Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଓଡ଼ିଶୀ ସଙ୍ଗୀତକବି କୃଷ୍ଣଚନ୍ଦ୍ର ନୃପରାଗ ଚିନ୍ତାକାମୋଦୀ, ଯତି ତାଳଅନା ଗୋ ସଖି ଅନା କଦମ୍ବମୂଳକୁକି ଶୋଭା ପାଉଛି ଶ୍ୟାମ ଯମୁନାକୂଳକୁ । ଘୋଷା ।ତ୍ରିଭଙ୍ଗିମା ଠାଣି କୁଟିଳ ଚାହାଣୀରଖିବ କି ସେ ଆଉ ପତିବରତି କୁଳକୁ ।କର୍ଣ୍ଣରେ କୁଣ୍ଡଳ ଲୁଳେ ଗଣ୍ଡମଣ୍ଡଳରତନବଳୟ ସାଜେ ବାହୁଯୁଗଳକୁ । ୧ ।ଜାଇ ଜୂଇ ମାଳ ତହିଁ କେତକୀ ଦଳକି ରଙ୍ଗେ ମାନୁଛି ସହି ତା ବାଙ୍କ ଚୂଳକୁଭାଲେ ଗୋରଚନା ଅଧର ରଙ୍ଗିମାମୋହନ ବଂଶୀକି ଶୋଭା କରକମଳକୁ । ୨ ।(ପଡ଼ି)କଟିରେ କିଙ୍କିଣୀ ପାଦେ ନୂପୁର ବାଜେଣିମଧୁର ଧ୍ୱନିରେ ମୋହେ ହୃଦୟ ସ୍ଥଳକୁଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ନୃପକୁଳଇନ୍ଦ୍ରଲୋଟାଇଛନ୍ତି ଶିର ସେ ଚରଣତଳକୁ । ୩ ।
Mind blowing wooo
Jay SriKrishna, the supreme power
ବିନୋଦ ଭାଇନାଙ୍କର ଅତି ଉତ୍ତମ ଗାୟକୀ 👌❤️🙏
ସୁନ୍ଦର ଗାୟନ।
A କି ପ୍ରକାର ସଂଗୀତ
Realy sinthentic we should realise
Please upload this type of song 🙏🙏🙏🙇❤️❤️❤️❤️❤️
ଓଡ଼ିଶୀ ସଙ୍ଗୀତ
କବି କୃଷ୍ଣଚନ୍ଦ୍ର ନୃପ
ରାଗ ଚିନ୍ତାକାମୋଦୀ, ଯତି ତାଳ
ଅନା ଗୋ ସଖି ଅନା କଦମ୍ବମୂଳକୁ
କି ଶୋଭା ପାଉଛି ଶ୍ୟାମ ଯମୁନାକୂଳକୁ । ଘୋଷା ।
ତ୍ରିଭଙ୍ଗିମା ଠାଣି କୁଟିଳ ଚାହାଣୀ
ରଖିବ କି ସେ ଆଉ ପତିବରତି କୁଳକୁ ।
କର୍ଣ୍ଣରେ କୁଣ୍ଡଳ ଲୁଳେ ଗଣ୍ଡମଣ୍ଡଳ
ରତନବଳୟ ସାଜେ ବାହୁଯୁଗଳକୁ । ୧ ।
ଜାଇ ଜୂଇ ମାଳ ତହିଁ କେତକୀ ଦଳ
କି ରଙ୍ଗେ ମାନୁଛି ସହି ତା ବାଙ୍କ ଚୂଳକୁ
ଭାଲେ ଗୋରଚନା ଅଧର ରଙ୍ଗିମା
ମୋହନ ବଂଶୀକି ଶୋଭା କରକମଳକୁ । ୨ ।
(ପଡ଼ି)
କଟିରେ କିଙ୍କିଣୀ ପାଦେ ନୂପୁର ବାଜେଣି
ମଧୁର ଧ୍ୱନିରେ ମୋହେ ହୃଦୟ ସ୍ଥଳକୁ
ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ନୃପକୁଳଇନ୍ଦ୍ର
ଲୋଟାଇଛନ୍ତି ଶିର ସେ ଚରଣତଳକୁ । ୩ ।
Mind blowing wooo
Jay SriKrishna, the supreme power
ବିନୋଦ ଭାଇନାଙ୍କର ଅତି ଉତ୍ତମ ଗାୟକୀ 👌❤️🙏
ସୁନ୍ଦର ଗାୟନ।
A କି ପ୍ରକାର ସଂଗୀତ
Realy sinthentic we should realise
Please upload this type of song 🙏🙏🙏🙇❤️❤️❤️❤️❤️