2024 Polls: BJD will win in over 24 of 28 assembly seats after phase-1 polls, says Kartik Pandian

Поділитися
Вставка
  • Опубліковано 12 тра 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 174

  • @sanatkumar3113
    @sanatkumar3113 15 днів тому +13

    ବିଜେଡି ୬ରୁ ୮ ଟି ସିଟ୍ ଜିତି ପାରେ। ପାଣ୍ଡିୟାନ ପାଇଁ ବିଜେଡି ବର୍ବାଦ ହୋଇସାରିଛି।

  • @sureshbehera6345
    @sureshbehera6345 15 днів тому +14

    ତୁଇ କେନ୍ତା ଜାଣିଲୁ ଶଳା

    • @satanicverses1
      @satanicverses1 15 днів тому

      Maal bantichhanti

    • @samarubhatrado3106
      @samarubhatrado3106 15 днів тому +1

      ଆରେ ଶାଳୀ ଲୋକ ପରିବର୍ତ୍ତନ ଚାଉଛନ୍ତି l ନବୀନ ବାବୁଙ୍କୁ ବିରୋଧ କରୁନାହାନ୍ତି କେବଳ ପାଣ୍ଡୁ ପାଇଁ ହିଁ ବିଜେଡି ଦୁର୍ବଳ ହେଉଛି l ବୁଜିଲ ଶାଳୀ

  • @sangramkeshariswain7248
    @sangramkeshariswain7248 15 днів тому +12

    28 ru 24 BJP, 3 BJD, 1 Congress

  • @MADANSOREN-kq7sg
    @MADANSOREN-kq7sg 15 днів тому +6

    ପାଣ୍ଡିଆନ ହଟଅ ଓଡ଼ିଶା ବଞ୍ଚାଅ

  • @bibhuprasadpati3507
    @bibhuprasadpati3507 15 днів тому +1

    Bjd ର ପ୍ରଚାର ପାଇଁ କେହି ଓଡ଼ିଆ ଲୋକ ମିଳୁନାହାଁନ୍ତି କି ଏ ଶଳା ତାମିଲ ପ୍ରଚାର କରୁଛି

  • @user-kf8qg1cn6r
    @user-kf8qg1cn6r 15 днів тому +3

    ଶଳା ଘରୁ କୁ ପଳା ତାମିଲନାଡୁ ନ ହେଲେ ତୁ ଯେତିକି ଓଡିଶା ବାସି କୁ ଲୁଟିଚୁ ତତେ ଜଗନ୍ନାଥ କେବେ ସହିବେନି

  • @BadalLenka-nt1hk
    @BadalLenka-nt1hk 15 днів тому

    Can’t stop me from commenting on this video.
    Those who edit this video need a raise.
    This song hits differently, and the lyrics are so amazing.😊😊

  • @BadalLenka-nt1hk
    @BadalLenka-nt1hk 15 днів тому

    I’ve completed the entire playlist in one sitting.
    I’m a regular visitor on this channel.
    Wow, UA-cam is getting better at recommending videos.😊😊

  • @dibyadas8144
    @dibyadas8144 14 днів тому

    ନବୀନ ସରକାରଙ୍କ ଉତ୍ତମ ଶାସନ ପଦ୍ଧତି ପାଇଁ ଆଜି ସେ ସାରା ଓଡିଶାବାସୀଙ୍କ ପ୍ରିୟ ହୋଇପାରିଛନ୍ତି l

  • @bikrambarik1422
    @bikrambarik1422 15 днів тому +3

    BJP 26 sit winning

  • @BadalLenka-nt1hk
    @BadalLenka-nt1hk 15 днів тому

    Such an inspirational video this is.
    ○Feeling so inspired and positive after this video, thanks!
    ○Listening to this song for the last four months and still haven’t stopped.😊😊❤

  • @jagabandhudalai9823
    @jagabandhudalai9823 15 днів тому +3

    Bjp 24 jitiba

  • @BadalLenka-nt1hk
    @BadalLenka-nt1hk 15 днів тому

    The message you just shared in this video is truly touching. Agree with that.
    ○I was feeling lost in life, glad that this video came at the right time.😊😊

  • @Sunilkumarsamal456
    @Sunilkumarsamal456 15 днів тому

    ଓଡ଼ିଶାରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର ।ଓଡିଶା ମାଟିରେ ବିକାଶର ବିନ୍ଧାଣୀ ସାଜି ଗୋଟେ ପରେ ଗୋଟେ ବିକାଶମୁଖୀ କାମ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @Abhinna_Sundar_Nayak
    @Abhinna_Sundar_Nayak 15 днів тому

    Naveen Sir has developed a lot for Odisha and will continue to do so.

  • @Sunilkumarsamal456
    @Sunilkumarsamal456 15 днів тому

    ଓଡିଶାର ଲୋକମାନଙ୍କ ପାଇଁ ସବୁବେଳେ କାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଲୋକମାନଙ୍କ ଜୀବନକୁ ସୁନ୍ଦର କରିବାରେ ରହିଛି ତାଙ୍କର ପ୍ରମୁଖ ଭୂମିକା l

  • @BadalLenka-nt1hk
    @BadalLenka-nt1hk 15 днів тому

    I was feeling lost in life, glad that this video came at the right time.
    ○I can’t thank you enough for posting this video, it changed my perspective.😊😊

  • @BadalLenka-nt1hk
    @BadalLenka-nt1hk 15 днів тому

    Wow, this video quality is awesome, how did you record this?
    I just discovered this channel and am amazed at the content quality.
    The worst part of this video is it ends so soon.😊😊

  • @BadalLenka-nt1hk
    @BadalLenka-nt1hk 15 днів тому

    ○With such a positive video like this, you make my day.
    ○Keep doing the great work, this world needs more of it.
    ○The message you just shared in this video is truly touching. Agree with that.

  • @KhageswarJani-jy8lj
    @KhageswarJani-jy8lj 15 днів тому +3

    କେବଳ ବି ଜେ ପି

  • @subhasripanigrahi9576
    @subhasripanigrahi9576 15 днів тому

    ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି ବିକାଶ ପାଇଁ ସେଥ୍ ପାଇଁ ଓଡ଼ିଶା ବାସୀ ତାଙ୍କୁ ଏତେ ଭଲପାଇବା ଦେଉଛନ୍ତି ।

  • @badribishoyi7333
    @badribishoyi7333 15 днів тому +1

    Berhampur mp seat under
    4 bjp(chhtrapur,paralakhemundhi,chikiti,gopalpur)) 2 bjd(digapahandhi,mohana) 1 other(berhampur)

  • @subhasripanigrahi9576
    @subhasripanigrahi9576 15 днів тому

    ମାନ୍ୟବର ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ବିକାଶ କୁ ଗୁରୁତ୍ୱ ଦେଇ ଆସିଛନ୍ତି ଯାହା ଦ୍ୱାରା ଓଡିଶା ବାସୀ ଅନେକ ମାତ୍ରାରେ ଉପକୃତ ହୋଇଛନ୍ତି lସେହି ଭଳି ମହାନ ବ୍ୟକ୍ତିଙ୍କୁ ଓଡ଼ିଶାବାସୀ ନିଶ୍ଚୟ ସ୍ୱାଗତ କରିବେ l

  • @subhasripanigrahi9576
    @subhasripanigrahi9576 15 днів тому

    ଓଡିଶା ବାସୀ ଙ୍କ ସେବା କରିବା ପାଇଁ ନିଜକୁ ସମର୍ପଣ କରି ଦେଇଥିବା ଭି କେ ପାଣ୍ଡିଆନ ଙ୍କୁ ଲୋକେ ଭଲ ପାଇବା ଦେଉଛନ୍ତି!

  • @subhasripanigrahi9576
    @subhasripanigrahi9576 15 днів тому

    ସମଗ୍ର ଓଡିଶାବାସୀଙ୍କର ପ୍ରିୟ ହେଉଛନ୍ତି ନବୀନ ସରକାର. ଦୀର୍ଘ 24ବର୍ଷ ଧରି ଓଡ଼ିଶାବାସୀ ନବୀନ ସରକାରଙ୍କ ସହିତ ଅଛନ୍ତି ଆଗକୁ ଆଉ ରହିବେ ମଧ୍ଯ l

  • @Sunilkumarsamal456
    @Sunilkumarsamal456 15 днів тому

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @subhasripanigrahi9576
    @subhasripanigrahi9576 15 днів тому

    ବିଜେଡି ଦଳର ଜଣେ ଲୋକ ପ୍ରିୟ ସଦସ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଭି କେ ପଣ୍ଡିଆନ ସାର. ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶରେ ଓଡିଶା ଆଜି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି.

  • @Abhinna_Sundar_Nayak
    @Abhinna_Sundar_Nayak 15 днів тому

    Only Naveen Sir can love the tracks of Odisha. And always love their government and Odisha

  • @subhasripanigrahi9576
    @subhasripanigrahi9576 15 днів тому

    Pandian Sir thinks how everything will be good for the people in future.

  • @subhasripanigrahi9576
    @subhasripanigrahi9576 15 днів тому

    ଯିଏ ଓଡିଶାର ସାଡେଚାରି କୋଟି ଲୋକଙ୍କୁ ତାଙ୍କ ନିଜପରିବାର ଭାବନ୍ତି ସେ ଓଡିଶାବାସୀଙ୍କ ସୁଖଶାନ୍ତିରେ ବଞ୍ଚିବାପାଇଁ ବାଟ ଦେଖେଇ ଥାନ୍ତି ସେ ଆଉ କେହି ନୁହନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ l

  • @subhasripanigrahi9576
    @subhasripanigrahi9576 15 днів тому

    ରାଜ୍ୟବାସୀଙ୍କ ବିକାଶ ନିମନ୍ତେ ପାଣ୍ଡିଆନ ସାର ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ଲାଗିପଡିଛନ୍ତି ହେଲେ ଧର୍ମେନ୍ଦ୍ର ବାବୁ ଆପଣ କେନ୍ଦ୍ର ମନ୍ତ୍ରୀ ଥାଇ କଣ କରିଛନ୍ତି ତାର ଉତ୍ତର ରଖନ୍ତୁ l

  • @Sunilkumarsamal456
    @Sunilkumarsamal456 15 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିପାରିଛି, ସତରେ ମାନ୍ୟବର ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପାଇ ସମଗ୍ର ରାଜ୍ୟବାସୀ ଆଜି ନିଜକୁ ଗର୍ବ ଅନୁଭବ କରୁଛନ୍ତି ।

  • @subhasripanigrahi9576
    @subhasripanigrahi9576 15 днів тому

    ନବୀନ ସରକାର ଲୋକମାନଙ୍କ ଦୁଃଖ ସୁଖ ରେ ସର୍ବଦା ସାହାଯ୍ୟ କରୁଛନ୍ତି ସେଥିପାଇଁ ଅନେକ ଲୋକମାନେ ମୁଖ୍ୟମନ୍ତ୍ରୀ କୁ ସର୍ବଦା ଟାର୍ଗେଟ କରୁଛନ୍ତି l

  • @somnathroutia7052
    @somnathroutia7052 15 днів тому

    ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ସେ ହେଉଛନ୍ତି ଜଣେ ପ୍ରମୁଖ ନେତା । ତାଙ୍କର ପ୍ରତିଟି କାର୍ଯ୍ୟ ସାରା ରାଜ୍ୟବାସୀ ପାଇଁ ଆଦର୍ଶ ।

  • @santoshpradhan4520
    @santoshpradhan4520 15 днів тому

    ଭୈରବ କହିଛନ୍ତି ମାନେ କିଛି ଟା ନେଇ ଆଣି ଥୋଇ ଜାଣିଲେ ବିଷୟ ରେ ସୁଚାରୁ ରୂପେ ସମ୍ପାଦନା ହୋଇଛି ।

  • @Abhinna_Sundar_Nayak
    @Abhinna_Sundar_Nayak 15 днів тому

    The opposition will be in complete tension after seeing this news.

  • @a-135
    @a-135 15 днів тому

    Ama Odisha Tamil Odisha Ama Odisha Pandu Odisha hotao Odisha bachao 🙏

  • @somnathroutia7052
    @somnathroutia7052 15 днів тому

    ଜୀବନରେ ଉଚ୍ଚ ଲକ୍ଷ୍ୟ ରଖିଲେ ଭବିଷ୍ୟତ ଉଜ୍ଜଳମୟ ହୋଇପାରିବ ବୋଲି 5t ଅଧ୍ୟକ୍ଷ କହିଛନ୍ତି l ଧନ୍ୟବାଦ ପାଣ୍ଡିଆନ ସାର ।

  • @BadalLenka-nt1hk
    @BadalLenka-nt1hk 15 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡ଼ିଶା ପ୍ରଗତି ର ଶିଖର ଛୁଇଁ ପାରିଛି ଆଗକୁ ମଧ୍ୟ ତାହା ଜାରି ରହିବ।😊😊

  • @dibyadas8144
    @dibyadas8144 14 днів тому

    ରାଜ୍ୟ ରେ ସମୃଦ୍ଧି ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅବଦାନ ଅତୁଳନୀୟ ଅଟେ l

  • @PuspanjaliSahu-cq9og
    @PuspanjaliSahu-cq9og 14 днів тому

    ଓଡ଼ିଶା ର ସାମୁହିକ ବିକାଶ ପାଇଁ ଓ ସାଢେ଼ ଚାରିକୋଟି ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ସବୁ ବେଳେ ଚେଷ୍ଟିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ l

  • @Sunilkumarsamal456
    @Sunilkumarsamal456 15 днів тому

    ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ବହୁତ ଭଲ ଭଲ ଫଦକ୍ଷେପ ନେଇଛନ୍ତି l

  • @dibyadas8144
    @dibyadas8144 14 днів тому

    5t ସଚିବ ଓ ରାଜ୍ୟ ସରକାର ଜନ ସେବା ନିମନ୍ତେ ବହୁତ୍ କିଛି କାଯ୍ୟ କରୁଛନ୍ତି,

  • @Kalki6940
    @Kalki6940 15 днів тому

    ପ୍ରଥମ ପର୍ଯ୍ୟାୟରେ ପ୍ରଚଣ୍ଡ ଶଙ୍ଖନାଦ... ସବୁଠି ନବୀନ ସବୁଠି ଶଙ୍ଖ। #NaveenPatnaikBhalaaKi #JodiShankha #BJDWithOdisha #NaveenOdisha

  • @sidheshsahu8265
    @sidheshsahu8265 15 днів тому

    Both our esteemed Chief Minister, Naveen Patnaik, and Bobby Bhai have consistently dedicated their efforts to the progress and prosperity of Odisha.

  • @dibyadas8144
    @dibyadas8144 14 днів тому

    By BSKY Scheme people get medical facilities...

  • @subratmohanty4712
    @subratmohanty4712 15 днів тому +2

    sabu hariba

  • @user-kf8qg1cn6r
    @user-kf8qg1cn6r 15 днів тому +1

    ତୋ ପାଇଁ ପୋଲିସ କାମ କରୁଛନ୍ତି

  • @BadalLenka-nt1hk
    @BadalLenka-nt1hk 15 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5t ସଚିବ କାର୍ଷିକ ପାଣ୍ଡିଆନ ସାର ଙ୍କ ପାଇଁ ଏହି ସବୁ କାର୍ଯ୍ୟ ସମ୍ଭବ ସେଥ‌ିପାଇଁ ଓଡିଶା ବାସି ଗର୍ବ ଅନୁଭବ କରୁଛନ୍ତି ।😊😊

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen babu ka dwara kara jai thiba mo bus au lakmi bus ra chala prachala loka ku khub labha dayaka parinata hoichi

  • @36bp_srustisamikshya50
    @36bp_srustisamikshya50 15 днів тому

    Ama priya mukhya mantri katha re nuhe kama re biswas rakhanti sara odisha basi biju janta dala upare biswas rakhantu oo vote karantu

  • @nareshkumarswain769
    @nareshkumarswain769 15 днів тому +2

    15SEAT bjp jitiba PANDU ODISHA ra loka ku Gandhi bhabana

  • @somnathroutia7052
    @somnathroutia7052 15 днів тому

    BJD ସରକାର ସବୁଠାରୁ ଲୋକପ୍ରିୟ ଅଟେ ସେଥି ପାଇଁ ସବୁବେଳେ ଓଡ଼ିଶା ବାସୀଙ୍କୁ ସବୁଠାରୁ ଲୋକପ୍ରିୟ ସରକାର l

  • @Sunilkumarsamal456
    @Sunilkumarsamal456 15 днів тому

    The crores of women in Odisha who have become self-reliant today is the contribution of Chief Minister Naveen Patnaik.

  • @somnathroutia7052
    @somnathroutia7052 15 днів тому

    ଭିକେ ପାଣ୍ଡିୟାନ ସାର ଛାତ୍ର ଛାତ୍ରୀ ମାନଙ୍କୁ କହିଛନ୍ତି । ନିଜ ଓପରେ ଆତ୍ମବିଶ୍ୱାସ ରହିଲେ ଜୀବନରେ ବହୁତ ଆଗକୁ ବଢିପାରିବେ ଓ ଆଗକୁ ବଡ଼ କାମ କରିପାରିବେ ।

  • @pravatkumarpradhan6672
    @pravatkumarpradhan6672 15 днів тому

    Good

  • @subhasripanigrahi9576
    @subhasripanigrahi9576 15 днів тому

    ଭି କେ ପାଣ୍ଡିଆନ ଜଣେ ବିଜୁ ଜନତା ଦଳ ର ନେତା ସେ ବିଜେଡି ସରକାରଙ୍କ ସପକ୍ଷରେ କହିବାରେ ବିଜେପି ର ଅସୁବିଧା କେଉଁଠି ରହିଲା ବୁଝା ପଡୁ ନାହିଁ!

  • @chitarajan9617
    @chitarajan9617 15 днів тому +10

    BJD Will 24 Seat

    • @jagabandhudalai9823
      @jagabandhudalai9823 15 днів тому +1

      Bjd 6 jitiba pandian magia gandi mareiba Swapan dekhuchhi magia pandian

  • @Shayam570
    @Shayam570 15 днів тому +1

    bjd ra au kichhi nahi bjp ra kie cm heba emanakra gote bada chinta

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen babu ka dwara kara jai thiba 5t school bohut bhala bhaba re chaliachi jaha dwara loka mane bohut hi bikashita anubhaba karichanti

  • @BadalLenka-nt1hk
    @BadalLenka-nt1hk 15 днів тому

    I pray whoever reads this right now, may you get everything you wish.
    ○Such an inspirational video this is.😊😊

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen babu khub karichanti odisha basi ka pain ebe ama hata re kemiti au thare bjd ku jiteiki odisha ku sampurna bhab re badalei bare ek chota abadan daba

  • @dhananjayanayak8176
    @dhananjayanayak8176 15 днів тому +1

    Over Confidence pandian sir ,kete site paibe loka janichanti ,apana loses karuchanti

  • @BharatDalai-ch1uj
    @BharatDalai-ch1uj 15 днів тому +5

    ବାଳ ନବୀନ

  • @Abhinna_Sundar_Nayak
    @Abhinna_Sundar_Nayak 15 днів тому

    Naveen sir has developed Odisha a lot so the BJD government was as strong as it was.

  • @Abhinna_Sundar_Nayak
    @Abhinna_Sundar_Nayak 15 днів тому

    Honorable Chief Minister, he knew from the beginning that only BJD government runs in Odisha and no one else can come.

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen babu ka dwara kara jai thiba mission sakti dwara kete maa manakara anek matra re sahayata hoichi

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen babu ka parika karmajogi manisha khub kaam dekhiba ku milanti

  • @karttikapradhan9951
    @karttikapradhan9951 15 днів тому

    🎉

  • @kamali4863
    @kamali4863 15 днів тому +4

    Bjp25 seat

    • @hirosethi8929
      @hirosethi8929 15 днів тому

      ଦିନରେ ସ୍ୱପ୍ନ ଦେଖୁଛି bjp, ଜୟ ଜଗନ୍ନାଥ

    • @debasishnayak6387
      @debasishnayak6387 15 днів тому

      ​@@hirosethi8929hau hela atleast 10 ta jitiba .1st phase re

    • @debasishnayak6387
      @debasishnayak6387 15 днів тому

      ​@@hirosethi8929tame bjd loka Sethi pain kahuchha

  • @prasantkudas3438
    @prasantkudas3438 15 днів тому +1

    BJD ହଟିବ

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen babu ka parika odisha basi ka pain niswartha bhaba re karma kariba loka khub kaam milanti

  • @36bp_srustisamikshya50
    @36bp_srustisamikshya50 15 днів тому

    Aji ra odisha ek adhuinika odisha kebala naveen babunka pain sambhaba heichi jadi odisha re bjd nahanta ta kebe bhi ajii eii sabu hei nahanta jaha bhi rupatrana hei paruchi

  • @dibyadas8144
    @dibyadas8144 13 днів тому

    Many thanks to our chief minister Naveen Patnaik for his great work for people .

  • @somnathroutia7052
    @somnathroutia7052 15 днів тому

    BJD ସରକାର ଆସିଲେ ଓଡ଼ିଶା ବାସୀଙ୍କ ପାଇଁ ସବୁବେଳେ ସୁବିଧା ପାଇବେ l

  • @smrutiranjansamal695
    @smrutiranjansamal695 15 днів тому

    Right

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen babu kara nua o jojona dwara chatra o chatri ku aga ku padhiba pain arthika rupare sahayata karichanti

  • @SmashEnough
    @SmashEnough 15 днів тому

    ପାଣ୍ଡିଆ ନ ସର୍ବଜ୍ଞ ଓ ଭଗବାନ ଠାରୁ ଶ୍ରେଷ୍ଠ 😢 ଓଡ଼ିଶା ର ବିଜେପି ଯେପରି ପରିହାସ କରୁଛି ତାର ଶେଷ ରାସ୍ତା ଆସି ଯାଇଛି 😢 ମୁର୍ଖ ଭଳି କଥା କହୁଛି

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen babu ka upare bhi ethara aahirbaad rahichi je ethara bhi 6 thara pain mukhya mantri bhi nischita rupare banibe

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen sarkar bohut barsha hela mukhya mantri rahichnti karana odisha basi ku setiki subhida jogai chnti oo tanka thu bhala paiba pai chnati

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen babu ka bhalia seba bhabi oo mahanti byatitua miliba muskil ei hauchi ama bhagya je naveen babu ka bhalia manisha ama mukhya mantri

  • @36bp_srustisamikshya50
    @36bp_srustisamikshya50 15 днів тому

    Pandia babu ka parika seba bhabi manisha khub kaam dekhibaku mililani jiye nijara sabu chadiki loka ka seba re lagichanti

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen babu kara bhaba ti ehi pari ki je amara odisha ra unnati pain kebala purasha nuhe mahila bhi sasakta haba ta jaruri

  • @satanicverses1
    @satanicverses1 15 днів тому +1

    Ete tanka banta jauchi, BJD ku hareiba asambhav. Pandu CM heba.

  • @36bp_srustisamikshya50
    @36bp_srustisamikshya50 15 днів тому

    Naveen babu jau bhalia sabu barga ra loka manaka mana ra katha bujhi chanti seita kebe bhi kaunasi mukhya mantri kari nathibe

  • @kalandibehera9705
    @kalandibehera9705 15 днів тому

    Tu thik se questions ra answer dia

  • @Art-590
    @Art-590 9 днів тому

    Jaganbath pahaprahu nka rana alanjar chori kariki bjd jaha papa kala kala odisha lokanku papa ra adhikari na kara

  • @Abhinna_Sundar_Nayak
    @Abhinna_Sundar_Nayak 15 днів тому

    We knew ahead of time that BJD would win by a large number of votes.

  • @36bp_srustisamikshya50
    @36bp_srustisamikshya50 15 днів тому

    Alaga party chadiki loka biju janta dala join karuchanti ei thiru hi jana baduchi naveen babu ka pain kete sneha achi loka ka mana re

  • @nibarandas9776
    @nibarandas9776 15 днів тому

    Tathapi bahaduri jauni.T Jaganath n ka na nele bhala,Jaha kalebi vkp Modi n ku daruchanti.ye ta Namo n ku bi thata karuchnti.Jaya panda is far better than vkp.

  • @dcreative2544
    @dcreative2544 15 днів тому +2

    BJP 24 seat jitiba

  • @Abhinna_Sundar_Nayak
    @Abhinna_Sundar_Nayak 15 днів тому

    Whatever Pandian sir said is speaking the truth. Pandian sir always tries to make BJD win.

  • @mohantykhoka
    @mohantykhoka 15 днів тому

    Jadi eitaa sata helaa.. then aama loka jou bekaar gapa gapuchchanti..laabha nahin.

  • @jagannathpsingh3019
    @jagannathpsingh3019 15 днів тому +2

    Bjp will win 24 seat

  • @36bp_srustisamikshya50
    @36bp_srustisamikshya50 15 днів тому

    Odisa sabi ebe akhi kholi ki dekhibara samaya asi jaichi kiye ama pain kete karichanti au karuchanti madhya bjd party ra setiki abadan rahichi

  • @fintech2810
    @fintech2810 15 днів тому +1

    Aau thare Naveen Patnayak ❤

  • @36bp_srustisamikshya50
    @36bp_srustisamikshya50 15 днів тому

    Bjd neta manaka pain loka ka bjida oo loka priyata dekhiki birodhi manakara hosh udigalani kn karibe boli bata pau nahanti

  • @smrutiranjansamal695
    @smrutiranjansamal695 15 днів тому

    1:19

  • @arakhitaojha9569
    @arakhitaojha9569 15 днів тому

    Pandian babu tumara 2jania dala but BJP is national party you should remeber it

  • @TuturamPujari-wc5rq
    @TuturamPujari-wc5rq 15 днів тому +1

    Nabarang pur re bjp