ବିବାଦରେ ରାଜ୍ୟପାଳଙ୍କ ପୁଅ || ରାଜନୀତି ମାହୋଲ ସରଗରମ ||newsroom ||

Поділитися
Вставка
  • Опубліковано 23 сер 2024
  • ବିବାଦରେ ରାଜ୍ୟପାଳଙ୍କ ପୁଅ || ରାଜନୀତି ମାହୋଲ ସରଗରମ ||newsroom || #raghubardas #newsroom #manoranjanmishra #breakingnews #odisha #trending #viral #governer

КОМЕНТАРІ • 146

  • @BibhutiDalei-hz7xs
    @BibhutiDalei-hz7xs Місяць тому +33

    ରାଜ୍ୟ ସାରା ଆନ୍ଦୋଳନ ହେଉ

  • @pramodbehera607
    @pramodbehera607 Місяць тому +47

    ସରକାର କାହିଁକି ରାଜ୍ୟପାଳ ପୁଅଙ୍କୁ ଗିରଫ କରୁନାହାନ୍ତି,, ତମର ସେଇ ଓଡ଼ିଆ ଅସ୍ମିତା କୁଆଡେ ଗଲା ସେ ଅନ୍ଧ ଭକ୍ତମାନେ

  • @biswaranjanmohapatra2518
    @biswaranjanmohapatra2518 Місяць тому +21

    ରାଜ୍ୟପାଳ ଙ୍କୁ ଓଡ଼ିଶା ରୁ ବିଦା କରାଯାଉ🎉 ନହେଲେ 🎉 ଏ ସରକାର 🎉 ଙ୍କୁ ବିଦା ହେବାକୁ ପଡିପାରେ ଆଗକୁ 🎉 🎉 🎉
    ଓଡ଼ିଶା ବାସୀ କଡ଼ା ଜବାବ୍ ଦେବେ 🎉🎉🎉

  • @dharanidharbarik151
    @dharanidharbarik151 Місяць тому +9

    ରାଜ୍ୟପାଳଙ୍କ ଇସ୍ତଫା ଶ୍ରେୟସ୍କର।

  • @MNDIGITALSARAKANA
    @MNDIGITALSARAKANA Місяць тому +43

    ମୋହନ ବାବୁ କହୁଥିଲେ ଲୋକଙ୍କ ସରକାର ବୋଲି, ଚୁପ୍ କାହିଁକି ?
    କୁକୁର TV ଆଉ ବେଲଜ୍ୟା TV ରିପୋର୍ଟର କୁଆଡେ ଗଲେ

  • @amulyakumarsahoo3896
    @amulyakumarsahoo3896 Місяць тому +13

    ଆମେ ଓଡ଼ିଆ ନୁହେଁ ଆମେ ହେଉଛୁ ଓଡ଼ିଶା କଙ୍କଡ଼ା, ଗୋଡ଼ ଟଣା ଟଣି ନୀତି ଆମର ଅଭ୍ୟାସ,, ଧନ୍ୟ ଆମର ଚିନ୍ତାଧାରା ।

  • @pramodkumarnayak2720
    @pramodkumarnayak2720 Місяць тому +5

    ରାଜ୍ୟପାଳକୁ ବହିଷ୍କାର କରାଯାଉ

  • @jagannathsethi8557
    @jagannathsethi8557 Місяць тому +17

    ଆଇନି ମନ୍ତ୍ରୀଙ୍କ ପାଟି ଖୋଲୁନି

    • @kalandibhoi1467
      @kalandibhoi1467 Місяць тому

      Se kichi kahi paribeni tanku paisa sis heichi 😂

  • @ranjannayak7751
    @ranjannayak7751 Місяць тому +6

    ଆଉ BJP କୁ ଭୋଟ ଦେବିନି ବହୁତ ବଡ ଭୁଲ ହୋଇଗଲା

  • @rabijena4494
    @rabijena4494 Місяць тому +10

    Naveen sir good

  • @TankunaBhai
    @TankunaBhai Місяць тому +6

    ଓଡ଼ିଶା ବନ୍ଦ ଡାକରା ଦିଆଯାଉ

  • @santoshpadhykumar9418
    @santoshpadhykumar9418 Місяць тому +19

    ମୋହନ ମାଝୀ ସରକାର ଗୋଟେ ଗୁଣ୍ଡା ରାଜ୍ ସରକାର ମୂଖ୍ୟମନ୍ତ୍ରୀ ଜଣେ ଅହଂକାରୀ ଅପାରଗ ତମଓଡ଼ିଆ ଅସ୍ମିତା କୁଆଡେ ଗଲା

  • @SatyamebaJayate-ml8qx
    @SatyamebaJayate-ml8qx Місяць тому +6

    ଯିଏ ଦୋଷ କରିଛି ସେ ଇନ୍ଦ୍ର ପୁଅ ହେଉକି ଚନ୍ଦ୍ର ପୁଅ ତାକୁ ଦଣ୍ଡିତ କରାଯାଉ...
    ନହେଲେ ଜଣାଯିବ ଯେ ଆଇନ ସମସ୍ତଙ୍କ ପାଇଁ ସମାନ ନୁହେଁ.... ଆଇନ ତା ବାଟରେ ଯାଏ ନାହିଁ, ପଦବୀ, କ୍ଷମତା, ବାହୁବଳ ତାକୁ ନିଜେ ଚାହୁଁଥିବା ବାଟରେ ଅଡ଼େଇ ନେଇ ପାରନ୍ତି...

  • @user-wr5vg7jx3e
    @user-wr5vg7jx3e Місяць тому +4

    ବିଜେପି ସରକାର କୁ ଭୋଟ ଦେଲେ ଏମିତି ଅବସ୍ଥା ହୁଏ

  • @user-fr4cu5gp7m
    @user-fr4cu5gp7m Місяць тому +6

    ଏଇଟା ନୁଆ ଆଇନ sir july 1 ରୁ ଆରମ୍ଭ ହୋଇଛି bjp ସରକାର ରେ

  • @madhusudanparida4161
    @madhusudanparida4161 Місяць тому +9

    Very unfortunate & dirty politics by BJP govt.

  • @bishnupriyapradhan1152
    @bishnupriyapradhan1152 Місяць тому +9

    Odia asmita

  • @jagadanandapal248
    @jagadanandapal248 Місяць тому +5

    THIS IS THE ADMINISTRATION

  • @jyotiranjansahoo8128
    @jyotiranjansahoo8128 Місяць тому +6

    Shame on bjp govt......
    So, BJP hatao desh bachao........

  • @pravakarbarik7900
    @pravakarbarik7900 Місяць тому

    ଓଡ଼ିଶା ଛାଡ ରାଜ୍ୟପାଳ ମହୋଦୟ

  • @charansebaksatpathy9041
    @charansebaksatpathy9041 Місяць тому +4

    Congress bikhyobh karuchhi. Good. Odia ashmita ra sarakar.

  • @sachitradas6257
    @sachitradas6257 Місяць тому +6

    Lajya

  • @jagadishchandradas4425
    @jagadishchandradas4425 Місяць тому +3

    Bha Bha re Rajyapal Mada khaila Au Badali karagala A ODIYA ASMITA ❤ Rajyapala nka salaka Jadi Hoi thante se bi Tanka paribar sadasya

    • @rnayak4u
      @rnayak4u Місяць тому

      Badali nuhe. He has returned to his original place of posting.

  • @basantakumarpanda9022
    @basantakumarpanda9022 Місяць тому +2

    ଏକ କ୍ରିମିନାଲ ପରିବାର ଭମଦ୍ରାମିଆଶା କଣ କରିଵ।

  • @dharanidharbarik151
    @dharanidharbarik151 Місяць тому +1

    ଯଥା ପୂର୍ବମ୍ ତଥା ପରମ

  • @user-wr5vg7jx3e
    @user-wr5vg7jx3e Місяць тому +3

    ହିନ୍ଦୁ ମାନେ ହିଂସା ହିଁ କରନ୍ତି, sir

  • @dilipgouda3887
    @dilipgouda3887 Місяць тому +3

    ମନୋରଞ୍ଜନ ରାଜ୍ୟପାଳ ସିନା ଅଣ ଓଡିଆ କହିବେନି କିନ୍ତୁ ତାଙ୍କ ପୁଅ କୁ ଆମେ ଅଣ ଓଡ଼ିଆ କହିବେନି କାହିଁକି କହିବନି ଓଡ଼ିଆ ଅସ୍ମିତା କଥା

  • @sudhakarrout5324
    @sudhakarrout5324 Місяць тому +3

    Dhanyawad Manoranjan Mishra 🙏
    Shame on Media & TV channels 😔
    M-Mishra & Kanak News ku chhadile au kou channel awaz uthauni 😮

  • @aravindapattanayak2966
    @aravindapattanayak2966 Місяць тому

    Thank you, Manoranjana Babu for raising your voice seriously against this issue.

  • @biranchinarayanmohanty4699
    @biranchinarayanmohanty4699 Місяць тому

    ନ୍ୟାୟ ଆଶା କରିବା ବୃଥା ଏଥିପାଇଁ ଜନ ଆନ୍ଦୋଳନ ଆବଶ୍ୟକ

  • @prabhatkumardas4856
    @prabhatkumardas4856 Місяць тому +6

    Bjp gundaraj karuchhi

  • @priyabrataojha8939
    @priyabrataojha8939 Місяць тому +3

    Argos tv kuade gala

  • @SabitaBarik-wg2hk
    @SabitaBarik-wg2hk Місяць тому +5

    Bjp down down odisha strike heu

  • @user-ri9hg9zt9m
    @user-ri9hg9zt9m Місяць тому

    ମହନବାବୁଶ୍ରରକାର

  • @ajitkumarpanda6388
    @ajitkumarpanda6388 Місяць тому +1

    ଆପଣଙ୍କ ସନ୍ଦେଶ ସରକାର ଙ୍କ କାନ ରେ ପଡୁ ନାହିଁ କି,,,,,,,ରାଜ୍ୟପାଳ କାହିଁକି ଚୁପ୍ ବସିଛନ୍ତି,,,,ନିଜ ପଦବୀ ର ଗାରିମା ହଜି ଯାଉଛି,,,,ଭିତରେ ଭିତରେ କିଛି deal ହେଉ ନାହିଁ ତ,,,,,,,

  • @bikramkesharidas3917
    @bikramkesharidas3917 Місяць тому

    ରାଜ୍ୟପାଳ ପୁଅକୁ କାହିଁକି ସରକାର ଗାଡ଼ି ଦେବେ।

  • @biswanathbiswal6016
    @biswanathbiswal6016 Місяць тому

    ଅଭିଯୁକ୍ତ କୁ ଶିଘ୍ର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରୁଛୁ,

  • @subashnayak4653
    @subashnayak4653 Місяць тому

    💯 Right

  • @kailashchandra870
    @kailashchandra870 Місяць тому

    ଏ ବଜ୍‌ମାସକୁ ଆରେଷ୍ଟ କରାଯାଉ। କଠୋର ଦଣ୍ଡର ବ୍ୟବସ୍ଥା କରାଯାଉ। ଆରେ ମୂର୍ଶ ଅନ୍ତତଃ ଆମର ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ଅବଦୁଲ କାଲାମଙ୍କ ଉଦାହରଣ ନିଆଯାଉ । ସେ ତାଙ୍କ ବଂଧୁ ମାନଙ୍କୁ ନିଜ ଆୟରେ ରାଷ୍ଟ୍ରପତି ଭବନରେ ଆପ୍ୟାୟିତ କରିଥିଲେ । 7:35

  • @swapnasundarswain5211
    @swapnasundarswain5211 Місяць тому +2

    କଣ ଏତେ ପାୱାର ସାରେ ଙ୍କ ପାଖରେ ଆଇନ କାନୁନ୍ ବି ସେ ବୁଝିବେ ଆଉ ଚୋର ଧରିବାକୁ ସେଇ ଯିବେ।।।। କାନୁନ ର ତ ତାହେଲେ ଛୁଟି ଆଉ ବଢିଆ ହେଲା ଆମ ରାଜସ୍ବ ପଇସା କେତେ ବଞ୍ଚିବ ।।।।।ସାରେ ତା ଭିତରେ କିଛି ସଲା ସୂତରା ବି କରି ପାରନ୍ତି ।।।।।କାରଣ ପୁରା ପାୱାର ।।।।।।ଆଉ ସତରେ ମାଡ଼ ଖାଉଥିବା ଭାଇ ଆ ଭିତରେ କିଛି ଲଡୁ ଖାଇ ଦେଇ ରାଜ୍ୟପାଳଙ୍କ ପୁଅ ବୋଲି ତାଙ୍କ ମନ ପରିବର୍ତ୍ତନ କରିଦେଇ ପାରନ୍ତି ।।।।।। ଏଇତ ଆମର ।।।।। ଉଠ କଙ୍କାଳ ।।ଆ ହା ହା ଆ ହା ହା ଆଉ ।।।।।ହେ ଛାଡ ଆମେ ଉଠିକି କିଛି ଲାଭ ନାହିଁ ।।।।।।।କଡ ଲେଉଟେଇକି ଟିକେ ପେଟେଇକି ଶୋଇପଡିବା ଚାଲ

  • @Manu-nz8gx
    @Manu-nz8gx Місяць тому +3

    Where is the Mohan sarkar?

  • @SamiraPalai-rp9gl
    @SamiraPalai-rp9gl Місяць тому

    କୁଆଡେ ଗଲେ ମୋହନ ମାଝି ଓ ବିଜେପି ସରକାର କୁଆଡେ ଗଲେ ମୋଦି କେନ୍ଦ୍ରର ନେତାମାନେ କୁଆଡେ ଗଲେ ଓଡ଼ିଆ ଅସ୍ମିତା କୁଆଡେ ଗଲା

  • @user-wj1sf7uw9n
    @user-wj1sf7uw9n Місяць тому +2

    OMG

  • @Prakash-gq4tc
    @Prakash-gq4tc Місяць тому +2

    କୁଆ ଡେ ଗ ଲେ ମୋହନ ଵାବୁ

  • @sudhansumohanty478
    @sudhansumohanty478 Місяць тому +1

    The property of Odisha doesn't belongs to the son of Governor. This is Odia Asmita.

  • @sorotoka9717
    @sorotoka9717 Місяць тому

    ଓଟିଭି ଆଉ ଅର୍ଗସ କୋଉଠି ଗଲା ଆଉ ସେ ଦୁର୍ଗାଶିଷ କୋଉଠି news ଟିକେ ଚଲାଅ ଦେଖି ବା ତୁମେ କେଡେ ବଡ ସାମ୍ବାଦିକ... ଛି ଛି ବୟକଟ ଓଟିଭି ଆଉ ଅର୍ଗସ ଜଗନ୍ନାଥ ସବୁ ଦେଖୁ ଛନ୍ତି..

  • @bikramkesharidas3917
    @bikramkesharidas3917 Місяць тому

    ସାଧାରଣ ଲୋକ ଏ କାମ କରି ଥିଲେ କଣ ପୋଲିସ ତାକୁ ଗିରଫ କରି ଥାଆନ୍ତା କି ନାହିଁ। ଟିକେ ଜଣାନ୍ତୁ

  • @user-re2ss4qq3f
    @user-re2ss4qq3f Місяць тому +2

    Bhala bartta kahi cha sir ine samasthanka pain samana

  • @santoshnanda8793
    @santoshnanda8793 Місяць тому +1

    Governor ku odisha ru out kariba katha , Nahele BJP Govt Badnam hoijina

  • @SubashMishra-l2p
    @SubashMishra-l2p Місяць тому

    Rajya Pala pua odisha government bhai...

  • @RameshChandraSwain-cf8ty
    @RameshChandraSwain-cf8ty Місяць тому

    କେହି ବି ଆଇନର ଊର୍ଦ୍ଧ୍ଵରେ ନୁହନ୍ତି।

  • @aravindapattanayak2966
    @aravindapattanayak2966 Місяць тому

    C.M. should take immediate action. Otherwise People of Odisha will never believe him.
    Mohan govt.should impartial in this matter to give justice to the people of Odisha.
    Where is Odia Asmitaa ?

  • @babajicharanparida161
    @babajicharanparida161 Місяць тому +1

    Odia asmita due to governer ji is governer but son is not governer

  • @user-wh4kq1qk8o
    @user-wh4kq1qk8o Місяць тому

    ମନୋ ରଞ୍ଜନ ବାବୁ, ରାଜ୍ୟପାଳ ଙ୍କ ପୁଅ ମାଡ ଘଟଣା ର ସିସିଟିଭି ଫୁଟେଜ୍ ଅଛି କି? ଆପଣ ବରିଷ୍ଠ ସାମ୍ବାଦିକ ବୋଲି ଘଣ୍ଟ ବାଜୁଛି, କିଛି ସତ୍ ଦେଖାନ୍ତୁ? ସମ୍ବଲପୁର ଧର୍ମେନ୍ଦ୍ର ଙ୍କ ବିରୋଧ ରେ ମିଛ ସାକ୍ଷୀ ନୁହଁ ତ୍?

  • @jyotiranjansahoo8128
    @jyotiranjansahoo8128 Місяць тому +1

    Odia Asmita by BJP only for voting otherwise they doing gundaraj.....

  • @bcdas9247
    @bcdas9247 Місяць тому

    Indirectly Governor is involved in this case

  • @babyadyasha143
    @babyadyasha143 Місяць тому

    Direct gone case

  • @purnachandrapradhan2399
    @purnachandrapradhan2399 Місяць тому

    Why PM is silent on Odisha Rajbhavan issue. Why President Draupadi Murmu being an Odiya is silent on this issue. Please have take action otherwise BJP will lose its mandate after 5 years.

  • @arjunbarik1858
    @arjunbarik1858 Місяць тому

    ଅର୍ଗଶ ସେ ଦଲାଲ କୁଆଡେ ଗଲା

  • @prabhatkumarpradhan3370
    @prabhatkumarpradhan3370 Місяць тому +1

    CM and Governer both are Bjp so action nai

  • @arupkumardas7632
    @arupkumardas7632 Місяць тому

    Koti koti lokanka asare ehi sarkar tiari heini kichi bikalia news channel nka asare ehi sarkar tiari heichi

  • @akshaykumarbehera1964
    @akshaykumarbehera1964 Місяць тому +1

    Manaranjn babu tame tike sarakarnku sapat karuchhaki

  • @TheSayeed2009
    @TheSayeed2009 Місяць тому

    Family court ra head is Governor

  • @arjunbarik1858
    @arjunbarik1858 Місяць тому

    ଅର୍ଗସ୍ କୁଆଡେ ଗଲା

  • @pradeepkumarjena4162
    @pradeepkumarjena4162 Місяць тому

    ବିବାଦ ସୃଷ୍ଟି କରୁଛନ୍ତି ରାଜନିତି କରୁଛନ୍ତି
    ଭ୍କିଟିମି ତ ସମାଧାନ ପାଇଁ ରାଜି େହାଇ ଗଲେ

  • @nrupeshnayak8232
    @nrupeshnayak8232 Місяць тому

    Jogya netank ajogya pua mane...

  • @siladityasukumar5123
    @siladityasukumar5123 Місяць тому

    jaha hau aapana e bisayare episode kale. chaatukaara sambadika maane ebe bi chup. Dhanyabaad aapananku

  • @user-wu8jh6no5k
    @user-wu8jh6no5k Місяць тому

    R g bar DSA nku Badalre kara

  • @sanjeevpaikray977
    @sanjeevpaikray977 Місяць тому

    We are astonished how a Governor is
    in favor of his Criminal son 😢
    So Mr Governor should resign 😮

  • @pramodmalik7917
    @pramodmalik7917 Місяць тому

    Odia asmita kanhiki kuhajeebanahi

  • @chittaranjan3168
    @chittaranjan3168 Місяць тому

    Saswat mishra Jane nilajia IAS officer.Saswat mishra bodhe odia chhua nuhanti. Anya adu asichhanti

  • @nidhiramjena2398
    @nidhiramjena2398 Місяць тому

    Governor ku odisha ru bahar karajau o taa puaku arest kari marda mari jharaparda jail ku pathajau.

  • @chittaranjan3168
    @chittaranjan3168 Місяць тому

    Rajyapala gote Burma Sankar chhua janma deichhanti

  • @user-nw2rs3yo7x
    @user-nw2rs3yo7x Місяць тому

    Raghu Babu mohan babu kn pai chup hoi basi chanti a kn odisha ashmita total both touter😢

  • @harashchandraswain
    @harashchandraswain Місяць тому

    Vvv bad , what a administration. Shame , shame, shame. Ek desh ek kanoon kuade gala.....?

  • @rajeshbehera8116
    @rajeshbehera8116 Місяць тому

    SIBU SOREN PUA JAMSHEDPUR RU GODEIDELA KI GOVERNOR PUA KU MAYURBHANJ, BALESWAR, BHUBANESWAR CUTTUCK (ODISHA)

  • @sushantsingh2166
    @sushantsingh2166 Місяць тому

    5 month purbaku pherantu ama aine kemiti thila

  • @laxmidharmuni4832
    @laxmidharmuni4832 Місяць тому

    Cheif minister kuadegale.action kanhiki neu nanhanti.

  • @Ramakant-vb2tw
    @Ramakant-vb2tw Місяць тому

    Ardharatreere gadi lagi maada abishwashya laaguchhi aau kichhi khojuthileki

  • @SureshgoutamPanda
    @SureshgoutamPanda Місяць тому

    Abhi yog kea karichanti.jadi han .step nanele sara rajya re andolan .

  • @brajakishorkhilar47
    @brajakishorkhilar47 Місяць тому

    Dandamalurajyapalapuyanku

  • @bijayparida8085
    @bijayparida8085 Місяць тому

    ଏ କଣ ଓଡିଆ ଅସିମିତା

  • @sudhakarrout5324
    @sudhakarrout5324 Місяць тому

    Laza lagiba katha entire Prashanan & Govt ku. Nahale semananka pain new Ayin banajau @ Jetika Choro Dalal Ku support kariba Sarkar ku ame nije elect karichhanti . Bhul ta amara. Okay Puni Samay asiba , Udeiki phingaheba ai Sarkar ku 😔 Odia Asmita kahibaku laza laguni BJP ku.... Chhiiii@ 😔😔😔😔

  • @SureshgoutamPanda
    @SureshgoutamPanda Місяць тому

    Law badalai diantu .sarkar .

  • @satyadas6658
    @satyadas6658 Місяць тому

    BJP ku tike banchei banchei kahuthibe....

  • @BabanBagh-f8d
    @BabanBagh-f8d Місяць тому

    Abhijuktaku luchaiba. Aparadha bapa o pua b9th arest heba darkar

  • @niranjansahu6654
    @niranjansahu6654 Місяць тому

    ତତେ କିଛି ଅସ୍ମିତା ଜଣା ପଡିବନି

  • @abhijitmohanty8284
    @abhijitmohanty8284 Місяць тому

    Bjp asila bahut asha thila kichi odisha pain kariba,but bjp emiti criminal manakun support kariba jadi 2029 re bala thiba je sunpamdi khaiba

  • @adityanarayanapradhan9382
    @adityanarayanapradhan9382 Місяць тому

    4:28 4:30

  • @biswajitswain8961
    @biswajitswain8961 Місяць тому

    E rajyapala ku Bida kara.

  • @pabi94
    @pabi94 Місяць тому

    Jumla party

  • @arupkumardas7632
    @arupkumardas7632 Місяць тому

    Tanka pua kie? Sabu thi uthiba odia asmita

  • @sticky1490
    @sticky1490 Місяць тому

    Mo bopa hela, odiss ra rajya pal. Odisa loko mo das,.,,. ra bala modi BJP mohan mo sarkaar. Durgasis orgus mo pada tala.

  • @user-bq8jc9zk4k
    @user-bq8jc9zk4k Місяць тому

    Odisha Loko eko huntu bjp ku niyo mangontu

  • @smitaranipradhan5245
    @smitaranipradhan5245 Місяць тому

    Raghubar morality drustiru estapa deba niscita rajyapal ki nya deba pradhan wife ku esabu calak jamshedpur re ame oriya achu se raghubar das oriya ku dekhiba ku mage nahi khymata bala re BJP haware se lokamana lu gruna karanti

  • @pradeepkumarsahoo8345
    @pradeepkumarsahoo8345 Місяць тому

    Bah bahre Odia asmita😢

  • @dilipgantayat4966
    @dilipgantayat4966 Місяць тому

    Jane bahara Loko odisha aasi odia ku badeiba eita odia asmita nuha ki

  • @user-ds2bh8kh2v
    @user-ds2bh8kh2v Місяць тому

    Raghu hatao odisa bancha

  • @pramodkumarparida4575
    @pramodkumarparida4575 Місяць тому

    Let us now examine our new state govt 's Odia Asmita.

  • @biswadunia8109
    @biswadunia8109 Місяць тому

    As per u Governor is Odia?