ଛାତି ଥରୁଛି ସେ ଝିଅ ବାଇଟ ଶୁଣିଲେ ! Lawer must come for Ankita Pradhan, Bharatpur PS Case.

Поділитися
Вставка
  • Опубліковано 9 лис 2024

КОМЕНТАРІ • 325

  • @cutekajal123
    @cutekajal123 Місяць тому +52

    ଜଣେ ଲୋୟଲ ଜଣେ ଆର୍ମି ଅଫିସର ଝିଅ ଆର୍ମି ଅଫିସ ବାନ୍ଧବୀର ଯଦି ଏଇ ଅବସ୍ଥା ସାଧାରଣ ଗରିବ ଶ୍ରେଣୀ ଲୋକ ମାନଙ୍କୁ ମିଛ କେଶ ରେ ଫାଂସେଇ ଦେବେ ଅଙ୍କିତା ମାଡାମ କୁ ମାନସିକ ଶାରୀରିକ ନିର୍ଯାତନା ଦେଇ ଥିବାରୁ ସେମାନଙ୍କୁ ଫାଶୀ ଦିଆଯାଉ ଓଡିଶା ସରକାର ଯଦି କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ 😊🙏

  • @basantakumarpanda9022
    @basantakumarpanda9022 Місяць тому +46

    ନବିନ ପଟ୍ଟନାୟକ ଓ ପାଣ୍ଡିଆନ କେତେ ବର୍ଷ ଦାୟୀ ରହିବେ ସରକାର ସ୍ପଷ୍ଟ କରନ୍ତୁ।

    • @Hhhg-y3x
      @Hhhg-y3x Місяць тому +2

      ଆଗାମୀ ୨୪ ବର୍ଷ

    • @SnShine-ul7uc
      @SnShine-ul7uc Місяць тому +3

      Ae sarkar ra kichi khemta nahi jaha karina Kendra sarkar pandiyan Katha se kahibe

    • @deepess_deepu83
      @deepess_deepu83 Місяць тому

      ​@@Hhhg-y3xgujrati chamcha andha bhakt swapna dekhuchi bhuli jaa....to bopa Narendra khan beef supply karuchi tu jaa taku help karibu sala pakistani

    • @bipinbiharibehera4562
      @bipinbiharibehera4562 Місяць тому

      Astrologer😅😅😅

  • @srikanta671
    @srikanta671 Місяць тому +22

    ନାଇଟି ପିନ୍ଧିକି ଗିହାଁଗେହିଁ ହେଉଛନ୍ତି
    ସିସିଟିଭି କେମିତି ଲାଗିବ

  • @banabiharimohanty6007
    @banabiharimohanty6007 Місяць тому +32

    ପ୍ରଥମେ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ତାପରେ ସମସ୍ତ ପୋଲିସ ଅଫିସର ମାନଙ୍କୁ ଚାକିରୀ ରୁ ବହିଷ୍କାର କରାଯାଉ ଏବଂ ଜେଲ ରେ ପୁରାନ୍ତୁ ସେମାନଙ୍କୁ

    • @sabitamalik4090
      @sabitamalik4090 Місяць тому

      Ta pare tame state ku control kariba😂😂😂

  • @utkaleswarnaik7325
    @utkaleswarnaik7325 Місяць тому +20

    First କଥା ମୁଁ request କରି କହିବି କି ଆମ ସେନା ବାହିନୀ ରେ ଯେତେ ଜଣ ସୈନିକ ଭାଇ ମାନେ ଅଛନ୍ତି ସମସ୍ତେ ଆସିକି ନିଜ ନିଜ ଘରେ ବସନ୍ତୁ,,,ସେ ପାକିସ୍ତାନ ହେଉ କି ଚୀନ ହେଉ ସମସ୍ତେ ଆସିକି ଘରେ ପଶି ପଶି ମାରନ୍ତୁ ସମସ୍ତଙ୍କୁ ତମେ କାହିଁକି ଆଉ କାହା ପାଇଁ ସେଠି ଜଗିବ ଯଦି ତୁମେ ନିଜେ କି ତୁମ ଘର ଲୋକେ ସେଫ୍ଟି ନାହାନ୍ତି ତାହେଲେ ଅନ୍ୟ ପାଇଁ ଚିନ୍ତା କରିବା କିଛି ଦରକାର ନାହିଁ 😢😢

  • @ratikantaray6787
    @ratikantaray6787 Місяць тому +18

    ଯଦି ଜଣେ ମେଜର କୁ ଏମିତି ଅବସ୍ଥା କରିପାରନ୍ତି ତା ହେଲେ ସାଧାରଣ ଲୋକେ ର ଅବସ୍ଥା କଣ ହେବ... ଏ ସରକାର କୁ ଜଳଧି ଓଡ଼ିଶା ରୁ ହଟା ଯାଉ

  • @KesabaBehera-of8kl
    @KesabaBehera-of8kl Місяць тому +14

    ୫ ଟି କାଳରେ କେସ ଚପଇ ଦିଆ ଯାଇଥିଲା

  • @BimbadharMangaraj
    @BimbadharMangaraj Місяць тому +11

    ସବୁ ସାମ୍ବାଦିକ ଓ ଆଇନଜିବୀ ମାନଙ୍କୁ ଅନୁରୋଧ ଏହିଭଳି
    ଅପରାଧୀଙ୍କ ସପକ୍ଷରେ ମକଦମା
    ଲଢନ୍ତୁ ନାହିଁ

  • @BasantaBehera-gl3li
    @BasantaBehera-gl3li Місяць тому +31

    ଏବେ ସବୁ ଆଡେ ଏମିତି ହଉଚି ଏଇ ମିଛୁଆ ସରକାର ରେ ଏମିତି ଘଟଣା ଦେଖିବାକୁ ମିଳୁଛି ଛି ଛି

  • @mrutyunjayparida-b1o
    @mrutyunjayparida-b1o Місяць тому +4

    ସେଇଟା ଥାନା ନୁହଁ, ଗରୁ ଗୋହାଳ, ଏମାନେ 5 ବର୍ଷ pandian and Nabin ନାଁରେ ଦୋଷ ଦେବେ

  • @JaiUtkalaMaa
    @JaiUtkalaMaa Місяць тому +8

    ଆମେରିକାରେ ସବୁ ପୋଲିସ ଦେହରେ କ୍ୟାମେରା ଓ ମାଇକ୍ରୋଫୋନ ଲାଗି ଥାଏ । ଏଠି ଥାନାରେ ସାମାନ୍ଯ ସିସିଟିଭି ନାହିଁ। ଛଅ କୋଟି ଖର୍ଚ୍ଚ କରି ମଡେଲ ଥାନି ବନେଇଲ ପନ୍ଦର ହଜାର ଖର୍ଚ୍ଚ କରି ସିସି ଟିଭି କାହିଁକି ଲଗା ଗଲାନି। ପୋଲିସର ଈଳା କାରନାମା ସବୁ ଲୁଚାଇ ରଖିବାକୁ ।

  • @anilbaliarsingh6475
    @anilbaliarsingh6475 Місяць тому +25

    Actually Pandian was good👍

  • @roast520
    @roast520 Місяць тому +4

    ଆରେ ଭାଇ bjd ସମୟରେ ପରି କେଶ୍ , ମୋମିତା କେଶ୍ ,ଏମିତି ଅନେକ ନାରୀ ନିର୍ଯାତନା ଥାନା ରେ ଦବି ଯାଇଛି , ପୁରୁଣା କଥା କୁ ଆଉ କେହି ମନେ ପକାଉ ନାହାନ୍ତି, BJP ଶାସନ କାଳରେ ଏହି କଥା ମନେ ପଡୁଛି,ଧିକ ତମ ପୁରୁଷ ପଣିଆ କୁ BJD ସରକାର ସମୟରେ କେତେ ଜଘନ୍ୟ କାଣ୍ଡ ଘଟିଛି ସେଗୁଡ଼ାକ କଣ ଦେଖା ଯାଉନି ତମକୁ

  • @biju2045
    @biju2045 Місяць тому +5

    ସମସ୍ତେ ଦୁଃଖିତ ଅଭିଯୁକ୍ତ କୁ କଠୋର ଦଣ୍ଡ ମିଳୁ କିନ୍ତୁ ଏ ଯୋଉ ସାମ୍ବାଦିକ ଙ୍କୁ ଯଦି ନବ ଦାସ,mamita, ପିହୁ,ପରି,ବେବିନା,ଇତିଶ୍ରୀ,ମାଧାବିଲତ ଙ୍କୁ ଅନ୍ୟ।ୟା ହେଲାବେଳେ ଏତେ ଜୋର ରେ ପାଟି କରିବାର ଓଡ଼ିଶାବାସୀ କେବେ ଦେଖିନାହାନ୍ତି jhahou ଚାଟୁ karita ର ସବୁ ସୀମା କୁ ଟପିଛନ୍ତି ଲଜ୍ୟା ଲାଗିବା କଥା

  • @prabodhapal6926
    @prabodhapal6926 Місяць тому +6

    ନବ ଦାଶ କୁ ମାରିଲା ଜଣେ ପୋଲିସ କୁଆଡେ ଯାଇଥିଲେ କେଦାର ବାବୁ

    • @c_lrgamerz9438
      @c_lrgamerz9438 Місяць тому

      Aaabe sala eebe kn heichi seta kn disuni andhabhakt.... Jou dina ta maa ku eemti heba sedina eeita kahibu hela

  • @wanderlustbaba9145
    @wanderlustbaba9145 Місяць тому +3

    ସାଧାରଣ ଲୋକଙ୍କ କ କଥା କିଏ ସୁନୁଚି ଭାଇ ..ପରିବର୍ତ୍ତନ ଦରକାର

  • @CHITTA05
    @CHITTA05 Місяць тому +3

    You are right sir

  • @jayanteenanda768
    @jayanteenanda768 Місяць тому +1

    ଏ ସାମ୍ବାଦିକପ୍ରତ୍ଯକ୍ଷଦ୍ରଷ୍ଟା

  • @SPINFOTAINMENT
    @SPINFOTAINMENT Місяць тому +20

    ମୋହନ ମାଝି ଚୋର ମାଝି ଶଳା Home Department ନିଜ ପାଖରେ ରଖିକି ଚୁପ୍ ବସିଛ କଣ ପାଇଁ ।
    କେବେ ହେବ action ଏମିତି ବେଧ ପିଲାଙ୍କ ଉପରେ ଯେଉଁମାନେ ଏତେ ଅମାନୁଷିକ କାର୍ଯ୍ୟ କରିଛନ୍ତି।

  • @bhabagrahimishra1780
    @bhabagrahimishra1780 Місяць тому +18

    କାହା ସମୟରେ ପୋଲିସ ନବ ଦାସ କୁ ଗୁଳି କରିଥିଲା,କାହା ସମଯ ରେ ପୋଲିସ ପ୍ରତାପ ଜେନା ର ଏଫ୍ ଆଇ ଆର ରଖୁ ନ ଥିଲା ,କାହା ସମୟ ରେ ପ୍ରଦୀପ ପାଣିଗ୍ରାହୀ ଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀ କୁ ଯିବାକୁ ପୋଲିସ ଅଟକାଇ ଥିଲା ।ତମେ ବିଜେଡି ର ଚାଟୁକାର । ପାଣ୍ଡିଆନ ପଛରେ 70 ପୋଲିସ ଥିଲେ ।

    • @tapasswain3231
      @tapasswain3231 Місяць тому +1

      Right sir❤

    • @prabhatjena2966
      @prabhatjena2966 Місяць тому

      Andha bhabkta

    • @riteshgudu9189
      @riteshgudu9189 Місяць тому +2

      ତା ମାନେ BJD ରାସ୍ତାରେ _______କରୁ ଥିଲା,ବୋଲି ବିଜେପି ବି ରାସ୍ତାରେ _______ କରିବ,
      ବାଃ କି କଥା

    • @parsuramkhamari9495
      @parsuramkhamari9495 Місяць тому

      Tame kana ta chodu cha khali micha

    • @bhabagrahimishra1780
      @bhabagrahimishra1780 Місяць тому

      @@riteshgudu9189 ଚାଲୁଣୀ କହୁଛି ଛୁଞ୍ଚି କୁ ତୋ ଗାଣ୍ଡି ରେ ଗୋଟେ କଣା ।

  • @SanatanchattarChattar
    @SanatanchattarChattar Місяць тому +3

    ବିଜେପି ର ମହିଳାଙ୍କ ପ୍ରତି ଏଭଳି ହେଲେ ଭଲ ହେବ । ହେଲେ ଯାଇଁ ରାଷ୍ଟ୍ରପତି ମୁହଁ ଖୋଲିବ ।କଲିକତା ଘଟଣାରେ ମୁହଁ ଖୋଲିବ ଏବେ ଚୁପ୍ ,,,କି ରାଷ୍ଟ୍ରପତି

  • @abdulshareef
    @abdulshareef Місяць тому +2

    BJP ସରକାର ଜିନ୍ଦାବାଦ

  • @USER-Ajubhai
    @USER-Ajubhai Місяць тому +1

    B J D bala police ta sudhuri paruni

  • @BasantaBehera-gl3li
    @BasantaBehera-gl3li Місяць тому +2

    You are right sir 🙏🙏

  • @rajkishorbarik7718
    @rajkishorbarik7718 Місяць тому +1

    Really right..sir

  • @abhimanyusutar4466
    @abhimanyusutar4466 Місяць тому +2

    Mahan majhi ଦାଇ

  • @manasdas5715
    @manasdas5715 Місяць тому +9

    ମମିତା ମେହେର, ନବ ଦାସ, ସୈାମ୍ୟରଞ୍ଜନ, ସ୍ମିତାରାଣୀ,ବେବିନା ଆଦି ଅନେକ ଘଟଣାରେ ୫ଟି କଣ କରୁଥିଲା ସମସ୍ତେ ଜାଣନ୍ତି 😢

    • @deepess_deepu83
      @deepess_deepu83 Місяць тому

      Jia bhul karichi se jail re achhi, jia dosi se jail re achhi se danda paichi.....5T kebe asila kahilu gujrati chamcha....to bopa Narendra khan BJP odisha chora ku support kare example mamita case & pari case & naba das case kan BJP dosi ku ghanta ghudauchi......to bopa Narendra khan BJP odisha ru asu asu odia mada khaila se puni anaodia rajiya pala pua hatare kan pai remote control cm mahon majhi chup..... jagannath nka ratna bhandar suna chori kari gujrat ku jauchi bhubaneswar airport re dhara padhila.... bharatpur police station re nari private part ku police maruchi aita kan odia asmita..... BJP hatao desh bachao, Narendra khan hatao hindu bachao, BJP hatao odia asmita bachao

    • @RAKESHKUMAR-on9sm
      @RAKESHKUMAR-on9sm Місяць тому

      Ye loka khali micha re bjp naa re kahila ..bjd thila bele kete case heichi se katha kahuni

    • @deepess_deepu83
      @deepess_deepu83 Місяць тому

      @@RAKESHKUMAR-on9sm jia chor sia jail re achhi au kan tate darkar....dosi ku jadi BJD sarkar chhadi deithanta BJP khushi heiki BJP re join karithanta

  • @brajasundarsahoo1590
    @brajasundarsahoo1590 Місяць тому +2

    ଏମାନେ ପ୍ରତି ଘଟଣାରେ ନବୀନ ଦାୟୀ ପlଣ୍ଡିଆନ ଦାୟୀ କହି କହି ପାଞ୍ଚ ବର୍ଷ କଟେଇଦେବେ l

  • @USER-Ajubhai
    @USER-Ajubhai Місяць тому +1

    BJD bele besi amiti ହଉଥିଲା

  • @Binodkumarpanigrahi2187
    @Binodkumarpanigrahi2187 Місяць тому +5

    ଯେଉଁ ମାନେ ବିଜେପି ସରକାର କୁ ପସନ୍ଦ କରନ୍ତି, ସେମାନେ ବର୍ତ୍ତମାନ କଣ ଭାବୁଛନ୍ତି, ନବୀନ
    ନବୀନ ଭଲ ନା ମୋହନ ଭଲ,ମୋ ମତରେ ନବୀନ ହିଁ ଶ୍ରେଷ୍ଟ

  • @arunarout2635
    @arunarout2635 Місяць тому +5

    ସବୁ bjd କରିଚି

  • @babitamajhi1518
    @babitamajhi1518 Місяць тому

    Thik kahichhanti sir

  • @gitarani2831
    @gitarani2831 Місяць тому +1

    ଠିକ୍, କହିଛନ୍ତି, ସାର୍

  • @manasranjansahoo5951
    @manasranjansahoo5951 Місяць тому +6

    ଆରେ ଭାଇ ତମେ କେତେ ମାଲ ନେଇଜ ବିଜେଡି ଵାଲା ଠାରୁ

  • @kalandisingh4787
    @kalandisingh4787 Місяць тому +4

    25 year ହେଲାଣି ଏମିତି ଅବସ୍ଥା ହେଇଯାଇଛି ଏବେ ସମାଧାନ ହେବ

    • @SnShine-ul7uc
      @SnShine-ul7uc Місяць тому

      Ehi samadhan hele odia asimit chuli ku jeba chips secretary au police DG jadi ana odia hebe ama odia asimit Katha chada gujarati asmita ku nijara kara jeu odia asimit re 24 barsa sarkar ku gadi ru hatei nua bjp ra sarkar ku ana gala Tara odia asimit janapadila asu asu odia officers ku jharkhandi mada marila shethe bele kain sabu chup

    • @debanandapurtty2117
      @debanandapurtty2117 Місяць тому

      Kebe tharu Samadhan heba? 5 barsa pare ki?

    • @SnShine-ul7uc
      @SnShine-ul7uc Місяць тому

      @@debanandapurtty2117 thik Katha karuchanti apana bhai

  • @pramodajena1514
    @pramodajena1514 Місяць тому +2

    5T ‌ସମୟରେ ପୋଲିସ୍‌ ବେଶି ପାଣ୍ଡି ମାରୁଥିଲେ

  • @pramodajena1514
    @pramodajena1514 Місяць тому +2

    ଲୋକଟି କିଏ ଜାଣି ହେଉନି ଚୋରଟା

  • @pramodajena1514
    @pramodajena1514 Місяць тому +1

    VIP କେବଳ ନବିନ ବାଳନା

  • @pragyanparimita..6152
    @pragyanparimita..6152 Місяць тому

    Thik kahichhanti 🙏🏻

  • @prabhatswain3792
    @prabhatswain3792 Місяць тому +1

    BJD ରେ ଏହିଭଳି ଅବସ୍ଥା ଥିଲା କିନ୍ତୁ ଆଉ ନୁହେଁ ।

  • @nehaparida4358
    @nehaparida4358 Місяць тому +1

    ୨୫ ବର୍ଷ ବ୍ୟବସ୍ଥାକୁ ୨୫ ଦିନରେ

  • @sanjaynayak80
    @sanjaynayak80 Місяць тому +2

    Right 👍

  • @ShubhajyaJena
    @ShubhajyaJena Місяць тому +1

    Hii

  • @BabulukumarSahu-mm2nr
    @BabulukumarSahu-mm2nr Місяць тому +2

    କେଦାର ସାର୍ ପ୍ରଣାମ ମୁଁ ଆପଣଙ୍କ ବାଇଟ୍ ଖୋଜି ଖୋଜି ଦେଖେ ପ୍ରତିଦିନ ❤

  • @S.B3395
    @S.B3395 Місяць тому +1

    ଓଡ଼ିଶାର ଗୁଣ୍ଡା ହେଉଛି ପୋଲିସ ଓଡ଼ିଶାର ଲାଞ୍ଚୁଆ ହେଉଛି ପୋଲିସ ଓଡ଼ିଶାର ଗଞ୍ଜେଇ ମାଫିଆ ହେଉଛି ପୋଲିସ ଓଡ଼ିଶାର ମଦୁଆ ହେଉଛି ପୋଲିସ ଓଡ଼ିଶାର ଦଲାଲ୍ ହେଉଛି ପୋଲିସ ଓଡ଼ିଶାର ଆଉ ପୋଲିସ କଣ ଭଲ ବେବହାର ଦେଖେଇବ

  • @sewanayak945
    @sewanayak945 Місяць тому +1

    ଓଡିଶା ବାସି ଠିକ ଜାଣିଛନ୍ତି ସେଇଥିପାଇଁ ଚେର ଉପାଡିଦେଲେ ଆଉ ଛୋଡ଼ିହନା 😜👍

  • @GundichaNayak8787
    @GundichaNayak8787 Місяць тому +2

    You are right kedar babu

  • @abhimanyusutar4466
    @abhimanyusutar4466 Місяць тому +1

    Bjd

  • @nehaparida4358
    @nehaparida4358 Місяць тому +1

    ଅଭ୍ୟାସ ହୋଇ ଟଯାଇଛି

  • @bhabanishankarpati466
    @bhabanishankarpati466 Місяць тому +1

    Really it's so shameful so strictly taken action against them who are involving & responsible for all that incidents..For only some police misusing theirs powers so that types situations creating on police station..

  • @SantoshKanhar-ly8eg
    @SantoshKanhar-ly8eg Місяць тому

    Right sir ❤

  • @JaiUtkalaMaa
    @JaiUtkalaMaa Місяць тому +1

    ଚୋର ଗୁଣ୍ଡା ଆଜାଦିରେ ଉତ୍ପାଦ ହେବେ। ଜନତା ଫେରାଦି ହେଲେ ପୋଲିସଠୁ ମାଡ ଖାଇବ। ଓଡ଼ିଶା ପୋଲିସ ଚୋରଠୁ ବି ବେସି ହାରାମି। ମୋହନ ମାଝି ନିଜ କୂ ଜଗନ୍ନାଥ କହି ବୁଲୁଛି।

  • @swopnacreations8609
    @swopnacreations8609 Місяць тому

    Right

  • @AjayKumar-rr2mv
    @AjayKumar-rr2mv Місяць тому

    ଓଡିଶା ପୋଲିସ ର ଚରିତ୍ର ସବୁବେଳେ ଗୋଟେ, ବିଜେଡି ସରକାର ବେଳେ ବି ଏମିତି ଥିଲା ବିଜେପି ସରକାର ରେ ବି ସମାନ, ମମିତା, ପରି, ପିହୁ, ମାଧବୀ, ବେବିନା ସବୁ ଘଟଣାରେ ପୋଲିସ ର ଭୂମିକା କଣ ଥିଲା ତାହା ସାରା ଓଡିଶା ଜାଣିଛି, ନବୀନ ସରକାର ପୋଲିସ କୁ ଘଣ୍ଟ ଘୋଡାଉଥିଲା ଏବେ ମୋହନ ସରକାର ବି ସେଇ କାମ କରୁଛି!

  • @Faltutokarafaltuvideo
    @Faltutokarafaltuvideo Місяць тому +5

    ଏ ପୋଲିସ ସବୁ ଗୋଟେ ଗୋଟେ ବିଜେଡି ର ପୋଷା କୁକୁର ଏଇ ସବୁ ବିଜେପି ସରକାର କୁ ବଦନାମ କରିବାକୁ ପ୍ରୟାସ କରା ଯାଉଛି ଯଦି ବିଜେପି ସରକାର ଏଇ ବିଷୟ ରେ କିଛି ଦୃଢ଼ କାର୍ଯ୍ୟ ନୁଷ୍ଠାନ ନ ନେବେ ତ ଆଗକୁ ଭଉତ ବଡ ବିପଦ ହେବ ବିଜେପି ସରକାର ଙ୍କ ପାଇଁ 👈କେମିତି ମୋହନ ମାଝୀ ଚୁପ ହେଇ ବସିଛନ୍ତି ନିଜ ହାତରେ ହୋମ ଡିପାଟମେଣ୍ଟ ରଖିକି କାହିଁକି ପଦକ୍ଷେପ ନେଉ ନାହାନ୍ତି 👈😭

  • @Skgbul470
    @Skgbul470 Місяць тому +2

    ଲୋକଙ୍କୁ ଚା ଦେବେ କଣ ଚା ପଇସାରେ ପୋଲିସ ମାନେ ନାଲି ଚା ସହିତ ଚଖାନା ଖାଇ ଫୁର୍ତ୍ତି ରେ.

  • @sudarsansatapathy790
    @sudarsansatapathy790 Місяць тому +1

    These policies are being trained by the BJD government. BJD hi hi.
    Purely low category thoughts.

  • @Ojha1education
    @Ojha1education Місяць тому +1

    Sir partham thik kahile

  • @Babajicharansingh4513
    @Babajicharansingh4513 Місяць тому +6

    ଏହି ସବୁ କାର୍ଯ୍ୟକ୍ରମ 5t ରୁ ଅଭ୍ୟାସ ଅଚ୍ଛି |

    • @deepess_deepu83
      @deepess_deepu83 Місяць тому

      Gujrati remote control sarkar taha hele follow karuchi 5T ku 😂😂.....tumar au kan aukat achhi... kichhi karipariba nahi

  • @Hmts143
    @Hmts143 Місяць тому +1

    BJD sasan bhitare eei sabu police Paisa deiki job paichanti.

  • @prahaladojha5628
    @prahaladojha5628 Місяць тому

    ଏ ସବୁର କୀର୍ତ୍ତନ ବିଜେଡି 24 ବର୍ଷର ରୋଗ ସମୀର ଦାସ ଯୌନ କେଳେଙ୍କାରୀ କାହା ସମୟରେ ନବ ଦାସ ମର୍ଡର କାହା ସମୟରେ ପରୀ ହତ୍ୟା କାହା ସମୟରେ ମମିତା ମର୍ଡର କାହା ସମୟରେ ବେବିନା ମର୍ଡର କାହା ସମୟରେ ସିସି ଟିଭି ଲଗାଇବା କାହା କାମ ସେତେବେଳେ ସରକାର କିଏ ଥିଲା କାମ ପୁରା ନ ହୋଇ ଉଦଘାଟନ କେମିତି ହେଲା କେଦାର ବାବୁ ଟିକେ ମିଡିଆରେ କହିବେକି କିଛି କାମ ନାହିଁ ମିଡିଆରେ ବିଜେଡି ପାଇଁ ଓକିଲାତି କରୁଛି

  • @EKIARTVLOG-vt8hk
    @EKIARTVLOG-vt8hk Місяць тому +1

    Thik kahichanti sir

  • @PradeepKumarBehera-or9ee
    @PradeepKumarBehera-or9ee Місяць тому +1

    Jay Naveen pattnayak babu Jay Bjd 🙏🙏🙏👍👍👍♥️♥️♥️

  • @sureshkumarswain9961
    @sureshkumarswain9961 Місяць тому +1

    ସାଧାରଣ ଲୋକେ ସେମିତି ରହନ୍ତି

  • @subasnayak1510
    @subasnayak1510 Місяць тому +1

    ଫାଇବ ଟି ର ମୁଖ୍ୟ
    ତୋ,,, ଗେରସ୍ତ କି

  • @RanjitBariha-kc1it
    @RanjitBariha-kc1it Місяць тому

    5T କାଳ ରେ ଏମିତି ପୋଲିସ ନଥିଲେ ମାନେ ସବୁଦୋଷ ମୋଦୀଙ୍କର ଏ ପୋଲିସ ବାଲା ର କିଛି ବି ଦୋଷ ନାହିଁ

  • @laxmidharhasda6209
    @laxmidharhasda6209 Місяць тому +1

    ଆରେ ମାଗିଆ ଛୋଡ଼ି ପୁଅ ବିଜେଡି ପାଣ୍ଡୁ ପେଳ ଚଟା କୁକୁର ବିଜେଡି ରେ ବି ହେଉଥିଲା

  • @ramamohantripathy1358
    @ramamohantripathy1358 Місяць тому

    ଦୁଃଖ ପୂର୍ଣ୍ଣ ଘଟଣା

  • @kashinathdash4772
    @kashinathdash4772 Місяць тому

    ଯଦି ଅଙ୍କିତା ପ୍ରଧାନ ନ୍ୟାୟ ନପାଏ ତେବେ ଓଡ଼ିଶା ବାସୀ କେବେବି ଆଗାମୀ ଦିନରେ ପୋଲିସ ଠୁ ନ୍ୟାୟ ପାଇବେ ନାହିଁ।। ଦୋଷୀ କୁ କୋଠର ଦଣ୍ଡ ମିଳୁ, ଘଣ୍ଟ ନ ଘୋଡ଼ଯାଉ।। ଜଣେ ପୋଲିସ ଚାହିଁଥିଲେ ଶୃଙ୍ଖଳିତ ଭାବେ ଘଟଣା ଟିକୁ ସମାଧାନ କରିପାରି ଥାନ୍ତେ।। ଯିଏ ପୀଡ଼ିତା ସେ ଦଣ୍ଡିତ।। କେତେ ବିକୃତ ମାନସିକତା।m

  • @OMMPRAKASH-fr3bb
    @OMMPRAKASH-fr3bb Місяць тому +1

    Starting odia asmita

  • @biramhembram2124
    @biramhembram2124 Місяць тому

    ଏପରି ପଲିସର କାମ ହେଉଛି 24ବରଷର ଞାନ

  • @simanchalaswain5809
    @simanchalaswain5809 Місяць тому +1

    Woho 5t na thhila Aebe 100,Dina BJP Sarkar re Police Aemiti hoee gala?
    BJD ra Bisa manzi katha tike kahile Bhala huanta,

  • @chakradharswain9603
    @chakradharswain9603 Місяць тому

    ୫ ଟି ସରକାରରେ ପରି ହତ୍ୟା, ମାମିତ ମେହେର, ହତ୍ୟା କେଉଁ ସରକାରରେ ହୋଇଥିଲା ? ଦୟାକରି ବି, ଯେ, ଡି, ମୁଖପାତ୍ର ଟିକେ କହିବେ କି ? 👍👍👍👍👍👍👍👍👍👍👍

  • @MinaJani-x7h
    @MinaJani-x7h Місяць тому

    ସତ କଥା ଏ ସବୁ ପୋଲିସ ବିଗତ ସରକାର ସବୁ ଶିଖାଇ ଛନ୍ତି ଏହା ସତ କଥା ତମେ ଜାଣି ନା।

  • @nikunjanathbehera1782
    @nikunjanathbehera1782 Місяць тому +1

    Amiti Bias Sambadika mo jibanare Dekhini.

  • @sudarsandas9094
    @sudarsandas9094 Місяць тому +1

    Sabu police nk bevyar kharap

  • @DhananjayMurmu-u6r
    @DhananjayMurmu-u6r Місяць тому +2

    Amanku dhoreki badaile sabu thik heba.🙏

  • @KrushnaChandraBaral-q8k
    @KrushnaChandraBaral-q8k Місяць тому

    Sir 5 T was not good. During 5T so many incidents happened. Except 5T all your statements are nice.

  • @jyotiprakashrout3389
    @jyotiprakashrout3389 Місяць тому

    ଯାହା ହେଇଛି ଭୁଲ ଏଇଟା ସମସ୍ତେ ଜାଣନ୍ତି ଆଉ ସମସ୍ତେ ଏଥି ଲାଗି ବ୍ୟଥିତ କିନ୍ତୁ ତାହାର ଏଇଟା ଅର୍ଥ କି ମାତ୍ର ୧୦୦ ଦିନ ମଧ୍ୟରେ ପୋଲିସ କୁ ମୁଖ୍ୟମନ୍ତ୍ରୀ କୁସଂସ୍କାର ଦେଇଦେଲେ ।

  • @KrushnaMuduli-yu6nv
    @KrushnaMuduli-yu6nv Місяць тому +1

    Pandu.sabu.policeku.sikheidei.jaichi

  • @tahasildipa9675
    @tahasildipa9675 Місяць тому

    ଓକିଲ ସଂଗ ଆନ୍ଦଳନ କରିବା କଥା ଆଇଆଇସି ନାରେ

  • @ramnathpatra9241
    @ramnathpatra9241 Місяць тому +2

    Youu aree saying wrong.

  • @Always-n3t
    @Always-n3t Місяць тому

    ବିଜେଡି ର ଗେହ୍ଲା ପୁଅ ଥିଲା ସିଏ IIC. ନବୀନ ବାବୁ ଙ୍କ ପୋଲିସ ଙ୍କ ର ଏହି ଅଭ୍ୟାସ ରହି ଆସିଛି। ଏବେ ମୋହନ ବାବୁ ସବୁକୁ ସାବାଟ କରିବେ

  • @ACTIVE_BOY_
    @ACTIVE_BOY_ Місяць тому +1

    ସେତେବେଳେ ବି ଯେମିତି ଥିଲା ଏବେ ବି ସେମିତି ଅଛି କିନ୍ତୁ କଥା ହେଉଛି ଲୋକଲୋଚନକୁ ଆସିଗଲା 😅

  • @gabakshyanayak5748
    @gabakshyanayak5748 Місяць тому

    5T ଉଠି ଗଲା ପରେ ଅଇନି ଭୁସୁଳି ଗଲା, ଦୋଷୀ ନିର୍ଦୋଷ ଜଣା ପଡ଼ୁ ନାହିଁ.

  • @shashinaik2184
    @shashinaik2184 Місяць тому +2

    Odisha police very very poor conditions

  • @ratiranjanbehera2106
    @ratiranjanbehera2106 Місяць тому +1

    ଏହି ଘଟଣା ଏମିତି ଯେ BJD ସରକାର ମର୍ଡର କରି ପଳେଇଲେ କିନ୍ତୁ ଯେହେତୁ BJP ହାତରେ ସେହି ଛୁରୀ ପଡ଼ିଗଲା BJP ଦାୟୀ। ତୁମକୁ ଅନୁରଧ କରୁଛୁ ଏହି କଥାକୁ ନେଇ ରାଜନୀତି କରନି। ତାଙ୍କୁ ମୁଁହ କିଏ ଦେଇଛି

  • @ashokhota8687
    @ashokhota8687 Місяць тому

    ମାତ୍ର ତିନି ମାସରେ ପୋଲିସ ଖରାପ ହୋଇଗଲା ?
    ଆଗରୁ ସିଷ୍ଟମ୍ ଏମିତି ହୋଇଛି ।

  • @khanukhatua6919
    @khanukhatua6919 Місяць тому +1

    Trilogy Katha keteassaneilokaasanti

  • @archanapradhan6975
    @archanapradhan6975 Місяць тому

    ଆପଣ ନିଜ ଆଖିରେ ଦେଖିଛନ୍ତି କି ଇନକ୍ୱାରୀ ହେଉ ତାପରେ କାହାର ସତ କାହାର ମିଛ ଜଣାପଡିବ. 25ବର୍ଷର ସରକାର କେତେ ନ୍ୟାୟ ଦେଲେଣି କିନ୍ତୁ ଶହେ ଦିନର ସରକାର ସବୁଠୁ best

  • @manoranjanbarik6834
    @manoranjanbarik6834 Місяць тому +1

    Adv agauku asibe... nischaya

  • @nirakarsahoo7004
    @nirakarsahoo7004 Місяць тому

    କେଦାର ମିଶ୍ର ଲଜ୍ୟା ଲାଗୁନି ଆପଣଙ୍କୁ , ଏହି ପୋଲିସ ବାବୁ ମାନେ ନବୀନ ବାବୁଙ୍କ ଦ୍ୱାରା ପରିପୃଷ୍ଟ। ନବୀନ ବାବୁଙ୍କ "ଆଇନ୍ ତା ବାଟରେ ଯିବ " ଆମେ ଗତ ଚବିଶ ବର୍ଷ ଧରି ଦେଖି ଆସିଛୁ । ବେଲଜ୍ୟା କେଦାର ମିଶ୍ର ।

  • @smbhupatra
    @smbhupatra Місяць тому

    ବିଜେପି ସରକାର ଦାୟୀ

  • @saratkumarsahu2775
    @saratkumarsahu2775 Місяць тому +1

    ନିଜ ପାଟି କଥା କେବଳ ଶୁଣୁ ଥିଲେ ତା ଛଡା କିଛି ନୁହଁ ବାଳ ୫ ଟି ସରବତ ଦେଉଥିଲା ନବିନ ପଟନାଏକ ତ ଜଗନାଥ ରୂପ ନେଇଥିଲେ ସେ ପରା ଆମ ଜଗନ୍ନାଥ
    ବୋଲି କହୁଥିଲ ଯାହାହେଉ ଏହିଭଳି
    ବାଇମୁଣ୍ଡି ଯଦି ସାତଟା ପଖାପାଖି ଓଡିଶାର ଥାନ୍ତେ ବହୁତ ଉନ୍ନତି ହୁଅନ୍ତା

  • @snvvishwanathamprasantm7867
    @snvvishwanathamprasantm7867 Місяць тому +1

    ଏ ଭ୍ରଷ୍ଟ ବାମପନ୍ଥୀ ଦଳ ମାନେ କାହିଁକି System /ବା ତନ୍ତ୍ର ର ସଂସ୍କାର କାହିଁକି ଆଣିଲନାହିଁ ଦୀର୍ଘ ବର୍ଷ ଧରି ଶାସନ କରୁଥିଲ...? ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା . ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ. CC TV ସବୁ କାର୍ଯ୍ୟାଳରେ ଲଗାଯାଉ ଏବଂ ତାହାର ନିୟମିତ ଯାଞ୍ଚ କରାଯାଉ. ଧନ୍ୟବାଦ

  • @SujataRoyDailyVlogs
    @SujataRoyDailyVlogs Місяць тому +3

    Right sir

  • @chandramnisahoo1348
    @chandramnisahoo1348 Місяць тому +1

    Kedarbabu thik kahuchhanti,all staff of Bharatpur PS should be punished.

  • @KrushnaMuduli-yu6nv
    @KrushnaMuduli-yu6nv Місяць тому +1

    Pandu.odissare.pelapeli.karjyakram.schme.chalurakhithila

  • @Vlogsss-m6y
    @Vlogsss-m6y Місяць тому +1

    Infosys police station re emiti chalichi . Gote kama pain gale se 1000 thara daudeibe .

  • @motoggaming8484
    @motoggaming8484 Місяць тому +1

    Lol yea sabu 5T bela ra sarkar