Bruhaspati chalana June 2024 | ବୃହସ୍ପତି ଚଲନ | vastu and medical astrology | Dr Binod ku Nandi

Поділитися
Вставка
  • Опубліковано 1 жов 2024

КОМЕНТАРІ • 11

  • @raghunathpanda5000
    @raghunathpanda5000 3 місяці тому +3

    ସବୁ ରାଶିକୁ ତ ବହୁତ ଭଲ ଶୁଭ ଫଳ ମିଳିବ ତାହେଲେ ବହୁତ ଅଶୁଭ ଖରାପ୍ ଫଳ କିଏ ପାଇବ ‌? ଯଦି ରାଶି ଟା ଖରାପ୍ ଫଳ ପାଉଚି ତାହେଲେ ନକ୍ଷତ୍ର ତିନୋଟି ଯାକ ବହୁତ ଶୁଭ ଫଳ ପାଉଛନ୍ତି। ପ୍ରକୃତରେ ସେଇଟା ଶୁଭ ଗଣିବା ନାଁ ଅଶୁଭ ? ଖାଲି ତମ ଭିୟୁ ବଢିବା ପାଇଁ ଗୁଡାଏ ବକବାଜ କରୁଚ।

    • @vastuandmedicalastrology2984
      @vastuandmedicalastrology2984  3 місяці тому +1

      ରାଶି ହେଲା ଫଳିତ ଜ୍ୟୋତିଷ ମତ
      ନକ୍ଷତ୍ର ହେଲା ଗଣିତ ଜ୍ୟୋତିଷ ମତ
      ତାହା ଏକ କ୍ଷେତ୍ର / ବିଷୟ ରେ ସମାନ ଅଥବା ଅସମାନ ମଧ୍ୟ ହୋଇପାରେ |

  • @jayashreesatapathy7001
    @jayashreesatapathy7001 3 місяці тому +5

    Guruji 🙏 aswin mesh career education administration kemit rahib.

    • @vastuandmedicalastrology2984
      @vastuandmedicalastrology2984  3 місяці тому +1

      ଜନ୍ମ ଜାତକ , ହସ୍ତରେଖା blood group ସହ ବ୍ୟକ୍ତିଗତ ବିଚାର ଆବଶ୍ୟକ |

  • @TheLifeVibes
    @TheLifeVibes 3 місяці тому +1

    Sabu rasi ku bhala fala debe grah mane jeun mane Anya ra unati ku sachi paranti nahi mo dekhibare semane kebal ati subha fala ru kam subha fala paithanti aha hii Satya Jay Sri ram

    • @vastuandmedicalastrology2984
      @vastuandmedicalastrology2984  3 місяці тому +1

      ଏହା ଏକ ଭ୍ରାନ୍ତ ଧାରଣା , ପାରର୍ଦ୍ଧ ର ଭୂମିକା କିଛି ରହୁଛି |

  • @NarendraKumarSethi-vx8hn
    @NarendraKumarSethi-vx8hn 3 місяці тому +3

    Jay jagnnath swami ❤

  • @ganeshpanigrahi4808
    @ganeshpanigrahi4808 3 місяці тому +1

    ତେବେ ୨୬/୧୨ ଉ.ଭାଦ୍ରପଦ ମୀନ ରାଶିର ଭାଗ୍ୟଫଳ ପ୍ରକାଶ କଲେ ନାହିଁ କି?...

    • @vastuandmedicalastrology2984
      @vastuandmedicalastrology2984  3 місяці тому +1

      କ୍ଷମା ଚାହୁଁଚି , କହିବାକୁ ଭୁଲି ଯାଇଛି |

  • @mylifer7006
    @mylifer7006 3 місяці тому

    29:35