'ଏସି ରୁମରେ ସମୀକ୍ଷା ଆଉ ଗ୍ରାଉଣ୍ଡରେ ବି ଝାଳ ବୁହାଇବାକୁ ପଡ଼ିବ’ | Odisha Reporter

Поділитися
Вставка
  • Опубліковано 3 жов 2024
  • ଦାୟିତ୍ଵ ନେବା ପରେ କ୍ରୀଡା ବିଭାଗର ସମୀକ୍ଷା କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ। କଳିଙ୍ଗ ଷ୍ଟାଡିୟମରେ ଆଜି ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା। ବୈଠକରେ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦିପାଙ୍କର ମହାପାତ୍ର, ଓ ଯୁଗ୍ମ ସଚିବ ଉପସ୍ଥିତ ଥିଲେ। ବର୍ତ୍ତମାନ ସମୟରେ ରାଜ୍ୟରେ କ୍ରୀଡାକୁ ନେଇ କଣ କଣ ପଦକ୍ଷେପ ନିଆଯାଇଛି ଶୁଣନ୍ତୁ କ'ଣ କହୁଛନ୍ତି ସୂର୍ଯ୍ୟବଂଶୀ ସୂରଜ...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter

КОМЕНТАРІ • 126