ଆସ ବୁଲିଯିବା

Поділитися
Вставка
  • Опубліковано 15 гру 2024
  • ପ୍ରତି ଦୁଇ ବର୍ଷରେ ଥରେ ମାସେକାଳ ବ୍ୟାପି ଅନୁଷ୍ଠିତ ହୁଏ ମାଲକାନଗିରି ର ଗଣପର୍ବ ବଡଯାତ୍ରା । କାନାମରାଜୁ (କୃଷ୍ଣ) ପୋତରାଜୁ (ଭୀମ) ବାଲରାଜୁ (ଅର୍ଜୁନ ) ଏବଂ ଦେବୀ ମୁତ୍ୟାଲ୍ଲୁ ମାଆଙ୍କୁ ବିମାନ ସହକାରେ ଜିଲ୍ଲାର ଅନେକ ଅଞ୍ଚଳ ଭ୍ରମଣ କରାଯାଏ ତଥା ମାଲକାନଗିରି ରେ ଉଦଯାପିତ ହୁଏ ଏହି ପର୍ବ । ଏହି ଯାତ୍ରାରେ ଅଂଶଗ୍ରହଣ କଲେ ସମସ୍ତଙ୍କ ମନୋସ୍କାମନା ପୂର୍ଣ୍ଣ ହେବା ସହ ଆରୋଗ୍ୟ ଲାଭ ହେଉଥିବାର କିମ୍ବଦନ୍ତି ରହିଅଛି । ଛୋଟ ଶିଶୁଙ୍କ ପ୍ରଥମ ମୁଣ୍ତନ ମଧ୍ୟ ଅନେକେ ଏଠି ସମ୍ପାଦନ କରନ୍ତି ।

КОМЕНТАРІ • 2