ପାଣ୍ଡିଆନଙ୍କ ପୋଲ ଖୋଲିଦେଲେ ମୁଖ୍ୟ ଶାସନ ସଚିବ ..

Поділитися
Вставка
  • Опубліковано 30 чер 2024
  • LEV LIVE ODIA | ODISHA NEWS | POLITICS NEWS
    ପଦାକୁ ଆସିଲା ପାଣ୍ଡିଆନଙ୍କ ସତ...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    Hiii…This Is a Levlive Odia UA-cam Channel…Levlive Odia a Complete ENTERTAINMENT House.
    -------------------------------------
    ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
    ►►►►► ► Copyright Disclaimer ◄◄◄◄◄◄ The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
    --------------------------------------
    Thanks For Watching...
    Don't forget to Like, Comment, Share & Subscribe…
    --------------------------------------
    #LevLiveOdia

КОМЕНТАРІ • 140

  • @janardanmohanty831
    @janardanmohanty831 2 дні тому +29

    ସଚେତନ ଭୋଟର ମାନେ ଏକଥା ହୃଦୟଙ୍ଗମ କଲେ ଆଉ ସେଥିପାଇଁ ରାଜ୍ୟରେ ବୋହିଲା ପରିବର୍ତ୍ତନ ର ସୁଅ l

  • @kishorchandra2531
    @kishorchandra2531 2 дні тому +35

    ଆପଣ ସେତେବେଳେ ଇସ୍ତଫା କାହିଁକି ଦେଇନଥିଲେ?

  • @renubalamohapatra7437
    @renubalamohapatra7437 2 дні тому +16

    ଆଗରୁ କହୁଥିଲେ କ'ଣ ପାଇଁ।

  • @satchidanandasahoo8094
    @satchidanandasahoo8094 2 дні тому +14

    VRS ନେଇ ଗଲେନି. କିଏ ମନା କରୁଥିଲା.

  • @rabichandrapal632
    @rabichandrapal632 2 дні тому +24

    ପ୍ରଦୀପ ବାବୁ ଆପଣ ଓଡ଼ିଆ ରେ କଳଙ୍କ... ଓଡ଼ିଆ ର ବୀରତ୍ୱ ପରାକାଷ୍ଠା ଯଦି ଦେଖେଇ ପାରିଲେନି ତେବେ ସରକାରୀ ଟଙ୍କା ଓ କର୍ତଵ୍ୟନିଷ୍ଠ ରୁ ଦୂରେଇ ଯାଇ କେବଳ ଅନ୍ଧ, ମୁକ, ବଧିର ଭାବେ ବସିବା ଅପେକ୍ଷା ପ୍ରତିବାଦ କରି ଯଦି ଚାକିରୀ ଟି ପରିତ୍ୟାଗ କରିଥାନ୍ତେ ତେବେ ବହୁତ ଭଲ message ଓଡ଼ିଆ ଜାତି ପାଇଁ ଆସିଥାନ୍ତା... ମାଛ ଖସିଗଲେ ବଡ଼ କି ସାନ କିଏ ଜାଣିଲା... ଏ ଯେମିତି ଫୋଟୋ ରେ ପାଣ୍ଡିଆନ ବାବୁ ଅଚ୍ୟୁତ ଓ ମହୀଧର ବାବୁ ଙ୍କୁ ନେଇ ବିଜୟୀ କରାଇବା କୁ ବାର୍ତା ଦେଲା ବେଳେ, ଅଚ୍ୟୁତ ହାରି ଯାଇ ସନ୍ୟାସୀ ନେବା କହିଲେ ଆଉ ଜିତିଥିଲେ ସାଂସଦ, କେଡେ ପାରିବା ପଣିଆ ଅଚ୍ୟୁତ ଏବଂ ଆପଣ ସେମିତି କଥା କହୁଛନ୍ତି ଆଗକୁ ତ ମହୀଧର ବାବୁ ଲଢ଼ିବେ ବାବୁ ଲଢ଼ିବେ ଆଗକୁ

    • @jnanaranjan3406
      @jnanaranjan3406 2 дні тому +1

      se khali nuhen sabu odia IAS semiti asahaya thile..

  • @srustidhardey5817
    @srustidhardey5817 2 дні тому +7

    ❤❤❤ good BJD Gunda dala ta ❤❤❤❤hatau ସବୁଦିନ ପାଇଁ ଓଡ଼ିଶା ରେ ❤❤❤

  • @user-lo8ge9dp4b
    @user-lo8ge9dp4b 2 дні тому +8

    💯% Correct.

  • @kps0011
    @kps0011 2 дні тому +4

    ଏବେ କହିଲେ ଆଉ କଣ ବାଳ ହେବ

  • @pradipmohanty4727
    @pradipmohanty4727 2 дні тому +4

    ପ୍ରକୃତ କଥା ହେଲା, ଏମିତି କିଛି ବକ୍ତବ୍ୟ ଦେଇ ଦେଲେ ରିଟାୟାର୍ ପରେ କାଳେ କିଛି ଦୁଧିଆଳୀ ପଦବୀ ମିଳିଯିବକି ?
    ଆରେ ବାବୁ, ଯିଏ ଚାକିରି କାଳରେ ଅଣନିଃଶ୍ବାସୀ ଅନୁଭବ କରୁଥିବ, ସେ ଏକ୍ସଟେନସନ୍ ନବ କାହିଁକି ଜୁନିୟର ଅଫିସର ଙ୍କର ବୋଲକରା ହେବାପାଇଁ?
    ସବୁ କ୍ଷମତା ର ମୋହ। ଆଗକୁ ଦେଖ, କେଉଁଠି ନା କେଉଁଠି ଗଳି ପଶିଯିବେ।

  • @UttamDas-lm6rk
    @UttamDas-lm6rk 2 дні тому +2

    ତାଙ୍କ କହିଥିବା କଥା ଦେଖିବାକୁ ଅନୁରୋଧ।
    ନହେଲେ ତୁମେ ମଧ୍ୟ ଗାଲୁଆ।

  • @AyurTechMusic
    @AyurTechMusic День тому +2

    ଯଦି ଏତେ ଅସୁବିଧା ହେଉଥିଲା, ତେବେ ଚାକିରି ଛାଡ଼ି ଦେଲନି କାହିଁକି?

  • @kamallochannayak9660
    @kamallochannayak9660 2 дні тому +3

    Officers Raj Band Hela,Bhala Hela .

  • @dinabandhutarai49
    @dinabandhutarai49 2 дні тому +8

    ସପ୍ରମାଣେ ଏକଥା କହିବା ଉଚିତ୍ ନହେଲେ ଗାଲୁଆଙ୍କର ବାରବାଟୀ ଚାଷ ହେଇଯିବ।

  • @vinodohc619
    @vinodohc619 День тому

    Sampurna satya katha......sir 🙏🏼

  • @durgeshpatra4498
    @durgeshpatra4498 13 годин тому +1

    ମିଛରେ କହୁଛି ଏ ଚାନେଲ କାହଁକି ଆମେ ସଚିବ ପାଟିରୁ ଶୁଣିନାହୁ

  • @ranajitjena4668
    @ranajitjena4668 День тому +1

    ପ୍ରମାଣ ନଥିବା ମିଛ ଗୁଜବ ଖବର ବିଜେପି ଦ୍ୱାରା ପ୍ରସ୍ତୁତ ହୋଇଥିବା ମନଗଢ଼ା କାହାଣୀ

  • @MNDIGITALSARAKANA
    @MNDIGITALSARAKANA 4 години тому +1

    ସେ ତାଳ ଲେଖିଲେ ତୁମେ ବାଳ ବୁଝିଲ

  • @antaryamisahoo
    @antaryamisahoo 2 дні тому +8

    ଆଉ ତୁ ବାଳ କରିବୁ... ନା ତୋତେ... ଓଡିଶାର ଜନସାଧାରଣ ଆଉ ବିଶ୍ୱାସ କରିବେ..?

  • @duryodhanmahanta7766
    @duryodhanmahanta7766 День тому

    ଆପଣ କେଉଁ ଚାପରେ ଥିଲେ ପ୍ରମାଣ ସହ ଉପସ୍ଥାପନା କରନ୍ତୁ।

  • @prasantkumarmallick5636
    @prasantkumarmallick5636 13 годин тому

    ଓଡିଶା ର ଶାସନ ଆଗକୁ ନିମ୍ନଗାମୀ ହେବ, ନୂଆ ନୂଆ ଟିକେ ଭଲେଇ ହେବେ......

  • @dolagobindasahu4917
    @dolagobindasahu4917 2 дні тому

    Pradeep Jena,Retd.Chief Secy, ସାରଙ୍କୁ ନମସ୍କାର। Chief Secy.ତଳେ ସମସ୍ତ secretary ରହିବା କଥା। କିନ୍ତୁ 5T Secretary,C.S.ଉପରେ ହାକିମ ଯାହିର କରୁଥିବା କଥା ସମସ୍ତେ ଜାଣିଛନ୍ତି। କିନ୍ତୁ କିଛି ଉପାୟ ନ ଥିଲା। ନବୀନ ପଟ୍ଟନାୟକ ଅଯୋଗ୍ୟ ପଣିଆ ଯୋଗୁଁ ଏପରି ହେଲା। ଆପଣ ସତ କହୁ ଥିବାରୁ ଅଶେଷ ଧନ୍ୟବାଦ।

  • @ashokmohapatra4422
    @ashokmohapatra4422 День тому

    Thik Katha

  • @user-go9hq3jv2k
    @user-go9hq3jv2k 2 дні тому +2

    Se kahichhanti je mukhya sasan sachib nimita matra se thile.....

  • @HimansuMallick-mi5nz
    @HimansuMallick-mi5nz 2 дні тому +4

    pandia chura thila

  • @ramaojha1074
    @ramaojha1074 11 годин тому

    ବାଳ କଥା ସେତେ ବେଳେ କାହିଁକି କହିଲେ ନାହିଁ

  • @subodhabarik8278
    @subodhabarik8278 День тому

    ଆଗରୁ ନାହିଁ ଏବେ କାକିଙ୍କି? ଉତ୍ତର ଅପେକ୍ଷାରେ

  • @kedarnathpanda8724
    @kedarnathpanda8724 2 дні тому +1

    Mr jena was CS ,he could have used his power but he preferred to be subdued.
    He had enough power to control pandian.

  • @narasinghpattjoshi1802
    @narasinghpattjoshi1802 2 дні тому

    Dharamagarh re subcolector
    ଥିଲାବେଲେ ଜେନା ଟାଉଟର ଥିଲା ଲୋକକଂକୁ ଗାଲିକରୁଥିଲା

  • @bijankumarsundaray1462
    @bijankumarsundaray1462 День тому

    ଆପଣ କଣ ପାଇଁ ଏତେ କଷ୍ଟ ରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପଦ କୁ ଜାବୁଡି ଧରି ରଖିଥିଲେ। ଏହାର କାରଣ କଣ ଜଣାଇବେକି ଓଡ଼ିଶା ବାସୀଙ୍କୁ।

  • @rameshchandrapanda7505
    @rameshchandrapanda7505 2 дні тому

    ଅଯୋଗ୍ୟ ଅଫିସର

  • @biranchinarayannanda4554
    @biranchinarayannanda4554 2 години тому

    ଏହି ମନ୍ତ୍ୟବ ପାଇଁ ନୂଆ ସରକାର ଗୋଟେ ଭଲ ପୁରସ୍କାର ଦେବେ......... ଏପର୍ଯ୍ୟନ୍ତ କାହିଁକି ଚୁପ ଥିଲ.....ଛାଡ଼....... ରାଜ୍ୟସଭା ପାଇଁ ରେଡି ଥାଅ.......

  • @TapanKumar-bx1ie
    @TapanKumar-bx1ie 2 дні тому

    Right bata

  • @gopabandhubehera453
    @gopabandhubehera453 2 дні тому +6

    ପ୍ରଦିପୀ ଜେନା କିଛି କହିନି ଏ ବେଧେଇ ସାମ୍ବାଦିକ ମନେମନେ ମିଛ ଗଫି ଚାଲିଛି

    • @rinkusanjeeb
      @rinkusanjeeb 2 дні тому

      Kahiba kan darkar. Ta bhali murkha ki sabu bujhiparibeni . Bujhile boli ta g marile Sabu genda dala ra

  • @binayakrai9009
    @binayakrai9009 2 дні тому

    ପାଣ୍ଡିଆ ର କାର୍ୟ୍ଯଗୁଡ଼ିକ ନବୀନଙ୍କ ପାଇଁ ବଳୀୟାନ ଥିଲା ତେଣୁକରି ରାଜ୍ଯ ର ସମସ୍ତ କ୍ଷତି ପାଇଁ ସେ ହିଁ ଦାୟୀ cs ମହାଶୟ

  • @skindoctor21
    @skindoctor21 22 години тому

    Ta balaku extension nauthila😂😂

  • @piyusmathematicsmotivation5697

    Shame on you Mr CS.

  • @purnanandabarik1562
    @purnanandabarik1562 День тому

    ଅପାରଗ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଯୋଗୁଁ ନିମ୍ନ ସ୍ତରର ସଚିବ ପାଣ୍ଡୁ ଓଡ଼ିଶାର ସର୍ବେସର୍ବା ହୋଇ ପାରିଥିଲା।

  • @sanjibakumardash7246
    @sanjibakumardash7246 2 дні тому

    You should have raised your voice against him and consequently you could have been the hero no 1 in Odisha. 👏. I don't think you can have your chance again.

  • @akpanda833
    @akpanda833 2 дні тому

    What made him to keep quiet ? Where is Suresh Mohapatra & Asit Tripathy? Investigate

  • @user-ey7ry4hd6j
    @user-ey7ry4hd6j 2 дні тому +1

    Agaru kana dara laguthila ki .

  • @rankanayak9953
    @rankanayak9953 День тому

    ସଳେ ବିଜେଡି ବାଲା ଓଡିଶାକୁ ବିକ୍ରୀକରି ଖାଇଦେଇଥାନେୂ

  • @pradoshkumarbhuyan3037
    @pradoshkumarbhuyan3037 10 годин тому

    It doesn't mean doing job with afraid being an IAS can't be accepted by public.

  • @balajipanigrahi906
    @balajipanigrahi906 День тому +1

    Odisha oficer Mane lanch nai chup rahuthile semank bhi sampati seaz hoo and ed see enqary hoo argent action

  • @balajipanigrahi906
    @balajipanigrahi906 День тому +1

    Pandiyan ku only taar sampati ed see enqary hoo argent action and sampati seaz hoo argent

  • @chittaranjanMIshra-d5d
    @chittaranjanMIshra-d5d 2 дні тому

    Even after hon'Lokpal of India order I could not get any reply from Hon' chief secretary.

  • @gangadhardash3430
    @gangadhardash3430 2 дні тому

    🎉🎉🎉🎉🎉

  • @user-jf7nn6bq8l
    @user-jf7nn6bq8l День тому

    Pandian ku arrest kara

  • @pradiptadas1726
    @pradiptadas1726 День тому

    ଅଲାଜୁକ

  • @user-wj3lf4xi7n
    @user-wj3lf4xi7n 2 дні тому

    Time will chamge every thing

  • @JogeswarMajhi-lt7hj
    @JogeswarMajhi-lt7hj День тому

    ଅଣ ବିଶ୍ବାସୀ ନେତା ମାନେ ବି ଅଛନ୍ତି,,,କିନ୍ତୁ ମୁହଁ ରେ ତୁଣ୍ଡି ଲାଗିଛି,,,

  • @sanghamitramishra1654
    @sanghamitramishra1654 День тому

    ...after enjoying power and prestige,what's the use of this confession?

  • @geetadas1143
    @geetadas1143 День тому

    Kete bele kahile ame ta sunipariluni

  • @sudhansubhusandash8764
    @sudhansubhusandash8764 2 дні тому

    Sir, you are retired now, but we the block grant teachers are living with despair after retirement, we had some expectations from you.

  • @gaganbiharibiswal3331
    @gaganbiharibiswal3331 День тому

    🎉ଇଂରେଜ ଶାସନ କାଳରେ ଲୋକମାନେ ନିଜ ଜୀବନ ବିନିମୟ ରେ ଦେଶର ସ୍ଵାଭିମାନ କୁ ବଂଚାଇ ପାରିଲେ ମାତ୍ର ଏ ଅଫିସର ,ରାଜ୍ୟ ର ସ୍ବାଭିମାନ ଛାଡି ନିଜର ସ୍ବାର୍ଥ ପାଇଁ ତାମିଲ ଗୋଡ଼ ଚାଟିବାରେ ଲାଗିଲେ। ମନ୍ତ୍ରୀ ମାନେ ତ କ୍ରୀତଦାସ ହୋଇଗଲେ।

  • @prasantakumar1456
    @prasantakumar1456 2 дні тому

    Why outsoursing not regular or re entry 24 yrs. ?

  • @mmsahu1
    @mmsahu1 2 дні тому

    Extension re ananiswas hoi tahiba kana thik
    Jai parithante setebelekahi

  • @AkhyayaMohanty
    @AkhyayaMohanty 2 дні тому +1

    Thik news kara kahar wife hoi news nakara

  • @jagadishhota8316
    @jagadishhota8316 День тому

    6 mas extend hela bele kahinki accept kale kana post Lova thila.
    Every govt. Servants are with limitations as they are not the law maker

  • @user-dl5mo1gi7s
    @user-dl5mo1gi7s 2 дні тому

    Sabu khali acting.he prabhu.😂

  • @HemanthKumar-xh4kv
    @HemanthKumar-xh4kv 2 дні тому

    bjd Life time rahiba vabi kichh kahunathile,

  • @prafullamohanty5557
    @prafullamohanty5557 2 дні тому

    Remove atleast 39%of Pandu channels otherwise lots of problem Will be created by them.and will try to de fame the present Govt

  • @ranjitkumarbhattacharya3668
    @ranjitkumarbhattacharya3668 День тому

    You are not that man who was Collector, Cuttack. You are different now and greedy too only to keep the CS post for a long time. You were an oiling officer and after raising your voice against Tata Electricity, you became silent like a mouse by pressure of anybody. Don't say so because this Govt. is not in a position to watch your crocodile cry.

  • @krishnamohapatra3356
    @krishnamohapatra3356 День тому

    Dakyat aguru soe thela .
    Ae manae neja chair ku jogu thelae .

  • @binapanisamal8771
    @binapanisamal8771 2 дні тому

    Pradip jenankara au extention helani ta sethi pain a katha baharuchi

  • @chandramohanmurmu2983
    @chandramohanmurmu2983 2 дні тому

    Jena sir kon pai sahi time ray report kola nahi jena sir bi govt sohito mesi thilay.....

  • @tanmayeenayak803
    @tanmayeenayak803 2 дні тому

    Ame biswas koriarunu. Ete volo chalithila kemiti odisa ro sasono.

  • @anadisamal48
    @anadisamal48 2 дні тому

    Agaru keuthi thilu

  • @subhalaxmisingh6650
    @subhalaxmisingh6650 2 дні тому

    Pradeep sir nije kahu nahati tame kie

  • @simanchalajena4641
    @simanchalajena4641 2 дні тому

    Nabina Babu beiman.

  • @lalitkumarmeher4366
    @lalitkumarmeher4366 День тому

    Naba das ra conspirator

  • @snp276
    @snp276 2 дні тому

    WHY YOU HAD NOT RESIGNED THEN. WHY YOU ARE CRYING NOW.

  • @pravatray966
    @pravatray966 День тому

    Kain subhilani ta ketebele kahile sei scene kain

  • @user-cr8fd3qi4j
    @user-cr8fd3qi4j 2 дні тому +2

    Abe kahuchanti kahiki chakiri chhadileni

  • @sibanandarout6214
    @sibanandarout6214 День тому

    Pandu jemiti karmakala mulpoch heigala khali jail jibata baki

  • @simanpradhan2330
    @simanpradhan2330 17 хвилин тому

    Audio au video dekheile heba mana icha bhitihina kahile heba ki?

  • @NECKLINEHUNTER
    @NECKLINEHUNTER День тому

    Let him speak live for odisha people why are you shouting over media let him explain in front of odisha people.

  • @anadisamal48
    @anadisamal48 2 дні тому

    Megha juade chhata siade

  • @banamalidhal1155
    @banamalidhal1155 День тому

    Reporter tu kanhiki kohichhu ? Direct telecast korunu tankoro kohithiba video ta.....
    Tar kotha false valia laguchhi...

  • @prasantkumarsahoo1054
    @prasantkumarsahoo1054 11 годин тому

    Samastye envolpe ebey pandiyan na re sabu khashi baku cahuchanti

  • @indrajitsendha6443
    @indrajitsendha6443 2 дні тому

    Ta jhia ku nageichi na

  • @user-jz6tq7ff2j
    @user-jz6tq7ff2j 2 дні тому

    Bjp jindabad

  • @DillipSahoo-uc3sm
    @DillipSahoo-uc3sm 7 годин тому

    Turanta khoji se maghiaa Pandian ku. Khijiki bandhi ba darkar

  • @harekrishnamahanta4922
    @harekrishnamahanta4922 День тому

    ପଣ୍ଡିଆନ କୁ ବେକରେ ଫାଶୀ ଓ ଗାଣ୍ଡିରେ ସୁଳୀ ମିଳୁ ଏ ଓଡ଼ିଶା ମାଟି ରେ

  • @bsantoshkumar1332
    @bsantoshkumar1332 7 годин тому

    Abe bjp re misiba pai rasta tiari karidele

  • @bigyanmohantybigyanmohanty
    @bigyanmohantybigyanmohanty День тому

    Extension samayare mana kale nai kahinki jena mahasaya

  • @Business-inodia
    @Business-inodia 2 дні тому +2

    Why Odiya always Murkha ra parichaya die.Why Odiya always silent when any thing found wrong.Why today you speak like a tiger.That mean Odiya are coward even if you are a IAS

    • @santoshsahoo2727
      @santoshsahoo2727 2 дні тому

      Absolutely right sir.

    • @dr.chinmaykumarguru5484
      @dr.chinmaykumarguru5484 8 годин тому

      Murkha nuha opportunistic, kama thila bele kahileni ebe kahuchanti nija dosa jhadiba pain...bhalei dekhein hauchhanti kale kala karnama baharijiba yanka naare aau sabu dosa deidebe pandian naa re...jadi ye pressurised thile extension re kemiti kama karuthile aasha thila jadi bjd jitithanta tahele aau gote thara extension paithante...sabu churmar heigala tenu ebe ebhali gapi lokanku divert karuchanti....😢😢😢

  • @MAHESWARMUDULI-rh3dw
    @MAHESWARMUDULI-rh3dw 2 дні тому

    No comments

  • @rabindrakumarbehera9518
    @rabindrakumarbehera9518 2 дні тому

    ସେ ଶଳା ପାଣ୍ଡିଆନ କୁ ତୁରନ୍ତ ଆରେଷ୍ଟ କରାଯାଉ,

  • @prasantkumarsahoo1054
    @prasantkumarsahoo1054 11 годин тому

    Khani khadan sabu lutu thilye mishiki

  • @subhabratamishra4465
    @subhabratamishra4465 День тому

    ପରମ୍‌ ମାଦର୍‌ଚୋଦ୍‌ ଏ ଶଳା ପାଣ୍ଡା ।

  • @balakrushnabaliarsingh9541
    @balakrushnabaliarsingh9541 День тому

    Godi media
    Gujurati pada chata media

  • @krishnamohapatra3356
    @krishnamohapatra3356 День тому

    Chup chap haeki soe thela kaheki .

  • @tulupadhy9983
    @tulupadhy9983 День тому

    😂

  • @laluprasadroutray1206
    @laluprasadroutray1206 День тому

    Eaa sabu tharu bada chora agaru Kan pain chadilani kahunathila

  • @bijayparida8085
    @bijayparida8085 2 дні тому

    ମିଛୁଆ ଟିଭି ଚ୍ୟାନେଲ

    • @nirakarsahoo7004
      @nirakarsahoo7004 2 дні тому +1

      ବନ୍ଧୁ, ଆପଣଙ୍କ ମତରେ କେଉଁଟା ସତୁଆ ଟିଭି, କ'ଣ ନନ୍ଦିଘୋଷ ?

    • @santoshsahoo2727
      @santoshsahoo2727 2 дні тому

      ​@@nirakarsahoo7004right

  • @pravaschandradas5070
    @pravaschandradas5070 2 дні тому

    Seta ta tame nije kahila , chief secretary kauthi kahile Kain gote bi video clips nahi

  • @biswajitbehera4132
    @biswajitbehera4132 2 дні тому +7

    Pandian sir I love you❤❤❤❤❤❤

  • @satyaghivela9814
    @satyaghivela9814 2 дні тому

    Salaa,pandian, nata karuchi

  • @kanhakanhu7971
    @kanhakanhu7971 2 дні тому

    Tuma chhenal name re case heba katha first

  • @12sa098abcdrkkkl
    @12sa098abcdrkkkl 2 дні тому

    Fake news. sia jetiki kahunahanti e chirguni bahut bujhiparuchi