Several journalists have sold themselves before the BJP government. Why should we criticize these poor retired Odia journalists? This is MODANI democracy.
When counted votes are more than the voters participating in the election then the BJP wins the election. This has happened in Haryana and Maharashtra elections. Earlier it was reported by ADR on 2024 election regarding irregularities which ECI and Supreme Court deliberately avoided to discuss. Why you Odia journalists don't discuss that factor? Are you scared of the BJP government ? Are you paid to discuss about Nabin Pattnaik and Pandian only?
If you invite a biased person to news room it would impact the credibility of independent news channel like newsroom. Rajaram Babu is an old frog who jumps from one boat to another.
Analysis bhitare gote katha shortage rahila.taha heuchi jetebele BJP odia asmita katha utheila setebelaku bjp bjd alliance process start hela.public dekhile ame state re Naveen babunku dele se center re bjp ku support karibe.tenu jodi phulare deba.party re manmani badhila kebal pandian panhi.odia asmita prove heigala.tenu bjp gote chance paichi.no panchayat organization still now.aji bi public manepakauchha sei mahan byaktinku.
ବହୁତ ସୁନ୍ଦର ଉପସ୍ଥାପନା
ଯାହା କରିଥିଲେ ବି BJD ଯୋଉ ଅନ୍ୟାୟ ଅନୀତି ଦୁର୍ନୀତି କରିଥିଲା ସମସ୍ତଙ୍କ ନିଃଶ୍ୱାସ ତାଙ୍କ ଉପରେ ପଡ଼ିଲା ଯେଉଁଥିରେ ସେମାନେ pc ପାଉଥିଲେ ସେଇକମା କରୁଥିଲେ 5t ରେ କୋଟି କୋଟି ଟଙ୍କା ଦୁର୍ନୀତି ହେଇଛି
ରାଜାରାମ୍ ବାବୁ !କେନ୍ଦ୍ର ସରକାର ବୈଜୟନ୍ତ ପଣ୍ଡା .ଆଦାନୀ .ଆମ୍ବାନୀ .ସହିତ ଶିଲ୍ପପତି ବିଶିଷ୍ଠ ବେକ୍ତି ବିଶେଷଙ୍କ ର ଲକ୍ଷ ଲକ୍ଷ କୋଟି ଟଙ୍କା ଛାଡ କଲେ ମଧ୍ଯ ଆପଣ ଙ୍କ ଭଳି ଗୋଦି ମିଡିଆର ସାମ୍ବାଦିକ ମାନେ କେବେ ପ୍ରଶ୍ନ କରିଛନ୍ତି କି ?
ବାଃ କି ପ୍ରଶ୍ନ
Godi midia agare kichi kahibara darkar nahi party kan paye harila
Bjd ra goddi Media kahin ki hoiparilenahin
@bijaykumarmishra7689 aji tanka khiki au party power re achi boli godi media sangare achanti. Kali tanka na paile ea bjp ra bi hebeni
Manoranjan Mishra BJP ଦଳ ର କର୍ମୀ ବଳି ଲାଗୁଛି କାରଣ ଦିନ କୁ ୨୪ ଘଣ୍ଟା କେବଳ BJD ଦଳ ବିରୋଧ ରେ ପ୍ରଚାର କରୁଛନ୍ତି l
ନବୀନ ପଟ୍ଟନାୟକ ଯଦି 2029ରେନିର୍ବାଚନ ରେ ଜିତିବାର ପରେ ମୁଖ୍ୟମନ୍ତ୍ରୀ ହୁଅନ୍ତି ଆପଣଙ୍କର ପରାମର୍ଶ **Bjp ର ଅସ୍ମିତା **
Rajaram Babu ekapakhia sambadika,tanka kathara gurutwa deba anuchit
Tanka khia sambadika
Several journalists have sold themselves before the BJP government. Why should we criticize these poor retired Odia journalists? This is MODANI democracy.
ଆରେ ମିଡ଼ିଆ ବାଲା ବିଜେପି ମିଛ ପ୍ରତିଶ୍ରୁତି କୁ ତୁମେ ମାନେ ଲୋକ ଲୋଚନ କୁ ଆଣିଥିଲ
Kn marila bjp tmku
ବର୍ତମାନ ସୁଦ୍ଧା ଜାଣିପାରିଲ ନାହିଁ, ବିଜେପି ର ପ୍ରତିଶୃତି
Rajaram babu nirapekhya hoi parunahanti
PATRAKARA MAHASAYA LAGUCCHI KALA GULAB JAMUN KU CHATI CHATI DHALA RASAGOLLA KARIDEBE😂😂😂😂
New room bi godi ra heigala
Ame bhabithilu agalaga kichi
Election re bjp kan fraud karichi godi media ku dekha jibani 😅 useless.....
ସବୁଠୁ ଚମତ୍କାର, ହଜାର ହଜାର ଅଭିଯୋଗ ପତ୍ର ଗ୍ରହଣ କରୁଥିଲା ପାଣ୍ଡୁ, ମନେ ହେଉଥିଲା ସତେ ଯେମିତି ଗୋଟିଏ ସପ୍ତାହରେ ନ୍ୟାୟ ପାଇବେ,, ଖଜୁରୀ ଗଛର -------------------ମଦ ପାଇଁ 40-ଦୟାରେ 11🎉
ମନୋରଞ୍ଜନ ବାବୁ , ରାଜାରାମ ବାବୁଙ୍କ ଉକ୍ତି ଗୁଡ଼ିକ ସମ୍ପୁର୍ଣ୍ଣ ସଠିକ୍।
You all are reporters or political activities
Raja Ram beimani loka ta taku pachariba jaha pagalo ku kahiba taha
ବିଜେଡି ଶେଷ ଆଉ ନାଇ
ଦଳ ହାରେ ସରକାରୀ କର୍ମଚାରୀ ମାନଙ୍କ ପାଇଁ। ଏମାନେ ଲୋକଙ୍କୁ ହଇରାଣ କରନ୍ତି, ଲୋକ ରାଗ ଦଳ ଉପରେ ସୁଝାନ୍ତି।
Raja ram babu grat🎉🎉🎉
Manoranjan Babu a chora taku kana neicha
ଯେଉଁ ଦଳ ଏକ ବ୍ୟବସାୟିକ ଦଳ ସେ ଦଳର ନେତା ନା ନୈତିକତା ଅଛି ସେ ଦଳ ତ ଗଲା ତା ବିଷୟରେ ଆଲେଚନା କରି ସମୟ ବରବାଦ କରିବା
Bhai tike kichi vision diantu
Odisa tike agaku jiba
E sabu news ta karucha thiki achi .
ବିଜେପି ଭଲ କାମ ନକଲେ ନଵୀନ ପୁଣି ଆସିବେ।
କଂଗ୍ରେସରେ ତ ଲୋକ ନାହାନ୍ତି।
BJP ର ସୋସିଆଲ ମିଡ଼ିଆ ଭୁଲ ପ୍ରଣାମ ହେବ ଆସନ୍ତା ଇଲେକ୍ସନ ବେଳକୁ।
ବହୁତ ଲୋକ ସ୍ୱତ ଭାବରେ ବିଜେଡି ର କୁ ଶାସନ କୁ ବିରୋଧ କରି ଥିଲେ।ସେଥି ମଧ୍ୟରୁ ମୁ ଜଣେ ।
Rajaram babu godi sambadik pari laguchanti
ମନୋରଞ୍ଜନ ବାବୁଙ୍କ ପ୍ରଶ୍ନର ଉତ୍ତର ଗାଲୂଆ ରାଜାରାମ ଶତପଥୀ ପାଖରେ,ନାହିଁ,କେବଳ ଗୁଲିଗପ ଛଡା,କିଛି,ଜାଣିନି
ଯେଣୁ ବିଜୁବାବୁ ନାହାନ୍ତି, ରାଜାରାମ ବାବୁ ଭାରି ଗର୍ବରେ କହୁଛନ୍ତି, ବିଜୁବାବୁ ମତେ ଡାକନ୍ତି. ବିଜୁବାବୁ ଉପରେ ଅଛନ୍ତି, ରାଜାରାମ ବାବୁ ଯାଉ ନାହାନ୍ତି। ଉପରେପଡି କଖାରୁ ବଡି. କାଇଁ ମୁଁ, ତ ଥିଲି କୋଉଠି ରାଜାରାମ ବାବୁକୁଂ ଦେଖିନାହିଁ "ବହକା "।
ରାଜାରାମ ଶତପଥିଙ୍କ ପାଈଁ ମନୋରଞ୍ଜନ ମିଶ୍ର ଙ୍କର ବାରବର୍ଷର ତପସ୍ଯା ଶୁଖୁଆ ଖିଆରେ,ଚାଲିଜିବ
ସାର ବିଜେଡି ଖୁବଶୀଘ୍ର ଦୁଇ ଭାଗ ହେବ ଏବଂ ନୂତନ ଆଞ୍ଚଳିକ ଦଳ ହେବ ନିଶ୍ଚିତ
Rajaram. Babu. Apana. Blind. Hoijaichhanti
Bjd odisha ru jaei6i vala hei6i
BJP ସେବେଠାରୁ ଓଡ଼ିଶା ଗାଦି ନିଜ ଦଖଲକୁ ନେଲା ଦରଦାମ୍ ନିୟନ୍ତ୍ରଣକୁ ନେଇ ପାରିଲାନି ଏମାନେ ଓଡ଼ିଶାର ମଙ୍ଗଳ କ'ଣଟା କରିବେ ଏମାନଙ୍କର ରଙ୍ଗ ବଦଳାଇବା ତଥା ପୂର୍ବ ସରକାର ବିରୁଦ୍ଧରେ ଗୋଟିଏ ଦିନ ଯାଇ ନାହିଁ ଯେଉଁ ଦିନକି ବିଷ ଓଗାଳିଵା! ସେମାନେ ଭାବି ପାରୁନାହାନ୍ତି ଏହା ଦ୍ଵାରା ଓଡ଼ିଶା ବାସୀଙ୍କ ମନରେ ଘୃଣା ଭାବ ସେମାନଙ୍କ ଦଳ ପ୍ରତି ଆସିବାଟା ସ୍ବାଭାବିକ୍ ! ଏମାନେ ଭାବୁଛନ୍ତି ଓଡ଼ିଶା ଲୋକେ ମୁର୍ଖ ଏବଂ ବୋକା - ଲୋକେ ଦେଖିଛନ୍ତି ପୂର୍ବ ସରକାର ଓଡ଼ିଶା ପାଇଁ ଏତେ କାମ କରି ଚାଲିଥିଲେ ଯେ କୋୖଣସି ଦଳ ବିରୁଦ୍ଧରେ କହିବା ପାଇଁ ସମୟ ନଥିଲା ! ଏମାନଙ୍କର କାମତ କିଛି ନାହିଁ ଖାଲି ପୂର୍ବ ସରକାର ବିରୁଦ୍ଧରେ ସ୍ଲୋଗାନ କରିବା ଵର୍ତ୍ତମାନ ମୂଖ୍ୟ କାମ!
ଓଡିଆ ଅସ୍ମିତା ଯୋଗୁଁ ବିଜେଡି ହାରିନି, ହାରିଛି ପ୍ରବଳ ଦୁର୍ନୀତି ଯୋଗୁଁ।
ମୁଁ ୧୪ ଟା ନିର୍ବାଚନ ଦେଖି ଆସୁଛି, ଦଳ ହାରେ କେବଳ ଦୁର୍ନୀତି, ନେତାଙ୍କର ଅହଂ ଭାଵ ଯୋଗୁଁ ଯାହା ବିଜେଡି ଦଳରେ ଘଟିଥିଲା। ନବୀନ ଦଳ ହାରିଯିବ ଵୋଲି ଜାଣି ନିଜେ ଘରୁ ନବାହାରି ପାଣ୍ଡିଆନଙ୍କୁ ପଠାଉଥିଲେ। ନବୀନ-ପାଣ୍ଡିଆନ ବାପ-ପୁଅ ସମ୍ପର୍କ।
ଏଦିଜଣ ଯାକ ବିଜେପିର ଆକଂ କଥା ଶୁଣନି
Navin babu bsky Card karichhanti
Lokamane kichhi bujhantini.
ଭାଡୁଆ ଖଟି ଚାଲିଚି 😅😅😅😅
Navin going to be mad
Rajaneeti re aji kea ketebele kou murda rakhuchante taha prateka samvidhan re thiba lokamanaku
Rajaram babu bsky kia karithila
When counted votes are more than the voters participating in the election then the BJP wins the election. This has happened in Haryana and Maharashtra elections. Earlier it was reported by ADR on 2024 election regarding irregularities which ECI and Supreme Court deliberately avoided to discuss. Why you Odia journalists don't discuss that factor? Are you scared of the BJP government ? Are you paid to discuss about Nabin Pattnaik and Pandian only?
Raja ram choro ku. Kia. dakila
Navin Pattnaik jaha kahe. taha kare.
Ahara kia karithila,mo bus kia karithila,misson shakti,biju sadak biju setu, kia karithila
Jaganathankuparikrama3500bhatasubhadrajojana3100dhanajogusarkarchange
Pandiankathakehitvredifnskarilenahi
If you invite a biased person to news room it would impact the credibility of independent news channel like newsroom. Rajaram Babu is an old frog who jumps from one boat to another.
Pandianku front anni BJD ra parajaya.
ଓଡ଼ିଆ ଅସ୍ମିତା ଅସ୍ତ୍ର କେବେଳ ତାମିଲ ପାଣ୍ଡିଆ ଓ ନିର୍ବାଚିତ ପ୍ରତିନିଧିଙ୍କୁ ତାମିଲର କ୍ରୀତଦାସ ବନାଇବା ସହିତ ତାଙ୍କଦ୍ୱାରା ଟେଣ୍ଟ ବନ୍ଧାଇବା ପାଇଁ ! ନବୀନ ଓଡ଼ିଆ ନ କହିବା ଓଡ଼ିଆଙ୍କୁ ତାମିଲ ପାଣ୍ଡିଆ ନବୀନଙ୍କୁ ବୋଲକରା ବନାଇବା ଅଧିକ ବାଧିଲା ! ମୋଟଉପରେ କହିବାକୁ ଗଲେ ଓଡ଼ିଆ ଅସ୍ମିତା ଅସ୍ତ୍ର କେବଳ ପାଣ୍ଡିଆକୁ ବିଦ୍ଧ କରିଥିଲା ! ତାକୁ ମୁକାବିଲା କରିବାର ଶକ୍ତି ନବୀନର ନଥିଲା ! ବିଜେଡି ହାରିବାର ଏକମାତ୍ର କାରଣ ତାମିଲ ଲୁଟେରା ପାଣ୍ଡୁ ଓ ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ନବୀନର ଦମ ହୋଇନାହିଁ ପାଣ୍ଡୁକୁ ଦୋଷୀ କହିବାକୁ !
Satakahile bjd ku badhuchhi
ଗାଲୂଆ ରାଜାରାମ ଶତପଥୀ ବିଜେପିଠାରୁ ଭଲ ଟଙ୍କା ପିଇକି ବିକ୍ରି ହେଇ ଜାଇଛି। ତେଣୂ ବିକ୍ରି ହେଇଥିବା,ଲୋକ ଠାରୁ କଣ,ଆଶାକରିବା
ସବୁଠୁଁ ବଡ ଦାଇ ନବୀନ ପଟ୍ଟନାୟକ
Kain abe election kariki dekha pandian. agnaist re kia. Jiba dekhiba .B.j.p wala. E.v.m tempring kariki. Jitichi.
Analysis bhitare gote katha shortage rahila.taha heuchi jetebele BJP odia asmita katha utheila setebelaku bjp bjd alliance process start hela.public dekhile ame state re Naveen babunku dele se center re bjp ku support karibe.tenu jodi phulare deba.party re manmani badhila kebal pandian panhi.odia asmita prove heigala.tenu bjp gote chance paichi.no panchayat organization still now.aji bi public manepakauchha sei mahan byaktinku.
2 ଟା bjp ଦଲାଲ ବୁଢା ନିଜକୁ ନିଜେ
ବହୁତ୍ ଜ୍ଞାନୀ ଭାବୁଛନ୍ତି , ଆତ୍ମ ଜ୍ଞାନୀ ନା
କିଏ କହୁଚି 😂
Tama ku. B.j.p wala paisa deichi.
Sabu boka katha heucha.
Biju legacy power sarila. Modi jorse direct attack kale Nabin nku election re. Pandian misbehaves all mla & ministers. Nabin pattanaik ghare soiki assembly chaliba aei sabu paein harila BJD.
Manoranjan Mishra bekaria gapuchhanti bohut domundia jounalist.
Tame mane gote manisa bjp gapa suneiba
Puri. Re. M. L. A. Kemiti. Jitila
Bohut Bodhia ,dibate
Vulkohile moronjan odia,kothakohiparunthibalokoro,cragenahi
Haio manoranjan mishra tumaku loka milanti nahni chamcha satpathy ku dakichha? Tume bi sei bhadira para
ଏ ଦୁଇଟି ପରଜୀବୀ, ଧୃତ, ଠକ, ବହୁରୂପୀଆ, ଟାଉଟର, ତୋଷାମଦିଆ Faithful Sycophants. ମାଣ୍ଡୁଆ ରଞ୍ଜନ ଓ ରାଣ୍ଡୁଆ-ରାମ ! ଅଭାବେ ସ୍ବଭାବ ନଷ୍ଟ। ଏମିତିଆ BJP ର ତଳଚାଟି କିଛି ଟଙ୍କାରେ ଚଳିଯିବା । TRP ନାହିଁ । ନିଜର ଅସମ୍ଭାଳ ହୋ , ଲୋକଙ୍କ ସମସ୍ୟା କିଏ ପଚାରେ !
ରାଜାରାମ ବାବୁ ଆପଣଙ୍କୁ ବିଜେପି ର କିଛି ଦୋଷ ଦୁର୍ବଳତା ଦେଖା ଯାଉନି ବୋଧେ, ଖାଲି ବିଜେଡ଼ି ର ମଜାକ ଉଡାଉଛନ୍ତି । ଏହା ନିରପେକ୍ଷ ସାମ୍ବାଦିକତାର ଲକ୍ଷଣ ନୁହେଁ ।