KHOLA KATHA EP 850 APRIL 18 2024, Exclusive Interview with BJP Leader Bhartruhari Mahtab
Вставка
- Опубліковано 17 кві 2024
- A unique chat show that probes our celebrities to face the facts and rumours about themselves and bring forth the truth for the audience. This show aims to clarify the stands of the celebs and see their reactions to the questions, gossip and rumours. This show seems to be edgy due to the controversial nature it holds and as it makes sure to push the envelope with the kind of topics it tends to discuss with your favorite celebs.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#KHOLA KATHA EP 850 APRIL 18 2024#OdishaTV #OTV
Badhia katha,,,,,,atmachinta kariba katha sabu odia mane.
ବହୁତ୍ ଖରାପ ଲାଗୁଛି ଯେଉଁ ମାନେ ଭର୍ତୁହରି sir ଙ୍କ agnest ରେ comment କରୁଛନ୍ତି ସେମାନେ ମଣିସତ୍ଵ ବିହୀନ ପୁରୁଷ।
ଆବେ ସେଇଟା ଟାଉତର ଟା ରେ ୬ ଥର ସାଂସଦ ହେଇଚି କଟକ ରୁ କିଛି କରିନି
He should be projected as next CM of Odisha. Matured, experienced, patient and state loving politician.
ଆବେ ସେ ଟାଉତର ଟା ରେ ବିଜେଡି ରେ ଥାଇ ୬ ଥର ସାଂସଦ ହେଇଚି କିଛି କରିନି ତାକୁ ଲୋକ ଜାଣନ୍ତି ବି ନାହିଁ ଖାଲି ଭୋଟ ବେଳେ ବୁଲେ ଆସି
ବିଜେଡି ଦୟା ରେ ସାଂସଦ ହେଇଥିଲେ ଏ ଥର ଅମାନତ ହରେଇବ
Great person
ବହୁତ ଭଦ୍ର ଲୋକ ଓ ସାଂସଦ ଉପରେ କାର୍ଡ ଦେଖିଲେ ଭାର୍ତୁହରୀ ମହତାବ ଙ୍କ କାର୍ଯ୍ୟକଳାପ ଏକ ନମ୍ବର ଆଉ ସ୍ଵାଭିମାନ ସିନିଅର ନେତା ଆଉ ଉଚିତ ନେତା ଯିଏ ମୁଣ୍ଡ ନୁଆଁଇବେ ନାହିଁ ଏଥର first time ମୁଁ ଆଉ ମୋର ସମସ୍ତ ପରିବାର ସାଂସଦ ଭୋଟ ବିଜେପି
ଆବେ ସେ ଏଠୁ ୬ ଥର ଗଲାଣି ସାଂସଦ ବାଳ ଟା କରିଚି ଆଗରୁ ବିଜେଡି ରେ ଥିଲା ଟିକେଟ ମିଳିବନି ବୋଲି ଚାଲି ଆଇଲା ଏଟି ଯାହା ଶିଳ୍ପ ଥିଲା ସବୁ ଖାଇ ଦେଲା। ଭୋଟ ବେଳେ ଖାଲି ଚାଲିଆସେ
ଠିକ୍ କଥା । ଓଡ଼ିଆ ଅସ୍ମିତା ଆଜି ବନ୍ଦୀ ଗୁଜୁରାଟି କ୍ଷମତା ନିକଟରେ। ଶ୍ରାଜଗନ୍ନାଥନ୍କ ସ୍ଥାନରେ ଶ୍ରୀରାମ ର ଅତିକ୍ରମଣ । ଭାଜପାକୁ ଗାନ୍ଧୀବାଦୀ ଦଳ କହି ସେ ନିଜର କପଟତାର ପରିଚୟ ଦେଇଛନ୍ତି। ବୁଢା ବୟସରେ ବିଚାର ବନ୍ଧା ପକେଇ ବ୍ୟକ୍ତିତ୍ବକୁ ବାମନ କରିଛନ୍ତି ଏହି ବ୍ୟକ୍ତି। ଗଣତନ୍ତ୍ର ଯଦି ଗଣମତର ପ୍ରତିଫଳନ ତେବେ ନିର୍ବାଚନ ପରେ ଛଅ ଥରର ସଂସଦନ୍କର ପତିଆରା ପ୍ରମାଣ ମିଳିଯିବ। ପୁଅ ପ୍ରସନ୍ଗ ଆଲୋଚନାକୁ ଆଣି ଭର୍ତୃହରି ଦଳବଦଳର ତାନ୍କର ଅସଲ ଉଦ୍ଦେଶ୍ୟ ପଦାକୁ ଆଣିଛନ୍ତି।
ଓଡ଼ିଆ ଅସ୍ମିତା ପାଇଁ ବହୁତ କାନ୍ଦିଲ। ଆଉ କେତେ ଥର ସାଂସଦ ହୋଇ ଥିଲେ, ଓଡ଼ିଶା ପାଇଁ କିଛି କରିଥାନ୍ତ ? କଥା ସରୁ କିନ୍ତୁ......
Right Man At Right Place
👍 ✌️
ଓଡ଼ିଶାବାସୀଙ୍କର ଆତ୍ମଚିନ୍ତନର ବେଳ ଆସିଛି
Actually, It is a beautiful and accurate analysis.
Good Decision mahatab sir
🫡👏🏻👏🏻👏🏻this is real political words . Mind-blowing
କଟକ କାହିଁକି ସାରା ଓଡ଼ିଶାର ନେତା
Interview perfect ❤
Why the people and ruler of odisha is emphasizing one family Biju and nabin ....there are many other able ruler ..plz mention their names
BJD ର କ୍ଷୟ ଆରମ୍ଭ ଆଉ ଏକ ନମୁନା ଶ୍ରୀ ମାନ୍ ମହତାବ ସାର୍ l 🙏
🙏 ବନ୍ଦେ ଉତ୍କଳ ଜନନୀ 🙏
Jay jagannath ok thanks
ଯଦି ପ୍ରଶ୍ନ ପଚାରୁଛନ୍ତି, ତେବେ ଉତ୍ତର ଶୁଣିବାକୁ ଓ ଆମକୁ ଉତ୍ତର ଜାଣିବା ପାଇଁ ଅପେକ୍ଷା କରନ୍ତୁ । ପ୍ରଶ୍ନ ପଚାରନ୍ତୁ ଓ ଧୈର୍ଯ୍ୟ ଧରି ଶୁଣନ୍ତୁ । ଆପଣ ବଡ଼ ଅସ୍ଥିର
ଭତ୍ରୁହରି ବାବୁ ଜଣେ ସ୍ଵାଭିମାନୀ ନେତା, ତାଙ୍କର ଆଚରଣ ଏବଂ ଉଚ୍ଚାରଣ ଦ୍ଵାରା ଅନ୍ୟମାନେ ପ୍ରଭାବିତ ହୋଇଥାନ୍ତି , ଜଣେ ଭଦ୍ର ଲୋକ, ଜଣେ ଗତିଶୀଳ ନେତା, ଆଶା କରୁଛୁ ଭବିଷ୍ୟତରେ ଓଡ଼ିଶାର ମଙ୍ଗୁଆଳ ହୋଇ ଓଡ଼ିଶାକୁ ଆଗକୁ ନେଇଯିବେ l
ଆବେ ସେ ବିଜେଡି ରୁ ତଦା ଖାଇ ମିଶିଛି ୧୯୯୮ ରୁ ଜିତୁଛି କିଛି କରିନି ସେ କଟକ ରେ ଖାଲି ଭୋଟ ବେଳେ ଆସେ
@@banty6350kete Tankaa Neichuu Kii re... Sabu Comment Re Aasiki Taanka Against re Kahuchu 😂😂
A great leader of Odisha 🙏
Mahatab good man
Very very correct
Great person ❤️
Our people r much more capable why other state people will rule us.
anchor ra jou acting 😂😂😂😂seita haucchi OTV ra speciality
😮
Jay Shree Ram Jay Shree Ram Jay Shree Ram Jay Shree Ram
It will be difficult for him to win this time. I believe his surrounding MLAS are from BJD and that may be a typical scenario for him.
ବହୁତ୍ ଭଲ ଗପ କହୁଛନ୍ତି 😅😅
Bahut bada katha tie kahile Balaram rupe.
Jay bhartuhari
MHATAB JI IS VERY GOOD PERSON. BUT WHY CHARGSHEET IS FRAMED AGAINST YOU?? WHY CASE IS IN COURT??? KINDLY CLARIFY.
Cuttack needs Mahatab sir
ଆବେ ସେ ଏବେ ବି ଏଇଟି ସାଂସଦ ଅଛି ସେ ୧୯୯୮ ରୁ ଜିତିଛି ସୁବିଧାବାଦୀ କିଛି କରିନି ସେ
ସୁବିଧାବାଦୀ ନେତା ମାନେ ହେଲେ ତଥାଗତ ସତପଥୀ ମହତାବ .
Anubhav bhai nku Ana
Bjp will win.
, Dr,,f57yzU
ସିମୁଳିଆ କଥା କୁହନ୍ତୁ,
Only bjp and elegible candidate
ଆବେ ସେ ୬ ଥର ଗଲାଣି କିଛି କରିପାରିଲେନି ଆଉ କେତେ ଦେଲେ କରିବ ସେ
Otb khali bjp neta ku dakiba pi badhya hauchi
ଆପଣ ବା ଥିଲେ
Agaru kuade jaithile amane
Wrong ticket given by bjp to him in Cuttack loksabha
Mahatab zindabad
He just work like an employee of BJD
Educated person in odisha
ଆବେ ସେଇଟା ପକା ଟାଉଟର ଟା ରେ କିଛି କରିନି କଟକ ରେ ୬ ଥର ସାଂସଦ ହେଇଚି ଭୋଟ ବେଳେ ଆସେ ଖାଲି
ସତକଥା କହିଲେ ସାର୍ 😢
Ticket no milile odisha ବନ୍ଦୀ 😂😂
Bhartuhari matab jadi M P hebe ta hele Cuttack ku bhala bhabare represent karibe kintu opposite BJD MP candidate kahibare sujoga paineni Se HR thila bele kete thara cuttack re Campus drive karichanti? Kete jana odia nku job deichanti
ବିଜେପି ବିଜେଡ଼ି ଲୋକସଭା ରେ ଏକ ଗୋଟେ ମେଣ୍ଟ ଚଲେଇଛନ୍ତି ବିଜେଡି କେବେ ବି ବିଜେପି କୁ କେନ୍ଦ୍ର ରେ ବିରୋଧ କରେନି କଟକ ରେ ଯିଏ ବିଜେଡ଼ିରେ ଥିଲା ଏଇନା ବିଜେପି ରେ କିଛି କରି ନାହାନ୍ତି
Jay shreeRam 🙏🏽❤️🙏🏽
Bhaina aapananka katha badhia, but kama 0000
Nabin Pattanaik nka pain aapana ate bata aasichhanti. Ata bhuli jantu nahi.
Aapana kebebi loka nka pakhare pahachi chhanti ki ?
Aapana sadharana loka nku chihni chhanti ta ?
Thare nijaku nije pacha rantu
Apana ate bata asichhanti
Kebala MLA o CM nka dayaru.
Karana loka mane aapana nku kebala election rally re dekhanti . Anya samasta samayare aapana Total Ubhan......
Ticket diani
ସାରେ କେତେ ଦିନ ଆପଣ ଅଞ୍ଚଳ ପାଇଁ ଦିଅନ୍ତି
ବଢିଆ question ଟି ଆପଣ ପଚାରିଛନ୍ତି. ଏଥର ଜଣାପଡିବ ମହତାବ ଜି ଙ୍କର କେତେ ଓଉକାତ. କେବଳ କେନ୍ଦ୍ରରେ ମନ୍ତ୍ରୀ ହେବା ଚକରରେ
Next CM🙏🙏🙏
Jay Jagannath 🙏🙏🙏🙏🚩🚩🚩
ତୋ ଘୋଡ଼ା ଡିମ୍ବ ଜାଣିଚୁ ତା ବିଷୟ ରେ ୬ ଥର ସାଂସଦ ବିଜେଡି ରୁ ଯାଇଚି ତାଡି ଦେଇଛି କଟକ ରେ ସବୁ
@@banty6350 Thu Bala ta Janichu BJD party hi kharap Thila Naveen Patnaik Odisha ku luti tha Bhai Bhauja ku kotipati kala jou party ra Supremo Chora se party re kichi Bhala MP MLA katha sune Kia jou Mane Swabhimani MP MLA semane BJD chadi dele Au Swabhimani party BJP re join kale
Jay Jagannath🙏🚩🚩🚩Jay Shree Ram 🙏🚩🚩🚩
@@khandayat1Ruler ଆରେ ସେ ଏତେ ବର୍ଷ ରହିଲା କିଛି କଟକ ରେ କରିନି ପୁଣି ତାକୁ ଭୋଟ ଦବୁ ପାଗଳ ନା କଣ
@@banty6350 Cuttack Jadi Dekhina Cuttack tk buli Asha Jani pariba Cuttack kte development haichi BJP Sarkar Bhartuhari Mahatab ku support Kari thibaru Aji Cuttack sabuthu devlope
@@khandayat1Ruler ଡିମ୍ବ ଟା ହେଇଚି ଯାଇଛ ରେଭେନ୍ସା କଲେଜ କେତେଟା lecture ଅଛନ୍ତି pratical ପାଇଁ ଜିନିଷ ଅଛି ଚୌଦ୍ଵାର କାଗଜ କଳ କଣ ହେଲା, ବାରଙ୍ଗ କାଚ କାରଖାନା କଣ ହେଲା କଣ ଶିଳ୍ପ ହେଇଚି କେତେ ଟା ଶୀତଳ ଭଣ୍ଡାର କରିଛନ୍ତି କହିଲେ ସରିବନି
Hariba ta thaya
Brilliant manoj babu.. great jaurnalist ❤❤❤❤
Educated man.
ଘୋଡ଼ା ଡିମ୍ବ ୬ ଥର ଯାଇଚି କିଛି କରିନି ହେଲା ଦେଖିବାକୁ ବି ଆସେନି କେବେ ଭୋଟ ବେଳେ ଆସିଚି
Se Janata party ru candidate heithile. Setebele Nabin babu politics ku asi nathile.
ଆବେ ସେ ୧୯୯୮ ରୁ ଜିତୁଛି କଟକ ରୁ କିଛି କରିନି ବିଜେଡି ରୁ ତଡା ଖାଇ ଯାଇଚି ବିଜେପି କୁ ସୁବିଧାବାଦୀ ନେତା ସେ
୧୯୯୮ ରୁ ସେ ଜିତୁଛି କିଛି କରିନି କେବେ ବି ଆସେନି କଟକ କୁ
Swarthpar neta
Aau naveen kan army wala ? Tamil ku dei soichi
Jay shree ram
ଆବେ ଯିଏ କଟକ ଲୋକ ସିଏ ଜାଣିଚି ମହତାବ କଣ ହେଲା ୬ ଥର ଯାଇଚି କେବେ ହେଲେ ଆସେନି କଟକ କୁ ଖାଲି ଭୋଟ ବେଳେ ଆସୁଚି
ସବୁ ଠାରୁ ବେଲଜ୍ୟ ନେତା
Eita badmas loka
ଚୋର
ଗାନ୍ଧୀ ହତ୍ୟାକାରୀ କୁ ଭାଜପା କାହିଁକି ମୁରଦାବାଦ କରୁନାହାନ୍ତି?
Educated man
A Loka MP Only Nija Paen Not For CTC...
Amane Sabu Gote Gote Bhadua CTC Paen Kichi Kariparileni
ଶଳା ଟାଉଟର ଟା ଖାଲି ଭୋଟ ବେଳେ ଆସେ ୬ ଥର ଗଲାଣି ବାଳ ଟା କରିଚି
ଭର୍ତୁହରି, ବାବୁ ଦୀର୍ଘ ଦିନ ରସଗୋଲା ଖାଇଲେ ପରେ ମିଠା ପିତା ଲାଗିଲା, party ଛାଡ଼ିଲେ, କିଏ କହିବ ଆଗାମୀ ଦିନରେ,BJP, ର ରଙ୍ଗ ବେରଙ୍ଗ ହେଲେ ପୁଣି ନୁଆ ରଙ୍ଗ ବୋଳି ହେବେ
Are tma vali murkha kehi nahanty,,,,Ketedin munda poti sahi thante.....Chali asile bhala kale.....
କେବେ ଲୋକ ଙ୍କ ପାଖକୁ ଆସିଛ ଗପ ପବଳ
Great person