Ratna Bhandar : ଭଣ୍ଡାରରୁ ବାହାରି କହିଲେ | Puri Jagannath Mandir | Ratna bhandar news | Odia News

Поділитися
Вставка
  • Опубліковано 5 вер 2024
  • Ratna Bhandar : ଭଣ୍ଡାରରୁ ବାହାରି କହିଲେ | Puri Jagannath Mandir | Ratna bhandar news
    is there a big tunnel inside ratna bhandar?
    inner chamber reopened on July 18 for inventorisation, audit. Ratna Bhandar will be reopened between 9.51am and 12.15pm on Thursday to shift the valuables to a strong room inside the temple complex. It will be a huge challenge to transfer the ornaments and the valuables to the temporary strongroom and carry out the inventory work. Moreover, it will also be a tough task for the Archaeological Survey of India (ASI) to undertake the repair work of the treasure trove for the first time.
    #tunnel #mystery #rathayatra #lawminister #pruthirajharichandan #ratnabhandar #purijagannathtemple #purinews #asi #jagannathtemple
    #puriratnabhandar #srimandirratnabhandar #ratnabhandar #ratnabhandaropening #puri #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

КОМЕНТАРІ • 104

  • @kalingasendha
    @kalingasendha Місяць тому +22

    ମୋ ପ୍ରଭୂ ଜିନିଷ ସବୁ ଠିକରେ ରଖନ୍ତୁ ମୋ କାଳିଆ ଭାରି ସରଳିଆ ସେ ଛନ୍ଦ କପଟ ଜାଣେ ନାହିଁ ଦୟାଳୁ ଠାକୁର ସେ କେବେ କାହାକୁ ଦଣ୍ଡ ଦିଏ ନାହିଁ

  • @dusmantapatra3426
    @dusmantapatra3426 Місяць тому +3

    ଯୁଦ୍ଧ ସାମଗ୍ରୀ କୁ ଜଗନ୍ନାଥ ଙ୍କ ମିଉଜିଅମ ରେ ରଖା ଗଲେ ଜଗନ୍ନାଥ ପ୍ରେମି ଓ ଓଡିଶା ବସି ଜାଣି ପାରିବେ...... Jay jagarnath 🙏

  • @rabindrapanda3361
    @rabindrapanda3361 Місяць тому +23

    ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଧ୍ଧାତ୍ମିକ ଗୁପ୍ତଚର ମୁଖ୍ୟ ମା ଲକ୍ଷ୍ମୀ , ସମସ୍ତ ଭଣ୍ଡାର ର ଗୁପ୍ତ ରକ୍ଷଣାବେକ୍ଷଣ ମା ଲକ୍ଷ୍ମୀ ଙ୍କ ଦାୟିତ୍ବ ।ତାଙ୍କ ଦାୟିତ୍ଵ ବାହାରେ କିଛି ବି କାମ ହୋଇପାରିବ ନାହିଁ । ତାଙ୍କ ଇଛା ଓ ଜନସାଧାରଣ ଙ୍କ ଜିଜ୍ଞାସା ପାଇଁ କିଛି ପଦକ୍ଷେପ ନେବାକୁ ମା ଆଦେଶ ରେ କିଛି ଅବଗତି ହେଲା । ଭଣ୍ଡାର ଘର ମା ଙ୍କ ଦୟା ଠିକ୍ ଠାକ୍ ରହିବ । ମା ଲକ୍ଷ୍ମୀ ଙ୍କ ଉପରେ ବିଶ୍ବାସ ରଖନ୍ତୁ, ସବୁ ସୁରକ୍ଷିତ ।

  • @goutamkumarchand9611
    @goutamkumarchand9611 Місяць тому +3

    ସବୁ କାଳ୍ପନିକ କାହାଣୀ ଏହି ମଣିଷ ସମାଜରେ ଲେଖା ହୋଇଛି ତେଣୁ ପୁରୁଷ ପୁରୁଷ ର ପ୍ରବାଦ ଶେଷରେ ମିଥ୍ୟା ଗୁଜବ ରେ ସରିଲା ମୁଠିଏ ମାଟି ପରି ପାହାଡ ପରି ଆତ୍ମା ରେ ଥିବା କାଳିଆ ର ଜିନିଷ ଆଜି କେତୋଟି ସିନ୍ଧୁକ ଆଉ
    ଆଲମୀରାରେ ତାହା ଭିତରୁ ବି ଲୁହା ପିତଳ ରୁପା ଉତ୍ତରୀୟ ଏବଂ ରାଜାଙ୍କ ବ୍ୟବହୃତ ଜିନିଷ ପତ୍ର ବି ଥିବ ଠିକଅଛି କିଛି ସୁନା ତ ମିଳିବ ଅନେକ ଲୁଟ ପରେ

  • @sasanksekharaswain9208
    @sasanksekharaswain9208 Місяць тому +5

    ଧନ୍ୟବାଦ୍ , ସତ ସାମ୍ନା କୁ ଆଣିଲେ , ଭୂଲ ତଥ୍ୟ ପ୍ରଚାର ହେଉଥିଲା

  • @user-hf8tv9oc3g
    @user-hf8tv9oc3g Місяць тому +2

    Kuha mahapravu nka Ashribad ru kichi hoini kebala mahapravu nka icha re ok besi au kuhani plz dekhina dekhibaku chaucha jadi jao au thare dekhiba ses nag 🌹🙏❤️

  • @Reenabehera0
    @Reenabehera0 Місяць тому +13

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻

  • @nibedanamusic7718
    @nibedanamusic7718 Місяць тому +15

    ମିଡିଆ କୁ ତଥ୍ୟ ଦିଅନ୍ତୁ ନାହିଁ। ଜିରାରୁ ଶିରା କାଢୁଛି।

  • @user-ge1yk6il3x
    @user-ge1yk6il3x Місяць тому +3

    ଶ୍ରୀ ରବିନ୍ଦ୍ର ନାରାୟଣ ମିଶ୍ର ନିଜେ ଗଣ ମାଧ୍ୟମରେ କହିଥିଲେ କୁଣ୍ଡଳୀ ଗୁଡାକ କଦଳୀ ଭଣ୍ଡା ପରି,,,ଆଉ ଅନ୍ଧକାର ଭିତରେ ଚକ୍ ଚକ୍ କରୁଥିଲା ଅନେକ ଅଳଙ୍କାର,,,ତା'ପରେ ଶୁଢଙ୍ଗ ରହିଛି ବୋଲି ସେ ନିଜେ କହିଛନ୍ତି,,,,,
    ରବି ବାବୁ କ'ଣ ମିଥ୍ୟା କହିଥିଲେ,,,,
    କଥା ଗୁପ୍ତ ରଖିବା ଉଚିତ୍
    କିନ୍ତୁ ଭଗବାନ ଙ୍କ ସମ୍ପତି କୁ କେହି ଖାଇ ହଜମ କରି ପାରିବେ ନାହିଁ।।
    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏

  • @LazyTurtle587
    @LazyTurtle587 Місяць тому +21

    ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଲା ଯେ...ରତ୍ନ ଭଣ୍ଡାରକୁ ନେଇ ପ୍ରହସନ ଚାଲିଥିଲା....ବାହାର ଓ ଭିତର ଭଣ୍ଡାର ଘର ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ଧନ ରତ୍ନ ନାହିଁ....କେତେକ ଲୋକ, ୟୁଟ୍ୟୁବର, ମିଡ଼ିଆ ଵାଲା...ଲୋକଙ୍କୁ କେବଳ ଭୁଆଁ ବୁଲଉଛନ୍ତି...

    • @kalingasendha
      @kalingasendha Місяць тому +4

      ଅଛି କିନ୍ତୁ ସବୁ ଜିନିଷ ସରକାର କହୁ ନାହାନ୍ତି

    • @SukantaMallick-ko6gf
      @SukantaMallick-ko6gf Місяць тому

      😢😢😢😢😢😢😢😢😢😢😢😢😢😢😢😢😢😢😢😢😢55😢55555😢5😢5555😢555😢😢55555555😢55555r

    • @SukantaMallick-ko6gf
      @SukantaMallick-ko6gf Місяць тому

      😢55😢

    • @SukantaMallick-ko6gf
      @SukantaMallick-ko6gf Місяць тому

      5😢5​

  • @mamatabarik5973
    @mamatabarik5973 Місяць тому

    Jay mahaprabhu🙏🙏🙏🙏❤❤

  • @satyam6619
    @satyam6619 Місяць тому +7

    ୟେ ସବୁ ଖାଇ ଖୋଳ କରିବେ 100% ଏଇଟା doubt ରହୁଛି.

  • @nirmalabhuyan7396
    @nirmalabhuyan7396 Місяць тому

    Joy Jagannath 😢

  • @goutamkumarchand9611
    @goutamkumarchand9611 Місяць тому +1

    ଜନତା ଏବଂ ଭକ୍ତ ଙ୍କ ଆଗରେ ସରକାର ବହୁତ ନଗଣ୍ୟ ଆଉ ତୁମମାନେ ସରକାର ଙ୍କ ନିୟୋଜିତ କେତୋଟି ନଗଣ୍ୟ ମଣିଷ |ତୁମେ ମାନେ ତୁମ ମାନଙ୍କ ର ବକ୍ତବ୍ୟ କୁ ପରିବର୍ତନ କରି ଅନେକ ରହସ୍ୟ ମଧ୍ୟ ସୃଷ୍ଟି କଲଣି ଏହି ଭଣ୍ଡାର ଖୋଲି ଅଳଙ୍କାର ର ଗଣତି ପାଇଁ ପ୍ରତିଟି ଓଡ଼ିଆ ଭକ୍ତ ଙ୍କ ମନରେ ବିଶ୍ୱାସସୃଷ୍ଟି ହୋଇ ପ୍ରାୟତଃ ସରକାର ପରିବର୍ତନ ର ମାଧ୍ୟମ ସାଜିଲା କିନ୍ତୁ ଆପଣ ମାନେ ଆହୁରି ଅଧିକ ସ୍ୱଛତା ହୀନ ବ୍ୟବସ୍ଥା ସୃଷ୍ଟି କରିଗଲ ସେହି ଦୀପ ଖଣ୍ଡା ବର୍ଚ୍ଚା ଏବଂ ଉତ୍ତରୀୟ ନିଶ୍ଚିତ ଅଧିକ ମିଳିବ ତେଣୁ ଗଜପତି ପ୍ରକୃତ ଅବସ୍ଥା ଦେଖି ତୁରନ୍ତ ବାହାରି ଆସିବା ଏବଂ ତୁମେମାନେ 7ଘଣ୍ଟାରୁ 1ଘଣ୍ଟା ଶୁଖିଲା ଖାଦ୍ୟ ଖାଇ ଖାଲି ପଡ଼ିଥିବା ସିନ୍ଧୁକ ଦୁଇଟି ଏବଂ କାଠ ଆଲମୀରା କୁ ଜାଣିଶୁଣି ସନ୍ଧ୍ୟା ଯାଏଁ ରତ୍ନଭଣ୍ଡାର ରେ ଉଠାଇବା କାର୍ଯ୍ୟ ରେ ନିୟୋଜିତ ରଖିଥିଲ ଲୋକ ଲଜ୍ୟା କୁ ଡରି ଏବଂ 78 ମସିହା କାଳିଆ ର ରେକର୍ଡ ଭୁକ୍ତ ଗହଣା ସବୁ ଲୁଟ କରା ସରିଛି ଭକ୍ତ କିମ୍ବା ଓଡିଶା ଜନତା ବୋକା ନୁହନ୍ତି ତୁମେ କେତେଜଣ ଏତେ ଚାଲାକ ହୋଇପାରିବନି କାଳିଆ ର ଭକ୍ତ ଙ୍କ ଆଗରେ |ଜନତା ଏବଂ ଦୁନିଆ କୁ ତୁମେ ଅନ୍ଧ ବୋଲି ବିଚାର କରିବା ତୁମ ମାନଙ୍କ ପରି ଶସ୍ତା କମିଟି ମୂର୍ଖାମୀ ର ପରିଚୟ ଦିଏ

  • @gayadharnayak1358
    @gayadharnayak1358 Місяць тому +6

    ସେ ଯୋଦ୍ଧ୍ୟ ସାମଗ୍ରୀ ଙ୍କୁ
    ଜଗନ୍ନାଥ musume ରେ ରଖା ଯାଉ

  • @prafullachandrarath7636
    @prafullachandrarath7636 Місяць тому +1

    Pl. Take holy name of sree sree thakur n meet sree sree acharydev n do his darsan at satsang ashram ,deoghar jharkhand. Jaiguru jagannath.

  • @avayjena9238
    @avayjena9238 Місяць тому +3

    ଏଇଟା ଗୋଟେ ଗାଲୁଆ ଲୋକଟା,
    ଏମାନେ ମିଳି ମିଶି ଗୁଜୁରାଟ ସ୍ଥାନାନ୍ତର ପାଇଁ କାମ କରୁଥିବା ଦଳ

  • @RajRaj-qw3hf
    @RajRaj-qw3hf Місяць тому +2

    sey jaha bi heu ama maha prabhunka sampanti sabuku ganati manati karajau o eahaku sarba sadharana re janajau pore eahaku surakhita kariki eahara chabi ku gajapati o mandira prashasana ku sampurna dia jau, aau jadi prabhunka sampanti ra jadi shree kedarnath dham ratna vandara ra pari ghotala hue tebe eahara bharana sarkar karibi o tanka satta odisha ru hareibe

  • @jayantakumarjena8292
    @jayantakumarjena8292 Місяць тому

    Right 👍👍👍👍👍

  • @dharmendrasahu6008
    @dharmendrasahu6008 Місяць тому

    ଦଇତା ପତିମାନେ ସବୁ ବିକି ସାରିଲେଣି

  • @64satyadas
    @64satyadas Місяць тому +1

    Full diplomatic and clever answers , the time silly ring the truth.....

  • @anandachanadrabaliarsingh2275
    @anandachanadrabaliarsingh2275 Місяць тому

    ❤ Good job sir

  • @mitaraniacharya9848
    @mitaraniacharya9848 Місяць тому

    Jai Jagannath🙏

  • @NarendraKumarSethi-vx8hn
    @NarendraKumarSethi-vx8hn Місяць тому +1

    Jay jagnnath swami

  • @kantiaMatha
    @kantiaMatha Місяць тому +1

    ଜୟ ଜଗନ୍ନାଥ

  • @prafullachandrarath7636
    @prafullachandrarath7636 Місяць тому

    May lord jagannath bless u with good health, happiness n long life. Jaiguru. Bande purusottamam.

  • @kalingasendha
    @kalingasendha Місяць тому +3

    ସୁଡଙ୍ଗ ଅଛି କିନ୍ତୁ ଏମାନେ ଲୁଚଉଚନ୍ତି

  • @prabhatkumardas4856
    @prabhatkumardas4856 Місяць тому

    Jay Jagannath

  • @Mahadev-m1y
    @Mahadev-m1y Місяць тому

    Jay Jagannath 🙏🙏🙏

  • @mukundadevsahoo9428
    @mukundadevsahoo9428 Місяць тому

    ❤jaya jagannath ❤

  • @user-hf8tv9oc3g
    @user-hf8tv9oc3g Місяць тому

    Plz jaganath nku naeki rajaniti karani kia janiba ketebele kou dosa vogibaku padiba 🙏❤️🌹

  • @AnuAnu789-ms1nk
    @AnuAnu789-ms1nk Місяць тому

    ଏବେ ସବୁ ଦେଖିକି ଆସିଲ ଚୋରି କରିବାକୁ ତମକୁ ସୁବିଧା ହେଇଗଲା ଏବେ ଚୋରି କରି ଗୁଜୁରାଟ ନେଇଯାଅ 😂😂😂😂

  • @younggun0075
    @younggun0075 Місяць тому +2

    Kichinahi jadi nahi tahele sadhe 7 ghanta kemiti lagila? Luchauchanti emane kichi. 1978 re rabi narayana mishra jaithile. Se kahithile sudanga seal kara heithila. Se anuman karuthile sapa jiba asiba karuthai paranti. Kichi makuta achi. Chita achi. Emane kichi kahunahanti. Ebe Survey balanka bhitaru jane behosh hei jaithile. Reason jana padini.

  • @AkshayNayak-wb6iz
    @AkshayNayak-wb6iz Місяць тому

    He pravu nije nijaku rakhya kara

  • @travelwithme8572
    @travelwithme8572 Місяць тому

    Jay jaggnath

  • @bishisag3818
    @bishisag3818 Місяць тому

    sara odisa dekhiba darkar
    bhandara vitare kana kana
    ratna sabu achhi

  • @ashokkumarnayak1648
    @ashokkumarnayak1648 Місяць тому

    Ommmm

  • @HemantKumar-lg8on
    @HemantKumar-lg8on Місяць тому

    Jai jagannath

  • @gopalkrishnapattnaik5313
    @gopalkrishnapattnaik5313 Місяць тому

    ALL HAVE PROMISED BEFORE LORD, TO COMPLETE REPAIR OF INTERIOR RATANA BHADARA . VALUABLES HAVE BEEN SHIFTED WHY DELAY ? SUPPOSE SOME VALUABLE DETECTED , HOW CAN THOSE BE REMOVED ?? DO ALL WANT TO BREAK MANDIR FOR SIMPLE COLLECTION OF VALUABLES?? There are other rooms . But one can not enter into those rooms. ( 1200++old mandir)

  • @sujitmukharjee1997
    @sujitmukharjee1997 Місяць тому

    ଭଲକି ଶୁଣନ୍ତୁ ଆମେରିକା ନେଇ ରଖିବେ କହୁଛନ୍ତି😡😡😡😡

  • @prafullachandrarath7636
    @prafullachandrarath7636 Місяць тому

    Hon"ble justice, sri biswanath rath, u have accomplised a noble work. Kindly accept satguru yugapurusottama sree sree thakur anukulchandra. He is purusottama of the age. Kindly take his holy initiation n take his holy name. Pl. Repeat n chant his holy name always. Ur knowledge n wisdomwill be increased n ur brain cell will be active .p go through the litrature of sree sree thakur n u will be able to solvedifferent problemsof life
    .. j

  • @user-ct3fh2bp3y
    @user-ct3fh2bp3y Місяць тому +3

    Ratna vandara 7ta au sabu kuade gala

  • @mumbaileakproof5390
    @mumbaileakproof5390 Місяць тому +1

    Amaku except gajapat maharaj statement not possible to believe to govt

  • @kuliadas-w5z
    @kuliadas-w5z Місяць тому

    👏👏👏👏👏👏

  • @ranjanbiswal335
    @ranjanbiswal335 Місяць тому

    କଥା ହେଉଛି କଣ ବାହାରିଲା କେତେ କୀଲୋଗାମ ଅଛି

  • @ashokkumarnayak1648
    @ashokkumarnayak1648 Місяць тому +1

    Much property is not there 😊😊😊😊😊😊😊😊😊😊😊

  • @debasisdash6252
    @debasisdash6252 Місяць тому +2

    Sabu sarila pare jaha achi kana public re kuhajiba ?

  • @babulmohanty1123
    @babulmohanty1123 Місяць тому

    Odisha basi ta kichhi khabar paunahanti kn achhi boli Kain khusi hebe

  • @Gamechangerwala
    @Gamechangerwala Місяць тому

    America neijiba 😮

  • @rudrabibhar1953
    @rudrabibhar1953 Місяць тому

    କାହିକିକେମେରାଶାମନାକେଆନିନାଇ
    କେମେରାଶାମନାକୁଆନଳୁକଦେଖୀବେ

  • @pyarimohansethy6954
    @pyarimohansethy6954 Місяць тому

    America 😮

  • @judhistirprathan4975
    @judhistirprathan4975 Місяць тому

    ❤❤BHITAR BHANDAR RE TO NANI BIA DEKHILU❤❤ MAA GIHA TU BADA CHOR❤❤❤❤

  • @ranjankumarsahoo5368
    @ranjankumarsahoo5368 Місяць тому

    Odisha basi samaste dekhibaa pain chahunthile is jaga ra Gahanna dekhiba pain?....,,,,,,,

  • @tukumohanty2252
    @tukumohanty2252 Місяць тому +1

    Jaganath dekhuchanti jati kichi bi bhul hela kehi gote banchi bani

  • @user-tq3sr2in9i
    @user-tq3sr2in9i Місяць тому

    Jadi saapa bahariba micha ...Malika b micha ...kali yuga sariba bi micha

  • @Sibu_Vloge
    @Sibu_Vloge Місяць тому

    America Neve 😂

  • @biooo5645
    @biooo5645 Місяць тому +2

    46 ti Raj mukuta achi na nahin seita clear kara.

  • @kabindra12
    @kabindra12 Місяць тому

    Emane sata kahuchhanti na michha kahuchhanti kebala Kalia bhagwan Jane. Emane jadi video Kari media ku dekhai thante tahele kichhi Anya katha heithanta. Bhagwan t kebe kahinahanti Mora video bana nahin boli .

  • @user-ch5gu7ob5k
    @user-ch5gu7ob5k Місяць тому

    Ya pare au kichhi baki rahila bhali laguchhi kahikina ete alukika katha agaru jou sunibaku miluthila kan sir sabu michha ???

  • @kishan4u1
    @kishan4u1 Місяць тому +1

    Ahuri Bjp ku vote diya. Chena puda khaiba. Ratna bhandara dekhiba.

  • @sujitmukharjee1997
    @sujitmukharjee1997 Місяць тому

    କଣ ପ୍ଲାନ୍ ଚାଲିଚି ସତ ଟା ବାହାରି ଗଲା କି ପାଟିରୁ 😡😡😡

  • @gamerzasmit2518
    @gamerzasmit2518 Місяць тому

    Jagannath nkar sampati kana etiki ??
    Au sabu gala kuade ?

  • @user-st6om8sp8j
    @user-st6om8sp8j Місяць тому

    କଣ ଲୁଟିଦେଲକି

  • @kshirodsagarkhatua6317
    @kshirodsagarkhatua6317 Місяць тому +1

    Hau America neijao

  • @m.rdevilpankaj5795
    @m.rdevilpankaj5795 Місяць тому

    Sata katha amane amerika pathei debe

  • @sujitmohanty6308
    @sujitmohanty6308 Місяць тому

    Sa ta kahila sabu amarica pathai dabu

  • @GyanaranjanPattanaik940
    @GyanaranjanPattanaik940 Місяць тому

    Yie bichara pati nuhanti

  • @biooo5645
    @biooo5645 Місяць тому

    Kie kichi clear kari kahunahanti.

  • @ContentFlowerBasket-ft3jr
    @ContentFlowerBasket-ft3jr Місяць тому

    Sir jadi sinduka ta bhitaraku jaipariba na asipariba then question rahila sinduka ta bhitaraku gala kmt? That's means there is something mystery beyond us 😮, Jay JAGGANATH❤

  • @ramachandrachoudhury2586
    @ramachandrachoudhury2586 Місяць тому

    Kahibnahit jauthila kanpai

  • @mr.arbindkujurofficials7690
    @mr.arbindkujurofficials7690 Місяць тому +1

    Sabu natak kora jauchi.... Kali jadi emiti occhi hele aji ପୁନି kahi kholu thilo

  • @sonalirana4731
    @sonalirana4731 Місяць тому

    😂😂😂😂😂

  • @itishreemania3243
    @itishreemania3243 Місяць тому

    Apana nku dhanya bada

  • @jaguarprince394
    @jaguarprince394 Місяць тому

    E Budha sabu micha kahuchi badhe

  • @raghumaninayak9593
    @raghumaninayak9593 Місяць тому

    ସିନ୍ଦୁକ ତାମିଲନାଡୁ ଯିବ ପାଣ୍ଡୁଆ ପାଖକୁ

  • @deepakho4664
    @deepakho4664 Місяць тому

    Sabbu tauter galua

  • @dhurjyadhonkandpan3389
    @dhurjyadhonkandpan3389 Місяць тому

    Bhagobanonkorotnokaharonuho.rajaronomontreero.thahaodisharosadecharikotioiyankonojorerohibadorkar.bhogobankonkohiletumokukahakudekhaonahibli.tumokutikebudhithibadorkar

  • @jagannathswain5426
    @jagannathswain5426 Місяць тому

    Tame sabu bala jatnnaucha kanyi ratna bhandar ku jebe jaucha liv telicast karuna na bjpsarkar pakhare new teknallji nayi 😮

  • @DebaprasadnayakDebaprasadnayak
    @DebaprasadnayakDebaprasadnayak Місяць тому

    Pagala ripotar mukuta prasna ....😅😅😅😅😅😅😅😅

  • @deepakho4664
    @deepakho4664 Місяць тому

    Ratna Bhandari kechi nahin tumhen sab tauter michua......

  • @munapradhan6957
    @munapradhan6957 Місяць тому +2

    Sai sindhuka modi aau amitisha pakhaku jeba seti paine ta anicha.

  • @DipuSahoo-e7z
    @DipuSahoo-e7z Місяць тому

    Jay jagannath

  • @prabasipani802
    @prabasipani802 Місяць тому

    Jay Jagannath

  • @saiarts4617
    @saiarts4617 Місяць тому

    Jay Jagannath❤🎉

  • @sudhanyakumohanty
    @sudhanyakumohanty Місяць тому

    Jay Jagannath