ବିଷ୍ଣୁପଦ ସେଠୀଙ୍କୁ ଘାଣ୍ଟୁଛି ସିବିଆଇ, ଟାର୍ଗେଟରେ ବହୁ ନେତା ଓ ପୂର୍ବତନ ମନ୍ତ୍ରୀ ! | Terachha Baana |

Поділитися
Вставка
  • Опубліковано 4 січ 2025
  • Subscribe କରନ୍ତୁ ଆମର ଚ୍ୟାନେଲକୁ
    ତେରଛା ବାଣ - ଦେଶର କଥା - / @terachhabaanadesarakatha
    Join this channel to get access to perks:
    / @terachhabaana
    For Advertisement, contact us at - News13Odisha@gmail.com

КОМЕНТАРІ • 51

  • @kumardeepak4402
    @kumardeepak4402 20 днів тому +4

    ଦୁର୍ନୀତି କେମିତି କରାଯାଏ, ସେଥିପାଇଁ କଲେଜ କରି ଏମାନଙ୍କୁ ପ୍ରିନ୍ସିପାଲ କରାଯାଉ, ଧନ୍ୟ ଆମ ias ଅଫିସର, ଥୁ ଥୁ

  • @prabodhamohanty4999
    @prabodhamohanty4999 20 днів тому +2

    କିଛି ବାଳ ହବନି,,,,, ଭରତପୁର ଘଟଣା କଣ ହେଲା,,,,,, ପଣ୍ଡିଆନ ର କିସ ବାଳ ହେଲା,,,, କୋଟି କୋଟି ଖାଇ ଗଲେ,,, ଓଡ଼ିଆ IAS କୁ ଧରି ଦିଣ୍ଡିମ ପିଟିଲେ

  • @RameshPadhan-i6i
    @RameshPadhan-i6i 20 днів тому +2

    ଅଧିକାଂଶ ଅଫିସର ଦୁର୍ନୀତି ଲିପ୍ତ ରହୁଛନ୍ତି l ଏହାର ମୁଖ୍ୟ କାରଣ ଶିକ୍ଷା ରେ ସଠିକ୍ ସଂସ୍କାରର ଅଭାବ l

  • @dhamirona8662
    @dhamirona8662 19 днів тому +2

    ରାଜ୍ୟ ସଭା ଅଧ୍ୟକ୍ଷ ଙ୍କ ଅନାସ୍ଥା ପ୍ରସ୍ତାବ ର କମାଲ୍, ଡରିମରି ଚୁପ୍ ରହିବ ବିଜେଡି 😅😅😅😅 ବାଃ ବାଃ ରେ ମୋଦୀ ଶାହା ର ଖେଳ

  • @sampadrout8827
    @sampadrout8827 20 днів тому +1

    Valahela

  • @abhimanyunayak4246
    @abhimanyunayak4246 20 днів тому +3

    ଆମ ଦେଶ ରେ ପିଲା ମାର୍କ କମ ଆଣିଲେ ଫେଲ ହୁଅନ୍ତି କିନ୍ତୁ ବଡ଼ ଅଫିସର କୌଣସି ଦୋଷ କଲେ ଦଣ୍ଡ ନ ମିଳି ପୁରସ୍କାର ମିଳେ ଧନ୍ୟ ସେ....... ଶାସନ.।।

  • @kumardeepak4402
    @kumardeepak4402 20 днів тому +3

    ଏଥିରେ ଯେଉଁମାନେ ସମ୍ପୂକ୍ତ ସମସ୍ତଙ୍କୁ ଜେଲକୁ ପଠାଅ, ଦେଶପାଇଁ ଏମାନେ କଳଙ୍କ

  • @PradeepKuDas-ls5xf
    @PradeepKuDas-ls5xf 20 днів тому +1

    ଯୋଉମାନେ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ବାନ୍ଧିବା ଉଚିତ୍

  • @pratapchandrasamal2396
    @pratapchandrasamal2396 20 днів тому +2

    କିଛି ହେବନି, ଏମିତିକା ଅନେକ CBI ତଦନ୍ତ ଆମେ ଦେଖି ସାରିଲୁଣି। ତାଙ୍କୁ ଆଉ କେହି ନୁହେଁ, ବର୍ତ୍ତମାନ ସରକାରଙ୍କ ମନ୍ତ୍ରୀ, ନେତା ଆଉ ଆପଣ ମାନଙ୍କ ଭଳି କିଛି ବରିଷ୍ଠ ପ୍ରଭାବଶାଳୀ ସାମ୍ବାଦିକ ତାଙ୍କୁ ଉଦ୍ଧାର କରିବେ।
    ଆମେ ଅନେଇ ରହିଲୁ। ଆପଣଙ୍କ ଭବିଷ୍ୟବାଣୀ ସତ ହେଉ।

  • @prasantakumarswain3419
    @prasantakumarswain3419 20 днів тому +1

    ଶେଷ ଫଳାଫଳ ଜଣାଇବାକୁ କଷ୍ଟ କରିବେ କି ?

  • @sarbeswarsarbeswar8851
    @sarbeswarsarbeswar8851 20 днів тому +1

    ବିପଦ sethi ଜଣେ ଭଲ ଖାଉ ଅଫିସର

  • @munakumar5538
    @munakumar5538 20 днів тому +1

    ବିଷ୍ନୁପଦ ସେଠୀ ସଂସ୍କୃତି ବିଭାଗ ରେ, museum ରେ, archives ରେ ବି ଯେତେ tender ହୋଇଛି ସବୁଥିରେ pc ନେଇଛି l ତାର ତଦନ୍ତ ଦରକାର

  • @sudhakarsahoo-f1n
    @sudhakarsahoo-f1n 20 днів тому +1

    You are write.. I hope CM take action..

  • @santoshkumarmohanty1888
    @santoshkumarmohanty1888 20 днів тому +2

    ସେ ବି କେନ୍ଦ୍ରକୁ deputationରେ ପଳାଇବ। ସରକାର ଅନେଇଥିବେ।

  • @sarbeswarsarbeswar8851
    @sarbeswarsarbeswar8851 20 днів тому +1

    ଆଗରୁ ନୂଆପଡା ଓ sonepur ଜ଼ିଲ୍ଲାପାଳ ଥିଲା ବେଳେ ଭଲ ଖାଇ ଥିଲେ

  • @UpendraBehera-o1z
    @UpendraBehera-o1z 20 днів тому +1

    ବହୁତ ଦୁର୍ନୀତି ହୋଇଛି ବିଜେଡ଼ି ଶାସନ ସମୟରେ।

  • @tufanchandradas1060
    @tufanchandradas1060 18 днів тому

    ପୂର୍ବତନ ନେତା ମନ୍ତ୍ରୀ ମାନଙ୍କ ନିଶ୍ଚୟ ସମ୍ପୃକ୍ତି ଅଛି। କିଛି ସନ୍ଦେହ ନାହିଁ।

  • @SubashMishra-h3v
    @SubashMishra-h3v 19 днів тому +1

    Apan mane khusi ta odissa basi

  • @trilochanpatnaik6321
    @trilochanpatnaik6321 20 днів тому +1

    ଯେତେ ଆଇଏଏସ ଅଫିସର କୋଟିପତି ହୋଇଛନ୍ତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସମସ୍ତେ ଦୁର୍ନୀତି khora କାରଣ ଖାଲି ଦରମା ଉପରେ ପରିବାର ଚଳେ ଇ ନିଜ ଷ୍ଟାଟସ୍ maintain କରି କେହି କୋଟି ପତି ହେବା ସମ୍ଭବ ନୁହେଁ।

  • @UpendraDash-g3d
    @UpendraDash-g3d 20 днів тому

    ଦୁର୍ନୀତିଜୟୀ ବିଷ୍ଣୁପଦ ସେଠୀ
    CBI ଜାଲରେ ପ୍ରମାଣ ଚିଠି

  • @dpnayak19
    @dpnayak19 20 днів тому +1

    CBI jete ghantile bi kichi karipaariboni...😂😂😂

  • @subashpatra6884
    @subashpatra6884 19 днів тому +1

    Sethi.bandha.hele...pandia..fasiba...😊pandia
    .jail.nagale..odisa..santi.paiba.nahi😊

  • @chhabindramansingh73
    @chhabindramansingh73 20 днів тому +1

    ବେକାରରେ ଆପଣ ମାନେ news କରୁଚ, ଆଜିଯାଏ କେତେ ଅଫିସର ନେତା ଧରା ହୋଇ ଜେଲ ଗଲେଣି, କାସମ୍ପତି ବ୍ୟାଯାପ୍ତ ହୋଇ ରାଜକୋଷକୁ ଆସିଲାଣି

  • @ramakantanayak856
    @ramakantanayak856 20 днів тому +2

    Nonses ta

  • @abanikumarparida130
    @abanikumarparida130 20 днів тому +1

    Bishnupada sethi jane Abhyasgata Durniti grastha officer

  • @banabeharimall3472
    @banabeharimall3472 19 днів тому

    Bishnupad sethy was envolved in many activities backed by pandian.

  • @raghubirdas7621
    @raghubirdas7621 19 днів тому +1

    How Pandian is escapaying so far

  • @purnapradhan1549
    @purnapradhan1549 20 днів тому +2

    Sir,we had respect to the IAS officers,but we come to know from your debate that these IAS officers also anti social workers.

  • @nirodkumardas1902
    @nirodkumardas1902 20 днів тому +1

    ଜେଲ ପଠାଅ

  • @madhusudannayak9353
    @madhusudannayak9353 19 днів тому +1

    I.A.S.heisaram.asiba.kstha.

  • @quoteoftheday2357
    @quoteoftheday2357 19 днів тому +1

    Drunitigrasthanka principal 5t secretary Pandu ku arrest Kariba samaya asila through Bishnubada Sethy budhi

  • @madhusudannayak9353
    @madhusudannayak9353 19 днів тому +1

    Kaunashi.durniti.khhorku.chada.nahi

  • @ganesh12627
    @ganesh12627 20 днів тому

    First view

  • @MehtasaabSaab
    @MehtasaabSaab 17 днів тому

    Agyan. Babu. Apanaghantuchhantije. Gasra. Sweichku. Kholakari. Jala. Adhikadele. Pariba. Sijhiba. Jalakamdele. Sjhibani. Agyan.

  • @ajitkumarpanda6388
    @ajitkumarpanda6388 20 днів тому +1

    Where is the link of theNew channel ,,,,,,,

    • @TerachhaBaana
      @TerachhaBaana  20 днів тому

      Please check the description of the video.

  • @bidhubhusandas4146
    @bidhubhusandas4146 20 днів тому

    😅😅😅😅😅😅😅😅😅😅

  • @pradeeppattanayak1723
    @pradeeppattanayak1723 20 днів тому

    Kichi heb nahin

  • @MehtasaabSaab
    @MehtasaabSaab 11 днів тому

    Lokamananku. Janeinle labhaki chhinuhen. Netamananku. Amechinhinbu. Jemiti

  • @susantakumarswain7280
    @susantakumarswain7280 18 днів тому

    Nothing will happen

  • @ramakantanayak856
    @ramakantanayak856 20 днів тому +1

    Bal katha kahuchu tu