ମୋହନ ମାଝୀଙ୍କ ମୁଖ୍ୟମନ୍ତ୍ରୀ ହେବା ଆୟୁଷ ଏବେ ପୁରୀ ପୁରୀ ଆସୁଛି...

Поділитися
Вставка
  • Опубліковано 3 лип 2024
  • LEV LIVE ODIA | ODISHA NEWS | POLITICS NEWS
    ମୋହନଙ୍କୁ କଡ୍ଡା ଭାଷାରେ ଗାଳି କଲେ ଯୁବକ...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    Hiii…This Is a Levlive Odia UA-cam Channel…Levlive Odia a Complete ENTERTAINMENT House.
    -------------------------------------
    ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
    ►►►►► ► Copyright Disclaimer ◄◄◄◄◄◄
    The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
    --------------------------------------
    Thanks For Watching...
    Don't forget to Like, Comment, Share & Subscribe…
    --------------------------------------
    #LevLiveOdia

КОМЕНТАРІ • 372

  • @pramodbehera607
    @pramodbehera607 3 дні тому +4

    ମୋହନ ସରକାର, ଏ ଭାଇଙ୍କର ପ୍ରଶ୍ନ ର ଉତ୍ତର ଟିକେ ରଖିଲେ ଟିକେ ଭଲ ହୁଅନ୍ତା

  • @SMILAN_143
    @SMILAN_143 4 дні тому +4

    ସବୁ ଠିକ୍ ଯେ ଏମାନେ ହେଲେ ଅତ୍ୟନ୍ତ ପାଗଳ 😂😂😂😂 ୟଙ୍କଠୁ ଆମେ ବଡ ପାଗଳ 😂😂😂😂😂

  • @prasannakumarnayak2278
    @prasannakumarnayak2278 4 дні тому +18

    ସେଇଟା ଶାହଙ୍କ କ୍ୟାମ୍ପାନି ହେଇଥିବ

  • @jubedalabehera.
    @jubedalabehera. 4 дні тому +16

    ରଙ୍ଗ ଦିଆ ସରକାର 😢😢😮

  • @NirakarBiswal-zg4tn
    @NirakarBiswal-zg4tn 4 дні тому +51

    ଭାଇ କଂଗ୍ରେସ ତମକୁ ମୂଖ ପାତ୍ର କରିବା କଥା ତମ ପାଖରେ ଭଲ ତଥ୍ଯ ଅଛିତ ।

    • @MNDIGITALSARAKANA
      @MNDIGITALSARAKANA 4 дні тому +1

      ଠିକ୍ ଭାଇ

    • @raghunarhkarjee947
      @raghunarhkarjee947 4 дні тому +2

      ହଁ ଭାଇ ଭବିଷ୍ୟତ ରେ ଏଇ ଟା ମୁଖ୍ୟମନ୍ତ୍ରୀ ହେବ !

    • @sudhirajena7710
      @sudhirajena7710 4 дні тому

      Wete କର​@@raghunarhkarjee947

    • @raghunarhkarjee947
      @raghunarhkarjee947 4 дні тому +1

      @@sudhirajena7710 ହଁ ଅପେକ୍ଷା କରିବା 2100ପରେ ହୋଇପାରେ

    • @shivarampradhan8049
      @shivarampradhan8049 3 години тому +1

      ​@@raghunarhkarjee947mu bi agaku mukhya mantri hebi 😅

  • @gunanidhikandi4085
    @gunanidhikandi4085 4 дні тому +7

    ଟିକେ ଧର୍ଯ୍ୟ ଧର

  • @mdjikria9657
    @mdjikria9657 4 дні тому +3

    କଥାର ଦମ ଅଛି ବାସ୍ତବ କଥା ଖାଲି ଭାଷଣରେ ନୁହେଁ କାମ କରି ଦେଖାଅ

  • @kanhucharandakua9255
    @kanhucharandakua9255 4 дні тому +16

    କୁକୁର ଭୁକିବେ ହଜାରେ 🐕 ହାତୀ ଚାଲିବ ମଜାରେ 🐘

  • @JogeswarMajhi-lt7hj
    @JogeswarMajhi-lt7hj 3 дні тому +2

    ଇଏ ହେଉଛନ୍ତି କଥା କଥିତ କଂଗ୍ରେସିଆ,,

  • @SatyakumarSajitkumarbiswal
    @SatyakumarSajitkumarbiswal 4 дні тому +8

    ସମୟ କୁ ଅପେକ୍ଷା କର

  • @routarjun85
    @routarjun85 4 дні тому +10

    ଏଇ ତ ଆରମ୍ଭ...

  • @memoriesofpast198
    @memoriesofpast198 13 годин тому +1

    Excellent Opinion

  • @arunkumarkar8941
    @arunkumarkar8941 4 дні тому +2

    right
    Tama katha sata huanta ki..

  • @SatyakumarSajitkumarbiswal
    @SatyakumarSajitkumarbiswal 4 дні тому +6

    ସରକାର ନିଜେ ଚଳାଇବେ ବସ

  • @mdbd7675
    @mdbd7675 3 дні тому +5

    ଏହା ପରେ ଗାଣ୍ଡି ମରା ଶଂକରା ମୁଖ୍ୟମନ୍ତ୍ରୀ ହେବ । ‌Bus ନାମ change ହେଲେ ତର ଗାଣ୍ଡି ଏତେ ଫାଟୁଛି?

    • @bibhutijena3383
      @bibhutijena3383 21 хвилина тому

      ପ୍ରକୃତ କଥା ହେଉଛି ବିଜେପି ସରକାର ଗଠନ କରିବା ପରେ କିଛି ହାରାମଜାଦା ଙ୍କ ଗାଣ୍ଡି ରେ ନିଆଁ ଲାଗି ଯାଇଛି , ବର୍ନୋଲ କାମ ଦେଉନି, ବରଫ ଖଣ୍ଡ କୁ ପୁରେଇ ଦିଅ ଆରାମ ମିଳିବ ।

  • @abhijitdwibedi5882
    @abhijitdwibedi5882 3 дні тому +1

    Bhai right

  • @manaskumardas4421
    @manaskumardas4421 10 годин тому

    Good vai

  • @jitendrakumarmohanty4780
    @jitendrakumarmohanty4780 4 дні тому +21

    ବାଳ ସାମ୍ବାଦିକ

  • @SidharthPrasadDas
    @SidharthPrasadDas 4 дні тому +3

    ସଲିବା ଜୋର ହେଲାଣି ମାନେ ଗଲୁ ମରିବ ନିଶ୍ଚିତ ଆଉ,

  • @judhistirdas1763
    @judhistirdas1763 4 дні тому +1

    By changing the bus colour, the colour of the poor will not be changed. Thanks

  • @SatyakumarSajitkumarbiswal
    @SatyakumarSajitkumarbiswal 4 дні тому +9

    ଲସଷ୍ମୀ ଙ୍କ ରଙ୍ଗ କଣ ସବୁଚ ଦୟାକରି ଜଣାଇବେ କି ମହାଦାୟ

  • @user-hd6cr1gl9r
    @user-hd6cr1gl9r 4 дні тому +1

    Thik kahicha

  • @dillippradhan3536
    @dillippradhan3536 4 дні тому +1

    You are right

  • @snehalataparida5659
    @snehalataparida5659 12 годин тому

    Bhai ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। BJD ସବୁ କରିଥିଲେ ଆଉ ଏମାନେ ଖାଲି repairing କରିବାରେ ଅଛନ୍ତି ଏମାନେ ଏତେ ଅଲାଜୁକ ଛି ଛି।।।। କଣ କୁହାଯିବ ଏଇ ନିଲଜ୍ଜ ଗୁଡ଼ାଙ୍କୁ

  • @bibhutijena3383
    @bibhutijena3383 23 хвилини тому

    ଏ ହାରାମି ନିଜକୁ ବହୁତ ବଡ ସାମ୍ବାଦିକ ଭାବୁଛି

  • @AlibhaNaik-c4h
    @AlibhaNaik-c4h 4 дні тому +1

    Right

  • @SimanchalMali-gb3xh
    @SimanchalMali-gb3xh 4 дні тому +4

    300ୟୁନିଟ କରେଣ୍ଟ ବିଲ ପ୍ରି କେବେ ହେବ

    • @Drgghjjnvxssdfvv
      @Drgghjjnvxssdfvv 4 дні тому +1

      ଆଉ 4 ବର୍ଷ 9ମାସ ପରେ ଫ୍ରି ହବ ପୁଣି election ଆସିବା ପୂର୍ବରୁ 😂😂😂

    • @PabitrabaralBaral-db3eq
      @PabitrabaralBaral-db3eq 3 дні тому

      Jebe Surya ghara yojana heba. Matra 3. Saptahara sarkar..

    • @debiprasadsahu9545
      @debiprasadsahu9545 3 години тому

      Tame mane maghia murkha

  • @nbasudevofficial6520
    @nbasudevofficial6520 4 дні тому +2

    Pura Kada Katha Bhai❤❤❤❤❤❤❤❤

  • @ranjitkumarsbr5759
    @ranjitkumarsbr5759 4 дні тому +34

    ତତେ ବାଳ CM କରିବା କଥା ଥିଲା ସବୁ ଛଡି ଥାଆନ୍ତୁ

  • @KedarJena-ki9el
    @KedarJena-ki9el 3 дні тому +11

    BJD କଣ ମାସେ ଭିତରେ ଅନେକ ଯୋଜନା କରିଥିଲା କି,ପାଗଳ ଭଳି ଗପନାହିଁ

  • @arunparida4590
    @arunparida4590 День тому

    Right bhai

  • @KaluAchary
    @KaluAchary 23 години тому

    Dhanya bad bhai

  • @JituRanjan-hk8hx
    @JituRanjan-hk8hx 18 годин тому

    It's all right

  • @neellimapall5434
    @neellimapall5434 3 дні тому

    Right 🙏

  • @rockniranjan884
    @rockniranjan884 2 дні тому

    ସୁପର ସତ କଥା
    Oli BJD

  • @dhuleswarswain9851
    @dhuleswarswain9851 50 хвилин тому

    Thanks,odisa

  • @deepakacharya3892
    @deepakacharya3892 3 дні тому

    BLUE PRINT READY ହେଇ ସରିଛି ଭାଇ। ଖୁବ୍ ଶୀଘ୍ର BJP ରାଜ୍ୟରୁ ହଟିବ।

  • @BharatBhua
    @BharatBhua 3 дні тому +5

    ମୋହନ ମାଝୀ ଜଣେ ଭଲ ଲୋକ ତମ ଭଲି ବଦ୍ ମାସ୍ ନୁହେଁ

  • @timishraikatimi5969
    @timishraikatimi5969 4 дні тому +1

    Cm sir gas,2000rs, petrol,110rupess

  • @trinathdas3305
    @trinathdas3305 4 дні тому

    It's good speech sir and good question ask to government odisha. Jay shree ram

  • @bikashdas1877
    @bikashdas1877 4 дні тому

    Good

  • @rahassethy4490
    @rahassethy4490 4 дні тому +10

    ତୁ ଶଳା ଟି କଂଗ୍ରେସ ର ଟେକିକି ଧର

  • @samistanahak4220
    @samistanahak4220 4 дні тому +2

    Right bhai 2014 re bhi black money return aniba kahiki asithila 😂😂😂

  • @KajuAmbokuduchi
    @KajuAmbokuduchi 4 дні тому

    Good comittemments

  • @user-xb5js1lj2r
    @user-xb5js1lj2r 4 дні тому +1

    ତୋର ଆୟୁଷ ତୋତେ ଜଣାକିରେ ଭାଡୁଆ ? ତୋର ରଙ୍ଗ କଣ ସବୁଦିନେ ଏପରି ରହିବ ।ଅଲାଜୁକ ପିଠିରେ ବଥହେଲେ ବଉଁଶ ଯାକ ଛାଇ । ତୁ ପରା ତୋର ବୃଦ୍ଧା ମା'କୁ ପରି ହାସ କରୁଛୁ?

  • @user-lu2fi8iz1d
    @user-lu2fi8iz1d 23 години тому

    ଲାଜ ଲାଗିବା ଖତା BJP ସରକାରକୁ ରଙ୍ଗ ନେଞ୍ଚ କରୁଛି ଓଡିଶା ବାସି କଜୁଛନ୍ତି Laxmi ku

  • @rabindrakumarmohanty9415
    @rabindrakumarmohanty9415 18 годин тому

    ନିଜକୁ ବହୁତ ସିଆଣିଆ ଭାବୁଛୁ ବୋଧହୁଏ,ସମୟ ବଡ଼ ଵଳଵାନ କାହାରି ବାହାଦୂରୀ ରହିନାହିଁ ତୋର ମଧ୍ୟ ସମୟ ଆସି ଗଲାଣି।

  • @jitukanhar6394
    @jitukanhar6394 4 дні тому +1

    Goo talk

  • @rabindrakumarmohanty9415
    @rabindrakumarmohanty9415 18 годин тому

    ଶଙ୍କର ମାଡ ନା ବର୍ଣ୍ଣ ଶଙ୍କର ମାଡ କିଛି ଜଣା ପଡୁନାହିଁ।

  • @kishorchandra2531
    @kishorchandra2531 4 дні тому +39

    କାହିଁ ମିଛରେ କୁକୁର ଭଳି ଭୂଖୁଛୁ।

    • @tribikrambehera3945
      @tribikrambehera3945 4 дні тому +1

      ୧୦୦% ସତ କଥା କହିଲ ଭାଇ

    • @nirasahoo284
      @nirasahoo284 4 дні тому

      This man is going to be mad.

    • @TheGentleMan_Once
      @TheGentleMan_Once 4 дні тому

      ​@@nirasahoo284...why ??

    • @kumarranjan8596
      @kumarranjan8596 2 дні тому

      ତୁ ସଳାଟା ହେଉଛୁ ଓଡ଼ିଶାର ବଡ଼ ପାଗଳ କୁକୁର 🐕 ତୋ ମୁହଁକୁ କୁକୁର ବିସ୍କୁଟ ୨ଖଣ୍ଡ ପକେଇ ଦେଲେ ତୁ ସଳା ଚୁପ୍ ହୋଇଯିବୁ

    • @suniltanty2811
      @suniltanty2811 14 годин тому

      Bjp ku khidele tmku bahuchhe bhai..jaha kahuchhi sat kahuchhi

  • @Babutankadharkishandancer
    @Babutankadharkishandancer 11 годин тому

    Raight👌

  • @gaganbiharidas8699
    @gaganbiharidas8699 4 дні тому +3

    Sankar mada right placere

  • @balarammohanty8451
    @balarammohanty8451 4 дні тому +1

    Bhai ekdum sata Katha kahuchha emane ଲୋକଙ୍କୁ ଭକୁଆ ବନାଇଛନ୍ତି....

  • @timishraikatimi5969
    @timishraikatimi5969 4 дні тому +1

    Thank you so much sir 🙏

  • @jayantedit1905
    @jayantedit1905 3 дні тому

    ଅଳ୍ପ ବିଦ୍ୟା ଭୟଙ୍କରୀ

  • @sneha6303
    @sneha6303 4 дні тому

    Eirara kichhi income darkar, kichhi kichhi paile khusi heba lokata

  • @niranjannayakgreatodisha2342
    @niranjannayakgreatodisha2342 День тому

    All rights comments.

  • @shyama4185
    @shyama4185 3 дні тому

    କେତେ କଥା କଣ ଆସିବ ମାଡ଼ି ଚାଲ

  • @abhimanyusahoo9542
    @abhimanyusahoo9542 3 дні тому

    Very good.Colouring of buses not necessary. Expenditure for colouring ie our money.Hence not required

  • @sidhantabiswal2802
    @sidhantabiswal2802 4 дні тому

    Right question bro...?

  • @chaitanyaprasad6541
    @chaitanyaprasad6541 3 дні тому

    ଶଙ୍କରା ନିଜକୁ ବଡ ଗେହୁ ପତି ଭାବୁଚି

  • @SaiBaba_Creations
    @SaiBaba_Creations 4 дні тому +4

    ତୁ କଂଗ୍ରେସୀ ଭିକ ମାଗି ଖା... ଆଉ କିଏ କଣ କଲା ତର ଜାଣିବା ଦରକାର ନାହିଁ 👍👍

  • @RasmitaSahoo-ul5uk
    @RasmitaSahoo-ul5uk 4 дні тому

    👍👍👍👍👍👍👍👍👍👍👍👍👍

  • @santoshudayasingh9818
    @santoshudayasingh9818 4 дні тому

    Bhai please wait sabu thik hoijiba

  • @rajalaxminayak9331
    @rajalaxminayak9331 11 годин тому

    BJP ସରକାର କେବଳ ଖାଉ ପାର୍ଟି। କାମ କିଛି କରିବେନି । କେବଳ ଫୁଟଣିଆ କଥା ।

  • @user-yj4cr2eg7z
    @user-yj4cr2eg7z 4 дні тому +1

    Bus name will be Jagannath in stead of Laxmi

  • @sureshkumarmallick2596
    @sureshkumarmallick2596 3 дні тому +1

    ଇଏ ପେଲେଇପୁଅ ବଡ଼ ଦଲାର, ଓଡିଶା ମାଟିର କଳଙ୍କ,
    ଲାଗୁଚି ଇଏ ପେଲେଇପୁଅ ହିନ୍ଦୁ ନୁହଁ, ୟା ବୋଉଳୁ ପଠାଣ ଗେହିଁଥିଲା, ୟେ ପେଲେଇପୁଅ ମୁସଲମାନ

  • @rajatkumarnaik2614
    @rajatkumarnaik2614 3 дні тому +1

    ମାଗିହା ତୁ ଏତେ ପାଠୁଆ ଶୋଳା ବହୁତ କହୁଚୁ ଛୁଡ଼ି ପୁଅ ତୁ ମୋ ବାଳ ତ କରିବୁ ଶଳା

  • @bipininayaknayak4043
    @bipininayaknayak4043 4 дні тому +1

    Right 👍 bro

  • @namaratnabehera1587
    @namaratnabehera1587 4 дні тому

    Yourspinking.is.Verimuch

  • @pravakarparida8733
    @pravakarparida8733 4 дні тому

    ଭାଇ ସମସ୍ତେ ମିଳିମିଶି ଖାଇବେ

  • @chandrapanda7222
    @chandrapanda7222 4 дні тому +4

    ମୋହନ ବାବୁ ଙ୍କୁ ସ୍ୱୟଂ ଜଗନ୍ନାଥ ଆଣି ଛନ୍ତି ଆପଣ ନାହିଁ ତ ଆଉ ଓଡିଶା ର କୌଣସି ଲୋକ ବର୍ତମାନ ପରିସ୍ଥିତି ହଟେଇ ପାରିବେ ନାହିଁ.

  • @prabirkumardas641
    @prabirkumardas641 3 дні тому

    ମା ଲକ୍ଷ୍ମୀଙ୍କର ନା ହଟେଇଲେ । ଆଉ ବେଶୀ ଦିନ ନୁହେଁ । ଭିକାରି ହେଇ ବୁଲିବେ । ଏକଛତ୍ରବାଦୀ ହେଲେଣି ।

    • @ChandanKumar-gh6lr
      @ChandanKumar-gh6lr День тому

      Bhai bholo se janino bodhe...seita ei (Laxmi)nothila...LAccMI...eita thila jaha gote company ro na

  • @bikramkeshariparida4077
    @bikramkeshariparida4077 3 дні тому

    ସଂକରା ତୁ ବଡ ଡ଼ ହ ରା

  • @dhanurjaya9
    @dhanurjaya9 4 дні тому +1

    good question

  • @pratapmahanta3821
    @pratapmahanta3821 4 дні тому

    Tike apekhya kara sabu heba

  • @biswajitpattnaik-ix6ki
    @biswajitpattnaik-ix6ki 4 дні тому +1

    ଶଳା.... ଦୁର୍ନୀତି ଧରିବା ପାଇଁ କଣ Cabinet ବସେ? ଶଳା ବୋକାଚୋଦା LAKSHMI ର Full Form ଜାଣିଚୁ ନା ନାଇଁ

  • @chandanmahari2715
    @chandanmahari2715 6 годин тому

    Jay Jagannath Puri Jay BJD 💚

  • @bidyadharswain54
    @bidyadharswain54 День тому

    Laxmi mata father Sagar Raja blue in colour.. maa is the treasure r of wealth. Name changeis a great crime against maa laxmi. Govt will become wealth less.

  • @xyzlipunshorts2315
    @xyzlipunshorts2315 4 дні тому +13

    Mohan majhi good c m

  • @tribikrambehera3945
    @tribikrambehera3945 4 дні тому +40

    ଆରେ କଂଗ୍ରେସିଆ ୟୁଟ୍ୟୁବର ତୋର ରାହୁଳ ଗାନ୍ଧୀ ହିନ୍ଦୁ ଧର୍ମର ଲୋକ ମାନଙ୍କୁ ଅପମାନିତ କରୁଛି ତା ବିରୁଦ୍ଧରେ ତୁ ପଦୁଟିଏବି କହୁନୁ କେବଳ ବିଜେପି ବିରୁଦ୍ଧରେ ଅପପ୍ରଚାର କରୁଛୁ ଗାଣ୍ଡିମରା ଶଙ୍କରା ତୋରବି ଜେଲ ଯିବାପାଇଁ ପାଖେଇ ଆସିଲାଣି

    • @user-fy5xh5hu7z
      @user-fy5xh5hu7z 4 дні тому

      Karajiba

    • @Aadhya830
      @Aadhya830 2 дні тому +2

      ଅବେ ଗାଈ ଚୋରାଳି ବିକ୍ରମ୍ ବେହେରା ତ କଥା ରୁ ଜଣା ପଡ଼ିଛି ତୁ ବି ତୋ ବୋପା ମୋଦି ପରି ଚତୁର୍ଥ ଫେଲ୍.😂

    • @user-in7sr5wd4k
      @user-in7sr5wd4k 2 дні тому

      କଣ BJP ର youtuber ନାହାନ୍ତି କି

  • @lateshnayak4085
    @lateshnayak4085 4 дні тому

    ❤❤❤❤❤ you

  • @ramachandra8999
    @ramachandra8999 4 дні тому

    ❤Rama❤ bjd ayusa shesa tks lordzrmji

  • @sudhakarmohanty6648
    @sudhakarmohanty6648 19 годин тому

    😢😢😢😢😢

  • @mirapatra8545
    @mirapatra8545 4 дні тому +2

    ଲକ୍ଷ୍ମି ଛଡାବିଜେପିସରକାରମୋହନମାଝିକେନ୍ଦୁଖାଇବରଙ୍ଗକରିବ

    • @mandakinitripathy5110
      @mandakinitripathy5110 4 дні тому

      ଯେତେବେଳେ ପ୍ରଭୁ ଜଗନ୍ନାଥ ଙ୍କୁ ଭିକ ମାଗେଥିଲା ବିଜେଡି ସରକାର ସେତେବେଳେ କଣ ସବୁ ନିଦରେ ସୋଇ ଥିଲ ଏବେ ଉଠିକି ଭାଷଣ ମାରୁଛ

  • @sureshchandrabhoi5409
    @sureshchandrabhoi5409 4 дні тому +4

    ଧର୍ମକୁ ନେଇ ରାଜନୀତି ଓଡିଶା ରେ ଚଳିବନାହଁ.

  • @nabakishorbhoi1500
    @nabakishorbhoi1500 4 дні тому

    Beautiful bjp 👍👍👍👍

  • @ChandraShekharMuduli-nv2tb
    @ChandraShekharMuduli-nv2tb 4 дні тому +5

    Nabinbabu jindabad 🙏🙏

  • @digambarpanigrahi801
    @digambarpanigrahi801 4 дні тому +1

    ତୁ ବିଭା ହେବାର ବାସିଦିନ ତୋ ମାଇପ ପିଲା ପାଇଥିଲା । କି

  • @sidheswarbeshra8897
    @sidheswarbeshra8897 4 дні тому

    Make sensible comments

  • @bibhutibhusandas2828
    @bibhutibhusandas2828 16 годин тому

    Jou Mane a bhai ra Katha ku birodh karucha .au kahucha ranga au name badalichi thik heichi semane sabu Laxmi chhada hei buliba .Karan semane maa Laxmi nku pasand karunahanti .Maa Laxmi sabu dekhuchhanti .

  • @rabinarayanmishra2036
    @rabinarayanmishra2036 4 дні тому

    Do not be jealous.BJP is good for security of the common man.

  • @TanujaMishra-gf5cj
    @TanujaMishra-gf5cj 4 дні тому +1

    E ranga rahile hela ...

  • @sanjaybehera9757
    @sanjaybehera9757 4 дні тому +1

    Jairangam mistri

  • @user-lu2fi8iz1d
    @user-lu2fi8iz1d 23 години тому

    ଦାବି କରୁଥିଲ V.K.pandian sir ku ଓଡିଶାରେ ଦାଦନ ହଟିବ କଣ ଦାଦନ ହଟିଲା କି ଆମେ ଜବାବ ମାଗୁଛୁ ଓଡିଶା ବାସି ମୁଁ ଡକେଇ ଦେବିକି ଦାଦନ କାଟୁଛନ୍ତି keral ତାମିଲନାଡୁ ଗୁଜରାଟ ଭେଙ୍ଗଳର ସୁରଜ ବଳି ଭିବିନ୍ନ ତାଜ୍ୟରେ ଓଡିଶାର ଯୁବକ ଓ ଯୁବତୀ ମନେ କଣ ହଟିଲାକି ଦାଦନ ଶଳା Bjp ସରକାର ଲକଙ୍କୁ ବକୁଆ ବନେଇ ଭୋଟ ମାଗିନେଲା ଓଡିଶାରେ ସରକାର ବାନେଇଲା କଣ ଓଡିଶା ବାସି ଙ୍କୁ ପାଇଧା ହେଲକି BJp ସରକାର ଗୁଟେ ଦଙ୍ଗା ସୃଷ୍ଟି ସରକାର ମୁଁ ମିଛ କହୁଥିଲେ ଆପଣଙ୍କୁ ଡକେଇଦେବି ଓଡିଶାର ଲକମାନେ ଦାଦନ ପାଇଁ ଭୋଟ ଯେମିତି ସରିଲା ଏବଂ ବିଜେପି କୁ ସରକାର ବାନେଇଲେ ଆରୁ ଦାଦନ କୁ ଗଲେ କହୁଥିଲ ପରେ ଓଡିଶା ବିକାଶ ହେବ କଣ ବିକାଶ ହେଲା mahon majhi nku laj ଲାଗିବାଖାତା ପେରେଇ ଆଣନ୍ତୁ ଓଡିଶାବାସି ଙ୍କୁ ଦାଦନରୁ ତାହେଲେ ଓଡିଶାବାସୀ ଖୁସି ଓଡିଶାର ଲକ୍ଷ୍ୟ ଲକ୍ଷ୍ୟ ଯୁବକ ଓ ଯୁବତୀ ମନେ ଭୋଟ ପରେ ଅନ୍ୟ ରାଜ୍ୟରେ ଆପଣ ମନେ ନିଜ ଘରେ ପିଲା ଛୁଆ ଛାଡି ଶଳା ଦରକାର ଡିମ ଡିମ ପିଟୁ ଥିଲା ଦାଦନ ହଟିବ Bjp magiya

  • @bijayabaliarsingh5080
    @bijayabaliarsingh5080 4 дні тому

    This man is mentally shattered

  • @MahendraMeher-ef6fj
    @MahendraMeher-ef6fj 2 дні тому

    ମୁ ରାହୁଲ ଗାଁନ୍ଧି କୁ ଭଲପାଏ to ପରି ମାନ୍ଦାଗିହିଁକୁ ନୁହେଁ

  • @MahendraMeher-ef6fj
    @MahendraMeher-ef6fj 2 дні тому

    ତାପରେ ତୁ ଆସି ରାଜ୍ୟ ସାମ୍ବାଳିବୁ

  • @pipunpal5931
    @pipunpal5931 4 дні тому +3

    ତୁ ନିଜକୁ ଓଡ଼ିଶା ର ମୁଣ୍ଡି ଭାବୁଚୁଁ ନା

    • @tribikrambehera3945
      @tribikrambehera3945 4 дні тому

      ଇଏ ଶଙ୍କରା ରାହୁଳ ର ଚାମଚା

  • @BIBHANSUODIAVLOG
    @BIBHANSUODIAVLOG Годину тому

    Bjd କଣ ରଙ୍ଗ change କରୁ ନଥିଲା କି