♥️♥️
ଓଡ଼ିଶାଭାସ୍କର ଗୋଟିଏ ଭଲ ଖବର ପରିବେଶଣର ମଧ୍ୟମ
Badhia bahut badhia
କାହିଁ ବେକାର ଘାଣ୍ଟୁଛ, Supreme Court ପର୍ଯ୍ୟନ୍ତ ନ୍ୟାୟିକ ବ୍ୟବସ୍ଥା ରହିଛି, ରାଷ୍ଟ୍ରପତି ବି ରହିଛନ୍ତି।ତେଣୁ ଅଯଥାରେ ଲୋକଙ୍କୁ କାହିଁ ଘାଣ୍ଟୁଛ।
ଏମିତି ଫାଷୀ ଦିଆଗଲେ ଆଉ ଅନ୍ୟ ମାନେ ସୁଧୀରିବେ
Very very very good Gunda manku emitihi dharkar ❤❤❤❤❤
ଫାଶୀ ଉପରେ ଯଦି ଏତେ ଭରସା ଯେ ସେ ମରିଛି କି ନାହିଁ ତାହେଲେ ଫାଶୀ କାହିଁକି???. ଗୋଳି ମାରି ଦିଅନ୍ତୁ ପଛ ପଟରୁ ବାସ 😢
ମାନ୍ୟବର କୋର୍ଟ ଯାହା ନିଷ୍ପତି ନେଇ ଛନ୍ତି ତାହା ଆମେ ବହୁତ ଖୁସି ଅଛୁ.
God job😊😊😊😊😊😊😊😊😊
Bahut bhala heichhi jay jagsrnnath
କିଛି ହେବ ନାହିଁ। ଏହି କଥା Odisha ବାସୀ ଙ୍କ ନଜର ରରୁ କଣ --------- ହଟିବ BJD ଜିତିବ ବୁଝପାରୁନାହିଁ କି। ଆଗରୁ ହେଲାନାହିଁ ଠିକ୍ ନିର୍ବାଚନ ସମୟରେ ଫାଶୀ
Judiciary and executive pura alaga .so semiti kichhi nuhe .
Kichhi hebani khali khabar padhuchhanti
Right
Se highcourt re challenge karibe then supreme Court then raja khyama emti chaliba chaliba au 20 barsa 🙂
ସାବଧାନ ସାବଧାନ...ଚର ଏବଂ ହାରାମି ସାବଧାନ ସବୁ ମରିବ
Very good good
Jai odisha good
He prabhu amiti lokonku jaldi jaldi jamapuraku patheidiantu.
Jay jagannath... bhagwan samastankar
Mangolo korontu ❤
😊 ନୂଆ କଥା ଯାଣିବାକୁ ମିଳିବ । ଭଲ କଥା😊
Very good
Mo Odisha mahan🙏🏻
ମାଗିହା ମାନଙ୍କୁ ଭଲ ହେଇଛି
ଶୀଘ୍ର ଗୁଳି କରିଦିଅ
ତାରିଖ ଧାର୍ଯ୍ୟ କରନ୍ତୁ ଯଥା ଶୀଘ୍ର 👍👍
Very good 👍
କର୍ମ ର ଫଳ ସୁନିଶ୍ଚିତ ମିଳେ
Don't be late handling now
ଦୋଷୀମାନଙ୍କୁ amitisajamilu।
ପାସିନ ଦେହି ହାତ ଗଡ଼ କାଟିଦିଆ ଜାଉ
Fasidiya❤❤❤🎉🎉
Jahaheu phasi seshaku nyamilila
Jai jagannath 🌿🌿🌿🌼🌼🌸🙏
Dhanyabad.odisha.dhanya..high.court.dhanya.jurje.sir.dhanya.advocat.sir.dhanya.s.p.sir.and.all.police.officer..continue.
Bahut khusira Katha....
Very good afternoon sir
ମାନ୍ୟବର କୋର୍ଟଙ୍କ ରାୟ ବଳବତ୍ତର ରହୁ, ଏମାନଙ୍କୁ ଏହି ଦଣ୍ଡ ମିଳିବା ଦରକାର, କିନ୍ତୁ ମୋ ଜାଣିବାରେ ଏସବୁ କିଛି ହେବନି,କୋର୍ଟରେ ପୁଣି ବିଚାର ହେବ ଏବଂ ଫାଶୀ ରୁ ଆଜୀବନ ସଜ୍ଜ। ର ରୂପ ନେବ
କୋଉ ତାରିଖରେ ଫାଶୀ ହେବ,ଶୀଘ୍ର ଜଣାଇଲେ ଆମେ ଖୁସି ହେବୁ ।
Very good news
Eka bele bhala
Jay Jagannath
PANDIAN SIR ରାବଣ ପରି ବହୁ ଜ୍ଞାନୀ ବ୍ୟକ୍ତି
ବଳବାନ ବୁଦ୍ଧି ବାଳ ରେ ଦେବତା ହରୁଥିଲେ ଏ ତ ଓଡ଼ିଆ।। ସେପରି ଆମ Pandian SIR
Jay jagarnath.🙏. judge nku vagawan valare rakhantu
ଯଥା ଶୀଘ୍ର ଫାଶୀ ଦିଆଯାଉ
Bhala heichi
ଏ ମାନେ ଏମିତିକି ଅପରାଧ କରି ଛନ୍ତି ସେମାନଙ୍କୁ ଜୀବନ ଥାଉ ଥାଉ ତାଙ୍କ ଗୋଡ ହାତ କୁ କାଟିବା ଦରକାର. ଫାଶୀରେ ଝୁଲେଇ ଦେବ ତ ସେମାନେ ହଟାତ ମରିଯିବେ. ଲୋକଙ୍କୁ ଏମିତି କାଣ୍ଡକରିବାଟା କେତେ କଷ୍ଟ ତାହାଜାନିବାଦରକାର.
Bahut vala hela
Vry gd justice
Bahut bhala hauchhi...
Amiti heba katha
Very nice👍
Sir ଏହି ଦଶୀ ମାନଙ୍କୁ ଫାଶୀ ନ ଦେଇ ଏକୁଟିଆ ଅନ୍ଧାର କଠରିରେ ରଖା ଯାଉ ଜେଉ ଥିରେକି କାହାର ମୁହଁ ଦେଖି ପାରିବେନାହିଁ,କ୍ଷମା ଦିଆଯାଉ ,ଯଦି ସେହି ୫ ଜଣଙ୍କୁ ଫାଶୀ ଦେଇ ମାରିବ ତେବେ ଆପଣଙ୍କୁ କିଏ ମାରିବା ଅଧିକାର ଦେଲା ,ସେ ମଣିଷକୁ ମାରିଲା କହି ଆପଣ ତାଙ୍କୁ ମାରିଦେବେ ତ ଏହା କିମଣିଷ ଏହା ଠିକ ହେଉନାହିଁ
Good
ଠିକ୍
Badia
Right 💯
Bohut bholo houchi
Right sir
Congratulations
❤❤ Good decision
Was that over passi
Good decision
ଏଭଳି ଅପରାଧୀ ମାନଙ୍କୁ ଦଣ୍ଡ ଟା ଠିକ ଦିଆଯାଇଛି.।...
Satyameba jayate
ଜଲ୍ହାଦ କେଉଁଠୁ ଆସିବେ. ଆଉ କେଉଁ ଜେଲ ରେ ହବ ଫାଶୀ. ଓଡିଶା ରେ ତ କେବଳ ଗୋଟିଏ ଜେଲ ରେ ଫାଶୀ ବ୍ୟବସ୍ଥା ଅଛି. ବ୍ରହ୍ମପୁର ଜେଲ ରେ
Saitan Mananku fasi purbaru sabu niyam ru pasand khaiba niyam ku batil karidiantu Khali Pani piai rakhi fasi diajau semane manusya nuhe rakshyasa thile
ଫାଶୀ ନ ଦେଇ, ପଥରରେ ମାଡ଼ ମାରିବା କଥା
Immediately diajau plz
Right
Is,the,best,directiomn
Semane bodhe high Court jai paranti. This is not last decision.
ସେମାନେ ହାଇକୋର୍ଟ ଯିବେ ପୁଣି ସୁପ୍ରିମକୋର୍ଟ ବି ଅଛି।ତେଣୁ ଅନେକ ରଙ୍ଗ ଦେଖିବାକୁ ବାକି ଅଛି।
Very good decision
Jete sighra phasi dia jau...
Nahele ( aain ) uparu loka manankara biswas uthijiba..
Kahiki derikarucha jaldikarajahu
Sir date taa declarekarantu.ko date re phasi heba ttaa.
0:58 1:02 ❤
ଜଲଦୀ ଫାଶୀ ଦିଅ, ଡେରି ନି କର
Good news
A mananku ku phasi na dee jiban Sara kasta ru kasta diajau phasi dele jiba chali jiba kichi samaya pahi kasta paebe tapare morijibe
🙏🙏🙏👍👍👍
Jay shree Ram
V. Gd odisha jugde.. Bahut bhal good dissition.. A darindo mananku to aagru hi fasi heba katha. 👍👍👍
ଫାସୀ ନିହାତି ଦରକାର 🙏 ଫାସୀ ଦେଲେ ଏହି ଭଳିଆ ଦୁର୍ଘଟଣା ହେବନାହିଁ ଆଘକୁ 🙏ସରକାର ଏହି ନିଷ୍ପତି ଠିକ ନେଇଛନ୍ତି 🙏
ame janichu
😮😮😮
ଏହିଭଳି ଦଣ୍ଡ ହେଲେ crime କମି ଯିବ ।
Daet kohidio
Amitinara.rakhyasha.mananku.jaldikari.phashidiaajau
Amiti heba darkar