This is 100% Wrong concept n unbiblical if someone says no to certain cultural aspects. This Sister can be a God's child irrespective of her cultural aspects.
Kaun bola churi or sindoor nhi lagate tum jada Janwari bante ho.25 kisam ka christian hai .unka me lagate hai tumko kya pata yaha comment karne aagaye.unka marzi wo lagae ya na lagae.pehele knowledge badhao.fir gyan banto
Lajya lagiba katha jeumane nija hindu dharma ku tyaga kari christian dharma grahana karucha Nija dharma re thai ki bhi sabu dharma ra deba devi nku manipariba taboli kana nija dharma ku tyaga kariba
You are very good my sister , You are very nice sister , Jesus is Lord , Your femily God blass you , My sister tume kohibo ahu somoy nahi buhjijo boli cohibo ame tumo shagi achu , Amen , Odisha , Hirakud , 🎉🎉🎉🎉🎉
Aare bhauni eta gote sensetive topic so plz aei sabu ku UA-cam re upload Kara ni aau direct hindu hindu e sabu kuhani plz tamara bhali dharmantarikarana murkha mananka pain aaji Christian community badbam
Hallelujah , Hallelujah , Thank you my sister , God blass you , Amen .. ODISHA , Sambalpur , Hirakud. Jesus is Lord is God , 🎉🎉🎉🎉🎉🎉✝✝✝✝✝✝✝🇮🇳🇮🇳🇮🇳🇮🇳🇮🇳Amen ,
ବହୁତ ସୁନ୍ଦର ସହିତ କହିଲେ ଓ କହୁଛନ୍ତି ଭଉଣୀ ପ୍ରଭୁ ଆଶିର୍ବାଦ କରନ୍ତୁ ଆପଣଙ୍କ ମାନଙ୍କୁ ଆମକୁ ଆମେନ୍ ।
God bless you always sister
ଭୟ କରନାହିଁ ପ୍ରଭୁ ଆଶୀର୍ବାଦ କରିବେ🎉❤🎉
ଭଉଣୀ ଖ୍ରୀଷ୍ଟିଆନମାନଙ୍କ ବ୍ୟବହାର ଆଚରଣ ବହୁତ ଭଲ ତେଣୁ ତୁମେ ବି ଭଲ ପ୍ରଦର୍ଶନ କରି ଆଶୀର୍ବାଦ ଅଂଶୀ ହୁଅ, ଧନ୍ୟବାଦ ଆମେନ ❤️🌹✝️👍
Jadi Bhala tahele Mahatma gandhi bharat ku engrej kabala ru rakhya kale kahi ki..?
ହିନ୍ଦୁ ଧର୍ମର କଣ କମି ଅଛି ଭଉଣୀ , ସନାତନ ଧର୍ମ ଆମ ଭାରତ ର ବହୁ ପୁରାତନ , ଆପଣ ମାନଙ୍କୁ motivate କରୁଛନ୍ତି ବିଦେଶୀ ଶକ୍ତି , ଭଗବାନ ଏକ ଇଶ୍ଵର ଏକ
ବହୁତ୍ କମି ଅଛି କିମିତି ମୋତେ ପଚାର ମୁଁ କହିବି reply ଦିଅ
Tu kiso janichu
@@santoshmallick8782 ଆପଣ ଯେଉଁ ଭାଷା ପ୍ରୟୋଗ କରୁଛନ୍ତି ସେଥିରୁ ଜଣା ପଡୁଛି ଆପଣ ବହୁତ ଜାଣିଛନ୍ତି ,ଆର୍ଯ୍ୟ ସମାଜ ରେ ଯୋଗ ଦିଅନ୍ତୁ ,ଆମ ସମାଜ ସବୁ ଅଧିକାର ଦେବ ,ଆର୍ଯ୍ୟ ସମାଜ ରେ ,ଏଠି କେବଳ ମନୁଷ୍ୟ ଜାତି କୁ ଆମେ ଏକ ଜାତି ମାନୁ ।ଏକ ନିର୍ଦ୍ଧିଷ୍ଟ ସ୍ଥାନ ର ଉଦାହରଣ ଦିଅନ୍ତୁ ନାହିଁ । ଆପଣ ବେଦ କୁ ପଢି ଯୋଗ୍ୟତା ହାସଲ କରି ବ୍ରାହ୍ମଣ ହୁଅନ୍ତୁ ।
ମୁଁ ଜଣେ sc କିନ୍ତୁ ମୁଁ ଆର୍ଯ୍ୟ ସମାଜ ରେ ହୋମ କରି ପାରୁଛି ।ବ୍ରାହ୍ମଣ ମୋ ଘରେ ଭୋଜନ କରନ୍ତି ।ନିଜକୁ ପ୍ରଥମେ ଯୋଗ୍ୟ କରି ଅନ୍ୟ କୁ ସମାଲୋଚନା କରନ୍ତୁ
ଆପଣ ଙ୍କ ଧର୍ମ ରେ ବହୁତ ମିଥ୍ୟା ଘଟଣା କୁ ସ୍ଥାନ ଦିଆ ଯାଇଛି
ଧର୍ମ ଆମକୁ କେଉଁ ଆଡକୁ ନେଉଛି ,ଶ୍ରେଷ୍ଠ ଆଡକୁ ନା ପରସ୍ପର ମଧ୍ୟରେ ଦ୍ଵେଷ ରଖି ଲଢେ଼ଇ କରିବା ପାଇଁ କୁହନ୍ତୁ ।
ଭଉଣି ଆପଣଙ୍କୁ ଅନୁରୋଧ କରୁଛି ଭୟ କର ନାହିଁ ପ୍ରଭୁ ଆଶିର୍ବାଦ କରନ୍ତୁ ଆମେନ
ଆଗକୁ କରିଛାଲ ଏମିତିକା ଭିଡ଼ିଓ ଦେଖିବାକୁ ଅପେକ୍ଷାରେ ଅଛୁ ପ୍ରଭୁ ଯୀଶୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ଆମେନ
ଭଉଣୀ ଯଦି ଖ୍ରୀଷ୍ଟିଆନ ହେଲଣି ତାହାହେଲେ ଭଲସେ ଖ୍ରୀଷ୍ଟିଆନ ହୁଅ ଚୁଡ଼ି ସିନ୍ଦୁର ବ୍ୟବହାର କରନି......
ଚୁଡ଼ି ସିନ୍ଦୁର ରେ ଭଗବାନ୍ ନାହାନ୍ତି ହୃଦରେ ଅଛନ୍ତି
This is 100% Wrong concept n unbiblical if someone says no to certain cultural aspects. This Sister can be a God's child irrespective of her cultural aspects.
चूड़ी सिंदूर या कुछ भी पहनो आगर आप परमेश्वर का भय मानते हो तो और उनके बचानो पे चलते हो तो आप के अंदर में परमेश्वर है
Kaun bola churi or sindoor nhi lagate tum jada Janwari bante ho.25 kisam ka christian hai .unka me lagate hai tumko kya pata yaha comment karne aagaye.unka marzi wo lagae ya na lagae.pehele knowledge badhao.fir gyan banto
Parmeshwar jadi chudi sindur acha lagta to parmeshwar pahele se pahenke bhejta @@VILLAGEBOYISAK
ଜୟ ଯୀଶୁ ମାସି ଦିଦି ମୁଁ ମୟୂର ଭଞ୍ଜ ରୁ ଦେଖୁଛି। ମୁଁ ବି ଗୋଟାଏ କ୍ରିଷ୍ଟିଆନ୍ ପରି ବାର ରୁ ଦେଖୁ ଛି
Kn extra paichho Cristian dharma re Sarna re kn problem ochhi
ଧନ୍ୟବାଦ୍ ଭୋଉଣୀ ଆପଣ ବହୁତ ଭଲ କହିଲେ ଏମିତି ଆଉ କେତେଟି ଭୋଉଣି ଆମୋ ଅଡିଶାରେ ବାହାର ହେବ ତେବେ ଖ୍ରୀଷ୍ଟୀନ ମାନେ ରକ୍ଷା ପାଇଥାନ୍ତେ ଆପଣକୁ ବହୁତ ବହୁତ ଧନ୍ୟବାଦ ଭୋଉଣୀ ❤🎉
Praise the Lord, Sister
ସତ୍ଯ ଯେତେବେଳେ ପ୍ରକାଶ ପାଏ, ଏହି ଦୁନିଆଁ ସାମ୍ନାରେ ନିଜକୁ ଲଜ୍ଜିତ ହେବାକୁ ପଡେ, ସେଥିପାଇଁ ଏହି ମଣିଷ ପ୍ରମାଣ ନକରି ପାରିଲ ରାଗରେ ସମସ୍ତ ପ୍ରକାର କୁକର୍ମକୁ ଆପଣାଇଥାଏ, ଏଥିପାଇଁ ପ୍ରଭୁ ଯୀଶୁ ସମଗ୍ର ମାନବ ଜାତିକୁ କହନ୍ତି, 1-ତୁମେ ଆପଣାର ସମସ୍ତ ଅନ୍ତଃକରଣ 'ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ବରଙ୍କୁ ପ୍ରେମ କର 2-ଏହାର ସଦୃଶ, ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।'ଏହି ଦୁଇ ଆଜ୍ଞା ଉପରେ ସମସ୍ତ ଧର୍ମ ବ୍ଯବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ, ଆପଣ ନିରାଶ ଓ ହତାଶ ହୁଅନ୍ତୁ ନାହିଁ, ପ୍ରଭୁ ଯୀଶୁ ଆପଣଙ୍କ ସାଥିରେ ଅଛନ୍ତି ଏବଂ ସମସ୍ତ ଧାର୍ମିକ ଅନୁଷ୍ଠାନ ଆପଣା ସହଭାଗିତାରେ ଅଛନ୍ ଧନ୍ୟବାଦ, 💐💐💐💐💐💐💯
ଦିଦି ବହୁତ୍ ସୁନ୍ଦର video ହେଇଛି ପଭୁ ଅପଙ୍କ ସହିତ ଅଛନ୍ତି ମୁଁ ଖିଷ୍ଟିଆନ ହେଇନି କିନ୍ତୁ ମୁଁ bible କୁ ମୁଁ ବହୁତ୍ ବିଶ୍ୱାସ କରେ କିଛି ବାଇବଲ ରୁ ଲେଖି ଆପଣଙ୍କୁ send କରିଛି ଭୁଲ ଥିଲେ କ୍ଷମା କରିଦେବ.ଯୋହନ 1.9-13ରେ ଅଛି.ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ। 10 ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। 11 ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। 12 ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ବରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; 13 ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ବରଙ୍କଠାରୁ ଜାତ ହେଲେ।
ବଜରଙ୍ଗ ଦଳ ଯାହା କରୁଛନ୍ତି ଭୁଲ କଲେ ବି ଠିକ, ଠିକ କଲେ ବି ଠିକ ଏହା ବର୍ତ୍ତମାନ ର ଭାରତୀୟ ନୀତି 😅😂
Very nice speaches dear beloved sister ji ❤❤♥️👍👍👍
ଭଉଣୀ ଭୟ କର ନାହିଁ ପ୍ରଭୁ ଆପଣଙ୍କ ସହିତ ଅଛନ୍ତି
ଦିଦିଙ୍କ ପରି କିଏ ହେବରେ, ଧନ୍ୟବାଦ ଭଉଣୀ, ସlହସ୍ୟକୁ, କୁ ହିନ୍ଦୁ ଏହାଙ୍କ ଆଗରେ ଠିଆ ହେବରେ. ଧନ୍ୟ ଭଉଣୀ. ଏମିତି ଆଗକୁ ବଡ଼ନ୍ତୁ. ଆମେନ. 🙏🙏🙏
ଭଉଣୀ ବର୍ତମାନ ଲୋକେ ପାଗଳ କୁକୁର ଭଳି ହେଲେଣି ମୁଣ୍ଡ କାମ କରୁନି ମଣିଷ ହିଂସ୍ର ପାଲିଟିଲେଣି ଧର୍ମ କୁ ଆଖି ବୁଲେଇ ଦେଖ....
ତୁମ ସାହାସିକତା ତୁମ ପରିଚୟ ତୁମ କୁ ବହୁତ ବହୁତ ଧନ୍ୟବାଦ
Bhai ପଦେ କହିଲ
Aame bi chhristian hebaku chanhuchhu.aamo ku bi gote basta chaula dia plz......
ଜୟ ଯୀଶୁ ଭଉଣୀ ଆଗକୁ ବଢ଼ି ଚାଲ ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ
ଇଣ୍ଡିଆର 3% ଖ୍ରୀଷ୍ଟିଆନ୍ କୁ ଇଣ୍ଡିଆ ର ୩୦% ହିନ୍ଦୁ, ଖ୍ରୀଷ୍ଟିଆନ ସପକ୍ଷରେ ଅଛନ୍ତି ।
ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ସମସ୍ତଙ୍କୁ ଭଲ ଭାବରେ ବୁଝାଇ ଥିବାରୁ!
ପ୍ରାର୍ଥନା କରନ୍ତୁ ଭଉଣୀ.... ପ୍ରଭୁ ଅଛନ୍ତି କିଛି ହେବନି
God bless you. Watching from Jamshedpur
ଧନ୍ୟବାଦ ଭଉଁଣି ଆପଣଙ୍କ ମିଡିଆ ଦ୍ବାରା ବହୁତ ସୁନ୍ଦର ବିଷୟ କହୁଛନ୍ତି ବହୁତ ଧନ୍ୟବାଦ 🙏🙏🙏
Thanks sister
God bless you sister and your family..❤❤❤ jagata ra loko kn kahile kharap bhabantu nahi..karana swarg re tame dhana sanchaya karucha..❤❤❤❤
Bahut sundar amen
Apananku bahut dhayabat god bless you
ହିଁନ୍ଦୁ ଗୋଟେ ଧର୍ମ କି ଧର୍ମ ନୁହଁ ଗୋଟେ ଧର୍ମ କେବେ ବି ମାରିବା ପିଟିବା ଲଙ୍ଗଳl କରିବା କଥା କହେ କି ପ୍ରୋକୁର୍ତ ରେ ଏଇଟା ଗୋଟେ ଧର୍ମ ନୁହଁ ଯଦି ଧର୍ମ ହେଇଥାନ୍ତା ମାରିବା କାଟିବା ଲଙ୍ଗଳl କରିବା କଥା କହିନଥlନ୍ତେ
Mariba katiba bhala nuhe manuchi Hele Nija Hindu dharma ku tyaga kari gote bahara desa ra dharma ku grahana kariba kete dur thik
Lajya lagiba katha jeumane nija hindu dharma ku tyaga kari christian dharma grahana karucha Nija dharma re thai ki bhi sabu dharma ra deba devi nku manipariba taboli kana nija dharma ku tyaga kariba
@@saraswatadhar2467 ଲାଜ ଲାଗିଲା ବୋଲି ତ ଧର୍ମ ଛାଡିଲୁ ଭାଇ ଗୋବର ଖାଇବାକୁ ମୁତ ପିଇବା କୁ ଲଙ୍ଗଳl ହେଇକି ରହିବା କୁ ବହୁତ ଲାଜ ଲାଗିଲା ସେଇଥିପାଇଁ ହିଁନ୍ଦୁ ଧର୍ମ ଛାଡିଲୁ, ଗଛ ମାଛ ହରିଣ ନଦୀ ସାପ ସବୁ କୁ ପୂଜା କରିବାକୁ ବହୁତ୍ ଲାଜ ଲାଗିଲା ସେଇଥିପାଇଁ ଧର୍ମ ଛାଡିଲୁ, ସlପ ଗୋଟେ ଭାଗବନ୍ କି କୁହ ସାପ ଚୋଟ ରେ ହଜାର ହଜାର ଲକ ମରୁଛନ୍ତି ଭଗବାନ୍ ର କାମ କି ଲୋକଙ୍କୁ ମାରିବା ଏସବୁ ପାଇଁ ହିଁନ୍ଦୁ ଧର୍ମ ଛାଡିଲୁ ଭାଇ
@@KasamKumar-w4o Tame mane heucha gote dharmadrohi sethipaayin nija hindu dharma ku chadila Kalia tharu bada e jagatare kehi nahi Jay jagannath 🙏🙏🌺🌺
@@saraswatadhar2467 ଭାଇ ଭୁଲ୍ କହିଲ ଗୋବର ଠାରୁ ବଡ ଆଉ କେହି ନାହିଁ, ଭାଇ ସିମ୍ପୂଲ୍ କଥା ଆମେ ଗୋବର ଖାଇ ପରିଲୁନି ସେଇଥିପାଇଁ ସତ୍ୟ ଧର୍ମ କୁ ଗଲୁ କାହିଁକି ନା ଜଉଠୀ ଗୁଅ ଖାଇବା ସିଷ୍ଟମ୍ ନଥିବ ସେଇଟା ଅସଲ ଧର୍ମ
Very god right answer God bless you
Praise the loard sister uchit sikya pai God bless you🎉🎉🎉❤❤❤
You are very good my sister , You are very nice sister , Jesus is Lord , Your femily God blass you , My sister tume kohibo ahu somoy nahi buhjijo boli cohibo ame tumo shagi achu , Amen , Odisha , Hirakud , 🎉🎉🎉🎉🎉
ଭଉଣୀ ସବୁ ଭଲ massage ଯେ ଦୟାକରି ସିନ୍ଦୁର ଲଗାନ୍ତୁ ନାହିଁ । ଦୁଃଖ କରନାହିଁ । ଏହା ଖ୍ରୀଷ୍ଟିଆନ୍ ଙ୍କ ପାଇଁ ଭଲ ନାହିଁ
😂 Christian is a cult, intolerant, jealous of others culture
Bhauni tome bharatiya nari hisaba re sankha sindura lage pariba . Karana Prabhu manushya ra hrudaya re kebolo basa karanti.
I am watching this video first time . Very nice
God with you❤ don't worry❤ sister
ଅତି ସୁନ୍ଦର୍ ଉତ୍ତର ଦେଇଛ
ଦିଦିଲ ତୁମେ ଖ୍ରୀଷ୍ଟିଆନ ହେଇକି ସିନ୍ଦୁର କାହିଁକି ଲଗେଇଛ
କିଏ କହୀଲାChristian ସିଂଦୁର ଲଗାନ୍ତୀ ନାହଁ ବଲୀ ତମେ କେତୋଟି ପ୍ରକାର୍ Christian କୁ ଯାଣ
Tamaku jessi asubidha laguchi
mu 200 ପ୍ରକାର ଦେଖିଛି
sister your good Praise the lord
No problem 😊😊😊😂😂
କିଏ ତତେ ମାରିବାକୁ ଚାହୁଚି ସିଏ ହିଁ ମୁର୍ଖ ଭଉଣି ଦୁଃଖ କର ନାହିଁ ଧନ୍ୟ ବାଦ ❤❤
Bahuth bhala kahuchanti didi God bless you didi
ଅହିଂଷା ପରମ ଧର୍ମ ,ହିନ୍ଦୁ ଧର୍ମ କହୁଛି । ରାମ ,କୃଷ୍ଣ ଏଠାରେ ଜନ୍ମ ନେଇଛନ୍ତି । ରାମ ,କୃଷ୍ଣ ଙ୍କ ବିଚାର କୁ ଗ୍ରହଣ କରନ୍ତୁ ।
Praise the lord amen sister God bless you 🙏🙏🙏
Jiyo kaku Daruna
Praise the lord God bless you sister 💓❤❤❤❤
ପ୍ରଭୁ ଆପଣଙ୍କୁ ବହୁତ ଆଶିର୍ବାଦ କରନ୍ତୁ l
Very nice.
Jay jisu❤sister Dhanybad sebakarja re Prabhu jisu sahajay karantu ⛪God bless you ❤❤❤amen❤❤❤
Tik kailo didi 👌
😅😅😂😂😅😅ମେମେଡା
Aare bhauni eta gote sensetive topic so plz aei sabu ku UA-cam re upload Kara ni aau direct hindu hindu e sabu kuhani plz tamara bhali dharmantarikarana murkha mananka pain aaji Christian community badbam
ଭଲ କହିଛନ୍ତି ଭଉଣୀ କିନ୍ତୁ ସସିଆଲ ସାମନାରେ ଖ୍ରୀଷ୍ଟିୟାନ ହୋଇ ଆସୁଛନ୍ତି
ତ ସିନ୍ଦୂର ଲଗାନ୍ତୁ ନାହିଁ,ଖରାପ ଭାବିବେ ନାହିଁ
Tame b sampurna odia re message koro Tama na b odia re lekho 😅😅
Praise the Lord Sister 🙏✝️🙏 ମାଡ଼ି ଚାଲ ମାଡ଼ି ଚାଲ ମାଡ଼ି ଚାଲ ତମ କାମରେ ତମେ ମାଡ଼ି ଚାଲ...।
GOD bless you sister
Mashi Jebon Acha hi Jebon hi Mashi hi, Hallelujah Hallelujah , SisterThank you Grat , All the best is God blass you , Amen , Hirakud , 🎉🎉🎉🎉🎉🎉
Halleluya pristhe lord pravu tamaku ashribada karantu
God bless you bhai bhauni..agaku emiti hin video banaao..God bless you..❤❤
ବଳ ବିଷୟରେ କହିଛନ୍ତି ଦିଦି ସେମାନେ ପ୍ରଭୁଙ୍କ ବିଷୟରେ ଜାଣି ନାହାନ୍ତି
Good🎉🎉🎉
ବହୁତ ବଲ news ଦେଇ ତିବାରୁ ଧନ୍ୟବାଦ
Mu malkangiri jillaru nani bohut ବୋଲ କୋଉଛ ମୋର mano ବୋଲ ନାନୀ ମୁଁ ମାଲକାନଗିରି ଜିଲ୍ଲା ରୁ ମୋଟୁ ଥାନା କାଲିମେଳା ବ୍ଲକ ମାନ୍ୟମକୋଣ୍ଡା ପଞ୍ଚାଶାଇଁଥ village ପେଙ୍କୁରାଇ ଗାଁ ରେ ପିଲା ମୋତେ ବହୁତ ବୋହତ ବୋଲ କୋଉଛ ନାନୀ ବହୁତ ବହୁତ ଧନ୍ୟବାଦ ନାନୀ tankyou for lovili
Praise the lord 🙏🙏 sister
ଭଲ ସୁନ୍ଦର ଖ୍ରୀଷ୍ଟୀୟ ସ୍ଵଭାବ ରେ ଉତ୍ତର ଦେଇଛ ଭଉଣୀ, ଧନ୍ୟବାଦ୍
Nice sister aagoku madichalo my good bless you
Praise the Lord sister God bless both of you
Bahut badhia......
Jai Jishu..maadi chalo🎉
Praise the lord Amen
ଭାରତ ସଂ୍ଭିଧାନ ରେ ଯେ କୌଣସି ଲୋକ ନିଜ ଇଚ୍ଛା ରେ ଧର୍ମ ପରିବର୍ତନ କରିପାରିବେ ପ୍ରଚାର ଓ ପ୍ରସାର କରିପାରିବେ .... ଜଣେ ଖ୍ରୀଷ୍ଟ ଙ୍କୁ ଜାଣିଲେ ବିନା ମୂଲ୍ୟ ରେ ସେ ଉଦ୍ଧାର ବା ପରିତ୍ରାଣ ପାଇବ
ଭାରତ ସମ୍ବିଧାନ ରେ କଉଠି ଲେଖା ହୋଇଛି ଧର୍ମ କୁ ନେଇ ବିବାଦ ଭିଡ଼ିଓ କରି ଖ୍ରୀଷ୍ଟିଆନ ମାନେ ୟୁଟ୍ୟୁବ ରେ ଛାଡ଼ୁଛନ୍ତି। ମୁଁ ତ କାହିଁ ହିନ୍ଦୁ ମାନେ ବିବାଦ ଭିଡ଼ିଓ କରି ଛାଡ଼ୁନାହାନ୍ତି ସୋସିଆଲ ମିଡିଆରେ ତାମସା ଧର୍ମ କୁ ନେଇ କରିବେ
Kouthi lekha heichi Christian manonku bandhiki maribe au youtube re chadibe tamsa Chida karibe boli ?
@@Ajitaekka-88 ତମ ଖ୍ରୀଷ୍ଟିଆନ ମାନେ କାହିଁକି ଗାଁ ଗାଁ ବୋଲି ଲୋକଙ୍କୁ ଧର୍ମ ପରିବର୍ତନ କରିବାକୁ କହୁଛନ୍ତି। ସେଥିପାଇଁ ଏମିତି ମାଡ ମାରିଥିଲେ ଆଉ ଛାଡିଥିଲେ ଭିଡ଼ିଓ ବୁଝିଲ । କେରଳ ରୁ ଟଙ୍କା ଆସୁଛି ଦାନ ହିସାବ ରେ କହୁଛ ବହୁତ ଦାନ କଲା ଵାଲା ତମ ଖ୍ରୀଷ୍ଟିଆନ ଲୋକ ଠକ ଟାଉଟର ତମେମାନେ ତମେ ବି ଆଗରୁ ହିନ୍ଦୁ ଥିଲ ଲୋଭରେ ପଡି ଟଙ୍କା ନେଇ ଖ୍ରୀଷ୍ଟିଆନ ହେଇଛ ବୋଧେ ଯାହା ଜଣାପଡୁଛି
God bless u didi🎉
You are right mam kichi heboni jisu achanti
Praise the lord dear sister God bless you . Eimti nua video karantu
Hallelujah , Hallelujah , Thank you my sister , God blass you , Amen .. ODISHA , Sambalpur , Hirakud. Jesus is Lord is God , 🎉🎉🎉🎉🎉🎉✝✝✝✝✝✝✝🇮🇳🇮🇳🇮🇳🇮🇳🇮🇳Amen ,
Apana bahuta bhala kahuchanti dhanyabad dide praise the lord
Praise the Lord 🙏🏻 🙌 God bless you brother and sister ❤
Praise the lord 🙏 didi daribaranahi madichalo👍👍
1kg rice😂
Excellent jhiya good news
ଯେଉଁ ମାନେ ଶରୀରକୁ ନଷ୍ଟ କରନ୍ତି, ସେମାନଙ୍କ ସକାସୁ ଭୟ କରିନାହିଁ ।ଯିଏ ଉଭୟ ଶରୀର ଓ ଆତ୍ମା କୁ ବିନଷ୍ଟ କରି ପାରନ୍ତି ସେମାନଙ୍କୁ ଭୟ କର ।
Thank you di di🎉🎉
❤❤❤prabhunku dhanbad
Amen
Praise the lord 🙏✝️
Sister
God bless you
ଭଉଣୀ ଆପଣ ପ୍ରଭୁଙ୍କ ବାକ୍ୟ ବହୁତ ଭଲ କହିଛ କିନ୍ତୁ ତୁମର ଆଚରଣ ଓ ଖ୍ରୀଷ୍ଟିଆନ ବ୍ୟବହାର ଠିକ କରନ୍ତୁ l ଯେହେତୁ ତୁମର ମଥାରେ ସିନ୍ଦୁର ଲଗାଇଛନ୍ତି l ଭଉଣୀ ତୁମେ କଣ ପ୍ରକୃତ ଖ୍ରୀଷ୍ଟିଆନ ବିଶ୍ୱାସୀ କି?
ବଢ଼ିଆ ହୋଇଛି ଭିଡିଓ,, ଭଲ କହିଛ sister ଏମିତି ପ୍ରଭୁଙ୍କ ନିମନ୍ତେ ଆଗକୁ ବଢ଼ି ଚାଲ,, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ,prais the lord, Amen, god bless you
Praise the Lord
God bless you❤
Sister ,May god bless you ,Fight for good , better best and Justice
ଭଉଣି ବୟକର ନାହି ପ୍ରଭୂଯୀଶୁଙ୍କ ନିମନ୍ତ ଆଗକୁ ଚାଲ ପ୍ରବୁତମକୁ ଆଶ୍ରିବାଦ କରନୁ ❤❤🎉🎉
Bahut bhala heichi prabhu tamaku asirbad karantu
ଆଗକୁ ମାଡ଼ି ଚାଲ ଦିଦି ,,,ହିନ୍ଦୁ ଭାଇ ମାନେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଯେତେ ବିରୋଧୀ କରିବେ ସେତେ ଖ୍ରୀଷ୍ଟିଆନ ଲୋକ ବଢ଼ିବ ଅର୍ଥାତ୍ ହିନ୍ଦୁ କୁ ଛାଡି ଖ୍ରୀଷ୍ଟଙ୍କୁ ଗ୍ରହଣ କରିବେ,,,,କିନ୍ତୁ ଆମେ ଖ୍ରୀଷ୍ଟିଆନ ଲୋକ ଜାଗ୍ରତରେ, ଧର୍ଯ୍ୟରେ ଏବଂ ହିନ୍ଦୁ ଭାଇ ମାନଙ୍କୁ ରାଗରେ replay ନ ଦେଇ ଭଲରେ replay ଦେଲେ ଭଲ ହୁଅନ୍ତା ,,,,thanks ଦିଦି
Don't afraid sister, God with you and God bless you.
Didi bhaut sundara kaila ,,God bless you
Jai mashihki sister God bless you 🥰🥰🙏🙏👏👏👏👏👏🫡🫡
God bless you...
Always,God with us ....
Praise the lord bhauni jaha kahicha thik kahichha Prabhu jisu apanaku asirbada karntu
ପ୍ରଭୁ ଯୀଶୁ ଆମ ସହିତ ଅଛନ୍ତି ଭଉଁଣୀ ଡର ନାହିଁ
Sister,ତୁମର କଥା ଠିକ୍ ଅଛି, କିନ୍ତୁ ଖ୍ରୀଷ୍ଟିଆନ ଲୋକ ମଥାରେ ସିନଦୁର ପିନ୍ଧନ୍ତି ନାହି
Bharatiya nari hisaba re sankha sindura lagei ta kaunashi bhul nahi . Karana ame bharatiya Christian.
ତମକୁ କିଏ କହିଲା ସିନ୍ଦୁର ପିନ୍ଧନ୍ତିନି ବଲି
ଯୀଶୁ କହିଲା
❤❤ god bless you sis
ଜୟ ଯୀଶୁ ଭଉଣୀ, ଆଗକୁ ଆଗ ମାଢ଼ି ଚାଲ ଯୀଶୁ ଶାନ୍ତି।
Good Bless you Didi
Jai shree Ram ❤❤❤❤
Haleluya ❤️❤️❤️
God bless you sister
God bless you all family members