Khati with Kuna Tripathy (ଖଟି with କୁନା ତ୍ରିପାଠୀ) | Prashanta Nanda | EP- 02 | Part-1

Поділитися
Вставка
  • Опубліковано 29 вер 2024
  • ଖଟି with କୁନା ତ୍ରିପାଠୀ (KKT)
    Presenting the first ever digital show by one and only Kuna Tripathy.
    In this episode of the show, you will get to know what is the actual definition of 'ଖଟି' from the legend himself Prashanta Nanda and some other inserting and unheard facts.
    It has always been our earnest interest to showcase Odisha and its talents in a unique way. We are also happy to launch our new web video channel Mo TV, which will grow as a youth connect entertainment platform. Kindly watch our videos and give your important feedback and comments.
    #KKT​ #KhatiwithKunaTripathy​ #PrashantaNanda​
    --------------------------------------------------------------------------------
    Subscribe to Mo TV on UA-cam: / motvodisha​
    Like Mo TV on Facebook: / ​
    Follow Mo TV on Twitter: / ​
    Follow Mo TV on Instagram: / ​
    -----------------------------------------------------------------------------
    * ANTI-PIRACY WARNING *
    This content is Copyright to Mo TV. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
    2020. All Copyrights Reserved with Mo TV.

КОМЕНТАРІ • 136

  • @pradyumnakumarmishra4227
    @pradyumnakumarmishra4227 3 роки тому +5

    ଜଣେ କଷି ଓଡ଼ିଆ ପ୍ରଶାନ୍ତ ନନ୍ଦ। ଓଡ଼ିଆମୟ ଜଣେ ମଣିଷ ଯାହାଙ୍କ ଦିହରେ , ଦିହ ମଳିରେବି ଅସାଧାରଣ ପ୍ରତିଭା। ଆଉ ସମସ୍ତଙ୍କ ଶିଖିବା କଥା ଏତିକି ସେ ପଢନ୍ତି । ଯାହା କରନ୍ତି ତା'କୁ ନେଇ ତା'ଆଗରୁ ଅନେକ ଦିନ ବଞ୍ଚିଥା'ନ୍ତି। ଆଜିର ମୁଁ ମାନେ କେବଳ ମୁଣ୍ଡିଆଟେ ମାରିଦେଲେ ବି ବହୁତ କିଛି ପାଇଯାଆନ୍ତି

  • @dibyaranjansarangi2127
    @dibyaranjansarangi2127 3 роки тому

    ପ୍ରଶାନ୍ତ ନନ୍ଦ sir। 1St। Superstar। Of। ଓଡ଼ିଆ ସିନେମା। His। Acting। S। NATURALITY FRESH। In। Odia Movies। Best। Cinema s। In। OLLYWOOD। Factory। CUTTACK city। Odisha। ସ୍ବପ୍ନ ସାଗର। ଏମିତି ଭାଇ ଜଗତେ ନାହିଁ। ସବୁ ମାୟାରେ ବାୟା। ଗୁଲାମ୍ ଗିରି। କଣ୍ଢେଇ। ଦୋରା। ବାପା। And। ଓଡ଼ିଆ।Legendary। Superstar। Sri prasanta nanda। Sir। S। DIRECTED by s। Odia। Films। କାଳୀ ଶଙ୍କର। ବାପା। ଦୋରା। ବିଧିର ବିଧାନ। ସ୍ବପ୍ନ ସାଗର। କଣ୍ଢେଇ। ବଳିଦାନ।ଓଡ଼ିଆ Hero Character Artist। Sri Prasanta nanda sir। Introduced। Actors। In। ଓଡ଼ିଆ ସିନେମା। Breaks। In। ଓଡ଼ିଆ ଫିଲ୍ମ୍। ବିଜୟ ମହାନ୍ତି। ଉତ୍ତମ ମହାନ୍ତି। ଅଜିତ ଦାସ। ସାଧୁ ମେହେର। ଶରତ ପୂଜାରୀ। And। Bollywood। Tv actor Ramayan। FEM। Arun। Govil। 1St। Acted। ଓଡ଼ିଆ ସିନେମା। ବିଧିର ବିଧାନ। 19989। ପ୍ରଶାନ୍ତ ନନ୍ଦ। Sir। Break। S। Old। Actors। Sriram panda। MIHIR DASH। ପ୍ରଦ୍ୟୁମ୍ନ ଲେଙ୍କା। ସିଦ୍ଧାନ୍ତମହାପାତ୍ର। ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ। ବାସ୍ତବ। କାହାଣୀ। ଉପରେ ଆଧାରିତ। ଫିଲ୍ମ୍। ପକା କମ୍ବଳ। ପୋତ ଛତା। ଏବଂ। ସେ। ପ୍ରଥମ ଓଡ଼ିଆ। ମେଗା ଧାରାବାହିକ। Shahhnai। ର। ନିର୍ଦ୍ଦେଶନା। ଦେଇଥିଲେ। 2015। ରେ। ତରଙ୍ଗ ଟିଭି ରେ। ପ୍ରସାରିତ। ହୋଇଥିଲା।

  • @reikimiracleenergyhealwith8558
    @reikimiracleenergyhealwith8558 3 роки тому +1

    ସାର ଙ୍କ ହିନ୍ଦି ସିନେମା କୁ ଓଡିଶା ବାହାରେ ଅନେକ ବନ୍ଧୁ ଙ୍କୁ କହିଛି।

  • @chiranjibimahali9232
    @chiranjibimahali9232 3 роки тому +14

    କେଉଁ ମାନେ ଲକ୍ଷ୍ୟ କରିପାରିଲେ କି ନାହିଁ ଜାଣିନି ।ହେଲେ sir ଙ୍କ କଥା ରୁ ମୁଁ 4 ଟି ମିନି ଗଳ୍ପ ପାଇ ପାରିଲି । ଓଡିଶା ର ଗର୍ବ ଆଉ ଗୋୖରବ ପ୍ରଶାନ୍ତ ନନ୍ଦ । 💐

  • @MyLove_SARADA
    @MyLove_SARADA 3 роки тому +5

    ପ୍ରଥମ କଥାରୁ ହିଁ ପ୍ରଶାନ୍ତ ନନ୍ଦଙ୍କ ଚାତୁରୀ ଜଣାପଡିଗଲା।
    "ଖାଲି ତୁ ଶୁଣିବୁ ନା ଅନ୍ୟମାନେ ବି ଶୁଣିବେ"😂👌🙏

  • @soubhagyaentertainment7653
    @soubhagyaentertainment7653 Рік тому +1

    କୁନା ଭାଈ ଙ୍କ ଉପସ୍ଥାପନା ଖୁବୁ ଭଲ ଓ ଖାଣ୍ଟି ଓଡ଼ିଆ ଭଷା ଜ୍ଞାନ ର ଭଣ୍ଡlର ତାଙ୍କ ପ୍ରୋଗ୍ରାମ ଦେଖିବାକୁ ଭଲ ଲାଗେ ❤👍🙏

  • @SagarRanjanMohanty
    @SagarRanjanMohanty 3 роки тому +2

    ପ୍ରଶାନ୍ତ ନନ୍ଦ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଧ୍ରୂବ ତାରା, ବାସ୍ତବରେ ତାଙ୍କର ବିକଳ୍ପ ନାହିଁ।ଏହା ନିଃସନ୍ଦେହ।
    He is too...... natural in his acting.Mr Kuna Tripathy is no doubt a talented actor of the present generation.
    ଛୋଟେ ମିଆଁ ଓ ବଡେ ମିଆଁ ଙ୍କ ବାର୍ତ୍ତାଳାପ ଅତି ସୁନ୍ଦର।ମନ ଖୋଲି ଦି ପଦ କଥା ହେବାର ଶ୍ରେୟ ନେଉଥିବା ଶବ୍ଦ "ଖଟି" ଭାଗ୍ୟରେ ଥିଲେ ମିଳେ।
    ପ୍ରଶାନ୍ତ ସାର୍ ଙ୍କୁ ମୋର ଭକ୍ତିପୂତ ପ୍ରଣାମ ଏବଂ କୁନା ତ୍ରିପାଠୀ ସାର୍ ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।ଜୟ ଜଗନ୍ନାଥ।

  • @jitenpattanaik3774
    @jitenpattanaik3774 3 роки тому +3

    ମହାନ ବ୍ୟକ୍ତିତ୍ୱ ମୁଁ ତାଙ୍କ ସହ ପ୍ରଥମ telephonic talk ଥୁକୁଲ ଫିଲ୍ମ ପରେ କଥା ହୋଇ ଜାଣିଲି ସେ କଥା ଆଜି ମୁଁ ଭୁଲି ପାରେନା ଏମିତି ଏକ ବ୍ୟକ୍ତି ଯାହାଙ୍କ କଥା ବହୁତ ସଫ୍ଟ ସୃଜନୀ ଶକ୍ତି ଭରପୁର

  • @sambhusankarsahu1730
    @sambhusankarsahu1730 3 роки тому +9

    An excellent interview with the Ollywood legend & real Guru of our Odiya film industry. Expression of Mr Kuna Tripathy is outstanding .

  • @souravsahoo9484
    @souravsahoo9484 Рік тому +1

    ପ୍ରଶାନ୍ତ ନନ୍ଦ ସାର୍ ପୁଣି ଥରେ ଓଡ଼ିଆ ଫିଲ୍ମ ଜଗତ କୁ ଆସିଲେ ଭଲ ହୁଅନ୍ତା।

  • @Jayjagannath.God_456
    @Jayjagannath.God_456 3 роки тому +10

    The Prasant Nanda
    Legend.....

  • @sameersahu81
    @sameersahu81 3 роки тому +4

    କୁନା ଭାଇ, ଶତତ ନମନ।ଆପଣଙ୍କ ପ୍ରତି କାର୍ଯ୍ୟକ୍ରମ ବହୁ ହୃଦୟସ୍ପର୍ଶୀ ଏବଂ ଆନନ୍ଦଦାୟକ।

  • @satyadeeppatra
    @satyadeeppatra 3 роки тому +10

    Legend of ollywood,🙏🙏🙏🙏💐

  • @ramnarayannayak9799
    @ramnarayannayak9799 3 роки тому +6

    My favorite hero prasanta nanda

  • @tribikrampati1224
    @tribikrampati1224 3 роки тому +7

    Kuna bhai
    So good to see you after many time .

  • @suchismitamishra4551
    @suchismitamishra4551 3 роки тому +3

    40k views bt like 1k b nuha .... Audience nku Prashant Nanda & kuna Tripathy nka natural interview bhala lagilani au kn bhala lagiba 🥺🥺

  • @amareshmishra8309
    @amareshmishra8309 3 роки тому +6

    Puni thare bhaina nka nirdesana re kama hau....ollywood industry puni thare hasi uthiba....

  • @IRONFIST1580
    @IRONFIST1580 3 роки тому +4

    Great job... Excellent interview...Keep it up.. emti agaku aagei chalantu 👍

  • @SrikantdakuaSrikant
    @SrikantdakuaSrikant День тому

    ସାର୍ ଆପଣ ପୁଣି ଥରେ ଆସନ୍ତୁ ଆମ ଓଡିଶା ଚଳଚିତ୍ର କୁ ବଂଚେଇ ବାକୁ please sir

  • @satyabratasaw2735
    @satyabratasaw2735 3 роки тому +6

    Great star of the odisha film industry 🙏🙏

  • @pddjsp
    @pddjsp 3 роки тому +4

    The legend🙏🙏🙏 chira namasya ....

  • @bishnupatnaik2317
    @bishnupatnaik2317 3 роки тому +11

    I remember an Oriya film where Sh. Nanda was playing a handsome teen aged boy during 60s.may be " Adina Megha". Then Ms Jharana Das was an well known heroine.

  • @prasantkishorenanda2981
    @prasantkishorenanda2981 3 роки тому +1

    ପ୍ରଶାନ୍ତ ନନ୍ଦଙ୍କ ଭଳି ଜଣେ କିମ୍ବଦନ୍ତୀ ପୁରୁଷ ସହିତ ଅଧଘଣ୍ଟା ର କଥୋପକଥନ ରେ ମନ ପୁରୁ ନାହିଁ। ତାଙ୍କ ସହିତ ୩-୪ଘଣ୍ଟା ର କଥୋପକନ କଲେ ତାଙ୍କ ଅନୁଭୂତି ରୁ ଓଲିଉଡ industry kichhi ଶିଖିବ ଏବଂ ନୂଆ ପିଢ଼ି ଦିଗ୍ଦର୍ଶନ୍ ପାଇବେ

  • @welcome-to-you-all
    @welcome-to-you-all 3 роки тому +3

    ମନକୁ ଗଲା ଭଳି କାର୍ଯ୍ୟକ୍ରମ.... ଧନ୍ୟବାଦ..... କୁନା ଭାଇ

  • @kallolamishra241
    @kallolamishra241 3 роки тому +5

    What an excellent story teller I have come across!!!

  • @roshangantayat5003
    @roshangantayat5003 2 місяці тому

    ନମସ୍କାର ପିସା ମୁଁ ବି ନିଜକୁ ଗର୍ବ ଅନୁଭବ କରୁଛି ଯାହା ଗୀତ ଆମେ ପିଲାବେଳେ ଆମେ ଶୁଣିଛୁ ସିଏ ମୋ ପିସା ଏବଂ ମୁଁ ଯେତେବେଳେ ଯାଣିବାକୁ ପାଇଲି ପ୍ରଶାନ୍ତ ନନ୍ଦ ମୋ ସମ୍ପର୍କୀୟ ମୋ ପିସା ମତେ ବହୁତ ଖୁସି ଲାଗିଲା 🙏🏻😎

  • @chitrapriyapaital4790
    @chitrapriyapaital4790 3 роки тому +5

    Excellent sir , great personality

  • @daitarichandrakar8929
    @daitarichandrakar8929 2 роки тому

    ଅକ୍ଷୟ ମହାନ୍ତି ଓ ଦେବଦାସ ଛୋଟରାୟ ମଧ୍ଯ ଗୋଟେ ପାନ ଦୋକାନରେ ଖଟି କରୁଥିଲେ। ତା ଉପରେ ଗୋଟେ ଖଟି। ଆଉ ସେ ପାନ ଦୋକାନୀର interview।
    Plz.

  • @startutorial7
    @startutorial7 9 місяців тому

    ଉପସ୍ଥାପନା ତଥା ଉଚ୍ଚ କୋଟିରଭାଷା ପ୍ରୟୋଗ ଚାତୁରୀ ଅଦ୍ବିତୀୟ

  • @narottamkanungo8935
    @narottamkanungo8935 2 роки тому

    ପ୍ରଶାନ୍ତ ନାମକ ମହାସାଗରଟା ପଶିଛି କି ସେଇ ନନ୍ଦରେ*
    ସବୁ ବୟସର କୃଷ୍ଣ କୃଷ୍ଣଚୂଡ଼ା
    ରୂପ କି ହୋଇବ ମନ୍ଦରେ*
    ଧନ୍ଯ ସେ ତ୍ରିଭଙ୍ଗ ଛନ୍ଦରେ*
    ତିନି ପାଠ ପଢା ତ୍ରୀପାଠୀ ଭାଇନା
    ଖୁସିରେ ମାଡୁଚି କାନ୍ଦରେ*

  • @bhagabansadangi1996
    @bhagabansadangi1996 3 роки тому +2

    Ei valia interview hele bahut vala lagiba. Anya channel mane esabu dekhiki sikhiba katha. Please emiti puruna puruna artists mananku neiki interview karantu. My all time favourite Siddhanta Mahapatra nkara bi please khatti karantu

  • @rakeshbiswal8742
    @rakeshbiswal8742 3 роки тому +5

    Legends of Olly wood

  • @YoursPravat
    @YoursPravat 3 роки тому +1

    ବହୁତ ଭଲ ଲାଗିଲା ଧନ୍ୟବାଦ, ନୂଆ ଆଉ ପୁରୁଣାର ଫେଣ୍ଟ ଫେଣ୍ଟି ଅନେକ ଆନନ୍ଦ ଦେଲା, କିଛି କଥା କିଛି ଗପ ଆଉ କିଛି ଅନୁଭୂତି ସବୁ ପ୍ରେରଣା ଯୋଗାଇଲା | ଯୋଡ ହସ୍ତେ ନମସ୍କାର

  • @sagarparida9090
    @sagarparida9090 3 роки тому +3

    ଜୟ ଜଗନ୍ନାଥ

  • @satyaranjanrout5763
    @satyaranjanrout5763 3 роки тому +2

    The actor is Base in odia industry
    Love u prasanta Namda Sir
    100%love From Jajapur ♥️♥️♥️♥️♥️

  • @sabitaparida5448
    @sabitaparida5448 5 днів тому

    Kuna sir prasanta sir jadi derect kari pic karanti na mu nije picture dekhiba pai social medea through re sabhinku daki nei dekhibaku hall jibi au mora biswas bahut houseful heba

  • @jatindradas5223
    @jatindradas5223 3 роки тому +3

    I like Prasanta Nanda in every aspect

  • @radhakrushnapatnaik158
    @radhakrushnapatnaik158 6 днів тому

    ନଈ ଯାଏ ସାଗର ରେ ମିଶିବା ପାଇଁ ସାଗର ବି ରହି ଥା ଏ ନଈ କି ଚାହିଁ।

  • @sarojpanda6547
    @sarojpanda6547 3 роки тому +4

    Great personality living legend

  • @rajeshtripathy230
    @rajeshtripathy230 3 роки тому +1

    Kuna Sir, ama darshaka mananka tarafaru Prasant Sirnku tike request karantu tanka direction re gote movie karantu.Sangare SriRam Panda Sirnku nei filim tie karantu.

  • @Randomlyme
    @Randomlyme 2 роки тому +2

    Wow....so much knowledge

  • @manastripathy3600
    @manastripathy3600 3 роки тому +1

    ଅତି ସୁନ୍ଦର , କୁନା ଭାଇ ...ଆଗେଇ ଚାଲ । ସମୟ ମିଳିଲେ ଅରୁଣ ନନ୍ଦ ଙ୍କ ସାଖ୍ୟାତ କାର ନିଶ୍ଚୟ ଦିଅ. God bless.

  • @pranabtripathy4899
    @pranabtripathy4899 3 роки тому +2

    Living legend of odia film industry

  • @AlukuchiMalukuchi
    @AlukuchiMalukuchi 3 роки тому +1

    Raj Kapoor of Ollywood.

  • @samit_mishra
    @samit_mishra 3 роки тому +2

    Popu pom pom au sabyasachi....ku dakontu

    • @MoTVOdisha
      @MoTVOdisha  3 роки тому +2

      Sure, we will consider for your suggestion. Thanks a lot.

  • @Iwantpeace-bc1vi
    @Iwantpeace-bc1vi 3 роки тому +1

    One & only Prashanta Nanda👌🏼👌🏼👌🏼👌🏼

  • @bikashdash4152
    @bikashdash4152 3 роки тому +1

    A very good Odiya film mey be made on Cuttack khati as per the incidents mentioned by Prasant Banda sir

  • @sumantasethi7240
    @sumantasethi7240 3 роки тому +2

    Best episode

  • @bibhutirout9092
    @bibhutirout9092 2 роки тому +1

    😂😂😂😂🙏🏽

  • @pratappattnaik2649
    @pratappattnaik2649 3 роки тому +1

    Jai ho,jai jai ho jogiji mahraj, UP ki santi priya janata ki rakhwala Jogiji jese ratan ko mat khoyore..
    ...........
    Nahi to fir andheri rat aiga.ODISHA

  • @sarojkumarbehera8734
    @sarojkumarbehera8734 3 роки тому

    Beginning introduction is too long and unnecessarily dragged because Prashant Nanda doesn't introduction in Odisha.

  • @skindoctor21
    @skindoctor21 3 роки тому +1

    ହେ ଏ କି ଇଣ୍ଟର୍ଭ୍ୟୁ

  • @sbp1650
    @sbp1650 3 роки тому +1

    I love both of you.
    Kuna tripathy bhaina Jay ho

  • @sarojkumarbiswal8845
    @sarojkumarbiswal8845 3 роки тому +1

    Bhai auu thare prasanta Nanda nka sahita conversation hau

  • @SahebSanga
    @SahebSanga 7 днів тому

    Great sense of humour Prashanta bhai❤ କେଉଁଠି ଥୋଇବି 😅

  • @bibhuduttasahoo2597
    @bibhuduttasahoo2597 3 роки тому +2

    Prasant Nanda sir , true superstar

  • @pagabhai9481
    @pagabhai9481 Рік тому

    Bhaina nice

  • @pravatranjandash9301
    @pravatranjandash9301 3 роки тому +1

    Jay kala Jay Aama Cuttack 💜💜💜👍🙏

  • @bhagabansadangi1996
    @bhagabansadangi1996 Рік тому +1

    Khatti with Siddhanta mahapatra nkara karantu with Kuna Tripathy.

  • @Kancha_Lanka
    @Kancha_Lanka 3 роки тому +1

    ପ୍ରଶାନ୍ତ ନନ୍ଦ The legend

  • @padarbinddas7982
    @padarbinddas7982 3 роки тому +1

    Sir, you are the best

  • @durjyodhandas1556
    @durjyodhandas1556 2 роки тому +1

    💎 Gems of ollywood

  • @prasadranjansatapathy19
    @prasadranjansatapathy19 3 роки тому +1

    Great 💐💐💐💐💐

  • @bdillipk
    @bdillipk 3 роки тому +1

    ବହୁତ ସୁନ୍ଦର

  • @PradeepKumarPandaEconomist
    @PradeepKumarPandaEconomist Рік тому

    Kuna Tripathy Bhai Master Storyteller

  • @odiaaeinalochana2393
    @odiaaeinalochana2393 3 роки тому

    ଯାହା ବିଶେଷଣ ଲଗା ଇଲୋ ସମ୍ପୂର୍ଣ ଠିକ. କିନ୍ତୁ କିଛି ଦରକାର ନାହିଁ ସେ ନିଜେ ହିଁ ନିଜର ପରିଚୟ. ଅଧିକ ବିଶେଷଣ ବୋର ଲାଗୁଚି.

  • @basantasahu.7427
    @basantasahu.7427 3 роки тому +1

    Good job sir❤️❤️❤️❤️❤️

  • @himansudash9149
    @himansudash9149 3 роки тому

    Best cinema man, Best Minister&Best corrupt Politician. ତନ୍ଟିଆ ଖାଇଲା ପରେ ବି ଗେନ୍ଜି ହୋଈ ରହି ପାଦସେବା କରୁଛନ୍ତି।Best oily man also Kuna tripathi

  • @arta196
    @arta196 11 місяців тому

    ପ୍ରଶାନ୍ତ ଭାଇନା ଖଟିରେ ଏହା ସମ୍ଭବ ।କିନ୍ତୁ ଆଜି କାଲି ସମ୍ଭବ ନୁହେଁ

  • @ABINASHCREATION
    @ABINASHCREATION 3 роки тому

    ଯେତେବଳେ ମୁକେଶ ଖାନ୍ନା ଭୀଷ୍ମ ରୋଲ କରୁଥିଲା ସେଟା ଲୋକ ଙ୍କ ଉପରେ ଏତେ impcat ପକେଇଲା ଯେ ସେ ମଦ କୁ ଛୁଇଁ ନଥିଲେ ସେବେଠୁ ଆଜି ଯାଏଁ... ଆଉ ଗୋଟେ ତମେ ଯିଏ ମଦ ବିରୋଧ ପାଇଁ ଟିଭି ରେ ବୋବାଏ ଆଉ ଫିଲ୍ମ ରେ ମଦୁଆ ରୋଲ କରେ... ଲୋକେ କଣ ଶିଖିବେ

  • @ishantbadhai140
    @ishantbadhai140 2 місяці тому

    Origin of podcast

  • @hemantasahoo4867
    @hemantasahoo4867 Рік тому

    God father pasanta nadha odia film industry

  • @maninipatel2191
    @maninipatel2191 3 роки тому +2

    Ef fr f

  • @trilochananayak2590
    @trilochananayak2590 3 роки тому +1

    Excellent 👌

  • @fakirpradhan7142
    @fakirpradhan7142 3 роки тому

    କୁନା ଭାଇ ଇଟା ଲିଆନ ସେଲୁନ କଥା ଟିକେ ଖଟି ରେ କୁହନ୍ତୁ
    ଗୌରୀ ଶଙ୍କର ପାର୍କ ସାମ୍ନା ରେ ଥିଲା ଆମ ପିଲା ବେଳେ

  • @surajo96
    @surajo96 Рік тому

    2 cuttacKia ekathii❤❤full bobAl

  • @ramachandrabarik1262
    @ramachandrabarik1262 3 роки тому +1

    ଭାଇ ନା 🙏

  • @jamesofficial6255
    @jamesofficial6255 Рік тому

    pana aaga khayi sarantu ta pare interview niantu

  • @Ashok-Kumar-Khatua
    @Ashok-Kumar-Khatua 3 роки тому

    Coffee with Karan ku copy haichhi

  • @amaodia3085
    @amaodia3085 3 роки тому

    Sri.prasant Nanda my favourite hero.
    Tanka bisayare jete kahile Madhya Kam heba,tanka nam jemiti prasanta tanka Kama madhya semiti prasanta.
    Se jeteta bi film karichhanti se sabu film akasare Tara Vali sabubele sobha paiba.
    Odia chalachhitra Paine tanka Dan Atulaniya.

  • @sanjaynayak9081
    @sanjaynayak9081 2 роки тому +1

    Introduction is fantabulous

  • @jemabatidihiria5315
    @jemabatidihiria5315 Рік тому

    Uttam sir nku dekhantu

  • @Mohantycreation97
    @Mohantycreation97 3 роки тому

    Vedio ta bhala lagila kintu introduction ta 5m lagila starting ta jadi bhala lagiba ta vedio ta jamiba

  • @rajaramtripathy3578
    @rajaramtripathy3578 2 роки тому

    Jay nabin

  • @phimathematics157
    @phimathematics157 10 місяців тому

    No one could compare anyone to His acting and storytelling..in the world.
    He is a legend. Salute to you sir .

  • @niranjanmishra1534
    @niranjanmishra1534 3 роки тому

    Sound quality is very bad. Most of the times Mr. Prashant Nanda is not at all audible.

  • @sanjaynayak9081
    @sanjaynayak9081 2 роки тому +1

    Precious memories collected

  • @jitenpattanaik3774
    @jitenpattanaik3774 3 роки тому

    କୁନା ତ୍ରିପାଠୀ ତ all rounder ମୁଁ ବି ତାଙ୍କ fan

  • @anusayamohanty1775
    @anusayamohanty1775 3 роки тому +1

    Beautiful

  • @ashutoshgharai-kr7bx
    @ashutoshgharai-kr7bx Рік тому

    Very nice

  • @GUDDUDAS_143
    @GUDDUDAS_143 2 роки тому

    Prashant Nanda sir

  • @biswajitdash5836
    @biswajitdash5836 3 роки тому +1

    Legend always legend ❤️❤️❤️

  • @manojmallik3948
    @manojmallik3948 3 роки тому

    Actor Prashanth number Odia, industry

  • @suchismitamishra4551
    @suchismitamishra4551 3 роки тому +1

    Excellent interview ❤️

  • @manshisharma7625
    @manshisharma7625 2 роки тому

    😍😍😍😍😍😍😍😍😍

  • @nirupamamajhi4025
    @nirupamamajhi4025 3 роки тому

    Brother you need to manage ur background noise...

  • @arta196
    @arta196 11 місяців тому

    👌👌

  • @bjayalakshmi7746
    @bjayalakshmi7746 Рік тому

    🙏🙏🙏

  • @cenemadness6003
    @cenemadness6003 Рік тому

    ❤❤❤❤

  • @ashokachakravarti4449
    @ashokachakravarti4449 3 роки тому +1

    Nice ❤️