"ମୁଁ ଅନୁଭବ ଓ ବାବୁସାନଙ୍କୁ ନେଇ ଫିଲ୍ମ କରିବାକୁ ବହୁଥର ଚାହିଁଛି ,ହେଲେ କରିପାରିନି "ବିନି ପଟ୍ଟନାୟକ

Поділитися
Вставка
  • Опубліковано 29 вер 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Odisha Bhaskar Online Presence:
    linktr.ee/Odis...
    UA-cam - www.youtube.co...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

КОМЕНТАРІ • 16

  • @Radhakanta_Music_Official
    @Radhakanta_Music_Official 8 годин тому +9

    ତମର ଯଦି ପଇସା ଅଛି sridhanta ମହାପାତ୍ର ରଚନା ଦିଦି ଙ୍କୁ ଆଣ ଆଉ ଅନୁଭବ ମହାନ୍ତି ଆଣ ଗୋଟେ ଫିଲ୍ମ୍ ରେ ଭଳ ଭିଲିଆନ ଗୋଟେ ବି ଆଣ ଦେଖିବା ତମ ସବୁ ପଇସା ଫେରି ଆସିବ ଲେଖି ରଖ ଭାଇ❤😊

  • @SwadhinPradhan-vc9qk
    @SwadhinPradhan-vc9qk 8 годин тому +2

    ହେ ପ୍ରଭୁ ଅlଙ୍କ ମୁଣ୍ଡରେ ଟିକେ ବୁଦ୍ଧି ପୁରାଅ, ସେ ଜଣେ producer ସେ କହୁଛନ୍ତି ଅଳ୍ପ budget ର ଫିଲ୍ମ ସହ ଯିଏ ନାହିଁ ସିଏ ନୂଆ କଳାକାରଙ୍କୁ ନେଇ ଫିଲ୍ମ କରୁଛନ୍ତି ,ସେଥିପାଇଁ ଲୋକ ଭାବୁଛନ୍ତି ଓଡ଼ିଆ ଫିଲ୍ମ୍ ସବୁ ଏମିତିଆ ଆଉ କୋଉବି ଫିଲ୍ମ ଦେଖିବାକୁ ଆସୁନାହାନ୍ତି , କିନ୍ତୁ ଇଏ ନିଜେ ତ କୋଉଠୁ ନୂଆଁ actors ମାନଙ୍କୁ ଉଠେଇ ନେଇ ଆଣିଛନ୍ତି , ତା ଛଡା କୋଉ ଲୋକ ବା କାହିଁକି ୩ ଟା ଫିଲ୍ମ ଦେଖିବାକୁ ଯିବ ଦଶହରାରେ 😂 maximum ୨ ଟା, ଆଉ ନିଜେ ତ ଟଙ୍କା ପାଇଁ ଦଶହରା ରେ ଫିଲ୍ମ୍ ରିଲିଜ୍ କରୁଛି ,ଆଉ କହୁଛି ଆମ industry ର coordination ନାହିଁ ସମସ୍ତେ ସେଥିପାଇଁ ଦଶହରା ରେ ଫିଲ୍ମ ରିଲିଜ୍ କରୁଛନ୍ତି, ତମର ଯଦି ଏତେ ଚିନ୍ତା ତମେ ତମ ଫିଲ୍ମ ର date change କରିଦେଲନୀ 😓, ଆଉ ତା ଛଡା ସେ କପି ଯୁଗ ଆଉ ନାହିଁ, ଏବେ ଯଦି ହିନ୍ଦୀବାଲା ବି କପି କରିବେ ସେ ବି flop ହବ, କାରଣ ଏବେ ସବୁ ଫିଲ୍ମ pan India ରେ ରିଲିଜ୍ ହଉଛି, ଆଗରୁ ଓଡ଼ିଆ ର କପି ଫିଲ୍ମ ହିଟ୍ ହଉଥିଲା କାରଣ COVID ପୂର୍ବରୁ ଅଧିକ ଲୋକ original film ବିଷୟରେ କିଛି ଜାଣି ନଥିଲେ , କିନ୍ତୁ COVID ସମୟରେ ଲୋକ ଘରେ ବସିକି UA-cam ରୁ ଦେଖି ଜାଣିଲେ ଯେ ୯୦ ଭାଗ ଫିଲ୍ମ ଓଡ଼ିଆ ର କପି ବୋଲି , ତମେ ମଧ୍ୟ ଏଥିପାଇଁ ଦାୟୀ, କାରଣ ତମେ serial ହିରୋ ଆଉ କିଛି ନୂଆ ହିରୋଇନଙ୍କୁ ନେଇ ଅଳ୍ପ ବଜେଟ ର ଫିଲ୍ମ କରିବ ଆଉ ତାକୁ ଡାଇରେକ୍ଟ tv ରେ ନଦେଇ ହଲ୍ ରେ ପକେଇବ , ତାହାଲେ ଲୋକ କାହିଁକି ତମର ନୂଆ actor ମାନଙ୍କୁ ଦେଖିବାକୁ ଯିବେ 😂😂, ତମରି ପରି କେତେକ ଲୋକଙ୍କ ପାଇଁ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ଏତେ ତଳକୁ ହେଇ ଯାଇଛି , ତମର ତ ଏ ଦଶହରା ରେ ଛୋଟ budget ର ଫିଲ୍ମ ଟିକେଟ ରୁ income ନ ହେଲେ ,ତମେ ଫିଲ୍ମ ବିକି ଦେଇକି income କରିବ,କିନ୍ତୁ ତମେ ଯୋଉ ଅଳ୍ପ କେତେଟା ସ୍କ୍ରିନ ମାଡ଼ିବସିବେ,ସେଥିପାଇଁ high budget ଫିଲ୍ମ୍ ଯାହା income କରିଥାନ୍ତା ତାଠୁ କମ୍ income କରିବ, ତେଣୁ ଆଗ ନିଜ ଚିନ୍ତାଧାରା ରେ ପରିବର୍ତନ ଅlଣ, ତା ପରେ bite daba 😂😂

  • @mukesh_kumar_behuray
    @mukesh_kumar_behuray 8 годин тому +2

    King always King super star babushaan bhaijaan

  • @BadalBhoi-r1v
    @BadalBhoi-r1v 8 годин тому +1

    Tumar bajet a6a baile sirdhan mahapatra au rachana k ana kenta filim chal ba j dekhba

  • @Asuchhi_Mo_Kalia_Suna
    @Asuchhi_Mo_Kalia_Suna 8 годин тому +3

    ଏତେ ଦିନ ପରେ ଭାସିଆ ଗୋଟେ ସୁନ୍ଦରୀ ରିପୋର୍ଟର ଆଣିଲା

    • @gurukrupa4151
      @gurukrupa4151 8 годин тому +1

      ହେ ଭାଇରେ ....
      ତମର ପୁରା ନାଳଦୋଷ ଅଛି ଆଉ

    • @Asuchhi_Mo_Kalia_Suna
      @Asuchhi_Mo_Kalia_Suna 7 годин тому

      @@gurukrupa4151 ତୁ ସତୀ ସାବିତ୍ରୀ ଟା ତ.. ଲିଙ୍ଗକୁ କ୍ଷୀରରେ ଧୋଇକି ଶାନ୍ତି କରୁଥିବୁ

  • @badboy..enerior
    @badboy..enerior 3 години тому

    ତୁ ବହୁତୁୁ କେନ୍ଦୀ ଚୁ ..ମୁ ଟ୍ରେଲର ଦେଖିଚି ..ଶଳା ..ଲଜ୍ଜ୍ୟା ଲାଗୁନି😅😅😅😅😅😅😅

  • @badboy..enerior
    @badboy..enerior 3 години тому

    ସେତେ ବେଳେ କପି କରୀକି ବହୁତ ଛୋଡ଼ିଚ 😅😅😅ଏବେ ନିଜେ କେନ୍ଦୁ ..ହୋଇଯାଇଛି😅😅😅

  • @ashok4536
    @ashok4536 7 годин тому +1

    Anubhav bhai jaan ❤❤❤

  • @KING-4360
    @KING-4360 8 годин тому

    କଣ ସବୁ ଦଶହରା 🤣🤣

  • @Subh_2.0
    @Subh_2.0 9 годин тому

    Stree 2 ru copy

  • @Doladharnaik
    @Doladharnaik 7 годин тому

    Bhai kya

  • @rajendramaharana9243
    @rajendramaharana9243 8 годин тому

    Good person

  • @ParameswarJena-lx5hn
    @ParameswarJena-lx5hn 8 годин тому

    Right

  • @akshayabeshra7667
    @akshayabeshra7667 8 годин тому

    Spb